www.samajalive.in
Monday, December 15, 2025
17.1 C
Bhubaneswar

ଆହତ କାରଣରୁ ବିଶ୍ବକପରୁ ବାଦ ପଡିଲେ ବିଜୟ ଶଙ୍କର

ଇଂଲଣ୍ଡ : ଆହତ କାରଣରୁ ବିଶ୍ବକପରୁ ବାଦ ପଡିଛନ୍ତି ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର । ବିଜୟଙ୍କ ବାମ ଗୋଡ ବୁଢା ଆଙ୍ଗୁଠିରେ ଅଘାତ ଲାଗିଛି । ସୂଚନା ଅନୂଯାୟୀ ଗତ ଜୁନ ୧୯ରେ ନେଟ୍ସରେ  ଅଭ୍ୟାସ କରୁଥିବା ବେଳେ ଗୋଡ ଆଙ୍ଗୁଠିରେ ଆଘାତ ଲାଗିଥିଲା ପରେ ଆଫଗାନିସ୍ତାନ୍ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ ଖେଳିଥିଲେ ମଧ୍ୟ ଜାଣି ପାରିନଥିଲେ ବିଜୟ । ସିଟି ସ୍କାନ୍ ପରେ ବିଜୟଙ୍କ ବାମ ପଟ ଗୋଡ ଆଙ୍ଗୁଠି ଭାଙ୍ଗିଥିବା ଜଣା ପଡିଥିଲା । ସଂପୂର୍ଣ୍ଣ ଠିକ ହେବା ପାଇଁ ବିଜୟ ଶଙ୍କରଙ୍କୁ ଅତିକମରେ ୩ସପ୍ତାହ ସମୟ ଲାଗିବ ବୋଲି ବିସିସିଆଇ ସୂଚନା ଦେଇଛି । ବିଜୟଙ୍କ ସ୍ଥାନରେ ଅଗ୍ରଭାଗ ବ୍ୟାଟ୍ସମ୍ୟାନ୍ ଭାବେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରିଛି ଭାରତ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories