ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା: ପତ୍ନୀକୁ ପୋଡ଼ି ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ଜେଲ। ଦଣ୍ଡାଦେଶ କଲେ କେନ୍ଦ୍ରାପଡ଼ା ଜିଲା ଓ ଦୌରାଜଜ୍ । ପାଟକୁରା ଥାନା କଳାବୁଦା ଗାଁର ବ୍ରଜ କିଶୋର ଦାସଙ୍କୁ ଆଜୀବନ କାରାଦଣ୍ଡ। ୨୦୧୨ ମସିହାରେ ପତ୍ନୀକୁ ପୋଡ଼ି ମାରିଥିଲା ବ୍ରଜକିଶୋର।

kalyan agarbati

Comments are closed.