ହତ୍ୟା ମାମଲାରେ ୨୦ଜଣଙ୍କୁ ଆଜୀବନ

ପୁରୀ: ଏକ ହତ୍ୟା ମାମଲାରେ ୨୦ଜଣଙ୍କୁ ଆଜୀବନ କାରାଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ ପୁରୀ ଜିଲା ପ୍ରଥମ ଶ୍ରେଣୀ ଏଡିଜେ। ଆଜୀବନ ଜେଲ ସହ ପ୍ରତ୍ୟେକଙ୍କୁ ୩୦ହଜାର ଟଙ୍କା ଲେଖାଏଁ ଜରିମାନା। ୨୦୧୨ରେ କଣାସ ଥାନା ଗଳାଜିପିପୁରରେ…
Read More...

ଲାଞ୍ଜିଗଡ ଓ ଜଗନ୍ନାଥପୁର ରାସ୍ତାରେ ଖାଇ

ଲାଞ୍ଜିଗଡ଼:ଏହି କିଛିଦିନ ଧରିି ଲାଞ୍ଜିଗଡ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି। ଲାଞ୍ଜିଗଡ ବନ୍ଧପାରୀକୁ ସଂଯୋଗ କରୁଥିବା ରାସ୍ତା ଲେପଟାଗୁଡା ନିକଟରେ ବିିଚ୍ଛିନ୍ନ ହୋଇଯାଇଥିବା ବେଳେ ଲାଞ୍ଜିଗଡ…
Read More...

ସ୍ୱଚ୍ଛ ଓ ସୁନ୍ଦର ଲାଞ୍ଜିଗଡ ସହର ପାଇଁ ବୈଠକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲାର ଐତିହାସିକ ଲାଞ୍ଜିଗଡ ସହରକୁ ସ୍ୱଚ୍ଛ ଓ ସୁନ୍ଦର ଗଢି ତୋଳିବାକୁ ବେଦାନ୍ତ ଲିଃ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨୦୦୩ ମସିହାରୁ ଲାଞ୍ଜିଗଡ ଠାରେ ବେଦାନ୍ତ ଲିଃ ସ୍ଥାପନ ହେବା ପରେ…
Read More...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା: ପତ୍ନୀକୁ ପୋଡ଼ି ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ଜେଲ। ଦଣ୍ଡାଦେଶ କଲେ କେନ୍ଦ୍ରାପଡ଼ା ଜିଲା ଓ ଦୌରାଜଜ୍ । ପାଟକୁରା ଥାନା କଳାବୁଦା ଗାଁର ବ୍ରଜ କିଶୋର ଦାସଙ୍କୁ ଆଜୀବନ କାରାଦଣ୍ଡ। ୨୦୧୨ ମସିହାରେ…
Read More...

ଲଘୁଚାପ ବର୍ଷା, ଚାଷୀ ମନରେ ଖୁସି ଭରିଛି

ବାଙ୍କୀ:ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ। ଉଭୟ ବାଙ୍କୀ ବ୍ଲକର ୨୦ପଞ୍ଚାୟତ ଓ ଡମପଡା ବ୍ଲକର ୧୭ପଞ୍ଚାୟତ ସହିତ ବାଙ୍କୀ ଏନଏସିର ୧୭ଟି ଓାର୍ଡରେ ଖରିଫ ଓ ରବି ଋତୁରେ ବହୁ ଧାନ ଚାଷ କରାଯାଇଥାଏ। ଧାନ ଚାଷ ପାଇଁ ଜଳର…
Read More...

କଦଳୀବାଡିରେ ଧାଡିରୁଆ ଧାନଚାଷ ପାଇଁ ମାଗଣା ବିହନ ବଣ୍ଟନ

ବାଙ୍କୀ:ଚଳିତ ଖରିପ୍ ଋତୁରେ କଦଳୀବାଡି ପଞ୍ଚାୟତରେ ଧାଡିରୁଆ ଧାନଚାଷ କରିବା ପାଇଁ ଆଗ୍ରହୀ ଚାଷୀ ମାନଙ୍କୁ ମାଗଣାରେ ଧାନ ବିହନ ବଣ୍ଟନ କରାଯାଇଛି। କୃଷି ବିଭାଗର ଫସଲ ପର୍ଯ୍ୟବସିତ ପ୍ରଦର୍ଶନ କ୍ଷେତ୍ର ଯୋଜନାରେ…
Read More...

ବୌଦ୍ଧରେ ଟାଟା କମ୍ପାନୀର ମନମାନୀ, ଅଘୋଷିତ ବିଦ୍ୟୁତ କାଟରେ ଅତିଷ୍ଠ ଉପଭୋକ୍ତା

ବୌଦ୍ଧ: ଲଗାଣ ବର୍ଷା ନାହିଁ କି ପବନ ନାହିଁ । ବୌଦ୍ଧ ଜିଲାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ। କେତେବେଳେ ଗ୍ରିଡ ମରାମତି ଚାଲିଛି ତ ଆଉ କେତେବେଳେ ଗଛକଟା ପୁଣି ଜମ୍ପର ଛିଣ୍ଡି ଗଲାଣି। ବିଦ୍ୟୁତ କାଟର ପ୍ରକୃତ କାରଣ…
Read More...

ବନ୍ୟା ପାଣିରେ ଭାସିଗଲେ ମହିଳା, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବୌଦ୍ଧ : ବୌଦ୍ଧ ଜିଲାରେ ଲଗାଣ ବର୍ଷା ଯୋଗୁଁ ଜିଲାସାରା ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୋଟିଏ ପଟେ ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବା ସହିତ ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବାବେଳେ ତଳି ଅଞ୍ଚଳ…
Read More...

ଲଘୁଚାପ ଜନିତ ବର୍ଷା, ପାହାଡିଆ ଅଞ୍ଚଳରେ ବ୍ୟାପକ କ୍ଷତି

ଗୁଣପୁର: ଲଘୁଚାପ ଜନିତ ବର୍ଷାରେ ରାୟଗଡା ଜିଲା ଗୁଣପୁର ବ୍ଲକର ପାହାଡିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ପାଣିରେ ସବୁଆଡେ ବେହାଲ ସ୍ଥିତି। ନଦୀ ନାଳରେ ପ୍ରବଳ ପାଣି। ପାହାଡାରୁ ପାଣି ଆସି ଜମିରେ ମାଡି…
Read More...

ଓଲଟିଲା ଆଲୁମିନିୟମ ବୋଝେଇ କଣ୍ଟେନର

ଲାଞ୍ଜିଗଡ଼: ଆଜି ସକାଳୁ ସକାଳୁ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଘାଟି ନିକଟସ୍ଥ ଏକ ପୋଲରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି ଏକ ଆଲୁମିନିୟମ ବୋଝେଇ କଣ୍ଟେନର। ରାୟଗଡ଼ା…
Read More...

ବାରୁଣୀ ଘାଟରେ କାଉଡ଼ିଆଙ୍କ ଜଳ ସଂଗ୍ରହ

ପାତ୍ରପୁର: ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳଲାଗି ପାଇଁ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ସମାସିଙ୍ଗି ଶାସନ ବାରୁଣୀ ଘାଟରୁ ଜଳ ସଂଗ୍ରହ ପାଇଁ କାଉଡ଼ିଆଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ଶ୍ରାବଣର ସଂକ୍ରାନ୍ତି ତିଥିରେ…
Read More...

ମୋବାଇଲ ପ୍ରେମ ପଡିଲା ମହଙ୍ଗା, ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ

ଜି.ଉଦୟଗିରି: କନ୍ଧମାଳ ଜିଲା ରାଇକିଆ ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି। ଗତ ୧୫ ତାରିଖ ଦିନ ଅଞ୍ଜିତାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପଙ୍କଜ ଦିଗାଲ(୨୯)କୁ ରାଇକିଆ ପୁଲିସ ଗିରଫ କରି କୋର୍ଟ…
Read More...

ଭରା ନଈରେ ଭାସିଲେ ହାତୀ

ଗୁଣୁପୁର : ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ମହେନ୍ଦ୍ରତନୟା ତଥା ସାନ ନଦୀରେ ପ୍ରବଳ ବେଗରେ ପାଣି ଆସିଥିଲା। ସୁ ସୁ ଗର୍ଜ୍ଜନ କରି ବଢ଼ୁଥିଲା ପାହାଡ଼ି ନଈ। ଖଇରା ନିକଟସ୍ଥ ଭରା ସାନ ନଦୀରେ ଫସି ଯାଇଥିଲେ ଛଅ ଟିକିଆ…
Read More...

ପୋଖରୀରୁ ୮ ବାଇକ ଉଦ୍ଧାର, ୩ ଗିରଫ

କେନ୍ଦ୍ରାପଡ଼ା: ପୋଖରୀ ଭିତର ୮ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପାଟକୁରା ଅଞ୍ଚଳର ଏକ ପୋଖରୀ ଭିତରୁ ମର୍ଶାଘାଇ ପୁଲିସ ଦ୍ବାରା ୮ଟି ବାଇକ ଉଦ୍ଧାର…
Read More...

ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ

ଭୁବନେଶ୍ବର: ରାଜଧାନୀର ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋରକୁ ସିଲ କରାଯାଇଛି। ଷ୍ଟୋରରେ ଡଷ୍ଟବିନ ବ୍ୟବହାର ଏବଂ ସ୍ବଚ୍ଛତା ପାଳନ ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିବା ପରେ ଭୁବନେଶ୍ବର ମହାନଗର…
Read More...

ମଲାଶୁଣି ନଦୀବନ୍ଧରେ ଘାଇ

ଖୋର୍ଦ୍ଧା: ମଲାଶୁଣି ନଦୀ ବନ୍ଧରେ ପ୍ରାୟ ୧୮ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି। ମଶାଣିଆ-ବକୁ ରାସ୍ତାରେ ଥିବା ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ଘାଇ ସୃଷ୍ଟି ହେବା ଫଳରେ ୩ଟି ପଞ୍ଚାୟତର ୧୫ଟି…
Read More...

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡ଼ି

ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡ଼ି ସମର୍ଥନ ଦେବ ବୋଲି ଘୋଷଣା କରିଛି। ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲବେଳେ ବିଜେଡ଼ି ସାଂସଦ ଉପସ୍ଥିତ…
Read More...

ପ୍ରକାଶ ପାଇଲା ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ: ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ

ନୂଆଦିଲ୍ଲୀ: କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ପକ୍ଷରୁ ଆଇସିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ପାସ ହାର ୯୯.୯୭…
Read More...

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ପୁସ୍ତକ ଲୋକାର୍ପଣ ଉତ୍ସବ, ‘ଭାବସମୁଦ୍ର’ର ଚତୁର୍ଥ ସଂସ୍କରଣ

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟାଳୟଠାରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର…
Read More...

ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାବି ପତ୍ର ପ୍ରଦାନ କଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ

ରେଙ୍ଗାଲିକ୍ୟାମ୍ପ : ନିର୍ମାଣାଧୀନ ପ୍ରେକ୍ଷାଳୟ ଭୂସୁଡ଼ିବା ଘଟଣାରେ ରାଜନୀତିର ଛକା ପଞ୍ଝା ଖେଳ ଚାଲିଛି। ସତ୍ୟା ସତ୍ୟ ଜାଣିବା ପରେ ସଂପୃକ୍ତ ସମସ୍ତ କର୍ମଚାରୀଙ୍କ ଉପରେ ନିଆଯିବ କଠୋର ପଦକ୍ଷେପ ବୋଲି ଅଧ୍ୟକ୍ଷ…
Read More...

ହରଭଙ୍ଗାରେ ବର୍ଷା ବିତ୍ପାତ୍:ଶଗଡିଆ ଓ ପଇଦା ଭୂଇଁ ନାଳ ଉପରେ ୫ଫୁଟ ବନ୍ୟାପାଣି

ହରଭଙ୍ଗା: ଲଗାଣ ବର୍ଷା ପ୍ରଭାବରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଂଚଳରେ ବର୍ଷା ବିତ୍ପାତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ସାଙ୍ଗକୁ ପଡ଼ୋଶୀ କନ୍ଧମାଳ…
Read More...

ବାରହା ଆକ୍ରମଣରେ ମହିଳା ଗୁରୁତର

ପାତ୍ରପୁର: ରବିବାର ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ତିତିଗାଁ ଗ୍ରାମର ଜଣେ ଦଳିତ ବିଧବା ମହିଳା ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାମ ପ୍ରମିଳା ସେଠୀ ବୋଲି ଜଣା ପଡ଼ିଛି। ଆଜି ସେ ନିଜ ଶାଶୁ ସତ୍ୟ…
Read More...

କଣ୍ଟାବାଞ୍ଜି ରେଳ ସୁରକ୍ଷା ବଳ ପାଳନ କରୁଛି ‘ଆଜାଦି କା ଅମୃତ’ ମହୋତ୍ସବ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳସୁରକ୍ଷା ବଳ ତରଫରୁ ‘ଆଜାଦି କି ଅମୃତ’ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ୨ ଦିନ ଜଳ ସେବା କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ଲାଟଫର୍ମ ସମ୍ମୁଖରେ ଓ ଭିତରେ ରେଳଯାତ୍ରୀ ଏବଂ…
Read More...

ବର୍ଷା ବିତ୍ପାତ: ଭୀମପୁର ଆବାସିକ ଉଚ୍ଚ ବିଦ୍ୟାଳୟରେ ପାଚେରୀ ଭାଙ୍ଗି ଧସେଇ ପଶିଲା ପାଣି

ଗୁଣୁପୁର: ରାୟଗଡା ଓ ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଲାଗିରହିଛି ବର୍ଷା ବିତ୍ପାତ। ଦୁଇଦିନ ଧରି ଲଗାତାର ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଗତକାଲି ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲା ଗୁଣୁପୁର ବ୍ଳକ ଭୀମପୁର…
Read More...

ପାଣି ସ୍ରୋତରେ ଆସୁଥିବା କାଠ ସଂଗ୍ରହ ପାଇଁ ଯାଇ ଭାସିଗଲେ ଯୁବକ, ମୃତ ଘୋଷଣା କଲେ ଡାକ୍ତର

ସଇଁତଲା/ବଡ଼ମାଲ: ବଲାଙ୍ଗିର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ବୁଢାବାହାଲ ପଞ୍ଚାୟତ ଧୁମାପାଲି ଗ୍ରାମର ଜଣେ ଯୁବକଙ୍କ ପାଣିରେ ବୁଡି ମୃତ୍ୟୁବରଣ ହୋଇଥିବା ଜଣାପଡିଛି। ପୁଲିସର ସୂଚନା ମୁତାବକ ଧୁମପାଲି ଗ୍ରାମର ଭୀମସେନ…
Read More...

ଲଗାଣ ବର୍ଷାରେ ଫୁଲବାଣୀ ସହର ବେହାଲ

ଫୁଲବାଣୀ: ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ବର୍ଷା ସାରା କନ୍ଧମାଳ ତଥା ଫୁଲବାଣୀ ସହରସ୍ଥିତି ବେହାଲ ହୋଇଛି। ସହରର ବିଭିନ୍ନ ସାହି ଗଳି ତଥା ତଳି ଅଞ୍ଚଳ ବର୍ଷା ଜଳରେ ପୂର୍ଣ୍ଣ ହେଇ ବନ୍ୟାର ରୂପ ଧାରଣ…
Read More...

ବୌଦ୍ଧକୁ ଫେରୁଛି କି କରୋନା ? ଘରେ ଘରେ ଜ୍ୱର, ଚିନ୍ତାରେ ପରିବାର

ବୌଦ୍ଧ : କରୋନା ନା ଶୁଣିଲେ ଏବେ ମଧ୍ୟ ଲୋକଙ୍କ ଛାତି ଥରି ଉଠୁଛି। ବୌଦ୍ଧ ଭଳି ଜିଲାରେ ଶତାଧିକ ଲୋକ କରୋନା ମହାମାରୀର ଶୀକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ସରକାର କରୋନା କଟକଣା ଉଠାଇବା ପରେ ସାଧାରଣ ଜୀବନ ଯାତ୍ରା…
Read More...

ସରକାରୀ ପଲିଟେକ୍ନିକ୍ ବୌଦ୍ଧରେ ଵିଶ୍ୱ ଯୁବ ଦକ୍ଷତା ଦିବସ ପାଳନ

ବୌଦ୍ଧ : ବୌଦ୍ଧ ସରକାରୀ ପଲିଟେକ୍ନିକରେ ଵିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୨ ଏବଂ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଅଵସରରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝି ଯୋଗଦେଇ ଛାତ୍ରଛାତ୍ରୀ…
Read More...

ବିଦ୍ୟୁତ ଆଘାତରେ ଦୁଇ ବଳଦ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ପିରିକୁଡି ଗ୍ରାମପଞ୍ଚାୟତ ଖଉମୁଣ୍ଡା ଠାରେ ବିଦ୍ୟୁତ୍ ଆଘାତରେ ଦୁଇ ବଳଦ ଘଟଣା ସ୍ଥଳରେ ମୃତ୍ୟୁ ହୋଇଦେଖିବାକୁ ମିଳିଥିଲା। ଗୁଡ୍ରିସାହି ବିଷ୍ଣୁ ଚରଣ ବେହେରା ଏବଂ…
Read More...

ଭାଲୁ ଆକ୍ରମଣରେ ୩ ମୃତ

ନୂଆପଡ଼ା: ଆଜି ନୂଆପଡ଼ା ଜିଲାରେ ଏକ ଅଭାବନୀୟ ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଲଖିନା ଥାନା ସମରସିଂ ଗାଁ ନିକଟରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛି। ଘରକୁ ନ ଫେରିବାରୁ ଖୋଜିବାକୁ…
Read More...

କଳା ପଲସରର ଆତଙ୍କ: ପୁଣି ଝାମ୍ପି ନେଲେ ୪୯ ହଜାର ଟଙ୍କା, ପୁଲିସର ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲାରେ ଦିନକୁ ଦିନ ଅପରାଧ ଚୋରି ରାହାଜାନି ବୃଦ୍ଧି ପାଇବାରେ ଲାଗିଛି। କଣ୍ଟାବାଞ୍ଜି ସହରରେ ବଢି ଚାଲିଛି ଚୋରି, ଡକାୟତି ଓ ରାହାଜାନି। କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଜଣେ ଚାଷୀ…
Read More...

ବସ ଓଲଟି ୨୯ ଆହତ

ବଲାଙ୍ଗିର: ଟ୍ୟାଙ୍କରକୁ ଧକ୍କା ଦେଇ ଓଲଟିଲା ବସ, ୨୯ ଆହତ। ବରଗଡ଼କୁ ଯିବାବେଳେ ‘କୁମୁଦିନୀ’ ନାମକ ବସ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଘରୋଇ କମ୍ପାନୀର ଟ୍ୟାଙ୍କର ସହ ଧକ୍କାହେବାରୁ ଓଲଟିବା ସୂଚନା ମିଳିଛି। ଜାତୀୟ…
Read More...

ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର:ଚଳିତ ଖରିଫରେ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର…
Read More...

ଏନଆଇଆରଏଫ ପକ୍ଷରୁ ୨୦୨୨ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା, ଏମ୍ସ ଭୁବନେଶ୍ୱରକୁ ମିଳିଲା ୨୬ତମ ସ୍ଥାନ

ଭୁବନେଶ୍ୱର: ନିଜର ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା…
Read More...

ବିଶ୍ୱ ଯୁବ ସଶକ୍ତିକରଣ ଦିବସରେ ଯୁବ ଦକ୍ଷତା ବିକାଶ ନିମନ୍ତେ ଷ୍ଟାର୍ଟଅପ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ବିଶ୍ୱ ଯୁବ ସଶକ୍ତିକରଣ ଦିବସ ପାଳନ ଅବସରରେ ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ସରକାରୀ ପଲିଟେକ୍ନିକ୍ ମହାବିଦ୍ୟାଳୟ ସହିତ ଷ୍ଟାର୍ଟଅପ୍…
Read More...

ବିଦ୍ୟାଳୟ ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମର ଉନ୍ନତି ପାଇଁ କର୍ମଶାଳା, ଓଡ଼ିଶା ରିପୋର୍ଟ କାର୍ଡ ଉନ୍ମୋଚିତ

ଭୁବନେଶ୍ୱର : ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା ଓ ୟୁନିସେଫ୍‌ ଓଡ଼ିଶାର ମିଳିତ ସହଯୋଗରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ରିପୋର୍ଟ କାର୍ଡର ଦୁଇଦିନିଆ ରାଜ୍ୟସ୍ତରୀୟ…
Read More...

ବିଶ୍ୱ ଯୁବ ଦକ୍ଷତା ଦିବସ

ଫୁଲବାଣୀ: ସ୍ଥାନୀୟ ଏଜେଓ ହାଇସ୍କୁଲ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜ଼ିଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର…
Read More...

ବ୍ଳକ୍ କୃଷି ଅଧିକାରୀ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ କୃଷକ ସାଥୀ

ରେଙ୍ଗାଲି:କୃଷକ ସାଥୀ ମାନଙ୍କୁ ସର୍ବ ନିମ୍ନ ମଜୁରୀ ଏବଂ ସାମାଜିକ ସୁରକ୍ଷା ସମ୍ବଳିତ ୧୧ ଦଫା ଦାବୀ ପୂରଣ କରିବା ପାଇଁ ଆଜି ରେଙ୍ଗାଲି ସ୍ଥିତ ବ୍ଳକ୍ କୃଷି ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବ୍ଳକର ବିଭିନ୍ନ…
Read More...

ଘିଚାମୁରା ହାଇସ୍କୁଲରେ ପିଇବା ପାଣି ସଙ୍କଟ; ଛାତ୍ରଛାତ୍ରୀ ହନ୍ତସନ୍ତ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ର ଘିଚାମୁରା ଗ୍ରାମରେ ଥିବା ହାଇସ୍କୁଲ ଦୀର୍ଘ ଦିନ ହେଲା ପିଇବା ପାଣି ସମସ୍ୟା ଲାଗି ରହିଥିବାରୁ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ହରଭଙ୍ଗା: ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମିଣ ଆବାସ ଯୋଜନା ସତ୍ତ୍ବେ ବି ଏବେ ଅନେକ ଗରିବ ପରିବାର ଏହି ସୁବିଧାରୁ ବଂଚିତ ହୋଇରହିଛନ୍ତି। ପକ୍କାଘର ଆଶାରେ ରହିଥିବା ଗରିବ ପରିବାରକୁ ଘର ଖଣ୍ଡିଏ ମିଳୁନାହିଁ। ଫଳରେ…
Read More...

ନାଳର ଖରସ୍ରୋତା ପାଣିରେ ଜୀବନକୁ ବାଜିଲଗାଇ ପାଠପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ

ହରଭଙ୍ଗା: ଗାଁକୁ ରାସ୍ତା ଖଣ୍ଡିଏ ନାହିଁ କି ପୋଲ ଖଣ୍ଡିଏ ନାହିଁ। ବର୍ଷାଦିନ ଆସିଲେ ସମସ୍ତଙ୍କ ମୁଣ୍ଡରେ ଘାରେ ନାଳ ପାରି ଚିନ୍ତା।ସୁବିଧା ହେଉ କି ଅସୁବିଧା ସମୟରେ ଯାଇହୁଏ ନାହିଁ କି ଆସିହୁଏ ନାହିଁ। ନାଳ ଗାଁ…
Read More...

ଅଟୋ ଦୁର୍ଘଟଣା: ୫ ଜଣ ଅଙ୍ଗନୱାଡି କର୍ମୀ ଆହତ, ୪ ଗୁରୁତର

ରେଙ୍ଗାଲିକ୍ୟାମ୍ପ:ଅତାବିରା ବ୍ଲକ ଅନ୍ତର୍ଗତ ଲକ୍ଷଦେରପଳି ଛକରେ ୫୩ ନଂ ଜାତୀୟ ରାଜପଥରେ ଅପରାହ୍ନ ପ୍ରାୟ ୨ ଟା ୩୫ ମିନିଟ ସମୟରେ ଏକ ଅଟୋ ଦୁର୍ଘଟଣା ୫ ଜଣ ଅଙ୍ଗନୱାଡି କର୍ମୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ…
Read More...

୭୩ତମ ବନ ମହୋତ୍ସବ ପାଳିନ ଅବସରରେ ଔଷଧୀୟ ଚାର ରୋପଣ

ପାତ୍ରପୁର:ସାମନ୍ତିଆପଲ୍ଲୀ ବନାଞ୍ଚଳ ଅନ୍ତର୍ଗତ ସୁରଙ୍ଗୀ ବନ ବିଭାଗ କାର୍ୟ୍ୟାଳୟ ନିକଟରେ ୭୩ତମ ବନ ମହୋତ୍ସବ ପାତ୍ରପୁର ପ୍ରେସକ୍ଲବ ପକ୍ଷରୁ ପାଳିତ ହୋଇ ଥିଲା। ବନ ବିଭଗ ସହାୟତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ…
Read More...

ବରିଷ୍ଠ ବିଜେଡି ନେତା ଏଲ. ବୁଲିଆନଙ୍କ ହୃଦଘାତରେ ପରଲୋକ

ଜି.ଉଦୟଗିରି: କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ଜଣାଶୁଣା ବରିଷ୍ଠ ବିଜେଡି ନେତା ଏଲ. ବୁଲିଆନଙ୍କ ୫୭ ବର୍ଷ ବୟସରେ ଆଜି ଭୋର ପ୍ରାୟ ୩ଟା ସମୟରେ ଜି.ଉଦୟଗିରି ସ୍ଥିତ ଭଡାଘରେ ହୃଦଘାତରେ…
Read More...

ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର:ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ରଚିତ ପୁସ୍ତକ ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର’ ପୁସ୍ତକ ଲୋକାର୍ପଣ ହୋଇ ଯାଇଛି।…
Read More...

କଳାହାଣ୍ଡି ଜିଲାପାଳଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଲେ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲାରେ ନୂତନ ଜିଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଯୋଗଦେବା ପରେ ଆଜି ଲାଞ୍ଜିଗଡ଼ ବ୍ଲକକୁ ପ୍ରଥମ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଜିଲାପାଳ ଆଜି ଦିନିକିଆ ଲାଞ୍ଜିଗଡ଼…
Read More...

ଯୌତୁକ ଜନିତ ବଧୂ ଆତ୍ମହତ୍ୟା ମାମଲାବିଚାର: ସ୍ବାମୀ ଓ ଶାଶୁଙ୍କୁ ୧୦ବର୍ଷ ଲେଖାଏଁ ଜେଲ ଦଣ୍ଡ ରାୟ ଶୁଣାଇଲେ ଏଡିଜେ…

କଣ୍ଟାବାଞ୍ଜି:କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ଏକ ଯୌତୁକ ନିର୍ଯାତନା ମାମଲା ବିଚାରକରି ବିଚାରଧୀନ ଅଭିଯୁକ୍ତ ସ୍ବାମୀ ଓ ଶାଶୁଙ୍କୁ ୧୦ବର୍ଷ ଜେଲଦଣ୍ଡ ଓ ୧୫ହାଜର ଟଙ୍କା ଲେଖାଏଁ ଜୋରିମାନା ଶୁଣାଇଛନ୍ତି।…
Read More...

ଲଗାଣ ବର୍ଷାରେ ଘର ଭୁଶୁଡ଼ି ଗୋଟିଏ ପରିବାର ୨ ମୃତ

ଫୁଲବାଣୀ:ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିବାରୁ ଗୋଟିଏ ପରିବାରର ଦୁଇ ମୃତ ଓ ଦୁଇ ଗୁରୁତର ଆହତ ହୋଇଛନ୍ତି । ଫୁଲବାଣୀ ତ୍ରିଦେବ ନଗରରେ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଇଜଣ ହେଲେ ମା ସୁରଥୀ ମାଝୀ ବୟସ(୪୨)…
Read More...

ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଓଡ଼ିଶା ସରକାର ଓ ଆସ୍ତର ହସ୍ପିଟାଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିଶୁମାନଙ୍କ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଆଜି ବେଙ୍ଗାଲୁରୁର ଆସ୍ତର ସିଏମ୍‌ଆଇ ହସ୍ପିଟାଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ରାଜ୍ୟରେ କୋଭିଡ଼ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ; ଟିକାକରଣ, ସତର୍କତା ଓ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ…

ଭୁବନେଶ୍ୱର: ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗରୁକତା, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ…
Read More...

ଭଙ୍ଗା କୁଡ଼ିଆରେ ତିନି ପ୍ରାଣୀ କୁଟୁମ୍ବ, ସରକାରଙ୍କ ଯୋଜନା ସାତ ସପନ

ମୋହନା : ଗଜପତି ଜିଲା ମୋହନା ପଞ୍ଚାୟତ କାର୍ୟ୍ୟଳୟଠାରୁ ମାତ୍ର ୨ କିମି ଦୂରରେ ରହିଛି ଆନନ୍ଦପୁର ଗାଁ । ଏହି ଗ୍ରାମରେ ଅତି ଦୟନୀୟ ଭାବରେ ଜୀବନ ଯାପନ କରୁଛନ୍ତି ଭିନ୍ନକ୍ଷମ ମହିଳା ସୁମିତ୍ରା ନାୟକ (୪୧)ହାତ, ଗୋଡ କାମ…
Read More...

କନ୍ଧମାଳ ଜିଲା ନବମ ଶ୍ରେଣୀ ଛାତ୍ରୀ ମୃତ୍ୟ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କଲା ଏବିଭିପି

ଫୁଲବାଣୀ:କନ୍ଧମାଳ ଜିଲା ଫୁଲବାଣୀ ଆଇଟିଆଇ ପଛ ପଟରେ ଘଟିଥିବା ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାକୁ ଦୀର୍ଘ ଏକ ମାସ ବିତି ଯାଇଥିଲେ ସୁଦ୍ଧା ଜିଲା ପୁଲିସ ପ୍ରସାଶନ ଏହାର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବୀତ…
Read More...

ଧାନକ୍ରୟ ସମୟରେ ଚାଲିଥିବା ଦଲାଲା ରାଜ ଉଛେଦ ପାଇଁ ସମବାୟ ସମିତି ସଭାପତିଙ୍କ ପ୍ରତିଶ୍ରୁତି

ହରଭଙ୍ଗା:ଗୁରୁବାର ହରଭଙ୍ଗା ବ୍ଲକ ଶଙ୍କୁଲେଇ ସମବାୟ ସମିତି ସଭାପତିଭାବେ ରଶ୍ମିତା ମହାକୁଡ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ନିଜ ସମବାୟର ଉନ୍ନତିକରଣ ସାଙ୍ଗକୁ ସମସ୍ତ ଚାଷୀଙ୍କ ସୁବିଧା ଅସୁବିଧା…
Read More...

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ ସ୍ବଧାଦେବ ସିଂ, ବଣ୍ଟନ କଲେ ୩୫ଟି ବିଦ୍ୟାଳୟର ପଟ୍ଟା

ରାମନାଗୁଡା: ଆଜି ରାୟଗଡ଼ା ଜିଲାପାଳ ସ୍ବଧାଦେବ ସିଂ ରାମନାଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ୟ୍ୟର ତଦାରଖ କରିଛନ୍ତି। ପ୍ରଥମେ ଜିଲାପାଳ ରାମନାଗୁଡା ବ୍ଲକରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।…
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ପିପିଲି ହସ୍ତଶିଳ୍ପ ଗ୍ରାମ, କାମରେ ଲାଗୁନି ୮କୋଟି ଟଙ୍କାର ପ୍ରକଳ୍ପ

ପିପିଲି:ପିପିଲି ପୌରାଞ୍ଚଳ ଉପକଣ୍ଠ ଜାତୀୟ ରାଜପଥ କଡରେ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ୬ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହାକୁ…
Read More...

ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ବୌଦ୍ଧ: ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧବ୍ଲକ ଅନ୍ତର୍ଗତ ପଦ୍ମନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନାବାଳକ ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାର ଅଧିକାର…
Read More...

ବୌଦ୍ଧର ସ୍ଥପତି ସୁମନ ଷଡଙ୍ଗୀଙ୍କୁ ଗ୍ଲୋବାଲ ଷ୍ଟାର ଆଇକନ ଆୱାର୍ଡ

ବୌଦ୍ଧ: ବୌଦ୍ଧର ସ୍ଥପତି ସୁମନ ଷଡଙ୍ଗୀଙ୍କୁ ଗ୍ଲୋବାଲ ଷ୍ଟାର ଆଇକନ ଆୱାର୍ଡ ପ୍ରଦାନ କରାଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ ଭାରତୀୟ ବୈଦିକ ସଂସ୍କୃତି ଓ ଜ୍ୟୋତିଷି ଆନ୍ତର୍ଜାତିକ ସମ୍ମିଳନୀରେ ବାସ୍ତୁ ସିଦ୍ଧାନ୍ତ…
Read More...

ଗଡ଼ଖୋରଧା ଲୀଳାକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିଜେ ଉତ୍ସବ

ଭୁବନେଶ୍ୱର: ଭକ୍ତ ବତ୍ସଳ ଜଗନ୍ନାଥ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରା ଶେଷ କରି ଆଜି ଆପଣା ମନ୍ଦିରକୁ ପ୍ରବେଶ କରିଛନ୍ତି। ମହାସମାରୋହରେ ବାହୁଡ଼ା ଯାତ୍ରା ପରେ ସୁନାବେଶ ଓ ଅଧରପଣା ଲାଗି…
Read More...

ଚଳିତ ବର୍ଷ ବୌଦ୍ଧ ଜିଲାରେ ୫୯୬୦ ହେକ୍ଟର ଚାଷ ଜମିରେ ହେବ ଖରିଫ ଧାନ ଚାଷ

ବୌଦ୍ଧ : ବୌଦ୍ଧଜିଲ୍ଲା ଏକ କୃଷି ପ୍ରଧାନ ଜିଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଚଳିଥାନ୍ତି। ଚାଷ ହେଉଛି ଜିଲ୍ଲାବାସୀଙ୍କ ମୂଖ୍ୟପେସା। ଶିଳ୍ପ ବିହିନ ବୌଦ୍ଧ ଜିଲାରେ ଚାଷୀ…
Read More...

ପାଣିର ଗାର ସାଜିଲା ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିଶୃତି, ଆରମ୍ଭ ହୋଇନି ପାଣିଭଣ୍ଡାର-କନ୍ଦର୍ପ ରାସ୍ତାର ମରାମତି…

ଦେବଗଡ: କ୍ଷତିଗ୍ରସ୍ତ ପାଣିଭଣ୍ଡାର-କନ୍ଦର୍ପ ରାସ୍ତା ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଖୁବଶୀଘ୍ର ଏହା ଉପରେ ଆଉଏକ ପରସ୍ତ(ଲୋୟାର)ପିଚୁ ପଡିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ ଦେବଗଡ ଗ୍ରାମ୍ୟ ନିର୍ମାଣ…
Read More...

ଓଡିଆ ଭାଷାରେ ଶିକ୍ଷା ଓ ଓଡିଶାରେ ନିଯୁକ୍ତିପାଇଁ ରାଜଧାନୀରେ ଛାତ୍ର ସମାବେଶ

ଭୁବନେଶ୍ୱର: ପ୍ରାକୃତିକ ସମ୍ପତ୍ତିରେ ଧନୀ ଓଡିଶା ଆଜି ବେରୋଜଗାରୀରେ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୧୦ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟରେ ୨୫ ଲକ୍ଷ ୫୭ ହଜାର ପଂଜିକୃତ ଶିକ୍ଷିତଙ୍କ ମଧ୍ୟରୁ ମାତ୍ର…
Read More...

ଖରିଫ ବର୍ଷ ୨୦୨୨-୨୩ ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରଶିକ୍ଷଣ, ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ତାଲିକା

ବାଙ୍କୀ: ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୨୦୨୨-୨୩ ଖରିଫ ଋତୁର ଚାଷୀ ପଞ୍ଜୀକରଣ ନିମନ୍ତେ ସ୍ଥାନୀୟ ଜାତମୁଣ୍ଡିଆ ବଜାର ପ୍ରାଙ୍ଗଣ ସମ୍ମିଳନୀ ପ୍ରକୋଷ୍ଠରେ ଏକ ବିଦ୍ଧିବଦ୍ଧ ପ୍ରଶିକ୍ଷଣ…
Read More...

ରୁଚିକାଙ୍କ ଆତ୍ମହତ୍ୟା ରାଗିଂ ନୁହେଁ, ରାଗିଂ ନେଇ କୌଣସି ତଥ୍ୟ ଥିଲେ ଜଣାଇବାକୁ ଅନୁରୋଧ-ଡିସିପି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୧୦ଦିନ ବିତି ଯାଇଥିଲେ ବି ପୁଲିସ ହାତ ଖାଲି ରହିଛି। ଗତକାଲି କଲେଜ ଫାଟକ ସମ୍ମୁଖରୁ ରୁଚିକାଙ୍କ ମା’ ଓ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ…
Read More...

‘ରୂପାୟନ’ ତରଫରୁ ବନମହୋତ୍ସବ ପାଳିତ

ଭୁବନେଶ୍ୱର : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୂପାୟନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଭୁବନେଶ୍ୱର ପଟିଆସ୍ଥିତ କୌସ୍ତଭ କଜେଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀରେ…
Read More...

ପଡୋଶୀ ଆନ୍ଧ୍ରର ମଞ୍ଜୁଷା, ଟିକାଲି ଓ ଇଚ୍ଛାପୁରମ୍‌ବାସୀଙ୍କ ପାଇଁ ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସଂଖ୍ୟା ପ୍ରେରଣ

ଭୁବନେଶ୍ୱର: ଓଡିଶା ରାଜ୍ୟର ସୀମାବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡିଆ ଭାଇଭଉଣୀମାନଙ୍କୁ ଓଡ଼ିଆ ଭାଷା-ସାହିତ୍ୟ ସହ ଅଧିକ ସଂପୃକ୍ତ କରାଇବା ଏବଂ ସେମାନଙ୍କ ସହ ଓଡ଼ିଶାବାସୀଙ୍କ ଭାବଗତ ସଂପର୍କକୁ ମଜବୁତ କରିବା…
Read More...

ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ

ଭୁବନେଶ୍ବର: ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସୁଧ ହାର ପରିମାଣ ମଧ୍ୟ…
Read More...

ସାମ୍ବାଦିକଙ୍କୁ ବିଦ୍ୟାଳୟ ପ୍ରବେଶ ବାରଣକୁ ନେଇ ଅସନ୍ତୋଷ

ଚୌଦ୍ୱାର : ବିଦ୍ୟାଳୟ ଭିତରକୁ ପ୍ରବେଶକୁ ନେଇ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଲାଗିଥିବା କଟକଣାକୁ ନେଇ ଚୌଦ୍ୱାର ଅଞ୍ଚଳରେ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।…
Read More...

ପରିବେଶ ସୁରକ୍ଷା ଓ ସ୍ୱଳ୍ପ ଜଳରେ ମାଛ ଚାଷ କରି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ପିପିଲି:ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ୨୨ତମ ‘ଜାତୀୟ ମତ୍ସ୍ୟଚାଷୀ ଦିବସ’ ସୋମବାର ସମାରୋହରେ ପାଳିତ ହୋଇଯାଇଛି। ଏହି…
Read More...

ସୁସ୍ଥ ହୋଇ ଘରକୁ ଫେରିଲେ ତିନି ଯମଜ ପୁତ୍ର ସନ୍ତାନ, ବିଦାୟ ଓ ଶୁଭେଚ୍ଛା ଦେଲେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗଆ ବ୍ଲକ ପାହିରାଜୁ ପଞ୍ଚାୟତର ଗ୍ଲାବାସିଂ ଗ୍ରାମର ଜନକ କହଁରଙ୍କ ସ୍ତ୍ରୀ ପ୍ରତିମା କହଁର ଗତ ମାସ ୫ ତାରିଖ ଦିନ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ତିିନି ଯମଜ ସନ୍ତାନଙ୍କୁ ଜନ୍ମ…
Read More...

ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା ସୃଷ୍ଟି

ଆଠଗଡ: ଧାଇପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପକ୍ଷରୁ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

କୃଷିମନ୍ତ୍ରୀଙ୍କ ଦ୍ୱାରା ‘ମୋ ଅଭିଯୋଗ ପୋର୍ଟାଲ’ର ଶୁଭାରମ୍ଭ

ଆଠଗଡ: ଆଠଗଡ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ ନିର୍ବାଚନ ମଣ୍ଡଳି ପାଇଁ ଏକ ‘ମୋ ଅଭିଯୋଗ ପୋର୍ଟାଲ’ର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସୋମବାର ଏହି ମୋ…
Read More...

ଖରିଫ ଧାନକ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରଶିକ୍ଷଣ ଶିବିର

ଆଠଗଡ: ଆଠଗଡ ବ୍ଲକ ସଭାଗୃହରେ ଆଗାମୀ ୨୦୨୨-୨୩ ବର୍ଷରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ କିପରି କରାଯିବ ସେ ନେଇ ଏକ ପ୍ରଶିକ୍ଷଣ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଉପଖଣ୍ଡ ଅନ୍ତର୍ଗତ ୪ଟି…
Read More...

ମହାପ୍ରଭୁଙ୍କ ’ଅଧରପଣା’ ନୀତି : ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ପୁରୀ: ଳୀଳାମୟ ମହାପ୍ରଭୁଙ୍କ ବିଚିତ୍ର ଲୀଳା। କୋଟି ବ୍ରହ୍ମାଣ୍ଡର ମଉଡମଣି,ଭାବ ବିନୋଦିଆ କାଳିଆ ଠାକୁର ଲୀଳା ଲଗାଇ ବଡ଼ ଦେଉଳରୁ ଆସିଥିଲେ। ଦିନକ ପରେ ପୁଣି ରତ୍ନ ସିଂହାସନକୁ ବିଜେ କରିବେ । ଘୋଷଯାତ୍ରାର ଶେଷ…
Read More...

ନବରଙ୍ଗପୁରର କରାଟେ କ୍ରୀଡ଼ା ପ୍ରତିଯୋଗୀଙ୍କ ବିଳାସପୁର ଗସ୍ତ

ନବରଙ୍ଗପୁର:ଆସନ୍ତା ୧୫ ଏବଂ ୧୬ ତାରିଖରୁ ଛତିଶଗଡ଼ ଅଲମ୍ପିକ ସଂଘ ଓ କରାଟେ ସଂଘର ମିଳିତ ଆନୁକୂଲ୍ୟରେ ବିଳାସପୁରର ରାଜ୍ୟ କ୍ରୀଡ଼ା ପ୍ରଶିକ୍ଷଣ ଇଣ୍ଡୋର ଷ୍ଟାଡିଅମରେ ସର୍ବଭାରତୀୟ କରାଟେ ଚମ୍ପିୟାନସିପ ଅନୁଷ୍ଠିତ ହେବ।…
Read More...

ହରଭଙ୍ଗାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ, ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

ହରଭଙ୍ଗା:ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି ମିଳିତ ଅଭିଯୋଗ ଜନଶୁଣାଣି କରିଥିଲେ। ଆଜି ଅଭିଯୋଗ ପଞ୍ଜିକ୍ୃତ ହୋଇଥିବା ବେଳେ…
Read More...

ଉମରକୋଟ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର: ଉମରକୋଟ ପଞ୍ଚାୟତ ସମିତି କାର୍ୟ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୯ ଜଣଙ୍କର ଅଭିଯୋଗପତ୍ର ପଞ୍ଜିକୃତ…
Read More...

ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଲଟିଛି ମୃୁତ୍ୟୁର ଯନ୍ତା

ଗୁରୁଡିଝାଟିଆ: ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଧବଳେଶ୍ୱର ଠାରୁ କଖଡି ପର୍ଯ୍ୟନ୍ତ ଖାଲଖମାରେ ପରିଣତ ହୋଇଯାଇଛି। ଅସରାଏ ବର୍ଷାପାଣିରେ ରାସ୍ତାରେ ହୋଇଥିବା ଗର୍ତ୍ତ ପାଣି ଭତ୍ତି ହେବା ଫଳରେ ରାସ୍ତାର…
Read More...

ବିଦ୍ୟାଳୟରେ ଆପତକାଳୀନ ବିପଦରୁ ସୁରକ୍ଷା ପାଇଁ ଛାୟା ପ୍ରଶିକ୍ଷଣ

ଗୁରୁଡିଝାଟିଆ:ବିଦ୍ୟାଳୟ ଛାତ୍ରଛାତ୍ରୀମାନେ କୌଣସି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ବା ଅଗ୍ନିକାଣ୍ଡରୁ ନିଜକୁ ସୁରକ୍ଷିତ ରଖିପାରିବେ ଓ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ ସେ ସଂପର୍କରେ ଏକ ସଚେତନତା…
Read More...

ଦେଶକୁ ପ୍ରଗତିପଥରେ ସହାୟକ ହୁଏ ଛାତ୍ରଛାତ୍ରୀଙ୍କ ସଫଳତା

ଗୁରୁଡିଝାଟିଆ: ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ପ୍ରତିଟି ସଫଳତା ଦେଶକୁ ପ୍ରଗତିପଥରେ ସହାୟକ ହୋଇଥାଏ। ତେଣୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାକ୍ଷେତ୍ରରେ ଆଗକୁ ବଢି ଉତ୍ସାହିତ ସହ ସମସ୍ତ ପ୍ରକାର…
Read More...

ସାମ୍ବାଦିକଙ୍କୁ ବିଦ୍ୟାଳୟ ପ୍ରବେଶ କଟକଣା: ନିର୍ଦେଶନାମା ପ୍ରତ୍ୟାହୃତ ଦାବିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ…

ଭୁବନେଶ୍ୱର: ସାମ୍ବାଦିକମାନଙ୍କୁ ବିଦ୍ୟାଳୟ ପ୍ରବେଶ କଟକଣା ନେଇ ଜାରି ନର୍ଦ୍ଦେଶନାମା ପ୍ରତ୍ୟାହୃତ ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ…
Read More...

ପୋଖରୀରେ ବୁଡି ବୃଦ୍ଧ ମୃତ

ପାଟଣା: ଖିରେଇଟାଙ୍ଗିରୀ ଗ୍ରାମର ତ୍ରିଲୋଚନ ନାଏକଙ୍କ ମୃତ୍ୟୁ ହୋଇଥିବା ସଚନା ମିଳିଛି। ଗତକାଲି ଖିରେଇଟାଙ୍ଗିରୀ ଗ୍ରାମରେ ହୋଇଥିବା ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ସାରିବା ପରେ ନିଜ ଘରକୁ…
Read More...

୨୫ ଫୁଟ ଗଭୀର କୂଅ ଭିତରୁ ଉଦ୍ଧାର ହେଲା ଗାଈ

କ.ନୂଆଗାଁ: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଂ ପଞ୍ଚାୟତ ନିର୍ବାହୀ ଅଧିକାରୀ କେସବ ଚନ୍ଦ୍ର କାମ୍ପ କୌଣସି ଏକ କାର୍ଯ୍ୟରେ ପେନାକେତା ଗ୍ରାମ ଯାଇଥିବା ବେଳେ ଗ୍ରାମରେ ଥିବା ଏକ କୂଅ ଭିତରେ ଏକ ଗାଈ…
Read More...

ଝଲସୁଛି ବଡଦାଣ୍ଡ, ସୁନାବେଶରେ ସଜ୍ଜିତ ତିନି ଠାକୁର

ପୁରୀ: ଝଲସୁଛି ବଡଦାଣ୍ଡ, ନବଦିନାତ୍ମମ ଯାତ୍ରାର ଅନ୍ତିମ ଦିବସରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ତିନିରଥ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।…
Read More...

ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ

ନବରଙ୍ଗପୁର: ନବରଙ୍ଗପୁରରେ ଶ୍ରୀଜୀଉଙ୍କ ବହୁଡାଯାତ୍ରା ପରେ ରବିବାର ଅର୍ଥାତ ପବିତ୍ର ବଡ଼ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ନୀତି ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ବଡ଼ଦାଣ୍ଡରେ ରଥ ଉପରେ ସମସ୍ତ…
Read More...

ଛତ୍ରପୁରର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଛତ୍ରପୁର ଗାଁର ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସେଇ ଗାଁର ଜଣେ ବ୍ୟକ୍ତିଙ୍କୁ ଆଜି ଗିରଫ କରିବା ସହିତ କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ। ପୁଲିସର…
Read More...

ଜଗନ୍ନାଥ ସଡକରେ ବାଟଭୋଗ ସଂପନ୍ନ, ହରିଶୟନ ଏକାଦଶୀ ତିଥିରେ ନିଆରା ପରମ୍ପରା

ପିପିଲି: ପବିତ୍ର ହରିଶୟନଏକାଦଶୀ ତିଥି ଅବସରରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ତଥା ଜଗନ୍ନାଥ ସଡକର ବିଭିନ୍ନ ଗ୍ରାମ୍ୟଛକ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରାଯାଇଛି । ଏହି ନିଆରା…
Read More...

ରେଳ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଦେବାହାଲ ଅଫ ଲାଇନ ୫୯୧ ଖୁଣ୍ଟି ନଂ ପାଖରେ ଆଜି ଭୋର୍ ୫ ଟାରେ ଜଣେ ବ୍ୟକ୍ତି ପୁରୀ ଦୁର୍ଗ ଇଣ୍ଟରସିଟି ରେଳରେ ପିଟି ହୋଇ ଛିଟିକି ପଡ଼ିଥିଲେ। ଖବର ପାଇ ଦେବାହଲ ଷ୍ଟେସନ ମାଷ୍ଟର…
Read More...

ଗୋଛାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଫୁଲବାଣୀ: କାନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର…
Read More...

‘ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ ଇଣ୍ଡିଆ ଟାଇଟଲ’ ଜିତିଲେ ଅନ୍ୱେଶ ରାଓ

ଭୁବନେଶ୍ୱର:‘ଷ୍ଟାର ଏଣ୍ଟରଟେନମେଣ୍ଟ’ ତରଫରୁ ନୂଆଦିଲ୍ଲୀର ଏକ ଘରୋଇ ହୋଟେଲରେ ଅୟୋଜିତ ହୋଇଥିବା ଜାତୀୟ ସ୍ତରର ମଡେଲିଙ୍ଗ ପ୍ରତିଯୋଗୀତାରେ ‘ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ୍ ଇଣ୍ଡିଆ ୨୦୨୨’ ଟାଇଟଲ ଜିତିଛନ୍ତି…
Read More...

ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ତାଲିମ୍

ଫୁଲବାଣୀ:ଓଡ଼ିଶା ସରକାରଙ୍କର ଶକ୍ତି ବିଭାଗ ତରଫରୁ ଦୁଇଦିନ ବ୍ୟାପି ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ…
Read More...

ଡକାୟତ ଯୋଜନା ପଣ୍ଡ-ପୋଲିସ ହାତରେ ଧରାପଡ଼ି ତିନି ଦୁର୍ବୃତ୍ତ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ଗତ ବିଳମ୍ବିତ ରାତିରେ ଅତାବିରା ପୁଲିସ ପେଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ତିନିଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏହି ଡକାୟତ ମାନେ…
Read More...

ବୁଦା ମୂଳରୁ ମିଳିଲା ୧୩୬ କିଲୋ ଗଞ୍ଜେଇ

ବୌଦ୍ଧ:ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲ ନିକଟ ଏକ ବୁଦାଳିଆ ସ୍ଥାନରୁ ୧୩୬ କିଲୋ ଗଞ୍ଜଇ ଜବତ କରିଛି, ଘଟଣାସ୍ଥଳରୁ କାହାକୁ ଗିରଫ କରାଯାଇ ନାହିଁ, ବିଭାଗୀୟ ସୂଚନା ଅନୁସାରେ ବୌଦ୍ଧ ଥାନା ଅନ୍ତର୍ଗତ…
Read More...

ଗତିଶ୍ୱର ଦେବ ଓ ଶନିଦେବଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରି

ପିପିଲି:ପିପିଲିରେ ଏବେ ମନ୍ଦିର ଲୁଟେରା ଗ୍ୟାଙ୍ଗ ମାତିଛନ୍ତି। ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଗତ ଦୁଇମାସ ମଧ୍ୟରେ ପିପିଲି ଥାନା ଅଞ୍ଚଳରେ ଥିବା ୫ଟି ମନ୍ଦିରରୁ ଚୋରି ହୋଇଛି। ୩ଟି ପ୍ରାଚୀନ ମନ୍ଦିରରୁ ମୂଲ୍ୟବାନ…
Read More...

୩ଟି ସ୍ଥାନରେ ଅବକାରୀ ଚଢାଉ, ବିପୁଳ ମଦ ଓ ପୋଚ ଜବତ

ଆଠଗଡ: ଶୁକ୍ରବାର ଆଠଗଡ ଅବକାରୀ, କଟକ ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ଓ ଅବକାରୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଠଗଡ ଓ ତିଗିରିଆ ଥାନା ଅଞ୍ଚଳର ୩ଟି ସ୍ଥାନରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରାଯାଇ ବିପୁଳ ପରିମାଣର…
Read More...

ପୂର୍ବତନ ପୁଲିସ ଅଧିକାରୀଙ୍କ ପରଲୋକ

ଆଠଗଡ:ଆଠଗଡ ବୀରକିଶୋରପୁର ନିକଟବର୍ତ୍ତୀ ମୈତ୍ରୀନଗରରେ ରହୁଥିବା ଅବସରପ୍ରାପ୍ତ ପୁଲିସ ଅଧିକାରୀ ପ୍ରମୋଦ କୁମାର ସାହୁ (୬୨)ଙ୍କର ଶୁକ୍ରବାର ଭୋର ୪.୩୦ମିନିଟ ସମୟରେ ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ…
Read More...

‘ମହାପ୍ରଭୁଙ୍କ ମହିମା ବଖାଣ ମଧ୍ୟ ଏକ ଅନନ୍ୟ ସେବା’ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଲୋକାର୍ପିତ

ଭୁବନେଶ୍ୱର:ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ମହାବିଗ୍ରହ ଶରଣପଂଜର ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ମହାପର୍ବ । ରଥଯାତ୍ରା ସଂପର୍କରେ ଗବେଷଣା, ଅଧ୍ୟୟନ ଓ ଆଲୋଚନା…
Read More...

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ୧୧ ଜଣିଆ ପ୍ରତିନିଧି ମଣ୍ଡଳିଙ୍କ ୟୁରୋପ ଗସ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ସହ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରି ସମଗ୍ର ବିଶ୍ୱରେ ପ୍ରଶଂସା ସାଉଣ୍ଟି ପାରିଛନ୍ତି । ଗତ କିଛି ବର୍ଷ ଧରି ରାଜ୍ୟ ସରକାର…
Read More...

ଷଢେଇକଳା ଓ ଖରସୁଆଁବାସୀଙ୍କ ପାଇଁ ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ପ୍ରେରଣ

ଭୁବନେଶ୍ୱର: ଓଡିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମହାନ୍ ସଂସ୍କୃତି ଓ ମହିମା ସହିତ ଓଡିଆ ଭାଷା,ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ…
Read More...

ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ, ଆବାସ ଯୋଜନା କାର୍ଯ୍ୟରେ ନବରଙ୍ଗପୁର ରାଜ୍ୟରେ ୫ନମ୍ବର ସ୍ଥାନ

ନବରଙ୍ଗପୁର: ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ.କମଳଲୋଚନ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ…
Read More...

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ନିଶୁଳ୍କ ଦନ୍ତ ଚିକିତ୍ସା ଶିବିର, ଚିକିତ୍ସିତ ହେଲେ ୧୦୦ରୁ ଅଧିକ ରୋଗୀ

ଭୂବନେଶ୍ୱର : ଓଡ଼ିଶାର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା, ଆଇଡ଼ିଏସ୍ (ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ) ଏବଂ ନୟାପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନ୍‌ର ମିଳିତ ସହଯୋଗରେ…
Read More...