ପିଓକେରେ ଅଦମ୍ୟ ସାହସିକତା ଦେଖାଇଥିଲେ ଅଭିନନ୍ଦନ

ମୁଜାଫରାବାଦ : ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପୂର୍ବରୁ ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଅଦମ୍ୟ ସାହାସିକତା ପ୍ରଦର୍ଶନ କରିଥିଲେ ବୋଲି…
Read More...

ଭାରତ-ପାକିସ୍ତାନ ଉତ୍ତେଜନା ହ୍ରାସ ପାଇଁ ମଧ୍ୟସ୍ଥତା କରୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ତେବେ ଏହି ଉତ୍ତେଜନା ହ୍ରାସ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…
Read More...

ପାକିସ୍ତାନର ୫ ସାମରିକ ଶିବିର ନଷ୍ଟ କଲା ଭାରତ

କାଶ୍ମୀର : ପାକିସ୍ତାନ ସନା ଜାମ୍ମୁର ରାଜୌରୀ ଏବଂ ପୁଞ୍ଚରେ ବୁଧବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ପରେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଗୁଳଗୋଳା ବିନିମୟରେ ପାକିସ୍ତାନର ୫ଟି ସେନା ଶିବିର ନଷ୍ଟ ହୋଇଯାଇଛି।…
Read More...

ଭାରତଠୁ ଚିନି କିଣିଲା ଇରାନ

ମୁମ୍ବଇ : ଭାରତଠାରୁ ଇରାନ ଚିନି କିଣିଛି ଓ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରୁ ଚିନି ରପ୍ତାନୀ ଆରମ୍ଭ ହେବ ବୋଲି ବାଣିଜ୍ୟ ସୂତ୍ରରୁ ଜାଣିବାକୁ ମିଳିଛି। ଆମେରିକାର କଟକଣା ଯୋଗୁଁ ଇରାନ ବ୍ୟାପାର ନେଣଦେଣ କ୍ଷେତ୍ରରେ…
Read More...

ଧରାପଡ଼ିଥିବା ଭାରତୀୟ ପାଇଲଟର କିଛି କରିପାରିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନ ଯୁଦ୍ଧ ବିମାନ ବୁଧବାର ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରି ସୀମାନ୍ତରେ ବୋମା ପକାଇଛି। ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନ ଧ୍ୱଂସ ହୋଇଯାଇଛି। ତେବେ ଏହି ସମୟରେ…
Read More...

ଯେଉଁଠି ୧୯୭୨ରେ ଆମେରିକା ବୋମା ପକାଇଥିଲା, ସେହିଠାରେ କିମଙ୍କୁ ଭେଟିଲେ ଟ୍ରମ୍ପ

ହନୋଇ : ୧୯୭୨ ଡିସେମ୍ବର ୧୮ରେ ଆମେରିକା ଯେଉଁଠାରେ ବୋମା ପକାଇଥିଲା ସେହି ସ୍ଥାନରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜଙ୍ଗ ଉନ୍‍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା…
Read More...

ଏମ୍‍ଡବ୍ଲୁସିି ୨୦୧୯ : ନୋକିଆର ୪ଟି ବଜେଟ ଫୋନର ବଜାରପ୍ରବେଶ, ମିଳିବ ଖାସ୍‍ ଗୁଗୁଲ ଆସିଷ୍ଟାଣ୍ଟ ବଟନ୍‍

ନୂଆଦିଲ୍ଲୀ : ପୋଞ୍ଚୋଟି କ୍ୟାମେରା ଥିବା ଫ୍ଲାଗସିପ୍‍ ଫୋନ ନୋକିଆ-୯ ପିଓରଭ୍ୟୁ ଫୋନକୁ ଲଞ୍ଚ କରିବାପରେ କମ୍ପାନୀ ଏବେ ଶସ୍ତା ବଜେଟ ଫୋନ ଉପରେ ନଜର ରଖିଛି। ବର୍ସିଲେନାରେ ଚାଲିଥିବା କାର୍ଯ୍ୟକ୍ରମ ମୋବାଇଲ ୱାଲର୍ଡ…
Read More...

ବ୍ୟାଙ୍କ ଭିତରେ ଯବାନଙ୍କ ଉନ୍ମତ କାଣ୍ଡ, ସହଯୋଗୀ ସହିତ ଅଟକ

ଖୁଣ୍ଟା : ଭାରତର ବାୟୁସେନା ସୀମା ଆରପାରିରେ ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀ ନିପାତ କରିବା ଘଟଣାରେ ଲୋକେ ଗର୍ବ ଅନୁଭବ କରୁଥିବା ବେଳେ ଅପରାହ୍ଣ ବେଳକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଖୁଣ୍ଟା ଶାଖାରେ…
Read More...

ପାକିସ୍ତାନକୁ ଗୋଟିଏ ବି ଡଲାର ଦିଆ ନ ଯାଉ: ନିକି ହାଲେ

ୱାଶିଂଟନ୍‌ : ଆତଙ୍କବାଦୀ ପ୍ରୋତ୍ସାହନ ସମ୍ପୂର୍ଣ୍ଣ ବନ୍ଦ ନ କରିବା ପର୍ଯ୍ୟନ୍ତ ପାକିସ୍ତାନକୁ ଗୋଟିଏ ବି ଡଲାର ନ ଦେବା ପାଇଁ ଆମେରିକାକୁ ପରାମର୍ଶ ଦେଇଛନ୍ତି ନିକି ହାଲେ। ଜାତିସଂଘରେ ନିଯୁକ୍ତ ଆମେରିକା ପୂର୍ବତନ…
Read More...

ପଞ୍ଚୁଟିକ୍ରି ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ଧାମରା : ପଞ୍ଚୁଟିକ୍ରି ସେବା ସମବାୟ ସମିତିରେ ଦୀର୍ଘ ୬ଦିନ ହେବ ଚାଷୀ ମାନେ ତାଲା ପକାଇଛନ୍ତି। ଏହି ତାଲା ପକାଇବାରେ ଚାଷୀଙ୍କ ମୁଖ୍ୟ ଭୁମିକା ଥିବା ବେଳେ ଏହାକୁ ସମାଧାନ କରିବାକୁ କେହି ଆଗ୍ରହ ନଥିବା ଜଣାଯାଇଛି।…
Read More...

ସର୍ବଦଳୀୟ ବୈଠକ: ସରକାରଙ୍କ ସହ ସବୁ ରାଜନୈତିକ ଦଳ

ନୂଆଦିଲ୍ଲୀ : ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତିକୁ ନେଇ ଆୟୋଜିତ ସର୍ବଦଳୀୟ ବୈଠକରେ ସମସ୍ତ ବିରୋଧୀ ଦଳ ସରକାର ଓ ସେନାକୁ ନିଜ ସମର୍ଥନ ଜଣାଇଛନ୍ତି। ଏହି ପରିସ୍ଥିତିରେ ସବୁ ଦଳ ସରକାରଙ୍କ ସାଥ ଦେବାକୁ କହିଛନ୍ତି।…
Read More...

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଧିନସ୍ଥ କେରପାଇ ପଞ୍ଚାୟତ ନିକଟସ୍ଥ ପିଣ୍ଡାପଦର ନାଳରେ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କରାଯାଇଛି। ମୃତଦେହ ପଡିଥିବା କେରପାଇ ସରପଞ୍ଚ ଜାଇସିଂ ମାଝୀ ଥୁଆମୁଳ…
Read More...

ବାଲାକୋଟ ଆକ୍ରମଣକୁ ‘ନନ୍‌-ମିଲିଟାରୀ ପ୍ରଏମ୍‌ଟିଭ ଆକ୍ସନ’ ଦର୍ଶାଇଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ବାଲାକୋଟ ତଥା ଅନ୍ୟ କେତେକ ସ୍ଥାନରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣକୁ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ‘ନନ-ମିଲିଟାରୀ ପ୍ରିଏମ୍ପଟିଭ ଆକ୍ସନ’ ବୋଲି ଦର୍ଶାଇଛନ୍ତି। ଯେତେ‌ବେଳେ…
Read More...

୧୭ଟି ପ୍ରସ୍ତାବରେ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମଙ୍ଗଳବାର ସରକାର ୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ମାରିଛନ୍ତି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ…
Read More...

ମଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ

ଯାଜପୁର : ଯାଜପୁର ଜିଲା ସଦର ଥାନା ଅନ୍ତର୍ଗତ ଶିବା ଛକ ଠାରେ ମଟରସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ଇଣ୍ଡରୋଇ ଗ୍ରାମର କେଶବ ଦାସଙ୍କ ପୁଅ ସଂଗ୍ରାମ ଦାସ। ସେ ମଟର ବାଇକରେ…
Read More...

ଓଲଟିଲା ଟ୍ରାକ୍ଟର ଜଣେ ମୃତ, ୪ଆହତ

ଯାଜପୁର : ଯାଜପୁର ଜିଲା ସଦର ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ ଏକ ଟ୍ରାକ୍ଟର ଓଲଟି ପଡିବାଦ୍ବାରା ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ବରୀ ଉଦୟପୁର ଗାଁର ମଙ୍ଗୁଳି ସାମଲ।…
Read More...

ଇମ୍ରାନ ଖାନ ମୁର୍ଦାବାଦ ଶବ୍ଦରେ କମ୍ପିଲା ପାକିସ୍ତାନ ସଂସଦ

ଇସଲାମାବାଦ : ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନସ୍ଥିତ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ୱଂସ କରିବା ପରେ ମଙ୍ଗଳବାର ପାକିସ୍ତାନ ସଂସଦରେ ହଙ୍ଗାମା ହୋଇଛି। ପାକିସ୍ତାନ ସଂସଦ ଇମ୍ରାନ ଖାନ ମୁର୍ଦାବାଦ…
Read More...

ଯୁଦ୍ଧ ପରିସ୍ଥିତି ଯୋଗୁଁ ଧାରଣା ସ୍ଥଗିତ ରଖିଲେ କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ପ୍ରସ୍ତାବିତ ଧାରଣାକୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର…
Read More...

କପି ପାଇଁ କାର୍ଯ୍ୟାନୁଷ୍ଠାନ : ତିନୋଟି କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ

କଟକ : ମାଟ୍ରିକ ପରୀକ୍ଷାରେ ହୋଇଥିବା କପି ଅଭିଯୋଗରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୋର୍ଡପକ୍ଷରୁ ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲେ…
Read More...

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି

ଆରଡି : ଆସନ୍ତା ମାର୍ଚ୍ଚ ୪ ଅର୍ଥାତ ସୋମବାର ପବିତ୍ର ଜାଗରଯାତ୍ରା(ମହାଶିବରାତ୍ରି)। ଏଥିପାଇଁ ରାଜ୍ୟର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଛି ପ୍ରସ୍ତୁତି ପର୍ବ। ଗତ ସୋମବାର ଜାଗରଯାତ୍ରାର…
Read More...

ପୁଣି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଚେପୁଲପଡା ଗ୍ରାମରେ ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି। ସୂଚନା ମୁତାବକ, ଚେପୁଲପଡା ଗ୍ରାମର ଧବୁଲୁ ମାଝିଙ୍କ ସ୍ତ୍ରୀ…
Read More...

୩୫ (କ) ଉଚ୍ଛେଦ ହେଲେ ତ୍ରିରଙ୍ଗା ଛାଡ଼ିଦେବେ କାଶ୍ମୀରବାସୀ: ମେହବୁବା ମୁଫତି

ଶ୍ରୀନଗର : ଜାମ୍ମୁ- କାଶ୍ମୀରବାସୀଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ସମ୍ବିଧାନିକ ଧାରା ୩୫ (କ) ଉଚ୍ଛେଦ ହେଲେ ଜାମ୍ମୁ କାଶ୍ମୀରବାସୀ ତ୍ରିରଙ୍ଗାକୁ ଛାଡ଼ି ଅନ୍ୟ ପତାକା ଧରିନେବେ ବୋଲି ପୂର୍ବତନ…
Read More...

୫ଟି କ୍ୟାମେରା ସହ ନୋକିଆ-୯ ପିଓରଭ୍ୟୁର ବଜାରପ୍ରବେଶ

ନୂଆଦିଲ୍ଲୀ : ନୋକିଆ କମ୍ପାନୀ ତାର ନୋକିଆ-୯ ପିଓରଭ୍ୟୁ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ଫୋନର ଖାସକଥା ହେଉଛି ଏହାର ପଛପଟେ ପାଞ୍ଚଟି କ୍ୟାମେରା ଦିଆଯାଇଛି। ଏଥିରେ ୩ମୋନୋକ୍ରୋମ ଏବଂ ୨ଆରଜିବି ଲେନ୍ସ ରହିଛି ଏବଂ ସବୁ…
Read More...

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କହ୍ନେଇଁବନ୍ଧ-କୁଶଳଦା ରାସ୍ତାର ଦୁଲାସାହି ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାଦ୍ପାରା ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଯୁବକ ଜଣଙ୍କ…
Read More...

ଛାତରୁ ଖସି ରଙ୍ଗ ମିସ୍ତ୍ରୀ ମୃତ

ପିପିଲି : ପୁାର ଜିଲା ପିପିଲି ଥାନା ଅନ୍ତର୍ଗତ ସଁପୁର ପଞ୍ଚାୟତର ଜୁଣୁପଡିଆ ଗ୍ରାମର ରଙ୍ଗମିସ୍ତ୍ରୀ ସନ୍ତୋଷ କୁମାର ଗୁରୁ(୨୬) ସୋମବାର ଅପରାହ୍ନରେ ରଙ୍ଗ କରୁଥିବା ସମୟରେ ଛାତରୁ ଖସି ମୃତ୍ୟୁବରଣ କରିଥିବା ସୂଚନା…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାଭିମାନ ଅଞ୍ଚଳବାସୀ, ବିକାଶ କାର୍ଯ୍ୟ ତରାନ୍ୱିତ କରିବାକୁ ନିବେଦନ

ମାଲକାନଗିରି : ଦୀର୍ଘ ୪୫ ବର୍ଷ ଜଳବନ୍ଦି ଭାବେ ଜୀବନ ବିତାଉଥିବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ୧୫୧ଟି ରାଜସ୍ୱ ଗ୍ରାମର ୩୦ ହଜାରରୁ ଉଦ୍ଧ୍ଵ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାଲିମେଳା…
Read More...

ସହରାଞ୍ଚଳ ଜାଗା ମିଶନ ଯୋଜନାରେ ମାଲକାନଗିରି ସହରବାସୀଙ୍କୁ ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ପୌର ପରିଷଦରେ ବସବାସ କରୁଥିବା ଜନସାଧାରଣ ଯେଉଁମାନେ କି ସରକାରୀ ଜାଗାରେ ଘର କରି ବର୍ଷ ବର୍ଷ ଧରି ରହିଛନ୍ତି ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ପଟ୍ଟା ପ୍ରଦାନ କରାଯାଇଛିା ବିଧାୟକ ମାନସ…
Read More...

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା; ଗାଡ଼ି ମାଲିକ ଚିହ୍ନଟ

ଶ୍ରୀନଗର : ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ସୋମବାର ତଦନ୍ତକାରୀ ସଂସ୍ଥା ଏନଆଇଏକୁ ଏକ ବଡ଼ସଫଳତା ମିଳିଛି। ଏନ୍‍ଆଇଏ ବିସ୍ଫୋରଣ ପାଇଁ ବ୍ୟବହୃତ ଗାଡ଼ିର ମାଲିକକୁ ଚିହ୍ନଟ କରିବାରେ ସଫଳ ହୋଇଛି। ଗାଡ଼ିର ମାଲିକ…
Read More...

ଧର୍ମପଦ ଡାଏଲଗ୍‍ ଇଦଘାଟିତ

ଭୁବନେଶ୍ବର : ଯୁବବର୍ଗଙ୍କୁ ବିକାଶ କ୍ଷେତ୍ରରେ ସାମିଲ କରିବାପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ରେଲ ଅଡିଟୋରିୟମ ଠାରେ ସୋମବାର ଧର୍ମପଦ ଡାଏଲଗ୍‍ ଉଦଘାଟିତ ହୋଇଯାଇଛି। ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ତଥା ଦକ୍ଷତା…
Read More...

ପାକିସ୍ତାନର ଗୋଟିଏ ପରମାଣୁ ବୋମା ଜବାବରେ ୨୦ଟି ବୋମା ପକାଇ ଧ୍ୱଂସ କରିଦେବ ଭାରତ : ମୁଶାରଫ

ୟୁଏଇ : ପାକିସ୍ତାନ- ଭାରତ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗୋଟିଏ ପରମାଣୁ ବୋମା ପକାଇଲା ବେଳକୁ ଭାରତ ୨୦ଟି ପରମାଣୁ…
Read More...

ବିହାରର ସମସ୍ତ ୪୦ ଆସନରେ ନିର୍ବାଚନ ଲଢିବ ବିଏସ୍‍ପି

ଲକ୍ଷ୍ନୌ : ବିହାରର ସମସ୍ତ ୪୦ଟି ଲୋକସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ପ୍ରାର୍ଥୀ ଦେବ ବୋଲି ସୋମବାର ଘୋଷଣା କରିଛି। ବିହାରରେ ମହାମେଣ୍ଟ ଓ ଏନଡିଏ ସହ ବିଏସ୍‍ପିର ସିଧାସଳଖ ମୁକାବିଲା ହେବ।…
Read More...

ଟ୍ରକ୍ ଧକ୍କାରେ ଟ୍ରକ୍ ମେକାନିକ୍ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧିଛକ ୯ନଂ ଠାରେ ଟ୍ରକ୍ ଧକ୍କାରେ ଜଣେ ଟ୍ରକ୍ ମେକାନିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମେକାନିକ୍ ଜଣଙ୍କ ବିହାର ରାଜ୍ୟ ଗୟାର ସୁବାସ…
Read More...

ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଏସ୍‍ପି-ବିଏସ୍‍ପି ମେଣ୍ଟ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ପରେ ଏବେ ସମାଜବାଦୀ ପାର୍ଟି (ଏସ୍‍ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢିବେ ବୋଲି ସୋମବାର ଘୋଷଣା କରିଛନ୍ତି।…
Read More...

ଭଦ୍ରକରେ ଗୋଷ୍ଠୀ ସଂଘର୍ଷ ୨ଆହତ, ଜାଳିଦେଲେ ୩ଘର

ଭଦ୍ରକ : ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବେଲମଳା ଗ୍ରାମରେ ଜମି ଜବରଦଖଲକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି। ସଂଘର୍ଷରେ ଉଭୟ ଗୋଷ୍ଠୀର ୨ଜଣ ଆହତ ହେବାସହ ପୁଲିସର ଉପସ୍ଥିତିରେ ଉଭୟ…
Read More...

ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ

କୋରାପୁଟ : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ କୁମ୍ଭାର ସାହିରେ ଭୋଜି ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୦ଜଣ ଗୁରୁତର ହୋବାରୁ ତାଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…
Read More...

ହିମାଚଳପ୍ରଦେଶରେ ହିମ ଝଡ଼; ଫସି ରହିଛନ୍ତି ୩ ବିଦେଶୀଙ୍କ ସମେତ ୭୦ ପର୍ଯ୍ୟଟକ

ଶିମଲା : ହିମାଚଳପ୍ରଦେଶରେ ଗତ କିଛି ଦିନ ଧରି ହିମ ଝଡ଼ ଜାରି ରହିଛି। ତେବେ ରବିବାର ହିମ ଝଡ଼ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଜାତୀୟ ରାଜପଥ ୫ର କିବରରୁ କାଜା ମଧ୍ୟରେ ୩ ବିଦେଶୀଙ୍କ ସମେତ ୭୦ ଜଣ ପର୍ଯ୍ୟଟକ ଫସି…
Read More...

ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ଼, ଭାଙ୍ଗିଲା ସ୍କ୍ରିନ୍‍

ନୂଆଦିଲ୍ଲୀ : ବାରାଣାସୀରୁ ନୂଆଦିଲ୍ଳୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‍ ଉପରେ ରବିବାର କେତେକ ଲୋକ ପଥରମାଡ଼ କରିଛନ୍ତି। ଏଥିରେ ଟ୍ରେନ୍‍ର ଗୋଟିଏ ସ୍କ୍ରିନ୍‍ ଭାଙ୍ଗିଯାଇଛି। ଚାଳକଙ୍କ ମୁଖ୍ୟ ଝରକା ସମେତ…
Read More...

୨୦ ଲକ୍ଷ ନେବା ପରେ ବି ଅପହୃତ ଯାଆଁଳା ଭାଇଙ୍କୁ ହତ୍ୟା

ସତନା : ମଧ୍ୟପ୍ରଦେଶ ସତନା ଜିଲାର ଚିତ୍ରକୂଟରୁ ଫେବୃଆରୀ ୧୨ରେ ଅପହୃତ ଯାଆଁଳା ଭାଇ ଶ୍ରୀୟାଁଶ ଏବ ପ୍ରିୟାଁଶଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶ ବାନ୍ଧାର ଯମୁନା ନଦୀରୁ ଶନିବାର ହାତ, ଗୋଡ଼ ବନ୍ଧା ଅବସ୍ଥାରେ…
Read More...

ରାଜନୀତିକୁ ଆସିବା ନେଇ ରର୍ବଟ ଭଦ୍ରାଙ୍କ ସଂକେତ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଏବଂ ବେଆଇନ ଭାବେ ଜମି କିଣା ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ତଦନ୍ତର ସାମ୍ନା କରୁଥିବା ଗାନ୍ଧୀ ପରିବାରର ଜ୍ୱାଇଁ ରର୍ବଟ ଭଦ୍ରା ଖୁବଶୀଘ୍ର ସକ୍ରିୟ ରାଜନୀତିରେ ପ୍ରବେଶ…
Read More...

୧୩ ଫୁଟରୁ ଅଧିକ ଲମ୍ବର ଅହିରାଜ ଉଦ୍ଧାର

ଖୁଣ୍ଟା : ଡୁକୁରା ବନାଞ୍ଚଳର ଶିମିଳିପାଳ ସଂଲଗ୍ନ ଚନ୍ଦନ ଚତୁରୀ ଫରେଷ୍ଟ ବିଟ କାର୍ଯ୍ୟାଳୟ ନିକଟରେ ଥିବା ଏକ ବାଉଁଶ ଗଛରୁ ୧୩ ଫୁଟରୁ ଅଧିକ ଲମ୍ବର ଏକ ଅହିରାଜକୁ ଉଦ୍ଧାର କରାଯାଇଛି। ଶନିବାର ପୂର୍ବାହ୍ନରେ ଅହିରାଜଟି…
Read More...

ଅଗ୍ନିକାଣ୍ଡରେ ୧୧ବଖରା ଜଳିଗଲା, ଗୋଟିଏ ଗାଈ ଦଗ୍ଧ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ଘାସି ଭବାନୀପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ବଖରା ଘର ପୋଡି ପାଉଁସ ହୋଇଯିବା ସହିତ ଖୁଣ୍ଟରେ ବନ୍ଧା…
Read More...

ବିମାନ ଅପହରଣ କରି ପାକିସ୍ତାନ ନେଇଯିବାକୁ ଧମକ, ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ମୁମ୍ବଇ ନିୟନ୍ତ୍ରଣ କେନ୍ଦ୍ରକୁ ଶନିବାର ଏକ ଧମକପୂର୍ଣ୍ଣ କଲ ଆସିଛି। ବିମାନ ଅପହରଣ କରି ପାକିସ୍ତାନ ନେଇଯିବାକୁ ଏହି କଲରେ ଧମକ ଦିଆଯାଇଛି। ଏହାପରେ ବେସାମରିକ ବିମାନ ଚଳଚାଳ ମନ୍ତ୍ରାଳୟ…
Read More...

ଜୀବନର ଅର୍ଥ ଓ ଲକ୍ଷ୍ୟ: ତମସୋ ମା ଜ୍ୟୋତିର୍ଗମୟ

ଜିଜ୍ଞାସାର ଦିଗ୍‌ଦିଗନ୍ତ ମନୋଜ ଦାସଙ୍କ ସହ ପ୍ର​‌େ​‌ଶ୍ନାତ୍ତର ପ୍ରଶ୍ନ ୧ : ଅନେକଙ୍କୁ ପଚାରି ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ। ମୁଁ ଜାଣିବାକୁ ଚାହେଁ ଜୀବନର ପ୍ରକୃତ ଅର୍ଥ ? ଡଃ ରତ୍ନପ୍ରଭା ସିଂହ,…
Read More...

ଚାଷୀ ପାଇଁ ଯୋଜନା

ଅମ୍ବିକା ପ୍ରସାଦ କାନୁନ୍‌ଗୋ ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନାରେ ଚାଷର ଉନ୍ନତି, ଚାଷୀ ପରିବାରର ସମୃଦ୍ଧି ସହିତ ସେମାନଙ୍କ ପିଲାମାନଙ୍କର ଉଚ୍ଚଶିକ୍ଷା କ୍ଷେତ୍ରରେ ଯେଉଁ ବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି,…
Read More...

ପାକିସ୍ତାନ ସହ ପାଣିଯୁଦ୍ଧ

କୁହାଯାଏ ଝଡ଼ବେଳର ଶପଥ ପାଗ ବଦଳିଯିବା ସହିତ ଭୁଲି ହୋଇଯାଏ। ପୁଲୱାମାର ଯବାନ ସଂହାର ଘଟଣା ପରେ ସରକାରୀ ଭାବେ, ରାଜନୈତିକ ସ୍ତରରେ ଓ ସର୍ବୋପରି ଦେଶର ସର୍ବସାଧାରଣଙ୍କ ମଧ୍ୟରେ ଯେଉଁ ରାଗ, କ୍ଷୋଭ ଓ ପ୍ରତିଶୋଧପରାୟଣତା…
Read More...

ଭାରତର ଯୁଦ୍ଧ କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ: ମୋଦୀ

ଯୋଧପୁର : ଭାରତର ଲଢ଼େଇ କାଶ୍ମୀର ପାଇଁ ଉଦ୍ଦିଷ୍ଟ, ଏହା କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ ବୋଲି ଦର୍ଶାଇ ପୁଲୱାମା ଆକ୍ରମଣ ପରେ କାଶ୍ମୀରବାସୀଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର…
Read More...

ସବୁକିଛି ଠିକ୍‌ଠାକ୍‌ ଚାଲିନି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ କଂଗ୍ରେସ ସରକାର ମଧ୍ୟରେ ସବୁ କିଛି ଠିକ୍‍ଠାକ୍‍ ଚାଲି ନାହିଁ। ଦଳର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‍ବିଜୟ ସିଂହ ଏବେକାର ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ…
Read More...

ନିର୍ବାଚନ ଜିତିଲେ ସିଆରପିଏଫ୍‌ ଯବାନଙ୍କୁ ସହିଦ ମାନ୍ୟତା ପ୍ରଦାନ କରିବୁ: ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଯଦି ଆଗାମୀ ଲୋକସଭା ନିର୍ବାଚନରେ ବିଜୟୀ ହୁଏ ତା’ହେଲେ ସରକାର କର୍ତ୍ତବ୍ୟ ନିର୍ବାହ ସମୟରେ ପ୍ରାଣ ହରାଉଥିବା ସିଆରପିଏଫ ଯବାନଙ୍କୁ ‘ସହିଦ’ ସମ୍ମାନ ପ୍ରଦାନ କରିବାକୁ ଆଇନଗତ ବ୍ୟବସ୍ଥା କରିବ।…
Read More...

ଆନ୍ଧ୍ର ଓ କର୍ଣ୍ଣାଟକରେ ଅମିତ ଶାହା କରିବେ ପ୍ରଚାର

ନୂଆଦିଲ୍ଲୀ : ୨୦୧୯ରେ ଦଳକୁ ପୁଣି ଥରେ ଏକକ ବିଜୟ ଆଣିବା ଲକ୍ଷ୍ୟ ନେଇ ଅଧ୍ୟକ୍ଷ ଅମିତ ଶାହା ପ୍ରଚାର ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଆନ୍ଧ୍ରର ରାଜମୁନ୍ଦରୀଠାରୁ ଶ୍ରୀ ଶାହା ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ…
Read More...

ୟୁପିରେ ଅର୍ଦ୍ଧାଧିକ ସାଂସଦଙ୍କ ଟିକଟ କାଟ!

ନୂଆଦିଲ୍ଲୀ : ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ନିଜ ସ୍ଥିତି ସୁଦୃଢ କରିବା ପାଇଁ ବିଜେପି ଯଥା ସମ୍ଭାବ ପ୍ରୟାସ ଜାରି ରଖିଛି। ଏଥିପାଇଁ ଦଳ ଉଭୟ କେନ୍ଦ୍ର ଓ ଆଞ୍ଚଳିକସ୍ତରରେ ପୃଥକପୃଥକ ରଣନୀତି ପ୍ରସ୍ତୁତ କରିଛି। ଏଭଳି…
Read More...

ଓଆଇସି ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗଦେବ ଭାରତ

ନୂଆଦିଲ୍ଲୀ : ଭାରତ ପ୍ରଥମଥର ପାଇଁ ଓଆଇସି (ଇସ୍‌ଲାମିକ ସହଯୋଗିତା ସଂସ୍ଥା) ପକ୍ଷରୁ ଆୟୋଜିତ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗଦେବ। ୟୁନାଇଟେ‌ଡ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିଠାରେ ମାର୍ଚ୍ଚ ୧-୨ରେ ଅନୁଷ୍ଠିତ…
Read More...

ୟୁପି ପିସିସି ପଦରୁ ବିଦା ହୋଇପାରନ୍ତି ରାଜବବର

ନୂଆଦିଲ୍ଲୀ : ୟୁପି ଦାୟିତ୍ୱ ଗ୍ରହଣ କରିବା କ୍ଷଣି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟ ତମାମ କର୍ମକର୍ତ୍ତାଙ୍କୁ ପୃଥକପୃଥକ ଭେଟି ସେମାନଙ୍କ ସହ ଦଳର ଅଭିମୁଖ୍ୟକୁ ନେଇ ଆଲୋଚନା…
Read More...

ହସନଙ୍କ ଅସ୍ତିତ୍ୱ ପରୀକ୍ଷା

ନୂଆଦିଲ୍ଲୀ : ଫେବୃଆରୀ ୨୧, ୨୦୧୮, ଅର୍ଥାତ୍‍ ଠିକ୍‍ ବର୍ଷକ ପୂର୍ବେ ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତା କମଲ ହସନ ମକ୍କଲ ନିଥି ମୈୟମ (ଏମଏନଏମ) ନାମକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ। ଜୟଲଳିତା ଓ କରୁଣାନିଧିଙ୍କ…
Read More...

ଓଡିଶା ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ

ପିପିଲି : ରାଜଧାନୀ ଉପକଣ୍ଠ ନିଜିଗଡ କୁରୁଖି ସ୍ଥିତ ଓଡ଼ିଶା ଇଂଜିନିୟରିଂ କଲେଜର ବାର୍ଷିକ ଉତ୍ସବ ‘ଯାଜନ ଯେଫେୟର-୨୦୧୯’ ଶନିବାର ସଂନ୍ଧ୍ୟାରେ ଉଦ୍‍ଯାପିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଜାମ୍ମୁ-କାଶ୍ମୀରର ପୁଲୱାମା…
Read More...

ମାର୍ଚ୍ଚ ୪ରେ ବଜାର ପ୍ରବେଶ କରିବ ରିଅଲମି-୩

ନୂଆଦିଲ୍ଲୀ : ରିଅଲମିର ନୂଆ ସ୍ମାର୍ଟଫୋନ ରିଅଲମି-୩ର ଲଞ୍ଚକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା। ଏବେ କମ୍ପାନୀ ତରଫରୁ ଏହାର ସ୍ପଷ୍ଟିକରଣ ଦିଆଯାଇଛି। କମ୍ପାନୀର କହିବା ଅନୁସାରେ ରିଅଲମି-୩ ସ୍ମାର୍ଟଫୋନ…
Read More...

ଗଠନ ହେବ ସବ୍‍ କମିଟି : କୋର୍ଟମିତ୍ର

ପୁରୀ : ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗକୁ ନେଇ ପୁରୀରେ ଶନିବାର ଆମିକସକ୍ୟୁରିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀମନ୍ଦିର ଆଇନ ସଂଶୋଧନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା…
Read More...

ଆଶ୍ରୟ କେନ୍ଦ୍ରରୁ ୭ ଝିଅ ନିଖୋଜ

ପାଟନା : ବିହାର ମୋକାମା ସହରସ୍ଥିତ ଆଶ୍ରୟଗୃହରୁ ୭ ଜଣ ନାବାଳିକା କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ଖବର ପାଇବା ପରେ ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁସାରେ ଏହି ଆଶ୍ରୟଗୃହରେ ମୁଜାଫରନଗର ବାଳିକା…
Read More...

ପ୍ରସିଦ୍ଧ ମା’ହିଙ୍ଗୁଳାଙ୍କ ମେଳାରେ ବିପୁଳ ଭକ୍ତ ସମାଗମ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ନିକଟ କଉଡ଼ିଖଣି ଶାଳ ଜଙ୍ଗଲରେ ପୂଜା ପାଉଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ/ବଡ଼ ପୂଜା ମେଳାରେ ଶନିବାର ବିପୁଳ ଭକ୍ତଙ୍କ ସମାଗମ ହୋଇଅଛି। ହିଙ୍ଗୁଳା ସୁରକ୍ଷା…
Read More...

ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ, ୧୦ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଭାଦୋହି ଜିଲା ରୋଟହା ଗ୍ରାମରେ ଶନିବାର ଜଣେ ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟି ଅନ୍ୟୁନ୍‍ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ୩ ବଖରା ଘର ନଷ୍ଟ ହୋଇଯାଇଛି।…
Read More...

୧୩ ବର୍ଷର ନାବଳକ ୧୦ ବର୍ଷର ନାବାଳିକାକୁ ଲେଖିଲା ପ୍ରେମପତ୍ର, ଘରଲୋକେ ପିଟାପିଟି

ରାଜକୋଟ : ୧୩ ବର୍ଷର ନାବାଳକ ଜଣେ ୧୦ ବର୍ଷର ନାବାଳିକାକୁ ପ୍ରେମପତ୍ର ଲେଖିବା ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ପରିବାରରୁ ୧୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଗୁଜରାଟ…
Read More...

ଆସାମ ମଦ ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି

ଗୁଆହାଟୀ: ଆସାମ ଗୋଲଘାଟ ଜିଲାରେ ବିଷାକ୍ତ ମଦ ପାନ କରି ଶନିବାର ସୁଦ୍ଧା ୯୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କେତେଜଣ ମହିଳା ଅଛନ୍ତି। ଶନିବାର ସକାଳ ସୁଦ୍ଧା ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ କ୍ରମାଗତ…
Read More...

ମାଓବାଦୀ ଗିରଫ

ରାୟଗଡା: ରାୟଗଡା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରୁ ଜଣେ ମାଓବାଦୀ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ମାଓବାଦୀ ଜଣଙ୍କ କଲ୍ୟାଣସିଂହପୁର ଅଞ୍ଚଳର ଶ୍ରୀରାମ ସୁନା। ସେ ୨୦୧୧ମସିହାରେ ନକ୍ସଲ ସଂଗଠନରେ ଯୋଗଦେଇଥିବା…
Read More...

୪୮ଏମପି କ୍ୟାମେରା ସହ ମାର୍ଚ୍ଚ ୫ରେ ଭାରତୀୟ ବଜାରକୁ ଆସିବ ‘ଓପୋ ଏଫ୍‍-୧୧ ପ୍ରୋ’

ନୂଆଦିଲ୍ଲୀ : ଓପୋର ନୂଆ ସ୍ମାର୍ଟଫୋନ ‘ଓପୋ ଏଫ-୧୧ ପ୍ରୋ’ ମାର୍ଚ୍ଚ ୫ରେ ଲଞ୍ଚ ହେବ। କମ୍ପାନୀ ଫୋନର ଲଞ୍ଚିଙ୍ଗ ଇଭେଣ୍ଟ ପାଇଁ ମିଡିଆ ଇନଭିଟେସନ ମଧ୍ୟ ପଠାଇବା ଆରମ୍ଭ କରିସାରିଛି। ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ…
Read More...

ଖୁଣ୍ଟାରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ମିନିଷ୍ଟାଡିୟମ ଖେଳ ପଡିଆରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାକୃତିକ ଗ୍ୟାସ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଦେଶିକ ମନ୍ତ୍ରୀ…
Read More...

ପ୍ରତିଷ୍ଠାର୧୫ବର୍ଷ ପରେ ମଧ୍ୟ ହୋମିଓପାଥି ଡାକ୍ତରଖାନା ପାଇଁ ମିଳୁନି ସ୍ଥାନ

ଧାମରା : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତରେ ହୋମିଓପାଥି ଡାକ୍ତରଖାନା ଦୀର୍ଘ ୧୫ ବର୍ଷ ହେବ ବାରଦୁଆର ଶୁଣ୍ଢିପିଣ୍ଢା ହେଉଥିବା ବେଳେ ରାଜ୍ୟ ସରକାରଙ୍କ ସ୍ଥାନ ନିରୂପଣ ଆଜିଭଳି ଦିନରେ ଅଧା ପନ୍ତରିଆ ହୋଇ…
Read More...

ବିଦ୍ୟୁତ ତାର ଚୋରୀ ଅଭିଯୋଗରେ ୩ ଗିରଫ

ମୋହନା : ବିଦ୍ୟୁତ ତାର ଚୋରୀ ଅଭିଯୋଗରେ ଗଜପତି ଜିଲ୍ଲା ମୋହନା ପୁଲିସ ପକ୍ଷରୁ ଚଢାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମାଣିକପୁର ପଞ୍ଚାୟତ ଗୋବିନ୍ଦପୁର ଗାଁର ନାରାୟଣ କାର୍ଯୀ, ନିରଞ୍ଜନ ମଲ୍ଲିକ ଓ…
Read More...

ଭୁବନେଶ୍ୱରରେ ବାଘ ଦେଖାଯିବା ଘଟଣା ; ପାଦଚିହ୍ନ ବାଘର ନୁହେଁ – ବନବିଭାଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବାଘ ଦେଖାଯିବା ଘଟଣାରେ ଶୁକ୍ରବାର ପୂର୍ଣ୍ଣଛେଦ ପଡିଛି। ସଂଗୃହିତ ପାଦଚିହ୍ନ ବାଘର ନୁହେଁ ବୋଲି ବନବିଭାଗ ତରଫରୁ ଶୁକ୍ରବାର ଏହି ସ୍ପଷ୍ଟିକରଣ ଦିଆଯାଇଛି। ପରୀକ୍ଷା ନିରୀକ୍ଷା…
Read More...

ଭୁବନେଶ୍ୱର ବିମାନବନ୍ଦର କ୍ୟାମ୍ପସ ନିକଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ବିମାନବନ୍ଦର କ୍ୟାମ୍ପସର ସିଆଇଏସଏଫ କ୍ୱାର୍ଟର୍ସ ନିକଟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ନିଆଁ ଲିଭାଇବାରେ ବିମାନବନ୍ଦରର ଅଗ୍ନିଶମ କର୍ମଚାରୀ ମାନେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କୌଣସି କାରଣ…
Read More...

‘ଓପୋ ଏଫ-୯ପ୍ରୋ’ରେ ମିଳିବ ୨ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଓପୋ ତାର ସ୍ମାର୍ଟଫୋନ ‘ଓପୋ ଏଫ୍‍-୯ପ୍ରୋ’ର ମୂଲ୍ୟରେ ୨ହଜାର ଟଙ୍କାର ରିଆତି ଦେବାକୁ ଘୋଷଣା କରିଛି। ଏହି ଫୋନକୁ ୨ହଜାର ଟଙ୍କାର ରିଆତି ସହିତ ଉଭୟ ଅଫଲାଇନ ଏବଂ ଅନଲାଇନ…
Read More...

ପୁଲୱାମା ଆକ୍ରମଣ : ସହିଦଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ରବିନା ଟଣ୍ଡନ

ମୁମ୍ବଇ : ପୁଲୱାମା ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏଥିରେ ସହିଦ ହୋଇଥିବା ଯବାନମାନଙ୍କ ପରିବାରକୁ ଅନେକ ଲୋକ ସହାୟତାର ହାତ ବଢାଇଛନ୍ତି। ବଲିଉଡ଼ର ଅନେକ କଳାକାର ମଧ୍ୟ ସହିଦ ହୋଇଥିବା ଯବାନମାନଙ୍କ…
Read More...

ପୁଲୱାମା ଆକ୍ରମଣ : ସିଧୁଙ୍କୁ ଫିଲ୍ମ ସିଟିରେ ପ୍ରବେଶ ଉପରେ ଲାଗିଲା ଅଙ୍କୁଶ

ମୁମ୍ବଇ: ପୁଲୱାମା ଆକ୍ରମଣ ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ସିଧୁଙ୍କ ମୁଣ୍ଡବ୍ୟଥା ବଢିବାରେ ଲାଗିଛି। ପ୍ରଥମେ ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ଯ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରୁ ବାଦ ପଡିବା ଘଟଣା…
Read More...

ନବ ନିର୍ମାଣ କୃଷକ ସଙ୍ଗଠନର ରାସ୍ତା ରୋକ

ଖୁଣ୍ଟା : ରାଜପଥ ୧୯ର ଖୁଣ୍ଟା ବାଇପାସ ଛକରେ ନବ ନିର୍ମାଣ କୃଷକ ସଙ୍ଘର ସଦସ୍ୟ ମାନେ ଅର୍ଥ, ସମ୍ମାନ ଓ ପେନସର ଦାବିରେ ରାସ୍ତା ରୋକ କରିଥିଲେ। ଫଳରେ ଜାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଗମନାଗମନ ବନ୍ଦ ହୋଇଯିବାରୁ…
Read More...

ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କେନ୍ଦୁଆମୁଣ୍ଡି ଗ୍ରାମ ପୋଖରୀରୁ ଗୁରୁବାର ଜରେ ବୃଦ୍ଧାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ବୃଦ୍ଧା ଜଣଙ୍କ କେନ୍ଦୁଆ ମୁଣ୍ଡି ଗ୍ରାମର ସ୍ୱର୍ଗତ କୁନାମ୍‍…
Read More...

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ଗ୍ରାମର ଜଣେ ନିଖୋଜ ଯୁବର ମୃତ ଦେହକୁ ଗୁରୁବାର ସନ୍ଧ୍ୟାରେ ପୁଲିସ ଝାରବଣ୍ଡି ଜଙ୍ଗଲରୁ ଉଦ୍ଧାର କରିଥିବା ଜଣାପଡିଛି। ମୃତ ଯୁବକ ଜଣକ…
Read More...

ଭିକ ମାଗି ସଞ୍ଚିଥିଲେ ୬.୫ ଲକ୍ଷ ଟଙ୍କା, ପୁଲୱାମା ସହିଦଙ୍କ ପାଇଁ ଦାନ କଲେ

ଜୟପୁର : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ପାଇଁ ଭିକ ମାଗି ସଞ୍ଚିଥିବା ସାଢେ ୬ ଲକ୍ଷ ଟଙ୍କା ଦାନ କରି ରାଜସ୍ଥାନ ଆଜମେରର ଜଣେ ବୃଦ୍ଧା ମହିଳା ଅନ୍ୟନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ଏହି ଟଙ୍କା…
Read More...

ବରଯାତ୍ରୀଙ୍କ ମାଡ଼ରେ ୩ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲା ବନ୍ତଳା ଥାନା ବଡ଼ହିଁସ ଗ୍ରାମରେ ଘଟିଛି ଏକ ଅଘଟଣ । ଗତକାଲି ଅନୁଗୁଳ ଥାନା କୁମଣ୍ଡ ଅଞ୍ଚଳରୁ ଏକ ବରଯାତ୍ରୀ ଦଳ ବନ୍ତଳା ଥାନା ବଡ଼ହିଁସ ଗ୍ରମାକୁ ଯାଇଥିଲେ । ତେବେ କୌଣସି କାରଣରୁ ବରଯାତ୍ରୀ…
Read More...

ଗଞ୍ଜେଇ ଚୋରାଚାଲାଣ ବେଳେ ୨ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ବିଶେଷସୁତ୍ରରୁ ଖବରପାଇ ବୁଧବାର କମଳାପୁର ଛକରେ ଛପି ରହି ଗଞ୍ଜେଇ ଚୋରାଚାଲାଣ କରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି। ଯୁବକଙ୍କ ନାମ ଆର.ଉଦୟଗିରି ଥାନା…
Read More...

ଶହଶହ ଏକର ସମ୍ପତ୍ତିର ମାଲିକ ଆଖଣ୍ଡଳମଣି ହେବେ ଭୂମୀ ହିନ!

ଆରଡି : ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଆରଡିଧାମର ବିଜେ ଆଖଣ୍ଡଳମଣିଙ୍କ ନାଁରେ ଥିବା ପୀଠ ସମେତ ଭଦ୍ରକ ଓ ପଡୋଶୀ ଜିଲା କେନ୍ଦ୍ରପଡା, ଯାଜପୁର ଆଦି ଅଞ୍ଚଳରେ ଶହଶହ ଏକର ସମ୍ପତ୍ତି ରହିଥିଲେ ମଧ୍ୟ ପ୍ରଶାସନର ଅଣଦେଖା…
Read More...

ସଡକ ଦୁର୍ଘଟଣାରେ ୨ ଯୁବକ ମୃତ

ଖଡିଆଳ : ନୂଆପଡା ଜିଲ୍ଲା କୋମନା ଥାନା ଅର୍ନ୍ତଗତ ଜଲମକଟା ଠାରେ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଦୁଇଜଣ ବୁଦ୍ଧିକୋମନାର ଯୁକ୍ତ ୨ ପଢୁଥିବା କଲେଜ ଛାତ୍ର ବିବେକାନନ୍ଦ…
Read More...

ବୀମା ଟଙ୍କା ପାଇଁ ଜିଲ୍ଲା କୃଷି ଅଫିସ୍‍ ଘେରିଲେ ଚାଷୀ

ଖଡିଆଳ : ୨୦୧୭ କୃଷି ବର୍ଷରେ ନୂଆପଡ଼ା ଜିଲ୍ଲା ମରୁଡିଗ୍ରସ୍ତ ହୋଇଥିବା ବେଳେ ଚାଷିଙ୍କୁ କୃଷି ବୀମା ସହାୟତା ରାଶି ପ୍ରଦାନ କରାଯାଇଥିଲା। ହେଲେ ଏହି ଜିଲ୍ଲାର ୩ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଆଜିପର୍ଯ୍ୟନ୍ତ ବୀମା…
Read More...

ସାମସଙ୍ଗ ଗାଲାକ୍ସି ଏସ-୧୦, ଏସ୍‍-୧୦ପ୍ଲସ ଏବଂ ଏସ୍‍-୧୦ଇର ବଜାର ପ୍ରବେଶ

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ତାର ନୂଆ ଫ୍ଲାଗସିପ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏସ-୧୦, ଗାଲାକ୍ସି ଏସ୍‍-୧୦ପ୍ଲସ ଏବଂ ଏସ୍‍-୧୦ଇକୁ ଲଞ୍ଚ କରିଛି। ଏହି ତିନୋଟି ଫୋନର ଡିସପ୍ଲେ ଉପରେ ପଞ୍ଚ ହୋଲ କ୍ୟାମେରା…
Read More...

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ : ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ଜାଡେଜା ଇନ୍‍

ନୂଆଦିଲ୍ଲୀ : ଫେବ୍ରୁଆରୀ ୨୪ରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁଥିବା ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା ଲାଗିଛି। ଖବର ଅନୁସାରେ, ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଣ୍ଟାରେ ଆଘାତ…
Read More...

ଜାମ୍ମୁ କାଶ୍ମୀରର ୧୭୪ ନେତାଙ୍କ ସୁରକ୍ଷା ପ୍ରତ୍ୟାହୃତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପ୍ରଶାସନ ୧୮ ବିଚ୍ଛିନ୍ନତାବାଦୀଙ୍କ ସମେତ ୧୭୪ ନେତାଙ୍କ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ବୁଧବାର ପ୍ରତ୍ୟାହାର କରିନେଇଛନ୍ତି। ନିଷ୍ପତ୍ତି କ୍ରମେ ନେତାଙ୍କ ସୁରକ୍ଷାରେ ମୁତୟନ ୧୦୦୦…
Read More...

ଉତ୍ତରପ୍ରଦେଶରେ ଏସ୍‍ପି-ବିଏସ୍‍ପି-ଆରଏଲଡି ଆସନ ଭାଗବଣ୍ଟା ଶେଷ

ଲକ୍ଷ୍ନୌ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍‍ପି) ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି। ଏନେଇ ଏସ୍‍ପି-ବିଏସ୍‍ପି- ଆରଏଲଡି…
Read More...

ଏଣିକି ଆକାଶ ମାର୍ଗରେ ଶ୍ରୀନଗରକୁ ଯିବାଆସିବା କରିବେ ଯବାନ

ନୂଆଦିଲ୍ଲୀ : ପୁଳୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ଗୁରୁବାର ଯବାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଅର୍ଦ୍ଧ ସାମରିକ ବାହିନୀ ଯବାନମାନେ ଆକାଶ ମାର୍ଗରେ…
Read More...

କଂଗ୍ରେସର ଅଭିଯୋଗ; ଦେଶ ସହିଦଙ୍କ ଶବ ଖଣ୍ଡ ଗୋଟାଉଥିବାବେଳେ ମୋଦୀ ଚାହା ଜଳଖିଆ କରୁଥିଲେ

ନୂଆଦିଲ୍ଲୀ : କଂଗ୍ରେସ ଗୁରୁବାର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲ ଅଭିଯୋଗ କରିଛନ୍ତି ଯେ ପୁଲୱାମା…
Read More...

ଖୁବଶୀଘ୍ର ପରଦାକୁ ଆସିବ ବିଗ-ବିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’

ମୁମ୍ବଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ବଲିଉଡର ଜଣାଶୁଣା ନିର୍ଦେଶକ ନାଗରାଜ ମାନଜୁଲେ ନିର୍ଦେଶନାରେ ନିର୍ମିତ ହେବ ଏହି ଚଳଚ୍ଚିତ୍ର। ଏହି…
Read More...

ଔଷଧ ଓ ମିଠା ଦୋକାନ ଉପରେ ପଡିଲା ବୋମା

ନେମାଳ : ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ସେକ୍‍ସନ ବଜାର ନିକଟ ଏକ ଔଷଧ ଦୋକାନ ଓ ମିଠା ଦୋକାନ ଉପରେ କେହି ଦୁର୍ବୃତ୍ତ ବୁଧବାର ସଂନ୍ଧ୍ୟାରେ ବୋମା ପକାଇ ପଳାଇ ଯାଇଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଉକ୍ତ…
Read More...

କପିଲ ଶର୍ମା ଶୋକୁ ଫେରିବେ ସୁନିଲ ଗ୍ରୋଭର

ମୁମ୍ବଇ : ସୁନିଲ ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ୟ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରେ ଖୁବଶୀଘ୍ର ସୁନିଲ ଗ୍ରୋଭର ଦେଖାଦେବେ। ଲୋକପ୍ରିୟ ହାସ୍ୟ ଅଭିନେତା…
Read More...

ସଡକ ଦୁର୍ଘଟଣାରେ ଯୁବକ ମୃତ

ଘସିପୁରା : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବରପଦା ଛକ ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ, କେନ୍ଦୁଝର ଅଞ୍ଚଳର ବିବେକାନନ୍ଦ ମିଶ୍ର(୩୦) ନାମକ ଜଣେ ଯୁବକ ଏକ…
Read More...

୨୨ଲକ୍ଷରୁ ଉଦ୍ଧ୍ଵ ଟଙ୍କାର ବ୍ୟୟ ବରାଦ, ଓରିକଣ୍ଟା ରାସ୍ତାରେ ଫାଟ

ନେମାଳ : ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଅସାଧୁ ମେଣ୍ଟ କରି ଠିକାଦାରମାନେ କିପରି ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ତାହାର ଏକ ନଗ୍ନ ନମୁନା ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅନ୍ତର୍ଗତ…
Read More...

ବିଶ୍ୱ ସମୁଦାୟରେ ପାକିସ୍ତାନର କେହି ବନ୍ଧୁ ନାହାନ୍ତି: ଆସିଫ ଅଲି ଜର୍ଦାରୀ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନୂଆ ପାକିସ୍ତାନ କଥା ରଟି ହେଉଛନ୍ତି। ହେଲେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ସତ କଥା କହି ଇମ୍ରାନଙ୍କ ମୁଖା ଖୋଲି ଦେଇଛନ୍ତି।…
Read More...

୩୨ଏମପି ପପ୍‍ ଅପ ସେଲଫି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ଭିଭୋ ଭି-୧୫ପ୍ରୋ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ବୁଧବାର ତାର ନୂଆ ସ୍ମାର୍ଟଫୋନ ଭିଭୋ ଭି-୧୫ ପ୍ରୋ ଲଞ୍ଚ କରିଛି। ଏହି ଫୋନକୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି। ଭିଭୋର ଏହି ଫୋନର ବିଶେଷତ୍ୱ…
Read More...

ନାବାଳିକା ଜନ୍ମ ଦେଲା କନ୍ୟା ସନ୍ତାନ , ବାପା ମା’ଗ୍ରହଣ କରିବାକୁ ନାରାଜ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକା ଝିଅ ବୁଧବାର ଦିନ ଭୋରରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡିଛି। ସୂଚନା ମୁତାବକ, ପୂର୍ବରୁ ନାବାଳିକା ଝିଅ ଗର୍ଭବତୀ…
Read More...

ସିଧୁଙ୍କୁ କପିଲ ଶର୍ମା ଶୋରୁ ବିଦା ପାଇଁ ସଲମାନଙ୍କୁ ନିବେଦନ କଲେ ଅଶୋକ ପଣ୍ଡିତ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ସିଧୁଙ୍କୁ ଆଲୋଚନାର ଶରବ୍ୟ ହେବାକୁ ପଡିଛି। ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ୟ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରେ ନିୟମିତ କଳାକାର ଥିବା…
Read More...

ଜଗନ୍ନାଥଙ୍କ ଦେଶରେ କେହି ଅନାଥ ନୁହଁନ୍ତି ; ରାଜ୍ୟପାଳ

ବଡ଼ସାହି : ଜଗନ୍ନାଥଙ୍କ ଦେଶରେ କେହି ଅନାଥ ନୁହଁନ୍ତି। ଏଠି ସମସ୍ତେ ଜଣେ ଜଣେ ସ୍ୱନାଥ, ଜଗନ୍ନାଥ ତଥା ରଘୁନାଥ ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ବୁଧବାର ଅପରାହ୍ଣରେ ମୟୂରଭଞ୍ଜ ଜିଲା ବଡ଼ସାହି…
Read More...

ବିଏସ୍‍ଏନ୍‍ଏଲର ଏହି ପ୍ଲାନରେ ପ୍ରତିଦିନ ମିଳିବ ୩.୨ଜିବି ଡାଟା

ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ(ବିଏସ୍‍ଏନ୍‍ଏଲ) ତାର ୯୮ଟଙ୍କାର ପ୍ଲାନକୁ ଅପଡେଟ କଲାପରେ ଆଉଏକ ଲୋକପ୍ରିୟ ପ୍ଲାନକୁ ଅପଡେଟ କରିଛି। ବିଏସନଏଲର ଏହି ପ୍ଲାନ କେବଳ ପ୍ରି-ପେଡ ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ…
Read More...

ପ୍ରତ୍ୟକ୍ଷ ବିଦେଶ ପୁଞ୍ଜି ନିବେଶରେ ୭% ହ୍ରାସ

ନୂଆଦିଲ୍ଲୀ : ଭାରତରେ ଚଳିତ ଆର୍ଥିକ ବର୍ଷର ଅପ୍ରେଲ-ଡିସେମ୍ବରର ୯ ମାସରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜି ନିବେଶ (ଏଫଡିଆଇ) ୭% ହ୍ରାସ ପାଇଛି। ଏହି ୯ ମାସ ମଧ୍ୟରେ ୩୩.୪୯ ଶହ କୋଟି ଡଲାର ଏଫଡିଆଇ ଆସିଛି ବୋଲି ବାଣିଜ୍ୟ…
Read More...

୪୮ଏମପି କ୍ୟାମେରା ଥିବା ଜିଓମି ଏମଆଇ-୯ର ବଜାର ପ୍ରବଶେ

ନୂଆଦିଲ୍ଲୀ : ଜିଓମି ତାର ୪୮ଏମପି କ୍ୟାମେରା ଥିବା ସ୍ମାର୍ଟଫୋନ ଏମଆଇ-୯ର ବଜାର ପ୍ରାବେଶ କରିଛି। ଏହି ଫୋନଟି ଗତବର୍ଷ ଲଞ୍ଚ ହୋଇଥିବା ଏମଆଇ-୮ର ଅପଡେଟ ଭର୍ସନ। ଏଥିରେ ଓୟାରଲେସ ଚାର୍ଜିଙ୍ଗ ସହିତ ଅନେକ ଗୁଡିଏ…
Read More...

ଜୟପୁର ଜେଲରେ ପାକିସ୍ତାନୀ କଏଦୀକୁ ପିଟି ପିଟି ହତ୍ୟା

ଜୟପୁର : ରାଜସ୍ଥାନ ଜୟପୁର ଜେଲରେ ବୁଧବାର କେତେକ କଏଦୀ ମିଶି ଜଣେ ପାକିସ୍ତାନୀ କଏଦୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଘଟଣା ପରେ ପୁଲିସ୍‍ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ପାକିସ୍ତାନୀ କଏଦୀଙ୍କ ନାମ …
Read More...