ଦେହରେ କିରୋସିନି ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ମାଲକାନଗିରି : ମାଲକାନଗିରି ବସ୍ ଷ୍ଟାଣ୍ଡ ପାଖରେ ଜଶେ ଯୁବକ ନିଜ ଦେହରେ କିରୋସିନି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଯୁବକଙ୍କ ନାମ ରାଇସିଂ ଯାଦବ। ଯୁବକ ଜଣଙ୍କ ଦିଲ୍ଲୀର ବୋଲି ଜଣାପଡିଛି। ସେ…
Read More...

ବିଶାକ୍ତ ଖାଦ୍ୟ ଖାଇ ୧୯ ଅସୁସ୍ଥ

ଝାରସୁଗୁଡ଼ା : ଝାରସୁଗୁଡ଼ା ବକ୍ସିଛକ ଠାରେ ଏକ ଘରୋଇ ମାର୍କେଟିଂ ସଂସ୍ଥାରେ ତାଲିମ ଗ୍ରହଣ କରୁଥିବା କେତେକେ ଛାତ୍ରୀ ରବିବାର ମେସର ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି।  ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ…
Read More...

ନିଆରା ଉଦ୍ୟମ, ୩୦ ବର୍ଷ ଧରି ସାଇକେଲରେ ବୁଲି ନିରୋଗ ଓ ପ୍ରଦୁଶଣ ମୁକ୍ତ ବାର୍ତ୍ତା ଦେଉଛନ୍ତି ଆର୍‍.ଟି.ଓ.

ମାଲକାନଗିରି : ଆର୍‍.ଟି.ଓ. ଅର୍ଥାତ୍‍ ଆଞ୍ଚଳିକ ପରିବହନ ଅଧିକାରୀ, ତେବେ ଏହି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିଆରା ସଚେତନତା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛିା ସାଇକେଲରେ ବୁଲି ନିରୋଗ ଓ ପ୍ରଦୁଷଣ ମୁକ୍ତ…
Read More...

ପାଞ୍ଚ ବର୍ଷରେ ଆନ୍ଧ୍ରରେ ବନ୍ଦ ହେବ ସବୁ ପେଟ୍ରୋଲ ଓ ଡିଜେଲ ଗାଡ଼ି ପଞ୍ଜୀକରଣ

ଅମରାବତୀ : ଆନ୍ଧ୍ରପ୍ରଦେଶ ସରକାର ଆସନ୍ତା ୫ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୧୦ଲକ୍ଷ ବିଦ୍ୟୁତ୍‌ଚାଳିତ ଯାନବାହନ ଚଳାଚଳ ସହ ସମସ୍ତ ଡିଜେଲ ଓ ପେଟ୍ରୋଲ ଯାନକୁ ନିଷେଧ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ…
Read More...

ମହାରାଷ୍ଟ୍ରରେ ୫୭ ଜାଲ୍‌ ଡାକ୍ତର ଠାବ !

ମୁମ୍ବଇ : ଏକ ବିଚିତ୍ର ଘଟଣାକ୍ରମେ ମହାରାଷ୍ଟ୍ର ମେଡିକାଲ କାଉନ୍‌ସିଲ ୫୭ ଜାଲ୍‌ ଡାକ୍ତରଙ୍କୁ ଠାବ କରିଛି। ସମ‌େ​‌ସ୍ତ କାଉନ୍‌ସିଲରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ସେମାନେ ଏକ ନିର୍ଦିଷ୍ଟ ମେଡିକାଲ କଲେଜରୁ…
Read More...

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଇନଜୀବୀଙ୍କ ଆତ୍ମହତ୍ୟା ଉଦ୍ୟମ

ହାଇଦରାବାଦ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଜଣେ ଯୁବ ଆଇନଜୀବୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନିଲ କୁମାର ନାମକ ଏହି ଆଇନଜୀବୀ ମୁଣ୍ଡରେ ‘ସ୍ବତନ୍ତ୍ର ପାହ୍ୟା ଦାବି’ ବିଷୟ ଉଲ୍ଲେଖ…
Read More...

ରବର୍ଟ ଭଦ୍ରା ପୁଣି ଇଡିରେ ହାଜର

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା ଶନିବାର ତୃତୀୟ ଥର ପାଇଁ କେନ୍ଦ୍ରୀୟ ଦିଲ୍ଲୀର ଜାମନଗର ହାଉସ୍‌ସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ବୁଧବାର ସାଢ଼େ…
Read More...

ହାଫିଜ ସଇଦ ସଂଗଠନ ବିରୋଧରେ ଇଡି ମାମଲା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଅଭିଯୋଗକ୍ରମେ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲସ୍କର-ଇ-ତଏବା ମୁଖ୍ୟ ହାଫିଜ ସଇଦ ଦ୍ବାରା ପରିଚାଳିତ ସ୍ବେଚ୍ଛାସେବୀ ସଂଗଠନ ‘ଫାଲା-ଇ-ଇନ୍‌ସାନିୟାତ୍‌…
Read More...

ଆମେରିକାରୁ ଫେରିଲେ ଜେଟଲୀ

ନୂଆଦିଲ୍ଲୀ : କିଡନୀ ରୋଗରେ ପୀଡ଼ିତ ପ୍ରମୁଖ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଆମେରିକାରୁ ଚିକିତ୍ସା ​‌େଶଷ କରି ଫେରିଛନ୍ତି। ଏ ସମ୍ବନ୍ଧରେ ସେ ନିଜେ ଟ୍ବିଟର ଯୋଗେ ସୂଚନା ପ୍ରଦାନ କରିଛନ୍ତି।…
Read More...

ଭାରତୀୟ ବାୟୁ ସେନା କର୍ମଚାରୀଙ୍କ ଉପରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ : ଗଣମାଧ୍ୟମରେ ପ୍ରକାଶିତ ରାଫେଲ କାରବାର ସମ୍ବନ୍ଧୀୟ ଚିଠି ଉପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସମ୍ପର୍କରେ ଦେଇଥିବା…
Read More...

୨୦୧୯ ମୋଦୀ ସରକାର ଆସିଲେ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରାଯିବ: ଶାହା

ନୂଆଦିଲ୍ଲୀ : ଅନୁପ୍ରବେଶକାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବରରେ ସ୍ବର ମିଶାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୯ରେ ମୋଦୀ ସରକାର କ୍ଷମତାକୁ ଫେରିଲେ; କାଶ୍ମୀରଠାରୁ କନ୍ୟା…
Read More...

ମୋଦୀଙ୍କ ଅରୁଣାଚଳ ଗସ୍ତକୁ ନେଇ ଆପତ୍ତି ଜଣାଇଲା ଚୀନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶନିବାର ଅରୁଣାଚଳପ୍ରଦେଶ ଗସ୍ତକୁ ନେଇ ଚୀନ ପକ୍ଷରୁ ଆପତ୍ତି ଜଣାଯାଇଛି। ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଆଙ୍ଗ କହିଛନ୍ତି ଯେ ଭାରତ-ଚୀନ ସୀମାର…
Read More...

ଉତ୍ତରପ୍ରଦେଶର ୨୧୦ଟି ସ୍ଥାନରେ ପୁଲିସ୍‍ ଚଢାଉ, ୧୭୮ ଗିରଫ ଓ ବିପୁଳ ପରିମାଣର ମଦ ଜବତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ​‌ରେ ଶନିବାର ସୁଦ୍ଧା ବିଷାକ୍ତ ମଦପାନ ଜନିତ ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଛି । ଫଳରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶ କ୍ରମେ ପୁଲିସ୍ ପକ୍ଷରୁ…
Read More...

ଗୁଜର ଆନ୍ଦୋଳନ: ୧୪ ଟ୍ରେନ୍‍ ବାତିଲ, ୪ର ରେଳ ପଥ ପରିବର୍ତ୍ତନ

ଜୟପୁର : ୫% ସଂରକ୍ଷଣ ଦାବିରେ ରାଜସ୍ଥାନରେ ଦୁଇ ଦିନ ହେବ ଗୁଜର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁଁ ଶନିବାର ୧୪ ଟ୍ରେନ୍‍ ଚଳାଚଳ ବାତିଲ୍‍ କରିଦିଆଯାଇଛି। ୪ଟି ଟ୍ରେନ୍‍ର ରେଳ ପଥ ବଦଳାଇ ଦିଆଯାଇଛି। ପ୍ରକାଶ ଯେ…
Read More...

ରାଫେଲ କାରବାର ସମ୍ବନ୍ଧୀୟ ଚିଠି ପ୍ରସଙ୍ଗ; ସଫେଇ ଦେଲେ ପୂର୍ବତନ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ : ରାଫେଲ କାରବାର ସମ୍ବନ୍ଧୀୟ ୨୦୧୫ ନଭେମ୍ବର ୨୪ ତାରିଖ ସମ୍ବଳିତ ଚିଠିକୁ ନେଇ ପୂର୍ବତନ ପ୍ରତିରକ୍ଷା ସଚିବ ଜି. ମୋହନ କୁମାର ଶୁକ୍ରବାର ସଫେଇ ଦେଇଛନ୍ତି। ରାଫେଲ ବିମାନ ପାଇଁ ଫ୍ରାନ୍ସ ସହିତ ପିଏମ୍‌ଓର…
Read More...

ରାଫେଲ ସମ୍ବନ୍ଧରେ ‘ଦି ହିନ୍ଦୁ’ ରିପୋର୍ଟ ସମ୍ପୂର୍ଣ୍ଣ ଏକପାଖିଆ: ସୀତାରମଣ

ନୂଆଦିଲ୍ଲୀ : ରାଫେଲ ସମ୍ବନ୍ଧରେ ‘ଦି ହିନ୍ଦୁ’ ଯେଉଁ ରିପୋର୍ଟ ଉପସ୍ଥାପନ କରିଛି ତାହା ସମ୍ପୂର୍ଣ୍ଣ ରୂପେ ଏକପାଖିଆ ବୋଲି ବର୍ତ୍ତମାନର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ କହିଛନ୍ତି। ଏହି…
Read More...

ପରମ୍ପରା ଭାଙ୍ଗି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ଥାଇଲାଣ୍ଡ ରାଜକୁମାରୀ

ବ୍ୟାଙ୍ଗ୍‌କକ : ପରମ୍ପରା ଭଙ୍ଗ ପୂର୍ବକ ଥାଇଲାଣ୍ଡ ରାଜପରିବାର ସଦସ୍ୟ ପ୍ରତ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିବେ। ଥାଇଲାଣ୍ଡ ରାଜା ମହା ବାଜିରାଲଙ୍ଗ୍‌କର୍ଣ୍ଣଙ୍କ ବଡ଼ ଭଉଣୀ ୬୭ବର୍ଷୀୟା ରାଜକୁମାରୀ ଉବଲରତନ ରାଜକନ୍ୟା…
Read More...

ପୁଅଠାରୁ ଦୈନିକ ରକ୍ତ ଟାଣୁଥିବା ନର୍ସଙ୍କୁ କାରାଦଣ୍ଡ

ହର୍ଣ୍ଣିଂ : ଡେନ୍‌ମାର୍କର ପଶ୍ଚିମାଞ୍ଚଳ ସହର ହର୍ଣ୍ଣିଂଠାରେ ଜଣେ ୩୬ବର୍ଷୀୟା ନର୍ସ ନିଜ ପୁଅ ଶରୀରରୁ ପାଞ୍ଚ ବର୍ଷ ଧରି ନିୟମିତ ସିରିଞ୍ଜ୍‌ରେ ରକ୍ତ ଟାଣିବା ଭଳି ଖବର ରୋମାଞ୍ଚ ସୃଷ୍ଟି କରିଛି। ଏହି ଅପରାଧରେ…
Read More...

ୟେଦୁରପ୍ପାଙ୍କ ବିରୋଧରେ ଅଡିଓ ଟେପ୍‌ ଜାରି କଲେ କୁମାରସ୍ବାମୀ

ବେଙ୍ଗାଲୁରୁ : ଅନ୍ୟ ଏକ ଗୁୁରୁତ୍ବପୂର୍ଣ୍ଣ ରାଜନୈତିକ ଗୋଟିଚାଳନାକ୍ରମେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ବିରୋଧରେ ସରକାର ଭାଙ୍ଗିବା…
Read More...

ରାଜସ୍ଥାନରେ ପୁଣି ଥରେ ଗୁଜର ଆନ୍ଦୋଳନ ଆରମ୍ଭ, ଦିଲ୍ଲୀ-ମୁମ୍ବଇ ମଧ୍ୟରେ ଟ୍ରେନ୍‍ ଚଳାଚଳ ବନ୍ଦ

ଜୟପୁର : ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ରାଜସ୍ଥାନରେ ସଂରକ୍ଷଣ ଦାବିକୁ ନେଇ ଗୁଜର ଆନ୍ଦୋଳନ ଆରମ୍ଭ ହୋଇଛି। ସାୱାଇ ମାଧୋପୁରରୁ ଶୁକ୍ରବାର ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଯୋଗୁଁ ମୁମ୍ବଇ- ଦିଲ୍ଲୀ ରେଳ ପଥରେ…
Read More...

କର୍ଣ୍ଣାଟକ: ନିଲମ୍ବନ ହେବେ ୪ ନିଖୋଜ ବିଧାୟକ

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସର ୪ ବିଧାୟକ ଦଳୀୟ ବୈଠକ ଓ ବିଧାନସଭାରେ କ୍ରମାଗତ ଅନୁପସ୍ଥିତ ରହିବା ନେଇ ରାଜନୈତିକ ଝଡ଼ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ…
Read More...

ଜାମ୍ମୁ କାଶ୍ମୀରରେ ତୁଷାରପାତ ଓ ହିମସ୍ଖଳନରେ ୭ ମୃତ, ୫ ନିଖୋଜ

ନୂଆଦିଲ୍ଲୀ/ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ଜାରି ରହିଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ହିମସ୍ଖଳନ ହେଉଥିବାର ଖବଳ ମିଳୁଛି। ଜାମ୍ମୁ- ଶ୍ରୀନଗର ରାଜପଥର ଜାବାହାରଲାଲ ଟେନେଲରେ ଫସି ରହିଥିବା ୧୦…
Read More...

ସରକାରୀ ବଙ୍ଗଳା ଖାଲି କରିବାକୁ ତେଜସ୍ବୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ,୮ା୨: ସରକାରୀ ବଙ୍ଗଳା ଖାଲି କରିବା ନେଇ ପାଟନା ହାଇକୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ କରିଥିବା ଆବେଦନକୁ…
Read More...

କୱାଲ ହତ୍ୟାକାଣ୍ଡ ମାମଲା: ୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‍

ମୁଜାଫରନଗର : ମୁଜାଫରନଗର କୱାଲରେ ୨ ଭାଇ ସଚିନ ଏବଂ ଗୌରବଙ୍କ ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଏଡିଜି କୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୁଧବାର କୋର୍ଟ ୭ ଅଭିଯୁକ୍ତଙ୍କୁ ଦୋଷୀ…
Read More...

ପଦକ ଫେରାଇଲେ ‘ବଙ୍ଗ ବିଭୂଷଣ’ ସମ୍ମାନ ଭୂଷିତ କରାଯିବ: ମମତା

କଲକାତା : ପଶ୍ଚିମବଙ୍ଗର ୬ ଆଇପିଏସ୍‌ ଅଧିକାରୀଙ୍କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ବିଷାକ୍ତ ମଦ ପିଇ ୨ ରାଜ୍ୟରେ ୩୮ ମୃତ

ଲକ୍ଷ୍ନୌ : ବିଷାକ୍ତ ମଦପାନ କରି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ​‌େ​‌ର ଶୁକ୍ରବାର ସୁଦ୍ଧା ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୧୬ ଜଣ ଉତ୍ତରପ୍ରଦେଶର ସାହାରନପୁର, ୧୦ ଜଣ କୁଶିନଗରର ଓ ୧୨ ଜଣ…
Read More...

ରାଫେଲ କାରବାର ସମ୍ବନ୍ଧୀୟ ଚିଠି ଗଣମାଧ୍ୟମରେ ପ୍ରକାଶ

ନୂଆଦିଲ୍ଲୀ : ନୂତନ ମୋଡ଼ରେ ପହଞ୍ଚିଛି ବହୁ ଚର୍ଚ୍ଚିତ ରାଫେଲ କାରବାର। ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ କ୍ରୟ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ (ଏମ୍‌ଓଡି) ଫ୍ରାନ୍ସ କମ୍ପାନୀ ସହିତର ଆଲୋଚନା ଜାରି ରହିଥିବା ବେଳେ…
Read More...

୨ୟ ଟି-୨୦: ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଅଉକ୍‌ଲାଣ୍ଡ୍‌ ସ୍ଥିତ ଇଡେନ୍‌ ପାର୍କ ଠାରେ ଶୁକ୍ରବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ଏହି…
Read More...

ମାତ୍ର ୮,୪୯୯ଟଙ୍କାରେ କିଣନ୍ତୁ ଆସସ ଜେନଫୋନ ମ୍ୟାକ୍ସ ପ୍ରୋ ଏମ୍‍-୧

ନୂଆଦିଲ୍ଲୀ : ଗତବର୍ଷ ଆସସ କମ୍ପାନୀ ତାର ଜେନଫୋନ ମ୍ୟାକ୍ସ ପ୍ରୋ ଏମ୍‍-୧କୁ ୫୦୦୦ ଏମ୍‍ଏଚର ବ୍ୟାଟେରୀ ସହିତ ଲଞ୍ଚ କରିଥିଲା। ଏହାପରେ ବଜାରକୁ ଆସିଥିଲା ଏହାର ଅପଗ୍ରେଡ ଭର୍ସନ ଆସସ ଜେନଫୋନ ମ୍ୟାକ୍ସ ପ୍ରୋ ଏମ୍‍-୨।…
Read More...

ହରିୟାଣାରୁ ବିଜେପି ଟିକଟରେ ଲଢ଼ିବେ ସେହ୍ବାଗ?

ଚଣ୍ଡିଗଡ଼ : ଆସନ୍ତା ସାଧାରଣ ନିର୍ବାଚନରେ ହରିୟାଣାରୁ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କୁ ପ୍ରାର୍ଥୀ କରିବାକୁ ବିଚାର କରୁଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏପରିକି ହରିୟାଣାର ରୋହ୍‌ତକ ସଂସଦୀୟ…
Read More...

ସ୍ବର୍ଣ୍ଣ ପଦକ ଜିତିଲେ ମୀରାବାଈ

ନୂଆଦିଲ୍ଲୀ : ଥାଇଲାଣ୍ଡରେ ଆୟୋଜିତ ଇଗାଟ୍‌ କପ୍‌ ଭାରୋତ୍ତୋଳନ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ତାରକା ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ମିଳିଥିବା ସୂଚନାନୁଯାୟୀ ମୀରାବାଈ ୪୮ କେଜି…
Read More...

ରାହାଣେ ଅବଶିଷ୍ଟ ଭାରତ ଅଧିନାୟକ

ନୂଆଦିଲ୍ଲୀ : ଇରାନୀ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ବିସିସିଆଇ ପକ୍ଷରୁ ଗୁରୁବାର ଅଜିଙ୍କ୍ୟ ରାହାଣେଙ୍କୁ ଅବଶିଷ୍ଟ ଭାରତ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଚଳିତମାସ ୧୨ରୁ ୧୬ ପର୍ଯ୍ୟନ୍ତ ନାଗପୁରରେ ରଣଜୀ…
Read More...

ବନ୍ଦ ଦୋକାନ ଘରୁ ୧୯୩ ବାଂଲାଦେଶୀ ଉଦ୍ଧାର

ସୁମାତ୍ରା : ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପ ଅନ୍ତର୍ଗତ ମେଡାନ ସହରର ଏକ ବନ୍ଦ ଦୋକାନ ଘରେ ଲୁଚାଇ ରଖାଯାଇଥିବା ୧୯୩ ବାଂଲାଦେଶୀଙ୍କୁ ଦେଶର ପୁଲିସ ଗତ ରାତିରେ ଉଦ୍ଧାର କରିଛି। ମାନବ ଚାଲାଣ ରାକେଟ ଦ୍ବାରା ସେମାନଙ୍କୁ…
Read More...

ଭାରତ ବିପକ୍ଷ ସୀମିତ ଓଭର ସିରିଜ ଆହତ ଷ୍ଟାର୍କ ଅଷ୍ଟ୍ରେଲିଆ ଦଳରୁ ବାଦ୍‌

ମେଲବୋର୍ଣ୍ଣ : ଚଳିତମାସ ଶେଷ ସପ୍ତାହରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ତାହାର ଭାରତ ଗସ୍ତ ଆରମ୍ଭ କରିବ। ୨୪ ଫେବୃଆରୀରୁ ୧୩ ମାର୍ଚ୍ଚ ମଧ୍ୟରେ ଉଭୟ ଦଳ ମଧ୍ୟରେ ୨ଟି ଟ୍ବେଣ୍ଟି୨୦ ଓ ୫ଟି ଦିନିକିଆ ମ୍ୟାଚ ଖେଳାଯିବ। ଏଥିପାଇଁ…
Read More...

ଦିନିକିଆ ଦଳକୁ ଫେରିଲେ ଗେଲ୍‌

ସେଣ୍ଟ୍‌ ଲୁସିଆ,୭ା୨: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପାଞ୍ଚଟିକିଆ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ନିମନ୍ତେ ଗୁରୁବାର ଘରୋଇ ୱେଷ୍ଟଇଣ୍ଡିଜର ୧୪ ଜଣିଆ ଦଳ ଘୋଷଣା କରାଯାଇଛି। ଦୀର୍ଘ ଛଅ ମାସ ପରେ…
Read More...

ଅଦାଲତ ପରିଚାଳିତ ତଦନ୍ତରେ ସିବିଆଇକୁ ଅଟକାଇ ପାରିବେନି ରାଜ୍ୟ ସରକାର : ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ଅଦାଲତ ଦ୍ବାରା ପରିଚାଳିତ ସିବିଆଇ ତଦନ୍ତ ମାମଲାରେ ଏହି ସଂସ୍ଥାର ପ୍ରବେଶ ଉପରେ କୌଣସି ରାଜ୍ୟ ସରକାର କଟକଣା ଲାଗୁ କରିପାରିବେ ନାହିଁ। ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର…
Read More...

ମୁଁ ଏବେ ମଧ୍ୟ ମୋ ଶ୍ରବଶ୍ରେଷ୍ଠ ଫର୍ମକୁ ଫେରିନାହିଁ : ଟିମ ସାଉଦି

ଅକଲେଡ : ଫେବ୍ରୁଆରୀ ୬ବୁଧବାର ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମୁକାବିଲାରେ ଭାରତ, ନ୍ୟୁଜିଲାଣ୍ଡଠାରୁ ୮୦ ରନରେ ପରାସ୍ତ ହୋଇଥିଲା। ଏହା ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ…
Read More...

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ଚିନ୍ତା: ୧୯୦ନିୟୁତ ଡଲାରରେ ୨ ଅତ୍ୟାଧୁନିକ ବିମାନ କିଣିବ ଭାରତ

ୱାଶିଂଟନ୍‌ : ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନେବା-ଆଣିବା ପାଇଁ ଭାରତକୁ ଦୁଇଟି ଅତ୍ୟାଧୁନିକ ବିମାନ ଯୋଗାଇବାକୁ ଆମେରିକା ସମ୍ମତି ପ୍ରକାଶ କରିଛି। ଏ ସଂକ୍ରାନ୍ତ ୧୯୦ ନିୟୁତ ଡଲାର ବିନିମୟରେ ଆମେରିକା ଭାରତକୁ…
Read More...

ଆଇଏଏସ୍‌ ଅଧିକାରୀଙ୍କ ପୁଅ ବାହାଘର ଖର୍ଚ୍ଚ ୧୮ହଜାର ଟଙ୍କା

ହାଇଦରାବାଦ : ଖବରର ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ୍ୟ। ଆନ୍ଧ୍ରପ୍ରଦେଶ ପାହ୍ୟାର ଜଣେ ଆଇଏଏସ୍‌ ଅଧିକାରୀ ଏ କ୍ଷେତ୍ରରେ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଜାକଜମକପୂର୍ଣ୍ଣ ବିବାହର ଯୁଗ…
Read More...

ମୋତେ ଟିକଟ ଯାଚିଥିଲେ କଂଗ୍ରେସ ଓ ବାମପନ୍ଥୀ: ଜଷ୍ଟିସ ଯୋଶେଫ

ନୂଆଦିଲ୍ଲୀ : ବର୍ଷକ ପୂର୍ବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଗଣମାଧ୍ୟମ ସମ୍ମୁଖକୁ ଆସି ଚର୍ଚ୍ଚିତ ହୋଇଥିବା ଓ ନିକଟରେ ଅବସର ନେଇଥିବା ଜଷ୍ଟିସ କୁରିଏନ୍‌ ଯୋଶେଫ ଗୁରୁବାର ଝଡ଼ ସୃଷ୍ଟି…
Read More...

‘ସପ୍ତାହକ ମଧ୍ୟରେ ନିପାତ ହେବେ ଆଇଏସ୍‌ଆଏସ୍‌ ଆତଙ୍କବାଦୀ’

ୱାଶିଂଟନ୍‌ : ଇରାକ ଓ ସିରିଆରୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ସମ୍ପୂର୍ଣ୍ଣ ମୂଳପୋଛ ପାଇଁ ଆଉ ଗୋଟିଏ ସପ୍ତାହ ଲାଗିବ। ଏଠାରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…
Read More...

୮.୨ ଗ୍ରାମ ବ୍ରାଉନସୁଗାର ଜବତ, ୫ ଗିରଫ

ପିପିଲି : ବ୍ରାଉନସୁଗାର କାରବାର ହେଉଥିବା ଏକ ଆଡ୍ଡା ଉପରେ ପିପିଲି ପୁଲିସ ଚଢାଉ କରି ୮ଗ୍ରାମ ୨ଶହ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୩ଟି ମୋବାଇଲ୍‍…
Read More...

ଖଡିଆଳ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଖଡିଆଳ : ନୂଆପଡା ଜିଲା ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ୧୫ ତମ ଖଡିଆଳ ମହୋତ୍ସବ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଗୁରୁବାର ସନ୍ଧ୍ୟାରେ ପ୍ରଭୂ ଜଗନ୍ନାଥଙ୍କ ମୂର୍ତ୍ତିରେ…
Read More...

୨୮ଦିନରେ ୨୦୦କୋଟି ପାର କରିବ ଉରୀ

ନୂଆଦିଲ୍ଲୀ : ଆଦିତ୍ୟ ଛର ନିର୍ଦେଶିତ ଭିକି କୌଶଲ ଅଭିନୀତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ୍‍ ଷ୍ଟ୍ରାଇକ୍‍’ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ନିଜ ଯାଦୁ ବିସ୍ତାର କରି ରଖିଛି। ଚଳଚ୍ଚିତ୍ରଟି ଗୋଟିଏ ପରେ ଗୋଟିଏ…
Read More...

ପୁଣି ଚର୍ଚ୍ଚାରେ ବିଚାରପତି ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ରଠୁ ଜବାବ ଲୋଡିଲେ କଲେଜିୟମ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ କଲେଜିୟମ ଓ କେନ୍ଦ୍ର ପୁନଃ ଚର୍ଚ୍ଚାକୁ ଆସିଛନ୍ତି। ଜାମ୍ମୁ-କାଶ୍ମୀର ହାଇକୋର୍ଟ ବିଚାରପତି ଭାବେ ବରିଷ୍ଠ ଅତିରିକ୍ତ ଆଡଭୋକେଟ ଜେନେରାଲ ୱାସୀମ…
Read More...

ଗଡ଼କରୀଙ୍କୁ ସୋନିଆଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଏକ ରୋଚକ ଘଟଣାକ୍ରମେ ଦେଶର ଭିତ୍ତିଭୂମି ବିକାଶ ଦିଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଭାବେ ବିଜେପି ନେତା ନୀତୀନ ଗଡ଼କରୀଙ୍କ କାର୍ଯ୍ୟକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତାମାନେ…
Read More...

ଟଙ୍କା ଓ ଏଟିଏମ ମେସିନ ଲୁଟ ମାମଲାରେ ଲୁଟେରା ଗିରଫ

ଧର୍ମଗଡ: ଧର୍ମଗଡ ସହରର ଦୁଇ ଦୁଇଟି ଏଟିଏମ ଲୁଟ ମାମଲାରେ ପୁଲିସକୁ ସଫଳତା ମିଳିଛି। ଏହି କାରବାରରେ ସଂପୃକ୍ତ ଥିବା ରାଜ୍ୟ ବାହାରର କିଛି ଲୁଟେରାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଜିରାଙ୍ଗ ବୌଦ୍ଧ ମନ୍ଦିର ଗସ୍ତ

ମୋହନା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଜପତି ଜିଲା ଗସ୍ତରେ ଆସି ଜିରାଙ୍ଗ ବୌଦ୍ଧ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବାହ୍ନ ସାଢେ ୧୧ଟାରେ ବୌଦ୍ଧ ମନ୍ଦିର ପରିସରରେ ଥିବା…
Read More...

କଂଗ୍ରେସରେ ଯୋଗଦେବେ ‘ରାମାୟଣ’ର ରାମ!

ନୂଆଦିଲ୍ଲୀ : ବିଗ୍‍ବସ୍‍ ଏକାଦଶ ସଂସ୍କରଣର ବିଜେତା ଏବଂ ‘ଅଙ୍ଗୁରୀ ଭାଭୀ’ ନାମରେ ପ୍ରସିଦ୍ଧ ଶିଳ୍ପା ସିନ୍ଧେ କଂଗ୍ରେସରେ ଯୋଗଦେବା ପରେ ଏବେ ଟିଭିର ରାମ ଅର୍ଥାତ ଅରୁଣ ଗୋଭିଲ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି।…
Read More...

ଉତ୍ତାଳଗଡ ଉଛବ ୨୦୧୯ ଚୂଡ଼ାନ୍ତ

ତାଳପଦର : ବରଗଡ ଜିଲାର ବିଜେପୁର ଥାନା ଅନ୍ତର୍ଗତ ତାଲପଦର ଠାରେ ଥିବା ଉତ୍ତାଳଗଡ ନାଟ୍ୟ ସଂସଦର ୧୩ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ-କୋସଳୀ ଭାସାର ନାଟକ ଆସନ୍ତା ୧୬/୦୨/୨୦୧୯ ଶନିବାରରୁ ୧୭/୦୨/୨୦୧୯ ରବିବାର ପର୍ଯ୍ୟନ୍ତ…
Read More...

ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର : ବହୁଦିନ ହେବ ଉଦଘାଟନ ପରେ ମଧ୍ୟ ଲାଗିପାରିଲାନି ନିଯୁକ୍ତି ମେଳା

ଧର୍ମଗଡ : ୨୭ ସେପ୍ଟେମ୍ବର ୨୦୧୮ ଧର୍ମଗଡରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର। ଉଦଘାଟନି ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀଶ୍ରୀ…
Read More...

ମମତାଙ୍କ ଧାରଣାରେ ସାମିଲ ପୁଲିସ୍‍ ଅଧିକାରୀଙ୍କ ମେଡାଲ ଫେରାଇ ନେବ କେନ୍ଦ୍ର

ନୂଆଦିଲ୍ଲୀ : ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଧାରଣାରେ ବସିଥିବା ୫ ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ପ୍ରକ୍ରିୟା…
Read More...

ଉତ୍ତରପ୍ରଦେଶ ବଜେଟ: ଗୋ ଶାଳା ପାଇଁ ୪୪୭ କୋଟି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଯୋଗୀ ସରକାର ଗୁରୁବାର ବିଧନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଗ୍ରାମାଞ୍ଚଳରେ ‘ଗୋ-ଶାଳା’ ନିର୍ମାଣ ପାଇଁ ୨୪୭.୬୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି…
Read More...

ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮)ରେ ମିଳିବ ୬ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ସାମସଙ୍ଗର ୪ରିୟର କ୍ୟାମେରା ଥିବା ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮) ଫୋନରେ ପୁଣିଥରେ ରିଆତି ମିଳିବ। ଏହା ପୂର୍ବରୁ ଏହି ଫୋନରେ ରିଆତି ଦିିଆଯାଇଥିଲା। ଯାହାଦ୍ୱାରା ଫୋନର ମୂଲ୍ୟ…
Read More...

ଗଛରେ ବାନ୍ଧି ବାପା ସମ୍ମୁଖରେ ଝିଅକୁ ଗଣବଳାତ୍କାର

ପାଟନା : ବିହାର କିଶାନଗଞ୍ଜ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗଛରେ ବାନ୍ଧି ବାପା ଆଗରେ ଝିଅକୁ ଗଣବାଳାତ୍କାର କରାଯାଇଛି। ପୁଲିସ୍‍ ଅଧିକାରୀଙ୍କ ସୂଚନା ଅନୁସାରେ କୋଡ଼ହୋୱାଡି ଥାନା ଅଞ୍ଚଳର ୧୯ ବର୍ଷିୟ…
Read More...

କେରଳ କଲେଜରେ ସରସ୍ୱତୀ ପୂଜା ଆୟୋଜନ ଉପରେ ରୋକ୍‍

ନୂଆଦିଲ୍ଲୀ : କେରଳ ଅଲାପ୍ପୁଜା ଜିଲାର କୋଚିନ୍‍ ୟୁନଭରସିଟି କଲେଜ ଅଫ ଇଂଜିନିୟରିଂ ପକ୍ଷରୁ ସରସ୍ୱତୀ ପୂଜା ଆୟୋଜନ ଉପରେ ରୋକ ଲାଗାଯାଇଛି। କଲେଜ ଧର୍ମନିରପେକ୍ଷ ଅନୁଷ୍ଠାନ ହୋଇଥିବାରୁ ଏଠାରେ ସରସ୍ୱତୀ ପୂଜା ଭଳି…
Read More...

ଲୋକସଭା ନିର୍ବାଚନ ଲଢିବେ ହାର୍ଦ୍ଦିକ ପଟେଲ

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ଲଢିବା​‌ ନେଇ ଘୋଷଣା କରିଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ। ବୁଧବାର ଲକ୍ଷ୍ନୌରେ ଆୟୋଜିତ ଏକ ରାଲିରେ ଯୋଗଦେଇ ହାର୍ଦ୍ଦିକ ଏହି ଘୋଷଣା କରିଛନ୍ତି। ୨୦୧୪ରେ ହାର୍ଦ୍ଦିକଙ୍କୁ…
Read More...

ଗୁଳିବିନିମୟରେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ପୁଲିସ କହିବା ଚକୂରା ଗ୍ରାମର ଲିଟେର ଅଞ୍ଚଳରେ ସୁରକ୍ଷାକର୍ମୀମାନେ ତଲାସ ଅଭିଯାନ…
Read More...

ପୁଣି ଆଶଙ୍କାରେ କର୍ଣ୍ଣାଟକ ମେଣ୍ଟ ସରକାର: ବିଧାନସଭାକୁ ଆସିଲେନି ୯ କଂଗ୍ରେସ ବିଧାୟକ

ବେଙ୍ଗାଲୁର,୬ା୨(ପିଟିଆଇ): କର୍ଣ୍ଣାଟକର କଂଗ୍ରେସ-ଜେଡିୟୁ ମେଣ୍ଟ ସରକାର ପ୍ରତି ପୁଣି ବିପଦ ଦେଖାଯାଇଛି। ବୁଧବାର ଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଗୃହରେ ୯ କଂଗ୍ରେସ ବିଧାୟକ ଅନୁପସ୍ଥିତ…
Read More...

ବିପଦରେ ଗୋଆରେ ବିଜେପି ନେତୃତ୍ବ ମେଣ୍ଟ ସରକାର

ପାଣାଜୀ : ମନୋହର ପରିକରଙ୍କ ନେତୃତ୍ବ ଗୋଆର ମେଣ୍ଟ ସରକାର ପ୍ରତି ବିପଦ ଦେଖାଯାଇଛି। ବିଜେପି ନେତୃତ୍ବ ମେଣ୍ଟ ସରକାରର ସହଯୋଗୀ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) କହିଛି ଯେ ରାଜ୍ୟରେ ସ୍ଥିର ସରକାର ଗଠନ ଲାଗି ଦଳ ଅନ୍ୟ…
Read More...

୨୭-୨୮ରେ ଟ୍ରମ୍ପ-କିମ୍‌ ଆଲୋଚନା

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ଦ୍ବିତୀୟ ସାକ୍ଷାତ ଆଲୋଚନା ଚଳିତ ମାସ ୨୭-୨୮ରେ ଭିଏତନାମରେ ହେବ। ଏ ସମ୍ପର୍କରେ ପୂର୍ବରୁ ସୂଚନା…
Read More...

ବାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦାଖଲ ଅଦାଲତ ଅବମାନନା ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଆଇନଜୀବୀ ତଥା ଆଇନଜୀବୀ ପରିଷଦ (ବାର) ଉପରେ ପ୍ରବଳ ବର୍ଷିଛନ୍ତି। ବିଚାରାଧୀନ ଥିବା ଏକ…
Read More...

ଆସାମ ସରକାରଙ୍କ ଘୋଷଣା: ନବବଧୂଙ୍କୁ ସୁନା, ଗରିବଙ୍କୁ ଟଙ୍କିକିଆ ଚାଉଳ

ଗୁଆହାଟୀ : ଆସାମରେ ପ୍ରତ୍ୟେକ ନବବଧୂଙ୍କୁ ଏକ ତୋଳା ବା ୧୧.୬୬ଗ୍ରାମ ସୁନା ଦେବେ। ‘ଅରୁନ୍ଧତୀ’ ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରର ନବବଧୂଙ୍କ ବାପା-ମାଆଙ୍କୁ ବିବାହ ସମୟରେ ଏହା ପ୍ରଦାନ କରାଯିବ। ଏକ ତୋଳା ସୁନା…
Read More...

ଭାରତୀୟ ବଜାରକୁ ଆସିଲା ଓପୋ କେ-୧

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଓପୋ ଭାରତୀୟ ବଜାରରେ ତାର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ଓପୋ କେ-୧। ଓପୋ କେ-୧ର ବିଶେଷତ୍ୱ ବିଷୟରେ କହିଲେ ଏହି ଫୋନରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର…
Read More...

ସିବିଆଇ ଅନ୍ତରୀଣ ମୁଖ୍ୟ ନିଯୁକ୍ତି ସମ୍ବନ୍ଧରେ ଟ୍ବିଟ କରି ଅଡୁଆରେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ : ସିବିଆଇର ଅନ୍ତରୀଣ ନିର୍ଦେଶକ ଭାବେ ଏମ୍‌. ନାଗେଶ୍ବର ରାଓଙ୍କ ନିଯୁକ୍ତିକୁ ନେଇ କୋର୍ଟଙ୍କୁ ସମାଲୋଚନା ପୂର୍ବକ ଟ୍ବିଟ କରି ଅଡୁଆରେ ପଡିଛନ୍ତି ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ।…
Read More...

ସାବରିମାଳା ମାମଲା: ନିଷ୍ପତ୍ତି ବଦଳାଇଲା ଟ୍ରାଭାଙ୍କୋର ଦେବସ୍ବମ ବୋର୍ଡ

ନୂଆଦିଲ୍ଲୀ : କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ୨୦୧୮ ସେପ୍ଟେମ୍ବର ୨୮ରେ ଦିଆଯାଇଥିବା ରାୟ ବିରୋଧୀ ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି।…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଡୁକୁରା ତାଡକି ରାସ୍ତାର ବାଉଁଶ କଣ୍ଟିଆ ନିକଟରେ ବାଇକ ଦୁର୍ଘଟଣାରେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ଆମ୍ବୁଲାନ୍ସରେ ତାଙ୍କୁ ଉଦଳା ଉପଖଣ୍ଡ ଡାକ୍ତରଖାନାକୁ…
Read More...

ସୀମା ସୁରକ୍ଷା ବାହିନି ଦ୍ୱାରା ଜନ ସମ୍ପର୍କ ଶିବିର

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳ କିଆଙ୍ଗ ପଞ୍ଚାୟତ ବନସା ଘାଟ ଗ୍ରାମରେ ବି.ଏସ.ଏଫ ୧୬୦ ବାଟାଲିୟନ ଦ୍ୱାରା ଏକ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି। କମାଣ୍ଡାଣ୍ଟ ତ୍ରିନାଥ ଆଚାରି ଏବଂ ସହକାରୀ…
Read More...

ଛୁଟି ଦରଖାସ୍ତରେ କାରଣ ଦର୍ଶାଇବାକୁ ରାଜ୍ୟସଭା ସାଂସଦଙ୍କୁ ନାଇଡୁଙ୍କ ପରାମର୍ଶ

ନୂଆଦିଲ୍ଲୀ : ଏଣିକି ଛୁଟି ଦରଖାସ୍ତରେ କାରଣ ଦର୍ଶାଇବା ଲାଗି ରାଜ୍ୟସଭା ସାଂସଦଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଏମ୍‌, ଭେଙ୍କେୟା ନାଇଡୁ ପରାମର୍ଶ ଦେଇଛନ୍ତି। ସମାଜବାଦୀ ପାର୍ଟି ନେତା ବିନେ ପ୍ରସାଦ…
Read More...

କଂଗ୍ରେସ କାର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ପ୍ରଥମ ଦିନ

ନୂଆଦିଲ୍ଲୀ : ପୂର୍ବ ଉତ୍ତର ପ୍ରଦେଶରେ କଂଗ୍ରେସର ନିର୍ବାଚନୀ ଦାୟିତ୍ବ ବହନ କରିବା ପରେ ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟାଳୟରେ କାର୍ଯ୍ୟାରମ୍ଭ କରିଛନ୍ତି ଦଳର ନବନିଯୁକ୍ତ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଏକ…
Read More...

ଆଉରଙ୍ଗଜେବ ହତ୍ୟା ମାମଲାରେ ୩ ଯବାନ ଗିରଫ

ନୂଆଦିଲ୍ଲୀ : ସହିଦ ଯବାନ ଆଉରଙ୍ଗଜେବଙ୍କ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିଛି ସେନା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪୪ ରାଷ୍ଟ୍ରୀୟ ରାଇଫଲ୍ସର ୩ ଜଣ ଯବାନଙ୍କୁ ଗିରଫ କରାଯାଇଛି।…
Read More...

ସୁପ୍ରିମକୋର୍ଟଙ୍କ ରାୟ ପରେ ଟିଏମ୍‍ସି ଠାରୁ ଦୂରତା ବଢାଇଲା କଂଗ୍ରେସ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସ ନିଜ ଭାବ ଓ ବ୍ୟବହାରରେ କିଛିଟା ପରିବର୍ତ୍ତନ କରିଛି। କଂଗ୍ରେସ ଦଳ ଏବେ ସଂସଦ ଭିତରେ ଓ ବାହାରେ ତୃଣମୂଳ…
Read More...

ଇଡ଼ି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ ଦେଢ ଘଣ୍ଟା ଜେରା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ବୁଧବାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି)ର ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ଜେରାର ସମ୍ମୁଖୀନ…
Read More...

ପୁତୁରା ହାତରେ ଖୁଡୀ ମୃତ

ବାଲେଶ୍ଵର : ବାଲେଶ୍ଵର ଜିଲା ଖଇରା ଥାନା ଅଧିନସ୍ଥ ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ଗ୍ରାମରେ ଖୁଡୀର ତଣ୍ଟି ଚିପି ପୁତୁରା ହତ୍ୟା କରିଥିବା ଜଣାପଡିଛି। ମୃତ ଖୁଡୀର ନାମ ପାର୍ବତୀ ମୁଖି। ପାର୍ବତୀ ମୁଖୀଙ୍କ ପୁତୁରା…
Read More...

ବିଧାନସଭା ଝାଡୁଦାରର ୧୪ ପଦ ପାଇଁ ୪୬୦୦ ଆବେଦନ, ଆଶାୟୀଙ୍କ ମଧ୍ୟରେ ଇଂଜିନିୟର

ଚେନ୍ନଇ : ତାମିଲନାଡୁ ବିଧାନସଭା ଝାଡୁଦାର ଏବଂ ସାନିଟାରି କର୍ମୀର ମାତ୍ର ୧୪ଟି ପଦ ପାଇଁ ୪୬୦୦ଟି ଆବେଦନ ଆସିଛି। ଆବେଦକଙ୍କ ମଧ୍ୟରେ ଇଂଜିନିୟର, ଏମଟେକ, ବିଟେକ୍‍ ଏବଂ ଏମବିଏ ପଢିଥିବା ଆଶାୟୀ ଅଛନ୍ତି। ଏମାନଙ୍କ ସହ…
Read More...

ଜିଏସ୍‍ଏଟି-୩୧ ଉପଗ୍ରହର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ : ଭାରତର ନୂତନ ଯୋଗାଯୋଗ ଉପଗ୍ରହ ‘ଜିଏସ୍‍ଏଟି-୩୧’କୁ ବୁଧବାର ଫ୍ରାନ୍ସ ଗୁଏନା ମହାକାଶକେନ୍ଦ୍ରରୁ ଫରାସି ଲଞ୍ଚ ସର୍ଭିସ୍‍ର ଏରିଆନେସ୍ପେସ୍‍ ରକେଟ ଯୋଗେ ସଫଳତାର ସହ ମହାକାଶକୁ ପ୍ରେରଣ କରାଯାଇଛି।…
Read More...

ଗାନ୍ଧୀଙ୍କ ପୁତ୍ତଳିକାକୁ ଗୁଳି ମାରିବା ଘଟଣା: ହିନ୍ଦୁ ମହାସଭା ନେତ୍ରୀ ଗିରଫ

ଲକ୍ଷ୍ନୌ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଆଲିଗଡ଼ଠାରେ ଗାନ୍ଧୀଙ୍କ ପୁତ୍ତଳିକାକୁ ଗୁଳି ମାରିବା ଘଟଣାରେ ଉତ୍ତରପ୍ରଦେଶ ପୁଲିସ୍‍ ବୁଧବାର ଅଖିଳ ଭାରତୀୟ ହିନ୍ଦୁ ମହାସାଭା ନେତ୍ରୀ ପୁଜା…
Read More...

ଆସନ୍ତାକାଲି ଭବାନୀପାଟଣାରେ ବିଶାଳ ସମାବେଶକୁ ଉଦବୋଧନ ଦେବେ ରାହୁଲ

ଭବାନୀପାଟଣା : ଆସନ୍ତାକାଲି ବୁଧବାର ଦିବା ୧୧ ଘଣ୍ଟା ସମୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭବାନୀପାଟଣାର ଏକ ବିଶାଳ ସମାବେଶକୁ ଉଦବୋଧନ ଦେବେ । ସେଥିପାଇଁ ସଭାସ୍ଥଳକୁ ମଙ୍ଗଳବାର ଏସ୍ ପିଜି…
Read More...

କମିନ୍‌ସ, ହୋଲଡରଙ୍କୁ ଜୀବନର ଶ୍ରେଷ୍ଠ ଟେଷ୍ଟ ମାନ୍ୟତା

ଦୁବାଇ : ଆଇସିସି ପକ୍ଷରୁ ମଙ୍ଗଳବାର ଟେଷ୍ଟ ମାନ୍ୟତା ତାଲିକା ପ୍ରକାଶ ପାଇଛି। ବ୍ୟାଟସମ୍ୟାନ ତାଲିକାରେ ବିଶେଷ ପରିବର୍ତ୍ତନ ଘଟିନଥିବାବେଳେ ବୋଲରଙ୍କ ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ଓ ୱେଷ୍ଟଇଣ୍ଡିଜ…
Read More...

ଟେଷ୍ଟ ଅଧିନାୟକ ପଦରୁ ଚାନ୍ଦିମାଲ ହଟିଲେ

କଲମ୍ବୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜ ନିମନ୍ତେ ଘରୋଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ୧୭ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ଦିନେଶ ଚାନ୍ଦିମାଲଙ୍କୁ ଅଧିନାୟକ ପଦ ଓ…
Read More...

୪ ଦଫା ଦାବି ନେଇ କୃଷି କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

ଖୁଣ୍ଟା : ଖୁଣ୍ଟା କୃଷି ବିଭାଗ କର୍ମଚାରୀ ମାନେ ରାଜ୍ୟ ସଂଗଠନର ଡାକରାରେ ୪ ଦଫା ଦାବି କରି ମଙ୍ଗଳବାର ଠାରୁ କଳା ବ୍ୟାଚ ପରିଧାନ କରିଛନ୍ତି। ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି…
Read More...

ମାଲବାହୀ ଜାହାଜ ଦୁର୍ଘଟଣାରେ ସିଦ୍ଧାର୍ଥ ନିଖୋଜ ଘଟଣା

ସମ୍ବଲପୁର : ଋଷିଆ ଓ କ୍ରିମିଆକୁ ଅଲଗା କରୁଥିବା କର୍ଚ୍ଚ ପ୍ରଣାଳୀର ଗଭୀର ସମୁଦ୍ର ମଧ୍ୟରେ ଦୁଇଟି ମାଲବାହୀ ଜାହାଜ ‘ମାଏଷ୍ଟ୍ରୋ’ ଓ ‘କ୍ୟାଣ୍ଡି’ ରେ ଗତ ମାସ ୨୧ ତାରିଖ ଦିନ ନିଆଁ ଲାଗିଯାଇଥିଲା। ଏହି ମାଲବାହୀ ଜାହାଜ…
Read More...

ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲା

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ଅଭିଯୋଗ ଆଣିଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ। ସିବିଆଇ ନିର୍ଦେଶକ ମନୋନୟନ କମିଟି ବୈଠକ କାର୍ଯ୍ୟସୂଚୀ…
Read More...

ନିର୍ବାଚନ ନ ଲଢ଼ିବାକୁ ମିଲିନ୍ଦ ଦେଓରାଙ୍କ ଧମକ

ମୁମ୍ବଇ : ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟାକୁ ନେଇ ମୁମ୍ବଇ କଂଗ୍ରେସରେ ପୁନର୍ବାର ବିବାଦ ସାମ୍ନାକୁ ଆସିଛି। ମୁମ୍ବଇ ଦକ୍ଷିଣ ଆସନର ପୂର୍ବତନ ସାଂସଦ ମିଲିନ୍ଦ ଦେଓରା ଆସନ୍ତା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା…
Read More...

ଡାକଘର ବନ୍ଦ ପାଇଁ ଜନ ଅସନ୍ତୋଷ

ବଡ଼ସାହି : କର୍ମଚାରୀ ଅଭାବରୁ ମଙ୍ଗଳବାର ବଡ଼ସାହି ମୁଖ୍ୟ ଡାକଘର ସେବା ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି। ସ୍ୱାସ୍ଥ୍ୟଗତ କାରଣରୁ ପୋଷ୍ଟ ମାଷ୍ଟର…
Read More...

କାଶ୍ମୀର ଏକତା ଦିବସ ପାଳନ କଲା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନ ମଙ୍ଗଳବାର କାଶ୍ମୀର ଏକତା ଦିବସ ପାଳନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ବହୁ ମନ୍ତ୍ରୀ ଓ ବରିଷ୍ଠ ନେତାମାନେ କାଶ୍ମୀର ପାଇଁ ଦରଦ ପ୍ରକାଶ କରିଛନ୍ତି। ଭାରତ…
Read More...

ଏନ୍ଆରସି ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଆସାମରେ ଚାଲିଥିବା ଏନ୍‌ଆରସି କାର୍ଯ୍ୟକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଧ୍ବଂସ…
Read More...

ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ ଅଧୀନ ମାନଗୋବିନ୍ଦପୁର ଉପ୍ରା ବିଦ୍ରୟାଳୟ ଫାଟକରେ ଅଭିଭାବକ ଓ ଛାତ୍ରଛାତ୍ରୀ ମଙ୍ଗଳବାର ପୂର୍ବାହ୍ଣରେ ତାଲା ପକାଇ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା…
Read More...

ଜିରାଙ୍ଗର ପଦ୍ମ ସମ୍ଭବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ମୋହନା : ଆସନ୍ତା ୭ରେ ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ବୌଦ୍ଧ ମନ୍ଦିର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟସ୍ଥ ପଦ୍ମସମ୍ଭବ ସାଗରରେ ନିର୍ମାଣ ହୋଇଥିବା ମହାରାଜା ପଦ୍ମ…
Read More...

ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ : ଗାନ୍ଧୀ ପରିବାରର ଅନ୍ୟତମ ଦାୟଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆମେରିକାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ…
Read More...

ମମତାଙ୍କ ସହ କଥା ହୋଇନି : ନବୀନ

ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ ମଙ୍ଗଳବାର ସିବିଆଇ ବିରୋଧୀ ଧାରଣାରୁ ହଟିଛନ୍ତି । ଧାରଣାରୁ ଉଠିବା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ…
Read More...

୮୫ କେଜି ଚୋରା ଗଞ୍ଜେଇ ସହ କାର ଜବତ, ଚାଳକ ଗିରଫ

ମୋହନା : ଗଜପତି ଜିଲା ଅଡବା ଥାନା ପୁଲିସ ୮୫ କେଜି ଚୋରା ଗଞ୍ଜେଇ ଜବତ କରିବା ସହ କାର ଓ କାର ଚାଳକକୁ ଗିରଫ କରିଥିବା ଥାନା ଆଇଆଇସି ମୁକେଶ ଲାକ୍ରା କହିଛନ୍ତି। ଅଡବା ଥାନା ଏସଆଇ ମମତା ପଣ୍ଡା ଓ ପୁଲିସ କର୍ମଚାରୀ…
Read More...

ପାରିବାରିକ ଅଶାନ୍ତିକୁ ନେଇ ଯୁବକଙ୍କ ଆତ୍ମହତ୍ୟା

ମୋହନା : ଗଜପତି ଜିଲା ମୋହନା ପଞ୍ଚାୟତ ହାଇସ୍କୁଲ ଛକ ନିଜ ଘରେ ଜଣେ ଯୁବକ ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ଅନୁସାରେ, ମୃତକ ଜଣଙ୍କ ବ୍ରଜ ସାହୁଙ୍କ ପୁଅ କୈଳାଶ ଚନ୍ଦ୍ର ସାହୁ (୨୨)।…
Read More...

ଭୋଡାଫୋନ ଲଞ୍ଚ କଲା ୧୧୯ଟଙ୍କାର ପ୍ଳାନ

ନୂଆଦିଲ୍ଲୀ : ଭୋଡାଫୋନ ଇଣ୍ଡିଆ ତାର ଗ୍ରାହକ ମାନଙ୍କ ପାଇଁ ନୂଆ ଶସ୍ତା ପ୍ରି-ପେଡ ପ୍ଳାନ ଲଞ୍ଚ କରିଛି। ଏହି ନୂଆ ପ୍ଳାନରେ ୧୧୯ଟଙ୍କାରେ ୨୮ ଦିନର ବୈଧତା ସହିତ ଅନଲିମିଟେଡ କଲିଙ୍ଗର ସୁବିଧା ପାଇପାରିବେ। ଭୋଡାଫୋନର…
Read More...

ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ପିଏନ୍‍ବିର ଲାଭ ୨୪୭ କୋଟି

ନୂଆଦିଲ୍ଲୀ : ୧୩ ହଜାର କୋଟି ଟଙ୍କାର ଠକେଇ ଘଟଣା ପରେ କ୍ଷତିରେ ଚାଲିଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅକ୍ଟୋବରରୁ ଡିସେମ୍ବର ତ୍ରୈମାସରେ ୨୪୬.୫୧ କୋଟି ଟଙ୍କା ଲାଭ କରିଛି। ଗତ ବର୍ଷର ଏହି ସମୟର ତ୍ରୈମାସ ତୁଳନାରେ…
Read More...

ପୁଣେରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ

ମୁମ୍ବଇ : ମହାରାଷ୍ଟ୍ରର ପୁଣେ ସହର ନିକଟ ଇନ୍ଦାପୁର ନିକଟରେ ମଙ୍ଗଳବାର କାର୍ଭେର ଆଭିଏସ୍‍ନର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିମାନ ପରିଚାଳକ (ପାଇଲଟ୍‍) ଆହତ ହୋଇଛନ୍ତି। ବାରାମତୀସ୍ଥିତ…
Read More...

ବଲିଉଡରେ ପ୍ରବେଶ କରିବେ ଶାହରୁଖଙ୍କ ଝିଅ ସୁହାନା

ନୂଆଦିଲ୍ଲୀ : ଖୁବଶୀଘ୍ର ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଝିଅ ସୁହାନା ଖାନ୍। ଏନେଇ ବହୁଦିନ ହେବ ଚର୍ଚ୍ଚା ହୋଇଆସୁଥିବା ବେଳେ ନିକଟରେ ଶାହରୁଖ ଏକ ସାକ୍ଷାତକାରରେ ସୁହାନାଙ୍କ…
Read More...

ପ୍ରତିବନ୍ଧକ ସତ୍ତ୍ବେ ପୁରୁଲିଆରେ ପହଞ୍ଚିଲେ ଯୋଗୀ

କଲକାତା : ପଶ୍ଚିମବଙ୍ଗରେ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଘନେଇବାରେ ଲାଗିଛି। ପଶ୍ଚିମବଙ୍ଗ ସରକାର ବିଜେପି ନେତା ଶାହନୱାଜ ହୁସେନଙ୍କ ମୁର୍ଶିଦାବାଦ…
Read More...

ବିବିଏଲ୍‌ରୁ ସନ୍ନ୍ୟାସ ନେଲେ ମ୍ୟାକ୍‌କଲମ୍‌

ଆଡିଲେଡ୍ : ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକ୍‌କଲମ୍‌ ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ବିଗ୍‌ ବାସ ଲିଗ୍‌ (ବିବିଏଲ୍‌)ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଚଳିତ ସିଜିନ୍‌ ଖେଳି…
Read More...

ଆବାସ ଅପେକ୍ଷାରେ ମାନସିକ ବିକୃତ ସଫିଉଦିନ୍‍

କଳାପଥର(ବାଙ୍କୀ) :  ବଙ୍କୀ ବ୍ଳକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଗୁରେଇପଲ୍ଲୀ ସାହି ମୁସ୍‍ଲିମ୍‍ ସଂପ୍ରଦାୟ ମସ୍‍ଜିଦ୍‍ ନିକଟ ସଫିଉଦିନ ଖାଁ(୬୦) ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି। ସଫିଉଦିନ…
Read More...