www.samajalive.in
Monday, December 15, 2025
16.1 C
Bhubaneswar

ନାବାଳିକା ଉଦ୍ଧାର, ୩ଦଲାଲ ଗିରଫ

ସୁନ୍ଦରଗଡ଼ : ବାହାର ରାଜ୍ୟକୁ ଚାଲାଣ କରାଯାଇଥିବା ନାବାଳିକାକୁ ଦିର୍ଘଦିନ ପରେ ପୁଲିସ ଉଦ୍ଧାର କରି ଥିବା ଜଣାପଡିଛି। ଉକ୍ତ ନାବାଳିକାଙ୍କୁ ଉତ୍ତର ପ୍ରଦେଶର ମୁଜାଫରନଗରରୁ ଲେଫ୍ରିପଡା ପୁଲିସ ଉଦ୍ଧାର କରି ୩ଜଣ ଦଲଲକୁ ପୁଲିସ ଗିରଫ କରିଛି। ଏନେଇ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଚାକିରି ଦେବା ନାଁରେ ନାବାଳିକାକୁ ଦଲାଲ ମାନେ ଉତ୍ତରପ୍ରଦେଶର ଲେଫ୍ରିପଡା ଅଞ୍ଚଳରେ ୬୦ହଜାର ଟଙ୍କାରେ ବିକ୍ରି କରିଥିଲେ। ଉତ୍ତର ପ୍ରଦେଶ ମୁଜାଫର ନଗରର ଜଣେ ବୃଦ୍ଧଙ୍କୁ ବିକ୍ରି କରିଥିବା ଜଣାପଡିଛି। ଅଭିଯୋଗ ପରେ ୩ଜଣ ଦଲାଲଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories