ପୋଖରୀରୁ ୮ ବାଇକ ଉଦ୍ଧାର, ୩ ଗିରଫ

କେନ୍ଦ୍ରାପଡ଼ା: ପୋଖରୀ ଭିତର ୮ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପାଟକୁରା ଅଞ୍ଚଳର ଏକ ପୋଖରୀ ଭିତରୁ ମର୍ଶାଘାଇ ପୁଲିସ ଦ୍ବାରା ୮ଟି ବାଇକ ଉଦ୍ଧାର କରାଯାଇଛି।

Comments are closed.