www.samajalive.in
Monday, December 8, 2025
14.1 C
Bhubaneswar

୧୦ ଫୁଟ ଲମ୍ବ ଅଜଗର ଉଦ୍ଧାର

କଲମପୁର: ଦାସିଗାଁ ଘରବାରିରେ ଏକ ଅଜଗର ଥିବା ନେଇ ଜମି ମାଲିକ ଦେଖି ଭୟଭିତ ହେଇଯାଇଥିଲେ। ତୁରନ୍ତ ଜମି ମାଲିକ ଗଜାନନ ଲହଜ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବୀରେନ୍ଦ୍ର ସାହୁଙ୍କୁ ସହ ଯୋଗାଯୋଗ କରିଥିଲେ। ଶ୍ରୀ ସାହୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବନ କର୍ମଚାରୀଙ୍କ ସହାୟତାରେ ଅଜଗରକୁ ଉଦ୍ଧାର କରିଥିଲେ। ଅଜଗରର ଲମ୍ବ ପ୍ରାୟ ୧୦ ଫୁଟ ହେଇଥିବା ବେଳେ ଓଜନ ୧୨ କେଜି ବୋଲି ଜଣାପଡ଼ିଛି। ଏହି ଅଜଗରକୁ ସୁରକ୍ଷିତ ଭାବେ ବନ କର୍ମଚାରୀଙ୍କ ସହାୟତାରେ ସିଙ୍ଗାରି ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories