www.samajalive.in
Friday, December 12, 2025
16.1 C
Bhubaneswar

ମୁକ୍ତିଲାଭ କଲା ଜନ ଆବ୍ରାହମଙ୍କ ରୋମିଓ ଆକବର ‘ୱାଲ୍ଟର(ର)’ର ପୋଷ୍ଟର

ମୁମ୍ବଇ : ‘ପରମାଣୁ ଦି ଷ୍ଟୋରୀ ଅଫ୍ ପୋଖରନ୍‍’ ଓ ‘ସତ୍ୟମେବ ଜୟତେ’ର ସଫଳତା ପରେ ଜନ ଆବ୍ରାହମଙ୍କ ଆଉ ଏକ ଧମାକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବୁଧବାର ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ରୋମିଓ ଆକବର ୱାଟଲର(ର)’ର ପୋଷ୍ଟର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ସେ ଏକ ‘ର’ ଏଜେଣ୍ଟ ଚରିତ୍ରରେ ଦେଖାଦେବେ। ଚଳଚ୍ଚିତ୍ରର ପୋଷ୍ଟର ଜନ୍‍ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ମୁକ୍ତିଲାଭ କରିଥିବା ଏହି ପୋଷ୍ଟରରେ ସେ ସିଗାରେଟ ଟାଣୁଥିବା ଦେଖାଯାଇଛନ୍ତି। ଚଳଚ୍ଚିତ୍ରରେ ଜନଙ୍କ ସହ ମୌନି ରୟ, ଜ୍ୟାକି ଶ୍ରଫ, ସୂଚିତ୍ରା କ୍ରିଷ୍ଣମୂର୍ତ୍ତି ଏବଂ ସକନ୍ଦର ଖେରଙ୍କ ଭଳି କଳାକାର ଅଭିନୟ କରୁଛନ୍ତି। ରୋବି ଗ୍ରେୱାଲଙ୍କ ନିର୍ଦେଶନାରେ ନିର୍ମାଣ ହେଉଛି ଏହି ଚଳଚ୍ଚିତ୍ର। ଅପ୍ରେଲ ୧୨ରେ ମୁକ୍ତିଲାଭ କରବି ଏହି ଚଳଚ୍ଚିତ୍ର।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories