ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ଭୁବନେଶ୍ବର: କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଛାଡ କରାଯାଇଛି। ସେହିପରି ପ୍ରଥମ ଲହରିରେ ମଧ୍ୟ ୨ କୋଟି ଟଙ୍କା…
Read More...

ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭ମ ଶ୍ରାଦ୍ଧ ବାର୍ଷିକ: ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୫୫୭ ୟୁନିଟ୍…

ଯାଜପୁର: ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳାର ପୂର୍ବତନ…
Read More...

ମହୁଲର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ ବିଷୟରେ ଜନଜାତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଦକ୍ଷତା…

ଭୁବନେଶ୍ୱର: ଓଡ଼ିଶାର ଭୌଗୋଳିକ ପରିସୀମାର ପ୍ରାୟ ୩୭ ପ୍ରତିଶତ ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ। ଜନଜାତି ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲର ପରିମାଣ ଅପେକ୍ଷାକୃତ ଅଧିକ, ଯାହା ଜନଜାତି ଗୋଷ୍ଠୀଙ୍କର ଜଙ୍ଗଲ ଆଧାରିତ…
Read More...

୧୦ ଫୁଟ ଲମ୍ବ ଅଜଗର ଉଦ୍ଧାର

କଲମପୁର: ଦାସିଗାଁ ଘରବାରିରେ ଏକ ଅଜଗର ଥିବା ନେଇ ଜମି ମାଲିକ ଦେଖି ଭୟଭିତ ହେଇଯାଇଥିଲେ। ତୁରନ୍ତ ଜମି ମାଲିକ ଗଜାନନ ଲହଜ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବୀରେନ୍ଦ୍ର ସାହୁଙ୍କୁ ସହ ଯୋଗାଯୋଗ କରିଥିଲେ। ଶ୍ରୀ ସାହୁ…
Read More...

ଦେଶର ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ, କଳିଙ୍ଗ ରେଜିମେଣ୍ଟ ପ୍ରତିଷ୍ଠା ପାଇଁ ଦାବି : ସମାଜବାଦୀ…

ଭୁବନେଶ୍ୱର : ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଆଜି ଶପଥ ଗ୍ରହଣ କରିଥିବା ପ୍ରଥମ ଓଡ଼ିଆ ତଥା ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ସମାଜବାଦୀ ପାର୍ଟି ପକ୍ଷରୁ ଗଭୀର ଅଭିନନ୍ଦନ ଜ୍ଞାପନ କରାଯାଇଛି। ପାର୍ଟିର…
Read More...

ଝିଅକୁ ବିଷଦେଇ ହତ୍ୟା ଉଦ୍ୟମ ଅଭିଯୋଗ, ବାପାଙ୍କୁ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଝିଅକୁ ବିଷ ଦେଇ ଦେଇ ହତ୍ୟା ଉଦ୍ୟମ ଅଭିଯୋଗରେ ବାପାଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ମା’ର ଅଭିଯୋଗ ଆଧାରରେ ଜନ୍ମିତ ଝିଅକୁ ବାପା ବିଷ ଦେଇ…
Read More...

ଝିଅକୁ ବିଷଦେଇ ହତ୍ୟା ଉଦ୍ୟମ ଅଭିଯୋଗ, ବାପାଙ୍କୁ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଝିଅକୁ ବିଷ ଦେଇ ଦେଇ ହତ୍ୟା ଉଦ୍ୟମ ଅଭିଯୋଗରେ ବାପାଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ମା’ର ଅଭିଯୋଗ ଆଧାରରେ ଜନ୍ମିତ ଝିଅକୁ ବାପା ବିଷ ଦେଇ…
Read More...

ପଣ୍ଡିଗାଁ ଖଲିଆବନ୍ଧ ପଡାର ରାସ୍ତା ଅବସ୍ଥା ଶୋଚନୀୟ

କଲମପୁର: ଜନ ବସତି ଗଢା ହେବାର ପ୍ରାୟୟ ୨୫ ବର୍ଷ ବିତି ସାରିଛି। କିନ୍ତୁ ଲୋକଙ୍କ ଯାତାୟତ ପାଇଁ ନାହିଁ ସବୁ ଦିନିଆ ରାସ୍ତାର ସୁବିଧା। ଯେଉଁଥିପାଇଁ ବର୍ଷା ଦିନେ ହଇରାଣ ହରକତ ହେଉଛନ୍ତି ପଡାରେ ବସବାସ କରୁଥିବା ପ୍ରାୟ…
Read More...

ଲଗାଣ ବର୍ଷାରେ ଭୁଷୁଡିଲା ମାଟି କାନ୍ଥ, ବଞ୍ଚିଗଲା ୩ଜଣଙ୍କ ଜୀବନ

କଲମପୁର: ଲଗାଣ ବର୍ଷା ପ୍ରଭାବରେ ଜଣେ ମହିଳାଙ୍କ ମାଟି ଘର କାନ୍ଥ ବିଳମ୍ବିତ ରାତିରେ ଭୁଷୁଡି ପଡିଛି। ସୌଭାଗ୍ୟ ବସତଃ ପରିବାରର ତିନି ପ୍ରାଣୀ ବଂଚିଯାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଲାଗି ରହିଥିଲା ବର୍ଷା। ଏହି…
Read More...

କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ଫୁଲବାଣୀ: ଏହି ବ୍ଳକ ଅନ୍ତର୍ଗତ ଦୁବଗଡ଼ କ୍ଳଷ୍ଟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶଳା ଦୁବଗଡ଼ କ୍ଳଷ୍ଟର ତାଲିମ୍ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…
Read More...

ଦୁର୍ଗମ ଅଞ୍ଚଳରେ ପ୍ରଥମେ ମାଟ୍ରିକ ପାସ୍ କଲେ ଜାରିଙ୍ଗପେଟାର ସନ୍ଦୀପ, ତୁର୍କାର ନବୀନ ଓ ଅମଠାପଦରର ଆଦ୍ରି

ଲାଞ୍ଜିଗଡ଼:କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ। କେନ୍ଦ୍ର ଓ ରାଜ୍ୟ ସରକାର ତଥା ପ୍ରଶାସନର ଅନେକ ଉଦ୍ୟମ ସତ୍ତ୍ୱେ ଆଜି ବି ଏଠାରେ ଅନେକ ସମସ୍ୟା ଘେରିରହିଛି। ଏପରିସ୍ଥଳେ ଅଞ୍ଚଳରେ ଏକ ବଡ଼ ସମସ୍ୟା ହେଲା ଶିକ୍ଷା ।…
Read More...

ପରିବା ଦର ଆକାଶ ଛୁଆଁ, ୨ରୁ ୩ ଗୁଣ ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରୀ

ସମ୍ବଲପୁର:ଏବେ ବର୍ଷା ଋତୁ ଚାଲିଛି। ପୁର୍ବ ବର୍ଷ ଅପେକ୍ଷାକୃତ କମ ବର୍ଷା ହେଉଥିବା ସତ୍ୱେ ଏବେ ସମ୍ବଲପୁର ବଜାରରେ ପନିପରିବା ଭର୍ତ୍ତି ରହିଛି। କିନ୍ତୁ ବର୍ଷା ଋତୁରେ ପରିବା ଦର କମିବା ଅପେକ୍ଷା ପୂର୍ବବର୍ଷମାନଙ୍କ…
Read More...

ଜନନୀ ଯନ୍ତ୍ରଣା: ଦୋଳରେ ନଦୀପାର, ଆମ୍ବୁଲାନ୍ସରେ ସନ୍ତାନ ପ୍ରସବ

ପାତ୍ରପୁର: ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକରେ ବହୁ ଦୁର୍ଗମ ଆଦିବାସୀ ଗ୍ରାମ ରହିଛି। ସେହି ସବୁ ଗ୍ରାମରୁ ମହିଳାଙ୍କ ପ୍ରସବ ପାଇଁ ସାଙ୍ଗୀ ଭାରରେ ଗ୍ରାମରୁ ରାସ୍ତା ପର୍ୟ୍ୟନ୍ତବୋହି ଆଣି ଆମ୍ବୁଲାନ୍ସଯୋଗେ…
Read More...

ବିଦ୍ୟୁତ୍ ସ୍ପର୍ଶରେ ଆସି ଛେଳି ମୃତ

ନର୍ଲା:ରବିବାର ନର୍ଲା ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍ ଖମ୍ବରେ କରେଣ୍ଟ ଲାଗି ୨ଟି ଛେଳିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନର୍ଲା ମୁଖ୍ୟ ରାସ୍ତା କଡ଼ରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ୟ୍ୟାଳୟ ନିକଟସ୍ଥ ଏକ…
Read More...

୫୫ ନଂ ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଯନ୍ତା, ପ୍ରଶାସନର ନିଦ ଭାଙ୍ଗିବ କେବେ?

ଗୁରୁଡିଝାଟିଆ : ମଙ୍ଗୁଳିରୁ ଢେଙ୍କାନାଳ ଦେଇ ଅନୁଗୁଳକୁ ସଂଯୋଗ କରୁଥିବା ୫୫ ନଂ ଜାତୀୟ ରାଜପଥ ଏବେ ମୃତ୍ୟୁର ଯନ୍ତା ପାଲଟିଛି। ଏହି ରାସ୍ତାଟି ଖାଲଖମାରେ ପରିଣତ ହୋଇଛି। ଲଘୁଚାପ ଜନିତ ଲଗାଣବର୍ଷା ଫଳରେ ଖାଲରେ ପାଣି…
Read More...

ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ

ଗୁରୁଡିଝାଟିଆ: ଆଜି ବି ରକ୍ତର ବିକଳ୍ପ ସୃଷ୍ଟି ହୋଇପାରିନାହିଁ। ରକ୍ତଦାନ ମହାପୂଣ୍ୟ। ଜଣେ ରକ୍ତଦାତା ହିଁ ଆମ ସମାଜର ପାଇଁ ଶ୍ରେଷ୍ଠ ସେବକ। ସେମାନଙ୍କର ସ୍ୱେଚ୍ଛାକୃତ ରକ୍ତଦାନ ଅନେକ ମୂର୍ମୂଷୁ ରୋଗୀଙ୍କ ମୁହଁରେ ହସ…
Read More...

ଆରମ୍ଭ ହେଲା ବୁଲାଣି ରାସ୍ତା ସଂପ୍ରସାରଣ କାମ

ରେଙ୍ଗାଲି: ପୁରଣାରାଞ୍ଚି ରୋଡର ଲାଲଛକରୁ କତରବଗା ଗ୍ରାମ ଦେଇ ରେଙ୍ଗାଲିକୁ ସଂଯୋଗ କରୁଥିବା ରାସ୍ତାର ଗୋଳାମାଲ-ପଧାନପାଲି ଗାଁ ମୁଣ୍ଡରେ ଏକ ବିପଦଜନକ ସଂକିର୍ଣ ବୁଲାଣି ରହିଛି। ଏହି ବୁଲାଣି ରେ ନିରନ୍ତର ବ୍ୟବଧାନ ରେ…
Read More...

ଲାଞ୍ଜିଗଡରେ କଂଗ୍ରେସର ମିଶ୍ରଣ ପର୍ବ, କଂଗ୍ରେସରେ ଯୋଗ ଦେଲେ ବିଜେଡି କର୍ମୀ

ଲାଞ୍ଜିଗଡ଼: ଗତ କିଛିଦିନ ହେଲା କଂଗ୍ରେସରେ ଉତ୍ସବର ମାହୋଲ ଦେଖାଦେଇଛି। ବିଜେଡି ଓ ବିଜେପିର ଅସନ୍ତୁଷ୍ଟ କର୍ମୀମାନେ ଗୋଟିଏ ପରେ ଗୋଟିଏ ନିଜ ଦଳ ଛାଡି କଂଗ୍ରେସ ମୁହାଁ ହେଉଛନ୍ତି । ଗତ ୧୯ ତାରିଖରେ ଭାବାନୀପାଟଣା…
Read More...

ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଅଙ୍ଗନୱାଡି କର୍ମୀ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଡଙ୍ଗିମେଣ୍ଡିର ୩ଟି ଗାଁ ବର୍ଷା ହେଲେ ସଂପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି। ନଦୀ ଆର ପଟେ ଥିବା ୩ଟି ଗାଁର ୩୫ ଅଧିକ ଘର ରହିଥିବା ବେଳେ…
Read More...

୨୦୨୩ ପୁରୁଷ ବିଶ୍ୱକପ ହକି ପାଇଁ ଚାଲିଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ସମୀକ୍ଷା କଲେ କ୍ରୀଡ଼ା…

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ତଥା ଗୃହ ବିଭାଗର ରାଷ୍ଟମନ୍ତ୍ରୀ ତୁଷାରକାନ୍ତି ବେହେରା…
Read More...

ୟୁକ୍ରେନକୁ ଲଢ଼ୁଆ ବିମାନ ଯୋଗାଇବ ଆମେରିକା

ୱାଶିଂଟନ/କିଭ୍‍: ଆମେରିକା ସରକାର ରୁଷ ଆକ୍ରମଣର ମୁକାବିଲା କରିବାକୁ ୟୁକ୍ରେନକୁ ଲଢୁଆ ବିମାନ ଯୋଗାଇବା ସମ୍ପର୍କରେ ବିଚାର କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ଛଅମାସରେ ପ୍ରବେଶ କରିବାକୁ ଯାଉଥିବାବେଳେ ଆମେରିକା…
Read More...

ଖଡିଆଗୁଡାର ଝାଡାବାନ୍ତି ମୃତ୍ୟୁ ଘଟଣା: ଗାଁକୁ ପରିଦର୍ଶନକଲେ ବିଧାୟକ, ବିଜେପି ଓ କଂଗ୍ରେସ ଟିମ

ନବରଙ୍ଗପୁର:ଧଣ୍ଡରା ପଞ୍ଚାୟତର ଖଡିଆଗୁଡା ଗାଁରେ ଝାଡାବାନ୍ତିରେ ଗୋଟିଏ ଘରର ଭାଉଜ ଓ ଦିଅରଙ୍କର ମୃତ୍ୟୁହୋଇଛି। ମୃତକ ସୁଭଦ୍ରା ମାଝୀ ( ୮୦) ଓ ଥବୀର ମାଝୀ ( ୬୪) ବୋଲି ଜଣାପଡିଛିା ୧୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ…
Read More...

ସିବିଏସଇ ୧୦ମ ପରୀକ୍ଷା: ବଡ଼ମ୍ବା ଡିଏଭି ସ୍କୁଲକୁ ଶତପ୍ରତିଶତ ସଫଳତା, ଶ୍ରେଷ୍ଠ ୫ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବଡ଼ମ୍ବା: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷାରେ ବଡ଼ମ୍ବା ଡିଏଭି ପବ୍ଲିକ ସ୍କୁଲର ଶତପ୍ରତିଶତ ଛାତଛାତ୍ରୀ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଅବସରର…
Read More...

ଭଟ୍ଟାରିକା ଅବସରପ୍ରାପ୍ତ କର୍ମଚାରୀ ସଂଘ ପାଳନ କଲେ ଆଜାଦୀ କା ଅମୃତ ମହୋତ୍ସବ

ବଡ଼ମ୍ବା: ଏହି ବ୍ଲକ ଅନ୍ତର୍ଗତ ଭଟ୍ଟାରିକା ଅବସରପ୍ରାପ୍ତ କର୍ମଚାରୀ ସଂଘ ପାଳନ କରିଛନ୍ତି ଆଜାଦୀକା ଅମୃତ ମହୋତ୍ସବ। ଶୁକ୍ରବାର ଏହି ଉପଲକ୍ଷେ ସଂଘର ସଭାପତି ଶ୍ରୀଧର ପୁହାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉନ୍ନିତ ଉଚ୍ଚ…
Read More...

ବିଷ ଧର ସାପ କାମୁଡ଼ାରେ ବାଳିକା ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ପାଦ ପଞ୍ଚାୟତ ସୁବଳୟା ଗାଁରେ ଶୁକ୍ରବାର ରାତିରେ ଶୋଇଥିବା ବେଳେ ଶର୍ମିଷ୍ଠା ପ୍ରଧାନ(୭)କୁ ଏକ ବିଷଧର କାମୁଡି ଦେଇଥିଲା। ତୁରନ୍ତ ଶର୍ମିଷ୍ଠାକୁ ଚିକିତ୍ସା…
Read More...

ବିନା ହେଲମେଟରେ ଚାଷ କାମ ପାଇଁ ବାଇକରେ ଯାଉଥିଲେ ଚାଷୀ, ଟ୍ରାଫିକ ପୁଲିସ ଆଦାୟ କଲା ୬ହଜାର ଟଙ୍କା ଜୋରିମାନା

ରେଙ୍ଗାଲି: ଟ୍ରାଫିକ୍ ଆଇନ୍ ଏବେ ବହୁତ କଠୋର ହୋଇଯାଇଛି। ବାଇକରେ ଗଲା ବେଳେ ହେଲମେଟ୍ ପିନ୍ଧିବା ଜରୁରୀ ନହେଲେ ଜୋରିମାନା ଦେବାକୁ ପଡୁଛି। ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ…
Read More...

ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଦାନ ସତ୍ୟାଗ୍ରହ

କଣ୍ଟାବାଞ୍ଜି : ସିନ୍ଧେକେଲାସ୍ଥିତ ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଅଧ୍ୟାପକ ଚିନ୍ମୟ କୁମାର ଯୋଶୀ ଙ୍କ ନେତୃତ୍ୱରେ ୨୦୦୮ମସିହା ପରବର୍ତ୍ତୀ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀଙ୍କୁ…
Read More...

‘ଗୋଟିଏ ଗଛ, ଗୋଟିଏ ଜୀବନ’

କଣ୍ଟାବାଞ୍ଜି : ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଦୀର୍ଘ ୨୫ବର୍ଷର ଜୟଯାତ୍ରାକୁ ନେଇ ରୌପ୍ୟ ଜୟନ୍ତୀ ପାଳନ କରାଯିବ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କଣ୍ଟାବାଞ୍ଜି ବିଜେଡି ବରିଷ୍ଠ…
Read More...

ଶିକ୍ଷା ଗ୍ରହଣ ଓ ଶାରୀରିକ ସୁସ୍ଥତା ପାଇଁ ଖେଳକୁଦରେ ପାରଦର୍ଶିତା ହାସଲ କରିବା ଉଚିତ: ଜିଲାପାଳ

ଫୁଲବାଣୀ:କନ୍ଧମାଳ ଜିଲା ସଦର ମହକୁମା ଠାରେ ଥିବା ପଲିଟେକନିକ୍ କଲେଜରେ ‘ୱାର୍ଲ୍ଡ ଅଫ୍ ୟୁଥ୍ ସିଡ୍ୟୁଲ ଡେ ଇଭେଣ୍ଟ’ କାର୍ଯ୍ୟକ୍ରମ ଗୁଡିକର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କନ୍ଧମାଳ…
Read More...

ଏକାଠି କାମ କଲେ ସଫଳତା ମିଳି ପାରିବ

ଫୁଲବାଣୀ :ମାଆ ନାରାୟଣୀଙ୍କ ଯାତ୍ରା ସମ୍ମିଳନୀ କକ୍ଷରେ ଭାରତୀୟ ମଜଦୁର ସଂଘର ୬୮ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ପ୍ରତିଷ୍ଠା ଦିବସରେ ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ…
Read More...

ସିଙ୍ଗାରି ଘାଟିରେ ଗଛ ପଡି ରାସ୍ତା ଅବରୋଧ, ଯାତାୟତ ପ୍ରଭାବିତ

କଲମପୁର: ଲାଗି ରହିଛି ଲଗାଣ ବର୍ଷା। ଯାହାରି ଫଳରେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରି ଘାଟି ରାସ୍ତାରେ କେତେବେଳେ ମାଟି ଅତଡା ଖସୁଛି, ଆଉ କେତେବେଳେ ପଥର ଖସୁଛି, ପୁଣି କେତେବେଳେ ଗଛ ପଡିଯାଇ ରାସ୍ତା…
Read More...

କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଠିକାଦାରଙ୍କୁ ବିଧାୟକଙ୍କ ତାଗିଦ

ଚୌଦ୍ୱାର:ଠଇକାଦାର ସଂସ୍ଥାର ମନମୁଖି କାର୍ଯ୍ୟପାଇଁ ୫୫ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଠାରୁ କଜଳଖଣା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଜରୁରୀ କାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ ସମ୍ପନ୍ନ କରିବାକୁ…
Read More...

ଗ୍ରାହକ ସେବା ଓ କୃଷକଙ୍କ ଉନ୍ନତିକୁ ଅଗ୍ରାଧିକାର ଦେଇଥାଏ ଭାରତୀୟ ଷ୍ଟେଟ ବ୍ୟାଙ୍କ

ଆଠଗଡ: ଶୁକ୍ରବାର ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ପକ୍ଷରୁ ଗୁଡୁପଡା ଗ୍ରାମରେ ଏକ ରାତ୍ରିକାଳୀନ କୃଷକ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଷ୍ଟେଟବ୍ୟାଙ୍କର ଭୁବନେଶ୍ୱରସ୍ଥିତ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟର…
Read More...

ଯେଉଁଠି ଜୀବନ, ସେଇଠି କ୍ଷମତା-ଅପବ୍ୟବହାର ରୋକିବାକୁ ସଚେତନତା ଜରୁରୀ:ଡ.ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ପକ୍ଷରୁ ଆୟୋଜିତ ‘କ୍ଷମତା ଅପବ୍ୟବହାରକୁ ରୋକିବା: ପସନ୍ଦ ଲୋକନୀତି’ ଶୀର୍ଷକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଳପଥ ଓ ତଟ ସୁରକ୍ଷା…
Read More...

ରଗଡି ଗ୍ରାମକୁ ନିରନ୍ତର ବିଦ୍ୟୁତ୍ ସେବା, ୨୪ଘଣ୍ଟା ମଧ୍ୟରେ ନୂତନ ଗ୍ରାହକଙ୍କୁ ବିଦ୍ୟୁତ୍ ସଞ୍ଜୋଗ ବ୍ୟବସ୍ଥା

ବାଙ୍କୀ: ଶନିବାର ଦିନ ବାଙ୍କୀ ଉପଖଣ୍ଡ ବିଦ୍ୟୁତ୍ ବିଭାଗ ସଂଯୋଜନାରେ ରଗଡି ଗ୍ରାମରେ ଏକ ସମନ୍ୱୟ ବୈଠକ ଉପଖଣ୍ଡ ବିଦ୍ୟୁତ୍ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ…
Read More...

ଅଦ୍ୱୈତ ଫାଉଣ୍ଡେସନ ପକ୍ଷରୁ ମେଧା ବିଦ୍ୟାର୍ଥି ସମ୍ମାନ

ବାଙ୍କୀ: ନିକଟରେ ବାଙ୍କୀ ଉପଖଣ୍ଡରେ କୃତିତ୍ୱର ସହ ମେଟ୍ରିକ ସାର୍ଟିଫିକେଟ ପରୀକ୍ଷାରେ ସବଶ୍ରେଷ୍ଠ ମେଧା ସ୍ଥାନ ହାସଲ କରିଥିବା ବିଦ୍ୟାର୍ଥିମାନଙ୍କୁ ବାଙ୍କୀ ଅଦ୍ୱୈତ ଫାଉଣ୍ଡେସନ ପକ୍ଷରୁ ମେଧା ବିଦ୍ୟାର୍ଥି…
Read More...

ଧାନ କ୍ରୟ କେନ୍ଦ୍ର ଉଛେଦ ହେଲେ ରାଜରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ବୌଦ୍ଧ: ବୌଦ୍ଧ ଜିଲା ଏକ କୃଷିପ୍ରଧାନ ଜିଲା ଅଟେ। ଜିଲାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲାରେ ମୁଖ୍ୟ କହିଲେ ଚାଷ କହିଲେ ଧାନ ଚାଷ। ଚାଷୀ ଧାନ ଚାଷରୁ ହିଁ ନିଜର ପରିବାର ପ୍ରତିପୋଷଣ କରିଥାଏ।…
Read More...

ଅଧ୍ୟାପକ ପ୍ରବୀର ଦାସଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଭିଦ ବିଜ୍ଞାନ ଅଧ୍ୟାପକ ତଥା ଜିଲା ରେଡକ୍ରସର ସମ୍ପାଦକ ପ୍ରବୀର କୁମାର ଦାସ ୨୦୧୯-୨୦ ବର୍ଷରେ ଉଲ୍ଳେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ପକ୍ଷରୁ ସର୍ବୋଚ୍ଚ ମେରିଟ…
Read More...

ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଫଳତା

ଭୁବନେଶ୍ବର:ସିବିଏସଇ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ବେଶ ସଫଳତା ମିଳିଛି। ଚଳିତ ବର୍ଷ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ…
Read More...

ଉଦ୍ୟୋଗରେ ସୃଜନଶୀଳତା ଏବଂ ଉଦ୍ଭାବନ ସମ୍ପର୍କରେ ଆଲୋଚନାଚକ୍ର

ଭୁବନେଶ୍ୱର : ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ପକ୍ଷରୁ ଉଦ୍ୟୋଗରେ ସୃଜନଶୀଳତା ଏବଂ ଉଦ୍ଭାବନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କମିଶନର ତଥା ଶାସନ…
Read More...

ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କଲମଛାଡ ଆନ୍ଦୋଳନ ପାଇଁ ଚେତାବନି

ଫୁଲବାଣୀ:ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର କନ୍ଧମାଳ ଶାଖା ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଏକ ଦାବିପତ୍ର କନ୍ଧମାଳ ଜିଲାପାଳ ପାଟିଲ୍ ଆଶିଷ୍ ଈଶ୍ୱରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ…
Read More...

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ସ୍କ୍ୱାଡ୍‌ ଗଠନ ପ୍ରତି ସ୍କ୍ୱାଡ୍‌ ପାଞ୍ଚଟି ଜିଲା ପରିଦର୍ଶନ କରିବେ

ଭୁବନେଶ୍ୱର: ଜିଲାରେ ଖରିଫ ଫସଲର ସ୍ଥିତି, ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀର ଯୋଗାଣ ଓ ବିକ୍ରି ସମେତ ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରି କ୍ଷେତ୍ର ସ୍ତରରେ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ…
Read More...

ଝାରସୁଗୁଡ଼ା ଜିଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ସଂପର୍କିତ ସମୀକ୍ଷା ବୈଠକ, ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ କାର୍ଡିଆକ୍‌…

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ସଂପର୍କିତ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ୧୦୦ ଶଯ୍ୟାବିଶିଷ୍ଟ କାର୍ଡିଆକ୍‌ କେୟାର ହସ୍‌ପିଟାଲ୍‌ର…
Read More...

ଭଡାଘରେ ଚାଲିଛି ଡମପଡା ପ୍ରାଣୀ ଚିକିତ୍ସାଳୟ

ବାଙ୍କୀ: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପ୍ରାଣିଧନମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସବୋ ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ପ୍ରାଣିଧନ ଚିକିତ୍ସା କେନ୍ଦ୍ର କାର୍ଯ୍ୟକାରୀ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବାଙ୍କୀ…
Read More...

ସରକାରୀ ବିଏସ୍ ନୋଡାଲ କ୍ଲଷ୍ଟରରେ ବିଦ୍ୟାଳୟ ପ୍ରବେଶ ପ୍ରଶିକ୍ଷଣ

ବାଙ୍କୀ:ଶୁକ୍ରବାର ଦିନ ସରକାରୀ ବିଏସ ନୋଡାଲ କ୍ଲଷ୍ଟର ଅନ୍ତର୍ଗତ ୧୩ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଉତ୍ସର୍ଗୀକୃତ ଶିକ୍ଷକ ମାନେ ଏକଦିବସୀୟ ବିଦ୍ୟାଳୟ ପ୍ରବେଶ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସିଂହନାଥପୁର ସରକାରୀ…
Read More...

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷାଫଳ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ…

ଭୁବନେଶ୍ବର: ଭିଏସଏସନଗରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସିବିଏସଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷାରେ ଯୁଗ୍ମ ଭାବେ…
Read More...

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା-ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା, ଅପର୍ଣ୍ଣା ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଳୀ: ଶୁକ୍ରବାର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ତାନାଜୀ’ ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଏବଂ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ…
Read More...

ରେଡ୍‌ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ କର୍କଟ ରୋଗ ପୀଡ଼ିତଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ବର: ଦେଶର ପ୍ରମୁଖ ସମାଜ କଲ୍ୟାଣ ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ତରଫରୁ ଡିଏମ୍ ସ୍କୁଲ୍ ଆଲୁମୁନି ଆସୋସିଏସନର ସହାୟତାରେ ଭୁବନେଶ୍ୱର ୱାର୍ଡ଼ ନଂ-୧୧ର ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ କର୍କଟ…
Read More...

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଶୁତୋଷ ବିଶ୍ବାସ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଡା.ଆଶୁତୋଷ ବିଶ୍ବାସ। ଏମ୍‌ସ ପରିସରରେ ପହଞ୍ଚିବା ପରେ ଡା.ବିଶ୍ୱାସ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍‌ସ…
Read More...

ପଣସ ଗଛରୁ ପଡି ଯୁବକ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀ ପଡା ବ୍ଲକ ଆଡ଼ାସିପଡା ପଞ୍ଚାୟତ ବଡଭୂଇଁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଆଜି ସନ୍ଧ୍ୟା ୫ଟା ସମୟରେ ରାମସିଂ କହଁର(୨୪)ଓ ଅମରେନ୍ଦ୍ର କହଁର ଦୁଇ ସାଙ୍ଗ ମିଶି ନିଜ ଘର ବାଡ଼ିରେ…
Read More...

ଅରୂପା ମିଶନ ପକ୍ଷରୁ ମହିଳାଙ୍କୁ ସିଲେଇ ମେସିନ ବଣ୍ଟନ

ପିପିଲି:ଅରୂପା ମିଶନ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ବାସୁଦେଇପୁର ଗ୍ରାମର ୧୦ଜଣ ମହିଳାଙ୍କୁ ମାଗଣାରେ ସିଲେଇ ମେସିନ ପ୍ରଦାନ କରାଯାଇଛି। ବାସୁଦେଇପୁର ଗ୍ରାମର…
Read More...

କବି ବିଦ୍ୟୁତପ୍ରଭା ଦେବୀ ସ୍ମାରକୀ ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ‘କବି ବିଦ୍ୟୁତପ୍ରଭା ସ୍କାରକୀ ପୁରସ୍କାର ବିତରଣ ସମାରୋହ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର…
Read More...

ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ, ପ୍ରଥମ ନାଗରିକ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନ୍ୟମାନଙ୍କ ପାଇଁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଭାରତର ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ…
Read More...

ଦ୍ରୌପଦୀ ମୁର୍ମୁ ହେଲେ ଦେଶର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି। ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ତୃତୀୟ…
Read More...

ବିପର୍ଯ୍ୟସ୍ଥ ଅବସ୍ଥାରେ ଖଙ୍ଗାରଗୁଡା ପ୍ରାଥମିକ ବିଦ୍ୟାଳୟ, ଆଶା ଓ ଆଶଙ୍କାରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

କଲମପୁର: ଏବେ ଅନେକ ବିଦ୍ୟାଳୟ ରୁପାନ୍ତରି ଦ୍ବାରା ବଦଳିଯାଉଛି ପାରିପାର୍ଶିକ ଅବସ୍ଥା। ଶୈକ୍ଷିକ ବାତାବରଣ ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟ ମୂହାଁ ହେଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହାଇସ୍କୁଲଗୁଡ଼ିକୁ…
Read More...

କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ବନୋମହୋତ୍ସବ, ଗଛ ବଞ୍ଚାଇବାକୁ ଶପଥ ନେଲେ ଛାତ୍ରଛାତ୍ରୀ

କଲମପୁର: ଜଙ୍ଗଲର ଅନ୍ୟ ନାମ ଜୀବନ। ଜଙ୍ଗଲରୁ ଆମକୁ ଖାଦ୍ୟ ମିଳୁଛି। ଜଙ୍ଗଲରେ ଥିବା ଗଛରୁ ଆମକୁ ଅମ୍ଳଜାନ ମିଳୁଛି। ମୂର୍ତ୍ତିକା ସଂରକ୍ଷଣ ପାଇଁ ଗଛର ଆବଶ୍ୟକତା ଥିବା ବେଳେ ତାପମାତ୍ର ନିୟନ୍ତ୍ରଣ କ୍ଷେତ୍ରରେ ବୃକ୍ଷର…
Read More...

‘ଓଡ଼ିଶା ଫୁଡ୍‌ପ୍ରୋ-୨୦୨୨’ଉଦଘାଟିତ, ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟରେ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା ଫୁଡ୍‌ପ୍ରୋ-୨୦୨୨ ଉଦଘାଟିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ…
Read More...

ମାଟି କାଦୁଅରେ ଭରତାପୁର ଗ୍ରାମ୍ୟ ରାସ୍ତା

ବୌଦ୍ଧ: ବୌଦ୍ଧ ଜିଲାର ଅନେକ ଗ୍ରାମକୁ ନୀତି ଦିନିଆ ରାସ୍ତା ନାହିଁ। ଜିଲାର ହରଭଙ୍ଗା ବ୍ଳକର ବାଣିଭୁଷଣପୁର ଗ୍ରାମପଞ୍ଚାୟତର ଡିଗିସିରା ଗ୍ରାମକୁ ଠିକ ଭାବେ ରାସ୍ତା ନାହିଁ। ଲଗାଣ ବର୍ଷା ଯୋଗୁଁ ପୁଣି ହରଭଙ୍ଗା ବ୍ଳକର…
Read More...

ମହାନଦୀରେ ପ୍ରଥମ ବନ୍ୟାଜଳ, ଉଦଘାଟନ ଅପେକ୍ଷାରେ ମର୍ଜାକୁଦ ଓ ଧଳପୁର ସେତୁ

ବୌଦ୍ଧ : ହୀରାକୁଦ ଡ୍ୟାମରୁ ୫ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବାବେଳେ ନଦୀଖଣ୍ଡି ଓ ତଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତିନିଦିନର ବର୍ଷା…
Read More...

୬୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୧ କୋଟି ୯୯ ଲକ୍ଷ ଟଙ୍କାର ଋଣ ପ୍ରଦାନ

ଫୁଲବାଣୀ: ପଞ୍ଚାୟତ ସମିତି ଫୁଲବାଣୀ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ସ୍ୱତନ୍ତ୍ର ବ୍ୟାଙ୍କର ସମିତି ଓ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ଗୋଷ୍ଠୀ…
Read More...

୪୦ ବର୍ଷ ପରେ ବଦଳିଲା ଅତାବିରା ରସାୟନ ବିଜ୍ଞାନଗାର କଳେବର

ରେଙ୍ଗାଲିକ୍ୟାମ୍ପ: ଅତାବିରା ମହା ବିଦ୍ୟାଳୟରେ ଥିବା ୧୯୮୨ ମସିହାର ରସାୟନ ବିଜ୍ଞାନଗାରର କଳେବର ଆଜି ବଦଳି ଯାଇ ନୂତନତା ଲାଭ କରିଛି। ଛାତ୍ରଛାତ୍ରୀଙ୍କ ମନରେ ଭରି ଯାଇଛି ଅସୀମ ଆନନ୍ଦ। ଦୀର୍ଘ ୪୦ ବର୍ଷ ଧରି ସେତେବେଳର…
Read More...

ବଡ଼ମ୍ବାରେ ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇଲା ଓକିଲ ସଂଘ

ବଡ଼ମ୍ବା: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ କୃଷକ ଏବଂ ଛାତ୍ର ସଂଗଠନ ତରଫରୁ ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ସଂଗଠନର ବଡ଼ମ୍ବା ଶାଖା ତରଫରୁ…
Read More...

ଆଠଗଡରେ ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ ଓ ସଫଳ

ଆଠଗଡ: ଆଠଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଖଡି ଗ୍ରାମର ଝିଅ ରୁଚିକା ମହାନ୍ତି ବିଜେବି କଲେଜରେ ଅଧ୍ୟୟନ କରିବା ସମୟରେ ରହୁଥିବା କଲେଜର ଛାତ୍ରାବାସରେ ର୍ୟାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିଲେ। ତାଙ୍କର…
Read More...

ଏନଡିଏ ରାଷ୍ଟ୍ରପତି ପ୍ରୀର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

ଭୁବନେଶ୍ୱର: ପଦ୍ମଶ୍ରୀ ଡ.ଲକ୍ଷ୍ମୀନାରାୟଣ ସାହୁ ସ୍ମୃତିପୀଠ ପକ୍ଷରୁ ଖଣ୍ଡଗିରିଠାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରାଯାଇଛି। ଏହାସହ ପ୍ରଭୁ ଜଗନ୍ନାଥଙ୍କ…
Read More...

ଗୁଟିଙ୍ଗିଆ-କଇଁଝର ଗମନାଗମନ ଠପ୍, ୪ ଦିନ ହେଲା ଅନ୍ଧାରରେ ବିରାଙ୍ଗୀ ଅଞ୍ଚଳବାସୀ

ଜି.ଉଦୟଗିରି: ଦୀର୍ଘ ଚାରି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବିରାଙ୍ଗୀ ଠାରେ ବିରାଟ ଆମ୍ବ ଗଛ ପଡି ବିଦ୍ୟୁତ ଖୁ୍ଣ୍ଟ ଉପୁଡି ପଡିଛି। ଫଳରେ ଗୁଟିଙ୍ଗିଆ ଠାରୁ କଇଁଝର ରାସ୍ତାରେ ଗମନାଗମନ ୪ ଦିନ ହେଲା ପୁରା ଠପ୍…
Read More...

ପଦ୍ମଶ୍ରୀ ଡ.ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ କରିବା ପାଇଁ…

ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…
Read More...

କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଆବଣ୍ଟିତ ଅର୍ଥର ଖର୍ଚ୍ଚର ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବିଭିନ୍ନ ଯୋଜନାରେ ଆବଣ୍ଟିତ ଅର୍ଥର ପ୍ରଥମ ତୈ୍ରମାସିକ ଖର୍ଚ୍ଚ ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ…
Read More...

ପୁଲିସ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ, ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ

ଉମରକୋଟ: ଆଜି ଗ୍ରାମବାସୀଙ୍କ ଆକ୍ରମଣରେ ଆଇଆଇସିଙ୍କ ସମେତ ୪ ଆହତ ହୋଇଛନ୍ତି। ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ଗ୍ରାମବାସୀ ମିଳିତ ଭାବେ ପୁଲିସ ଉପରେ ଆକ୍ରମଣ କରିଛନ୍ତି। ଏପରିକି ଗ୍ରାମବାସୀ ପୁଲିସକୁ…
Read More...

ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ବର: ଆଜି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା ହୋଇଛି। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର…
Read More...

ଏଥର +୨ରେ ୧୦୦% ସିଲାବସରେ ହେବ ପାଠପଢ଼ା

ଭୁବନେଶ୍ବର: ଚଳିତ ବର୍ଷଠାରୁ +୨ରେ ଶତ ପ୍ରତିଶତ ସିଲାବସରେ ପାଠପଢ଼ା ଓ ପରୀକ୍ଷା ହେବ। ୧୦୦% ସିଲାବସ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୩ରେ ପରୀକ୍ଷା ଦେବାକୁ ଥିବା…
Read More...

“ପାଇକ ସ୍ମାରକୀ” ପାଇଁ ରାଜ୍ୟସରକାରଙ୍କୁ ଅଭିନନ୍ଦନ ଜଣାଇଲା – ପାଇକ ମହାସଂଘ

ଭୁବନେଶ୍ୱର: ଐତିହାସିକ ବୀର ଭୂମିର ପୀଠ ମା’ ବରୁଣେଇଙ୍କ ପାଦଦେଶରେ ଦୀର୍ଘ ଦିନର ଅପେକ୍ଷା ପରେ ରାଜ୍ୟସରକାର “ପାଇକ ସ୍ମାରକୀ” ନିର୍ମାଣ ପାଇଁ ବିନା ମୂଲ୍ୟରେ ୯ ଏକର ୯୬ ଡ଼ିସିମିଲ୍ ଜମି ଯୋଗାଇ ଦେଇ ଏକ ଐତିହାସିକ…
Read More...

କେନ୍ଦୁପତ୍ର ଚୋରା ଚାଳାଣ ବେଳେ ପିକ ଅପ ଭ୍ୟାନ୍ ଜବତ; ୨ ଗିରଫ

ରେଙ୍ଗାଲି: ପଶ୍ଚିମବଙ୍ଗକୁ ପିକ୍ ଅପ୍ ଭ୍ୟାନ୍ କେନ୍ଦୁପତ୍ର ଚୋରାଚାଳାଣ କରୁଥିବା ବେଳେ ଠେଲକୋଲୋଇ ପୁଲିସ କେନ୍ଦୁପତ୍ର ବୋଝେଇ ହୋଇଥିବା ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ଏହାସହିତ ଚୋରା ଚାଳାଣରେ ସଂପୃକ୍ତ ଥିବା ଦୁଇ ଜଣ…
Read More...

ଫାଇନାନ୍ସ କର୍ମଚରୀ ପରିଚୟ ଦେଇ ଟଙ୍କା ଅସୁଲ; ୩ ଗିରଫ

ରେଙ୍ଗାଲି: ସମ୍ବଲପୁର ଏବଂ ଲପଙ୍ଗାର ୩ଜଣ ଭୟକ୍ତି ନିଜକୁ ଏଚଡିଏଫସି ଫାଇନାନ୍ସ ସଂସ୍ଥା ର କର୍ମଚାରୀ ବୋଲି ମିଥ୍ୟା ପରିଚୟ ଦେଇ ୨୯ ହଜାର କିସ୍ତି ବାବଦ ଟଙ୍କା ଅସୁଲ କରି ନେଇଥିବା ଅଭିଯୋଗ ହୋଇଛଇ। ଏହି ମାମଲାରେ ଆଜି…
Read More...

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ଓଡିଶା ବନ୍ଦ ଡାକରା

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ…
Read More...

କ.ନୂଆଗାଁ ବ୍ଳକରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

କ ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ସଭାଗୃହ ଠାରେ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲାପାଳ ଆଶିଷ୍ ଈଶ୍ୱର ପାଟିଲ ଯୋଗ ଦେଇଥିଲେ। ୧୪ଟି…
Read More...

‘ମୋ ସ୍କୁଲ୍‌ ଅଭିଯାନ’ର ୩୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ, ୧୩୧.୭୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର…
Read More...

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ୱେବସାଇଟର ଲୋକାର୍ପଣ

ଭୁବନେଶ୍ୱର: ଆଜି ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ,ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍ ସାଇଟ୍ http://gcacodisha.nic.inର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ୱେବସାଇଟକୁ…
Read More...

ଦାଉ ସାଧିଲା ପାହାଡ଼ି ପାଣି : ଶଗଡା-ପୁରବାସିଙ୍ଗ ଯୋଗାଯୋଗ ବିଚ୍ଛିନ୍ନ

ଗୁଣୁପୁର: ଉପାନ୍ତ ଦୁର୍ଗମ ଅଞ୍ଚଳରେ ବର୍ଷା ବିତ୍ପାତ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୁର୍ଗମ ଅଞ୍ଚଳବାସୀ। ରାୟଗଡା ଓ ଗଜପତି ଜିଲା ସୀମାନ୍ତରେ ଥିବା ଗୁଣୁପୁର ବ୍ଲକ ଶଗଡା ପଞ୍ଚାୟତର…
Read More...

ଶ୍ରାବଣ ପ୍ରଥମ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ କାଉଡିଆ

ଆରଡି: ୨ବର୍ଷର କରୋନା କଟକଣା ପରେ ଶ୍ରାବଣମାସର ପ୍ରଥମ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ପାଖାପାଖି ୨୦ ହଜାର କାଉଡିଆଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ…
Read More...

ଅଗଷ୍ଟରୁ ଏମ୍ସ ଭୁବ​‌ନେଶ୍ବରରେ ଆରମ୍ଭ ହେବ ବୃକକ ପ୍ରତିରୋପଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହା ଦେଶର ଏକ ଶ୍ରେଷ୍ଠ ଉତ୍କର୍ଷ…
Read More...

ସହପାଠିନୀ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ, ଯୁବକ ଗିରଫ

କଲମପୁର: ସହପାଠିନୀ ସହ ପ୍ରେମ ପରେ ଶାରିରୀକ ସମ୍ପର୍କ। ଏହାପରେ ସେହି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓକୁ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ପରେ ସମ୍ପୃକ୍ତ ଯୁବକକୁ ପୁଲିସ କୋର୍ଟ ଚାଲାଣ କରିଛି। ଏଭଳି ଏକ…
Read More...

ଶିଶୁ କଲ୍ୟାଣ ସମିତିର ପ୍ରତିଶ୍ରୁତି, ଦୁଇ ଶିଶୁଙ୍କୁ ମିଳିବ ଆର୍ଥିକ ସହାୟତା

କଲମପୁର: ଦୁଇ ନିଷ୍ପାପ ଶିଶୁ ଭବାନୀ ଓ ତୃପ୍ତୀମୟୀକୁ ଛାଡି ଅନ୍ୟ ଏକ ମହିଳାଙ୍କୁ ଧରି ବାପା ଚନ୍ଦ୍ର ଶେଖର ଫେରାର ହୋଇଯାଇଥିଲା। ମା’ ମଞ୍ଜୁଳା ମଧ୍ୟ ନିଜ ବାପା ଘରକୁ ଯାଇ ଆଉ ଫେରିଲାନି। ପୁନଃ ଅନ୍ୟତ୍ର ବିବାହ…
Read More...

ହତ୍ୟା ମାମଲାରେ ୨୦ଜଣଙ୍କୁ ଆଜୀବନ

ପୁରୀ: ଏକ ହତ୍ୟା ମାମଲାରେ ୨୦ଜଣଙ୍କୁ ଆଜୀବନ କାରାଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ ପୁରୀ ଜିଲା ପ୍ରଥମ ଶ୍ରେଣୀ ଏଡିଜେ। ଆଜୀବନ ଜେଲ ସହ ପ୍ରତ୍ୟେକଙ୍କୁ ୩୦ହଜାର ଟଙ୍କା ଲେଖାଏଁ ଜରିମାନା। ୨୦୧୨ରେ କଣାସ ଥାନା ଗଳାଜିପିପୁରରେ…
Read More...

ଲାଞ୍ଜିଗଡ ଓ ଜଗନ୍ନାଥପୁର ରାସ୍ତାରେ ଖାଇ

ଲାଞ୍ଜିଗଡ଼:ଏହି କିଛିଦିନ ଧରିି ଲାଞ୍ଜିଗଡ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି। ଲାଞ୍ଜିଗଡ ବନ୍ଧପାରୀକୁ ସଂଯୋଗ କରୁଥିବା ରାସ୍ତା ଲେପଟାଗୁଡା ନିକଟରେ ବିିଚ୍ଛିନ୍ନ ହୋଇଯାଇଥିବା ବେଳେ ଲାଞ୍ଜିଗଡ…
Read More...

ସ୍ୱଚ୍ଛ ଓ ସୁନ୍ଦର ଲାଞ୍ଜିଗଡ ସହର ପାଇଁ ବୈଠକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲାର ଐତିହାସିକ ଲାଞ୍ଜିଗଡ ସହରକୁ ସ୍ୱଚ୍ଛ ଓ ସୁନ୍ଦର ଗଢି ତୋଳିବାକୁ ବେଦାନ୍ତ ଲିଃ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨୦୦୩ ମସିହାରୁ ଲାଞ୍ଜିଗଡ ଠାରେ ବେଦାନ୍ତ ଲିଃ ସ୍ଥାପନ ହେବା ପରେ…
Read More...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା: ପତ୍ନୀକୁ ପୋଡ଼ି ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ଜେଲ। ଦଣ୍ଡାଦେଶ କଲେ କେନ୍ଦ୍ରାପଡ଼ା ଜିଲା ଓ ଦୌରାଜଜ୍ । ପାଟକୁରା ଥାନା କଳାବୁଦା ଗାଁର ବ୍ରଜ କିଶୋର ଦାସଙ୍କୁ ଆଜୀବନ କାରାଦଣ୍ଡ। ୨୦୧୨ ମସିହାରେ…
Read More...

ଲଘୁଚାପ ବର୍ଷା, ଚାଷୀ ମନରେ ଖୁସି ଭରିଛି

ବାଙ୍କୀ:ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ। ଉଭୟ ବାଙ୍କୀ ବ୍ଲକର ୨୦ପଞ୍ଚାୟତ ଓ ଡମପଡା ବ୍ଲକର ୧୭ପଞ୍ଚାୟତ ସହିତ ବାଙ୍କୀ ଏନଏସିର ୧୭ଟି ଓାର୍ଡରେ ଖରିଫ ଓ ରବି ଋତୁରେ ବହୁ ଧାନ ଚାଷ କରାଯାଇଥାଏ। ଧାନ ଚାଷ ପାଇଁ ଜଳର…
Read More...

କଦଳୀବାଡିରେ ଧାଡିରୁଆ ଧାନଚାଷ ପାଇଁ ମାଗଣା ବିହନ ବଣ୍ଟନ

ବାଙ୍କୀ:ଚଳିତ ଖରିପ୍ ଋତୁରେ କଦଳୀବାଡି ପଞ୍ଚାୟତରେ ଧାଡିରୁଆ ଧାନଚାଷ କରିବା ପାଇଁ ଆଗ୍ରହୀ ଚାଷୀ ମାନଙ୍କୁ ମାଗଣାରେ ଧାନ ବିହନ ବଣ୍ଟନ କରାଯାଇଛି। କୃଷି ବିଭାଗର ଫସଲ ପର୍ଯ୍ୟବସିତ ପ୍ରଦର୍ଶନ କ୍ଷେତ୍ର ଯୋଜନାରେ…
Read More...

ବୌଦ୍ଧରେ ଟାଟା କମ୍ପାନୀର ମନମାନୀ, ଅଘୋଷିତ ବିଦ୍ୟୁତ କାଟରେ ଅତିଷ୍ଠ ଉପଭୋକ୍ତା

ବୌଦ୍ଧ: ଲଗାଣ ବର୍ଷା ନାହିଁ କି ପବନ ନାହିଁ । ବୌଦ୍ଧ ଜିଲାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ। କେତେବେଳେ ଗ୍ରିଡ ମରାମତି ଚାଲିଛି ତ ଆଉ କେତେବେଳେ ଗଛକଟା ପୁଣି ଜମ୍ପର ଛିଣ୍ଡି ଗଲାଣି। ବିଦ୍ୟୁତ କାଟର ପ୍ରକୃତ କାରଣ…
Read More...

ବନ୍ୟା ପାଣିରେ ଭାସିଗଲେ ମହିଳା, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବୌଦ୍ଧ : ବୌଦ୍ଧ ଜିଲାରେ ଲଗାଣ ବର୍ଷା ଯୋଗୁଁ ଜିଲାସାରା ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୋଟିଏ ପଟେ ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବା ସହିତ ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବାବେଳେ ତଳି ଅଞ୍ଚଳ…
Read More...

ଲଘୁଚାପ ଜନିତ ବର୍ଷା, ପାହାଡିଆ ଅଞ୍ଚଳରେ ବ୍ୟାପକ କ୍ଷତି

ଗୁଣପୁର: ଲଘୁଚାପ ଜନିତ ବର୍ଷାରେ ରାୟଗଡା ଜିଲା ଗୁଣପୁର ବ୍ଲକର ପାହାଡିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ପାଣିରେ ସବୁଆଡେ ବେହାଲ ସ୍ଥିତି। ନଦୀ ନାଳରେ ପ୍ରବଳ ପାଣି। ପାହାଡାରୁ ପାଣି ଆସି ଜମିରେ ମାଡି…
Read More...

ଓଲଟିଲା ଆଲୁମିନିୟମ ବୋଝେଇ କଣ୍ଟେନର

ଲାଞ୍ଜିଗଡ଼: ଆଜି ସକାଳୁ ସକାଳୁ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଘାଟି ନିକଟସ୍ଥ ଏକ ପୋଲରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି ଏକ ଆଲୁମିନିୟମ ବୋଝେଇ କଣ୍ଟେନର। ରାୟଗଡ଼ା…
Read More...

ବାରୁଣୀ ଘାଟରେ କାଉଡ଼ିଆଙ୍କ ଜଳ ସଂଗ୍ରହ

ପାତ୍ରପୁର: ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳଲାଗି ପାଇଁ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ସମାସିଙ୍ଗି ଶାସନ ବାରୁଣୀ ଘାଟରୁ ଜଳ ସଂଗ୍ରହ ପାଇଁ କାଉଡ଼ିଆଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ଶ୍ରାବଣର ସଂକ୍ରାନ୍ତି ତିଥିରେ…
Read More...

ମୋବାଇଲ ପ୍ରେମ ପଡିଲା ମହଙ୍ଗା, ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ

ଜି.ଉଦୟଗିରି: କନ୍ଧମାଳ ଜିଲା ରାଇକିଆ ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି। ଗତ ୧୫ ତାରିଖ ଦିନ ଅଞ୍ଜିତାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପଙ୍କଜ ଦିଗାଲ(୨୯)କୁ ରାଇକିଆ ପୁଲିସ ଗିରଫ କରି କୋର୍ଟ…
Read More...

ଭରା ନଈରେ ଭାସିଲେ ହାତୀ

ଗୁଣୁପୁର : ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ମହେନ୍ଦ୍ରତନୟା ତଥା ସାନ ନଦୀରେ ପ୍ରବଳ ବେଗରେ ପାଣି ଆସିଥିଲା। ସୁ ସୁ ଗର୍ଜ୍ଜନ କରି ବଢ଼ୁଥିଲା ପାହାଡ଼ି ନଈ। ଖଇରା ନିକଟସ୍ଥ ଭରା ସାନ ନଦୀରେ ଫସି ଯାଇଥିଲେ ଛଅ ଟିକିଆ…
Read More...

ପୋଖରୀରୁ ୮ ବାଇକ ଉଦ୍ଧାର, ୩ ଗିରଫ

କେନ୍ଦ୍ରାପଡ଼ା: ପୋଖରୀ ଭିତର ୮ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପାଟକୁରା ଅଞ୍ଚଳର ଏକ ପୋଖରୀ ଭିତରୁ ମର୍ଶାଘାଇ ପୁଲିସ ଦ୍ବାରା ୮ଟି ବାଇକ ଉଦ୍ଧାର…
Read More...

ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ

ଭୁବନେଶ୍ବର: ରାଜଧାନୀର ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋରକୁ ସିଲ କରାଯାଇଛି। ଷ୍ଟୋରରେ ଡଷ୍ଟବିନ ବ୍ୟବହାର ଏବଂ ସ୍ବଚ୍ଛତା ପାଳନ ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିବା ପରେ ଭୁବନେଶ୍ବର ମହାନଗର…
Read More...

ମଲାଶୁଣି ନଦୀବନ୍ଧରେ ଘାଇ

ଖୋର୍ଦ୍ଧା: ମଲାଶୁଣି ନଦୀ ବନ୍ଧରେ ପ୍ରାୟ ୧୮ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି। ମଶାଣିଆ-ବକୁ ରାସ୍ତାରେ ଥିବା ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ଘାଇ ସୃଷ୍ଟି ହେବା ଫଳରେ ୩ଟି ପଞ୍ଚାୟତର ୧୫ଟି…
Read More...

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡ଼ି

ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡ଼ି ସମର୍ଥନ ଦେବ ବୋଲି ଘୋଷଣା କରିଛି। ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲବେଳେ ବିଜେଡ଼ି ସାଂସଦ ଉପସ୍ଥିତ…
Read More...

ପ୍ରକାଶ ପାଇଲା ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ: ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ

ନୂଆଦିଲ୍ଲୀ: କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ପକ୍ଷରୁ ଆଇସିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ପାସ ହାର ୯୯.୯୭…
Read More...