www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରାତଃ କାଳରେ ଈଶ୍ବରଙ୍କ ପୂଜା କରିବାର ତାତ୍ପର୍ଯ୍ୟ

ଭଗବାନଙ୍କୁ ପୂଜା ଓ ଧ୍ୟାନ କରିବାର ପ୍ରକୃଷ୍ଟ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଏହି ମୁହୂର୍ତ୍ତରେ ପୂଜା କରିବା ଦ୍ବାରା ଈଶ୍ବରଙ୍କ ଆଶୀର୍ବାଦ ମିଳିଥାଏ। ଏହାସହ ଭକ୍ତଙ୍କ ମନ ଶାନ୍ତି ରହିଥାଏ। ତେଣୁ ପ୍ରାତଃ ସମୟରେ ସର୍ବଦା ପୂଜାର୍ଚନା କରିବା ଉଚିତ। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉତ୍ତମ ଅଟେ।

ପ୍ରାତଃ କାଳରେ ପୂଜା କରିବା ପାଇଁ ଭୋରରୁ ଉଠିବାକୁ ପଡିଥାଏ। ଭୋରୁ ଉଠିବା ଶରୀର ପାଇଁ ଭଲ ଅଟେ।

- Advertisement -

ପ୍ରାତଃ କାଳରେ ଧ୍ୟାନ କରିବାର ଉତ୍ତମ ସମୟ ଅଟେ। କାରଣ ପ୍ରାତଃ କାଳରେ ଶୁଦ୍ଧ ବାତାବରଣ ରହିବା ସହ ଶାନ୍ତ ପରିବେଶ ରହିଥାଏ।

ପ୍ରାତଃ କାଳରେ ମନ ଶାନ୍ତ ଥିବାରୁ କୌଣସି ଖରାପ ଚିନ୍ତାଧାରା ମନକୁ ଆସି ନ ଥାଏ। ଏହି ସମୟରେ ଭଗବାନଙ୍କ ଧ୍ୟାନ ଓ ପୂଜା କରିବା ଦ୍ବାରା ମନରେ ଏକାଗ୍ରତ ଜାତ ହୋଇଥାଏ।

ସକାଳେ ଉଠିବା ମାତ୍ରେ ଆମକୁ ଦିନ ଯାକର କଥା ଭାବିବାକୁ ପଡେ। ତେଣୁ ପ୍ରାତଃ କାଳରେ ମନ ଶାନ୍ତ ରହିଲେ ଦିନଟି ଭଲରେ କଟିଥାଏ।

ପ୍ରାତଃ କାଳରେ ଧ୍ୟାନ ଓ ଈଶ୍ବରଙ୍କ ମନ୍ତ୍ର ଜପ କରିବା ଦ୍ବାରା ବୁଦ୍ଧି ପ୍ରଖର ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories