ପୁରୀ: ଏକ ହତ୍ୟା ମାମଲାରେ ୨୦ଜଣଙ୍କୁ ଆଜୀବନ କାରାଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ ପୁରୀ ଜିଲା ପ୍ରଥମ ଶ୍ରେଣୀ ଏଡିଜେ। ଆଜୀବନ ଜେଲ ସହ ପ୍ରତ୍ୟେକଙ୍କୁ ୩୦ହଜାର ଟଙ୍କା ଲେଖାଏଁ ଜରିମାନା। ୨୦୧୨ରେ କଣାସ ଥାନା ଗଳାଜିପିପୁରରେ ହତ୍ୟାକାଣ୍ଡ ଘଟିଥିଲା। ସରକାରୀ ଜମିର ଚାକୁଣ୍ଡା ଗଛକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା। ମାନସ ବଳିୟାରସିଂ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା।



