ନାତିର ଠେଙ୍ଗା ମାଡ଼ରେ ଅଜା ମୃତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଚାରବାହାଲ ପଞ୍ଚାୟତର ଘୁମେରଗୁଡା ଠାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଜ ନାତିର ଠେଙ୍ଗାମାଡରେ ଅଜାର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା…
Read More...

ବିଶ୍ୱ ମହିଳା ଦିବସରେ ସିଏଫ୍‍ଏଆର୍‍ ତରଫରୁ ଆଲୋଚନା ଚକ୍ର

ଭୁବନେଶ୍ବର : ବିଶ୍ୱ ମହିଳା ଦିବସ ଉପଲକ୍ଷେ ଜାତୀୟ ସ୍ତରର ସଂସ୍ଥା ସି.ଏଫ୍‍.ଏ.ଆର୍‍ ଭୁବନେଶ୍ୱର ତରଫରୁ ସ୍ଥାନୀୟ ୟୁନିଟ୍‍ - ୩ ବୁଦ୍ଧ ମନ୍ଦିର, ଠାରେ ଅପରାହ୍ଣ ୨ଘଟିକା ସମୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।…
Read More...

ନାବାଳିକା ଉଦ୍ଧାର, ୩ଦଲାଲ ଗିରଫ

ସୁନ୍ଦରଗଡ଼ : ବାହାର ରାଜ୍ୟକୁ ଚାଲାଣ କରାଯାଇଥିବା ନାବାଳିକାକୁ ଦିର୍ଘଦିନ ପରେ ପୁଲିସ ଉଦ୍ଧାର କରି ଥିବା ଜଣାପଡିଛି। ଉକ୍ତ ନାବାଳିକାଙ୍କୁ ଉତ୍ତର ପ୍ରଦେଶର ମୁଜାଫରନଗରରୁ ଲେଫ୍ରିପଡା ପୁଲିସ ଉଦ୍ଧାର କରି ୩ଜଣ ଦଲଲକୁ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

ପିପିଲି : ପିପିଲି ପୌରାଞ୍ଚଳର ୩୨୬ଜଣ ହିତାଧିକାରୀଙ୍କୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଶନିବାର ପୌର କାର୍ଯ୍ୟାଳୟ ପରିସରରେ…
Read More...

ଆଖଣ୍ଡଳମଣି ପୀଠର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଆରଡି : ରାଜ୍ୟର ବହୁ ପୁରାତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍କିମରେ  ୮.୧୭କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏପରିକି ତୁରନ୍ତ ପୀଠର ମାଷ୍ଟରପ୍ଲାନ…
Read More...

୨୬ରୁ ହରିରାଜପୁର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ

ପିପିଲି : ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲା ହରିରାଜପୁରର ପଞ୍ଚୁଦୋଳ ମେଳଣର ଜମାଣ ଉତ୍ସବ ଆସନ୍ତା ୨୬ ତାରିଖ ମଙ୍ଗଳବାର ମଧ୍ୟରାତ୍ରରୁ ଆରମ୍ଭ ହେବ। ୨୯ତାରିଖ ଶୁକ୍ରବାର ଅପରାହ୍ନରେ ଗୋଧୂଳୀ ଲଗ୍ନରେ ଠାକୁର…
Read More...

ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ; ଏଥର ଦିଲୀପ ନା ଆଉ କିଏ !

ସୁନ୍ଦରଗଡ଼ : କ୍ରୀଡ଼ା ହେଉ ବା ରାଜନୀତି ହେଉ ସୁନ୍ଦରଗଡ଼ ସର୍ବଦା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବିଗତ ନିର୍ବାଚନ ମାନଙ୍କରେ ବିଭିନ୍ନ ଦଳର ହିସାବ, ସମୀକ୍ଷା ଓ ଆଶାତୀତ ଫଳାଫଳ ରାଜନୈତିକ ସମୀକ୍ଷକଙ୍କ…
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ ଉତ୍ସବ

ନେମାଳ : ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିବା…
Read More...

ବିପୁଳ ପରିମାଣର ମହୁଲି ମଦ ଜବତ ୫ଗିରଫ

ଅନୁଗୁଳ : ଅନୁଗୁଳ ଜିଲା ତାଳଚେର ଗୁରୁଜାଙ୍ଗ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ପଠାରୁ ଶୁକ୍ରବାର ଅପରାହ୍ନ ୫:୩୦ ସମୟରେ ଅବକାରୀ ବିଭାଗ ବିପୁଳ ପରିମାଣର ମହୁଲି ମଦ ସହ ୫ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ମୁତାବକ,…
Read More...

୭ହଜାର ୯୯୦ଟଙ୍କା ମୂଲ୍ୟରେ ଖୁବଶୀଘ୍ର ବଜାରକୁ ଆସିବ ଭିଭୋ ୱାଇ-୯୧ଆଇ

ନୂଆଦିିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଭିଭୋ ଖୁବଶିଘ୍ର ଭାରତରେ ତାର ନୂଆ ସ୍ମାର୍ଟଫୋନ ଭିଭୋ ୱାଇ-୯୧ଆଇ ଲଞ୍ଚ କରିଛି। ଏହି ଫୋନର ୨ଜିବି ରାମ ଏବଂ ୧୬ ଜିବି ଷ୍ଟୋରେଜର ମୂଲ୍ୟ ୭ହଜାର ୯୯୯ଟଙ୍କା। ଏହାର ୩ଜିବି ରାମ…
Read More...

ଥାନାରେ ପଶି ପୁଲିସକୁ ମାଡ଼ ଘଟଣା : ଆଉ ୨ଗିରଫ

ଭୁବନେଶ୍ୱର : ସହିଦ ନଗର ଥାନାରେ ପଶି ପୁଲିସକୁ ମାଡ଼ ମାରିବା ଘଟଣାରେ ଶୁକ୍ରବାର ଆଉ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି। ଗିରଫ ଦୁଇଜଣ ହେଉଛନ୍ତି ପି.ଲିପୁ ସ୍ୱାଇଁ ଏବଂ ଶିବା ରେଡ୍ଡୀ। ମୁଖ୍ୟ ଅଭିଯୁକ୍ତ…
Read More...

ମୋହନାରେ ଅନ୍ତର୍ଜାତିକ ମହିଳା ଦିବସ ପାଳିତ

ମୋହନା : ଗଜପତି ଜିଲା ମୋହନାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ମୋହନା ହାଇସ୍କୁଲ ଛକରୁ ବାହାରି ଏକ ଶୋଭାଯାତ୍ରାରେ…
Read More...

ସଂଗ୍ରାମସେନାର ବିଶାଳ ରାଲି, ବାସହରାଙ୍କୁ ବାସଗୃହ ଯୋଗାଇବାକୁ ଦାବୀ

ଧାମରା : ଅଞ୍ଚଳର ବିକାଶ ଓ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ସହ ଲଢୁଥିବା ସଂଗ୍ରାମସେନା ଶୁକ୍ରବାର ପୁଣି ଥରେ ଏକ ବିଶାଳ ରାଲି କରି ତହସିଲଦାରଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି। ଶୁକ୍ରବାର ଦିନ…
Read More...

ଖୁଣ୍ଟାରେ ଜୁଏଲଙ୍କ ବିଜୟ ସଂକଳ୍ପ ସଭା

ଖୁଣ୍ଟା : କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଶୁକ୍ରବାର ହେଲିକପ୍ଟର ଯୋଗେ ଆସି ଖୁଣ୍ଟା ମିନି ଷ୍ଟାଡିୟମରେ ବିଜେପି ଦ୍ୱାରା ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଥିଲେ । ଉଦଳା ନିର୍ବାଚନ ମଣ୍ଡଳୀ…
Read More...

କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ପାସ୍‍ କରିବୁ : ରାହୁଲ ଗାନ୍ଧୀ

ଜୟପୁର/କୋରାପୁଟ : କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ପାସ୍‍ କରିବୁ ବୋଲି କୋରାପୁଟ ଜିଲା ଜୟପୁରରେ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେଇ ରାହୁଲ ଗାନ୍ଧୀ କହିଛନ୍ତି। ଏହାସହ ୨୦୧୯ନିର୍ବାଚନରେ…
Read More...

ଦୁଇ ବାଇକ୍ ମୁହାଁମୁହିଁ ଜଣେ ମୃତ, ୨ ଗୁରୁତର

ଆରଡି : ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ବ୍ରାହ୍ମଣୀଦଣ୍ଡା ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକଙ୍କ…
Read More...

ଏମଆଇ ଟିଭି-୪ଏ ପ୍ରୋର ପ୍ରଥମ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଜିଓମି ୩୨ଇଞ୍ଚ୍‍ ସ୍କ୍ରିନ ଥିବା ସ୍ମାର୍ଟ ଟିଭି ଲଞ୍ଚ କରିଛି। ଏହି ଟିଭି ଅନଲାଇନ ଷ୍ଟୋର ଫ୍ଲିପକାର୍ଟ, ଏମଆଇ ଡଟକମରେ ଉପଲବ୍ଧ ରହିଛି। ଏହାର ମୂଲ୍ୟ ୧୨ହଜାର ୯୯୯ଟଙ୍କା।…
Read More...

‘ୟେ ହେଁ ମହବତେ’ ବନ୍ଦ ହେବାକୁ ନେଇ ମୁହଁ ଖୋଲିଲେ ଅନୀତା ହଂସନନ୍ଦାନୀ

ମୁମ୍ବଇ : ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘ୟେ ହେଁ ମହବତେ’ ବନ୍ଦ ହେବାକୁ ଥିବା ଖବର ଅନେକ ଦିନ ହେବ ଚର୍ଚ୍ଚା ହେଉଛି। ଏହି ଧାରାବାହିକର ଲିଡ ଜୋଡୀ ଦିବ୍ୟଙ୍କା ତ୍ରିପାଠୀ ଏବଂ କରଣ ପଟେଲ ଏନେଇ କୌଣସି ସୂଚନା…
Read More...

ଭାରତୀୟ ବଜାରକୁ ଆସିଲା ସ୍ମାର୍ଟ ସିଲିଙ୍ଗ ଫ୍ୟାନ୍‍, ମୋବାଇଲରେ କରିପାରିବେ କଣ୍ଟ୍ରୋଲ

ନୂଆଦିଲ୍ଲୀ : ଲାଭା ଇଣ୍ଟରନ୍ୟାସନାଲର ସବ୍‍-ବ୍ରାଣ୍ଡ ଅଟୋମେଟ ଇଣ୍ଟରନ୍ୟାସନାଲ ଭାରତରେ ତାର ଏକ ସ୍ମାର୍ଟ ସିଲିଙ୍ଗ ଫ୍ୟାନ୍‍ ଲଞ୍ଚ କରିଛି। ଯହାର ମୂଲ୍ୟ ମାତ୍ର ୩ହଜାର ୯୯୯ଟଙ୍କା। ଏହାର ବିଶେଷତ୍ୱ ବିଷୟରେ କହିଲେ…
Read More...

ଟ୍ରାକ୍ଟର ଧକ୍କାରେ ୨ମୃତ, ୧ଗୁରୁତର

ଉଦଳା : ମୟୁରଭଞ୍ଜ ଜିଲା କପ୍ତିପଦା ଥାନା ଶୁଲଗଡିଆ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ୨ବାଇକ୍‍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଜଣଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି…
Read More...

ବନ୍ଦର କାରବାର ୧୦୦ନିୟୁତ ମେଟ୍ରିକ ଟନ ଟପିଲା

ପାରାଦ୍ୱୀପ : ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପାରାଦ୍ୱୀପ ବନ୍ଦର ୧୦୦ ନିୟୁତ ମେଟ୍ରିକ୍‍ ଟନ୍‍ କାରବାର କରିଛି। ମାର୍ଚ୍ଚ ଶେଷ ସୁଦ୍ଧା ଆହୁରି ଅଧିକ ୧୦ନିୟୁତ ମେଟ୍ରିକ ଟନ୍‍ କାରବାର କରିବାର ଲକ୍ଷ୍ୟ ରଖାଯାଇଛି ବୋଲି…
Read More...

୫୦ ବର୍ଷର ସ୍ୱପ୍ନ ପୂରଣ ହେଲା, ପୁଟନପାଲ୍ଲୀ ପୋଲ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶେଷ ସୀମା କୁହାଯାଉଥିବା ପଡିଆ ବ୍ଲକ ଓ କାଲିମେଳା ବ୍ଲକ ମଧ୍ୟରେ ଥିବା ପୋଟେରୁ ନଦୀରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିନେଇ…
Read More...

ବନ ବିଭାଗ ପକ୍ଷରୁ ଜଙ୍ଗଲ ପୋଡି ରୋକିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ମାଲକାନଗିରି : ବୁଧବାର ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଭା ଗୃହରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ପୋଡି ରୋକିବା ଓ ଏହାର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡି

ମାଲକାନଗିରି : ଗୁରୁବାର ଠାରୁ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ଶିକ୍ଷା ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମାଟ୍ରିକ ପରୀକ୍ଷାରେ…
Read More...

ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : ୧୧ରୁ ଟ୍ରେଜେରି ଅଫିସ୍ ବନ୍ଦ

ସୁନ୍ଦରଗଡ : ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବୁଧବାର ସେଣ୍ଟ୍ରାଲ ଆକ୍ସନ କମିଟିର ୧୮ଜଣିଆ କୋର କମିଟି ବୈଠକ ବସିଥିଲା। ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ…
Read More...

ଥାନରେ ପଶି ପୁଲିସକୁ ଆକ୍ରମଣ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ସହିଦନଗର ଥାନରେ ପଶି ପୁଲିସକୁ ଆକ୍ରମଣ କରିବା ଟଣାରେ ବୁଧବାର ଆଉଜଣେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ନାମ ବାଣୀକଲ୍ୟାଣ ମହାନ୍ତି। ସେ ଶାସକ ଦଳର ଜଣେ ବିଧାୟକଙ୍କ ଖାସ୍ ଲୋକ ହୋଇଥିବା…
Read More...

ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏସ-୧୦, ଏସ୍‍-୧୦ପ୍ଲସ ଏବଂ ଏସ୍‍-୧୦ଇ

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ତାର ନୂଆ ଫ୍ଲାଗସିପ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏସ-୧୦, ଗାଲାକ୍ସି ଏସ୍‍-୧୦ପ୍ଲସ ଏବଂ ଏସ୍‍-୧୦ଇକୁ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ତିନୋଟି ଫୋନର ଡିସପ୍ଲେ ଉପରେ ପଞ୍ଚ ହୋଲ…
Read More...

ଅଡବା ଥାନାରେ ନୂତନ ଥାନା ଅଧିକାରୀ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନାରେ ନୂତନ ଥାନା ଅଧିକାରୀ ଅଜୟ କୁମାର ବାରିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନାରେ ଅବସ୍ଥାପିତ ଥିଲେ। ବାରିକ ଜଣେ…
Read More...

ବଜ୍ରାଘାତରେ ଯୁବକ ମୃତ

କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଦଳିବାଡି ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ବଜ୍ରାଘାତରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ଶରତ ଚନ୍ଦ୍ର ବେହେରାଙ୍କ ଏକ ମାତ୍ର…
Read More...

୨ଲକ୍ଷ ଟଙ୍କାର ଶାଗୁଆନ ପଟା ଜବତ, ଜଣେ ଗିରଫ

ଧର୍ମଗଡ : କଳାହାଣ୍ଡି ଜିଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ଟିପିଗୁଡା ଗାଁରୁ ପ୍ରାୟ ୨ଲକ୍ଷ ଟଙ୍କାର ଶାଗୁଆନ ପଟା ବନବିଭାଗ ଜବତ କରି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଟିପିଗୁଡା ଗାଁର ଖୁଟୁଲୁ…
Read More...

ଖର୍ଚ୍ଚ ଅଟକଳର ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ

ବଡ଼ସାହି : ପଞ୍ଚାୟତିରାଜ ଦିବସ ପାଳନ ଖର୍ଚ୍ଚ ପାଇଁ ଆସିଥିବା ଅନୁଦାନ ରାଶି ଅନିୟମିତତା ହୋଇଛି ବୋଲି ବ୍ଲକ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କର ମହାପାତ୍ର ବିଭାଗୀୟ ଚିଠିର ନକଲ…
Read More...

ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତି ଅବସରରେ ମନ୍ତ୍ରୀ ଚନ୍ଦ୍ରସାରଥିଙ୍କ ଦ୍ୱାରା ଶିର୍ଲୋ-ସାହୁଖେତ ସେତୁର ଶିଳାନ୍ୟାସ

ନେମାଳ : ପ୍ରବାଦ ପୁରୁଷ ତଥା ଓଡିଆ ଜନ ମାନସର ମୁକୁଟ ବିହିନ ସମ୍ରାଟ ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁବାବୁ ଥିଲେ ବିଶ୍ୱର ଏକ ଅନନ୍ୟ ପ୍ରତିଭା। ତାଙ୍କର ପ୍ରତିଭା କେବଳ ଭାରତବର୍ଷରେ ନୁହେଁ ସୁଦୁର…
Read More...

ଜଙ୍ଗଲ ଜମି କେବଳ ଆଦିବାସୀଙ୍କ ହକ୍, ପୁଞ୍ଜିପତିଙ୍କ ବିକାଶ ପାଇଁ ନୁହେଁ : କଂଗ୍ରେସ

କଲମପୁର : ଜଙ୍ଗଲ ଜମି ଅନାଦି କାଳରୁ ଆଦିବାସୀଙ୍କ ଅକ୍ତିଆରରେ ରହି ଆସିଛି। ସେମାନଙ୍କ ପୁରୁଷ ପୁରୁଷ ଧରି ଏହି ଜଙ୍ଗଲ ଜମିକୁ ଅକ୍ତିଆର କରି ଏହି ମାଟିର ମଣିଷ ପଥର ତାଡି ସେଥିରେ ଝରଣା ପାଣି ମଡାଇ ସବୁଜ ଫସଲ ଉତ୍ପାଦିତ…
Read More...

ବଡ଼ସାହିରେ ପଞ୍ଚାୟତରାଜ ଦିବସ ପାଳିତ

ବଡ଼ସାହି : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବଡ଼ସାହି ବିଡିଓ ରବୀନ୍ଦ୍ର କୁମାର…
Read More...

ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ସାହି : ବଡସାହି ଜିଲା ବଡସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତର ଆଗୁଆଡ଼ ଗ୍ରାମରେ ସ୍ଥାନୀୟ ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ମୁତାବକ, ମୃତକ ଜଣଙ୍କ ଆଗୁଆଡ଼ ଗ୍ରାମର ରବି…
Read More...

ନାଗପୁର ଦିନିକିଆ : ଅଷ୍ଟ୍ରେଲିଆକୁ ୮ରନରେ ହରାଇଲା ଭାରତ

ନାଗପୁର : ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଘରୋଇ ଦଳ ଭାରତ ଅଷ୍ଟ୍ରେଲିଆକୁ ୮ରନରେ ପରାସ୍ତ କରିଛି। ପ୍ରଥମେ ଟସ୍ ଜିତି…
Read More...

ଜେଲରୁ କଏଦୀ ପେଂରାର

ମାଲକାନଗିରି : ମାଲକାନଗିରି ଉପ କାରାଗାରରୁ କୈାଶଳକ୍ରମେ ଜଣେ ବିଚାରାଧିନ କଏଦୀ ପେଂରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ଭୋର ସକାଳୁ ଜେଲ କର୍ତ୍ତୁପକ୍ଷ ଜାଣିବାକୁ ପାଇଥିଲେ। ସକାଳ ରୋଲକଲ ସମୟରେ ଜଣେ ବନ୍ଦୀ ନ…
Read More...

ଆଖୁ ଚୋରୀ ଅଭିଯୋଗରେ ଘରେ ଅଟକ ରଖିଥିବା ୪ଶିଶୁଙ୍କୁ ଉଦ୍ଧାର କଲା ପୁଲିସ୍

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଖମାର ଗ୍ରାମରେ ଜୈନେକ ବ୍ୟକ୍ତିଙ୍କ ବାଡିରୁ ୪ଜଣ କୋମଳ ମତି ଶିଶୁ ଆଖୁ ଚୋରୀ କରି ଖାଉଥିବାବେଳେ ଆଖୁ କ୍ଷେତ ମାଲିକ ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହିତ ନିଜ ଘରକୁ ନେଇ…
Read More...

ତାଳଚେର ମେଡ଼ିକାଲ କଲେଜ ଏକାଡେମିକ ବ୍ଲକ ଲୋକାର୍ପିତ

ଅନୁଗୁଳ : ଅନୁଗୁଳ ତାଳଚେର ଠାରେ ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଏମ.ଆଇ.ଏମ.ସି.ଆର)ର ଏକାଡେମିକ ବ୍ଲକର ଲୋକାର୍ପଣ ଉତ୍ସବ(ଏମ.ଆଇ.ଏମ.ସି.ଆର) ପରିସରରେ ଏକ କ୍ୟାନସର ୟୁନିଟ ଏବଂ ତାଳଚେର…
Read More...

ରାହୁଲଗାନ୍ଧୀଙ୍କ ଗସ୍ତ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ

ମାଲକାନଗିରି : ଆସନ୍ତା ୮ ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୟପୁର ଓ ରାୟଗଡା ଗସ୍ତରେ ଆସୁଥିବା ବେଳେ ଏଥିନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢିବାର ଦେଖାଯାଇଛି। ତେବେ ମାଲକାନଗିରି ଜିଲ୍ଲାରେ ନେତା…
Read More...

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳ୍ୟ ସମ୍ମୁଖରେ ଥିବା ବଣ୍ଡାବାକୁଲି ପାର୍କ ନିକଟରେ ମଙ୍ଗଳବାର ବିଜୁବାବୁଙ୍କ ଜନ୍ମ ଦିବସ ଉପଲକ୍ଷେ ୧୦ ଫୁଟ ଉଚ୍ଚତାର ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ…
Read More...

ପପ୍ ଅପ୍ କ୍ୟାମେରା ସହ ବଜାରକୁ ଆସିଲା ଭିଭୋ ଭି-୧୫

ନୂଆଦିଲ୍ଲୀ : ଥାଇଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଭୋ ତାର ଭି-୧୫ ସ୍ମାର୍ଟଫୋନକୁ ଲଞ୍ଚ କରିଛି। ଏହାପୂର୍ବରୁ ଭାରତରେ ଭିଭୋ ଭି-୧୫ପ୍ରୋ ଲଞ୍ଚ ହୋଇଥିଲା। ଭି-୧୫ପ୍ରୋ ଭଳି ଏହି ଫୋନରେ ମଧ୍ୟ…
Read More...

ନାଗପୁର ଦିନିକିଆ : କୋହଲିଙ୍କ ୪୦ତମ ଶତକ, ଅଷ୍ଟ୍ରେଲିଆ ପାଇଁ ୨୫୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ନାଗପୁର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ମଙ୍ଗଳବାର ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପାଇଁ…
Read More...

ବିଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ବର ମଞ୍ଚେଶ୍ବର ଥାନା ଖଲିଖମା ଅଞ୍ଚଳର ଏକ ବିଲରୁ ଜଣେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁକନ୍ୟାର ବେକରେ ଏବଂ ମୁଁହରେ ରକ୍ତ ଲାଗିଥିବା ବେଳେ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ…
Read More...

ଓପୋ ରିଅଲମି-୩ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଓପୋର ସବ୍ ବ୍ରାଣ୍ଡ ରିଅଲମି ତାର ନୂଆ ସ୍ମାର୍ଟଫୋନ ରିଅଲମି-୩ର ସୋମବାର ବଜାର ପ୍ରବେଶ କରିଛି। ନୂଆଦିଲ୍ଲୀରେ ଆୟୋଜିତ କ କାର୍ଯ୍ୟକ୍ରମରେ ଏହି ଫୋନକୁ ଲଞ୍ଚ କରାଯାଇଛି। ଏଥିରେ ୱାଟର ଡ୍ରପ ନୋଟ ଡିସପ୍ଲେ…
Read More...

ମହାଶିବରାତ୍ରି ଅବସରରେ ମାଣତ୍ରୀ କଖାରୁଆ ବୈଦନାଥଙ୍କ ପୀଠରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ

ବଡ଼ସାହି : ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀ ସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ମନ୍ଦିରରେ ମହାଶିବରାତ୍ରି ଅବସରରେ ସୋମବାର ତିନି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଏହି ପୀଠରେ ରାତ୍ରରେ ଚତୁର୍ଥ…
Read More...

ସଡକ ଦୁର୍ଘଟଣାରେ ୨ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲା ପାଲଲହଡା ୪୯ନମ୍ବର ଜାତୀୟ ରାଜପଥ ଫପଣ୍ଡ ଛକ ନିକଟରେ ସଡକ ଦୂର୍ଘଟଣାରେ ୨ଜଣ ଗରୁତର ହୋଇଥିବା ଜଣାପଡିଛି। ଟ୍ରକ ଓ ବାଇକ୍ ମଧ୍ୟରେ ମୁହାଁ ମୁହି ଧକ୍କା ହେବାଦ୍ବାରା ୨ଜଣ ଗୁରୁତର ହୋଇଛନ୍ତି।…
Read More...

ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ତାଲଚେର ଥାନା ଅନ୍ତର୍ଗତ ଦାସନାଳୀ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ସୋମବାର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ, ଅନୁଗୁଳ ଜିଲ୍ଲା ବଂଅରପାଳ ଥାନା ଅନ୍ତର୍ଗତ…
Read More...

ମୋହନା ବ୍ଲକ୍‍ର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼

ମୋହନା : ଗଜପତି ଜିଲା ମୋହନା ବ୍ଲକ୍‍ର ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି। ଭୋର ୩ ଘଟିକା ସମୟରେ ଠାକୁରଙ୍କ ନୀତିକାନ୍ତି ଓ ଅଭିଷେକ ସମାପନ ପରେ ସକାଳ ଆଳତି ସାରି ଠାକୁରଙ୍କୁ…
Read More...

ମାଲକାନଗିରିରେ ମାଟ୍ରିକ ଖାତା ଗାଏବ ଘଟଣା : ୪ଜଣଙ୍କ ନାମରେ ଏତଲା

ମାଲକାନଗିରି : ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ଏସଏସବି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ଗଣିତ ଅବଜେକ୍ଟିଭ ଓଏମଆର ଉତ୍ତର ଖାତା ଗାଏବ ଘଟଣାରେ ସୋମବାର ବୋର୍ଡର ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷା…
Read More...

ପୁଣି ବରଗଡରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ : ବରଗଡ ଜିଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଡା ଗ୍ରାମର ଶୁଭ ରଣା ନାମକ ଜଣେ ଚାଷୀ ଫସଲହାନୀ ଓ ରୁଣ କାରଣରୁ ଆତ୍ମହତ୍ୟା…
Read More...

ନକଲି ପାସରେ ଲିଙ୍ଗରାଜ ମନ୍ଦିର ଦର୍ଶନ ଅଭିଯୋଗ

ଭୁବନେଶ୍ବର : ଜାଗର ଅବସରରେ ପ୍ରସିଦ୍ଧ ଶୈବପିଠ ଲିଙ୍ଗରାଜ ମନ୍ଦିରରେ ଦେବୋତ୍ତର କମିଶନଙ୍କ ନକଲି ପାସ୍ ଦେଇ ମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ନକଲି ପାସ୍ ତିଆରି କରାଯାଇ ଲୋକଙ୍କୁ ବିକ୍ରି…
Read More...

ବନ୍ଧୁକ କାରଖାନା ଠାବ, ୩ଗିରଫ

ବରଗଡ଼ : ବରଗଡ଼ ଜିଲା ସଦରଥାନା ଅନ୍ତର୍ଗତ ବଇଜାପଥର ଗ୍ରାମରେ ପୁଲିସ ଏକ ବନ୍ଧୁକ କାରଖାନା ଠାବ କରି ତିନି ଜଣଙ୍କୁ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କ ଘରେ ଚଢାଉକରି ପୁଲିସ ଏହି କାରଖାନାକୁ ଠାବ କରିଛି। ଏଥିସହିତ ୩ଟି…
Read More...

ଆଖଣ୍ଡଳମଣିଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ

ଆରଡି : ପବିତ୍ର ମହାଶିବରାତ୍ରି ପାଇଁ ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭକ୍ତମୟ ହୋଇ ଉଠିଛି । ବିଶେଷକରି ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ…
Read More...

ଶିବରାତ୍ରି ଅବସରରେ ଯୋଡାଲିଙ୍ଗଙ୍କ ପୀଠରେ ଭକ୍ତଙ୍କ ଗହଳି

ସୁଆଣ୍ଡୋ : ପୁରୀଜିଲାର ପ୍ରମୁଖ ଶୈବପୀଠ ଯୋଡାଲିଙ୍ଗଙ୍କ ମନ୍ଦିରରେ ଶିବରାତ୍ରି ଅବସରରେ ଭୋର ଚାରିଟାରୁ ଭକ୍ତଙ୍କ ଗହଳି ଲାଗି ରହିଛି । ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ସାଙ୍ଗରେ ବେଲପତ୍ର, ଅରଖ, କନିଅର, ଦୁର୍ଦୁରା,…
Read More...

କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାର ମୃତ!

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୃତ୍ୟୁର ବେପାରୀ ତଥା ଆତଙ୍କବାଦୀ ମସୁଦ ଆଝାରର ମାର୍ଚ୍ଚ…
Read More...

ନରେନ୍ଦ୍ର ମୋଦୀଙ୍କ ଛାତି ୫୬ ନୁହେଁ ୧୫୬ ଇଞ୍ଚର: ରାମବିଳାଶ ପାଶୱାନ

ପାଟନା : କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶୱାନ ପାଟନାର ଗାନ୍ଧୀ ମୈଦାନରେ ରବିବାର ଆୟୋଜିତ ଏନ୍‍ଡିଏମର ବିଜୟ ସଂକଳ୍ପ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ପାଶୱାନ କହିଛନ୍ତି…
Read More...

ଦୁର୍ଘଟଣାରେ ୨ ଆଇଆଇଟି ଛାତ୍ର ମୃତ, ଜଣେ ଗୁରୁତର

ଖଡ଼ଗପୁର : ଖଡ଼ଗପୁର ଆଇଆଇଟିଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଶନିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ୨ ଛାତ୍ର ଆଇଆଇଟି ଖଡ଼ଗପୁରରେ…
Read More...

ଯୋଗୀ କ୍ୟାବିନେଟର ବଡ଼ ନିଷ୍ପତ୍ତି; ସବୁ ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ମିଳିବ ୧୫ ହଜାର ଟଙ୍କା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜ୍ୟ କ୍ୟାବିନେଟ ବୈଠକରେ ‘କନ୍ୟା ସମୁଙ୍ଗଳା’ ଯୋଜନା ଲାଗୁ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଯୋଜନା ଅନୁସାରେ ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର…
Read More...

ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ୧୦ ବର୍ଷରେ ୧୭ ଗୁଣା ବଢିଛି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୧୦ ବର୍ଷ ମଧ୍ୟରେ ଅନେକ ରାଜନେତାଙ୍କ ସମ୍ପତ୍ତି କେତେଗୁଣା ବଢିଯାଇଛି। ଏହି କ୍ରମରେ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ବିଧାୟକ ମୁକ୍ତାର ଅନ୍ସାରୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ‘ଦ ଲିଷ୍ଟ ଅଫ୍ ଦିଜ୍’

ମୁମ୍ବଇ : ବଲିଉଡ୍ କଳାକାର ସରମାନ୍ ଯୋଶୀ ଅଭିନୀତ ହଲିଉଡ ଚଳଚ୍ଚିତ୍ର ‘ଦ ଲିଷ୍ଟ ଅଫ୍ ଦିଜ୍ ଚଳିତ ମାସ ୨୯ ରେ ମୁକ୍ତିଲାଭ କରିବ। ବହୁ ଚର୍ଚ୍ଚିତ ଖ୍ରୀଷ୍ଟିଆନ୍ ମିସନାରୀ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ…
Read More...

ବିଜେପି କର୍ମୀଙ୍କ ବାଇକ୍ ଶୋଭାଯାତ୍ରା

କଳାପଥର(ବାଙ୍କୀ) : ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରାଜନୀତି ସରଗରମ ଥିବା ବେଳେ ଓଡ଼ିଶାର ରାଜନୈତିକ ଇଲାକା ଭାବେ ପରିଚିତ ବାଙ୍କୀ ରାଜନୀତି ବି ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ…
Read More...

ହାଇଦ୍ରାବାଦ ଦିନିକିଆ : ଅଷ୍ଟ୍ରେଲିଆକୁ ୬ୱିକେଟରେ ହରାଇଲା ଭାରତ

ହାଇଦ୍ରାବାଦ : ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଶନିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆକୁ ଘରୋଇ ଦଳ ଭାରତ ୬ ୱିକେଟରେ…
Read More...

କ୍ରୀଡା ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ 

ନେମାଳ : ନିଶ୍ଚିନ୍ତକୋଇଲି ବ୍ଲକ ଇସାଣୀବରହମପୁର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ କଟକ ସଦର ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ଦ୍ୱାରା ଅନୁଷ୍ଠିତ…
Read More...

ରାସ୍ତା ଉଦଘାଟନ ବେଳେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ

ବାଲେଶ୍ୱର : ବାଲେଶ୍ୱର ଜିଲାର ଓଟି ରୋଡ ଠାରୁ ତାପଲା ପର୍ଯ୍ୟନ୍ତ ନୂତନ ରାସ୍ତା ଉଦଘାଟନ ବେଳେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ଜଣାପଡିଛି। ସାଂସଦ ରବିନ୍ଦ୍ର ଜେନା ଏବଂ ବିଧାୟକ ଅଶ୍ୱିନୀ କୁମାର…
Read More...

ରାଜଧାନୀରୁ ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଝାରପଡା ଓଭରବ୍ରିଜ ନିକଟରୁୁ ଓଏଟି ଏବଂ ଲକ୍ଷ୍ମୀସାଗର ପୁଲିସ ୬୪ଗ୍ରାମ ବ୍ରାଉନସୁଗାର ସହିତ ଦୁଇ ଜଣଙ୍କୂୁ ଗିରଫ କରିଥିବା ଜଣାପଡିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଜଣେ ବାଲେଶ୍ୱରର…
Read More...

ପିପିଲିରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ

ପିପିଲି : ବିଜେପିର ବିଜୟ ସଂକଳ୍ପ ସମାବେଶ ଶନିବାର ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ମେଳଣପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ବୀର…
Read More...

ଓପୋ ଆର-୧୭ ପ୍ରୋରେ ମିଳିବ ୬ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ଗତବର୍ଷ ଡିସେମ୍ବରରେ ଓପୋ ଭାରତରେ ତାର ନୂଆ ସ୍ମାର୍ଟଫୋନ ଓପୋ ଆର-୧୭ପ୍ରୋ ଲଞ୍ଚ କରିଥିଲା। ଏହା ପୂର୍ବରୁ ଓପୋ ଆର-୧୭ପ୍ରୋକୁ ଚୀନରେ ଲଞ୍ଚ କରାଯାଇଥିଲା। ଏବେ ଏହି ଫୋନରେ ୬ହଜାର ଟଙ୍କାର ରିଆତି ମିଳିବ…
Read More...

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା

ଆରଡି : ଆସନ୍ତା ସୋମବାର ଅର୍ଥାତ ମାର୍ଚ୍ଚ ୪ରେ ଆରଡିଧାମର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପବିତ୍ର ମହାଶିବରାତ୍ରି(ଜାଗରଯାତ୍ରା)। ଏଥିପାଇଁ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷକରି ରବିବାର ଏକବାର ନୀତି ନିମନ୍ତେ…
Read More...

୪ ଡକାୟତ ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ୪ଜଣିଆ ଡକାୟତ ଗ୍ୟାଙ୍ଗଙ୍କୁ ନକିରାଇ ପୁଲିସ ଗିରଫ କରିଥିବା ଜଣାପଡିଛି। ଗିରଫ କରି ଡକାୟତଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି, ୫୪ହଜାର ଟଙ୍କା ପୁଲିସ ଜବତ କରିଛି। ଏହି ଗ୍ୟାଙ୍ଗ…
Read More...

ହାଇଦ୍ରାବାଦ୍‌ ଦିନିକିଆ : ଭାରତ ପାଇଁ ୨୩୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ହାଇଦ୍ରାବାଦ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଦ୍ରାବାଦ୍‌ରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୨୩୭ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରି…
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ

ଆରଡି : ଭଦ୍ରକ ଜିଲା ଆରଡି ଫାଣ୍ଡି ଅନ୍ତର୍ଗତ ନାନ୍ଦପୁରରେ ଗତ ଗୁରୁବାର ରାତିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ଯାଜପୁର ଜିଲାର ମଙ୍ଗଳପୁର ଥାନା ଅନ୍ତର୍ଗତ ମାଧପୁର ଗାଁର…
Read More...

ପଞ୍ଚୁଟିକ୍ରି ସେବା ସମବାୟ ସମିତିରେ ୮ଦିନ ପରେ ଖୋଲିଲା ତାଲା

ଧାମରା : ପଞ୍ଚୁଟିକ୍ରି ସେବା ସମବାୟ ସମିତିରେ ଦୀର୍ଘ ୮ ଦିନ ହେବ ତାଲା ପଡିଥିଲା। ସମାଜରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ଚାଷୀଙ୍କୁ ଅନୁରୋଧ କରି ଏହି ତାଲା ଖୋଲିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ…
Read More...

ଅପ୍ରେଲରେ ବିବାହ କରିପାରନ୍ତି ଅର୍ଜୁନ-ମଲାଇକା

ମୁମ୍ବଇ : ବଲିଉଡରେ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ଚଳିତବର୍ଷ ଅପ୍ରେଲରେ ବିବାହ କରିବାକୁ ଯାଉଥିବା ଜଣାପଡିଛି। ଖ୍ରୀଷ୍ଟିଆନ ରିତିନୀତିରେ ଉଭୟ ବିବାହ କରିବେ…
Read More...

ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ

ନେମାଳ : କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ତିଲକଣା ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା…
Read More...

ଭିଭୋ ୱାଇ-୯୧ରେ ମିଳିବ ହଜାରେ ଟଙ୍କାର ରିଆତି

ନୂଆଦିଲ୍ଲୀ : ଭିଭୋ ତାର ନୂଆ ସ୍ମାର୍ଟଫୋନ ଭିଭୋ ୱାଇ-୯ର ମୂଲ୍ୟରେ ୧ହଜାର ଟଙ୍କାର ରିଆତି ଦେବାର ଘୋଷଣା କରିଛି। ଏହି ଫୋନକୁ ଚଳିତବର୍ଷ ଜାନୁଆରୀରେ ଲଞ୍ଚ କରାଯାଇଥିଲା। ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଡୁଆଲ…
Read More...

ଧଳାପଥର ଫାଣ୍ଡି ଉଦ୍‍ଘାଟିତ

କଳାପଥର(ବାଙ୍କୀ) : ଧଳାପଥର ପଞ୍ଚାୟତ ସହିତ ଗେଡିଆପଲ୍ଲୀ ଓ ମାଣିବନ୍ଧ ପଞ୍ଚାୟତର ଜନ ସାଧାରଣଙ୍କ ସିଧା ସଳଖ ପୁଲିସ୍‍ ସେବା ଲକ୍ଷରେ ଧଳାପଥର ଫାଣ୍ଡି ନୂତନ ଗୃହକୁ ଓଡିଶା ପ୍ରଶାସନିକ କେନ୍ଦ୍ରାଞ୍ଚଳ ଆଇ ଜି ସୈାମେନ୍ଦ୍ର…
Read More...

ସମୟରେ ହେବ ନିର୍ବାଚନ, ପ୍ରାର୍ଥୀଙ୍କୁ ଦେବାକୁ ପଡ଼ିବ ୫ ବର୍ଷର ଆୟ ବିବରଣୀ: ଆୟୁକ୍ତ

ଲକ୍ଷ୍ନୌ : ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋଡ଼ା ଶୁକ୍ରବାର ଲୋକସଭା ନିର୍ବାଚନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଲକ୍ଷ୍ନୌଠାରେ ସେ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନ ଧାର୍ଯ୍ୟ…
Read More...

କାଳିଆ ଟଙ୍କା ଦେବା ବଦଳରେ ଚାଷୀଙ୍କ ଖାତାରୁ ଉଭାନ ହେଉଛି ଟଙ୍କା

ଧାମରା : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆ ଯାଉଥିବା କାଳିଆ ଯୋଜନାରେ ବ୍ୟାଙ୍କ ପରିଚାଳକ ଚାଷୀଙ୍କ ପ୍ରତି ପାତର ଅନ୍ତର କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକାରୀ ମାନେ ଶୁକ୍ରବାର ଧାମରା ଠାରେ ଥିବା ବାଂଶଡା ୟୁକୋ…
Read More...

ଆତଙ୍କବାଦୀଙ୍କ ସହ ସଂଘର୍ଷରେ ୪ ଯବାନ ସହିଦ

କୁପୱାଡ଼ା : ଜାମ୍ମୁ କାଶ୍ମୀର ହନ୍ଦୱାଡାଠାରେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ୪ ଜଣ ଯବାନ ସହିଦ୍‍ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ୨ ଜଣ ସିଆରପିଏଫ ଯବାନ ଏବଂ ଜାମ୍ମୁ କାଶ୍ମୀରର ୨ ଜଣ ପୁଲିସ୍‍…
Read More...

ଭାରତୀୟ ବଜାରକୁ ଆସିଲା ଜିଓମିର ୩୨ଇଞ୍ଚର ଆଣ୍ଡ୍ରଏଡ ସ୍ମାର୍ଟଟିଭି

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ଭାରତରେ ତାର ଦୁଇଟି ନୂଆ ସ୍ମାର୍ଟଫୋନ ରେଡମି ନୋଟ-୭ ଏବଂ ରେଡମି ନୋଟ-୭ପ୍ରୋ ଲଞ୍ଚ କରିଥିଲା। ଉଭୟ ଫୋନକୁ ଗୁରୁବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ…
Read More...

ମୋହନା ସହରରେ ଶୌଚାଳୟ ପ୍ରତିଷ୍ଠା ଦାବି

ମୋହନା:  ଗଜପତି ଜିଲ୍ଲାର ମୋହନା ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ। ଆଦିବାସୀ ଅଧ୍ୟୁଷିତ ମୋହନା ଜିଲ୍ଲାର ସବୁଠାରୁ ଚଳ ଚଞ୍ଚଳ ଏବଂ ଜନବହୁଳ ହୋଇଥିଲେ ହେଁ ଏଠାରେ ଶୌଚାଳୟ ଟିଏ ନିର୍ମାଣ ହୋଇପାରିନାହିଁ। ରାତି ପାହିଲେ…
Read More...

ଭୟାବହ ଅଗ୍ନିକାଣ୍ଡରେ ୯ବଖରା ଜଳିଗଲା

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଞ୍ଚାୟତର ଖଟୁଆପାଟଣା ଗାଁରେ ଅପରାହ୍ଣ ସମୟରେ କୈାଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ୬ପରିବାରଙ୍କ ୯ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଧାମନଗର…
Read More...

ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବଣ୍ଟନ

ପିପିଲି : ଓଡିଶା ସରକାରଙ୍କ ଜାଗା ମିଶନ ଜରିଆରେ ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଅନୁଯାଇ ପିପିଲି ପୌରାଞ୍ଚଳର ୯୦ଜଣ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଶୁକ୍ରବାର ଭୂମି ପ୍ରମାଣପତ୍ର ବଣ୍ଟନ କରାଯାଇଛି।…
Read More...

ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୨ଦିନ

ଆରଡି : ଆଉମାତ୍ର ୨ଦିନ ପରେ ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା। ଏହିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଥର ପ୍ରସ୍ତୁତି…
Read More...

୫ ସିମି ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍‍

ଭୋପାଳ : ମଧ୍ୟପ୍ରଦେଶର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ୫ ସିମି ଆତଙ୍କବାଦୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ପୁଲିସ୍‍ ଉପରେ ମରଣାନ୍ତକ ଆକ୍ରମଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେମାନଙ୍କ ବିରୋଧରେ…
Read More...

ଚନ୍ଦା କୋଚର ଏବଂ ଦୀପକ ଭେଣୁଗୋପାଳଙ୍କ ଘରେ ଇଡି ଚଢାଉ

ମୁମ୍ବଇ : ଭିଡ଼ିଓକନ ଋଣ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶୁକ୍ରବାର ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ଚନ୍ଦା କୋଚର ଏବଂ ଭିଡିଓକନ ପରିଚାଳନା ନିର୍ଦେଶକ ଭେଣୁଗୋପାଳ ଧୂତଙ୍କ ଘର ଓ…
Read More...

କନ୍ୟାଘର ନୁହେଁ, ଥାନାକୁ ଗଲା ବର

କୋଣାର୍କ : କନ୍ୟାଘରକୁ ଯାଉଥିବା ବର, ଶେଷରେ ପହଞ୍ଚିଲା ଥାନାରେ । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।  ପୁରୀ ଜିଲା କୋଣାର୍କ ଅନ୍ତର୍ଗତ ଅସ୍ତରଙ୍ଗ ଗ୍ରାମରେ ବିବାହ କରିବାକୁ ଯାଉଥିବା ବରକୁ…
Read More...

୪୮ଏମପି କ୍ୟାମେରା ଥିବା ରେଡମି ନୋଟ-୭ପ୍ରୋର ବଜାରପ୍ରବେଶ

ନୂଆଦିଲ୍ଲୀ : ଜିଓମି ତାର ଦୁଇଟି ସ୍ମାର୍ଟଫୋନ ରେଡମି ନୋଟ-୭ ଏବଂ ରେଡମି ନୋଟ-୭ପ୍ରୋର ବଜାରପ୍ରବଶେ କରିଛି। ଏହି ଦୁଇଟି ଫୋନର ବିଶେଷତ୍ୱ ବିଷୟରେ କହିଲେ ଉଭୟ ଫୋନର ଫ୍ରଣ୍ଟ ପ୍ୟାନେଲ ଉପରେ ଗରିଲା ଗ୍ଲାସ-୫ର ପ୍ରୋଟେକସନ…
Read More...

ଜିଡିପି ଅଭିବୃଦ୍ଧି ହାର ୬.୬%କୁ ଖସିଲା

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୬%କୁ ହ୍ରାସ ପାଇଛି। ସରକାରଙ୍କ ପକ୍ଷରୁ ଗୁରୁବାର ଜାରି ତଥ୍ୟ ଅନୁସାରେ ପ୍ରଥମ ତ୍ରୈମାସରେ ଜିଡିପି…
Read More...

ପାକିସ୍ତାନର ମିଛ ଧରାଇଲା ଭାରତ; ଆତଙ୍କବାଦୀଙ୍କୁ ପ୍ରଶୟ ଦେଲେ ପୁନଃ କାର୍ଯ୍ୟାନୁଷ୍ଠାନ ଚେତାବନୀ

ନୂଆଦିଲ୍ଲୀ : ଭାରତର ତିନି ସେନା ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ପାକିସ୍ତାନ ମିଛର ପର୍ଦାଫାସ କରାଯାଇଛି। ଏହାସହ ଆତଙ୍କବାଦକୁ ପ୍ରଶୟ ଦେଲେ ପୁନଃ କାର୍ଯ୍ୟାନୁଷ୍ଠାନ ହେବ ବୋଲି…
Read More...

ବିଜେପି ଛାଡିଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଆସନ୍ତା କାଲି ବିଜେଡିରେ ଯୋଗଦେବେ

ମାଲକାନଗିରି : ମାଲକାନଗିରି ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମୁକୁନ୍ଦ ସୋଡିଙ୍କ ଘର ବାହୁଡା ହୋଇଛିା ଗୁରୁବାର ସେ ବିଜେପି ପଦରୁ ଇସ୍ତଫା ଦେଇଥିବା ବେଳେ ଆସନ୍ତା କାଲି ଆନୁଷ୍ଠାନିକ ଭାବେ ନବୀନ ନିବାସରେ…
Read More...

ମାଓବାଦୀ ପୁଲିସ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ, ସୁକୁମା ଜିଲ୍ଲା ଚିନ୍ତାଗୁଫା ଥାନା ଅନ୍ତର୍ଗତ ରାବେର…
Read More...

ସନ୍ଧ୍ୟା ୭ରୁ ବନ୍ଦ ରହିବ ନଦୀଘାଟ

ଭଦ୍ରକ : ପବିତ୍ର ମହାଶିବରାତ୍ରିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ମାନସିକ ପୂଜା ନିମନ୍ତେ ୬୦ଭାଗ ଭକ୍ତ ଜଳପଥ ଦେଇ ପୀଠକୁ ଆସିଥାନ୍ତି। ବିଶେଷକରି ମଣିବାବାଙ୍କ ପୀଠରେ ଶହଶହ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ଭୋର…
Read More...

ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୩ଦିନ

ଆରଡି : ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା(ମହାଶିବରାତ୍ରି) ଆଉ ୩ଦିନ ବାକିରହିଛି। ଏଥିପାଇଁ ଜିଲାର ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ପର୍ବ ଚାଲିଛି । ବିଶେଷକରି ଜାଗରଯାତ୍ରା ଦିନ ରାଜ୍ୟ ଓ ରାଜ୍ୟ ବାହାରୁ…
Read More...

ପିପିଲିରେ ଘଣ୍ଟାଏ ଝଡବର୍ଷା

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବେଗରେ ପବନ ବୋହିବା ସହ ପ୍ରାୟ ଘଣ୍ଟାଏ କାଳ ଘଡଘଡି ଓ ବିଜୁଳି ସହ ଝଡବର୍ଷା ହୋଇଥିଲା। ଏହି ଅଦିନିଆ ବର୍ଷା ଯୋଗୁଁ ପାଗ ଥଣ୍ଡା ହୋଇଯିବା ସହ ଗଛର…
Read More...

ପାକିସ୍ତାନର ୮୭% ଅଞ୍ଚଳ ଉପରେ ନଜର ରଖିଛି ଇସ୍ରୋ ଉପ୍ରଗହ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତୀୟ ପାଇଲଟ ଅଭିନନ୍ଦନ ଭର୍ତମାନ ଏବେ ପାକିସ୍ତାନରେ ବନ୍ଦୀ ଅଛନ୍ତି। ସାରା ଦେଶ ତାଙ୍କ ମୁକ୍ତି ପାଇଁ ଦାବି କରିଆସୁଛି। ଏହାକୁ ନେଇ ଦୁଇ ଦେଶ…
Read More...

ପଞ୍ଜାବରେ ଅକାଳୀ ଏବଂ ବିଜେପି ମଧ୍ୟରେ ଆସନ ଭାଗବଣ୍ଟା ଶେଷ

ନୂଆଦିଲ୍ଲୀ : ଗତ ଲୋକସଭା ନିର୍ବାଚନ ଭଳି ପଞ୍ଜାବରେ ଅକାଳୀ ଦଳ ଏବଂ ବିଜେପି ୨୦୧୯ ଲୋକସଭା ନିର୍ବାଚନ ଏକାଠି ଲଢିବେ ଓ ଏନେଇ ଆସନ ଭାଗବଣ୍ଟା ଶେଷ ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଟ୍ୱିଟ୍‍…
Read More...