www.samajalive.in
Saturday, December 6, 2025
17.1 C
Bhubaneswar

ରାଜନୀତି କରିବେ ସପ୍ନା ଚୌଧୁରୀ , ବିଜେପିରେ ସାମିଲ ହେଲେ

ନୂଆଦିଲ୍ଲୀ . – ସପ୍ନା ଚୌଧୁରୀ ଏବେ ରାଜନୀତି କରିବେ । ରବିବାରରେ ସେ ବିଜେପିରେ ସାମିଲ ହୋଇଛନ୍ତି । ନିଜର ନୃତ୍ୟ ଓ ଅଭିନୟ ପାଇଁ ଉତ୍ତର ଭାରତରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦିଲ୍ଲୀ ବିଜେପିର ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ସେ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ ।

- Advertisement -

ଏହି ଅବସରରେ ଅନେକ ଲୋକ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପୂର୍ବରୁ ସପ୍ନା ରାଜନିତୀରେ ପ୍ରବେଶ କରିବେ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଆଗରୁ ସପ୍ନା ନିଜକୁ କଳାକାର ବୋଲି କହିବା ସହ ରାଜନୀତିରେ ପ୍ରବେଶ କରିବାର କୌଣସି ଅଭିପ୍ରାୟ ନଥିବା କଥା ପ୍ରକାଶ କରିଥିଲେ । ତାଙ୍କର ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ଫଟୋ ନେଇ ଅନେକ ଖବର ପ୍ରକାଶିତ ହୋଇଥିଲା । ମାତ୍ର ଏହି ଫଟୋଟି ବହୁତ ପୁରୁଣା ବୋଲି ସେ କହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories