ବନ୍ୟା ପରିସ୍ଥିତିରେ ଖରିଫ୍‌ ଫସଲର ସ୍ଥିିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ କୃଷି ଓ କୃଷକ…
Read More...

ହୀରାକୁଦର ୪ଟି ଗେଟ ଦେଇ ଜଳ ନିଷ୍କାସନ, ହ୍ରାସ ପାଉଛି ପ୍ରମୁଖ ନଦୀର ଜଳସ୍ତର

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଲେ ଯେ ଲଘୁଚାପ ଅବପାତରେ ପରିଣତ ହୋଇ ଓଡିଶା ଅତିକ୍ରମ କରିସାରିଛି। ଏବେ…
Read More...

ନୟାଗଡ଼ ଓ ଅନୁଗୋଳ ଜିିଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର:ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ପରିକ୍ରମଣ କରିବା ଲକ୍ଷ୍ୟରେ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ଅନୁଗୋଳ ଏବଂ ନୟାଗଡ଼…
Read More...

କନ୍ଧମାଳ ଲଗାଣ ବର୍ଷା: ମାଟିରେ ମିଶିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ଅନେକ ଝାଟିମାଟି ଘର ଭାଙ୍ଗିରୁଜି ଯାଇଛି। କେଉଁଠି ଅଧା ଭଙ୍ଗା ତ କେଉଁଠି ମାଟିଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଏଭଳି…
Read More...

ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା, ଯାତ୍ରୀ ସୁରକ୍ଷିତ ସୂଚନା

ମହାକାଳପଡ଼ା: ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା। ଡଙ୍ଗାରେ ୧୫୦ଜଣ ଯାତ୍ରୀ ଥିବାବେଳେ ଡଙ୍ଗାଟିକୁ ପ୍ରାୟ ୪/୫ କିଲୋମିଟର ପର୍ଯ୍ୟନ୍ତ ଭସାଇ ନେଇଥିବା ସୂଚନା ମିଳିଛି। ଡଙ୍ଗାଟି ବୁଡ଼ି ନ ଥିବାରୁ ସମସ୍ତ…
Read More...

୧୨୬ ଲିଟର ଚୋରାମଦ ଜବତ, ୨ ଗିରଫ

ଚୌଦ୍ୱାର:୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟସ୍ଥ ଧୂମାବତୀ ଛକରୁ ପୁଲସ୍ ୧୨୬ ଲିଟର ଚୋରା ଦେଶୀ ମଦ ଜବତ କରିଛି। ଏଥି ସହିତ ୨ଜଣ ଚୋରା ମଦ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡ଼…
Read More...

କାର-ବାଇକ ମୁହାଁ ମୁହିଁ ଧକ୍କା, ଜଣେ ଗୁରୁତର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଆଜି କାର-ବାଇକ ମୁହାଁ ମୁହିଁ ଧକ୍କାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହାତ ଜଣଙ୍କ ଗୋପାଳପୁର ଶିଗିଡି…
Read More...

୭୦କେଜି ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

ଘଣ୍ଟାପଡା: ଗତକାଲି ସନ୍ଧ୍ୟାରେ ଘଣ୍ଟାପଡା ଫାଣ୍ଡି ପୁଲିସ ଦେଓଗାଁ- ଯାମୁଟ ବ୍ରିଜ ନିକଟରୁ ସନ୍ଦେହରେ ଏକ ଗାଡିକୁ ଆଣି ଅଟକ ରଖିଥିଲା। ରାତିରେ କଣ୍ଟାମାଳ ଥାନା ଦାୟିତ୍ୱରେ ଥିବା ଡିଏସପି ତପସ୍ୱିନୀ କହଁରଙ୍କ…
Read More...

କାଠ ଚୋରକୁ ଧରିଲେ ଗ୍ରାମବାସୀ, ଛାଡିଦେଲା ବନବିଭାଗ

ଘଣ୍ଟାପଡା: କଣ୍ଟାମାଳ ବନାଞ୍ଚଳ ଘଣ୍ଟାପଡା ସେକ୍ସନ ଉମା ବିଟ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ଜଙ୍ଗଲରୁ ଜନୈକ ବ୍ୟକ୍ତି ଏକ ପିକଅପ ଡାଲା ଗାଡ଼ିରେ ୨୦ଟି କାଠବଲା ବୋଝେଇ ଖୁଣ୍ଟିଗୋରା ଦିଗକୁ ଯାଉଥିବା…
Read More...

‘ସମାଜ’ ପକ୍ଷରୁ ବନ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ

ବାଙ୍କୀ: ଶୁକ୍ରବାର ‘ସମାଜ’ ପକ୍ଷରୁ ବାଙ୍କୀ-ଡମପଡ଼ା ବ୍ଲକ୍ ଅଧିନ ଶିମିଳିପୁର ପଞ୍ଚାୟତ ଶୁଖୁଆଖଳା ଗ୍ରାମରେ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। ‘ସମାଜ’ ରିଲିଫ୍ କମିଟି ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ପ୍ରତ୍ୟେକ୍ଷ…
Read More...

ସମଗ୍ର କନ୍ଧମାଳ ଜିଲାରେ ପ୍ରବଳ ବର୍ଷା, ଡାକପାଲା ବ୍ରିଜ ଉପରେ ତିନି ଫୁଟ ଉଚ୍ଚରେ ଜଳ ପ୍ରବାହିତ

ଫୁଲବାଣୀ: ଦୁଇ ଦିନର ବିରତି ପରେ ରାତିରୁ ପୁଣି ଆରମ୍ଭ ହୋଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ସମଗ୍ର କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା, ଘର କାନ୍ଥ…
Read More...

୨୫ ବନ୍ୟା ବିପନ୍ନ ପରିବାରଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ପିପିଲି:ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ଉଭୟ ନଦୀରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଦୀର୍ଘ ୬ଦିନ କାଳ…
Read More...

ବନ୍ୟାରେ ଧୋଇହେଲା ବିଜୁସେତୁ ଆପ୍ରୋଚ ରାସ୍ତା

ହରଭଙ୍ଗା: ମହାନଦୀ ବନ୍ୟାରେ ଜଗନ୍ନାଥ ସଡକ ଉପରେ ନୂତନଭାବେ ନିର୍ମାଣ ହୋଇଥିବା କୁଶାସିଙ୍ଗା ବିଜୁସେତୁର ହରଭଙ୍ଗା ପାର୍ଶ୍ବ ଆପ୍ରୋଚ ରାସ୍ତା ଧୋଇହୋଇଯାଇଥିବା ଜଣାପଡିଛି।ଫଳରେ ଏହି ସେତୁ ଉପରେ ନିର୍ଭର କରୁଥିବା…
Read More...

୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗର କଟକଣା ହଟିଲା

ଭୁବନେଶ୍ବର: କୋଭିଡ୍‌-୧୯ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ନାମଲେଖା ଉପରେ ଜାରି କରାଯାଇଥିବା କଟକଣାକୁ…
Read More...

‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ’; ସମସ୍ତେ ନିଜକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଆଜି ସନ୍ଧ୍ୟାରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

୧୦୫ ଲିଟର ରନ୍ଧା ମଦ ଜବତ, ୩ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଗତ କିଛି ଦିନ ହେବ ଅବକାରୀ ବିଭାଗ ସକ୍ରିୟ ହୋଇ ଉଠିଛି। ପାଟଣାଗଡରେ ତନାଘନା ଚଢଉ ଚାଲିଥିବା ବେଳେ ବଲାଙ୍ଗିର ମୋବାଇଲ୍ ସ୍କ୍ୱାର୍ଡ ଓ ସଦର ଅବକାରୀ ବିଭାଗ ପକ୍ଷରୁ ଡୁଡୁକାଶିରା ଚରେଇମରା…
Read More...

ଭାଇକୁ ହତ୍ୟା ପାଇଁ ଲକ୍ଷେ ଟଙ୍କା ସୁପାରୀ, ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସହ ୪ ଗିରଫ

ବଲାଙ୍ଗିର: ବେପାରକୁ ନେଇ ବିବାଦ। ଆଉ ଏହି ବିବାଦ ଭୟଙ୍କର ରୂପ ହତ୍ୟାକାଣ୍ଡ। ଗତ ମଙ୍ଗଳବାର ଭୋରରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ଘରୋଇ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଡଲି ଠେଲା ଲଗାଇ ବେପାର…
Read More...

ପଖନମୁଣ୍ଡା ବିଦ୍ୟାଳୟରେ କୃମି ନାଶକ ବଟିକା ବଣ୍ଟନ

କଣ୍ଟାବାଞ୍ଜି: ସାରା ଭାରତରେ ଅଗଷ୍ଟ ୧୨କୁ ଜାତୀୟ କୃମି ନାଶକ ଦିବସ ଭାବେ ପାଳନ କରାଯାଇଥିଲା। ସେହି ପରିପ୍ରେକ୍ଷୀରେ ବିଦ୍ୟାଳୟମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ମାଗଣାରେ ବଣ୍ଟନ…
Read More...

ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିମନ୍ତେ ଋଣ ମେଳା, ଷ୍ଟାର୍ଟଅପ୍ ପାଇଁ ଯୁବପିଢୀଙ୍କ ବଢିଛି ଉତ୍ସାହ

ଭୁବନେଶ୍ୱର: ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ର ଏବଂ ନୂତନ ଉଦ୍ଭାବନରେ ଯଥେଷ୍ଟ ଯୋଗଦାନ କରିଥାନ୍ତି । କିନ୍ତୁ ତାଙ୍କର ଯଥେଷ୍ଟ ଯୋଗଦାନ ସତ୍ତ୍ୱେ ଉକ୍ତ…
Read More...

ବାତ୍ୟା ହେବ ବୋଲି ଆଇଏମଡି କହିନି, ଗଭୀର ଅବପାତ ହେବ କହିଛି: ଏସଆରସି

ଭୁବନେଶ୍ବର: ବାତ୍ୟା ଆଶଙ୍କା ସମ୍ପର୍କରେ ଏସଆରସି ପ୍ରଦୀପ କୁମାର ଜେନାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହାକୁ ବାତ୍ୟା ବୋଲି କୁହାଯିବ ନାହିଁ। କିନ୍ତୁ…
Read More...

ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଲା ଜନ୍ମାଷ୍ଟମୀ

ସାରନଗରୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମଦିନ। ବ୍ରତଧାରୀମାନେ ଉପବାସ ରହି ନିଷ୍ଠାର ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରିଥିଲେ। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଧ୍ୟ ରାତ୍ରୀରେ ପ୍ରଭୁଙ୍କର ଜନ୍ମ…
Read More...

ଜନ୍ମାଷ୍ଟମୀ ଅବସରରେ ସ୍ବାମୀ ଲକ୍ଷ୍ଣଣାନନ୍ଦଙ୍କ ୧୪ତମ ଶ୍ରଦ୍ଧାଞ୍ଜଳି, ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ/ତୁମୁଡିବନ୍ଧ: କନ୍ଧମାଳ ଜିଲା ସାରା ଆଜି କଡା ସୁରକ୍ଷା ଭିତରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ୧୪ତମ ତିରୋଧାନ ଦିବସ ଅନୁଷ୍ଠିତ ହୋଇଯାଇଛି।…
Read More...

ଭାଲିଆଗଡ କ୍ୟାବିନରୁ ଗଞ୍ଜେଇ, ଅଫିମ ସହ ବ୍ରାଉନ ସୁଗାର ଜବତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡରେ ଏକ କ୍ୟାବିନରେ ଚା, ବିସ୍କୁଟ ସାମଗ୍ରୀ ସହ ଗଞେଇ, ଅଫିମ ସହ ବ୍ରାଉନ ସୁଗାର ବିକ୍ରି କରୁଥିବା ମାମଲାରେ ଆଜି ଅବକାରୀ ବିଭାଗ ପକ୍ଷରୁ ଜଣେ ଯୁବକକୁ ଗିରଫ କରାଯାଇଛି।…
Read More...

ସତ୍ୟବାଦୀରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ: ସ୍ୱାଧୀନତା ଦିବସ ଠାରୁ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ପୁରୀ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଆଜି ଅପରାହ୍ନରେ ସତ୍ୟବାଦୀ ଯୁଗର ପଞ୍ଚସଖା…
Read More...

ଘଣ୍ଟାପଡା ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଘଣ୍ଟାପଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଶିଶୁ ଭାଇ ଭଉଣୀମାନେ କୃଷ୍ଣ, ରାଧା, ଗୋପାଳ, ନନ୍ଦ ଯଶୋଦା, ଗୋପୀ ଗୋପାଙ୍ଗନା, ସୁଦାମା…
Read More...

୭ କିଲୋମିଟର ଖଟିଆରେ ବୁହାହେଲା ମୃତଦେହ

କଲମପୁର:ରାସ୍ତା ନାହିଁ କି ପୋଲ ନାହିଁ। ଘର ତ ଦୂରର କଥା ଗାଁକୁ ପହଞ୍ଚିଲା ନାହିଁ ଆମ୍ବୁଲାନ୍ସ। ଦୀର୍ଘ ୭ କିଲୋମିଟର ଦୂର ଖଟିଆରେ ବୁହା ହେଇ ଘରକୁ ନିଆଗଲା ମୃତଦେହ। ଏ ହେଉଛି କଳାହାଣ୍ଡି ଜିଲାର ଅପହଞ୍ଚ ଇଲାକା ଭାବେ…
Read More...

ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିରରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗୀତା

ନବରଙ୍ଗପୁର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ନବରଙ୍ଗପୁର ମେଦ୍ରି ସାହି ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିର ଠାରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ତିନୋଟି ଭାଗରେ ମୋଟ ୪୦ଜଣ ଛାତ୍ରଛାତ୍ରୀ…
Read More...

ବନ୍ୟା ଧୋଇନେଲା ପରିବା ଚାଷ, ଚାଷୀ ହତାସ

ବାଙ୍କୀ: ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ। ବର୍ଷର ବିଭିନ୍ନ ସମୟରେ ପ୍ରକୃତିକ ବିପର୍ଯ୍ୟୟ ଘଟି ଚାଷ ଓ ବାସକୁ ପ୍ରଭାବିତ କରୁଛି। ଗୋଟିଏ ବିପର୍ଯ୍ୟୟର କ୍ଷତି ଭରଣା ପାଇଁ କଠିକ ପରିଶ୍ରମ କରି ଚାଷୀ ଉଠୁଥିଲା ବେଳେ ଅନ୍ୟ…
Read More...

ପାନୀୟଜଳ ବ୍ୟବସ୍ଥା ପାଇଁ ନଳକୂଅ ବିଶୋଧନ ପ୍ରକ୍ରୀୟା ଆରମ୍ଭ

ଚଳିତ ବନ୍ୟାରେ ବାଙ୍କୀ ଓ ଡମପଡା ବ୍ଲକର ବିଲିପଡା, ଶିମିଳିପୁର, ହରିରାଜପୁର ପରି ବାଙ୍କୀ ବ୍ଲକର ସୁବର୍ଣ୍ଣପୁର, ରତାଗଡ, ଅନୁୟାରୀ, ଗୋଳାଗଣ୍ଡ, ବନ୍ଦାଳ ଆଦି ବହୁ ପଞ୍ଚାୟତରେ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଗୁଡିକ…
Read More...

କରବର ଗ୍ରାମରେ ଶୁଖିଲା ଓ ରନ୍ଧାଖାଦ୍ୟ ବଣ୍ଟନ; ବିପନ୍ନଙ୍କୁ ମିଳିଲା ପଲିଥିନ୍

ବାଙ୍କୀ: ମହାନଦୀର ଚଳିତ ବନ୍ୟାରେ ଶିମିଳିପୁର ପଞ୍ଚାୟତର କରବର ଗ୍ରାମ ଏକରକମ ଜଳବନ୍ଦୀ ରହିଛି। ବାଙ୍କୀ-କଟକ ମୁଖ୍ୟ ରାସ୍ତାଟିରେ କରବର ଠାରେ ପାଣି ପ୍ରଭାବ ପକାଇ ନଥିଲେ ମଧ୍ୟ ବନ୍ୟାଜଳ ଗ୍ରାମକୁ ଘେରି ରହିଛି। ହରିଜନ…
Read More...

ଛାତ ଉପରେ ଦୟନୀୟ ଜୀବନ ବିତାଉଛନ୍ତି ବନ୍ୟା ବିପନ୍ନ, ୩୧ପଞ୍ଚାୟତର ୮୪ଗ୍ରାମରେ ୧ଲକ୍ଷ ୪୫ହଜାର ୩୧୩ଜଣ ପ୍ରଭାବିତ

ବାଙ୍କୀ: ମହାନଦୀରେ ବନ୍ୟା ପରିସ୍ଥିତି ଦୀର୍ଘ ୫ଦିନ ଧରି କୂଳ ବାସୀଙ୍କୁ ବିପଦ ସଙ୍କୁଳ ପରିସ୍ଥିତିର ସାମ୍ନା କରାଇଛି। ବୁଧବାର ମହାନଦୀର ଜଳସ୍ତର ହ୍ରାସ ପାଇବାରୁ ନଦୀକୂଳ ବାସୀ ନିଶ୍ଚିତ ବିପଦରୁ ସୁଧାର ଆସିବା ଅନୁଭବ…
Read More...

ବଢୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା, ଜଳସ୍ତର କମିବା ସତ୍ତ୍ବେ ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ

ପିପିଲି:ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ଏହା ବିପଦ ସଂକେତ ଠାରୁ ଢେର ଉର୍ଦ୍ଧରେ ପ୍ରବାହିତ ହେଉଛି। ଦୟା ନଦୀର ମାଧିପୁର ଓ କଣ୍ଟିକାଜରୁ ନିର୍ଗତ ବନ୍ୟାଜଳ…
Read More...

ରେଙ୍ଗାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଆଜି ନିସାନଭଙ୍ଗା ଗ୍ରାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀମାନେ ରାଧାକୃଷ୍ଣ, ଗୋପୀ-ଗୋପାଳ ବେଶରେ…
Read More...

ବର୍ଷା ଜଳରେ ଉବୁଟୁବୁ ଦୋସିଙ୍ଗା ବାସୀ

ଧାମରା:ଧାମରା ନିକଟସ୍ଥ ଦୋସିଙ୍ଗା ପଞ୍ଚାୟତବାସୀ ବର୍ଷା ଜଳରେ ଉବୁଟୁବୁ ହେଉଥିବା ଜଣାଯାଇଛି। ଗୋଟିଏ ପଟରେ ଧାମରା ବନ୍ଦର କର୍ତ୍ତୃପକ୍ଷ ବଙ୍ଗୋପସାଗର ସହ ସଂଯୋଗୀ କରଣ ସମସ୍ତ ପାଣି ନିଷ୍କାସିତ ହେବାକୁ ଥିବା ନାଳକୁ…
Read More...

ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା: ଆଗାମୀ ଲଘୁଚାପ ବର୍ଷା ପରପ୍ରେକ୍ଷୀରେ ହୀରାକୁଦ ଜଳଭଣ୍ଡାର…

ଭୁବନେଶ୍ୱର: ଆଜି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବନ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ…
Read More...

ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଲାଞ୍ଜିଗଡ ବ୍ଳକ ଗସ୍ତ, ସିଏଚସି ଓ ସ୍ମାର୍ଟ ସ୍କୁଲ ପରିଦର୍ଶନ

ଲାଞ୍ଜିଗଡ:ନୂତନ ଭାବେ ଯୋଗ ଦେଇଥିବା ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଲାଞ୍ଜିଗଡ ବ୍ଳକ ଗସ୍ତରେ ଆସି ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ…
Read More...

ଜଙ୍ଗଲଜାତ ଦ୍ରବ ସଂଗ୍ରହ ପାଇଁ ଯାଇ ଗୁମ୍ଫାରେ ନେଇଥିଲେ ଆଶ୍ରୟ, ମାଟି ଅତଡ଼ା ଖସିବାରୁ ଗଲା ୨ ଜୀବନ

ଜୟପୁର: ବୈପାରୀଗୁଡ଼ା ଗୁପ୍ତେଶ୍ବର ଅଞ୍ଚଳର ମାଳିପଦର ଜଙ୍ଗଲରେ ଅଘଟଣ। ଜଙ୍ଗଲରେ ମାଟି ଅତଡ଼ା ଧସି ୨ଜଣ ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଥିବା ସୂଚନା ମିଳିଛି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଲାଗି ମଙ୍ଗଳବାରଠାରୁ ୫ଜଣ…
Read More...

ଆଗକୁ ଗଲେ ବାଘ ଭୟ, ପଛକୁ ଫେରିଲେ ସାପ

କଲମପୁର: ଆଗକୁ ଗଲେ ବାଘର ଭୟ ରହିଥିବାବେଳେ ପଛକୁ ଫେରିଲେ ବିଷାକ୍ତ ସର୍ପ ଦଂଶନର ଆଶଙ୍କା ରହିଛି। ହାତୀ ନଦୀରେ ବନ୍ୟା ଆସିଲେ ଏଭଳି ଏକ ଭୟର ବାତାବରଣରେ ରୁହନ୍ତି ହାତୀ ନଦୀ କୂଳରେ ଥିବା କଲମପୁର ବ୍ଲକ ଅଧିନସ୍ଥ ଦେପୁର…
Read More...

ଭଙ୍ଗା ଘରେ ବୃଦ୍ଧ ବାପାମା’ଙ୍କ ସହ ଅସହାୟ ଜୀବନ ବଞ୍ଚୁଛି ନାବାଳିକା ଝିଅ

କଲମପୁର:ଲଗାଣ ବର୍ଷାରେ ଭାଙ୍ଗିଲା ଘର। ଅସହାୟ ହେଉଛନ୍ତି ପରିବାର ଲୋକ। ବୟସାଧିକ ଯୋଗୁଁ ଘର ସଜାଡିବା ପାଇଁ ମୁରବୀ ଋଷି ବଚ୍ଛା ଅଥବା ତାଙ୍କ ସ୍ତ୍ରୀ ପାଖରେ ଆର୍ଥିକ ସମ୍ବଳ ଅଥବା ଶାରିରୀକ ସାମର୍ଥ୍ୟ ନାହିଁ। ଋଷିଙ୍କ…
Read More...

ଲଘୁଚାପ ଜନିତ ମାତ୍ରାଧିକ ବୃଷ୍ଟିପାତ ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ ପରାମର୍ଶ

ସାଂପ୍ରତିକ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଅଛି। ଏହି ପରିସ୍ଥିତିରେ ଫସଲ…
Read More...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫ଦିନ ପାଇଁ ରିଲିଫ ସହାୟତା ଘୋଷଣା ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ୧୫ଦିନରେ ସହାୟତା ଯୋଗାଇବାକୁ ନିର୍ଦେଶ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି…
Read More...

‘ଶକୁନ୍ତଳା ଆର୍ଟ ଗ୍ୟାଲେରୀ’ରେ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ବର: ସାରା ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ଉପଲକ୍ଷେ ଅମୃତ ମହୋତ୍ସବ ପାଳିତ ହେଉଛି। ସୋମବାର ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ନିକଟ ଉତ୍ତରା ଛକ ଠାରେ ‘ଶକୁନ୍ତଳା ଆର୍ଟ ଗ୍ୟାଲେରୀ’ ଉଦଘାଟିତ…
Read More...

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଚକ୍ରପାଣି ନାହକଙ୍କୁ ଆଜି କୋର୍ଟ ଛକ ନିକଟସ୍ଥ ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରେ ଜନୈକ ଠିକାଧାର ମରଣାନ୍ତକ୍ର ଆକ୍ରମଣ କରିଥିବା ନେଇ ଟାଉନଥାନାରେ…
Read More...

ସ୍ୱାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲାର ଅବଦାନ ଅନନ୍ୟ: ମନ୍ତ୍ରୀ ଜଗନ୍ନାଥ ସାରକା

ଫୁଲବାଣୀ:ଭାରତ ବର୍ଷର ସ୍ୱାଧୀନତା ଲୁହ ଓ ଲହୁର ଇତିହାସ, ତ୍ୟାଗ ଓ ବଳିଦାନର ଇତିହାସ । ଦେଶର ଅନେକ ସଂଗ୍ରାମୀଙ୍କୁ ଆତ୍ମବିସର୍ଜନ କରିବାକୁ ପଡ଼ିଛି । ଯେଉଁ ମହାନ ଦେଶଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ…
Read More...

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର: ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଗତକାଲି ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଟି ଅଂହିସା ରଥକୁ ଉଦଘାଟନ କରିବା ପରେ ପରେ ଭୁବନେଶ୍ୱର ମହାନଗରର ବିଭିନ୍ନ ସ୍ଥାନକୁ ଏହି ରଥ ପରିକ୍ରମା…
Read More...

ରାଜସ୍ୱ ବିଭାଗରେ ୫‘ଟି’ର ପ୍ରଭାବ: ମାସାଧିକ କାଳ ଲାଗୁଥିବା ଦାଖଲ ଖାରଜ ମାମଲା ଏବେ ସାତ ଦିନ ମଧ୍ୟରେ ହେଉଛି ସମାପ୍ତ

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୫‘ଟି’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଶ୍ରୀଯୁକ୍ତ…
Read More...

କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡିଶା ହକି ପ୍ରମୋସନ କାଉନସିଲର ଅଧକ୍ଷ…
Read More...

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କଲକାତାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳୀୟ ମିଳିତ ମଞ୍ଚର ମିଳିତ ଆନୁକୂଲ୍ୟରେ କଲକାତାଠାରେ ୭୬ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।…
Read More...

ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ସର୍ବଦା ଚିରସ୍ମରଣୀୟ: କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ନୂଆ ପ୍ରଶାସନିକ ଭବନ ସମ୍ମୁଖରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ…
Read More...

ବନ୍ୟାପାଣିରେ ଉବୁଟୁବୁ ହେଉଛି ଚାନ୍ଦୁଆ ସହର ପିପିଲି; ଦେଖନ୍ତୁ କେମିତି ରହିଛି ସ୍ଥିତି ?

ପିପିଲି: ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ନଦୀ ଉପକୂଳବର୍ତ୍ତି ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ…
Read More...

କଟକ ମୁଣ୍ଡଳିରେ ୧୨ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ

କଟକ: କଟକ ମୁଣ୍ଡଳିରେ ୧୨ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ ହେଉଛି। କଟକ ମୁଣ୍ଡଳିରେ ଏବେ ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିର ବିପଦ ସଙ୍କେତ ଉପରେ ଚାଲିଛି ମହାନଦୀ। ବିପଦ ସଙ୍କେତ ୯୭.୨୫ଫୁଟ…
Read More...

ହୀରାକୁଦ ଡ୍ୟାମରେ ପୁଣି ଖୋଲିଲା ଆଉ ୫ଟି ଗେଟ, ମୋଟ ୪୦ଟି ଗେଟରେ ହେବ ଜଳ ନିଷ୍କାସନ

ହୀରାକୁଦ:ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦରେ ଆଉ ୫ଟି ଗେଟ୍ ଖୋଲାଯାଇଛି । ଆଜି ରାତି ୮ରୁ ୯ ସୁଦ୍ଧା ଆଉ ୯ଟି ଗେଟ୍ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି । ଉପରମୁଣ୍ଡରେ ବର୍ଷାକୁ ଗୁରୁତ୍ବ ଦେଇ ଏଭଳି ମୋଟ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜାଦି କା ଅମ୍ରିତ ମହୋତ୍ସବ

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ପାଳିତ…
Read More...

ସ୍ବାଧୀନତାରର ୭୫ବର୍ଷ ପୂର୍ତ୍ତି ଅବସରରେ ୭୫ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ସମଗ୍ର ଭାରତ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବରେ ଆଜି ଅମୃତମୟ ହୋଇ ଉଠିଛି। ତିନି ଧରି ଚାଲୁଥିବା ଏହି ଅମୃତ ମହୋତ୍ସବର ଆଜି ଦ୍ୱିତୀୟ ଦିବସରେ ଗୋଡ଼ଭଗା ଜାତୀୟ ରାଜପଥରେ ସାଧାରଣ ଜନତା ଉଡାଇଥିଲେ…
Read More...

ନିଖିଳ ଓଡ଼ିଶା ଆନ୍ତଃବିଦ୍ୟାଳୟ ଟେବୁଲ ଟେନିସ୍‌; ଉର୍ଜା, ଅଙ୍କୁର ଓ ଜିଜ୍ଞାଶୁ ସିଙ୍ଗଲ୍‌ସ ଚମ୍ପିଆନ୍‌

କଟକ: ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍‌ ପକ୍ଷରୁ କଟକର ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ନିଖିଳ ଓଡ଼ିଶା ଆନ୍ତଃବିଦ୍ୟାଳୟ ଟେବୁଲ ଟେନିସ୍ ଚମ୍ପିଆନ୍‌ସିପ୍‌ ପ୍ରତିଯୋଗିତା ରବିବାର ସମାପ୍ତ…
Read More...

ରାଜ୍ୟଗୋଷ୍ଠୀ ହ୍ବିଲଚେୟାର ଅସିଚାଳନା ପଦକ ବିଜେତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ: ଲଣ୍ଡନରେ ଆୟୋଜିତ ରାଜ୍ୟଗୋଷ୍ଠୀ ହ୍ବିଲଚେୟାର ଅସି ଚାଳନା ଚମ୍ପିଆନସିପ୍‌ରେ ଓଡ଼ିଶାର ଭି. ରମେଶ ରାଓ, ରାଖାଲ ସେଠୀ ଓ ମାଳତି ପାନାଉରେ ଅଂଶଗ୍ରହଣ କରିଥିଲେ। ମାଳତି ବ୍ୟକ୍ତିଗତ ଫଏଲ , ରାଖାଲ କୁମାର ସେଠୀ ଓ ଭି.…
Read More...

ଗାଁ ବିଲରୁ ମୃତଦେହ ଉଦ୍ଧାର

ଧାମନଗର: ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ଗ୍ରାମର ରମାକାନ୍ତ ରାଉତ( ୫୯) ବିଲକୁ ଯାଇ ନିଖୋଜ ଥିବା ବେଳେ ତାଙ୍କ ମୃତଦେହ ଆଜି ଗାଁ ବିଲରୁ ଉଦ୍ଧାର କରାଯାଇଛି। ଶନିବାର ପୂର୍ବାହ୍ଣରେ ରମାକାନ୍ତ…
Read More...

ରାଜଧାନୀରେ ‘ମୋ ହସ୍ପିଟାଲ’ ଆପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଏଣିକି ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କୁ ଚିକିତ୍ସାଳୟ ଯାଇ ଲମ୍ବା ଲାଇନ୍‌ ଦେବାକୁ ପଡ଼ିବ ନାହିଁ। ଏଥିପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ‘ମୋ ହସ୍ପିଟାଲ’ ଆପ୍‌…
Read More...

ଧାରଣାରେ ମାଟିଅତଡ଼ା, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

କଲ୍ୟାଣସିଂହପୁର:କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତରେ ଥିବା ରେଳଷ୍ଟେସନ ନିକଟରେ ମାଟିଅତଡ଼ା ଧସି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ପ୍ରାୟ ତିନିଦିନ ବ୍ୟାପୀ ଲଘୁଚାପ ଜନିତ ବର୍ଷା…
Read More...

ଲଘୁଚାପ ଜନିତ ବର୍ଷା: ଫିରିଙ୍ଗିଆ ବ୍ଳକରେ ସର୍ବାଧିକ, ସମଗ୍ର ବ୍ଳକରେ ପରିସ୍ଥିତି ଗମ୍ଭୀର

ଫୁଲବାଣୀ/ଫିରିଙ୍ଗିଆ: ସମଗ୍ର ରାଜ୍ୟରେ ଲଘୁଚାପ ପ୍ରଭାବରେ ଗତ ତିନିଦିନ ହେଲା ବର୍ଷା ଲାଗିରହିଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଜିଲାର ବିଭିନ୍ନ ନଦିନାଳମାନଙ୍କରେ…
Read More...

ପ୍ରକଳ୍ପ ନାମରେ ଟଙ୍କା ଅପବ୍ୟୟ କରୁଛନ୍ତି ଓଡିଶା ଜୀବିକା ମିଶନ, ଉପକୃତ ହୋଇ ପାରୁନାହାନ୍ତି ଅଞ୍ଚଳବାସୀ

ମାଲକାନଗିରି: ପ୍ରକଳ୍ପ ନାମରେ ଟଙ୍କା ଅପବ୍ୟୟ କରୁଛନ୍ତି ଓଡିଶା ଜୀବିକା ମିଶନ, କର୍ମଚାରୀଙ୍କ ଅବହେଳା ଯୋଗୁଁ ଅଞ୍ଚଳବାସୀ ଉପକୃତ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ମାଲକାନଗିରି ସଦର ବ୍ଲକ ସ୍ଥିତ…
Read More...

ଭାରତରେ ଗଣତନ୍ତ୍ର ମଜଭୁତ ହେବାରେ ଲାଗିଛି, ୨୦୪୭ ସୁଦ୍ଧା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନ ପୂରଣ କରିବୁ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନ କରିଛନ୍ତି। ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ରାଷ୍ଟ୍ରପତି…
Read More...

‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ

ମାଲକାନଗିରି: ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ମାଲକାନଗିରି ସଦର ବ୍ଲକ ସ୍ଥିତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଶେଷ କରି ତାମସା, ତଣ୍ଡାପଲ୍ଲୀ,…
Read More...

ପିପିଲିରେ ତ୍ରିରଙ୍ଗା ଶୋଭାଯାତ୍ରା

ପିପିଲି:ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ପିପିଲିରେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ପକ୍ଷରୁ ଏହି ମହାର୍ଘ୍ୟ ଉତ୍ସବକୁ…
Read More...

ଗଣେଶ୍ୱର ହେମ୍ବ୍ରମଙ୍କୁ ସହିଦ ରଘୁ ସର୍ଦ୍ଦାର ସମ୍ମାନ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସ ପାଳନ କରୁଥିବାବେଳେ ସାମାଜିକ ସଂଗଠନ ବିସ୍ତାରିତ ଓଡ଼ିଶା ଓ ଲୋକ ବିକାଶ ପକ୍ଷରୁ ପାହାଳରେ ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ…
Read More...

ପୁଲିସର ମୋଷ୍ଟ ୱାଣ୍ଟେଡ ଦୁର୍ଦ୍ଧାନ୍ତ ମାଓବାଦୀ ପ୍ରଫୁଲ୍ଲ ପରିଛା ଗିରଫ

ମୋହନା: ଗଜପତି ଜିଲା ଅଡ଼ବା ପୁଲିସକୁ ମିଳିଛି ବଡ ସଫଳତା। ଗତ ୨୦୦୮ ଠାରୁ ପୁଲିସର ମୋଷ୍ଟ ୱାଣ୍ଟେଡ ଥିବା ଦୁର୍ଦ୍ଧାନ୍ତ ମାଓବାଦୀ ପ୍ରଫୁଲ୍ଲ ପରିଛା(୫୦)କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଗଜପତି ଜିଲା ଅଡ଼ଵା ଥାନା…
Read More...

ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ଥ, ଅଭିନବ ପ୍ରତିବାଦ କଲେ କର୍ଲାପଡାବାସୀ

କଲମପୁର: ଦିନକ ପରେ ସମଗ୍ର ଦେଶ ପାଳନ କରିବ ସ୍ୱାଧିନତାର ୭୫ ବର୍ଷ ଆଜାଦ କା ଅମୃତ ମହୋତ୍ସବ। କିନ୍ତୁ ପରିତାପର ବିଷୟ ସ୍ୱାଧିନତାର ଏହି ୭୫ ବର୍ଷରେ ମଧ୍ୟ ଅନେକ ଗାଁକୁ ନାହିଁ ରାସ୍ତାର ସୁବିଧା। ଯେଉଁଥିପାଇଁ ଏବେ ମଧ୍ୟ…
Read More...

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକଙ୍କ ବୈଠକ

ରେଙ୍ଗାଲି:ରେଙ୍ଗାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ରମଣୀକାନ୍ତ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବରେ ଯୋଗଦାନ…
Read More...

ବାଜିରେ ଲାଗୁଛି ଛାତ୍ରଛାତ୍ରୀଙ୍କ ଜୀବନ, ବିଦ୍ୟାଳୟ ଯିବା ପାଇଁ ସାହାରା ପାଲଟିଛି କାଠପୋଲ

ମୋହନା:ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେବେ ସ୍ଥାନୀୟ…
Read More...

ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ମିଶନ ଶକ୍ତି ଦ୍ୱାରା ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ

ଭୁବନେଶ୍ୱର:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନ ଜୋରଦାର ହେବାରେ ଲାଗିଛି । ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ…
Read More...

ବିଶ୍ବ ଅଙ୍ଗ ଦାନ ଦିବସ: ସୁରଜ୍ ପୁରସ୍କାର-୨୦୨୨ ପାଇଲେ ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି ଉଭୟଙ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ବର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ…
Read More...

ମହାନଦୀରେ ବନ୍ୟା ଆଶଙ୍କା: ଉଦଣ୍ଡୀ ନାଳରେ ବନ୍ୟାପାଣି, ମାରଡା ଗାଁ ପାଣି ଘେରରେ

ହରଭଙ୍ଗା: ଉପରମୁଣ୍ଡରେ ଲଗାଣବର୍ଷା ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟରେ ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀରେ ଏକ ବଡ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।ଉଭୟ ତେଲନଦୀ ଏବଂ ମହାନଦୀରେ ବନ୍ୟାଜଳ ବୃଦ୍ଧି…
Read More...

ତଳମୁଣ୍ଡରେ ଉଛୁଳିଲା ବୈତରଣୀ ଓ ସାଳନ୍ଦୀ; ୬ଟି ସ୍ଥାନରେ ନଦୀବନ୍ଧ ଟଳମଳ

ଆରଡି: ଚାନ୍ଦବାଲି ଓ ଆରଡି ଅଞ୍ଚଳରେ ଗତ ୫ଦିନ ହେବ ଲଗାଣ ବର୍ଷା, ପୂର୍ଣ୍ଣିମାତିଥିର ଉଚ୍ଚ ଜୁଆର ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଆରଡି ନିକଟସ୍ଥ…
Read More...

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, ରେଡ୍‌ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ତେବେ ରବିବାର ଓ ସୋମବାର ରାଜ୍ୟର କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ଅର୍ଥାତ ୨୦ ସେମିରୁ…
Read More...

ହୀରାକୁଦ ଡ୍ୟାମର ଆଉ ୪ ଗେଟ ଖୋଲିଲା, ୩୪ଟି ଗେଟରେ ନିସ୍କାଷିତ ହେଉଛି ଜଳ

ହୀରାକୁଦ: ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଡ୍ୟାମର ଆଉ ୪ଟି ଖୋଲିଛି। ଜିଲା ପ୍ରଶାସନର ଏକ ଜରୁରୀକାଳୀନ ବୈଠକ ପରେ ହୀରାକୁଦ ଡ୍ୟାମର ଆଉ ୪ ଟି ଡ୍ୟାମ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। ଫଳରେ…
Read More...

ବୈତରଣୀରେ ବନ୍ୟା ଆଶଙ୍କା, ନଈକୂଳବାସୀ ଆତଙ୍କିତ

ଦୋବଲ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାମନଗର ଅଞ୍ଚଳ ବେହାଲ। ବର୍ଷା ଲାଗିରହିବା କାରଣରୁ ରାସ୍ତା ଘାଟ, ନଦୀ, ନାଳ ଓ ପୋଖରୀ ଜଳାର୍ଣ୍ଣବ ହୋଇଛି। ବର୍ଷା ଯୋଗୁ ନିକଟରେ ରୁଆ ଯାଇଥିବା ଧାନଗଛଗୁଡିକ ତଳିଆ ଅଞ୍ଚଳରେ…
Read More...

ପିପିଲି ସାଂସ୍କୃତିକ ପରିଷଦର ‘ଆଜାଦି କା ଅମୃତ ମହୋତ୍ସବ’

ପିପିଲି:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଅଗ୍ରଣୀ ନାଗରିକ ସଂଗଠନ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ହାଟସାହି ପଞ୍ଚାୟତ ନୋଡାଲ ହାଇସ୍କୁଲ ଠାରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଇଛି। ଏହି…
Read More...

୬ ଯନ୍ତ୍ରୀଙ୍କୁ ୮ ଜିଲା ଦାୟିତ୍ବ, ଲଗାଣ ବର୍ଷା ପାଇଁ ସମ୍ଭାବ୍ୟ ସ୍ଥିତି ଏଡାଇବା ନିର୍ଦେଶ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ପାଇଁ ସମ୍ଭାବ୍ୟ ସ୍ଥିତି ଏଡାଇବାକୁ ୬ ଯନ୍ତ୍ରୀଙ୍କୁ ୮ ଜିଲା ଦାୟିତ୍ବ ଦିଆଯାଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି…
Read More...

ସୁକତେଲ ପ୍ରକଳ୍ପ ଲାଗି ୯୯୮ କୋଟି ମଞ୍ଜୁର

ବଲାଙ୍ଗୀର: ଭୂତଳ ପାଇପ ଦ୍ବାରା କାର୍ଯ୍ୟକାରୀ ହେବ ସୁକତେଲ ଜଳ ସମ୍ପଦ ପ୍ରକଳ୍ପ। ସୁକତେଲ ଜଳ ସମ୍ପଦ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ୯୯୮ କୋଟି ମଞ୍ଜୁର ହୋଇଛି। ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୮କୋଟି…
Read More...

ଭାରତୀୟ ଡାକ ବିଭାଗ ପକ୍ଷରୁ ଡାକମେଳା

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଡାକ ବିଭାଗ ତରଫରୁ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପାରିଖିତି ସରପଞ୍ଚ ସୁଶାନ୍ତ ନିମାଲା,…
Read More...

ଜାତୀୟ କୃମି ନାଶକ ଦିବସ ପାଳନ

ଫୁଲବାଣୀ: ଶୁକ୍ରବାର କନ୍ଧମାଳ ଜିଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ଜାତୀୟ କୃମି ନାଶକ ଦିବସ ପାଳନ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ଉମାକାନ୍ତ ରଥ ଉପସ୍ଥିତ ରହି ଉତ୍ତମ…
Read More...

ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ୧୭ ପ୍ରସ୍ତାବକୁ ମଞ୍ଜୁରୀ, ଓଡ଼ିଶା ମିଲେଟ ମିଶନ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି…

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରୁ ଗୁରୁତ୍ବପୂର୍ଣ୍ଣ ୧୭ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଜେଜେଏମ ଯୋଜନାରେ ୩ଟି ଜିଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପାଇଥିବା…
Read More...

ଆଧାର କାର୍ଡ ଫିଙ୍ଗି ପୋଷ୍ଟ ମାଷ୍ଟର ନିଲମ୍ବିତ

ମୋହନା: ଡରାବ ଗାଁରେ ଆଧାର କାର୍ଡ ନ ବାଣ୍ଟି ଫିଙ୍ଗି ଦିଆଯିବା ଘଟଣାରେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ପଶୁଧର ରଣସିଂହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପାରଳାଖେମୁଣ୍ଡି ମୁଖ୍ୟ ଡାକ ସେବା ନିରୀକ୍ଷକ ପୋଷ୍ଟ ମାଷ୍ଟର ପଶୁଧର…
Read More...

ସଲମାନ ରୁଶଦିଙ୍କୁ ଛୁରାମାଡ଼

ନ୍ୟୁୟର୍କ: ଖ୍ୟାତନାମା ଲେଖକ ସଲମାନ ରୁଶଦିଙ୍କୁ ଛୁରାମାଡ଼। ନ୍ୟୁୟର୍କରେ ହୋଇଛି। ଆକ୍ରମଣର କାରଣ ଜଣାପଡ଼ିନି। ସଲମାନଙ୍କ ବେକରେ ଆଘାତ ଲାଗିଛିଥିବାବେଳେ ତାଙ୍କୁ ହେଲିକପ୍ଟରରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।…
Read More...

ବୈତରଣୀ ନଦୀବନ୍ଧ: ଲଗାଣବର୍ଷାରେ ଧସିଲା ପାଚେରୀ, ମରାମତି କାମ ଅଧାରୁ ବନ୍ଦ

ଆରଡି : ଲଘୁଚାପ ଜନିତ ୪ଦିନ ହେବ ଲଗାଣ ବର୍ଷାରେ ଆରଡି ନିକଟସ୍ଥ ବୋଡକ ନିକଟରେ ବୈତରଣୀକୁ ପୁଣି ଧସିଲା ୨୦ନଂ ଜାତୀୟରାଜପଥର ନିର୍ମାଣଧିନ ସୁରକ୍ଷା ପାଚେରୀ। ଆଖଣ୍ଡଳମଣିଳ କୁଆଖିଆକୁ ସଂଯୋଗ କରୁଥିବା ୨୦ନଂ ଜାତୀୟରାଜପଥ…
Read More...

ପଠନ, ଲିଖନ ଓ ଆବୃତ୍ତି ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ: ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ ହୋଇଯାଇଛି। ହୁମ୍ମା ପ୍ରଳଳ୍ପ ଉଚ୍ଚ ପ୍ରାଥମିକ…
Read More...

ଓଡ଼ିଶା ହାଇକୋର୍ଟରେ ୨ ନୂଆ ବିଚାରପତି ନିଯୁକ୍ତ

କଟକ: ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୨ ବିଚାରପତିଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ…
Read More...

ଆଧାର ସହିତ ଭୋଟ ପରିଚୟପତ୍ର ସଂଯୋଗ ପାଇଁ ପ୍ରଶିକ୍ଷଣ

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ପରିସରରେ ଥିବା ସଭା ଗୃହରେ ଗରୁଡ଼ ଆପ ମାଧ୍ୟମରେ କିଭଳି ଆଧାର ସହିତ ଭୋଟ ପରିଚୟ ପତ୍ର ସଂଯୋଗ କରାଯିବ ସେଥିପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି…
Read More...

ବରିଷ୍ଠ ନାଗରିକ ଦେଶର ସଂପଦ, ରାଷ୍ଟ୍ରର ଭବିଷ୍ୟତ ଯୁବପିଢ଼ି

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ଏବଂ ହେଲ୍ପ ଏଜ ଇଣ୍ଡିଆର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଆସନ୍ତୁ ଦୂରତାକୁ କମ କରିବା: ଆମେ ଏବଂ ଆମର…
Read More...

ପୂର୍ତ୍ତ ଓ ବିଦ୍ୟୁତ ବିଭାଗ ମଧ୍ୟରେ ରହୁନି ତାଳମେଳ

କଲ୍ୟାଣସିଂହପୁର:ପୂର୍ତ୍ତିବିଭାଗ ଓ ବିଦ୍ୟୁତ ବିଭାଗର ତାଳ ମେଳ ରହୁନଥିବାରୁ ଡ୍ରେନ ମଝିରେ ବିଦ୍ୟୁତ ଖମ୍ବ ଠିଆ ହୋଇ ରହିଛି। ଯାହା ଫଳରେ ଡ୍ରେନ କାର୍ୟ୍ୟରେ ବାଧା ସୃଷ୍ଟି ହୋଉଛି। ଏହି ଘଟଣାଟି ରାୟଗଡା ଜିଲା…
Read More...

ନିଶା ମୁକ୍ତ ଭାରତ ପାଇଁ ଶପଥ ଗ୍ରହଣ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…
Read More...

ଲଗାଣ ବର୍ଷାର ପ୍ରଭାବ: ଖାଲଖମାରେ ଭର୍ତ୍ତି ରାସ୍ତା, ମରାମତି ପାଇଁ ଦାବି

ଗୁରୁଡିଝାଟିଆ: ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ପାଇକରାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାର ବିଭିନ୍ନସସ୍ଥାନରେ ଏକାଧିକ ଖାଲ ସୃଷ୍ଟି ହୋଇ ପାଣି…
Read More...

ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରେ ୧୪୪ଧାରା ଜାରି, ନିୟମ ଭଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ଓ ସଂଲଗ୍ନ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି। ଜନସାଧାରଣ ଓ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ୧୪୪ ଧାରାକୁ ସମ୍ମାନ ଜଣାଇ…
Read More...

କାର ଧକ୍କାରେ ଦମ୍ପତି ସହ ଶିଶୁପୁତ୍ର ଗୁରୁତର: ଆସିଲାନି ଆମ୍ବୁଲାନ୍ସ; ଜୀବନ ବଞ୍ଚାଇଲେ ଦିବ୍ୟାଙ୍ଗ

ନୀଳଗିରି: ସାଇକଲରେ ଯାଉଥିବା ଦମ୍ପତି ଓ ସେମାନଙ୍କ ସାଢ଼େ ୬ବର୍ଷର ଶିଶୁପୁତ୍ରକୁ ଏକ ମାରୁତି କାର ଧକ୍କା ଦେଇ ପଳାଇଗଲା। ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ସଡ଼କ…
Read More...

ଝାଟିପଦର ଗ୍ରାମରେ ମାଗଣା ଚକ୍ଷୁ ଶିବିର, ୩୦ ଜଣଙ୍କୁ ଚଷମା ପ୍ରଦାନ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାଟିପଦର ଗ୍ରାମରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛ। ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଲ, ଗଞ୍ଜାମ ଓ ଝାଟିପଦର ଯୁବକ ସଂଘ ଏବଂ ଗ୍ରାମ୍ୟ କମିଟି, ଷ୍ଟେଟ୍ ବ୍ୟାଙ୍କ ଅଫ…
Read More...

ଆଶ୍ରମକୁ ବୋମାମାଡ଼, ଖଣ୍ଡା ଜବତ

ନରସିଂହପୁର: ସ୍ବାମୀ ନିଗମାନନ୍ଦ ଆଶ୍ରମରେ ଭଙ୍ଗାରୁଜା ଓ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଆଶ୍ରମର ଅଧିକାଂଶ ଆସବାବପତ୍ର ନଷ୍ଟ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି। ପୁଲିସ ପକ୍ଷରୁ…
Read More...

ମା’ ଟଙ୍କା ନ ଦେବାରୁ ନାବାଳକର ଆତ୍ମହତ୍ୟା

କୋଇଡ଼ା: କୋଇଡ଼ା ଥାନା ବଲଢ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି। ଖର୍ଚ୍ଚ କରିବାକୁ ମା’ ଟଙ୍କା ନ ଦେବାରୁ ନାବାଳକ ପୁତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମା’ଙ୍କୁ ଖର୍ଚ୍ଚ ପାଇଁ ୫୦ଟଙ୍କା ମାଗି ନ ପାଇବାରୁ ରଶି…
Read More...

ବଡ଼ନାଉପୁଟ ପଞ୍ଚାୟତରେ ବ୍ୟାପକ ପନିପରିବା ଚାଷ ନଷ୍ଟ

ତିଗିରିଆ: ଲଘୁଚାପ ଜନିତ ଲଗାଣ ବର୍ଷାରେ ତିଗିରିଆ ଅଞ୍ଚଳରେ ବ୍ୟାପକ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ଠାରୁ ଜଣାପଡ଼ିଛି। ବିଶେଷ କରି ବ୍ଲକରେ ବହୁଳଭାବେ ପନିପରିବା ଚାଷ କରାଯାଉଥିବା ମହାନଦୀ ବନ୍ଧବାଡ଼…
Read More...

ମେଧାବୀଙ୍କୁ ସମ୍ବର୍ଦ୍ଧିତ କଲା ଯୁବ ବୌଦ୍ଧ ସଂଗଠନ

ତିଗିରିଆ: ଯୁବ ବୌଦ୍ଧ ସଂଗଠନ ଓଡ଼ିଶା ପକ୍ଷରୁ +୨ କଳା ପରୀକ୍ଷାରେ ୫୩୫ ନମ୍ବର ରଖି ତିଗିରିଆ ବ୍ଲକରେ ଟପ୍ପର ହୋଇଥିବା ନୂଆପାଟଣା ଚୈତନ୍ୟସାହୁ କଳା ଓ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ପୁଷ୍ପଲତା ବର୍ଦ୍ଧନଙ୍କୁ ଗୁରୁବାର…
Read More...

ରକ୍ତ ଅଭାବକୁ ଦୂର କରିବାକୁ କୁଇ ସମାଜ ଯୁବ ପରିଷଦର ପ୍ରୟାସ

ଫୁଲବାଣୀ: କନ୍ଧମାଳ ଜିଲାରେ ରକ୍ତ ଅଭାବକୁ କିପରି ଦୂର କରାଯାଇପାରିବ ସେଥିପାଇଁ ଜିଲାରେ ବିଭିନ୍ନ ସଂଗଠନ ଜୋର ଦାର ପ୍ରୟାସ ଚଳାଇଛି। ସେଥି ମଧ୍ୟରୁ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ମଧ୍ୟ ଅଣ୍ଟା ଭିଡିଛି। ଆଜି ସଂଗଠନ…
Read More...