ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ବୁଧବାର ବାଚସ୍ପତି ମୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ବୈଠକରେ ଉପସ୍ଥିତ…
Read More...

ଅଯୋଧ୍ୟା ରାମ ମନ୍ଦିର ନେଇ ପରମ ଧର୍ମ ସଂସଦର ଘୋଷଣା: ଫେବୃଆରୀ ୨୧ରେ ଭିତ୍ତିପ୍ରସ୍ତର ସ୍ଥାପନ

ଲକ୍ଷ୍ନୌ,୩୦ା୧ : ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଏକରକମ ଆରମ୍ଭ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ମଙ୍ଗଳବାର ଅଯୋଧ୍ୟାର ନିର୍ବିବାଦୀୟ ୬୭ଏକର ଜମିକୁ ଦଖଲ ମୁକ୍ତ କରି…
Read More...

ପୁଣି ଅନଶନରେ ବସିଲେ ଅନ୍ନା ହଜାରେ

ମୁମ୍ବଇ : ସାମାଜିକ କର୍ମୀ ତଥା ଗାନ୍ଧୀବାଦୀ ନେତା ଅନ୍ନା ହଜାରେ ପୁଣି ଅନଶନରେ ବସିଛନ୍ତି। କେନ୍ଦ୍ରରେ ଲୋକପାଳ ଓ ରାଜ୍ୟଗୁଡିରେ ଲୋକାୟୁକ୍ତ ଗଠନ ଦାବିରେ ଅନ୍ନା ତାଙ୍କ ଗ୍ରାମ ମହାରାଷ୍ଟ୍ର ଅହମଦନଗର ଜିଲା…
Read More...

୨୦୦୮ ଆସାମ ବିସ୍ଫୋରଣ ମାମଲା: ବୋଡୋଲାଣ୍ଡ ମୁଖ୍ୟଙ୍କ ସମେତ ୧୦ ଜଣଙ୍କୁ ଆଜୀବନ ଜେଲ୍‍

ଗୌହାଟୀ : ଗୌହାଟୀସ୍ଥିତ ସିବିଆଇ ସ୍ୱତନ୍ତ୍ର କୋର୍ଟ ବୁଧବାର ୨୦୦୮ ଆସାମ ସିରିଏଲ ବୋମା ବେିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ବୋଡୋଲାଣ୍ଡ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‍ଡିଏଫ୍‍ବି)ର ପ୍ରତିଷ୍ଠାତା ରଞ୍ଜନ…
Read More...

ସଡ଼କ ଦୁର୍ଘଟଣାରେ ପପ ଗାୟିକା ଶିବାନୀ ଭାଟିଆଙ୍କ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମଥୁରାଠାରେ ଏକ ସଡ଼କ ଦୁର୍ଘଟଣାରେ ଦିଲ୍ଲୀର ପ୍ରସିଦ୍ଧ ପପ ଗାୟିକା ଶିବାନୀ ଭାଟିଆଙ୍କ ମୃତ୍ୟୁ ଘଟିଛି । ସୋମବାର ଆଗ୍ରାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଯମୁନା ଏକ୍ସପ୍ରେସ୍‍…
Read More...

ଆମେରିକାର ୧୦ ରାଜ୍ୟରେ ପ୍ରଚଣ୍ଡ ତୁଷାର ପାତ, ତାପମାତ୍ରା ବିଯୁକ୍ତ ୭୦ ଡିଗ୍ରୀ ପହଞ୍ଚିବାର ଚେତାବନୀ

ୱାଶିଂଟନ : ଆମେରିକାର ୧୦ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ମାତ୍ରାରେ ତୁଷାର ପାତ ଜାରି ରହିଛି। ଏବେ ଏହି ୧୦ ରାଜ୍ୟର ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରୀ ତଳେ ରହିଛି। ୧୦ ରାଜ୍ୟରେ ସାଧାରଣ ପରିବହନ ବିଭାଗ ଓ ଅନ୍ୟାନ୍ୟ…
Read More...

ଏଥର ପୂର୍ଣ୍ଣ ନୁହଁ ଅନ୍ତରୀଣ ବଜେଟ: ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ପୂର୍ଣ୍ଣ ନୁହେଁ ଅନ୍ତରୀଣ ବଜେଟ ଉପସ୍ଥାପିତ କରିବେ ବୋଲି ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ପରମ୍ପରାକୁ ବଦଳାଇ ଚଳିତ ଥର ସରକାର ପୂର୍ଣ୍ଣ…
Read More...

ଦିଲ୍ଲୀରେ ବ୍ୟାପୁଛି ସ୍ୱାଇନଫ୍ଲ୍ୟୁ, ୮ ମୃତ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ୱାଇନଫ୍ଲ୍ୟୁରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‍ସିଡିସି) ରିପୋର୍ଟ ଅନୁସାରେ ରାଜସ୍ଥାନ,…
Read More...

ମହିଳା ହକି: ସ୍ପେନ୍‌କୁ ୫-୨ରେ ହରାଇଲା ଭାରତ

ମୁର୍ସିଆ (ସ୍ପେନ୍) : ସ୍ପେନ୍ ଗସ୍ତରେ ଭାରତୀୟ ମହିଳା ହକି ଦଳ ମଙ୍ଗଳବାର ପ୍ରଥମ ବିଜୟ ହାସଲ କରିଛି। ଆକ୍ରମଣାତ୍ମକ ହକିର ପ୍ରଦର୍ଶନ କରି ଗତବର୍ଷ ମହିଳା ବିଶ୍ବକପ୍‌ର ବ୍ରୋଞ୍ଜ୍ ପଦକ ବିଜେତା ସ୍ପେନ୍ ମହିଳା ହକି…
Read More...

ମରେଙ୍କ ଶରୀରରେ ଅସ୍ତ୍ରୋପଚାର

ଲଣ୍ଡନ : ପୁରୁଷ ଟେନିସ ଖେଳାଳି ଆଣ୍ଡି ମରେଙ୍କ ନିତମ୍ବରେ ମଙ୍ଗଳବାର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ଗତବର୍ଷ ମରେଙ୍କ ନିତମ୍ବରେ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ…
Read More...

ଡ୍ରିମ୍ ଗାର୍ଲରେ ନୁସରତ୍

ମୁମ୍ବଇ : ପ୍ୟାର୍‌ କା ପଞ୍ଚନାମା, ସୋନୁ କି ଟିଟୁ କି ସ୍ବିଟି ପରି ହାସ୍ୟରସାତ୍ମକ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ଦକ୍ଷତା ପ୍ରମାଣିତ କରିସାରିଛନ୍ତି ଅଭିନେତ୍ରୀ ନୁସରତ୍ ବାରୁଚା। ଏହି ଦୁଇଟି ଚଳଚ୍ଚିତ୍ରରେ ଚମତ୍କାର…
Read More...

ଭାରତକୁ ଜିତାଇଲେ ମାନ୍ଧାନା

ମାଉଣ୍ଟ ମୌଙ୍ଗାନୁଇ : ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରମାଗତ ୨ୟ ଦିନିକିଆ ମ୍ୟାଚ୍‌ରେ ଓପ୍‌ନର ସ୍ମୃତି ମାନ୍ଧାନା ଚମତ୍କାର ବ୍ୟାଟିଂ କରିଛନ୍ତି। ଫଳରେ କ୍ରମାଗତ ୨ୟ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ବିଜୟୀ ହୋଇଛି।…
Read More...

ଗମ୍ଭୀରଙ୍କ ବିଶ୍ବକପ୍‌ ଦଳରେ ଅଶ୍ବିନ୍‌, ହାର୍ଦିକ

ନୂଆଦିଲ୍ଲୀ : ଆସନ୍ତା ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ କ୍ରିକେଟ୍‌ ବିଶ୍ବକପ୍‌। ଏହି ବିଶ୍ବକପ୍‌ ନିମନ୍ତେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଗୌତମ ଗମ୍ଭୀର ନିଜ ପସନ୍ଦର ୧୫ଜଣିଆ ଦଳ ଘୋଷଣା କରିଛନ୍ତି।…
Read More...

ପ୍ରଦୀପ ସରକାରଙ୍କ ଆଉ ଏକ ଚଳଚ୍ଚିତ୍ରରେ ଅଭିନୟ କରିବେ ବିଦ୍ୟା ବାଲାନ୍

ମୁମ୍ବଇ : ୨୦୦୫ରେ ପ୍ରଦୀପ ସରକାର ନିର୍ଦେଶିତ ‘ପରିଣୀତା’ରୁ  ବିଦ୍ୟା ବାଲାନ୍ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ବିଦ୍ୟାଙ୍କ ଅଭିନୟର ଯାଦୁରେ ଉଭୟ ସମୀକ୍ଷକ ଓ ପ୍ରଶଂସକ ମହଲ ବାନ୍ଧି…
Read More...

ରାହୁଲଙ୍କ ଆଉ ଏକ ନିର୍ବାଚନ ପ୍ରତିଶ୍ରୁତି: ଗୃହୀତ କରାଯିବ ମହିଳା ସଂରକ୍ଷଣ ବିଧେୟକ

କୋଚିନ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ଭୋଟରଙ୍କୁ ଆଉ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ମଙ୍ଗଳବାର ରାହୁଲ କହିଛନ୍ତି ଯେ କଂଗ୍ରେସ ଯଦି ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବ; ତେବେ ମହିଳା…
Read More...

ସାରା ବିଶ୍ୱରେ ୧୫ମିନିଟ୍ ବନ୍ଦ ହୋଇଗଲା ଜି-ମେଲ, ହେଲାନି ଲଗଇନ୍‍

ନୂଆଦିଲ୍ଲୀ : ସାରା ବିଶ୍ୱରେ ୧୫ମିନିଟ୍ ପାଇଁ ଜି-ମେଲ ବନ୍ଦ ହୋଇଯାଇଥିଲା । ଏଥିଯୋଗୁଁ ଜି-ମେଲ୍‍ ୧୫ମିନିଟ୍‍ ପର୍ଯ୍ୟନ୍ତ ଲଗଇନ୍‍ ହୋଇନଥିଲା। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏପରି ହୋଇଥିଲା । ଏହି ସମୟରୁ ୧୫ମିନିଟ୍…
Read More...

ନାଗରିକ ବିଧେୟକକୁ ୧୧ଟି ଦଳର ବିରୋଧ

ଗୁଆହାଟି : ଉତ୍ତର ପୂର୍ବାଞ୍ଚଳର ୧୦ଟି ରାଜନୈତିକ ଦଳ ସହିତ ବିଜେପିର ସହଯୋଗୀ ଜେଡିୟୁ ନାଗରିକ ସଂଶୋଧନ ବିଧେୟକକୁ ବିରୋଧ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା…
Read More...

ମୁକ୍ତିଲାଭ କଲା ‘ଟୋଟାଲ ଧମାଲ’ର ପ୍ରଥମ ଗୀତ

ମୁମ୍ବଇ: ବହୁ ତାରକାଙ୍କୁ ନେଇ ନିର୍ମିତ ଚଳଚ୍ଚିତ୍ର ’ଟୋଟାଲ ଧମାଲ’ର ପ୍ରଥମ ଗୀତ ମଙ୍ଗଳବାର ମୁକ୍ତିଲାଭ କରିଛି। ଏହି ଗୀତର ନାମ ‘ପେସା ୟେ ପେସା’। ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦୀକ୍ଷିତ୍, ରିତେଶ ଦେଶମୁଖ୍‍,…
Read More...

ଖ୍ରୀଷ୍ଟିଆନଙ୍କ ପ୍ରତ୍ୟର୍ପଣର ଶ୍ରେୟ ମୋଦୀଙ୍କୁ ଦେଲେ ୟୁଏଇ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତିର ଅଭିଯୁକ୍ତ ଖ୍ରୀଷ୍ଟିଆନ ମିସେଲଙ୍କ ଭାରତ ପ୍ରତ୍ୟର୍ପଣ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର…
Read More...

ଏକାଠି ଅଭିନୟ କରିବେ କାଜଲ-ଅଜୟ

ମୁମ୍ବଇ : ଚଳିତ ବର୍ଷ ମୁକ୍ତିଲାଭ କରିବ ଅଜୟ ଦେବଗନଙ୍କ 'ତାନାଜି : ଦ ଅନସଙ୍ଗ ୱାରିୟର'। ଚଳଚ୍ଚିତ୍ରର କାହାଣୀ ୧୬୭୦ରେ ହୋଇଥିବା ସିଂହଗଡ଼ ଯୁଦ୍ଧ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅଜୟ ମରାଠି ଯୋଦ୍ଧା ଭୂମିକାରେ…
Read More...

ପ୍ରୟାଗରେ ବୁଡ଼ ପକାଇଲେ ଆଦିତ୍ୟନାଥ, କୁମ୍ଭ ମେଳାରେ ବସିଲା କ୍ୟାବିନେଟ ବୈଠକ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନଥ ମଙ୍ଗଳବାର କୁମ୍ଭମେଳାରେ ପହଞ୍ଚିଛନ୍ତି। ପ୍ରାୟଗଠାରେ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ ସେ ସଙ୍ଗମ ଜଳରେ ବୁଡ଼ ପକାଇଛନ୍ତି। ଅନ୍ୟ ମନ୍ତ୍ରୀମାନେ ମଧ୍ୟ…
Read More...

ଜେଡିଏସ୍‌-କଂଗ୍ରେସ ମେଣ୍ଟ ଉପରୁ ଟଳୁନି ବିପଦ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଏବେବି ଥମି ନାହିଁ। ୨୦୧୯ ଲୋଭସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର ସରକାର ଗଠନ ଉଦ୍ୟମରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟ ଅଧ୍ୟକ୍ଷ…
Read More...

ବହୁଚର୍ଚ୍ଚିତ ପୁରୀ ପାରା ହତ୍ୟାକାଣ୍ଡ

ପିପିଲି : ପୁଲିସ ଏନ୍‍କାଉଣ୍ଟରରେ ଆହତ ହୋଇଥିବା ପୁରୀ ପାରା ହତ୍ୟାକାଣ୍ଡର ଅଭିଯୁକ୍ତ ଜିତେନ୍ଦ୍ର କୁମାର ସାହୁ ଓରଫ ଜିତୁକୁ ପିପିଲି ପୁଲିସ ମଙ୍ଗଳବାର କଡା ସୁରକ୍ଷା ମଧ୍ୟରେ ପିପିଲି କୋର୍ଟକୁ ଚାଲାଣ କରିଛି। ଜାମିନ…
Read More...

ଭୋଡାଫୋନ ଲଞ୍ଚ କଲା ଶସ୍ତା ପ୍ଳାନ, ପ୍ରତିଦିନ ମିଳିବ ୧.୬ଜିବି ଡାଟା

ନୂଆଦିଲ୍ଲୀ : ଭାରତୀୟ ଟେଲିକମ କମ୍ପାନୀ ଭୋଡାଫୋନ ଦୁଇଟି ନୂଆ ପ୍ରି-ପେଡ ପ୍ଳାନ ଲଞ୍ଚ କରିଛି। ଯେଉଁଥିରୁ ଗୋଟିଏ ୨୦୯ଟଙ୍କା ଏବଂ ୪୭୯ଟଙ୍କାର ପ୍ଳାନ ରହିଛି। ଏହି ଦୁଇଟି ପ୍ଳାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୬ଜିବି ଡାଟା…
Read More...

ଏମ୍‌ଜେ ଆକବରଙ୍କ ମାନହାନୀ ମକଦ୍ଦମାରେ ରମଣିଙ୍କୁ ସମନ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ୍‌.ଜେ. ଆକବରଙ୍କ ଦ୍ବାରା କରାଯାଇଥିବା ଏକ ମାନହାନୀ ମକଦ୍ଦମା ମାମଲାରେ ସାମ୍ବାଦିକା ପ୍ରିୟା ରମଣିଙ୍କୁ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ସମନ ଜାରି କରିଛନ୍ତି। ଫେବୃଆରୀ ୨୫…
Read More...

ଭୂମିକମ୍ପ ଝଟକାରେ ଥରିଲା ନାସିକ, ୨ ଦିନରେ ୩ ଥର

ନାସିକ : ନାସିକ କାଲୱାନ ତାଲୁକରେ ଗତ ଦୁଇ ଦିନ ମଧ୍ୟରେ ୩ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଫଳରେ ଏହି ତାଲୁକ ଅଧୀନ ୫ ଗ୍ରାମର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରତି ଭୂମିକମ୍ପ ଝଟକାର ତୀବ୍ରତା ୨ରୁ ୩ ରିକ୍ଟର…
Read More...

ପେଟ୍ରୋଲ ୮ ଓ ଡିଜେଲ ୧୧ ପଇସା କମିଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ତୈଳ ବଜାର ଉପରେ ପଡିଛି। ଫଳରେ ମଙ୍ଗଳବର ପେଟ୍ରୋଲ ଦର ଲିଟର ପିଛା ୮ରୁ ୯ ପଇସା ଏବଂ ଡିଜେଲ ଦର ଲିଟର ପିଛା ୧୧ ପଇସା ହ୍ରାସ…
Read More...

ଏନ୍‍ସିପିରେ ଯୋଗଦେଲେ ଶଙ୍କର ସିଂହ ଭାଘେଲା

ଅହମଦାବାଦ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ଭାଘେଲା ମଙ୍ଗଳବାର ଜାତୀୟ କଂଗ୍ରେସ ଦଳ (ଏନ୍‍ସିପି)ରେ ଯୋଗ ଦେଇଛନ୍ତି। ଅହମଦାବାଦରେ ଏନ୍‍ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ଉପସ୍ଥିତିରେ ଶଙ୍କର ସିଂ ଭାଘେଲା…
Read More...

୪୮ଏମପି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ‘ଅନର ଭ୍ୟୁ-୨୦’

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ୱାୱେର ବ୍ରାଣ୍ଡ 'ଅନର' ଭାରତରେ ନିଜର ନୂଆ ସ୍ମାର୍ଟଫୋନ 'ଅନର ଭ୍ୟୁ-୨୦' ଲଞ୍ଚ କରିଛି। ମଙ୍ଗଳବାର  ଦିଲ୍ଲୀର ଗୁରୁଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଫୋନକୁ ଲଞ୍ଚ…
Read More...

ତାମିଲନାଡୁର ୭୪ଟି ସ୍ଥାନ ଉପରେ ଆୟକର ଚଢାଉ

ଚେନ୍ନଇ : ତାମିଲନାଡୁ ରାଜଧାନୀ ଚେନ୍ନଇର ୭୨ଟି ଏବଂ କୋଏମ୍ବାଟୁର ୨ଟି ସ୍ଥାନ ଉପରେ ମଙ୍ଗଳବାର ଆୟକର ବିଭାଗ (ଆଇଟି) ପକ୍ଷରୁ ଚଢାଉ କରାଯାଇଛି। ବିଶେଷ କରି ଲୋଟସ ଗ୍ରୁପ୍‍, ରେବତୀ ବିଜନେସ୍‍ ଅର୍ଗାନାଇଜେସନ, ସାରାଭାନା…
Read More...

ଅମୀର, ନାସିରୁଦ୍ଦିନ ଏବଂ ସିଧୁ ବିଶ୍ୱାସ ଘାତକ : ଆରଏସ୍‍ଏସ୍‍ ନେତା ଇନ୍ଦ୍ରେଶ

ଆଲିଗଡ଼ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସ୍‍ଏସ୍‍) ନେତା ଇନ୍ଦ୍ରେଶ କୁମାର ପଞ୍ଜାବ ସରକାରର ମନ୍ତ୍ରୀ ନବଜୋତ ସିଂହ ସିଧୁ, ଅଭିନେତା ଅମୀର ଖାନ ଏବଂ ନାସିରୁଦ୍ଦିନ ଶାହାଙ୍କ ତୁଳନା ରାଜା ଜୟଚନ୍ଦ୍ର ଏବଂ ମୀର ଜାଫର…
Read More...

ମୁକ୍ତିଲାଭ କଲା ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ର ଟ୍ରେଲର

ମୁମ୍ବଇ : ଅନୀଲ କପୁର, ସୋନମ କପୁର ଓ ରାଜକୁମାର ରାଓ ଅଭିନୀତ ଚଳଚ୍ଚିତ୍ର ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ର ଟ୍ରେଲର ମୁକ୍ତିଲାଭ କରିଛି। 'ଏକ୍‌ ଲଡ଼କି କୋ ଦେଖା ତୋ ଏସା ଲଗା' କାହାଣୀ ଲଭ୍‌ଷ୍ଟୋରୀ ଉପରେ ଆଧାରିତ। …
Read More...

ତୃଣମୂଳ କଂଗ୍ରେସ ସାଂସଦଙ୍କ ୨୩୯କୋଟିର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ : ଚିଟ୍‌ଫଣ୍ଡ ମାମଲାରେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ ସାସଦ କେ.ଡି ସିଂହଙ୍କର ୨୩୯କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଏହି ସମ୍ପତ୍ତି ଚଣ୍ଡିଗଡ଼,…
Read More...

ରାହୁଲଙ୍କ ନିର୍ବାଚନ ପ୍ରତିଶ୍ରୁତି: କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କୁ ନିଶ୍ଚିତ ରୋଜଗାର ସୁବିଧା

ରାୟପୁର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବଡ ପ୍ରତିଶ୍ରୁତି ଦେଇଛନ୍ତି। ସୋମବାର ରାହୁଲ ଘୋଷଣା କରିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଫେରିଲେ ଦେଶର ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ…
Read More...

ଟେନିସ ମାନ୍ୟତା: ଓସାକା, ଜୋକୋଭିକ୍‌ ଶୀର୍ଷରେ

ପ୍ୟାରିସ : ସୋମବାର ପୁରୁଷ ଓ ମହିଳା ଟେନିସ ଖେଳାଳିଙ୍କ ମାନ୍ୟତା ତାଲିକା ପ୍ରକାଶ ପାଇଛି। ସଦ୍ୟସମାପ୍ତ ଅଷ୍ଟ୍ରେଲିଆନ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍‌ସ ଚମ୍ପିଆନ ହେବାପରେ ସର୍ବିୟାର…
Read More...

ରାୟୁଡୁଙ୍କୁ ବୋଲିଂରୁ ବାସନ୍ଦ କଲା ଆଇସିସି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତୀୟ ଡାହାଣହାତୀ ଅଫ୍‌ସ୍ପିନର ଅମ୍ବାତି ରାୟୁଡୁଙ୍କୁ ବୋଲିଂ କରିବାରୁ ବାସନ୍ଦ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ସୂଚନାଥାଉକି ଗତ ୧୩ରେ ଅଷ୍ଟ୍ରେଲିଆ…
Read More...

ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ପୋଡାଯିବାକୁ ନେଇ ଭାରତର ପ୍ରତିବାଦ

ଲଣ୍ଡନ : ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ବାହାରେ ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ପତାକା ପୋଡାଯାଇଛି। ଏହାକୁ ନେଇ ଭାରତ ସରକାର ବ୍ରିଟିଶ ସରକାରଙ୍କ ନିକଟରେ ଦୃଢ ପ୍ରତିବାଦ ଜଣାଇଛନ୍ତି। ଖଲସ୍ତାନ…
Read More...

ମାଇକ୍ରୋସଫ୍ଟ ସରଫେସ୍‍ ପ୍ରୋ-୬, ସରଫେସ୍‍ ଲାପଟପ୍‍-୨ର ବଜାର ପ୍ରବେଶ

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ କମ୍ପାନୀ ଦୁଇଟି ନୂଆ ଲାପଟପ୍‍ ଲଞ୍ଚ କରିଛି। ଯାହାର ନାମ ଲାପଟପ୍‍ ସରଫେସ୍‍ ପ୍ରୋ-୬ ଏବଂ ସରଫେସ୍‍ ଲାପଟପ୍‍-୨। ଏହି ଦୁଇଟି ଲାପଟପର ବିକ୍ରି ଭାରତରେ ଫ୍ଲିପକାର୍ଟ ଏବଂ ଅମାଜନରେ ଆରମ୍ଭ…
Read More...

୩୦ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ସଂସଦର ଅନ୍ତରୀଣ ବଜେଟ ଅଧିବେଶନକୁ ସୁଚାରୁ ରୂପେ ସଂଚାଳନ କରିବା ନିମିତ୍ତ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଜାନୁଆରୀ ୩୦​‌େ​ର ସର୍ବଳଦୀୟ ବୈଠକ ଡକାଇଛନ୍ତି। ଅନ୍ୟପଟେ ସଂସଦୀୟ ବ୍ୟାପର ମନ୍ତ୍ରୀ…
Read More...

୫ପ୍ରତିଶତ ସଂରକ୍ଷଣ ପାଇଁ ଗୁଜ୍ଜରଙ୍କ ଦାବି

ଜୟପୁର : ରାଜସ୍ଥାନର ଗୁଜ୍ଜର ସମ୍ପ୍ରଦାୟ ୫ପ୍ରତିଶତ ସଂରକ୍ଷଣ ଦାବିରେ ସରକାରଙ୍କୁ କଣ୍ଟ ଦେଇଛନ୍ତି। ଆସନ୍ତା ୧୧ ଦିନ ମଧ୍ୟରେ ସେମାନଙ୍କ ପାଇଁ ସଂରକ୍ଷଣ ଘୋଷଣା କରା ନ ଗଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସମ୍ପ୍ରଦାୟର…
Read More...

ଭୋପାଳ ଗ୍ୟାସ ଦୁର୍ଘଟଣା: ଏପ୍ରିଲରେ ଅତିରିକ୍ତ କ୍ଷତିପୂରଣ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଭୋପାଳ ଗ୍ୟାସ ଦୁର୍ଘଟଣା ବାବଦ କ୍ଷତିପୂରଣ ରାଶି ବୃଦ୍ଧି ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଆସନ୍ତା ଏପ୍ରିଲ ମାସରେ ପ୍ରଧାନ…
Read More...

ଆଇଆରସିଟିସି ଦୁର୍ନୀତି: ଲାଲୁ ପରିବାରକୁ ଜାମିନ

ନୂଆଦିଲ୍ଲୀ : ଆଇଆରସିଟିସି ଦୁର୍ନୀତି ସମ୍ବନ୍ଧୀୟ ବେଆଇନ ଅର୍ଥ କାରବାର ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଆଶ୍ବସ୍ତି ମିଳିଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସୋମବାର ଲାଲୁଙ୍କ ସମେତ ତାଙ୍କ…
Read More...

ବିବାହ ଉତ୍ସବ ଉପରେ ଅତଡ଼ା ଧସି ୧୫ ମୃତ

ଆବନକେ,୨୮ା୧ : ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ପେରୁର ଆବନକେସ୍ଥିତ ଆଲାମ୍ବ୍ରା ହୋଟେଲରେ ବିବାହ ଉତ୍ସବ ଚାଲିଥିବାବେଳେ ଅତଡ଼ା ଧସି ୧୫ଜଣଙ୍କ ମୃତ୍ୟୁ ଘଟିଛି ଓ ପ୍ରାୟ ୩୫ଜଣ ଆହତ ହୋଇଛନ୍ତି। ପାହାଡ଼ ପାଦଦେଶରେ ଥିବା…
Read More...

ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏମ୍‍-୨୦, ଏମ୍‍-୧୦

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଏମ୍‍ ସିରିଜର ଗାଲାକ୍ସି ଏମ୍‍-୨୦, ଏମ୍‍-୧୦ନାମକ ଦୁଇଟି ନୂଆ ସ୍ମାର୍ଟ ଫୋନ। ଉଭୟ ଫୋନକୁ ପ୍ରଥମ ଥର ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ…
Read More...

୨୦୦୮ ଆସାମ ବିସ୍ଫୋରଣ ମାମଲା: ବୋଡୋ ମୁଖ୍ୟଙ୍କ ସହ ୧୪ ଦୋଷୀ ସାବ୍ୟସ୍ତ

ଗୌହାଟୀ : ଆସାମ ସିରିଏଲ ବିସ୍ଫୋରଣ-୨୦୦୮ ମାମଲାରେ ବୋଡୋଲାଣ୍ଡ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏଫ୍‌ବି)ର ପ୍ରତିଷ୍ଠାତା ରଞ୍ଜନ ଡାଏମେରିଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ଗୌହାଟୀର ସିବିଆଇ ସ୍ବତନ୍ତ୍ର କୋର୍ଟ ସୋମବାର…
Read More...

ଇସ୍ତଫା ଦେବାକୁ କୁମାରସ୍ବାମୀଙ୍କ ଧମକ

ବେଙ୍ଗାଲୁରୁ : କର୍ଣ୍ଣା​‌ଟକ ସରକାରରେ ରାଜନୈତିକ ଅସ୍ଥିରତା ଭିନ୍ନ ମୋଡ ନେଇଛି। ଏବେ ବିରୋଧୀ ଦଳ ବିଜେପି ନୁହେଁ ବରଂ ମେଣ୍ଟ ସହଯୋଗୀ କଂଗ୍ରେସର ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ବାମୀଙ୍କ ମୁଣ୍ଡବ୍ୟଥାର…
Read More...

ପ୍ରିୟଙ୍କା ହେବେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ : ଗଣତନ୍ତ୍ରରେ ରାଜନୀତି ଏକ ବାସ୍ତବ ପ୍ରକ୍ରିୟା। ଅନ୍ୟପଟେ ଜ୍ୟୋତିଷ ବିଦ୍ୟା ଅନ୍ଧାର​‌lj ବାଡି ବୁଲାଇବା ଭଳି ଏକ ବିଷୟ ବସ୍ତୁ। କେବଳ ଅନ୍ଧବିଶ୍ବାସୀ ବ୍ୟକ୍ତି ହିଁ ପ୍ରତ୍ୟକ୍ଷ ରାଜନୀତି ଓ ଜ୍ୟୋତିଷଙ୍କ…
Read More...

ଭାରତରେ ନୂଆ ସରକାର ଆସିବା ପରେ ହେବ କଥାବାର୍ତ୍ତା : ପାକ୍‍ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତରେ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ହିଁ ନୂଆ ସରକାର ସହ ଆଲୋଚନା ପାଇଁ ପ୍ରୟାସ କରିବୁ ବୋଲି ପାକିସ୍ତାନର ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ଭାରତ…
Read More...

ପ୍ରଣବଙ୍କୁ ‘ଭାରତ ରତ୍ନ’ ନେଇ ପ୍ରଶ୍ନ ଉଠାଇଲେ ଆଜମ ଓ ଓୱାସି

ଲକ୍ଷ୍ନୌ/ମୁମ୍ବଇ : ସମାଜବାଦୀ ପାର୍ଟି ନେତା ଆଜମ ଖାନ ଏବଂ ଏଆଇଏମ୍‍ଆଇଏମ୍‍ ନେତା ଅସଦୁଦ୍ଦିନ ଓୱାସି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ‘ଭାରତ ରତ୍ନ’ ପ୍ରଦାନ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଜମ ଖାନ କହିଛନ୍ତି…
Read More...

ଶିକ୍ଷକଙ୍କ ଘରୁ ଚୋରି ଅଭିଯୋଗ

ପିପିଲି : ପୁରୀ ଜିଲା ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଶିରିଆପୁର ଗ୍ରାମରେ ରହୁଥିବା ଶିକ୍ଷକ ବାସୁଦେବ ସାହୁଙ୍କ ଘରର ତାଲା ଭାଙ୍ଗି ୮ହଜାର ଟଙ୍କା କ୍ୟାସ୍ ସମେତ ୩୦ ହଜାର ଟଙ୍କା ମୂଲ୍ୟର ଲୁଗାପଟା ଚୋରି ହୋଇଥିବା ଅଭିଯୋଗ…
Read More...

ଅଭିଯୋଗ ଶୁଣି ରାଗି ଗଲେ ସିଦ୍ଧରମୈୟା, ମହିଳାଙ୍କୁ ଦୁର୍ବ୍ୟବହାର

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ପୁଣି ଥରେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି। ସିଦ୍ଧରମୈୟା କର୍ଣ୍ଣାଟକର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ…
Read More...

ମିଳୁନି ‘କାଳିଆ’ ଯୋଜନା ଫର୍ମ, ଅସନ୍ତୁଷ୍ଟ ହିତାଧିକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ

କଲମପୁର : ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ମିଳିପାରୁନି ‘କାଳିଆ’ ଯୋଜନାର ଫର୍ମ। ଅସନ୍ତୁଷ୍ଟ ହିତାଧିକାରୀ ଶେଷରେ ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବୋରଧ କରି ନିଜ ଅସନ୍ତୋଷ ବ୍ୟକ୍ତ କରିବା ଭଳି…
Read More...

ତୃତୀୟ ଦିନିକିଆ : ନ୍ୟୁଜିଲ୍ୟାଣ୍ଡକୁ ୭ୱିକେଟରେ ହରାଇ ୩-୦ରେ ସିରିଜ ହାତେଇଲା ଭାରତ

ମାଉଣ୍ଟ ମାଙ୍ଗାନୁଇ:  ନ୍ୟୁଜିଲ୍ୟାଣ୍ଡର ମାଉଣ୍ଟ ମାଙ୍ଗାନୁଇ ବେ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଭାରତ ୭ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ୩-୦ରେ ସିରିଜ ହାତେଇଛି।…
Read More...

ବିଜେପିରେ ମିଶିଲେ ବଲିଉଡ ଅଭିନେତ୍ରୀ ଇଶା କୋପିକର

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଇଶା କୋପିକର ରବିବାର ବିଜେପିରେ ଯୋଗଦେଇଛନ୍ତି। ମୁମ୍ବଇରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ କୋପିକର ବିଜେପିରେ ଯୋଗ ଦେଇଛନ୍ତି।…
Read More...

ଟ୍ରେନ ୧୮ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ : ସ୍ବଦେଶ ଜ୍ଞାନକୌଶଳରେ ନିର୍ମିତ ଦ୍ରୁତଗାମୀ ରେଳଗାଡି ଟ୍ରେନ-୧୮କୁ ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ନାମିତ କରାଯାଇଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର କହିଛନ୍ତି ଯେ ସ୍ବଦେଶୀ ମାନ୍ୟତା ଦେବା ଲାଗି…
Read More...

ଇଡବ୍ଲ୍ୟୁଏସ୍ କୋଟା ଅନ୍ୟ ସଂରକ୍ଷଣକୁ ପ୍ରଭାବିତ କରିବ ନାହିଁ: ପ୍ରଧାନମନ୍ତ୍ରୀ

ମଦୁରାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ତାମିଲନାଡୁର ମଦୁରାଇରେ ବିଜେପିର ନିର୍ବାଚନ ରାଲିରେ ଯୋଗ ଦେଇ ପ୍ରଚାର ଆରମ୍ଭ…
Read More...

କାଠ ଚୋରଙ୍କ ଆକ୍ରମଣରେ ଦୁଇ ସୁରକ୍ଷାକର୍ମୀ ନିହତ

ପଶ୍ଚିମ ଚମ୍ପାରଣ : ପଶ୍ଚିମବଙ୍ଗର ପଶ୍ଚିମ ଚମ୍ପାରଣ ଜିଲାରେ କାଠ ଚୋରା ବେପାରୀଙ୍କ ଆକ୍ରମଣରେ ଦୁଇଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଆରକ୍ଷୀ ଅଧୀକ୍ଷକଙ୍କ କହିବା ଅନୁଯାୟୀ ଗୋବାରହିଆ ଜଙ୍ଗଲରେ କାଠ ଚୋରମାନେ କାଠ…
Read More...

ବୁଲନ୍ଦସହର ହିଂସା: ଅଭିଯୁକ୍ତ ଘରୁ ନିହତ ପୁଲିସ ଇନ୍ସପେକ୍ଟରଙ୍କ ମୋବାଇଲ ଜବତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବୁଲନ୍ଦସହର ହିଂସାରେ ପ୍ରାଣ ହରାଇଥିବା ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୋବାଇଲ ଫୋନକୁ ରବିବାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ନାଟ୍ଟଙ୍କ ଘରୁ ଜବତ କରାଯାଇଛି। ଏସପି ଅତୁଲ…
Read More...

ବିବାହ ବନ୍ଧନରେ ହାର୍ଦିକ ପଟେଲ

ସୁରେନ୍ଦ୍ରନଗର : ପଟିଦାର ସଂରକ୍ଷଣ ଆନ୍ଦୋଳନର ନେତା ହାର୍ଦିକ ପଟେଲ ରବିବାର ତାଙ୍କ ପିଲା ଦିନର ବାନ୍ଧବୀ କିନଜଲ ପାରିଖଙ୍କୁ ବିବାହ କରିଛନ୍ତି। ବନ୍ଧୁ ଓ ପରିଜନଙ୍କ ଉପସ୍ଥିତିରେ ସ୍ଥାନୀୟ ମନ୍ଦିରରେ ଏକ ନିରାଡମ୍ବର…
Read More...

ରାମ ଜନ୍ମଭୂମି ବାବ୍ରି ମସଜିଦ ମାମଲା: ସୁପ୍ରିମକୋର୍ଟଙ୍କ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ : ଅଯୋଧ୍ୟାର ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ପୁଣି ଥରେ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ଜଣିଆ ବିଚାରପତି ପୀଠ…
Read More...

ହାଇକୋର୍ଟର ପ୍ରତି ଜଜଙ୍କ ପାଖରେ ବିଚାରଧୀନ ଅଛି ୪୪୧୯ ମାମଲା

ନୂଆଦିଲ୍ଲୀ : ହାଇକୋର୍ଟର ପ୍ରତ୍ୟେକ ବିଚାରପତିଙ୍କ ନିକଟରେ ୪୪୧୯ଟି ଲେଖାଏଁ ମାମଲା ବିଚାରଧୀନ ଅଛି। ସେହିପରି ନିମ୍ନ ଅଦାଲତର ପ୍ରତି ବିଚାରପତିଙ୍କ ନିକଟରେ ୧୨୮୮ଟି ଲେଖାଏଁ ମାମଲା ବିଚାରଧୀନ ରହିଛି ବୋଲି ଆଇନ…
Read More...

ମହାକାଶରେ ନିର୍ମାଣ ହେବ ହୋଟେଲ

ୱାଶିଂଟନ : ମହାକାଶରେ ବିଶ୍ୱର ପ୍ରଥମ ହୋଟେଲ ନିର୍ମାଣ ହେବାକୁ ଯାଉଛି। ଏହି ହୋଟେଲକୁ ୨୦୨୧ରେ ମହାକାଶରେ ସ୍ଥାପନ କରିବାକୁ ଯୋଜନା କରାଯାଇଛି। ୨୦୨୨ରୁ ଏହି ହୋଟେଲକୁ ଅତିଥି ଯାଇପାରିବେ। ୧୨ ଦିନିଆ ମହାକାଶ ଭ୍ରମଣ…
Read More...

ଖାତକୁ ଖସିଲା ପିକ୍‍ଅପ୍‍ ଭ୍ୟାନ, ୭ ମୃତ

ଡେହରାଡୁନ : ଉତ୍ତରାଖଣ୍ଡ ପିଥୋରାଗଡ଼ ଜିଲା ଚମ୍ପାବତ ଅଞ୍ଚଳରେ ରବିବାର ଏକ ପିକ୍‍ଅପ୍‍ ଭ୍ୟାନ ଭାରସାମ୍ୟ ହରାଇ ଗଭୀର ଖାତକୁ ଖସି ପଡ଼ିଛି। ଏଥିରେ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‍…
Read More...

ପ୍ରଣବ, ନାନାଜୀ ଏବଂ ଭୂପେନ ହଜାରିକାଙ୍କୁ ‘ଭରତ ରତ୍ନ’

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପୂର୍ବ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିବକୁ ଘୋଷଣା କରିଛନ୍ତି। …
Read More...

ରାଫେଲ ଭାରତ-ଫ୍ରାନ୍ସ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ: ଫ୍ରାନ୍ସ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ବୁଝାମଣାକୁ ନେଇ ଦେଖାଯାଇଥିବା ବିବାଦ ଭାରତ-ଫ୍ରାନ୍ସ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜା‌େ‌ଣ୍ଡ୍ର ଇଗଲର କହିଛନ୍ତି। ନୂଆଦିଲ୍ଲୀରେ ଅବସ୍ଥାପିତ…
Read More...

ଆଇଏନଏକ୍ସ ମିଡିଆ ମାମଲା: ଚିଦମ୍ବରମଙ୍କୁ ହାଜତରେ ଜେରା ପାଇଁ ଦାବି କ​ଲେ ସିବିଆଇ, ଇଡି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ହାଜତରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ କେନ୍ଦ୍ରୀୟ ଅନ୍ବେଷଣ ବ୍ୟୁରୋ…
Read More...

ଅଯୋଧ୍ୟା ମାମଲା: ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନୂଆ ପୀଠ ଗଠିତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାର ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଶୁକ୍ରବାର ନୂଆ ପୀଠ ଗଠନ କରିଛନ୍ତି। ଜାନୁଆରୀ ୨୯ରେ ନୂଆ ପୀଠ…
Read More...

ଶାବରୀମାଳା ମନ୍ଦିରରେ ୫୧ ନୁହଁ ୧୭ ମହିଳା ପ୍ରବେଶ କରିଛନ୍ତି

ତିରୁଅନନ୍ତପୁରମ୍‌ : ଶାବରୀମାଳାସ୍ଥିତ ଆୟାପ୍ପା ମନ୍ଦିରରେ ପ୍ରବେଶ କରିଥିବା ୫୦ବର୍ଷରୁ କମ୍‌ ମହିଳାଙ୍କ ତାଲିକାରେ ସଂଶୋଧନ ଆଣିଛନ୍ତି କେରଳ ସରକାର। ସୁପ୍ରିମକୋର୍ଟ ରାୟ ପରିପ୍ରେକ୍ଷୀରେ ମନ୍ଦିରରେ ମୋଟ ୫୧ଜଣ ମହିଳା…
Read More...

ଜନରାଜ୍ୟ ଦିବସ ପରେଡରେ ପ୍ରଥମ ଥର ପୁରୁଷ ବାହିନୀର ନେତୃତ୍ବ ନେବେ ମହିଳା

ନୂଆଦିଲ୍ଲୀ : ସୈନ୍ୟବାହିନୀରେ ଲିଙ୍ଗଗତ ପ୍ରଭେଦ ନାହିଁ। ଏହା ପ୍ରମାଣ କରିବା ଉଦ୍ଦେଶ୍ୟରେ ଜଣେ ମହିଳା ଏଥର ଜନରାଜ୍ୟ ଦିବସ ପରେଡରେ ପୁରୁଷ ବାହିନୀର ନେତୃତ୍ବ ନେବାକୁ ସ୍ଥିର ହୋଇଛି। ପ୍ରଥମ ଥର ପାଇଁ ଲେଫ୍ଟନାଣ୍ଡ…
Read More...

କାଶ୍ମୀର ଏବଂ ହିମାଚଳରେ ପ୍ରବଳ ତୁଷାରପାତ ନେଇ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : କାଶ୍ମୀର ଘାଟିରୁ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ତୁଷାରପାତ ଜାରି ରହିଛି। ଫଳରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳର ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ତେବେ…
Read More...

ସର୍ବସାଧାରଣରେ ମଦ ପିଇଲେ ୧୦ ହଜାର ଜୋରିମାନା

ପାଣାଜୀ : ଗୋଆ ସରକାର ସର୍ବସାଧାରଣରେ ମଦ ପିଇଲେ କିମ୍ବା ରୋଷେଇ କଲେ ୨,୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର ଶୁକ୍ରବାର ଏହି…
Read More...

ଅରବିନ୍ଦ କେଜରିୱାଲ ଓ ଶୀଲା ଦିକ୍ଷୀତଙ୍କ ସାକ୍ଷାତକାରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ସାକ୍ଷାତକାରକୁ…
Read More...

ଲୁଧିଆନାରେ ସ୍ୱାଇନଫ୍ଲ୍ୟୁ ଆତଙ୍କ, ୭ ମୃତ

ଲୁଧିଆନା : ପଞ୍ଜାବର ଲୁଧିଆନା ସହରରେ ସ୍ୱାଇନଫ୍ଲ୍ୟୁ ଆତଙ୍କ ଦେଖାଦେଇଛି। ଲୁଧିଆନାରେ ଗତ ୨୪ ଦିନ ମଧ୍ୟରେ ସ୍ୱାଇନଫ୍ଲ୍ୟୁରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପାଖାପାଖି ୪୦ ଜଣ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ…
Read More...

ପ୍ରସିଦ୍ଧ ଲେଖିକା କ୍ରିଷ୍ଣା ସୋବତୀଙ୍କ ପରଲୋକ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ହିନ୍ଦୀ ଗଦ୍ୟ ସାହିତ୍ୟିକା ତଥା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କ୍ରିଷ୍ଣା ସୋବତୀଙ୍କ ଶୁକ୍ରବାର ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୨୫ ଫେବୃଆରୀ ୧୮ରେ ଗୁଜରାଟର ପଞ୍ଜାବ ପ୍ରାନ୍ତରେ…
Read More...

ଏବିପି-ସି ଭୋଟର ସର୍ଭେ: ୨୦୧୯ରେ ଏନଡିଏ ୨୩୩ ଆସନ ପାଇବ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ପାଇବାରେ ସଫଳ ହେବ ନାହିଁ। ଏବିପି-ସି ଭୋଟର ସର୍ଭେ ଅନୁଯାୟୀ ୨୦୧୯ ନିର୍ବାଚନରେ ଏନଡିଏ ୨୩୩ ଆସନ…
Read More...

ଗଣମାଧ୍ୟମକୁ ଆତଙ୍କବାଦ ସହ ତୁଳନା କଲେ କର୍ଣ୍ଣାଟକ ମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ସାମାଜିକ କଲ୍ୟାଣ ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଗଣମାଧ୍ୟମକୁ ଆତଙ୍କବାଦ ସହ ତୁଳନା କରିଛନ୍ତି। ପ୍ରିୟଙ୍କଙ୍କ ଏପରି ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଥିବାବେଳେ ସେ ଏଥିରେ ଅଟଳ ରହିଛନ୍ତି।…
Read More...

ସିବିଆଇ ନିର୍ଦେଶକ ନିଯୁକ୍ତି: ମନୋନୟନ କମିଟି ବୈଠକ ଅସଫଳ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନ୍ବେଷଣ ବ୍ୟୁରୋ (ସିବିଆଇ) ନିର୍ଦେଶକ ନିଯୁକ୍ତି ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନୋନୟନ କମିଟି ବୈଠକ ଅସଫଳ ହୋଇଛି। ସିବିଆଇର ନିଦେର୍ଶକ ପଦରେ…
Read More...

ମହାରାଷ୍ଟ୍ରରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅଲଗା ହେବ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ସହିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏକାକାଳୀନ ହେବ ନାହିଁ। ରାଜ୍ୟରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଅଲଗା ହେବ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ରର ଶାସକ…
Read More...

ଆଣ୍ଡାମାନରେ ନୌସେନାର ନୂଆ ବିମାନ ଘାଟି

ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବରରେ ନୌସେନାର ନୂଆ ବିମାନଘାଟି ଆଇଏନଏସ କୋହସାକୁ ଗୁରୁବାର ବିଧିବଦ୍ଧ ଭାବେ ଉନ୍ମୋଚନ କରାଯାଇଛି। ଆଣ୍ଡାମାନ ନିକୋବରରେ ନୌସେନାର ଏହା ତୃତୀୟ ବିମାନ ଘାଟି। ନୌସେନା ମୁଖ୍ୟ ସୁନିଲ…
Read More...

ଫେବୃଆରୀ ୧ରୁ ସଂରକ୍ଷଣ ଲାଗୁ

ନୂଆଦିଲ୍ଲୀ : ସାଧାରଣ ବର୍ଗର ଅର୍ଥନୈତିକ ଅନଗ୍ରସରଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ପ୍ରତିଶତ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ଆସନ୍ତା ଫେବୃଆରୀ ୧ରୁ କାର୍ଯ୍ୟକାରୀ ହେବ। କେନ୍ଦ୍ର…
Read More...

ମେଘାଳୟ ଖଣି ଦୁର୍ଘଟଣା: ୪୨ଦିନ ପରେ ବାହାରିଲା ଶ୍ରମିକଙ୍କ ମୃତଦେହ

ଶିଲଂ : ଦୀର୍ଘ ୪୨ର ଉଦ୍ୟମ ପରେ ମେଘାଳୟର ପୂର୍ବ ଜାଇଣ୍ଟିଆ ପର୍ବତର ଖ୍ଲୁ ରିଙ୍ଗସାନ୍‌ କୋଇଲା ଖଣି​‌େ​‌ର ଫସିଥିବା ୧୫ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ଗଳିତ ମୃତଦେହ ଗୁରୁବାର ଉଦ୍ଧାର କରାଯାଛି। ନୌବାହିନୀର ୩ ଓ…
Read More...

ଅବଦୁଲ୍ଲା ଇବ୍‌ନି ମାଲେସିଆର ନୂଆ ରାଜା

କୁଆଲା ଲମ୍ପୁର : ମାଲେସିଆର ଷୋଡ଼ଶ ରାଜା ବା ‘ୟାଙ୍ଗ୍‌ ଦି-ପର୍ତ୍ତୁଆନ୍‌ ଆଗଙ୍ଗ୍‌’ ଭାବେ ସୁଲତାନ ଅବଦୁଲ୍ଲା ଇବ୍‌ନି ସୁଲତାନ ଅହମ୍ମଦ ଶାହାଙ୍କ ନାମ ଘୋଷଣା ହୋଇଛି। ପହାଙ୍ଗ ରାଜ୍ୟର ସୁଲତାନ ଥିବା ଅବଦୁଲ୍ଲା ଜାନୁଆରୀ…
Read More...

ଏସ୍‌ସି/ଏସ୍‌ଟି ଆଇନ: କେନ୍ଦ୍ରର ସଂଶୋଧନ ଉପରେ ରହିତାଦେଶ ଦେବାକୁ ମନା କ​‌ଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିର୍ଯ୍ୟାତନ ନିରୋଧ ଆଇନ-୧୯୮୯ (ଏସ୍‌ସି/ଏସ୍‌ଟି ଆଇନ)ରେ ସଂସଦ ଦ୍ବାରା କରାଯାଇଥିବା ସଂଶୋଧନ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା…
Read More...

କୋଠା ଭୁଶୁଡ଼ି ୬ ମୃତ

ଗୁଡ଼ଗାଓଁ : ହରିୟାଣାର ଗୁଡ଼ଗାଓଁ ନିକଟ ଉଲାୱାସ୍‌ଠାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୬ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର କୋଠାର ଚତୁର୍ଥ ମହଲା ଲାନ୍‌ଟର୍ଣ୍ଣ ଢ଼ଳେଇ ପଡ଼ୁଥିବା ସମୟରେ ଅପରାହ୍ଣ ପ୍ରାୟ ୫ଟା ସମୟରେ…
Read More...

ନାଗେଶ୍ବର ରାଓ ନିଯୁକ୍ତି ବିରୋଧୀ ମାମଲାରୁ ଓହରିଲେ ବିଚାରପତି ସିକ୍ରି

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ପରେ ଏବେ ସୁପ୍ରିମକୋର୍ଟ ବିଚାରପତି ଏ.କେ. ସିକ୍ରି ଗୁରୁବାର ସିବିଆଇ ଅନ୍ତରୀଣ ନିର୍ଦେଶକ ଭାବେ ଏମ୍‌. ନାଗେଶ୍ବର ରାଓଙ୍କ ନିଯୁକ୍ତି ବିରୋଧି ଆବେଦନର ଶୁଣାଣିରୁ ଓହରି…
Read More...

ମାତ୍ର ୬ ଦିନରେ ବିଶ୍ୱର ସବୁଠୁ ହାଲକା ଉପଗ୍ରହ ନିର୍ମାଣ କଲେ ଛାତ୍ରଛାତ୍ରୀ, ମହାକାଶକୁ ପଠାଇବ ଇସ୍ରୋ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗୁରୁବାର ରାତିରେ ନିଜର ପିଏସ୍‍ଏଲଭି ରକେଟ୍‍ ସହ ଏକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଏକ ଉପଗ୍ରହ ମହାକାଶକୁ ପ୍ରେରଣ କରିବ। ମାତ୍ର ୬…
Read More...

ଖୁବ୍‍ଶୀଘ୍ର ଦେଶର କୃଷକଙ୍କ ପାଇଁ ରିଆତି ପ୍ୟାକେଜ ଘୋଷଣା ହେବ: କୃଷି ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ଖୁବ୍‍ଶୀଘ୍ର ଦେଶର କୃଷକଙ୍କ ପାଇଁ ବଡ଼ ରିଆତି ପ୍ୟାକେଜ ଘୋଷଣା କରାଯିବ ବୋଲି ଗୁରୁବାର କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି। ଦିଲ୍ଲୀଠାରେ କୃଷିକୁ ନେଇ ଆୟୋଜିତ ଏକ ଜାତୀୟ…
Read More...

ରାୟବରେଲିରୁ ନିର୍ବାଚନ ଲଢିବେ ପ୍ରିୟଙ୍କା !

ନୂଆଦିଲ୍ଲୀ : ଗାନ୍ଧୀ-ନେହରୁ ପରିବାରର ଦ୍ୱାଦଶ ସଦସ୍ୟ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦିକା ଏବଂ ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତି ପରେ…
Read More...

ସନ୍ଦିଗ୍ଧ ଜେଇଏମ୍‍ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ ଶାଖା ଜୈସ-ଇ-ମହମ୍ମଦ (ଜେଇଏମ୍‍)ର ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜେଇଏମ୍‍ର ଏହି ଆତଙ୍କବାଦୀର ନାମ ଅବଦୁଲ ଲତିଫ ଓରଫ ଦିଲାୱର। ସେ ସାଧାରଣତନ୍ତ୍ର ଦିବସରେ…
Read More...

ଆପଲରୁ ୨୦୦ କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ : ଆପଲର ସ୍ୱଂୟଚାଳିତ କାର ବିଭାଗ ପ୍ରକଳ୍ପ ‘ଟାଇଟନ୍‍’ରେ କାର୍ଯ୍ୟରତ ୨୦୦ କର୍ମଚାରୀଙ୍କୁ ଚଳିତ ସପ୍ତାହରେ ଛଟେଇ କରାଯାଇଛି। ଏହାସହ ଏହି ପ୍ରକଳ୍ପରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ବଦଳି…
Read More...

ମୁକ୍ତିଲାଭ କଲା ଜନ ଆବ୍ରାହମଙ୍କ ରୋମିଓ ଆକବର ‘ୱାଲ୍ଟର(ର)’ର ପୋଷ୍ଟର

ମୁମ୍ବଇ : 'ପରମାଣୁ ଦି ଷ୍ଟୋରୀ ଅଫ୍ ପୋଖରନ୍‍' ଓ 'ସତ୍ୟମେବ ଜୟତେ'ର ସଫଳତା ପରେ ଜନ ଆବ୍ରାହମଙ୍କ ଆଉ ଏକ ଧମାକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବୁଧବାର ତାଙ୍କ ଅଭିନୀତ ଚଳଚ୍ଚିତ୍ର 'ରୋମିଓ ଆକବର ୱାଟଲର(ର)'ର…
Read More...

ମୁକ୍ତିଲାଭ କଲା ‘ଟୋଟାଲ ଧମାଲ’ର ଟ୍ରେଲର

ମୁମ୍ବଇ: ମଲ୍ଟି ଷ୍ଟାରର ଚଳଚ୍ଚିତ୍ର 'ଟୋଟାଲ ଧମାଲ'ର ଟ୍ରେଲର ବୁଧବାର ମୁକ୍ତିଲାଭ କରିଛି। ଏହା ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର। ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦୀକ୍ଷିତ୍, ରିତେଶ ଦେଶମୁଖ୍‍, ଅରଶଦ ୱାରସି, ଜାବେଦ…
Read More...

୫ଟି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ଏଲଜି ‘ଏଲଭି ଭି-୪୦ ଥିଙ୍କ୍‍’

ନୂଆଦିଲ୍ଲୀ : ୫ଟି କ୍ୟାମେରା ସହ ଭାରତୀୟ ବଜାରରେ ପ୍ରବେଶ କରିଛି ଏଲଜି ‘ଏଲଭି ଭି-୪୦ ଥିଙ୍କ୍‍’ ସ୍ମାର୍ଟଫୋନ। ଜାନୁଆରୀ ୨୪ରୁ ଏହି ଫୋନର ବିକ୍ରି ଆରମ୍ଭ ହେବ। ଏବେଠାରୁ ଆମାଜନ ଇଣ୍ଡିଆରେ ଏହାର ପ୍ରି-ବୁକିଙ୍ଗ ଆରମ୍ଭ…
Read More...

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ ସଦର ବନାଞ୍ଚଳ ଅଧିନସ୍ଥ ଜାମତଲିଆ ସେକ୍‍ସନର କଈସରା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ରାତି ପ୍ରାୟ ସାଢେ ବାରଟା ସମୟରେ ଯଦୁମଣି…
Read More...

ନିରାପତ୍ତା ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଶ୍ରମିକ ମାନଙ୍କ ଦାବୀ

ଧାମରା : ଭଦ୍ରକ ଜିଲା ଧାମରା ବନ୍ଦର ମଧ୍ୟରେ ନିରାପତ୍ତା ଅଧିକାରୀ ମି.ଥୋମାସ ଓଡିଆ ଶ୍ରମିକ ମାନଙ୍କୁ ଅଶାଳୀନ ଭାଷାରେ ଗାଳି ଦେବାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଖବରରୁ ଜଣାଯାଇଛି ଗତକାଲି ରାତିରେ ଫରଚୁନ ଗ୍ରୁପର…
Read More...

କଲାମ ଘାଟି ନିକଟରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଧାମରା : ଭଦ୍ରକ ଜିଲା ଧାମରାରେ ଚାଲିଥିବା ମିଳିତ ସମରାଭ୍ୟାସ ସାଗର-ବିଜଲୀ-୨୦୧୯ ବୁଧବାର ଶେଷ ହୋଇଛି। ଉପକୂଳ ସୁରକ୍ଷା ତଥା ଆତଙ୍କବାଦୀ ମାନଙ୍କୁ ପ୍ରତିହିତ କରାଯିବା ପାଇଁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସରେ ୪ଜଣ…
Read More...

ନାପିଏର ଦିନିକିଆ : ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ, ଭାରତ ୮ ଓ୍ଵିକେଟରେ ବିଜୟୀ

ନାପିଏର: ଭାରତୀୟ କ୍ରିକେଟ୍‌ ଦଳ ବୁଧବାର ନ୍ୟୁଜିଲ୍ୟାଣ୍ଡର  ନାପିଏର ଠାରେ ପାଞ୍ଚଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ(୭୫ ରନ୍‌)  ଓ ବିରାଟ କୋହଲିଙ୍କ ଉପଯୋଗୀ ୪୫ ରନ୍‌…
Read More...

୧୨ ଆଫ୍ରିକୀୟ ରାଷ୍ଟ୍ର ସହ ଭାରତ କରିବ ସମରାଭ୍ୟାସ

ନୂଆଦିଲ୍ଲୀ : ଆଫ୍ରିକୀୟ ରାଷ୍ଟ୍ରରେ ଚୀନର ଆଧିପତ୍ୟ ବିସ୍ତାରକୁ ଜବାବ ଦେବା ଲାଗି ଭାରତ ପ୍ରଥମ କରି ଏହି ରାଷ୍ଟ୍ରଗୁଡିକ ସହିତ ସମରାଭ୍ୟାସ କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ ଭାରତୀୟ ସ୍ଥଳସେନା ଓ ୧୨ଟି ଆଫ୍ରିକୀୟ…
Read More...

ଗୁଳିବିନିମୟରେ ୪ ଆତଙ୍କବାଦୀ ନିହତ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସାମସୁଲ୍ ମେଙ୍ଗନୁନ୍।…
Read More...

ଇଭିଏମ୍ ହ୍ୟାକ୍ ଅଭିଯୋଗ: ମାମଲା ରୁଜୁ ଲାଗି ଇସିଙ୍କ ନିର୍ଦେଶ

ନୂଆଦିଲ୍ଲୀ,୨୨ା୧(ପିଟିଆଇ): ୨୦୧୪ ସାଧାରଣ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିବା ନେଇ ଅଭିଯୋଗ ଉଠାଇଥିବା ସାଇବର ବିଶେଷଜ୍ଞ ସୟଦ ସୁଜାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ବାଚନ ଆୟୋଗ (ଇସି) ଦିଲ୍ଲୀ ପୁଲିସକୁ…
Read More...