www.samajalive.in
Saturday, December 13, 2025
26.1 C
Bhubaneswar

ବଲିଉଡରେ ପ୍ରବେଶ କରିବେ ଶାହରୁଖଙ୍କ ଝିଅ ସୁହାନା

ନୂଆଦିଲ୍ଲୀ : ଖୁବଶୀଘ୍ର ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଝିଅ ସୁହାନା ଖାନ୍। ଏନେଇ ବହୁଦିନ ହେବ ଚର୍ଚ୍ଚା ହୋଇଆସୁଥିବା ବେଳେ ନିକଟରେ ଶାହରୁଖ ଏକ ସାକ୍ଷାତକାରରେ ସୁହାନାଙ୍କ ଅଭିନୟରେ ବହୁତ ଆଗ୍ରହ ଥିବା କଥା କହିଥିଲେ। ପୂର୍ବରୁ ମଧ୍ୟ ଏ ବିଷୟରେ ସୂଚନା ଦେଇଥିଲେ ଶାହରୁଖଙ୍କ ପତ୍ନୀ ତଥା ସୁହାନାଙ୍କ ମାଆ ଗୌରୀ ଖାନ। ଶାହରୁଖ ସୁହାନାଙ୍କର କଲେଜରେ ପଢିଲାବେଳର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରି ଲେଖିଥିଲେ ମାଇଁ ଜୁଲିଏଟ୍। ୧୭ ବର୍ଷୀୟ ସୁହାନା ଯେତେବେଳେ ବି ପବ୍ଲିକରେ ନଜର ଆସିଛନ୍ତି, ନିଜ ଗର୍ଜିଅସ ଲୁକ୍ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories