www.samajalive.in
Sunday, December 14, 2025
19.1 C
Bhubaneswar

ଏମଆଇ ଟିଭି-୪ଏ ପ୍ରୋର ପ୍ରଥମ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଜିଓମି ୩୨ଇଞ୍ଚ୍‍ ସ୍କ୍ରିନ ଥିବା ସ୍ମାର୍ଟ ଟିଭି ଲଞ୍ଚ କରିଛି। ଏହି ଟିଭି ଅନଲାଇନ ଷ୍ଟୋର ଫ୍ଲିପକାର୍ଟ, ଏମଆଇ ଡଟକମରେ ଉପଲବ୍ଧ ରହିଛି। ଏହାର ମୂଲ୍ୟ ୧୨ହଜାର ୯୯୯ଟଙ୍କା। ଏଥିରେ ୩୨ଇଞ୍ଚର ଏଚଡି ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୩୬୬/୭୬୮ପିକ୍ସଲ। ଏହାବ୍ୟତୀତ ଟିଭିରେ ୨୦/୨୦ୱାଟର ଦୁଇଟି ସ୍‍ପିକର ଦିଆଯାଇଛି। ଟିଭିରେ ପ୍ୟାଚୱାଲ ୟୁଆଇ ଦିଆଯାଇଛି। ଯାହାସହିତ ଆଣ୍ଡ୍ରଏଡ ଓରିୟୋ ୮.୧ର ସପୋର୍ଟ ଦିଆଯାଇଛି। ଏଥିରେ କ୍ୱାଡାକୋର ଏମୋଲୋଜିକ୍‍ କ୍ୱାଟେକ୍ସ-ଏ୫୩ପ୍ରୋସେସର, ଗ୍ରାଫିକ୍ସ ଫାଇଁ ମାଲି-୪୫୦ ଜିପିୟୁ ଏବଂ ୧ଜିବି ରାମ ସହିତ ୮ଜିବିର ଷ୍ଟୋରେଜ ଦିଆଯାଇଛି। ଏହାର ଓଜୋନ ୪କିଲୋଗ୍ରାମ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories