www.samajalive.in
Sunday, December 7, 2025
14.1 C
Bhubaneswar

ସାରା ବିଶ୍ୱରେ ୧୫ମିନିଟ୍ ବନ୍ଦ ହୋଇଗଲା ଜି-ମେଲ, ହେଲାନି ଲଗଇନ୍‍

ନୂଆଦିଲ୍ଲୀ : ସାରା ବିଶ୍ୱରେ ୧୫ମିନିଟ୍ ପାଇଁ ଜି-ମେଲ ବନ୍ଦ ହୋଇଯାଇଥିଲା । ଏଥିଯୋଗୁଁ ଜି-ମେଲ୍‍ ୧୫ମିନିଟ୍‍ ପର୍ଯ୍ୟନ୍ତ ଲଗଇନ୍‍ ହୋଇନଥିଲା। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏପରି ହୋଇଥିଲା । ଏହି ସମୟରୁ ୧୫ମିନିଟ୍ ପର୍ଯ୍ୟନ୍ତ ଜି-ମେଲ ଆକାଉଣ୍ଟ ଲଗଇନ୍ ହୋଇନଥିଲା। ମାତ୍ର ୫ଟା ପୂର୍ବରେ ଯେଉଁମାନେ ଲଗଇନ୍ କରିଥିଲେ ସେମାନଙ୍କର କୌଣସି ଅସୁବିଧା ହୋଇନଥିଲା। ହେଲେ ଏ ବିଷୟରେ ଜି-ମେଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories