www.samajalive.in
Sunday, December 7, 2025
26.1 C
Bhubaneswar

ଆଇସିସି ଟି-୨୦ ବିଶ୍ବକପ ପାଇଁ ଦଳ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ବକପ ପାଇଁ ଦଳ ଘୋଷଣା କଲା ବିସିସିଆଇ। ରୋହିତ ଶର୍ମାଙ୍କ ନେତୃୃତ୍ବରେ ଭାରତ ଟି-୨୦ ବିଶ୍ବକପ ଖେଳିବ। ରୋହିତ ଶର୍ମା ଅଧିନାୟକ ଏବଂ କେ.ଏଲ ରାହୁଲ ଉପଅଧିନାୟକ ଭାବେ ମନୋନୀତ କରାଯାଇଛି। ଟି-୨୦ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରା ଦଳରେ ସ୍ଥାନ ପାଇଛନ୍ତି।
ଟି-୨୦ ବିଶ୍ବକପ ୨୦୨୨ ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିରେ ରିଷଭ ପନ୍ଥ ଓ ଦିନେଶ କାର୍ତ୍ତିକ ୱିକେଟ ରକ୍ଷକ ଭାବେ ମନୋନୀତ ହୋଇଥିବାବେଳେ ବିରାଟ କୋହିଲି, ହର୍ଷଲ ପଟେଲ, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ବୀନି, ୟୁଜବେନ୍ଦ୍ରଚହଲ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ ଦଳରେ ସାମିଲ ହୋଇଛନ୍ତି। ଅପରପକ୍ଷରେ ଷ୍ଟାଣ୍ଡବାଇରେ ମହମ୍ମଦ ସାମି, ଶ୍ରେୟସ ଆୟର, ଦୀପକ ଚହର, ରବି ବିଷ୍ଣୋଇଙ୍କୁ ଟି-୨୦ ବିଶ୍ବକପ ଖେଳିବା ପାଇଁ ମନୋନୀତ କରାଯାଇଛି। ଆଜି ଏ ସଂକ୍ରାନ୍ତରେ ବିସିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories