www.samajalive.in
Tuesday, December 9, 2025
16.1 C
Bhubaneswar

ବାଂଲାଦେଶ ବିପକ୍ଷରେ ରୋହିତଙ୍କ ଦମଦାର ଶତକ

ବର୍ମିଂହାମ : ଚଳିତ ବିଶ୍ୱକପରେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ଭାରତୀୟ ଦଳର ଓପନର୍‍ ତଥା ହିଟ୍‍ ମ୍ୟାନ୍‍ ରୋହିତ ଶର୍ମା । ବିଶ୍ୱର ଦ୍ୱିତୀୟ ଏବଂ ପ୍ରଥମ ଭାରତୀୟ ଭାବେ ବିଶ୍ୱକପରେ ୪ର୍ଥ ଶତକ ହାସଲ କରିଛନ୍ତି ରୋହିତ ଶର୍ମା। ମଙ୍ଗଳବାର ଏଜବାଷ୍ଟୋନ୍‍ରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ରୋହିତ ୯୨ବଲ ଖେଳି ୭ଚୌକା ଏବଂ ୫ଛକା ସହାୟତାରେ ୧୦୪ ରନ୍‍ ସଂଗ୍ରହ କରିିବା ସହ ଦିନିକିଆରେ ବ୍ୟକ୍ତିଗତ ଭାବେ ୨୬ତମ ଶତକ ହାସଲ କରିଛନ୍ତି । ଏହା ସହ ରୋହିତ ଅଷ୍ଟ୍ରେଲିଆର ତାରକା ବ୍ୟାଟ୍‍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କୁ ପଛରେ ପକାଇ ଚଳିତ ବିଶ୍ୱକପରେ ସର୍ବାଧିକ ରନ୍‍ ସଂଗ୍ରହ କରିବା ସହ ପଏଣ୍ଟ୍‍ ଟେବୁଲର ଶୀର୍ଷରେ ପହଞ୍ôଚଛନ୍ତି । ଡେଭିଡ ୱାର୍ଣ୍ଣର ୮ଟି ମ୍ୟାଚ୍‍ରୁ ୫୧୬ରନ କରିଥିବା ବେଳେ ରୋହିତ ୭ଟି ମ୍ୟାଚ ଖେଳି ୫୪୪ରନ୍‍ ସଂଗ୍ରହ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories