www.samajalive.in
Monday, December 8, 2025
24.1 C
Bhubaneswar

ବିବାହ ଉତ୍ସବ ଉପରେ ଅତଡ଼ା ଧସି ୧୫ ମୃତ

ଆବନକେ,୨୮ା୧ : ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ପେରୁର ଆବନକେସ୍ଥିତ ଆଲାମ୍ବ୍ରା ହୋଟେଲରେ ବିବାହ ଉତ୍ସବ ଚାଲିଥିବାବେଳେ ଅତଡ଼ା ଧସି ୧୫ଜଣଙ୍କ ମୃତ୍ୟୁ ଘଟିଛି ଓ ପ୍ରାୟ ୩୫ଜଣ ଆହତ ହୋଇଛନ୍ତି। ପାହାଡ଼ ପାଦଦେଶରେ ଥିବା ହୋଟେଲରେ ରବିବାର ସନ୍ଧ୍ୟାରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶତାଧିକ ଅତିଥି ନୃତ୍ୟଗୀତରେ ମାତିଥିବାବେଳେ ହଠାତ୍‌ ପାହାଡ଼ରୁ ଅତଡ଼ା ଧସି ସେମାନଙ୍କ ଉପରେ ପଡ଼ିଥିଲା। ପଥର ଓ କାଦୁଅ ତଳେ ବହୁ ଲୋକ ଚାପି ହୋଇଯାଇଥିଲେ। ହୋଟେଲର ପ୍ରାଚୀର ଓ ଛାତ ଭାଙ୍ଗିଯିବା ଫଳରେ ଏହା ତଳେ ମଧ୍ୟ ଅନେକ ଚାପି ହୋଇଯାଇଛନ୍ତି। ସ୍ଥାନୀୟ ମେୟର କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories