www.samajalive.in
Monday, December 8, 2025
27.1 C
Bhubaneswar

ଏମ୍‌ଜେ ଆକବରଙ୍କ ମାନହାନୀ ମକଦ୍ଦମାରେ ରମଣିଙ୍କୁ ସମନ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ୍‌.ଜେ. ଆକବରଙ୍କ ଦ୍ବାରା କରାଯାଇଥିବା ଏକ ମାନହାନୀ ମକଦ୍ଦମା ମାମଲାରେ ସାମ୍ବାଦିକା ପ୍ରିୟା ରମଣିଙ୍କୁ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ସମନ ଜାରି କରିଛନ୍ତି। ଫେବୃଆରୀ ୨୫ ସୁଦ୍ଧା କୋର୍ଟରେ ହାଜର ହେବା ଲାଗି ତାଙ୍କୁ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ ନିର୍ଦେଶ ଦେଇଛନ୍ତି। ୨୦ବର୍ଷ ପୂର୍ବେ ଆକବର ତାଙ୍କୁ ଯୌନଅସଦାଚରଣ କରିଥିବା ନେଇ ରମଣି ମି ଠୁ ଅଭିଯାନ କ୍ରମେ ଟ୍ବିଟରେ ଗତବର୍ଷ ଅଭିଯୋଗ ଆଣିଥିଲେ। ରମଣିଙ୍କ ଅଭିଯୋଗକୁ ଆକବର ଅସ୍ବୀକାର କରିଥିଲେ ମଧ୍ୟ ତାଙ୍କୁ ୨୦୧୮ ଅକ୍ଟୋବର ୧୭ରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ପରେ ସେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories