www.samajalive.in
Monday, December 8, 2025
14.1 C
Bhubaneswar

ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ‘କବୀର ସିଂହ’

ନୂଆ ଦିଲ୍ଲୀ : ଶାହିଦ କପୁର ଏବଂ କିଆରା ଆଡଭାଣୀ ଅଭିନୀତ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି। ରିଲିଜର ୧୧ଦିନ ପରେ ଫିଲ୍ମର ବକ୍ସ ଅଫିସ ଆୟ ୨୦୦କୋଟିରେ ପହଞ୍ôଚଲାଣି । ସନ୍ଦିପ୍‍ ରେଡ୍ଡି ନିର୍ଦ୍ଦେଶିତ ଫିଲ୍ମ ‘କବୀର ସିଂହ’ ଦକ୍ଷିଣ ଭାରତର ବ୍ଲକବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ରିମେକ୍‍ । ଶାହିଦ କପୁରଙ୍କ ନିଖୁଣ ଅଭିନୟକୁ ଖୁବ ତାରିଫ କରୁଛନ୍ତି ଦର୍ଶକ। ଅନ୍ୟ ଫିଲ୍ମ ଗୁଡିକୁ ପଛରେ ପକାଇ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ସହ ଦର୍ଶକଙ୍କ ହୃଦୟସ୍ପର୍ଶ କରିବାରେ ସଫଳ ହୋଇଛି ଏହି ଫିଲ୍ମ। ଜୁନ ୨୧ରେ ରିଲିଜ ହୋଇଥିବା ଫିଲ୍ମ ‘କବୀର ସିଂହ’ ପ୍ରଥମ ଦିନ ୨୦.୨୧କୋଟି ବ୍ୟବସାୟ କରିଥିବା ବେଳେ ରିଲିଜର ୧୦ମ ଦିନରେ ୧୬.୨୫କୋଟି ବ୍ୟବସାୟ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories