www.samajalive.in
Monday, December 15, 2025
27.1 C
Bhubaneswar

୭ହଜାର ୯୯୦ଟଙ୍କା ମୂଲ୍ୟରେ ଖୁବଶୀଘ୍ର ବଜାରକୁ ଆସିବ ଭିଭୋ ୱାଇ-୯୧ଆଇ

ନୂଆଦିିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଭିଭୋ ଖୁବଶିଘ୍ର ଭାରତରେ ତାର ନୂଆ ସ୍ମାର୍ଟଫୋନ ଭିଭୋ ୱାଇ-୯୧ଆଇ ଲଞ୍ଚ କରିଛି। ଏହି ଫୋନର ୨ଜିବି ରାମ ଏବଂ ୧୬ ଜିବି ଷ୍ଟୋରେଜର ମୂଲ୍ୟ ୭ହଜାର ୯୯୯ଟଙ୍କା। ଏହାର ୩ଜିବି ରାମ ୩୨ଜିବି ଷ୍ଟୋରେଜର ମୂଲ୍ୟ ୮ହଜାର ୪୯୦ଟଙ୍କା।

courtesy-fonearena.com

ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ ଫୋନରେ ଡୁଆଲ ନେନୋ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ଆଧାରିତ ଫନଟଚ ଓଏସ୍‍୪.୫ ମିଳିବ। ଏହାବ୍ୟତୀତ ଫୋନରେ ୬.୨୨ଇଞ୍ଚର ଏଚଡି ପ୍ଲସ ଆଇପିଏସ୍‍ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ମିଳିବ। ସେହିଭଳି ଫୋନରେ ମେଡିଆଟେକର ଅକ୍ଟାକୋର ହିଲିୟୋ ପି-୨୨ ପ୍ରୋସେସର ମିଳିବ।

- Advertisement -
courtesy-patrika

ଏହି ଫୋନ ୨/୩ ଜିବି ରାମ ଏବଂ ୧୬/୩୨ଜିବି ମଡେଳରେ ମିଳିବ। ଫୋନରେ ଡୁଆଲ ରିୟର କ୍ୟାମେରା ପାଇପାରିବେ। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୨ମେଗାପିକ୍ସେଲ। ସେହିଭଳି ଏହାର ଆଗପଟ କ୍ୟାମେରା ୮ମେଗାପିିକ୍ସେଲର ରହିଛି।

courtesy-dainik bhashkar

ଫୋନରେ ୪୦୩୦ଏମଏଚର ବ୍ୟାଟେରୀ ମିଳିବ ଏବଂ ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଜିପିଏସ୍‍/ଏ-ଜିପିଏସ୍‍, ମାଇକ୍ରୋ ୟୁଏସବି ଏବଂ ୩.୫ଏମ୍‍ମ୍ର ହେଡଫୋନ ଜ୍ୟାକ ମିଳିବ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories