ବିଷ ପିଇ ମାଆ-ଝିଅ ମୃତ, ପୁଅ ଗୁରୁତର
ବଲାଙ୍ଗିର: ଖପ୍ରାଖୋଲ ଥାନା ପାଟିମାଲ ଗାଁରେ ଅଭାବନୀୟ ଘଟଣା। ବିଷ ପିଇ ବିଧବା ମାଆ ଓ ଝିଅ ମୃତ; ୬ବର୍ଷର ପୁଅ ଗୁରୁତର। ଛୋଟ ପୁଅକୁ ବିଷ ପିଆଇ ମାଆ-ଝିଅ ବିଷ ପିଇ ଘରେ ମୃତ। ଦାରିଦ୍ର ଯୋଗୁ ବିଧବା ମାଆ-ଝିଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୬ ବର୍ଷର ପୁଅ ଗୁରୁତର ଅବସ୍ଥାରେ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Comments are closed.