କଟକ : ୫ଜଣ ବିଚାର ବିଭାଗୀୟ ଅଧିକାରୀଙ୍କ ବଦଳି ହୋଇଛି। ତେବେ ଜଗତସିଂହପୁର ସିଭିଲ କୋର୍ଟ ରେଜିଷ୍ଟ୍ରାର ଭାବେ ମହେଶ୍ବେତା ପରିଜାଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ବାଲେଶ୍ବର ସିଭିଲ ଜଜ ଭାବେ ସୁନନ୍ଦା ପ୍ରଧାନ, ଭବାନୀପାଟଣା ସିଭିଲ ଜଜ ଭାବେ ଅନୁସିଲା ରାୟ, ରଣପୁର ଜେଏମଏଫସି ଭାବେ ଇପସିତା ନନ୍ଦ ଓ ନୂଅାପଡ଼ା ଜେଏମଏଫସି ଭାବେ ହବିବୁର ରହେମାନ ସିଦ୍ଦିକୀଙ୍କୁ ନିଯୁକ୍ତି ଦିଅାଯାଇଛି।
Popular Categories



