ଭବିଷ୍ୟତପୀଢିକୁ ବଞ୍ଚାଇବା ପାଇଁ ତମାଖୁ ନିୟନ୍ତ୍ରଣ ଆଇନକୁ କଡାକଡି କରିବା ଆବଶ୍ୟକ

ନୂଆଦିଲ୍ଲୀ : ଦେଶରେ ତମାଖୁ ଜନିତ ରୋଗ ଯୋଗୁଁ ବାର୍ଷିକ ୧.୩ ନିୟୁତରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଥିବାରୁ ତମାଖୁ ସେବନ ଭାରତୀୟଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିକୁ…
Read More...

ମା’, ଝିଅଙ୍କ ମୃତ୍ୟୁ: ଦୁର୍ଘଟଣା ନୁହେଁ, ହତ୍ୟା

ଯାଜପୁର: ଟ୍ରକ ଧକ୍କାରେ ମାଆ ଓ ଝିଅ ମୃତ୍ୟୁ ଘଟଣାର ନୂଆ ମୋଡ଼ ନେଇଛି। ନିଜ ଆଡୁ ମାମଲା ରୁଜୁ କରି ଟ୍ରକ ଡ୍ରାଇଭରକୁ ପୁଲିସ ଗିରଫ କରିଛି। ଦୁର୍ଘଟଣା ନୁହେଁ ଉଦେଶ୍ୟମୂଳକ ଭାବେ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ପୁଲିସ…
Read More...

ପିସି ମାଗି ପିଇଓ ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା: ପିସି ମାଗିବା ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସସପେଣ୍ଡ। ପୁରୁଷୋତ୍ତମପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେଖା ମଲ୍ଲିକ ସସପେଣ୍ଡ। ମାଲୁଆ ଗାଁରେ ଢଳେଇ ରାସ୍ତା ପିସି ମାଗିଆ ଭିଡିଓ ଭାଇରାଲ ପରେ…
Read More...

ଭାରୋତ୍ତୋଳନରେ ପୁଣି ପଦକ, ବିକାଶ ଠାକୁରଙ୍କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଭାରତ୍ତୋଳନେର ଆଉ ଗୋଟିଏ ସଫଳତା ପାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତକୁ ପୁଣି ପଦକ। ୯୬ କେଜି ବର୍ଗରେ ରୌପ୍ୟ ପଦକ ଜିତିଲେ ବିକାଶ ଠାକୁର। ସ୍ନାଚରେ ୧୫୫, କ୍ଲିନ…
Read More...

ଟିଟିରେ ଭାରତକୁ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସରେ ଭାରତକୁ ସ୍ବର୍ଣ୍ଣପଦକ। ସିଙ୍ଗାପୁରକୁ ୩-୧ରେ ହରାଇ ସ୍ବର୍ଣ୍ଣ ଜିତିଲେ ଭାରତୀୟ ଟିଟି ଦଳ। ଆଜି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ମିଳିଛି। ଟେବୁଲ ଟେନିସ…
Read More...

ବିଷ ପିଇ ମାଆ-ଝିଅ ମୃତ, ପୁଅ ଗୁରୁତର

ବଲାଙ୍ଗିର: ଖପ୍ରାଖୋଲ ଥାନା ପାଟିମାଲ ଗାଁରେ ଅଭାବନୀୟ ଘଟଣା। ବିଷ ପିଇ ବିଧବା ମାଆ ଓ ଝିଅ ମୃତ; ୬ବର୍ଷର ପୁଅ ଗୁରୁତର। ଛୋଟ ପୁଅକୁ ବିଷ ପିଆଇ ମାଆ-ଝିଅ ବିଷ ପିଇ ଘରେ ମୃତ। ଦାରିଦ୍ର ଯୋଗୁ ବିଧବା ମାଆ-ଝିଅ ଆତ୍ମହତ୍ୟା…
Read More...

ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା, ବନପାଳ ଗିରଫ

ବଡ଼ମ୍ବା: ବଡ଼ମ୍ବା ବନାଞ୍ଚଳରୁ ମାଟିତଳୁ ହାତୀ କଙ୍କାଳ ମିଳିବା ଘଟଣାର ଦୀର୍ଘ ପ୍ରାୟ ୨ମାସ ପରେ ଏଥିରେ ସଂପୃକ୍ତ ବନାଞ୍ଚଳ ଅନ୍ତର୍ଗତ ଗୋପପୁର ସେକ୍ସନର ଅଭିଯୁକ୍ତ ପୂର୍ବତନ ବନପାଳଙ୍କୁ ଶେଷରେ ଆଜି ଜେଲ ଯିବାକୁ ପଡ଼ିଛି।…
Read More...

ଡାକ ଘରେ ମିଳୁଛି ଜାତୀୟ ପତାକା

ଫୁଲବାଣୀ :ଫୁଲବାଣୀ ସ୍ଥିତ ମୁଖ୍ୟ ଡାକଘରେ ସ୍ୱାଧୀନତାର ୭୫ ତମ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ‘ହର ଘର ମେ ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ସଫଳ କରିବା ଉଦେଶ୍ୟରେ କମ ମୂଲ୍ୟରେ ଜାତୀୟ ପତାକା ବିକ୍ରୟ ଆରମ୍ଭ ହୋଇଛି।…
Read More...

ବୋଲେରୋ ଦୁର୍ଘଟଣା ଗ୍ରସ୍ତ, ଗୁରୁତର ଆହତଙ୍କୁ ଉଦ୍ଧାର କଲେ ସମାଜ ସେବୀ

ମୋହନା: ପିସ ଅନୁଷ୍ଠାନର ସଭାପତି ତଥା ମୋହନା ଅଞ୍ଚଳର ଜଣାଶୁଣା ଜଣେ ସମାଜସେବୀଙ୍କ ମହାନତା ଯୋଗୁଁ ବଞ୍ଚିଯାଇଛି କିଛି ନିରୀହଙ୍କ ଜୀବନ। ପାରଳାଖେମୁଣ୍ଡିରୁ ମୋହନା ବ୍ଲକ ଅନ୍ତର୍ଗତ ହାଚିପଙ୍କା ଗ୍ରାମର ଜଣେ ମହିଳା, ୨ଜଣ…
Read More...

ପ୍ରକାଶ ପାଇଲା ଓଡିଶା ପଲିଟେକ୍‌ନିକ୍‌ ରାଙ୍କ: କିଟ ପଲିଟେକ୍‌ନିକ ପ୍ରଥମ, ଯାଜପୁର ସରକାରୀ ପଲିଟେକ୍‌ନିକ ଦ୍ବିତୀୟ

ଭୁବନେଶ୍ୱର: ଆଜି ରାଜ୍ୟର ଉଭୟ ସରକାରୀ ଏବଂ ବେସରକାରୀ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନମାନଙ୍କର ରାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥିରେ ମୋଟ ୧୦୨ଟି ଉଭୟ ସରକାରୀ ଓ ବେସରକାରୀ ପଲିଟେକ୍‌ନିକ୍‌କୁ ସାମିଲ କରାଯାଇଛି। କିଟ…
Read More...

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଦେବଗଡ଼ ଜିଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଆଜି ଦେବଗଡ଼ ଗସ୍ତ କରିଛନ୍ତି। ଦେବଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ…
Read More...

ଆଭ୍ୟନ୍ତରୀଣ ସାମର୍ଥ୍ୟ ପ୍ରଦର୍ଶନ କରିବା ନିମନ୍ତେ ଓଡିଶା ସ୍କିଲ୍ସ -୨୦୨୩ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ

ଭୁବନେଶ୍ୱର: ଆଜି ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲକୁ ଶୁଭାରମ୍ଭ କରାଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ) ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ…
Read More...

୩ ଅପରିଚିତ ଯୁବକଙ୍କୁ ଧରି ପୁଲିସର ଜିମା ଦେଲେ କୋଟାଗାଁ ଗ୍ରାମବାସୀ

କଲମପୁର: ସୋମବାର ବିଳମ୍ବିତ ରାତିରେ କୋଟାଗାଁ ଯୁବକମାନେ ରାତିରେ ପହରା ଦେଉଥିବା ବେଳେ ଛତିଶଗଡ ନମ୍ବର ଥିବା ଏକ ମଟରସାଇକଲ ଯୋଗେ ୩ ଜଣ ଯୁବକ ଗାଁ ଭିତରକୁ ପଶି ଆସିଥିଲେ। ଗ୍ରାମର ଯୁବକମାନେ ସମ୍ପୃକ୍ତ ୩ ଅପରିଚିତ…
Read More...

ଚୋରି-ଡାକାୟତିର କୋକୁଆ ଭୟ, ଠେଙ୍ଗା ବାଡିଧରି ଗାଁ ଜଗୁଛନ୍ତି ଯୁବକ

କଲମପୁର: ଦିନକୁ ଦିନ ଚୋରି ଡକାୟତି ର ପ୍ରକୋପ ବୃଦ୍ଧି ପାଉଥିବା ନେଇ ଏବେ ସାଧାରଣରେ ଲୋକେ ଆତଙ୍କିତ ଅବସ୍ଥାରେ। ଅନ୍ୟପଟେ ପୁଲିସ କୌଣସି ଚୋରି ଅଥବା ଡକାୟତି ଘଟଣାର ଅପରାଧିକୁ ଧରିବାରେ ସଫଳତା ପାଉନଥିବାରୁ ସାଧାରଣରେ…
Read More...

୬ଜଣ ଯୁବକଙ୍କ ଅତର୍କିତ ଆକ୍ରମଣ, ଲହୁଲୁହାଣ ହେଲେ କସାବାହୀ ଗ୍ରାମର ଲିଙ୍ଗରାଜ

କଲମପୁର: ଗତ ବିଳମ୍ବିତ ରାତିରେ ଜୟପାଟଣା ଥାନା ଅଧିନସ୍ଥ କଲମପୁର ପୁଲିସ ଫାଣ୍ଡି ଅନ୍ତର୍ଗତ କସାବାହୀ ଗ୍ରାମରେ ଘଟିଛି ଏକ ଅଘଟଣ। କିଛି ଅଜଣା ଯୁବକଙ୍କ ମାଡରେ ଲହୁ ଲୁହାଣ ହେଇଛନ୍ତି କସାବାହୀ ଗ୍ରାମର ଯୁବକ ଲିଙ୍ଗରାଜ…
Read More...

ଏସିଆ କପ କ୍ରିକେଟ ପାଇଁ ପ୍ରକାଶ ପାଇଲା ଖେଳସୂଚୀ- ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଚଳିତମାସ ଶେଷରେ ଏସିଆ କପ- ୨୦୨୨ ଖେଳାଯିବା ପାଇଁ ବିସିସିଆଇ ସଚିବ ଜୟ ଶାହା ଖେଳସୂଚୀ ତାଲିକା ଘୋଷଣା କରିଛନ୍ତି। ତେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଅଗଷ୍ଟ ୨୮ରେ ମୁହାଁମୁହିଁ ହେବେ…
Read More...

ବଦଳିଲେ ବୌଦ୍ଧ ଓ ଦେବଗଡ଼ ଜିଲା ଏସ୍‌ପି

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ଅଦଳ ବଦଳ କରାଯାଇଛି। ଏହି କ୍ରମରେ ପ୍ରହ୍ଲାଦ ସହାଇ ମୀନା ବୌଦ୍ଧର ନୂଆ ଏସ୍‌ପି ହୋଇଥିବାବେଳେ କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍‌ପି ଭାବେ…
Read More...

ଆଜାଦି କା ଅମୃତ ମହୋତ୍ସବ: ୧ କୋଟି ତ୍ରିରଙ୍ଗା ବାଣ୍ଟିବେ ତେଲଙ୍ଗାନା ସରକାର

ସିରିସିଲା : ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସ୍ଥାନରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହି ଅବସରରେ ତେଲଙ୍ଗାନା ସରକାର ଆସନ୍ତା ୮ରୁ ୨୨ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଏହି…
Read More...

ନବରଙ୍ଗପୁର ସହରରେ ହତ୍ୟା: ୪ଗିରଫ

ନବରଙ୍ଗପୁର : ପୂର୍ବ ଶତୃତାକୁ କେନ୍ଦ୍ର କରି ନବରଙ୍ଗପୁର ସହରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ରବିବାର ରାତ୍ି ୯ଟାରେ ଦୁବୃର୍ତ୍ତ ଆକ୍ରମଣରେ ଜଣେ ଗରୁତରହୋଇଥିଲେ ଏବଂ ତାଙ୍କର ରାତି ୧୨ଟାରେ ମୃତ୍ୟହୋଇଛି। ଏହାକୁ ନେଇ…
Read More...

ଚୌଦ୍ୱାର ଔଷଧ ବିକ୍ରେତା ସଂଘର ବୈଠକ

ଚୌଦ୍ୱାର: ଚୌଦ୍ୱାର ଔଷଧ ବିକ୍ରେତା ସଂଘର ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚୌଦ୍ୱାର ପୌରପାଳିକା ୧୦ନଂ ୱାର୍ଡ଼ସ୍ଥିତ ଯଯାତୀ କେଶରୀ କ୍ଲବ ପରିସରରେ ସଂଘର ପ୍ରାକ୍ତନ ସଭାପତି ସୁବାସ ଚନ୍ଦ୍ର ଦଳାଇଙ୍କ ପୌରୋହିତ୍ୟରେ…
Read More...

ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ, ୩ ଗିରଫ

ପାଟଣାଗଡ: ସ୍ଥାନୀୟ ଅବକାରୀ ବିଭାଗ ଖପ୍ରାଖୋଲ ବ୍ଲକର ୨ଟି ଗାଁରେ ଚଢଉ କରି ବେଆଇନ ଭାବରେ ରନ୍ଧା ଯାଉଥିବା ୭୨ ଲିଟର ଦେଶୀ ମଦ ଏବଂ ମଦ ରନ୍ଧା ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ ପରେ…
Read More...

ଫୁଲବାଣୀ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ, ୯୪ଟି ଅଭିଯୋଗର ହେଲା ଶୁଣାଣୀ

ଫୁଲବାଣୀ: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଆଜି ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୯୪ ଟି ଅଭିଯୋଗ ମିଳିଥିବା ବେଳେ ୭୯ଟି ଅଭିଯୋଗ ବ୍ୟକ୍ତିଗତ ଓ…
Read More...

ସାଂସଦଙ୍କ ପ୍ରତିଶ୍ରୁତି: ଲାଗିଲା ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ୩ଟି ହାଇମାକ୍ସ ଲାଇଟ

ମୋହନା: ଗଜପତି ଜିଲାରେ ତ୍ରି-ସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସାଂସଦ ମୋହନା ବ୍ଲକର ଅଡବା, ମୋହନା ଏବଂ ଲୁହାଗୁଡି ଠାରେ ଉଚ୍ଚତମ ହାଇମାକ୍ସ ଲାଇଟ ଲଗାଯିବ ବୋଲି ଘୋଷଣା କରିଥିଲେ। ସାଂସଦଙ୍କ…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ସେଠାରେ ବିଭିନ୍ନ ବିକାଶମୂଳକ…
Read More...

ସମ୍ବଲପୁରୀ ଦିବସ ଓ ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର: ସମାଲୋଚକ ଓ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୪ତମ ଜୟନ୍ତୀ,ପଦ୍ମଶ୍ରୀ ଲଷ୍ମୀନାରାୟଣ ସାହୁଙ୍କ ୫୯ତମ ତିରୋଧାନ ଦିବସ, ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ନେତା ମହେଶ ଚନ୍ଦ୍ର ସୁବାହୁସିଂହଙ୍କ ୬୪ତମ…
Read More...

କନ୍ଧମାଳ ଜିଲାରେ ଜନଶୁଣାଣି ଶିବିର: ମାଟି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ପାଇଁ ଦାବି

ଫୁଲବାଣୀ :କନ୍ଧମାଳ ଖଜୁରୀପଡା ବ୍ଲକର କେତେକ ପ୍ରମୁଖ ସମସ୍ୟାର କିଭଳି ସମାଧାନ ହୋଇ ପାରିବ ସେନେଇ ଖଜୁରୀପଡା ବ୍ଲକ ୪ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଆଜି ଜିଲାପାଳଙ୍କ ଜନଶୁଣାଣିରେ ପହଞ୍ଚି ଲିଖିତ…
Read More...

୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ସଚେତନତା

କଲ୍ୟାଣସିଂହପୁର:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସିଆରପିଏଫ ପକ୍ଷରୁ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବାପାଇଁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ଭାରତର ସ୍ବାଧୀନତାର ୭୫ତମ ଦିବସ ପାଳନ ଅବସରରେ ସମଗ୍ର…
Read More...

ଅତାବିରାରେ ଜିଲାପାଳଙ୍କ ଯୁଗ୍ମ ଜନ ଶୁଣାଣି

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ଦୀପାଞ୍ଜଳୀ ନାଏକଙ୍କ ଅଧ୍ୟକ୍ଷାତାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ମୋନିଶା ବାନାର୍ଜୀ,…
Read More...

ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା, ଜାତିର ଗୌରବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ। ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ। ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ…
Read More...

ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ବାୟୁଭବନରୁ ଏୟାର ମାର୍ଶଲ ଏସ.କେ. ଝା, ଏଭିଏସ୍‌ଏମ୍‌, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି । ଭାରତୀୟ ବାୟୁସେନାର…
Read More...

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର କର୍ମଚାରୀଙ୍କୁ ଫାଇନାଲ୍‌ ପେନସନ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ୫-‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁପାଳନ କରି ୨୦୨୨ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିଥିବା…
Read More...

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ୟୁନିଟ୍-୬ସ୍ଥିତ ଯୁବ ବିଜେଡିର ଦଳୀୟ କାର୍ଯ୍ୟାଳୟ ପରିସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଜୁ ମହିଳା ଜନତା ଦଳର ସଭ୍ୟାମାନଙ୍କୁ ନେଇ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ…
Read More...

୪ଟି ପଞ୍ଚାୟତରେ ହେବ କ୍ଳଷ୍ଟର ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ରେଙ୍ଗାଲି: ସମ୍ବଲପୁର ଜିଲାପାଳଙ୍କ ନିର୍ଦେଶକ୍ରମେ ଅଗଷ୍ଟ ମାସରେ ରେଙ୍ଗାଲି ବ୍ଲକର ୪ଟି ପଞ୍ଚାୟତରେ କ୍ଲଷ୍ଟର ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହେବ ବୋଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କରପ୍ରସାଦ…
Read More...

ସୂକ୍ଷ୍ମ କୌଶଳ କାରିଗରଙ୍କୁ ସେମାନଙ୍କ ବଜାର ଚାହିଦା ବୃଦ୍ଧି ସହ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର କାଇଁଚ ଶିଳ୍ପ କାରିଗରମାନଙ୍କ ପାଇଁ ଜୁଲାଇ ଏକ ଉତ୍ସାହଜନକ ମାସ ଥିଲା । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ କାଇଁଚ ଶିଳ୍ପରେ ମହିଳାମାନଙ୍କ ‘ଦକ୍ଷତା ଏବଂ ଉଦ୍ୟୋଗ ବିକାଶ’ ନିମନ୍ତେ ଚାଲିଥିବା…
Read More...

ମଧ୍ୟପ୍ରଦେଶ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ୧୦ ମୃତ

ଭୋପାଳ: ମଧ୍ୟପ୍ରଦେଶ ଜବଲପୁରରେ ଥିବା ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ହୋଇଛି। ଜବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜବଲପୁର ନ୍ୟୁଲାଇଫ ମଲ୍ଟିହସ୍ପିଟାଲରେ ଭୟଙ୍କର…
Read More...

ରାସ୍ତା ନ ଥିବାରୁ ୩ କିମି ଘାଟି ରାସ୍ତାରେ ଦୋଳା କରି ବୁହା ହେଲେ ରୋଗୀ

ମୋହନା: ଭଲ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ୩ କିମି ପାହାଡିଆ ଘାଟି ରାସ୍ତାରେ ରୋଗୀକୁ ଭାରରେ ବୋହି ମୋହନା ଗୋଷ୍ଠୀ ସ୍ୱାସ୍ୟୁ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଗାଁ…
Read More...

ଓଡିଶା ଜୀବିକା ମିଶନ ତରଫରୁ ମହିଳା ସଶକ୍ତିକରଣ ନିମନ୍ତେ ଛେଳି କ୍ଲଷ୍ଟର ଗଠନ,  ଟୀକାକରଣ ପରେ ଛେଳି ମୃତ୍ୟୁ ଅଭିଯୋଗ

ମାଲକାନଗିରି: ରାଜ୍ୟ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ନିମନ୍ତେ ଓଡିଶା ଜୀବିକା ମିଶନ ମାଧ୍ୟମରେ ବିଭିନ୍ନ ଯୋଜନା କା ର୍ଯ୍ୟକାରୀ ହେଉଛିା ବିଶେଷ କରି ଗୋପାଳନ, ଛେଳି ପାଳନ, କୁକୁଡା ପାଳନ, ଭଳି ଅନେକ ଯୋଜନାକରି…
Read More...

ସିକରପାଇ ଓ ବୁଡ଼ାଗୁଡା ଗ୍ରାମର ଡାଇରିଆ ପ୍ରଭାବିତ ଅଞ୍ଚଳରେ ସଚେତନତା ସୃଷ୍ଟି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଓ ବୁଡ଼ାଗୁଡା ଅଞ୍ଚଳରେ ହୋଇଥିବା ଡାଇରିଆ ଆକ୍ରାନ୍ତ ପ୍ରଭାବିତ ଗାଁକୁ ଏଡିଏମ ଡାକ୍ତର ବି.ଏଲ. ଏମ୍ ରାଜୁ ଗସ୍ତ କରିଥିଲେ । ଏଡିଏମ ବି.ଏଲ. ଏମ୍ ରାଜୁ…
Read More...

ରାଜ୍ୟ ଗୋଷ୍ଠୀ କ୍ରୀଡ଼ା: ମହିଳା କ୍ରିକେଟରେ ଭାରତର ବଡ଼ ବିଜୟ, ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ା: ମହିଳା କ୍ରିକେଟରେ ଭାରତର ବଡ଼ ବିଜୟ। ଟି-୨୦ରେ ପାକିସ୍ତାନକୁ ୮ ୱିକେଟରେ ହରାଇଲା ଭାରତ। ୧୧.୪ ଓଭରରେ ୨ ୱିକେଟରେ ୧୦୨ ରନ କରି ଜିତିଲା ଭାରତ। ପ୍ରଥମ ମ୍ୟାଚରେ ପରାଜିତ ଭାରତ…
Read More...

ଜାର୍ଗିପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରା ରୋପଣ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଜାର୍ଗିପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ସରପଞ୍ଚ ଭବାନି ଶଙ୍କର କହଁର, ବନ ବିଭାଗ…
Read More...

ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଗାୟିକା ଶ୍ରୀମତୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ…
Read More...

ପ୍ରଦର୍ଶନୀ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଆମ ରାଜ୍ୟର ଶିଳ୍ପୀ- ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର: ବେଙ୍ଗାଲୁରୁର କର୍ଣ୍ଣାଟକ ଚିତ୍ରକଳା ପରିଷଦ ଆର୍ଟ ଗ୍ୟାଲେରୀ ଠାରେ ଓଡ଼ିଶାର ପ୍ରସିଦ୍ଧ ଆଦିବାସୀ (ସଉରା) ଚିତ୍ରକଳାର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ…
Read More...

ଅନୁମତି ମିଳିଲେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ହେବ ଖୁବ୍‌ଶୀଘ୍ର ହେବ ମଙ୍କିପକ୍ସ ପରୀକ୍ଷା: ନିର୍ଦେଶିକା…

ଭୁବନେଶ୍ୱର: ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି) ଭୁବନେଶ୍ୱରରେ ମଙ୍କିପକ୍ସ ଟେଷ୍ଟିଂ ହୋଇପାରିବ। ଏଥିପାଇଁ ଅନୁମତି ମିଳିବା ପରେ ଭୁବନେଶ୍ୱର ଆରଏମଆରସିରେ ମଙ୍କିପକ୍ସ ପରୀକ୍ଷା କରାଯିବ ବୋଲି ଆରଏମଆରସି…
Read More...

ପୋଖରୀରେ ବୁଡ଼ି ଜେଜେବାପା ଓ ନାତି ମୃତ୍ୟୁ

ନବରଙ୍ଗପୁର: କୋଷାଗୁମୁଡ଼ା ବ୍ଲକ ସଦର ପଞ୍ଚାୟତ କନାଗୁଡ଼ା ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ଜେଜେବାପା ଓ ନାତି ମୃତ୍ୟୁ ହୋଇଛି। ପୋଖରୀରେ ବଳଦକୁ ଗାଧୋଇ ଦେଲାବେଳେ ଉଭୟ ଜେଜେବାପା ଓ ନାତି ବୁଡ଼ି ଯାଇ ମୃତ୍ୟୁ ହୋଇଥିବା…
Read More...

ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା, ମାର୍କେଟ ବିଲଡିଂ ବନ୍ଦ

ଭୁବନେଶ୍ବର: ମାର୍କେଟ ବିଲଡିଂର ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା ​ପ୍ରକାଶ ପାଇବା ପରେ…
Read More...

ଚୋରୀ ବାଇକ ଓ ମୋବାଇଲ ଜବତ; ବିକ୍ରେତା ଓ କ୍ରେତା ଗିରଫ

ମୋହନା: ସ୍ଥାନୀୟ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ୨୯ ତାରିଖ ରାତିରେ ଏକ ବିବାହ ଭୋଜିକୁ ଯାଇଥିବା କିଛି ଲୋକଙ୍କ ୫ଟି ମୋବାଇଲ ଚୋରୀ ହୋଇଥିଲା। ଏନେଇ ମୋହନା ଥାନାରେ ୧୨୪/୨୨ରେ ମାମଲା ରୁଜ୍ଜୁ ହୋଇଥିଲା। ସେହିପରି…
Read More...

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱ ଦରବାରରେ ବଳିଷ୍ଠ ଭାବେ ଉପସ୍ଥାପନ ପାଇଁ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା…

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ଅଧ୍ୟକ୍ଷ ଓ କମ୍ପ୍ୟୁଟର ଶିକ୍ଷକଙ୍କ ପାଇଁ ଏକ ଦିନିକିଆ କର୍ମଶାଳା କିଟ୍ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ ଓ…
Read More...

ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରୁ ଟ୍ୟାଙ୍କର ଯୋଗେ ପାନିୟ ଜଳଯୋଗାଣ କରାଯାଉଥିବା ଦେଖିବାକୁ ମିଳିଛି। ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନୂତନ ଭାବେ ରାସ୍ତାର ଉଭୟ…
Read More...

ପିଲାକୁ କୋଳରେ ରଖି ଅଟୋ ଚଲାଉଛନ୍ତି ହେମଲତା

ଜୟପୁର:ଜୟପୁର ବାସିନ୍ଦା ହେମଲତା କୁଶବାହା। ପରିବାରର ଦାୟିତ୍ବକୁ ତୁଲାଇବାକୁ ଯାଇ ସେ ଆଜି ଅଟୋ ଚଲାଉଛନ୍ତି। ଖୁବ୍ କମ୍ ବୟସରେ ତାଙ୍କ ବିବାହ ହେଲା। ପରେପରେ ସ୍ବାମୀ ତାଙ୍କୁ ସବୁବେଳେ ମାର୍‌ପିଟ କଲେ। ହେମଲତା ନିଜ…
Read More...

ମାଲିଗାଁ ଓ ପୋଡାପଦର ପଞ୍ଚାୟତ ଅଞ୍ଚଳରେ ଝାଡା ବାନ୍ତି ରୋଗର ପ୍ରଭାବ, ପରିଦର୍ଶନ କଲେ ପ୍ରଶାସନ ଓ ଡାକ୍ତରୀ ଦଳ

କଲମପୁର:କାଶିପୁର, କଲ୍ୟାଣସିଂପୁର, ଦଶମନ୍ତପୁର ଅଞ୍ଚଳରେ ଝାଡା ବାନ୍ତି ପ୍ରକୋପ ଥମୁନଥିବାବେଳେ ପୁଣି ଥୁଆମୁଳ ରାମପୁର ଅଂଚଳରେ ଝାଡା ବାନ୍ତି ରୋଗର ପ୍ରକୋପ ଦେଖା ଦେଇଛି। ପୂର୍ବରୁ ଗୋପିନାଥପୁର ପଞ୍ଚାୟତ ଅଧିନସ୍ଥ…
Read More...

ରାଷ୍ଟ୍ରୀୟ ଶିକ୍ଷାନୀତି ଭାରତକୁ ବିଶ୍ୱରେ ନେତୃତ୍ୱ ନେବାର ଶକ୍ତି ଯୋଗାଇବ-ରାଜୀବ ଚନ୍ଦ୍ରଶେଖର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ତ୍ବରେ ଦେଶ ଆଗଉଛି, ଅର୍ଥନୈତିକ କ୍ଷେତ୍ର ବିକଶିତ ହେଉଛି। ଭାରତର ଅର୍ଥନୀତିରେ ଆଶାତୀତ ବୃଦ୍ଧି ଘଟିଛି ଯାହାବିଶ୍ଵ ଦେଖୁଛି। ଯୁବକ-ଯୁବତୀଙ୍କୁ ରୋଜଗାରକ୍ଷମ କରିବା ଦିଗରେ ଅନେକ…
Read More...

ହଳଦିଆ ଦଳିତ ବସ୍ତିରେ ସଂଗବଧ ଆକ୍ରମଣ: ୭ଆହତ ୨ଗୁରୁତର, ଗ୍ରାମବାସୀ ପୁଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ

କୁଆଁପାଳ: କଟକ ଜିଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ହଳଦିଆ ପଞ୍ଚାୟତ ହଳଦିଆ ଗ୍ରାମର ମଲିକ ସାହିରେ ସାମାନ୍ୟ ବଚସାକୁ ନେଇ ସଙ୍ଗବଧ ଆକ୍ରମଣ ହୋଇଛି। ପଡୋଶୀ କେନ୍ଦ୍ରାପଡ଼ା ଜିଲା ଡେରାବିଷ ଥାନା ତିଲଙ୍ଗ…
Read More...

୨୦୩୬ ସୁଦ୍ଧା ରାଜ୍ୟର ସବୁ ପରିବାରକୁ ବିଜୁଳି ଶକ୍ତି

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ–ପାୱାର ୨୦୪୭ ପରିପ୍ରେକ୍ଷୀରେ ଦେଶ ପାଇଁ ବିଜୁଳି ବିତରଣ ଆଧୁନିକୀକରଣ ବ୍ୟବସ୍ଥା, ନ୍ୟାସନାଲ ରୁଫଟଫ୍ ସୋଲାର ପୋର୍ଟାଲ ଓ…
Read More...

ଜାଲ୍ ବିଇଡି ପ୍ରମାଣପତ୍ର ଦେଇ ଚାକିରୀ, ଧଉଁରାଦାଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବହିଷ୍କୃତ

ବଲାଙ୍ଗିର:ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଅନ୍ତର୍ଗତ ଧଉରାଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଚୁମକି ପଧାନ ଜାଲ୍ ବିଇଡି ପ୍ରମାଣପତ୍ର ଓ ମାର୍କସିଟ୍ ଦେଇ ଚାକିରୀ କରୁଥିବା ଧରାପଡିବା ପରେ…
Read More...

କନ୍ଧମାଳରେ ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ଆଲୋଚନା

ଫୁଲବାଣୀ:କନ୍ଧମାଳ ଜିଲାର ବିକାଶ ନେଇ କନ୍ଧମାଳର ୩ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁର ଓ ଚକ୍ରମଣି କହଁର ଆଜି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ । କନ୍ଧମାଳର ସାମୂହିକ ଉନ୍ନୟନ ଓ ସ୍ୱାସ୍ଥ୍ୟର ବିକାଶ ନେଇ…
Read More...

ପୌରାଞ୍ଚଳରେ ଜଳବନ୍ଦୀ ସମସ୍ୟା, ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ବଲାଙ୍ଗିର :ବଲାଙ୍ଗିର ନଗର କଂଗ୍ରେସ ପକ୍ଷରୁ ବଲାଙ୍ଗିର ପୌରପାଳିକାର ନିର୍ବାହୀ ଅଧିକାରୀ ସାମି ରେଡ୍ଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଦଳ ପୌର…
Read More...

ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଏବେ ଶିଶୁ ଭବନ ଛକ ଏକ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛି। ୨୦୨୧ ଜୁଲାଇ ମାସରେ ବିଧାନ ସଭାରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ…
Read More...

ବାଲି ଘାଟ ଓ ପଥର ଖାଦାନକୁ ଅନୁଧ୍ୟାନ କଲେ ଜିଲାପାଳ

ରେଙ୍ଗାଲିକ୍ୟାମ୍ପ :.ଅତାବିରା ବ୍ଲକ ରେ ବିଭିନ୍ନ ସ୍ଥାନରେ ରହିଛି ୭ଟି ବାଲି ଘାଟ ଓ ଦୁଇଟି ପଥର ଖାଦାନ ଏହି ବାଲିଘାଟ ଓ ପଥର ଖୁଦାନରୁ ରାଜସ୍ବ ବିଭାଗକୁ ପ୍ରତିବର୍ଷ ବହୁ ପରିମାଣର ଅର୍ଥ ଆସୁଥିଲା ।କିନ୍ତୁ ଦୁଇ ତିନି…
Read More...

ଶିକ୍ଷା ବିକାଶ ସମିତିର ପ୍ରଧାନାଚାର୍ଯ୍ୟ ଓ ସଂପାଦକଙ୍କ ସମ୍ମିଳନୀ

ପିପିଲି:ଶିକ୍ଷା ବିକାଶ ସମିତିର ପୂର୍ବ ସମ୍ଭାଗ, ପୁରୀ ବିଭାଗର ପ୍ରଧାନାଚାର୍ଯ୍ୟ ଓ ସଂପାଦକ ମାନଙ୍କର ଏକ ଦୁଇଦିନିଆ ସମ୍ମିଳନୀ ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ଉଦ୍‍ଘାଟିତ ହୋଇଯାଇଛି। ଏଥିରେ…
Read More...

ଗାଡ଼ି ଛାଡ଼ି ଜଙ୍ଗଲକୁ ଚମ୍ପଟ ମାରିଲା ଡ୍ରାଇଭର, ୪୪୨ କିଲୋ ଗଞ୍ଜେଇ ଜବତ

ମୋହନା: ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ତ୍ବାବଧାନରେ ଏସଆଇ ଜ୍ୟୋସ୍ନା ରାଏ ଓ ତାଙ୍କ ଟିମ ନାରୀଙ୍ଗି ନିକଟରେ ପାଟ୍ରୋଲିଂ କରୁଥିଲେ।…
Read More...

ଡକାୟତ ମାମଲାରେ ଜଣେ ଗିରଫ

ଫୁଲବାଣୀ: ଖଜୁରୀପଡା ଥାନା ଅଧିନସ୍ଥ ମୁଳଗୁଦାରୀ ଗ୍ରାମର ଅଜିତ୍ ଦିଗାଲ (୨୧)ଙ୍କୁ ଡକାୟତ ମାମଲାରେ ଖଜୁରୀପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ପ୍ରକାରେ ଅଭିଯୁକ୍ତ ଅଜିତ୍ ଏବଂ ଅନ୍ୟ ପ୍ରାୟ ୭…
Read More...

ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ନେଇ ଆଲୋଚନା

ଗୁରୁଡିଝାଟିଆ : ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ହେବା ନିଷ୍ପତ୍ତି ହୋଇଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରାଭିଭାବକ, ଅଞ୍ଚଳବାସୀ ତଥା ବିଦ୍ୟାଳୟ…
Read More...

ବିଦ୍ୟୁତ ଆଘାତରେ ଜଣେ ଯୁବକ ମୃତ

ଫୁଲବାଣୀ: ଫୁଲବାଣୀ ବ୍ଳକ ଅନ୍ତର୍ଗତ ଆଲାମି ପଞ୍ଚାୟତର ସାତାଙ୍ଗଜର୍ଗୀ ଗ୍ରାମର ସୁବାଷ କହଁର (୨୨)। ସେ ସଦର ଥାନା ଅନ୍ତର୍ଗତ ତେରାଗୁଡା ଗ୍ରାମର ଶେଷଦେବ ଯାନୀଙ୍କ ଘରେ ତିନି ଚାରି ଜଣ ମୂଲିଆ ମିସ୍ତ୍ରୀଙ୍କ ସହ ମିଶି…
Read More...

ଆଦର୍ଶ ଥାନାଞ୍ଚଳରେ ଲୁଟିଆ ସକ୍ରିୟ

ସମ୍ବଲପୁର:ସମ୍ବଲପୁରର କ୍ଷେତରାଜପୁର ଆଦର୍ଶ ଥାନାଞ୍ଚଳରେ ଦିନକୁ ଦିନ ଲୁଟିଆ ମାନଙ୍କର ଶିକାର ମହିଳାମାନେ ହେଉଥିବା ବେଳେ କିନ୍ତୁ ପୁଲିସ ନୀରବଦ୍ରଷ୍ଟା ସାଜିଛି। କ୍ଷେତରାଜପୁର ଥାନା ସନ୍ନିକଟସ୍ଥ ରିଂରୋଡ ସମେତ…
Read More...

ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କଂଗ୍ରେସ ନେତାଙ୍କ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ବୌଦ୍ଧ ବିଜେପି ପକ୍ଷରୁ ଥାନାରେ ଏତାଲା

ବୌଦ୍ଧ : କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଲୋକସଭାର ବିରୋଧିଦଳ ନେତା ଅଧିରଞ୍ଜନ ଚୌଧୁରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ଅାଶାଳିନ ମନ୍ତବ୍ୟ ଦେଇଥିବାରୁ ଏହାର ପ୍ରତିବାଦରେ ବୌଦ୍ଧ ଜିଲା ବିଜେପି…
Read More...

ବଢୁଛି ସାଇବର ଅପରାଧ, ଜିଲାପାଳଙ୍କ ନାମରେ ବି ଫେକ୍ ଆଇଡି କରି ମାଗୁଛନ୍ତି ଟଙ୍କା

ବୌଦ୍ଧ : ବୌଦ୍ଧରେ ସାଇବର ଅପରାଧ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ହାକ୍ କରି ଟଙ୍କା ଉଠାଇବାରେ ସଫଳ ହେଉଥିବା ଅପରାଧିମାନେ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି।…
Read More...

ଏବେ ବିଦ୍ୟୁତ ବିନା ଚଳିବା ଅସମ୍ଭବ ଭଳି ଲାଗୁଛି, ପ୍ରତିଟି ସମୟରେ ରହିଛି ଅବଶ୍ୟକତା

ଫୁଲବାଣୀ,:ଆଜାଦୀକା କା ଅମୃତ ମହୋତ୍ସବ ପାଳନ ଅବସରରେ ସାରା ଭାରତର ପ୍ରତି ଜିଲ୍ଲାର ଦୁଇଗୋଟି ସ୍ଥାନରେ ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାୱାର-୨୦୪୭ ପାଳନ କରାଯାଉଛି। ଏହି କ୍ରମରେ କନ୍ଧମାଳ ଜିଲାରେ ମଧ୍ୟ ବାଲିଗୁଡ଼ା ଓ…
Read More...

ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ

ନବରଙ୍ଗପୁର :ଆଜି ନବରଙ୍ଗପୁର ସହର ଉପକଣ୍ଠ ଟିର୍ଲୀ ଆମ୍ବଗୁଡାଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ବିଶ୍ୱହେପାଟାଇ ଟିସ୍ ଦିବସ ପାଳନ କରାଯାଇଛି। ଜିଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସେବା ଯୋଜନା ତରଫରୁ…
Read More...

ଓଡ଼ିଶା ପ୍ରତିଭା ୨୦୨୨ ପାଇଁ ଅଡିସନ୍

କଲ୍ୟାଣସିଂହପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ରାୟଗଡ଼ା ଜିଲାରେ ଅନେକ ଲୁକ୍କାୟତ କଳା ପ୍ରତିଭା ରହିଛନ୍ତି କିନ୍ତୁ ସେମାନଙ୍କୁ ଉପଯୁକ୍ତ ସୁଯୋଗ ନ ମିଳୁ ଥିବାରୁ ବଣର ମଲ୍ଲି ବଣରେ ଝଡ଼ି ପଡ଼ିବା ଭଳି…
Read More...

ସିଦ୍ଧ ରାମଚଣ୍ଡୀ ଓ ଦେବୀଦ୍ୱାର ପୀଠର ବିକାଶ ଓ ଉନ୍ନତି ପାଇଁ ଭୂମିପୂଜା

ବାଙ୍କୀ: ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଦେବୀଦ୍ୱାର ପୀଠ ମହାନଦୀ କୂଳର ଏକ ବିଶେଷ ପ୍ରାକୃତିକ ଶୋଭା ବିମଣ୍ଡିତ ଓ ସିଦ୍ଧ ରାମଚଣ୍ଡୀଙ୍କର ଏକ ଆଧ୍ୟାତ୍ମିକ ପୀଠ ଭାବରେ ବେଶ୍ ଜଣାଶୁଣା। ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ…
Read More...

ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨ ନାମରେ ସଂଶୋଧନ ପ୍ରତ୍ୟାହାର ଦାବିରେ ପ୍ରତିବାଦ ବିକ୍ଷୋଭ

ଭୁବନେଶ୍ୱର : କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜଙ୍ଗଲ ସଂରକ୍ଷଣ ଆଇନ -୧୯୮୦ର ପରିବର୍ତ୍ତନ ପାଇଁ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨…
Read More...

୩୧ରେ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡା ସମାବେଶ, ଯୋଗଦେବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୧୭ ମସିହାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନର ଉଦଯାପନ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇର ପାଦଦେଶରେ ଓଡ଼ିଶାର…
Read More...

କଳିଙ୍ଗ ପବ୍ଲିକ୍ ସରକାରୀ ହାଇସ୍କୁଲର ରୁପାନ୍ତରିିକରଣ ପ୍ରସ୍ତୁତି ବୈଠକ

ଚୌଦ୍ୱାର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଚୌଦ୍ୱାରରେ ପ୍ରତିଷ୍ଠିତ ପ୍ରଥମ ଇଂରାଜି ମିଡିୟମ ସ୍କୁଲ କଳିଙ୍ଗ ପବ୍ଲିକ ସରକାରୀ ହାଇସ୍କୁଲର ୫ଟି ରୁପାନ୍ତରୀକରଣରେ ସାମିଲ ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ…
Read More...

କାରଗିଲ ବିଜୟ ଦିବସ

ଚୌଦ୍ୱାର:ଚୌଦ୍ୱାରରେ କାରଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ କାରଗିଲ ଯୁଦ୍ଧରେ ସହିଦ୍ ହୋଇଥିବା ବୀର ଜବାନ୍ ଚୌଦ୍ୱାରର ରାଜକିଶୋର ସାହୁଙ୍କ ପ୍ରତିମୁର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଲ୍ୟାର୍ପଣ ଓ…
Read More...

୩ ମଟର ସାଇକେଲ ଲୁଟେରା ଗିରଫ, ୬ଚୋରି ବାଇକ ଜବତ

ଚୌଦ୍ୱାର: ବିଭିନ୍ନ ସ୍ଥାନରୁ ମଟର ସାଇକେଲ୍ ଲୁଟ କରୁଥିବା ୩ ଜଣ କୁଖ୍ୟାତ୍ ଲୁଟେରାଙ୍କୁ ଚୌଦ୍ୱାର ପୁଲିସ୍ ଧରିବା ସହିତ ସେମାନଙ୍କ ନିକଟରୁ ୬ଟି ଚୋରି ମଟର ସାଇକେଲ୍ ଜବତ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ…
Read More...

କାରଗିଲ ବିଜୟ ଦିବସ ପାଳିତ

ଫୁଲବାଣୀ: କୁଇ ସମାଜ ସେବା ସମିତି, ଫୁଲବାଣୀ ତରଫରୁ ୨୩ତମ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାମାନଙ୍କ ବଳିଦାନ ସ୍ମୃତିଚାରଣ କରି ଭାରତର ୧୫ତମ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜ୍ଞାପନ…
Read More...

ମାଟ୍ରିକ ପରୀକ୍ଷାର କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: ଚଳିତ ମାଟ୍ରିକ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରି ନିଜ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଦେଇଥିବା ଘଣ୍ଟିଖାଲ ପଞ୍ଚାୟତର ବିଦ୍ୟାର୍ଥୀମାନଙ୍କୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…
Read More...

ସରକାରୀ ଜମି ଜବରଦଖଲକୁ ନେଇ ଗଣ୍ଡଗୋଳ, ଜଣେ ଗୁରୁତର

ପାଟଣା:ସରକାରୀ ଜମି ଜବରଦଖଲ ନେଇ ସାହାରପଡ଼ା ବ୍ଲକ ଶଙ୍ଖୁଆ ପଞ୍ଚାୟତ ବୁଢ଼ାବଣ ଗ୍ରାମରେ ଘଟି ଜଣେ ଗୁରୁତର ହୋଇଛନ୍ତି। ସାହାରପଡା ବ୍ଲକ ଶଙ୍ଖୁଆ ପଞ୍ଚାୟତ ବୁଢାବଣ ଗ୍ରାମର ବେନ୍ଦ୍ର ମହାନ୍ତ (୫୩)ଙ୍କୁ ୧୦ଜଣ ଆଦିବାସୀ…
Read More...

ଶିଆଳିଲଟି ଓ ଗାଲିମେରା ଗ୍ରାମ ମଧ୍ୟରେ ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ସମାଧାନ ନୋହିଲା

ମୋହନା : ସ୍ଥାନୀୟ ବ୍ଲକ ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଗାଲିମେରା ଓ ଚୁଡଙ୍ଗପୁର ପଞ୍ଚାୟତ ଅଧିନ ଶିଆଳିଲଟି ଗ୍ରାମ ମଧ୍ୟରେ ୨ ବର୍ଷ ଧରି ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ଶାନ୍ତିପୂର୍ଣ୍ଣ ଭାବେ…
Read More...

କୋଟଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ୍ ବସାଇବା ପାଇଁ ପଦକ୍ଷେପ ନେଲେ ଜିଲାପାଳ

ଫୁଲବାଣୀ:ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଓବାଦୀ ସଂଗଠନ ପକ୍ଷରୁ କନ୍ଧମାଳ ଜିଲାର କୋଟଗଡ଼ ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ମାଓ ପୋଷ୍ଟର ମାରିବା ସହିତ ବିିଭିନ୍ନ ସ୍ଥାନରେ ମଧ୍ୟ ମାଓସଂଗଠନ…
Read More...

ରୂପାନ୍ତରିକରଣରେ ସାମିଲ ହେଲା ଆଦର୍ଶ ବିଦ୍ୟାଳୟ

ଆଠଗଡ: ସରକାରଙ୍କର ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଠଗଡ ଆଦର୍ଶ ବିଦ୍ୟାଳୟକୁ ସାମିଲ କରାଯାଇଥିବା ଜଣାପଡିଛି। ଏହି ରୂପାନ୍ତରିକରଣ କାମ କିପରି ସୁରୁଖୁରୁରେ ଏବଂ ଉଚ୍ଚମାନର…
Read More...

ଦାଦନ ଖଟିବାକୁ ଯାଇ ଫେରିଲାନି ସ୍ୱାମୀ

କଲମପୁର: ଦାଦନ ପାଇଁ କଳାହାଣ୍ଡି ଚର୍ଚ୍ଚିତ। ଏବେବି ରାଜ୍ୟ ବାହାରକୁ ପ୍ରତିଦିନ ଚାଲାଣ ହେଉଛନ୍ତି ଦାଦନ। କିନ୍ତୁ କିଏ ଫେରୁଛି ତ କିଏ ଶବ ହେଇ ଫେରୁଛି ପୁଣି କିଏ ହାତ ଗୋଡ କଟା ହେଇ ଅତ୍ୟନ୍ତ ନିର୍ଯ୍ୟାତିତ ଅବସ୍ଥାରେ…
Read More...

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସମାଧାନ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କଲମପୁର: ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବିପର୍ଯ୍ୟସ୍ଥ ହେଇ ପଡିଛି। ଏକାଧିକ ବିଦ୍ୟାଳୟ ମାତ୍ର ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ। ତେଣୁ ତୁରନ୍ତ ଏହାର ସମାଧାନ ପାଇଁ କଳାହାଣ୍ଡି ଜିଲା ଆମ ଆଦମୀ ପାର୍ଟି…
Read More...

ଚାଉଳସୁଖାରେ ଦୁଗ୍ଧଚାଷୀଙ୍କ ପାଇଁ ଦିନଟିଏ କାର୍ୟ୍ୟକ୍ରମ; ‘ସଚେତନତା ର ଏକ ଅଭିନବ ପ୍ରୟାସ’

କଣ୍ଟାବାଞ୍ଜିତା:ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ଚାଉଳସୁଖା ପଞ୍ଚାୟତ ସଦର ମହକୁମାରେ ଥିବା ମା ଝରିଆଣୀ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ପରିସରରେ ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ସେନାବାହିନୀ ପାଇଁ ନିର୍ମାଣ କରିଛନ୍ତି ଆଧୁନିକ ଯନ୍ତ୍ରପାତି ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ରର ଆଇଟିଆଇ ଛାତ୍ର

ମୋହନା: ବିଭିନ୍ନ ସମୟରେ ନିଜର ଜ୍ଞାନ କୌଶଳକୁ ଉପଯୋଗ କରି ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ ବିଭିନ୍ନ ଜିନିଷ ନିର୍ମାଣ କରି ସୁନାମ ଅର୍ଜନ କରିଛନ୍ତି। ଅନେକ ଛାତ୍ର ଶିଳ୍ପ ତାଲିମ ଅନୁଷ୍ଠାନରେ ଶିକ୍ଷା…
Read More...

୩ୟ ପର୍ଯ୍ୟାୟ ରୁପାନ୍ତର ବିଦ୍ୟାଳୟ ପାଇଁ ତତ୍ୱାବଧାରକ ବୈଠକ

ବାଙ୍କୀ:ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଦିନ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ କୁଶପଙ୍ଗି ହାଇସ୍କୁଲ,ଡମପଡା ପ୍ରୀତମ କୁମାରୀ ବିଦ୍ୟାମନ୍ଦିର, ଗୋବିନ୍ଦପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଓ…
Read More...

ଓସ୍ତିଆ ଗ୍ରାମପଞ୍ଚାୟତରେ ମେଧା ସମ୍ମାନ ପ୍ରଦାନ

ବାଙ୍କୀ: ଚଳିତ ବର୍ଷ ୨୦୨୨ ୧୦ମ ବୋର୍ଡ ପରୀକ୍ଷାରେ ଓସ୍ତିଆ ଗ୍ରାମପଞ୍ଚାୟତରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଗ୍ରାମପଞ୍ଚାୟତ ପକ୍ଷରୁ ମେଧାବୀ ସମ୍ମାନ-୨୦୨୨ ଅନୁଷ୍ଠିତ…
Read More...

ସରଣ୍ଡାଗଡର ୩ ପଞ୍ଚାୟତରେ ଚାରାରୋପଣ କାର୍ଯ୍ୟକ୍ରମ

ବାଙ୍କୀ: ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଙ୍କୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସରଣ୍ଡାଗଡ ୩୬ନଂ ଜିଲା ପରିଷଦ ଜୋନର ସୁବର୍ଣ୍ଣପୁର, କଦଳୀବାଡି ଓ ଓସ୍ତିଆ ପଞ୍ଚାୟତରେ ଏକ ବୃକ୍ଷରୋପଣ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ। ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ପରୀକ୍ଷାଫଳ। ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଛାତ୍ରଛାତ୍ରୀଙ୍କ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ, ଘୋଷଣା କରିବେ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆସନ୍ତାକାଲି ପ୍ରକାଶ ପାଇବ। ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ପୂର୍ବାହ୍ନ ୧୧.୩୦ରେ…
Read More...

ଫି’ ହ୍ରାସ ଦାବି:ଶ୍ରେଣୀକକ୍ଷରେ ତାଲା ପକାଇଲେ ଛାତ୍ରଛାତ୍ରୀ, ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ: ବୌଦ୍ଧର ସର୍ବପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବୌଦ୍ଧ ପଞ୍ଚାୟତ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କିଛିଦିନ ଧରି ଛାତ୍ରଛାତ୍ରୀମାନେ କଲେଜର ବାର୍ଷିକ ଫି’ ହ୍ରାସ ଦାବି କରିଆସୁଥିବାବେଳେ ସୋମବାର ଛାତ୍ର…
Read More...

ଘରେ ପଶି ଗଣ୍ଡଗୋଳ ମାମଲା-ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲା ମୁଖ୍ୟ ଦଣ୍ଡାଧିଶ ଅଧିକାରୀ (ସିଜେଏମ) ବିଶେଶ୍ୱର ବିଶ୍ୱପ୍ରକାଶ ରାଏ ଏକ ଗଣ୍ଡଗୋଳ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।…
Read More...

ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ

ବୌଦ୍ଧ : ବୁଟୁପାଲି ସ୍ଥିତ ଜାନକୀ ଭିକାରୀ ହାଇସ୍କୁଲ ଠାରେ ପ୍ରଜାପିତା ବ୍ରହ୍ମକୁମାରୀ ବିଦ୍ୟାଳୟରେ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେରଙ୍କ…
Read More...

ନବୋଦୟ ପ୍ରବେଶିକା ପରୀକ୍ଷାରେ ଗ୍ରାମବିକାଶ ଶିକ୍ଷା ନିକେତନର ସଫଳତା

କଲମପୁର: ନିକଟରେ ପ୍ରକାଶ ପାଇଛି ନବୋଦୟ ପ୍ରବେଶିକା ପରୀକ୍ଷା ଫଳ। ଏଥିରେ ଆଦିବାସୀ ଅଧ୍ୟୁଷିତ ତଥା ବଣ ପାହାଡ ଘେରା ଥୁଆମୁଳ ରାମପୁର ବ୍ଲକ କୁମୁଡାବାହଲ ନିକଟରେ ଥିବା ଗ୍ରାମବିକାଶ ଶିକ୍ଷାନିକେତନର ଛାତ୍ର ଛାତ୍ରୀ…
Read More...

ପଦ୍ମଶ୍ରୀ ପୂର୍ଣ୍ଣବାସୀ ଜାନୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଚାରିପଡା ଠାରେ ରହୁଥିବା କନ୍ଧମାଳ ଜିଲାର ଏକମାତ୍ର ପଦ୍ମଶ୍ରୀ ପୂର୍ଣ୍ଣବାସୀ ଜାନୀ(ତାଡ଼ିସରୁ ବାଈ) ଆଜି ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ପରିବାରର ଅନ୍ୟ…
Read More...

ମହିଳା କୃଷକଙ୍କୁ ଜରି ପଖିଆ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ମହିଳା କୃଷକଙ୍କୁ ଜ ରିପଖିଆ ବଣ୍ଟନ କରାଯାଇଛି। ମହିଳା କୃଷକମାନେ ବର୍ଷାଋତୁରରେ ଚାଷଜମିରେ ଧାନ ରୋଉଥିବା ବେଳେ ସଂପୂର୍ଣ୍ଣ ଭିଜି ଯାଉଥିଲେ। ଏହାକୁ ଦୃଷ୍ଟିରେ ରଖି ଆଠଗଡ…
Read More...

ଶ୍ରାବଣର ଦ୍ୱିତୀୟ ସୋମବାରରେ ପ୍ରଭୂ ଧବଳେଶ୍ୱରଙ୍କୁ ୨୦ହଜାର କାଉଡିଆଙ୍କ ଜଳଲାଗି

ଗୁରୁଡିଝାଟିଆ: ସୋମବାରରେ ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ୨୦ହଜାର କାଉଡିଆ ଆଜି ପ୍ରଭୁଙ୍କ ନିକଟରେ ଜଳଲାଗି କରିଛନ୍ତି। ସନ୍ଧ୍ୟାରୁ ପୀଠ କାଉଡିଆଙ୍କ ଉପସ୍ଥିତିରେ ଚଳଚଞ୍ଚଳ…
Read More...

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ପାଇଁ ଜନଜାତି ବିଦ୍ୟାଳୟରେ ସାନ୍ତାଳି ନୃତ୍ୟ ପ୍ରଦର୍ଶନ

ଗୁରୁଡିଝାଟିଆ: ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ଆସନ ମହାମହିମ ରାଷ୍ଟ୍ରପତି ପଦରେ ଆଜି ଶପଥ ଗ୍ରହଣ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡିଆ ମାଆର ସୁଯୋଗ୍ୟା ସନ୍ତାନ। ତାଙ୍କର ଦେଶର…
Read More...

ନାରୀର ସୁରକ୍ଷା ସମାଜର କର୍ତ୍ତବ୍ୟ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ମହିଳା କମିଶନର ମିଳିତ ସହଯୋଗରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ଆଭ୍ୟନ୍ତରୀଣ ଅଭିଯୋଗ ସଦସ୍ୟ ମାନଙ୍କର ପ୍ରଶିକ୍ଷଣ ଅଧିବେଶନ ଅନୁଷ୍ଠିତ…
Read More...

ଏକାମ୍ର ହାଟଠାରେ ମନ୍ତ୍ରୀ  ରିତା ସାହୁଙ୍କ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ପରିଦର୍ଶନ

ଭୁବନେଶ୍ୱର: ଏକାମ୍ର ହାଟରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ଜୁଲାଇ ୨୧ ତାରିଖଠାରୁ ଏକ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା…
Read More...