ସମ୍ବଲପୁର : ସମ୍ବଲପୁରର ଭାଲୁପାଲି ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି। ଯୁବକ ଜଣକ ଘର ସୋମବାର ରାତିରେ ଘର ବାହାରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି। ହତ୍ୟା ପରେ ଯୁବକଙ୍କ ମୁଣ୍ଡ ନେଇ ପଳାଇଛନ୍ତି। ଘଟଣାସ୍ଥଳରେ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ପଡି ରହିଥିବାର ଦେଖିବାକୁ ମିଳିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଅଇଁଠାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଯୁବକଙ୍କୁ ହତ୍ୟା କରି ମୁଣ୍ଡ ନେଇ ପଳାଇଲେ ଦୁର୍ବୃତ୍ତ
Popular Categories



