ନାମ ଧନମତି, କିନ୍ତୁ ରହିବା ପାଇଁ ବାସ ଟିଏ ନାହିଁ

୯୭ ବର୍ଷ ଧରି କରୁଛନ୍ତି ସଂଘର୍ଷ ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଗାଆଁର ମାହାଲିପଡ଼ାରେ ରହନ୍ତି ଧନମତି। ନାଆଁ ଧନମତି, କିନ୍ତୁ ରହିବା ପାଇଁ ବାସ ଟିଏ ନାହିଁ। ବୟସ ତାଙ୍କର ୯୭। ୨୦୦୭ ମସିହାରୁ…
Read More...

ପୁଣି ଲାଞ୍ଜିଗଡରେ ଜଙ୍ଗଲି ହାତୀ ଉପଦ୍ରବ: ଭାଙ୍ଗିଲେ ୪ଘର, ନଷ୍ଟ କଲେ ଫସଲ

ଲାଞ୍ଜିଗଡ଼: ଜଙ୍ଗଲି ହାତୀ ଯୋଗୁଁ ଦୁର୍ଗମ ଅଞ୍ଚଳବାସି ରାତିରେ ଶାନ୍ତିରେ ଶୋଇ ପାରୁନାହାନ୍ତି। ପ୍ରତ୍ୟେକ ଦିନ ହାତୀପଲ୍ଲ ଗୋଟିଏ ପରେ ଗୋଟିଏ ଗାଁକୁ ପଶି ଗରିବ ନୀରିହଙ୍କ ଘର ଭାଙ୍ଗିବା ସହ କଷ୍ଟ ଉପାର୍ଜିତ ସୁନାର…
Read More...

ବଲାଙ୍ଗୀର ଓ ବରଗଡ଼ ଜିଲାରେ ‘ଅହିଂସା ରଥ’,ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ସଂଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’…
Read More...

କନ୍ଧମାଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜିଲା ପ୍ରଶାସନ କନ୍ଧମାଳର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…
Read More...

‘ସାମ୍ପ୍ରତିକ ପରିସ୍ଥିତିରେ ବଦଳୁଥିବା ପ୍ରତିଭାର ଯୋଜନାବଦ୍ଧ ପ୍ରସ୍ତୁତି: ଆହ୍ବାନ ଓ ସୁଯୋଗ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଆନ୍ତର୍ଜାତିକ ପରିଚାଳନା ପ୍ରତିଷ୍ଠାନ(ଆଇଏମ୍ଆଇ)ଭୁବନେଶ୍ୱରରେ ‘ସାମ୍ପ୍ରତିକ ପରିସ୍ଥିତିରେ ବଦଳୁଥିବା ପ୍ରତିଭାର ଯୋଜନାବଦ୍ଧ ପ୍ରସ୍ତୁତି: ଆହ୍ବାନ ଓ ସୁଯୋଗ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ…
Read More...

ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ବସ ଚଳାଚଳ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଆଜି ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷଠାରେ ରାଜ୍ୟରେ ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଅଧିକ ସଂଖ୍ୟକ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବସ୍‌ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍‌ ଚଳାଚଳ…
Read More...

ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ, ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ହେବେ…

ଭୁବନେଶ୍ବର: ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି। ବିଭିନ୍ନ ବିପର୍ଯ୍ୟୟ…
Read More...

ନୂଆଖାଇରେ ବ୍ୟାଙ୍କ ଛୁଟି, ବନ୍ଦ ରହିବ ବିତ୍ତୀୟ ସଂସ୍ଥାନ

ଭୁବନେଶ୍ବର: ଚଳିତ ବର୍ଷ ନୂଆଖାଇରେ ବ୍ୟାଙ୍କ ଛୁଟି ରହିବ। ଏହାସହିତ ସମସ୍ତ ଆର୍ଥିକ କାରବାର ସଂସ୍ଥା ବି ବନ୍ଦ ରହିବ। ସେପ୍ଟେମ୍ବର ୧ରେ ନୂଆଖାଇ ପଡୁଥିବାରୁ ବ୍ୟାଙ୍କ ସମେତ ସବୁ ଆର୍ଥିକ କାରବାର ସଂସ୍ଥା ବନ୍ଦ ରଖିବାକୁ…
Read More...

ଏସିଆ କପ: ଜିତିଲା ଭାରତ, ହାରିଲା ପାକିସ୍ତାନ

ଦୁବାଇ: ଆଜି ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ପାକିସ୍ତାନକୁ ୫ୱିକେଟରେ ପରାସ୍ତ କରିଛି। ଆଜି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ…
Read More...

ମଣିଷ ଜୀବନରେ ପ୍ରେରଣାର ବହୁ ଗୁରୁତ୍ୱ ରହିଛି

ଭୁବନେଶ୍ୱର: ଆଜି ସତସଙ୍ଗର ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ବାଣୀ,ବକ୍ତବ୍ୟ ଓ ବ୍ୟକ୍ତିତ୍ୱ ଆଧାରିତ ପୁସ୍ତକ “ପ୍ରେରଣା”ର ପାଠକାର୍ପଣ କରାଯାଇଛି । ମଣିଷ ଜୀବନରେ ପ୍ରେରଣାର ବହୁ ଗୁରୁତ୍ୱ ରହିଛି । ଯଦି ସେ ସତକର୍ମ ଲାଗି…
Read More...

ରେଢ଼ାଖୋଲ ସହର: ପଲିଥିନମୁକ୍ତ ଷୋଷଣାର ୭ ବର୍ଷ ପରେ ବି ଫଳ ଶୂନ

ରେଢ଼ାଖୋଲ: ପରିବେଶ ପ୍ରଦୂଷଣ ଆଜି ଦିନରେ ମଣିଷ ସମାଜ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇ ଦେଖାଯାଇଛି। ସଂପ୍ରତି ପରିବେଶ ସମସ୍ୟା ଦିନକୁ ଦିନ ଏତେ ମାତ୍ରାରେ ବଢି ଚାଲିଛି ଯେ ମଣିଷ ଅଣନିଶ୍ୱାସୀ ହେବାକୁ ବସିଲାଣି। ପରିବେଶରେ…
Read More...

ବଦଳିବେ ଜି.ଉଦୟଗିରି ଆଇଆଇସି

ଫୁଲବାଣୀ: କନ୍ଧମାଳ ଜିଲା ଅନ୍ତର୍ଗତ ଜି.ଉଦୟଗିରି ଥାନା ମହିଳା ସବଇନ୍ସପେକ୍ଟରଙ୍କ ମୃତ୍ୟୁକୁ ନେଇ ଏସପି ପ୍ରତିକ୍ରିୟା ରଖି କହିଛନ୍ତି ଯେ ପରିବାରର ଅଭିଯୋଗ ପରେ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପରିବାର…
Read More...

ବଜ୍ରଘାତରେ ୫ ମୃତ

ଝାରସୁଗୁଡ଼ା/ରାଇରଙ୍ଗପୁର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରଘାତରେ ୫ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଝାରସୁଗୁଡ଼ାରେ ୨ଜଣ ଓ ରାଇରଙ୍ଗପୁରରେ ବଜ୍ରଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଝାରସୁଗୁଡ଼ା…
Read More...

କମେଣ୍ଟ ମରାକୁ ନେଇ ହଣାହଣି, ୩ ଗୁରୁତର

ବ୍ରହ୍ମପୁର:କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଯାଇଛି। ଏହି ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ହୋଇଛନ୍ତି। ଚିକିଟି ପିତାତଳି ଗାଁ ରାସ୍ତା ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଉଭୟ ଗୋଷ୍ଠୀର ଲୋକେ ଖଣ୍ଡାରେ ଆକ୍ରମଣ ଓ…
Read More...

ଏସିଆ କପ: ଭାରତକୁ ୧୪୮ ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ଦୁବାଇ: ଆଜି ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭାରତକୁ ୧୪୮ ରନ୍‌ର ଟାର୍ଗେଟ ଦେଇଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ସମସ୍ତ ୱିକେଟ…
Read More...

ବରଗଡ଼ ଓ ସୋନପୁର ଜିଲାରେ ‘ଅହିଂସା ରଥ’, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବୀର ଗାଥାକୁ ମନେ ପକାଇବା ପାଇଁ ସାରା ରାଜ୍ୟରେ ଅହିଂସା ରଥ ପରିକ୍ରମା କରୁଛି। ଆଜି ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରୁପାଲି…
Read More...

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ଦିନରୁ ଏକ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଆବଶ୍ୟକତା ରହିଥିଲା, ଯାହାକି ଏବେ ପୂରଣ ହେବାକୁ ଯାଉଛି। ଏହା ଦେଶର ୧୭ତମ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଭାବେ ପରିଗଣିତ ହେବ।…
Read More...

କେନ୍ଦୁପତ୍ର ଚୋରାଚାଣ ଅଭିଯୋଗରେ ୨ ଗିରଫ, ମିନି ଟ୍ରକ ଜବତ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ହେବ କେନ୍ଦୁପତ୍ର ମାଫିଆ ମାନେ ସକ୍ରିୟ ହୋଇପଡିଛନ୍ତି। ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ମାଫିଆମାନେ ଛୋଟ ଛୋଟ ଗାଡି ମାଧ୍ୟମରେ କେନ୍ଦୁପତ୍ର ଆଣି ଗୋଟିଏ…
Read More...

୧୦୭ କିଲୋ ଗଞ୍ଜେଇ ଜବତ, ଚୋରାଚାଲାଣକାରୀ ଫେରାର

ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ଗାଡ଼ି ସହ ୧୦୭ କିଲୋ ଗଂଜେଇ ଜବତ କରାଯାଇଛି। ସୂଚନା ମୁତାବକ ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣିପାଲି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ବାହାରକୁ…
Read More...

ସପ୍ତପୁରୀ ଅମାବାସ୍ୟାରେ ମା ଭୈରବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବୌଦ୍ଧ: ବୌଦ୍ଧର ଇଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ଶନିବାର ଦିନ ସ୍ୱତନ୍ତ୍ର ପୁଜା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନିତି ସହ ସକାଳର ନୀତିକାନ୍ତି ସରିବାପରେ ମା ଭୈରବୀଙ୍କ ବେଶ…
Read More...

ସେମେଲପଦର ଓ ବାଲାପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବା ଘଟଣା, ୨୪ ଘଣ୍ଟା ପରେ ହସ୍ପିଟାଲରୁ ଫେରିଲା ମୃତଦେହ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ସେମେଲପଦର ଓ ବାଲାପଦର ଗାଁରେ ସପ୍ତାହେରୁ ଅଧିକ ହେଲା ଝାଡ଼ାବାନ୍ତି ରୋଗ ଲାଗି ରହିଥିବାବେଳେ ଏଥିରେ ଦଶରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ…
Read More...

କନ୍ଧମାଳ ନ୍ୟାୟ, ଶାନ୍ତି ଓ ସଦଭାବନା ସମାଜର ସଭା ଓ ଶୋଭାଯାତ୍ରା

ଫୁଲବାଣୀ:କନ୍ଧମାଳ ନ୍ୟାୟ , ଶାନ୍ତି ଓ ସଦଭାବନା ସମାଜର ସଭା ଓ ଶୋଭଯାତ୍ରା ଆଜି ଶାନ୍ତି ଶୃଙ୍ଖଳାରସହିତ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ପ୍ରସନ୍ନ ବିଶୋୟୀଙ୍କ ନେତୃତ୍ୱରେ ଏକ ଶାନ୍ତିୂପର୍ଣ୍ଣ ଶୋଭାଯାତ୍ରା…
Read More...

ସମ୍ବଲପୁର ଓ ସୋନପୁର ଜିଲାରେ ‘ଅହିଂସା ରଥ’; ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ସଂଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’…
Read More...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଥାନାରେ ପରିଣତ ହେବ ମାଣିଆବନ୍ଧ ଫାଣ୍ଡି

ବଡ଼ମ୍ବା: ଦୀର୍ଘ ପ୍ରାୟ ୬୫ବର୍ଷ ପରେ ଥାନାରେ ପରିବର୍ତ୍ତିତ ହେବ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ଫାଣ୍ଡି। ଶନିବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟରେ…
Read More...

ଦୁଇବର୍ଷର ବ୍ୟବଧାନ ପରେ ହେବ ମା’ ଭଟ୍ଟାରିକାଙ୍କ ପାର୍ବଣ ଉତ୍ସବ

ବଡ଼ମ୍ବା: ମହାମାରୀ କୋଭିଡ କଟକଣା କାରଣରୁ ଗତ ଦୁଇବର୍ଷଧରି ମହାମାୟା ମା ଭଟ୍ଟାରିକାଙ୍କ ପାର୍ବଣ ଯାତ୍ରା ଅନୁଷ୍ଠିତ ହୋଇନାହିଁ। କୋଭିଡ କଟକଣା ଭିତରେ କେବଳ ଯାହା ଷୋଡ଼ଶ ଉପଚାର ବିଧି ଏବଂ ପାର୍ବଣ ନୀତି ସମ୍ପନ…
Read More...

ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ, ଯୁବକ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମର ଜନୈକା ନାବାଳିକାକୁ ଅପହରଣ କରି ନେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏହା ସହ ଅପହରଣରେ‌ ବ୍ୟବହୃତ ମୋଟରସାଇକେକୁ…
Read More...

ବିହାର ବିଧାନସଭାରୁ ଓଡ଼ିଶା ଆସିଲା ୧୦୦ ବର୍ଷର ପୁରୁଣା ନଥି, ଗବେଷକ ଓ ଭବିଷ୍ୟତ ପିଢ଼ି ପାଇଁ ମିଳିବ ଦିଗ୍‌ଦର୍ଶନ

ଭୁବନେଶ୍ୱର: ୧୯୨୨ ମସିହାରେ ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ…
Read More...

ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ, ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ରହିଛି ପର୍ଯ୍ୟାପ୍ତ…

ଭୁବନେଶ୍ୱର: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି। ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ବୃଦ୍ଧି ପାଇ…
Read More...

ବଜ୍ରପାତରେ ୩ ଗୁରୁତର

ପାତ୍ରପୁର: ପାତ୍ରପୁର ପଞ୍ଚାୟତ ବମକେଇ ଗ୍ରାମ ନିକଟ ଜମିରେ ବଜ୍ରପାତ ଘଟି ୪ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା ଜଣାପଡ଼ିଛି। ପାତ୍ରପୁର ଗ୍ରାମର ତମାଳ ବେହେରା, ସୁମିତ୍ରା ବେହେରା,…
Read More...

ପାଟଣା ଅବକାରୀ ଥାନା ଘେରାଉ କଲେ ଶତାଧିକ ମହିଳା

ପାଟଣା: ଗାଁରେ ମଦ ବିକ୍ରିକୁ ବିରୋଧକରି ପାଟଣା ଅବକାରୀ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା। କେନ୍ଦୁଝର ଜିଲା ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ବାଲିତୋଟା ଗ୍ରାମର ଶତାଧିକ ମହିଳା ବାଇକଳା ଗ୍ରାମପଞ୍ଚାୟତ ସରପଞ୍ଚ…
Read More...

ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ, ଏକାଧିକ ଆହତ

ମୋହନା: ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ନାରିଙ୍ଗୀ ଘାଟିରେ ଓଲଟିଲା ଟ୍ରାକ୍ଟର।ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ମୋହନା ଥାନା ଅଧିନ ଜୁଡିପଥର ଗ୍ରାମର…
Read More...

ଭୀମଭୋଇ ସାମର୍ଥ ଶିବିର

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକରେ ଆଜି ବ୍ଳକ ସ୍ତରୀୟ ଭୀମଭୋଇ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୨୦ ଜଣ ରୋଗୀ ଚିକିତ୍ସା ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅସ୍ଥିଶଲ୍ୟ ପାଇଁ…
Read More...

ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲା ଅଭିଯୁକ୍ତ

କଲମପୁର:କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳର ଜନୈକ ନାବାଳିକା ଗତଜୁଲାଇ ୭ ତାରିଖରେ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଏହି ଥାନା…
Read More...

ଡିଜିଟାଲ ଫାଇଭର ତରଫରୁ ଚୌଦ୍ୱାରର ୪ଟି ୱାର୍ଡ଼ରେ ୮୮ଟି ଖୁଣ୍ଟ ଲଗାଯିବ:  ପୌରାଧ୍ୟକ୍ଷା

ଚୌଦ୍ୱାର: ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଡିଜିଟାଲ ଫାଇଭର ତରଫରୁ ପୌରପାଳିକାକୁ ହାତକରି ଚୌଦ୍ୱାର ସହରାଞ୍ଚଳରେ ବାର୍ଷିକ ମାତ୍ର ୫ଶହ ଟଙ୍କା ଭଡ଼ାରେ କେବୁଲ ଓ ଖୁଣ୍ଟ ପକାଇବା ପାଇଁ ପୌରପାଳିକା ଠାରୁ ଏନ୍ଓସି…
Read More...

ଅସହାୟ ବୃଦ୍ଧ ଦମ୍ପତ୍ତି ଉଦ୍ଧାର, ଛତିଆ ସେବକ ଆଶ୍ରମରେ ଥଇଥାନ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମରୁ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତିଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲ’ ସଂଗଠନ ତରଫରୁ ଉଦ୍ଧାର କରାଯାଇଛି ଓ ସେମାନଙ୍କୁ ଛତିଆସ୍ଥିତ ସେବକ ଆଶ୍ରମରେ…
Read More...

ଚୌଦ୍ୱାର କଲେଜ ସମସ୍ୟା ଅନୁଧ୍ୟାନ କଲେ ବିଧାୟକ

ଚୌଦ୍ୱାର : ଚୌଦ୍ୱାର କଲେଜରେ ପାନୀୟ ଜଳ, କ୍ଲାସରୁମ୍, ଲାବୋରେଟୋରୀ, ଶୌଚାଳୟ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅଭାବ ଆଦି ସମସ୍ୟା ଭିତରେ ଗତି କରୁଛି । ଏନେଇ କଲେଜ କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନଙ୍କ ତରଫରୁ…
Read More...

ନଦୀରେ ଯୁବକ ଭାସିଯିବା ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ଉତ୍ୟକ୍ତ ଲୋକଙ୍କ ଧାରଣା

ଫୁଲବାଣୀ:ବୁଧବାର ଡାକପାଲା ପିଲାସାଲୁଙ୍କି ନଦୀ ବ୍ରିଜ ଉପରେ ତାପସ ରଞ୍ଜନ ଘଟାଲ ନାମକ ଜଣେ ଯୁବକ ବାଇକ ସହ ଭାସି ଯାଇଥିଲେ। ଗୁରବାର ଏଠାରୁ ପ୍ରାୟ ୧୦ କିମି ଦୂର ଡକାଙ୍ଗି ଗ୍ରାମ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର…
Read More...

ସମ୍ବଲପୁର ଓ ବୌଦ୍ଧ ଜିଲାରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ସନ୍ଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’…
Read More...

ମହାନଦୀ ଜଳ ବିବାଦ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଆଲୋଚନା

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ତରଫରୁ ମାନନୀୟ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦିଲ୍ଲୀ ଓଡ଼ିଶା ଭବନଠାରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ…
Read More...

ବିଧାୟକଙ୍କ ବିଭିନ୍ନ ଦାବି ନେଇ ଗଠିତ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କର ଦରମା, ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ନିମନ୍ତେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ତରଫରୁ ପ୍ରସ୍ତାବ ରହିଆସିଥିଲା। ଏ ସଂକ୍ରାନ୍ତରେ…
Read More...

ଈଶ୍ୱର ଚନ୍ଦ୍ର ନାୟକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶାର ଲୋକପ୍ରିୟ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ। ଈଶ୍ବରଚନ୍ଦ୍ର ନାୟକଙ୍କୁ ‘ଜାତୀୟ ଶିକ୍ଷକ…
Read More...

ସତ୍ୟବାଦୀ ଓ ଗୋପ ବ୍ଲକ ଅଞ୍ଚଳର ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ କଲା ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପ୍ରପୀଡ଼ିତମାନଙ୍କୁ ସହଯୋଗ ଓ ସହାୟତାର ହାତ ବଢ଼ାଇଛି ଉତ୍କଳ ବିଶ୍ବବିଦ୍ୟାଳୟ। ବନ୍ୟା ପ୍ରପୀଡ଼ିତଙ୍କର କ୍ଷୟକ୍ଷତି ଓ ଦୁଃଖ ଦୁର୍ଦ୍ଦଶା ଦେଖି ଆଗାମୀ ଦିନରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ…
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ବୌଦ୍ଧ: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ଅନୁମତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗୁରୁବାର ଅପରାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ…
Read More...

ମଦ୍ୟପ ଶିକ୍ଷକଙ୍କ ମାଡରେ ୨୦ ଛାତ୍ରଛାତ୍ରୀ ଲହୁ ଲୁହାଣ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ମୋହନା: ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ମାତାଲ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗା ସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା…
Read More...

ରାସ୍ତା ଉପରେ ଜଳିଗଲା ମୋପେଡ

ଚୌଦ୍ୱାର: ସର୍ବସାଧାରଣ ଯାତାୟତ ରାସ୍ତାରେ ହଠାତ୍ ଏକ ବାଇକ ଜଳିଯାଇଛି। ନିଅାଁ ଲାଗିବାର କାରଣ ଜଣାପଡିନଥିଲେ ହେଁ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ଗୁରବାର ରାତି…
Read More...

ଚାଲିଛି ରାତି ଅଧିଆ ବାଲି ଚୋରା ଚାଲାଣ

ହରଭଙ୍ଗା: ବାଲି ଚୋରାଚାଲାଣ ଉପରେ ବୌଦ୍ଧ ଜିଲାପାଳଙ୍କ କଠୋରନୀତି ଯୋଗୁଁ ସମ୍ପ୍ରତି ଜିଲାରେ ବାଲି ମାଫିଆ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହରଭଙ୍ଗା କଲେଜ ନିକଟରେ ଶହ ଶହ ଟ୍ରିପ ବାଲିଗଦା ହୋଇଥିବା ବାଲି ରାତିରେ…
Read More...

ରାସ୍ତାରେ ଯାଞ୍ଚ କରୁଥିଲା ଖଜୁରୀପଡ଼ା ପୁଲିସ, ଧରାପଡ଼ିଲେ ୬ ବାଇକ ଲୁଟେରା

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରୀପଡା ଥାନାରେ ବାଇକ ଚୋରି ଅଭିଯୋଗରେ ପୁଲିସ ୬ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣା ପଢ଼ିଛି l ସୂଚନା ଅନୁଯାୟୀ ଗତ ୨୩ତାରିଖ ଦିନ ଖଜୁରୀପଡା ଥାନା ଅଞ୍ଚଳ ଗଡପଦର ନିକଟରେ ପୁଲିସ…
Read More...

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରକଳ୍ପ ପରିଚାଳନା ଏକକର ଶୁଭାରମ୍ଭ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମକୁ ଲୋକାଭିମୁଖୀ କରିବା ସହ ବିଭାଗୀୟ କାର୍ୟ୍ୟକ୍ରମର ବ୍ୟାପକ ପ୍ରଚାର…
Read More...

ବନ୍ୟା ପ୍ରପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲା ଓକିଲ ସଂଘ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବନ୍ୟା ପ୍ରପୀଡ଼ିତମାନଙ୍କୁ ସହଯୋଗର ହାତ ବଢାଇଇଛି ଭୁବନେଶ୍ୱର ଓକିଲ ସଂଘ। ଉପକଣ୍ଠରେ ଥିବା ବାଲିପାଟଣା ବ୍ଲକର ପାଣିଘେର ମଧ୍ୟରେ ରହିଥିବା ଗ୍ରାମମାନଙ୍କରେ ସଂଘର ସଦସ୍ୟମାନେ…
Read More...

ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବଦଳିବ ରୂପରେଖ, ଖର୍ଚ୍ଚ ହେବ ୨କୋଟି ଟଙ୍କା

ଆରଡି: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମରେ ଥିବା ପ୍ରାଥମିକ  ସ୍ବାସ୍ଥ୍ୟକେନ୍ଦ୍ରର ବଦଳିବ ରୂପରେଖ। ଏଥିପାଇଁ ଖର୍ଚ୍ଚ ହେବ ୨କୋଟି ଟଙ୍କା ବୋଲି ଚାନ୍ଦବାଲି ବିଧାୟକ  ତଥା ଜିଲା ଯୋଜନା ବୋର୍ଡର …
Read More...

ଆଇଆଇଟି ଓ ଏନଆଇଟି ପରି ଇଞ୍ଜିନିୟରିଂ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବେ ଭିସୁଟ୍‌କୁ ବିକଶିତ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି)  ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…
Read More...

ଗୋଚର ଜମିରୁ ଜବରଦଖଲ ଉଛେଦ ପାଇଁ ଗ୍ରାମବାସୀଙ୍କ ତହସିଲଦାରଙ୍କୁ ନିବେଦନ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ସହର ସ୍ଥିତ କାଳିପୂଜା ସାହିରେ ଥିବା ଗୋଚର ଜମିକୁ କିଛି ଲୋକ ବେଆଇନ ଭାବେ ଜବରଦଖଲ କରିଥିବା ଅଭିଯୋଗ କରି ନାହାଣାଗାଁ ଗ୍ରାମବାସୀ ଏହାକୁ ଉଛେଦ କରିବା ପାଇଁ ଫିରିଙ୍ଗିଆ…
Read More...

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ…

ଭୁବନେଶ୍ୱର: ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ସିନ୍‌ ରୁଥ୍‌ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ…
Read More...

ରାସ୍ତାନିର୍ମାଣରେ ସାଜିଛି ବାଧକ ଜଙ୍ଗଲଜମି

ଗୁରୁଡିଝାଟିଆ: ରାଧାକୃଷ୍ଣପୁର ପଞ୍ଚାୟତର ରାଧିକାପାଟିକା ସାହି ର ରାସ୍ତା ଓ ପୋଲ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଛି ୩୦ଲକ୍ଷରୁ ଅଧିକ ଟଙ୍କା। ହେଲେ ଜଙ୍ଗଲଜମି ଓ ବ୍ୟକ୍ତିଗତ ଜମି ରାସ୍ତା ନିର୍ମାଣରେ ବାଧକ ସାଜିଛି।…
Read More...

ବନ୍ୟାର ୮ଦିନ ପରେ ସ୍ୱାଭାବିକ ହେଲା ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାନବାହାନ ଚଳାଚଳ

ଗୁରୁଡିଝାଟିଆ: ମହାନଦୀର ବନ୍ୟାରେ ମଞ୍ଚେଶ୍ୱର କଖଡି, ଧୁରୁଷିଆ,ଅନନ୍ତପୁର ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା। ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ଘଣ୍ଟିଖାଲ ପର୍ଯ୍ୟନ୍ତ ରାସ୍ତା ଉପରେ…
Read More...

ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଟୁକୁନୀ ହେମ୍ବ୍ରମଙ୍କ ପରିଚାଳନାରେ ବିଦ୍ୟାଳୟ ପରିସରରେ…
Read More...

ବଡସାହିରୁ ଚୋରୀ ଅଟୋ ବେଲକଟିରୁ ଉଦ୍ଧାର, ଚାରି ନାବାଳକକୁ ପୁଲିସ ଜିମାରେ ଛଡିଲା

ଜି.ଉଦୟଗିରି:ସ୍ଥାନୀୟ ସହରର ବଡସାହିରୁ ଦୁଇଦିନ ତଳେ ଚୋରୀ ହୋଇଥିବା ଅଟୋ କୁ ଆଜି ଜି.ଉଦୟଗିରି ପୁଲିସ ଆଡାସିକୁମ୍ପା ନିକଟସ୍ଥ ବେଲକଟିରୁ ଉଦ୍ଧାର କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଗତ ୨୧ ତାରିଖରେ ଫୁଲବାଣୀର…
Read More...

କ.ନୂଆଗାଁରେ ଅହିଂସା ରଥକୁ ସ୍ୱାଗତ

କ ନୂଆଗାଁ: କନ୍ଧମାଳ ଜିଲାରେ ପହଞ୍ଚିଥିଵା ଅହିଂସା ରଥକୁ କ.ନୂଆଗାଁ ବ୍ଳକ ପ୍ରଶାସନ ପକ୍ଷରୁ ସାରଙ୍ଗଡ ଥାନା ପାଖରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ପ୍ରଶାସନ ଅଧିକାରୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ…
Read More...

୧୦ଦିନର ଜଳବନ୍ଦୀ ଜୀବନ କାଟୁଛନ୍ତି ଶୁଖୁଆଖଳାବାସୀ

ବାଙ୍କୀ:ମହାନଦୀର ବନ୍ୟା ସ୍ଥିତି ହ୍ରାସ ପାଇଛି। ମହାନଦୀରୁ ରଣନଦୀକୁ ପ୍ରବେଶ କରୁଥିବା ଜଳ କ୍ରମଶଃ ନଦୀକୁ ଲେଉଟାଣି ଆସୁଛି। ପ୍ରଭାବରେ ମାଡିଥିବା ବ୍ୟାପକ ଅଞ୍ଚଳର ବନ୍ୟାଜଳ ମୁଖ୍ୟ ରାସ୍ତା ପାଖରୁ ଧିରେ ଧିରେ କମୁଛି।…
Read More...

ହୁଳୁହୁଳା ସେତୁ ଉପରୁ ଖସିଲା ବନ୍ୟା ଜଳ

ବାଙ୍କୀ: ମହାନଦୀର ଉତ୍ତର ପାର୍ଶ୍ବରେ ସରଣ୍ଡାଗଡ ଅନ୍ତର୍ଗତ ଘୋଡାବର ଗ୍ରାମରେ ରହିଛି ହୁଳୁହୁଳା ସେତୁ। ସୁବର୍ଣ୍ଣପୁର-ବିନ୍ଧାଣିମା ମୁଖ୍ୟ ରାସ୍ତାର ଘୋଡାବର ଠାରେ ଅବସ୍ଥିତ ଥିବା ହୁଳୁହୁଳା ପୋଲଟି ବହୁ ପୁରାତନ ଓ…
Read More...

ଗୁମାବାହାଲରେ ପାଳିତ ହେଲା ପାରମ୍ପାରିକ ରୋଗ ବୋହଲେନ ପର୍ବ

କଲମପୁର:କଲମପୁର ବ୍ଲକ ଅଧିନସ୍ଥ ଗୁମାବାହାଲ ଠାରେ ପାରମ୍ପାରିକ ରୋଗ ବୋହଲେନ ପର୍ବ ଆୟୋଜିତ ହେଇଯାଇଛି। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପର୍ବ ପୂର୍ବରୁ ଏହି ରୋଗ ବୋହଲେନ ଯାତ୍ରା ଆୟୋଜନ କରିବାର ପରମ୍ପରା ରହିଛି।…
Read More...

ବିଦ୍ୟାଳୟ ପ୍ରତି ଅଧିକ ଆକୃଷ୍ଟ ପାଇଁ ଇଛାପୁର ପ୍ରାଥମିକ ବିଦ୍ୟାଳୟ ତାଲିମ ଶିବିର

କଲମପୁର: ସାଥ ଏବଂ କୈବଲ୍ୟ ଫାଉଣ୍ଡଡେସନର ମିଳିତ ଆନୁକୂଲ୍ୟରେ ‘ବାଲା’ କାର୍ଯ୍ୟକ୍ରମ ର ସହଯୋଗରେ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଅଧିକ ଆକୃଷ୍ଟ କରିବା ପାଇଁ ଏବେ ୱାଲ ପେଟିଂ, ନ୍ୟୁଟ୍ରି ଗାର୍ଡେନ ଓ ହେଙ୍ଗିଂ…
Read More...

ଆଧାର ନମ୍ବର ସହ ଭୋଟର ପରିଚୟପତ୍ର ସଂଲଗ୍ନ ପାଇଁ ସଚେତନତା ଶିବିର

ରେଙ୍ଗାଲିକ୍ୟାମ୍ପ: ଭ୍ରଷ୍ଟାଚାର ଓ ଜାଲିଆତିକୁ ରୋକିବା ପାଇଁ ଏବେ ସରକାରଙ୍କ ନୂଆଁ ଯୋଜନା ଅନୁଯାୟୀ ଆଧାର ନମ୍ବର ସହ ସଂଲଗ୍ନ ଭୋଟର ପରିଚୟପତ୍ର ସଂଲଗ୍ନ କରାଯିବ। ଅନେକ ଲୋକ ବିଭିନ୍ନ ସ୍ଥାନରେ ଅନେକ ଭୋଟର ପରିଚୟପତ୍ର…
Read More...

କଲେଜ ପରିସରରେ ଚାରା ରୋପଣ

ଫୁଲବାଣୀ:ଆଜି କନ୍ଧମାଳ ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଫୁଲବାଣୀ ପୌରପରିସଦର ୯ ନମ୍ବର କେବି ହିଷ୍ଟ କଲେଜ ପରିସରରେ ଚାରା ରୋପଣ କାର୍ୟ୍ୟକ୍ରମ କରାଯାଇଛି। ଏଥିରେ ଜିଲା ସଭାପତି ସରୋଜ କର୍ଣ୍ଣ, ବିଜୁ ଯୁବ…
Read More...

ରାଣିପଦର ଗାଁକୁ ଯାଇ ଲୋକଙ୍କ ଦୁଃଖ ବୁଝିଲେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ

କଲ୍ୟାଣସିଂହପୁର:ସୋମବାର ରାଣୀପଦର ଗ୍ରାମବାସୀ ସ୍ବେଛାସେବୀ ସଂଗଠନ ସେବା ସେନାର ପ୍ରତିଷ୍ଠାତା ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ରାଣୀପଦର ଗ୍ରାମବାସୀ କଲ୍ୟାଣସିଂହପୁର ବ୍ଲକ କାର୍ୟ୍ୟାଳୟକୁ ଆସି ଗାଁର ବିଭିନ୍ନ…
Read More...

୫୦ଏକର ଚାଷଜମିରେ ବାଲି ମାଡିଗଲା

ପିପିଲି:ଦୟାନଦୀର ବନ୍ୟାରେ ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ମୌଜାର ୫୦ ଏକରରୁ ଉର୍ଦ୍ଧ ଜମିରେ ବାଲି ମାଡିଯାଇଛି। କଣ୍ଟି ଠାରେ ନଦୀବନ୍ଧରେ ଥିବା କାଜରୁ ନିର୍ଗତ ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମିର ଫସଲ ସଂପୂର୍ଣ୍ଣ…
Read More...

ଗୋଛାଗୋରା-ଦେଓଗାଁ ରାସ୍ତା ଶୋଚନୀୟ, ବର୍ଷା ଦିନେ ଯାତାୟାତ କରୁନାହିଁ ବସ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ୪୧ ନଂ. ରାଜ୍ୟ ରାଜପଥ ଠାରୁ ଦେଉଲି କେଉଟିପାଲି ପର୍ଯ୍ୟନ୍ତ ଯାଇଥିବା ୧୧ କିମି ରାସ୍ତା ଅତି ଶୋଚନୀୟ ହୋଇପଡିଛି। ରାସ୍ତାରେ ସାନ ବଡ଼ ଖାଲ ଖମା ହୋଇଥିବାରୁ ବିଭିନ୍ନ ସମୟରେ…
Read More...

କାର ସହ ୪୧ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ:କନ୍ଧମାଳ ଜିଲା ଗୋଛାପଡା ପୋଲିସ ଲୁଇସିଂ ପଞ୍ଚାୟତ ଭାଟୁଲି ଗ୍ରାମ ନିକଟ ସୁଟାଣି ଘାଟିରେ ଗୋଟିଏ କାର ସହିତ ୪୧ କିଲୋ ଗଞ୍ଜେଇ ଜବତ ହୋଇଛି। ଅପରପକ୍ଷରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ…
Read More...

‘ଅହିଂସା ରଥ’କୁ ଫୁଲବାଣୀରେ ସମ୍ବର୍ଦ୍ଧନା

ଫୁଲବାଣୀ: ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ ସମଗ୍ର ରାଜ୍ୟ ଭ୍ରମଣରେ ବାହାରିଥିବା ‘ଅହିଂସା ରଥ’ ଆଜି କନ୍ଧମାଳ ଜିଲାରେ ପହଞ୍ଚିଥିବା ବେଳେ ସମଗ୍ର ଜିଲାରେ ୨ ଦିନ ଧରି ଭ୍ରମଣ କରିବ । ଏଭଳି ସ୍ଥଳେ ଆଜି ପ୍ରଥମେ…
Read More...

ଭୁବନେଶ୍ବର ଷ୍ଟେସନ ପାଖରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଭୁବନେଶ୍ବର: ଆଜି ଭୁବନେଶ୍ବର ଷ୍ଟେସନ ପାଖରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଏହାଦ୍ବାରା ୨ଟି ଲାଇନ ବ୍ଲକ ହୋଇଥିବା ଯୋଗୁ ଟ୍ରେନ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ…
Read More...

ଚକ୍ଷୁ ଚିକିତ୍ସା ଶିବିର: ୧୭୫ଙ୍କ ଚକ୍ଷୁ ପରୀକ୍ଷା, ରୋଗୀଙ୍କୁ ଔଷଧ ଓ ଚଷମା ପ୍ରଦାନ

ଚୌଦ୍ୱାର: ଚାରବାଟିଆ ହାଉସିଂ ବୋର୍ଡ଼ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଚଣ୍ଡୀଖୋଲସ୍ଥିତ ସାଇନେତ୍ର ଚକ୍ଷୁ ହସପିଟାଲ ଏବଂ ଚୌଦ୍ୱାର ଆନନ୍ଦମୟ ସଂଗଠନର ମିଳିତ…
Read More...

ବିଧାୟକଙ୍କ ୫-ଟି ବିଦ୍ୟାଳୟ ପରିଦର୍ଶନ, ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ

ଚୌଦ୍ୱାର: ମୋ ସ୍କୁଲ ଅଭିଯାନ ଯୋଜନାରେ ଚୌଦ୍ୱାର ଅଞ୍ଚଳରେ ୫-ଟି ରୂପାନ୍ତରିକରଣ ଯୋଜନାରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟ ଗୁଡ଼ିକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ପରିଦର୍ଶନ କରି ଏହାର…
Read More...

ଲଘୁଚାପ ବର୍ଷାରେ ଘର ଭାଙ୍ଗିଥିବା ପରିବାରକୁ ରାଜସ୍ୱ ବିଭାଗ ପକ୍ଷରୁ ସହାୟତା ପ୍ରଦାନ

ଝୁମ୍ପୁରା: ଗତ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କ୍ଷତିଗ୍ରସ୍ଥ ପରିବାର ଗୁଡିକ ରାଜସ୍ୱ ବିଭାଗ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଚଉଠିଆ ରାଜସ୍ୱ ଅଧିକାରୀ ଅଜୟ କୁମାର ଦାସ…
Read More...

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ

ରେଙ୍ଗାଲିକ୍ୟାମ୍ପ: ଜିଲା ଲେଖିକା ପରିଷଦ ,ବରଗଡ଼ ପକ୍ଷରୁ ଦ୍ବିତୀୟ ସ୍ବନକ୍ଷତ୍ର ଦିବସ ଓ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାନେତ୍ରୀ…
Read More...

ଡମପଡା ବ୍ଲକରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ବାଙ୍କୀ: ସୋମବାର ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ କଟକ ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିଭିନ୍ନ ପ୍ରକାରର ୧୧୬ଟି…
Read More...

ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ବଣ୍ଟନ

ବାଙ୍କୀ:ଚଳିତ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ବିଲିପଡାରେ ରବିବାର ଦିନ ବାରଙ୍ଗ ବ୍ଲକ ୩୨ନଂ ଜିଲ୍ଲାପରିଷଦ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ବନ୍ୟା ବିପନ୍ନଙ୍କୁ ୪୦୦ପ୍ୟାକେଟ ଶୁଖିଲା ଖାଦ୍ୟ ବଣ୍ଟନ…
Read More...

ଫୁଲବାଣୀରେ ପୋଖରୀ ସଫେଇ କାର୍ଯ୍ୟ ଆରମ୍ଭ, ତଦାରଖ କରୁଛନ୍ତି ପୌରାଧ୍ୟକ୍ଷା

ଫୁଲବାଣୀ: ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ନିର୍ଦେଶରେ ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୋଖରୀ ଗୁଡିକର ଅଳିଆ…
Read More...

ଲାଞ୍ଜିଗଡରେ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଆଜି ଲାଞ୍ଜିଗଡ ବ୍ଲକରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଲାଞ୍ଜିଗଡ ବ୍ଲକରେ ଲଗାଣ ବର୍ଷା କମିଗଲା ହେଲେ ଲୋକଙ୍କ ସମସ୍ୟା ଲାଗି…
Read More...

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ୩ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର ଓ ମୟୂରଭଞ୍ଜ ପଠାଗଲା

ଭୁବନେଶ୍ୱର: ସଂପ୍ରତି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିରେ ମତ୍ସ୍ୟ ଓ ପ୍ରାଣୀସଂପଦର ସୁରକ୍ଷା ଓ ବନ୍ୟା ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର…
Read More...

ଲଗାଣ ବର୍ଷାରେ ଭୁଶୁଡିଲା ଘର

ଫୁଲବାଣୀ: କନ୍ଧମାଳ ଜିଲାରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଲଗାଣ ବର୍ଷାରେ କାହାର ଜମି ବୁଡି ଫସଲ ନଷ୍ଟ ହୋଇଛି ତ କାହାର ଘର ଭିତରେ ପାଣି ପଶି ଯାଇଛି। ଆଉ କାହାର ଘର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ…
Read More...

କନ୍ଧମାଳରେ ଲଗାଣ ବର୍ଷା: ପଲିଥିନ୍ ଭରସାରେ ଏବେ ଶହ ଶହ ପରିବାର

ଫୁଲବାଣୀ:ସମଗ୍ର କନ୍ଧମାଳ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ରବିବାର ଏକାଧିକ ଥର ବର୍ଷା ସହିତ ପବନ ହୋଇଛି। ଏହି ଲଗାଣ ବର୍ଷାରେ ଜିଲାର ପାଞ୍ଚଶହରୁ ଉର୍ଦ୍ଧ ଘର ଭାଙ୍ଗିଯାଇଥିବା ବେଳେ ଏବେ ପୀଡ଼ିତ ପରିବାରମାନଙ୍କ ପାଇଁ…
Read More...

ଖରଖରି ବ୍ଲାକ ସ୍ପଟରେ ଦୁର୍ଘଟଣା: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଖଣ୍ଡଗିରି: ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ବ୍ଲାକ ସ୍ପଟ୍ ଭାବେ ଜଣାଶୁଣା ତଳଖେତା ଖରଖରି ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କୌଣସି ଅଜଣା ଗାଡ଼ି ଏକ ସ୍କୁଟିକୁ ପଛରୁ…
Read More...

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛନ୍ତି। ଅସୁସ୍ଥ ହୋଇଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଜିଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଜିଲା…
Read More...

ନୂଆନଈ ସେତୁ ଉପରୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା

ପୁରୀ: ନୂଆନଈକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ନୂଆନଈକୁ ଡେଇଁ ପଡ଼ିବା ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ନୂଆନଈକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ଗଗନ ପ୍ରଧାନ ବୋଲି ଜଣାପଡ଼ିଛି।…
Read More...

ପାଣି ଘେରରୁ ୨ ଶହ ଲୋକଙ୍କୁ ସ୍ଥାନାନ୍ତର କଲା ସତ୍ୟବାଦୀ ପ୍ରଶାସନ

ସୁଆଣ୍ଡୋ: ଧନୁଆ ନଦୀ ପାଣି ଘେରରୁ ୨ଶହ ଲୋକଙ୍କୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଦୁବପାଟଣା ଓ ବିଶ୍ୱନାଥ ଦେଉଳି କେତକିପାଟଣା ପ୍ରମୁଖ ଅଞ୍ଚଳରେ ଧନୁଆ ଜଳ ପ୍ରବେଶ କରି ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ…
Read More...

କଂଗ୍ରେସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ

ବାଙ୍କୀ:ମହାନଦୀରେ ବନ୍ୟା ଆସିବା ଫଳରେ ବାଙ୍କୀ ଉପଖଣ୍ଡର ବାଙ୍କୀ ବ୍ଲକ, ଡମପଡା ବ୍ଲକ ଏବଂ ବାଙ୍କୀ ଏନଏସିର ଅର୍ଦ୍ଧାଧିକ ଅଞ୍ଚଳ ବନ୍ୟା ପ୍ଲାବିତ ହେବା ସହ ଜୀବନ ଜୀବିକା ବେଶ ପ୍ରଭାବିତ ହୋଇଥିଲା। ମହାନଦୀର ଜଳ ସ୍ତର…
Read More...

ପୁଣି ବୈତରଣୀ ଓ ସାଳନ୍ଦୀରେ ବନ୍ୟା ବିଭିଷିକା; ଦୋହରାପାଟଣା ଗାଁରେ ଘଳିଆ ପଡି ୨ଶହ ପରିବାର ଜଳବନ୍ଦୀ

ଆରଡି: ଉପରମୁଣ୍ଡରେ ବାଦଲଫଟା ବର୍ଷା ଯୋଗୁ ପୁଣି ବୈତରଣୀ ଓ ସାଳନ୍ଦୀ ନଦୀରେ ଦେଖା ଦେଇଛି ବନ୍ୟା ବିଭିଷିକା। ଫଳରେ ଚାନ୍ଦବାଲି ବ୍ଲକ ତଳିଆ ଅଞ୍ଚଳ ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ୪ଟି ପଞ୍ଚାୟତ ଦେଇ ପ୍ରବାହିତ…
Read More...

ବୌଦ୍ଧ ଜିଲା କଂଗ୍ରେସର ‘ମହଙ୍ଗାଇ ପେ ଚର୍ଚ୍ଚା’

ହରଭଙ୍ଗା: ରବିବାର ଜିଲା କଂଗ୍ରେସ କର୍ମୀ ପକ୍ଷରୁ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ତିଲେଶ୍ୱର ସାପ୍ତାହିକ ହାଟରେ ମହଙ୍ଗାଇ ପେ ଚର୍ଚ୍ଚା କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
Read More...

ବରିଷ୍ଠ ନାଗରିକଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ:ଜିଲାପାଳ

ନବରଙ୍ଗପୁର:ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପରିସରରେ ନବରଙ୍ଗପୁର ବରିଷ୍ଠ ନାଗରିକ ସଂଘର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସଂଘର ସଭାପତି ରାଧାନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି…
Read More...

ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି ‘ଅହିଂସା ରଥ’ ମିଳୁଛି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ…
Read More...

‘ଆଜାଦି କା ଅମୃତ ମହୋତ୍ସବ’ରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ

ନୂଆଦିଲ୍ଲୀ : ଶିକ୍ଷା ଓ ସଂସ୍କୃତି ଭିତ୍ତିକ ଅଗ୍ରଣୀ ଅନୁଷ୍ଠାନ ଉତ୍ସବ ଏଜୁକେସନାଲ ଆଣ୍ଡ କଲଚୁରାଲ ସୋସାଇଟିର ୩୫ ତମ ସ୍ୱନକ୍ଷତ୍ର ପାଳିତ ହୋଇଯାଇଛି। ଅନୁଷ୍ଠାନ ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟ ସହିତ ବିଭିନ୍ନ ପ୍ରକାର…
Read More...

ବିପଦ ସଙ୍କେତ ତଳକୁ ଖସୁନି ଜଳସ୍ତର, ବଢୁଛି ଚିନ୍ତା

ପିପିଲି:ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ବିପଦ ସଂକେତ ତଳକୁ ଖସୁନି। ମୁଣ୍ଡଳୀରେ ବନ୍ୟାଜଳ ପ୍ରବାହିତ ହ୍ରାସ ପାଉଥିଲେ ମଧ୍ୟ ଉଭୟ ନଦୀରେ ବନ୍ୟାଜଳ ଏବେ ମଧ୍ୟ ବିପଦ ସଂକେତ ଠାରୁ ଢେର ଉର୍ଦ୍ଧରେ…
Read More...

ଜଳ ସଂପଦ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା, କହିଲେ ଆଗାମୀ ଦୁଇ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ରାଜ୍ୟରେ ସୁବର୍ଣ୍ଣରେଖା ଓ ବୈତରଣ ନଦୀରେ ଅଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ।ଆଭାସୀ ବ୍ୟବସ୍ଥା ମାଧ୍ୟମରେ…
Read More...

ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ‘ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ’

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଆଜି ଆଇଆଇଟି ଖଡ଼ଗପୁର ପକ୍ଷରୁ ‘ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଆଇଆଇଟି…
Read More...

ଛାତରୁ ଖସିପଡି ମହିଳା ଶ୍ରମିକ ମୃତ

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ହାଇସ୍କୁଲରେ ୫ଟି ରୂପାନ୍ତରିତ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଛାତରୁ ଖସିପଡି ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ ହେଲେ ପାଣିଗଣ୍ଡା…
Read More...

ଲଗାଣ ବର୍ଷାରୁ ନଦୀଖଣ୍ଡି ଡ୍ୟାମରେ ୩ଫୁଟରୁ ଅଧିକ ଜଳ ପ୍ରବାହିତ

ଫୁଲବାଣୀ:ଗୁରୁବାର ରାତ୍ରରୁ ସମଗ୍ର ଫୁଲବାଣୀରେ ପ୍ରବଳ ବର୍ଷା ଯୋଗୁଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଭଳି ସ୍ଥଳେ ଫୁଲବାଣୀ ସହରରେ ପ୍ରବାହିତ ହେଉଥିବା ପିଲାସାଲୁଙ୍କିନଦୀରେ ମଧ୍ୟ ଜଳସ୍ତର…
Read More...

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

କଣ୍ଟାବାଞ୍ଜି :ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାବାଞ୍ଜି ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ପରିଚାଳନା ସମିତିର ସଭାପତି ତଥା ସଙ୍କୁଳ ପ୍ରମୁଖ ରାମଚନ୍ଦ୍ର ସାହୁଙ୍କ…
Read More...

ଚୋରି ମାମଲାରେ ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଜାତୀୟ ରାଜପଥ କଡ଼ରେ ପାର୍କିଂ କରାଯଇଥିବା ଏକ ଟ୍ରକରୁ ବ୍ୟାଟେରୀ ଓ ଡିଜେଲ ଚୋରି କରିବା ମାମଲାରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି…
Read More...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ଥାନା ଅନ୍ତର୍ଗତ ଗୋଛାପଡା ଗ୍ରାମପଞ୍ଚାୟତର ଡେରାକୁମ୍ପା ଗ୍ରାମ ଅଗ୍ରଗାମୀ ନିକଟ ବିଲ କଲଭର୍ଟ ତଳୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ…
Read More...

ଆସୁଛି ବିଘ୍ନ ବିନାୟକଙ୍କ ପୂଜା, ପ୍ଲାଷ୍ଟର ଅଫ ପ୍ୟାରିସର ଚାହିଦା ବଡୁଛି

ପଦ୍ମପୁର: ପାର୍ବଣ ଋତୁରେ ଚଳଚଞ୍ଚଳ ପଦ୍ମପୁର ସହର। ଋତୁର ପ୍ରଥମ ପାର୍ବଣ ଶ୍ରୀ ଗଣେଶ ଙ୍କ ପୂଜାରେ ସବୁବେଳେ ଚଛିତ ରହେ ପଦ୍ମପୁର ମାଟି। କେତେବେଳେ ବାଲଗଣପତି ତ କେତେବେଳେ ପଞ୍ଚମୁଖୀ ଗଣପତି ତ କେତେବେଳେ ବିଭିନ୍ନ…
Read More...