ଆଇଏଏସ ସ୍ତରରେ ଅଦଳବଦଳ, ଶାଳିନୀ ପଣ୍ଡିତଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଦାୟିତ୍ବ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆଜି ଭାରତୀୟ ପ୍ରସାଶନିକ ସେବା ତଥା ଆଇଏଏସ ଅଫିସରସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଦୀର୍ଘଦିନ ଧରି ଅତିରିକ୍ତ ଦାୟିତ୍ୱରେ ଚାଲୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ…
Read More...

ବୟସ୍କମାନେ ଅଲୋଡ଼ା ନୁହନ୍ତି, ସେମାନଙ୍କୁ ସହାୟତା ନୁହେଁ ସହଯୋଗ ଲୋଡ଼ା

ଭୁବନେଶ୍ବର: ବୟସର ବୋଝରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ବୟସ୍କ ଜୀବନର ଶେଷ ମୁହୂର୍ତ୍ତ ବିତାଇବା ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ଜରାନିବାସ। ଏବର ଯୁବପିଢ଼ି ପାଖରେ ପରିବାରର ବୟସ୍କ ସଦସ୍ୟଙ୍କୁ ଦେଖାଶୁଣା ପାଇଁ…
Read More...

ପରିବାର ଅଦାଲତରେ ଅନୁଭବ-ବର୍ଷାଙ୍କ ମଧ୍ୟସ୍ଥତା ପ୍ରକ୍ରିୟା, ସତ୍ୟପାଠ ଦାଖଲ କଲେ ବର୍ଷା

ଭୁବନେଶ୍ବର ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା କଟକ ପରିବାର ଅଦାଲତରେ ଚାଲିଛି। ଆଜି କଟକ ପରିବାର ଅଦାଲତରେ ଉଭୟଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ଶେଷ ହୋଇଛି। ଜଜ୍‌ଙ୍କ ଚାମ୍ବରରେ ବର୍ଷା-ଅନୁଭବଙ୍କ…
Read More...

ଖୋଲିଲା ବରାଳ ଦେବୀଙ୍କ ଦାନହୁଣ୍ଡି

ଫୁଲବାଣୀ :କନ୍ଧମାଳ ଜିଲାର ପ୍ରତ୍ୟକ୍ଷ ଓ ପ୍ରସିଦ୍ଧ ମାଁ ବରାଳ ଦେବୀଙ୍କ ମନ୍ଦିରର ଦାନ ହୁଣ୍ଡି ଆଜି ଅପରାହ୍ନ ୧୨ଟା ବେଳେ ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନ, ସମ୍ପାଦକ ସଞ୍ଜୟ…
Read More...

କାର ସହ ୧୨୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବୌଦ୍ଧ:ବୌଦ୍ଧ ଜିଲ୍ଳା ଗଂଜେଇର ପେଣ୍ଡସ୍ଥଳ ଥିବା ବେଳେ ପ୍ରତିଦିନ ଜିଲ୍ଳାରୁ ବହୁ ପରିମାଣରେ ଗଂଜେଇ ଚାଲାଣ ହେଉଅଛି। ପୁଲିସ ଓ ଅବକାରୀ ବିଭାଗ ହାତରେ ପ୍ରତିଦିନ ଧରାପଡୁଛନ୍ତି, କିନ୍ତୁ ଏହି କାମ କାରବାର ହ୍ରାସ…
Read More...

ବାଲି ଯାତ୍ରା ପାଇଁ ଭୈରବି ମନ୍ଦିରରେ ପୂଜାର୍ଚ୍ଚନା

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଗ୍ରାମର ଭୈରବୀ ମନ୍ଦୀର ଠାରେ ବାଲି ଯାତ୍ରା ପାଇଁ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି। ମା’ ଭୈରବୀ ପୂଜା କମିଟି ସିକରପାଇ ପକ୍ଷରୁ…
Read More...

କନ୍ଧମାଳ ଜିଲାରେ ସ୍ୱାସ୍ଥ୍ୟରେ କାଯ୍ୟକାରି ହୋଇପାରୁନି ବ୍ୟାଟେରି ଚାଳିତ ଯାନ

ଫୁଲବାଣୀ:ରାଜ୍ୟ ସରକାର ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରି କାର୍ଯ୍ୟକାରି କରୁଛନ୍ତି ।କିନ୍ତୁ କଦ୍ଧମାଳ ଜିଲ୍ଲାରେ ଯୋଜନା ର ବିଭିନ୍ନ ପ୍ରକାର…
Read More...

ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଲଟିଛି ମରଣଯନ୍ତା

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାଟି ଖାଲଖମାରେ ପରିଣତ ହୋଇଛି। ବର୍ଷାଦିନେ ଖାଲରେ ପାଣିଜମିଯିବା ପରେ ରାସ୍ତାର ପ୍ରକୃତସ୍ଥିତି ଜଣାପଡୁନାହିଁ। ଯାହାଫଳରେ କି ରାସ୍ତାରେ ଯାଉଥିବା ଗାଡିଚାଳକମାନେ…
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ଯୋଗଦେଲେ ୧୨୨୪ ଦିବ୍ୟାଙ୍ଗ

ଆଠଗଡ: ଆଠଗଡ ବ୍ଲକ ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଧରି…
Read More...

ଆଠଗଡରୁ ହରିଣ ଉଦ୍ଧାର

ଆଠଗଡ: ଆଠଗଡ ସହରର କନ୍ତୋଲ ଅଞ୍ଚଳରେ ଜନବସତିକୁ ଚାଲିଆସିଥିବା ଏକ ୨ବର୍ଷ ବୟସ୍କ ଅଣ୍ଡିରା ହରିଣକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଇଥିବା ଜଣାପଡିଛି। କନ୍ତୋଲ ହନୁମାନ ମନ୍ଦିର ନିକଟ ସୁବାସ…
Read More...

ମୁମ୍ବାଇଠାରେ ମୁଖ୍ୟ ଶାସନ ସଚିବଙ୍କର ୧୫ଟି କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର: ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ୍‌ ପାଇଁ ବୃହତ୍‌ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ…
Read More...

ନୂଆ ରୂପରେ ଉତ୍କଳ ମଣ୍ଡପ-ଆକର୍ଷଣୀୟ ମଣ୍ଡପରେ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବାକୁ ପାଇବେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି । ଏହି ମଣ୍ଡପର ଏବେ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ସରିଛି। ଏଣିକି ଦର୍ଶକମାନେ ଏକ ଆକର୍ଷଣୀୟ…
Read More...

ଗୋମହିଷାଦିଙ୍କୁ ଚର୍ମବିଣ୍ଡି ରୋଗରୁ ରକ୍ଷା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ…

ଭୁବନେଶ୍ୱର: ଉତ୍ତର ଭାରତର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ଦିଗରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ…
Read More...

ଅହିଂସା ରଥ ପରିକ୍ରମା କରିବାର ୩୦ ଦିନ ପୂର୍ତ୍ତି, ଆଜି କୋରାପୁଟ ଓ ବାଲେଶ୍ୱର ଜିଲ୍ଲା ପରିକ୍ରମା କଲା ରଥ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ।…
Read More...

କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆବଶ୍ୟକୀୟ ଋଣ ଯୋଗାଇଦେବା ଉପରେ ପ୍ରମୁଖ ଶାସନ ସଚିବଙ୍କ…

ଭୁବନେଶ୍ୱର: କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୃଷି କ୍ଷେତ୍ରକୁ ଠିକ୍‌ ସମୟରେ ଆବଶ୍ୟକୀୟ ଋଣ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ…
Read More...

ପିପିଲିରେ ହତ୍ୟାକାଣ୍ଡ, ପୁଲିସ ତଦନ୍ତ ଜାରି

ପିପିଲି: ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମର ଦକ୍ଷୀଣ ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଉକ୍ତ ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବାରଣ୍ଡାରେ ଜଣେ ଯୁବକର ମୁଣ୍ଡଗଣ୍ଡି ଅଲଗା ହୋଇପଡ଼ି…
Read More...

ବିଜୁ ସେତୁ ନିର୍ମାଣ ନେଇ ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ

ଭୁବନେଶ୍ୱର:୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆଜି ଗ୍ରାମ୍ୟ ନିର୍ମାଣ ଭବନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ସିହା ଗ୍ରାମରେ ବହୁମୁଖି କର୍ମଶାଳା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ରୁସା ୨.୦ ରୁରାଲ ଆଉଟରିଚ ଟିମ ପକ୍ଷରୁ ଯାଜପୁର ଜିଲାର ସିହା ଗ୍ରାମସ୍ଥ ଭଗବତୀ ଉଚ୍ଚ ବିଦ୍ୟାଳୟରେ ବହୁମୁଖି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ…
Read More...

ଆଠଗଡରେ ଜିଲାପାଳଙ୍କ ଜନଶୁଣାଣି ଶିବିର, ୧୪୨ ଅଭିଯୋଗରୁ ୫୮ଟି ତତ୍କାଳ ସମାଧାନ

ଆଠଗଡ : ଆଠଗଡ ବ୍ଲକ ସଭାଗୃହରେ ସୋମବାର କଟକ ଜିଲାପାଳଙ୍କର ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଯୋଗଦେଇ ମୋଟ ୧୪୨ଟି…
Read More...

ସ୍ରଷ୍ଟାଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ପ୍ରାଣୀ ଏବଂ ସେମାନଙ୍କର ଭଲମନ୍ଦ ବିଚାର କରିବାର ଶକ୍ତି ରହିଛି

ଆଠଗଡ: ମେଘା ସ୍ୱାସ୍ଥ୍ୟ ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ଅଙ୍ଗନବାଡି କେନ୍ଦ୍ରଠାରେ ଶନିବାର ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା ଦିବସ ପାଳିତ ହୋଇଯାଇଛି। ଏଥିରେ ସଂଯୋଜନା କରି…
Read More...

ଘର ଆଗରୁ ୨ଟି ବାଇକ୍ ଚୋରି, ଥାନାରେ ଏତଲା

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଓ ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାନାବାଡ଼ି ଗ୍ରାମର ମନୋଜ ନାୟକ ନାମକ ଜଣେ ବ୍ୟକ୍ତିଙ୍କର ଘର ଆଗରୁ ରବିବାର ବିଳମ୍ବିତ ରାତିରେ ୨ଟି ମଟର ସାଇକଲ…
Read More...

ଖୋର୍ଦ୍ଧା ଜିଲା ବଧିର ସଂଘ ପକ୍ଷରୁ ୬୫ତମ ବିଶ୍ୱ ବଧିର ସପ୍ତାହ ପାଳିତ

ଭୂବନେଶ୍ୱର:ଖୋର୍ଦ୍ଧା ଜିଲା ବଧିର ସଂଘ ତରଫରୁ ୬୫ତମ ବିଶ୍ୱ ବଧିର ସପ୍ତାହ ଲୋହିଆ ଏକାଡେମୀରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୟ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ…
Read More...

ଆଚାର୍ଯ୍ୟ ବିନୋବାଭାବେଙ୍କ ୧୨୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡିଶା ଭୂଦାନ କର୍ମଚାରୀ ସଂଘ ପକ୍ଷରୁ ଭୂଦାନ ଆନ୍ଦୋଳନର ସ୍ରଷ୍ଟା ଭାରତରତ୍ନ ଆଚାର୍ଯ୍ୟ ବିନୋବାଭାବେଙ୍କ ୧୨୮ତମ ଜୟନ୍ତୀ ଭୂବନେଶ୍ୱରସ୍ଥିତ ଓଡିଶା ଭୂଦାନ ଯଜ୍ଞ ସମିତି ପରିସରରେ ପାଳିତ ହୋଇଯାଇଛି। ଉକ୍ତ…
Read More...

ପୂର୍ଣ୍ଣ ପେନ୍‌ସନ୍ ପାଇଁ ଦାବୀ କଲେ ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନସନ୍‌ଭୋଗୀ କର୍ମଚାରୀ ସଂଘ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନ୍‌ସନ୍‌ଭୋଗୀ କର୍ମଚାରୀ ପୂର୍ଣ୍ଣ ପେନ୍‌ସନ୍ ନିମନ୍ତେ ବାରମ୍ବାର ସରକାରଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ତେଣୁ ଚକବନ୍ଦୀରେ…
Read More...

ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେବ କନ୍ଧମାଳ ଟିମ

ଫୁଲବାଣୀ: କନ୍ଧମାଳ ଜିଲାର ପୁରୁଷ ହକି ଟିମ ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେବ। ଏଥିପାଇଁ ନକୁଳ ପ୍ରଧାନଙ୍କ ନେତୃତ୍ୱରେ ୧୬ ଜଣ ସଦ୍ୟସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କୋଚ ଭାବରେ ସାମନ୍ତ…
Read More...

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ, ଅକ୍ଟୋବର ୯ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଖୋଲାରହିବ

ଭୁବନେଶ୍ୱର: ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜି୍ୟକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରି ଏଥିରେ ସଂପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା…
Read More...

ଓଡିଶା ଆଦର୍ଶ ବିଦ୍ୟାଳୟରେ ଦିଗଦର୍ଶନ କାର୍ଯ୍ୟକ୍ରମ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ର ଛାତ୍ର/ଛାତ୍ରୀ ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ…
Read More...

ଲଇଡାରେ ଜନ ଅଭିଯୋଗ ଶୁଣାଣି ଶିବିର

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଗ୍ରାମପଞ୍ଚାୟତରେ ଆଜି ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦେଶ କ୍ରମେ ଜନ ଅଭିଯୋଗ ଶୁଣାଣି ଏବଂ ବିତରଣ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଳକ୍ ଉନ୍ନୟନ ଅଧିକାରୀ କୃଷ୍ନଚନ୍ଦ୍ର ଦଳପତିଙ୍କ…
Read More...

ଖାଲଖମାରେ ଭର୍ତ୍ତି ଘିଚାମୁରା-ଲଗଙ୍ଗା ରାସ୍ତା

ରେଙ୍ଗାଲି:ଶିଳ୍ପାୟନ ହେଲେ ସଂପୃକ୍ତ ଅଞ୍ଚଳର ପାରିପାର୍ଶ୍ବିକ ଉନ୍ନୟନ ଏବଂ ମୌଳିକ ଭିତ୍ତିଭୂମିର ଉନ୍ନତି ତଥା ବିକାଶ ଦିଗରେ ସର୍ବଧିକ ଗୁରୁତ୍ୱ ଦିଅଯିବ ବୋଲି ପ୍ରତିଶ୍ରୁତି ଦିଅଯାଇଥିଲା। ପ୍ରତିଶ୍ରୁତି ପାଳନ ହେବାର…
Read More...

ମିଶନ ଶକ୍ତି ଆମ ଜୀବନରେ ବହୁତ ବଡ ପରିବର୍ତ୍ତନ ଆଣିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲାର ମିଶନ ଶକ୍ତି ଗୋଷ୍ଠୀର ମାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ…
Read More...

ରାଜସ୍ୱ ରଥ’ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବଣ୍ଟନ କରିଛି ୧ ଲକ୍ଷ ପଟ୍ଟା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି । ରାଜସ୍ୱ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ ବଣ୍ଟାଯାଉଛି।…
Read More...

ସକରାତ୍ମକ ମନୋଭାବ ହେଉଛି ନିଯୁକ୍ତି କୌଶଳର ପ୍ରଥମ ସୋପାନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କଳ ଏଣ୍ଟରପ୍ରିନରସିପ ଆଣ୍ଡ କ୍ୟାରିୟର ହବ୍(ୟୁଇସିଏଚ) ପକ୍ଷରୁ ନିଯୁକ୍ତି ଓ ସୁକ୍ଷ୍ମ କୌଶଳ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର…
Read More...

୨୪ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ପଟା ବଣ୍ଟନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ୨୬ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଛି। ଏଥିରେ ତହସିଲଦାର ସୁଧାକର ରଇତ, ଅତିରିକ୍ତ…
Read More...

ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ, ଶାଶକୁ ୩ ବର୍ଷ ଜେଲ

ଭଦ୍ରକ: ଯୌତୁକ ପାଇଁ ପତ୍ନୀକୁ ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ। ପତ୍ନୀହନ୍ତା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ। ୨୦୧୫ରେ ସାବରଙ୍ଗ ଥାନା ଜିତନଗାରେ ପତ୍ନୀଙ୍କୁ ପୋଡ଼ି…
Read More...

ଜିଲାପାଳଙ୍କ ଜନଶୁଣାଣି ଶିବିରରେ ବିଜେପି-ବିଜେଡ଼ି ପିଟାପିଟି, ସରପଞ୍ଚଙ୍କ ଫାଟିଲା ମୁଣ୍ଡ

ସୋର: ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ଓ ପିଟାପିଟି ହୋଇଥିବା ସୂଚନା ମିଳିଛି। ଜଣେ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବି କରି ଉଭୟ ବିଜେପି-ବିଜେଡ଼ି ମୁହାଁମୁହିଁ ହୋଇଥିଲେ। ଏଥିରେ ତେଣ୍ଟେଇ ପଞ୍ଚାୟତ…
Read More...

ଆଇସିସି ଟି-୨୦ ବିଶ୍ବକପ ପାଇଁ ଦଳ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ବକପ ପାଇଁ ଦଳ ଘୋଷଣା କଲା ବିସିସିଆଇ। ରୋହିତ ଶର୍ମାଙ୍କ ନେତୃୃତ୍ବରେ ଭାରତ ଟି-୨୦ ବିଶ୍ବକପ ଖେଳିବ। ରୋହିତ ଶର୍ମା ଅଧିନାୟକ ଏବଂ କେ.ଏଲ ରାହୁଲ ଉପଅଧିନାୟକ ଭାବେ ମନୋନୀତ କରାଯାଇଛି।…
Read More...

ରାଷ୍ଟ୍ରପତି ଭବନରେ ପହଞ୍ଚିଲା କୋହିନୂର ହୀରା ଫେରସ୍ତ ଦାବି

ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ପହଞ୍ଚିଲା କୋହିନୂର ହୀରା ଫେରସ୍ତ ଦାବି। ରାଷ୍ଟ୍ରପତି ଭବନକୁ ଯାଇ ଦାବିପତ୍ର ପ୍ରଦାନ କଲେ ଜଗନ୍ନାଥ ସେନା ଆବାହକ। କୋହିନୂର ହୀରା ଜଗନ୍ନାଥଙ୍କର ଏବଂ ଏହାକୁ ରାଜା ରଞ୍ଜିତ ସିଂ ଦାନ…
Read More...

ମାଲକାନଗିରି ଓ ମୟୂରଭଞ୍ଜ ଜିଲାରେ ‘ଅହିଂସା ରଥ’ ପରିକ୍ରମା

ଭୁବନେଶ୍ୱର:ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ମାଲକାନଗିରି ଓ…
Read More...

ମାଧବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପରିବେଶ ଦିବସ ପାଳିତ

ଗୁରୁଡିଝାଟିଆ: ପରିବେଶ ସୁସ୍ଥ ଓ ସୁନ୍ଦର ରହିଲେ ଜୀବ ଜଗତର ଆୟୁବୃଦ୍ଧି ହେବ। ପୃଥିବୀ ଖିଲିଖିଲି ହସିଉଠିବ। ଏହାକୁ ସନ୍ତୁଳିତ ଭାବରେ ଗଢିତୋଳିବା ଦାୟିତ୍ୱ ଆମ ସମସ୍ତଙ୍କ ବିଶେଷତଃ ପରିବେଶ ସୁରକ୍ଷା ଦିଗରେ…
Read More...

ପ୍ରଜାମଣ୍ଡଳ ସ୍ମାରକୀ ଭବନ ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ

ଗୁରୁଡିଝାଟିଆ:ଅନ୍ୟାୟ,ଅତ୍ୟାଚାର, ଶୋଷଣ ଓ କଷଣରେ ନିଷ୍ପେସିତ ରାଜଶାସନ ବିରୋଧରେ ପ୍ରଥମେ ଖୁଣ୍ଟୁଣୀରେ ହୋଇଥିଲା ଆଠଗଡ ପ୍ରଜା ମଣ୍ଡଳ ଆନ୍ଦୋଳନର ପ୍ରଥମ ବୈଠକ। ଶହଶହ ଜନସାଧାରଣ ବଞ୍ଚିବାର ଅଧିକାର ନେଇ ସଂଗ୍ରାମ…
Read More...

ଅତାବିରା ଫଟୋଗ୍ରାଫିକ୍ ସଂଗଠନର ନୂଆଁଖାଇ ଭେଟ ଘାଟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆନନ୍ଦ କଲ୍ୟାଣ  ମଣ୍ଡପ ଠାରେ  ଅତାବିରା  ଫୋଟୋଗ୍ରାଫି ସଂଗଠନ ପକ୍ଷରୁ  ନୂଆଁଖାଇ ଭେଟ ଘାଟ  ଅନୁଷ୍ଠିତ ହୋଇଥିଲା । ସଂଗଠନ ର ସଭାପତି ସଞ୍ଜୟ ରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟ…
Read More...

ଗୋପିନାଥପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଆଠଗଡ଼: ଆଠଗଡ଼ ବିଜୁ, ଯୁବ, ଛାତ୍ର ଓ ମହିଳା ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ପକ୍ଷରୁ ଦୋରଡ଼ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ସମ୍ମାନ ପାଇଲେ ଫୁଲବାଣୀ ଅଭିନେତା ସୌରଭ ନନ୍ଦ

ଫୁଲବାଣୀ:ନାଗେଶ୍ଵର ଫିଲ୍ମ ପ୍ରଡକ୍ସନ ପକ୍ଷରୁ ରାଜ୍ୟ ସ୍ତରୀୟ ସିନେ ସାହିତ୍ୟ ଆୱାର୍ଡ଼ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ରବିବାର ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ମାନ ଓ…
Read More...

ଭୈରବ ଦେବଙ୍କର ନବଦିନାତ୍ମକ ପୂଜା ଆରମ୍ଭ, ୧୪ରେ ପ୍ରସିଦ୍ଧ ଝାମୁଯାତ୍ରା

ଲାଞ୍ଜିଗଡ: ଲାଞ୍ଜିଗଡ଼ର ଆରାଧ୍ୟ ଦେବତା ଭୈରବ ଦେବ ବିଶ୍ୱାସର ପ୍ରତୀକ। ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ମହା ଆଡମ୍ବର ସହ ପାଳନ ହେବ ପ୍ରସିଦ୍ଧ ଝାମୁଯାତ୍ରା ହେଲେ ବିଗତ ଦୁଇବର୍ଷ କୋରନା କଟକଣା ଯୋଗୁ ଏହି ଯାତ୍ରା କେବଳ…
Read More...

ବାଲିବନ୍ଧ ଠାରେ ବିଜେପିର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ

ଝୁମ୍ପୁରା: କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳିର ଝୁମ୍ପୁରା ମଣ୍ଡଳର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ବାଲିବନ୍ଧ ଶିଶୁ ମନ୍ଦିର ପରିସର ମଧ୍ୟରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକ ମୁଖ୍ୟ ଅତିଥି…
Read More...

କଟକ ଏସସିବି କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁଙ୍କ ପରଲୋକ

ଭୁବନେଶ୍ବର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ମୁତ୍ରରୋଗ ବିଭାଗ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁଙ୍କ ପରଲୋକ ହୋଇଯାଇଛି। ସେ ତାଙ୍କ ଝିଅ​ ଜ୍ବାଇଁ ପାଖକୁ ଆମେରିକା ଯାଇଥିଲେ। ପ୍ରଫେସର…
Read More...

ଦ୍ୱାରିକାପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ

ଭୋପାଳ: ଦ୍ୱାରିକାପୀଠର ଶଙ୍କରାଚାର୍ୟ୍ୟ ସ୍ୱାମୀ ସ୍ବରୁପାନନ୍ଦ ସରସ୍ବତୀଙ୍କ ପରଲୋକ ହୋଇଯାଇଛି। ୯୯ ବର୍ଷ ବୟସରେ ମଧ୍ୟପ୍ରଦେଶର ନରସିଂହପୁର ଠାରେ ଥିବା ଗଙ୍ଗା ଆଶ୍ରମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା…
Read More...

ପ୍ରାକୃତିକ ସଂପଦକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜାତୀୟ ଜଙ୍ଗଲ ଶହୀଦ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ୍‌ ଅମ୍ଳାନ…
Read More...

‘କଳାଭୂମି’ ଓ ଆଇଆଇଟିଟିଏମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘କଳାଭୂମି’-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଓ ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଟୁରିଜିମ୍‌ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜ୍‌ମେଣ୍ଟ ମଧ୍ୟରେ…
Read More...

କଖଡିରେ ଭାଗବତ ଜନ୍ମୋତ୍ସବ, ଶାସ୍ତ୍ରୀୟ ବିଧି ମୁତାବକ ଭାଗବତ ଗୋସାଇଁଙ୍କ ପୂଜାର୍ଚ୍ଚନା

ଗୁରୁଡିଝାଟିଆ: ଆମ ସଂସ୍କୃତି ଓ ପରମ୍ପରାରେ ଭାଗବତ ଜନ୍ମୋତ୍ସବର ମହନୀୟ ଭୂମିକା ରହିଛି। ଆମ ଗୌରବଜ୍ୱଳ ଅସ୍ମୀତାର ଗାଥାକୁ ବହନ କରିଥାଏ ଭାଗବତ ଗୋସାଇଁ। କଖଡି ଭାଗବତସାହିସ୍ଥିତ ଭାଗବତ ଗୋସାଇଁଙ୍କ ପୀଠସ୍ଥଳୀରେ…
Read More...

ପୁଲିସର ମୃଦୁ ଲାଠି ଚାଳନା, ରାସ୍ତା ରୋକ ପାଇଁ ୧୪୪ ଧାରା ଜାରି

ଉମରକୋଟ: ଉମରକୋଟ ସହରରେ ମୃତଦେହକୁ ସ୍ମଶାନ ନ ମିଳିବା ଘଟଣା। ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ପରେ ୧୪୪ ଧାରା ଜାରି କରାଯାଇଛି। ୪୮ ଘଣ୍ଟା ପାଇଁ ଉମରକୋଟ ସହରରେ ୧୪୪ ଧାରା ଜାରି କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି…
Read More...

ବାତରଡାରେ ବନ୍ୟା ଜଳରେ ଧୋଇଗଲା ରାସ୍ତା, ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା

ପାତ୍ରପୁର: ପାତ୍ରପୁର ଏବଂ ଗଜପତି ଅଞ୍ଚଳରୁ ଦିଗପହଣ୍ଡି ଅଞ୍ଚଳକୁ ସଂଯୋଗ ପଥରେ ଥିବା ବାତରଡା ନାଳରେ ବନ୍ୟା ଜଳ ଆସି ରାସ୍ତା ନଷ୍ଟ ହେବା ଫଳରେ ଯାତାୟାତ ବ୍ୟାଘାତ ଆଶଙ୍କା ସୃଷ୍ଟିହୋଇଛି। ଲଘୁଚାପ ଫଳରେ ବାତରଡା ନାଳରେ…
Read More...

ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଓ ଏହାର ବିଭିନ୍ନ ଉପାଦାନ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ସାରା ରାଜ୍ୟରେ ଆଜି ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଓ ଏହାର ବିଭିନ୍ନ ଉପାଦାନଗୁଡ଼ିକର ସଠିକ ବ୍ୟବହାର ଓ ପରିଚାଳନା ଉପରେ ଆଲୋଚନା…
Read More...

ମାଲକାନଗିରି ଓ ମୟୂରଭଞ୍ଜ ଜିଲାରେ ‘ଅହିଂସା ରଥ’ ପରିକ୍ରମା, ବିଭିନ୍ନ ଅଞ୍ଚଳରେ ସ୍ବାତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଶ୍ୱ ଇତିହାସରେ ମାନବିକ ମହାନୁଭବତା ଓ ମୂଲ୍ୟବୋଧର ଜଣେ ଅସାଧାରଣ ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଗାନ୍ଧିଜୀ ଚିରସ୍ମରଣୀୟ। ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ…
Read More...

‘ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ପାଇଁ ଉପକୂଳ ଓ ସାମୁଦ୍ରିକ ସମ୍ବଳର ସ୍ଥାୟୀ ପରିଚାଳନା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର: ଭାରତୀୟ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଭାରତର ୭୫୦୦ କିଲୋମିଟର ସୁଦୀର୍ଘ ଉପକୂଳ, ଦେଶର ସାମାଜିକ, ଅର୍ଥନୈତିକ ଓ ରଣନୈତିକ ଦୃଷ୍ଟିରୁ…
Read More...

‘ବ୍ଲୁ ଟୋକାଇ’ ଆରମ୍ଭ କଲା କୋରାପୁଟ କଫିର ବ୍ୟବସାୟ

ଭୁବନେଶ୍ୱର : କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍ (କେଡ଼ିଏଫ୍‌) ଏହାର ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ କରିଛି। ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଭାରତର ସର୍ବବୃହତ…
Read More...

ବାଇକ୍ ଦୁର୍ଘଟଣା, ଜଣେ ମୃତ

ଫୁଲବାଣୀ: ଶନିବାର କନ୍ଧମାଳ ଜିଲା ରାଇକିଆ ଥାନା ରାମୁଣ୍ଡା ବୁଲାଣି ରାସ୍ତାରେ ଏକ ବାଇକ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଧୂଷରି ଗାଁର ଦଣ୍ଡପାଣି ମାଝୀ।…
Read More...

ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ଜ୍ଞାନକୌଶଳର ଉପଯୁକ୍ତ ସମୟରେ ସଠିକ୍ ଭାବେ ସଂପ୍ରସାରଣ ହେବା ଉଚିତ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦେଶାଳୟର ସମ୍ମିଳନୀ କକ୍ଷରେ ଆଜି ଓଡ଼ିଶା ସଂପ୍ରାସାରଣ ଶିକ୍ଷା ସମିତି ଆନୁକୂଲ୍ୟରେ ‘ସଂପ୍ରସାରଣ ବିଶେଷଜ୍ଞମାନଙ୍କର ଦକ୍ଷତା ବିକାଶ :…
Read More...

ସମଗ୍ର ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନ ସଚେତନତା ସୃଷ୍ଟି କରାଯିବା ଉଚିତ:କୁଳପତି

ଭୁବନେଶ୍ୱର: ଆମ ଦେଶରେ ଲୋକେ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥାନ୍ତି। ଜୀବନରେ ଘଟୁଥିବା କେତେକ କଠିନ ଓ ଅସୁବିଧାଜନକ ଘଟଣାବଳୀ ଯଥା ବେରୋଜଗାରୀ, ଆର୍ଥିକ ସଙ୍କଟ, ପାରିବାରିକ କଳହ, ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁ,…
Read More...

ଆଠଗଡ଼ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରି ଯାତ୍ରୀମାନଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ…
Read More...

ଧବଳେଶ୍ୱର ପୀଠର ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ, ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ମନ୍ତ୍ରୀଙ୍କ…

ଭୁବନେଶ୍ୱର: ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କୁ ସୁବିଧା ଯୋଗାଇବା ସହିତ ପୀଠକୁ ଅଧିକ ଆକର୍ଷଣୀୟ କରିବା ପରିପ୍ରେକ୍ଷୀରେ ନିର୍ମାଣାଧିନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କୃଷି…
Read More...

ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରେ ‘ଅହିଂସା ରଥ’ ପରିକ୍ରମା, ତ୍ରିରଙ୍ଗା ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଭୁବନେଶ୍ୱର:ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବୀର ଗାଥାକୁ ମନେ ପକାଇବା ପାଇଁ ସାରା ରାଜ୍ୟରେ ଅହିଂସା ରଥ ପରିକ୍ରମା କରୁଛି। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା, ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ…
Read More...

ଡାକ୍ତରଖାନା ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଦୀର୍ଘ ବର୍ଷ ଧରି ଆବଶ୍ୟକ ସଂଖ୍ୟକ ଡାକ୍ତର ସମେତ ବିଭିନ୍ନ ସମସ୍ୟା ଲାଗିରହିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜି ବସିଛି ବୋଲି ଆମ ଆଦମି ପାର୍ଟି…
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପିପିଲି:ପିପିଲି ପୌରାଞ୍ଚଳ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିସରରେ ବ୍ୟାଙ୍କର ଗ୍ରାହକଙ୍କ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍‍ପିଟାଲର ଭେଷଜ ବିଶେଷଜ୍ଞ…
Read More...

ବଲସକୁମ୍ପା ହାଇସ୍କୁଲରେ ସ୍ୱେଚ୍ଛାସେବୀ ଅନ୍ୱେଷଣ କାର୍ଯ୍ୟକ୍ରମ

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରୀପଡା ବ୍ଲକର ବଲସକୁମ୍ପା ପଞ୍ଚାୟତ ଅନ୍ତର୍ଗତ ବଲସକୁମ୍ପା ହାଇସ୍କୁଲରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱେଚ୍ଛାସେବୀ ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।…
Read More...

ବିବାହର ୪ ଦିନ ପରେ ନାବାଳିକା ନବବଧୁକୁ ନେଇଗଲା ଚାଇଲ୍ଡ ଲାଇନ

ନୀଳଗିରି: ପ୍ରେମୀଯୁଗଳ ଘର ଛାଡ଼ି ପଳାଇବାରେ ପରେ ଉଭୟ ପରିବାରରୁ ସ୍ୱୀକୃତି ପାଇ ବିବାହ କରିଥିଲେ। ମାତ୍ର ୪ଦିନ ହେବ ଶାଶୂଘରେ ସୁଖ ସଂସାର ଗଢୁଥିବା ଜଣେ ୧୪ବର୍ଷୀୟା ନାବାଳିକାର ବାଲ୍ୟ ବିବାହ କରାଯାଇଥିବା ଅଭିଯୋଗ…
Read More...

ଜନଜାତି କୃତୀଛାତ୍ରୀଙ୍କୁ ୧୦ହଜାର ପୁରସ୍କାର

ନୀଳଗିରି: ନୀଳଗିରି ବ୍ଲକର ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ଭିତରୁ ତରତରୀସ୍ଥିତ ବାଳିକା ବିଦ୍ୟା ନିକେତନର ଛାତ୍ରୀ ଜ୍ୟୋତିପ୍ରିୟା ମାଝୀ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବଧିକ ୫୩୩ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ…
Read More...

ସାପ କାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଖଲିଆପାଲି ପରମାନପୂର୍ ଶେଷଦେବ ମଲ୍ଲିକଙ୍କ ପୁଅ ଦୀପକ ମଲ୍ଲିକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି। ସେ ଅତାବିରା ମହାବିଦ୍ୟାଳୟରେ ସେ ଯୁକ୍ତ ତିନି ଦ୍ବିତୀୟ ବର୍ଷ କଳା…
Read More...

ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ପ୍ରଶାସନର ପ୍ରସ୍ତୁତି: ବିଭିନ୍ନ କ୍ରୀଡ଼ା ସଙ୍ଗଠନ ଓ ବରିଷ୍ଠ ଖେଳାଳିଙ୍କ ମତାମତ ଏବଂ…

ରାଉରକେଲା: ୨୦୨୩ ଜାନୁଆରି ମାସରେ ଓଡ଼ିଶା ପୁରୁଷ ହକି ବିଶ୍ୱକପର ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ଏକପ୍ରକାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ତେଣୁ ଏହି ଅବସରରେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏକ ଉତ୍ସବର ବାତାବରଣ…
Read More...

ବିଦ୍ୟାଳୟ ପରିସରରୁ ଗଛ କାଟିନେଲା ଠିକାଦାର, ବନ ବିଭାଗର ତଦନ୍ତ ଆରମ୍ଭ

ଦୋବଲ: ଧାମନଗର ବ୍ଲକ ଦୋବଲ ଗ୍ରାମରେ ଥିବା ଏସଏଜେ ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟି ଅଧୀନରେ ଅନ୍ତର୍ଭୁକ୍ତ ହୋଇ ନିର୍ମାଣ ଚାଲୁଅଛି। ଏହାର ଫାଇଦାନେଇ ବିଦ୍ୟାଳୟ ପରିସରରୁ ଅନେକ ଗଛ ଠିକାଦାର କାଟି ନେଇଥିବା ଅଭିଯୋଗ ହୋଇଛି।…
Read More...

ଭଡ଼ାଟିଆର ବ୍ଲାକମେଲିଂ, ୩ଟି କିସ୍ତିରେ ୩ ଲକ୍ଷ ଟଙ୍କା ଆଦାୟ

ବଲାଙ୍ଗିର: ଘର ଭଡ଼ା ରହି ଘର ମାଲିକଙ୍କୁ ବ୍ଲାକମେଲିଂ ଅଭିଯୋଗରେ ପୁଲିସ ୨ଜଣଙ୍କୁଅଟକ ରଖିଛି। ଭଡ଼ାଟିଆଙ୍କ ପତ୍ନୀ ଓ ଜଣେ ମଧ୍ୟସ୍ଥକୁ ଧରି ଲୋକେ ପୁଲିସ ଜିମାରେ ଦେଇଛନ୍ତି। ବଲାଙ୍ଗୀର ସହର ସାଗର କଲୋନୀରେ ଭଡ଼ାଟିଆ…
Read More...

ଅଜଣା ରୋଗ, ୧୦ ଦିନରେ ୬ ମୃତ

ମାଲକାନଗିରି: ଗୋଟିଏ ଗାଁରେ ଅଜଣା ରୋଗରେ ୧୦ ଦିନରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଥିଲି ବ୍ଲକ ହଳଦୀକୁଣ୍ଡ ଗାଁରେ ୧୦ ଦିନରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରାନ୍ତଙ୍କ ଗୋଡ଼ ଫୁଲିବା ସହ…
Read More...

ପୁଅ ସାମ୍ନାରେ ଭାସିଗଲେ ବାପା

ତେଲକୋଇ: ନୟାକୋଟ ଥାନା କେନ୍ଦୁଗୋଟି ଗାଁ ନିକଟ ବୈତରଣୀ ନଦୀରେ ପୁଅ ସାମ୍ନାରେ ବାପା ଭାସି ଯାଇଥିବା ସୂଚନା ମିଳିଛି। ବାପା ଓ ପୁଅ ବାଇକରେ ଗଲାବେଳେ ରାସ୍ତାରେ ଥିବା ପୋଲ ବୁଡ଼ିଥିଲା। ପୁଅ ବାଇକରେ ପୋଲ ପାରି ହୋଇଯିବା…
Read More...

ଜି.ଉଦୟଗିରି: ୯ନମ୍ୱର ୱାର୍ଡ ସଭ୍ୟା ଲକ୍ଷ୍ମୀପ୍ରିୟା ପରିଚ୍ଛାଙ୍କ ପ୍ରାଥମିକ ସଦସ୍ୟ ପଦ ରଦ କଲା ବିଜେପି

ଜି ଉଦୟଗିରି: ଚଳିତ ପୌର ନିର୍ବାଚନରେ ଜି ଉଦୟଗିରି ୯ନମ୍ୱର ୱାର୍ଡରୁ ବିଜେପି ପ୍ରାର୍ଥୀ ଭାବେ ଲକ୍ଷ୍ମୀପ୍ରିୟା ପରିଚ୍ଛା ବିଜୟୀ ହୋଇଥିଲେ। କିନ୍ତୁ ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲେ…
Read More...

ରାଜଧାନୀରେ ଖୋଲିଲା ‘ଶୱର୍ମା ହଟ୍‌’, ଖାଦ୍ୟ ପ୍ରେମୀଙ୍କ ପାଇଁ ଆଣିଦେବ ନୂଆ ଅନୁଭୂତି

ଭୁବନେଶ୍ୱର : କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଫୁଡ଼୍ କୋର୍ଟରେ ‘ଶୱର୍ମା ହଟ୍‌’ ଫୁଡ଼୍ ଆଉଟ୍‌ଲେଟ୍ ଉଦ୍‌ଘାଟିତ ହୋଇଯାଇଛି। ଏଠାରେ ଖୋଲା ହୋଇଥିବା ଫୁଡ଼୍ ଆଉଟ୍‌ଲେଟ୍ ଖାଦ୍ୟ ପ୍ରେମୀଙ୍କୁ ନୂଆ ଅନୁଭୂତି…
Read More...

ସେପ୍ଟେମ୍ବର ୧୦ରୁ ୨୭ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଇ-ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଦଶମ ପରୀକ୍ଷାରେ…

ଭୁବନେଶ୍ୱର : ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ନାମଲେଖାରେ ଭାଗ ନେଇପାରିନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହି ପରିପ୍ରେକ୍ଷୀରେ…
Read More...

କୃଷିବୀମା ଓ ସମବାୟ ସମିତିର ସଂସ୍କାର ପାଇଁ ଅଧିକ କେନ୍ଦ୍ରୀୟ ଅଦୁଦାନ ଦାବି : ଅତନୁ ସବ୍ୟସାଚୀ

ନୂଆଦିଲ୍ଲୀ/ଭୁବନେଶ୍ୱର :ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ ଆରମ୍ଭ…
Read More...

କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ନୂଆଖାଇ ଦିବସ ପାଳିତ

ଫୁଲବାଣୀ:ସ୍ଥାନୀୟ ସଭାଗୃହ ଠାରେ ଓଡ଼ିଆ ଭାଷା , ସାହିତ ଓ ସଂସ୍କୃତି ବିଭାଗ ଏବଂ କନ୍ଧମାଳ ଜିଲା ପ୍ରଶାସନର ମଳିତ ସହଯୋଗରେ ନୂଆଖାଇ ଦିବସ-୨୦୨୨ ମହା ସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ…
Read More...

ଅଘୋଷିତ ବିଜୁଳିକାଟ:ସମସ୍ୟା ସମାଧାନ ନ ହେଲେ ଦିଆଯିବ ଧାରଣା

ଗୁରୁଡିଝାଟିଆ: ଅଘୋଷିତ ବିଜୁଳିକାଟ ଜାରି ରହିଛି। ଟିପିସିଓଡିଏଲ କର୍ତ୍ତୃପକ୍ଷ ମନଇଚ୍ଛା ବିଦ୍ୟୁତକାଟ କରି ଉପଭୋକ୍ତାଙ୍କୁ ଏକପ୍ରକାର ନିର୍ଯାତନା ଦେଉଛନ୍ତି। ଆଜି ସକାଳ ୯ଟାରୁ ସଂନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ…
Read More...

ଗୁଲାମୀର ପ୍ରତୀକ ‘ରାଜପଥ’ ଏବେ ଇତିହାସ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଐତିହାସିକ ମୁହୂର୍ତ୍ତର ସାକ୍ଷୀଥିବା ସବୁ ଦେଶବାସୀଙ୍କୁ ସ୍ବାଗତ ଜଣାଉଛି।…
Read More...

ନେତାଜୀଙ୍କ ରାସ୍ତାରେ ଚାଲିଥିଲେ ଆଜି ଦେଶର ଚିତ୍ର ଭିନ୍ନ ହୋଇଥାନ୍ତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ରେ ନିର୍ମିତ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ। ନେତାଜୀ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ…
Read More...

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି

ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ୨ କିରାଣି। ୨ଜଣ କନିଷ୍ଠ ସହାୟକ ସୁଶୀଲ ପଟ୍ଟନାୟକ ଓ ପ୍ରଦୀପ ମହାନ୍ତି ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଗଞ୍ଜାମ ଜିଲାର ଡିଇଓ ଅଫିସରେ ଚଢାଉ…
Read More...

ନବରଙ୍ଗପୁର ଓ କେନ୍ଦୁଝର ଜିଲାରେ ‘ଅହିଂସା ରଥ’ ପରିକ୍ରମା, ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ନବରଙ୍ଗପୁର ଓ…
Read More...

ମାନବ ସଭ୍ୟତା ବିପଦପୂର୍ଣ୍ଣ ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ଜଳବାୟୁ ପରିବର୍ତ୍ତନ ପଦକ୍ଷେପ- ନେଟ୍ ଜିରୋ ହାସଲ କରିବା ପାଇଁ ବିକଳ୍ପ ଶକ୍ତି ଏବଂ…
Read More...

ବାଙ୍କୀ ଓ ଡମପଡା ବ୍ଲକରେ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା

ବାଙ୍କୀ: ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ୨ଟି କେନ୍ଦ୍ର ଓ ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ୬ଟି କେନ୍ଦ୍ରରେ ଗୁରୁବାର ଦିନ ଯଥାକ୍ରମେ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ…
Read More...

ଅସରାଏ ବର୍ଷାରେ ବେହାଲ ମୁଖ୍ୟ ସଂଯୋଗ ରାସ୍ତା

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତଳା ଗ୍ରାମର ୯ ଓ ୮ ନମ୍ବର ୱlର୍ଡରୁ ଜାତୀୟ ରାଜପଥକୁ ସଂଯୋଗ ରାସ୍ତାରେ ଅସରାଏ ବର୍ଷାରେ ଅବସ୍ଥା ବେହାଲ ହୋଇପଡୁଛି। ଗୁରୁବାର ଏହି ରାସ୍ତାରେ ଅସରାଏ ବର୍ଷା…
Read More...

ଧୋଇଆନାଳ ସେତୁ ବିପଦ ସଙ୍କୁଳ

ବାଙ୍କୀ:ମହାନଦୀରେ ବନ୍ୟା ଆସିଲେ ଭେଡା ରାମଚନ୍ଦ୍ରପୁର ନିକଟସ୍ଥ ଚନ୍ଦ୍ରପା ନାଳ ଦେଇ ମହାନଦୀ ଜଳ ପ୍ରବେଶ କରୁଛି। ଫଳରେ ଅନୁୟାରୀ, ବ୍ରହ୍ମପୁରା, ବରପୁଟ ଆଦି ପଞ୍ଚାୟତର ବ୍ୟାପକ ଜମି ଜଳମଗ୍ନ ହେଉଛି। ମହାନଦୀର ବନ୍ୟାଜଳ…
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଓ ପଞ୍ଚମ ବୃତ୍ତି ପରୀକ୍ଷା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ବୃତ୍ତି ୧୭୪ ଜଣ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ୧୩୯ ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା…
Read More...

ପ୍ରତିଭା ଓ ଦକ୍ଷତା ବୃଦ୍ଧି ପାଇଁ ପୁସ୍ତକ ପଠନ ଅପରିହାର୍ଯ୍ୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଏଣ୍ଟରପ୍ରିନରସିପ୍‌ ଆଣ୍ଡ କ୍ୟରିୟର ହବ(ୟୁଇସିଏଚ) ପକ୍ଷରୁ ରୋଜଗାର ଓ କୌଶଳ ବିକାଶ ଶିବିର କଟକ ସ୍ଥିତ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ…
Read More...

ବୌଦ୍ଧ ସହରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜିଲାପାଳଙ୍କ ସମୀକ୍ଷା

ବୌଦ୍ଧ : ବୌଦ୍ଧ ସହରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜିଲାପାଳ ସତ୍ୟ ରଞ୍ଜନ ସାହୁ ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲାପାଳ ଶ୍ରୀସାହୁ ଅଧ୍ୟକ୍ଷତା…
Read More...

ଭୋଟର ତାଲିକାରେ ଆଧାର ସଂଯୋଗ ନିମନ୍ତେ ବୁଲିଲା ସଚେତନ ରଥ

ବୌଦ୍ଧ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସହରାଞ୍ଚଳର ମତଦାତାଙ୍କ ଆଧାର ନମ୍ବରକୁ ଭୋଟର ପରିଚୟ ପତ୍ର ସହ ସଂଯୋଗ କରିବା ପାଇଁ ଏକ ସଚେତନ ରଥର ଶୁଭାରମ୍ଭ ମଙ୍ଗଳବାର ଦିନ ହୋଇଯାଇଛି। ଜିଲାପାଳ ସତ୍ୟରଂଜନ…
Read More...

ସଂସ୍କୃତି ଭବନର ହେବ ପୁନରୁଦ୍ଧାର

ବୌଦ୍ଧ: ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନ ନିର୍ମାଣ ଓ ପାଠାଗାର ପରିଚାଳନା ନେଇ ସମୀକ୍ଷା କରାଯାଇଥିଲା। ଗତ ୨୪ ତାରିଖ ଦିନ ଜିଲାପାଳ ଶ୍ରୀସାହୁ ଅନ୍ୟ…
Read More...

ମନ କିଣିଲା ପିପିଲିର ଘୋଡାନାଚ, ନାଗା ନାଚ ଓ ଚାନ୍ଦୁଆ ଛତା

ପିପିଲି : ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଏକାଠି ହୋଇଥିଲେ ହଜାର ହଜାର ଜନସାଧାରଣ। କିନ୍ତୁ ତାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ନଜର ପଡିଥିଲା ପିପିଲିରୁ ଆସିଥିବା କଳଘୋଡା ଓ ନାଗା…
Read More...

ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ନାମରେ ଏତଲା

ଫୁଲବାଣୀ:କନ୍ଧମାଳ ଜିଲା ଫୁଲବାଣୀ କୁଇ ସମାଜ ସେବା ସମିତିର ଫିରିଙ୍ଗିଆ ଶାଖା ପକ୍ଷରୁ ଆଜି ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ ଫିରିଙ୍ଗିଆ ଥାନାରେ ଏକ ଏତଲା ଦିଆଯଇଛି। ଆଦିବାସୀ…
Read More...

କାର ସହ ୭୦ କିଲୋ ଗଞେଇ ଜବତ, ପୁଲିସକୁ ଚକମା ଦେଇ ଚାଳକ ଫେରାର

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପୁଲିସ ଏକ କାରକୁ ଜବତ ସହ କାର ଭିତରୁ ୭୦ କିଲୋ ଗଞେଇ ଜବତ କରିଛି। ତେବେ ଘଟଣା ସ୍ତଳରୁ କାରରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗୋଛାପଡା ଥାନା…
Read More...

ଜିମସାରରୁ ୬ଫୁଟ ଲମ୍ବର ନାଗସାପ ଉଦ୍ଧାର

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ମାଧବପୁରଠାରେ ସମାଜ ଓ ଲୋକସେବକ ମଣ୍ଡଳ ଦ୍ୱାରା ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟରୁ ଏକ ୬ଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଥିବା…
Read More...

ଇନରହ୍ୱିଲ କ୍ଲବରେ ଗୁରୁପୂଜନ

ଆଠଗଡ: ଆଠଗଡ ଇନରହ୍ୱିଲ କ୍ଲବ ଆନୁକୁଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ଏକ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପୁଲିନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଗୁରୁଦିବସ ପାଳନ ଅବସରରେ ଆଠଗଡ…
Read More...

ସଂସ୍କୃତି ବିଭାଗରେ କମ୍ପ୍ୟୁଟରୀକରଣ ମାଧ୍ୟମରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗରେ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି । ଏହି ବ୍ୟବସ୍ଥା ଫଳରେ ଏଣିକି ବିଭିନ୍ନ ଉତ୍ସବରେ ସାସ୍କୃତିକ…
Read More...

କେନ୍ଦୁଝର ଓ କଳାହାଣ୍ଡି ଜିଲାରେ ପରିକ୍ରମା କଲା ‘ଅହିଂସା ରଥ’

ଭୁବନେଶ୍ୱର: ଚଳିତ ସ୍ୱାଧୀନତା ଦିବସ ଦିନ ଅହିଂସା ରଥ ପରିକ୍ରମାର ଶୁଭ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଏଲ୍‌ଇଡି ଭିଡ଼ିଓ ୱାଲ୍‌ରେ ସଜ୍ଜିତ…
Read More...

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କ ଭୂମିକା ଅତୁଳନୀୟ: କୁଳପତି

ଭୁବନେଶ୍ବର : ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆଦିବାସୀ ଓ ଜନଜାତି ଏକ ଅଭିନ୍ନ ଅଂଶ। ସେମାନଙ୍କର ସଂସ୍କୃତି, ପରମ୍ପରା, ମୂଲ୍ୟବୋଧ, କଳା, କୌଶଳ ମାଧ୍ୟମରେ ଭାରତୀୟ ସାମାଜିକ ବ୍ୟବସ୍ଥାକୁ ଅଧିକ ବଳିଷ୍ଠ କରିଛି। ଜନଜାତି…
Read More...