www.samajalive.in
Wednesday, December 10, 2025
16.1 C
Bhubaneswar

ମୁକ୍ତିଲାଭ କଲା ‘ଟୋଟାଲ ଧମାଲ’ର ଟ୍ରେଲର

ମୁମ୍ବଇ: ମଲ୍ଟି ଷ୍ଟାରର ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ର ଟ୍ରେଲର ବୁଧବାର ମୁକ୍ତିଲାଭ କରିଛି। ଏହା ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର। ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦୀକ୍ଷିତ୍, ରିତେଶ ଦେଶମୁଖ୍‍, ଅରଶଦ ୱାରସି, ଜାବେଦ ଜାଫରି, ସଞ୍ଜୟ ମିଶ୍ରା, ଜନି ଲିବର ଏବଂ ପିତୋବାସଙ୍କ ଭଳି କଳାକାର ଚଳଚ୍ଚିତ୍ରର ଟ୍ରେଲରରେ ଦେଖାଯାଇଛନ୍ତି। ଏହି ଚଳଚ୍ଚିତ୍ରରେ ନିର୍ଦେଶନାର ଭାର ସମ୍ଭାଳିଛନ୍ତି ଇନ୍ଦ୍ର କୁମାର। ଏହା ଧମାଲର ତୃତୀୟ ଭାଗ।

courtesy-times now

ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ଧମାଲ ଏବଂ ଡବଲ ଧମାଲ ଚଳଚ୍ଚିତ୍ର ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା। ଧମାଲର ତୃତୀୟ ଭାଗ ସହିତ ଚଳଚ୍ଚିତ୍ର ନିର୍ମାତା ନୂଆ କଳାକାରଙ୍କୁ ପ୍ରବେଶ କରାଇଛନ୍ତି। ପ୍ରଥମଥର ପାଇଁ ଧମାଲରେ ମାଧୁରୀ ଦୀକ୍ଷିତ୍, ଅନିଲ କପୁର, ଅଜୟ ଦେବଗନଙ୍କ ଭଳି ବଡ କଳାକାର ଅଭିନୟ କରିଛନ୍ତି। ଫେବୃଆରୀ ୨୨ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories