ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ୬୪କୋଟି: ୩ ଲକ୍ଷ ଟଙ୍କାର ସୁନା ଗହଣା, ୧୯୮୦ ମଡେଲର ଆମ୍ବାସଡର କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ୱେବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବାର…
Read More...

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବେନଶ୍ୱର: ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତି “ଓଡ଼ିଶୀ ଆସର” ଆଜି ସଂଧ୍ୟାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଙ୍ଗମଞ୍ଚ ”ରେ ଅନୁଷ୍ଠିତ ହୋଇଯାଇଛି।…
Read More...

ରାଜ୍ୟରେ କୃଷି ଯାନ୍ତ୍ରିକୀକରଣକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି: କୃଷି ମନ୍ତ୍ରୀ

ଭୁବନେଶ୍ୱର: କୃଷି ଯାନ୍ତ୍ରିକୀକରଣ ଦିଗରେ ଓଡ଼ିଶା କୃଷି ଶିଳ୍ପ ନିଗମର ପ୍ରମୁଖ ଭୂମିକା ରହିଛି। କୃଷି ଯାନ୍ତ୍ରିକୀକରଣର ଲାଭ ଏବଂ ରାଜ୍ୟ ସରକାର କୃଷି ଉପକରଣରେ ଚାଷୀମାନଙ୍କୁ ପ୍ରଦାନ କରୁଥିବା ପ୍ରୋତ୍ସାହନ ଓ ରିହାତି…
Read More...

ପାହିରେଜୁ ଠାରେ ତିନୋଟି ପଞ୍ଚାୟତକୁ ନେଇ ଅନୁଷ୍ଠିତ ହେଲା ପରିବର୍ତ୍ତନ ମେଳା

ଫୁଲବାଣୀ/ଫିରିଙ୍ଗିଆ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ମାଓ ଓ ଉପାନ୍ତ ଅଂଚଳ ଭାବେ ପରିିଚିତ ପାହିରାଜୁ ପଞ୍ଚାୟତ ମୁଖ୍ୟାଳୟ ଠାରେ ଫିରିଙ୍ଗିଆ ବ୍ଲକ ପ୍ରଶାସନ ପକ୍ଷରୁ ପରିବର୍ତନ ମେଳା ଅନୁଷ୍ଠିତ ହୋଇଯାଇଛି।…
Read More...

ଶ୍ରୀରାମ ବରିଷ୍ଠ ନାଗରିକ ସଂଘର ନବାନ୍ନ ଉତ୍ସବ

ଗୁରୁଡିଝାଟିଆ: ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ, କଖଡି ପକ୍ଷରୁ ଆଜି ନବାନ୍ନ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି। ନବେଢା ବରିଷ୍ଠ ନାଗରିକ ମଞ୍ଚ, ଗୁରୁଡିଝାଟିଆ, ଆଠଗଡ କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ ମୁଖ୍ୟ…
Read More...

ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ବନ୍ଦ!, ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିବେଦନ

ଗୁରୁଡିଝାଟିଆ: ଶିଳ୍ପ ହେଲେ ଆଞ୍ଚଳିକ ବିକାଶ ସାଧନ ହେବ। ଯୁବଗୋଷ୍ଠୀ ମୁହଁରେ ହସ ଫୁଟିବ। କ୍ରିଡା, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି,ଗମନାଗମନ,ପରିବେଶ ପୁରି ଉଠିବ। ଏପରିକି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା…
Read More...

ମୃତ ବ୍ୟକ୍ତି ନେଲେ କୋଭିଡ ଟୀକା!

ଦେବଗଡ଼:ମୃତ ବ୍ୟକ୍ତି କୋଭିଡ ଟୀକା ନେଇଥିବା ନେଇ ମୋବାଇଲକୁ ଆସିଛି ମ୍ୟାସେଜ। ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ ଡଁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳିତା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ…
Read More...

ମୁଖ୍ୟ ରାସ୍ତା ଉପରେ ବସି ରାସ୍ତା ଅବରୋଧ , ଯାନବାହାନ ଯାତାୟତ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ମିଣିଆ ପଞ୍ଚାୟତରେ ଆଜକୁ ସାତ ଦିନ ତଳେ କୌଣସି କାରଣ ବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ଉର୍ଦ୍ଧ୍ବ ପରିବାର ଅନ୍ଧାରରେ ରହୁଛନ୍ତି। ଏପଟେ ଲଘୁଚାପ…
Read More...

୩୩ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଥିବା ସୂଚନା। ବୈତରଣୀ ନଦୀରେ ୨ଟି ବ୍ୟାରେଜ ନିର୍ମାଣକୁ କ୍ୟାବିନେଟ ମୋହର। ୨ଶହ କୋଟି ବ୍ୟୟରେ ହେବ…
Read More...

ବିନା ଅନୁମୋଦନରେ ପ୍ରକଳ୍ପ ସ୍ଥାନାନ୍ତରିତ, ଯନ୍ତ୍ରୀ ଅଭାବର ସୁଯୋଗ ନେଉଛନ୍ତି ଠିକାଦାର

ଦେଓଗାଁ: ଦୀର୍ଘ ଦିନ ହେଲା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ କାମ ଆରମ୍ଭ ହେଉ ନାହିଁ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେ‌ଷ ହୋଇଥିବା ପ୍ରକଳ୍ପର ଠିକ ଭାବେ ବିଲ ପଇଠ ହେଉ ନାହିଁ। ଏପରି ସ୍ଥିତିରେ…
Read More...

କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲାର ମିଶନ ଶକ୍ତି ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲାର ମିଶନ ଶକ୍ତି ଗୋଷ୍ଠୀର ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା…
Read More...

ଭିଜିଲାନ୍ସ ଜାଲରେ ସବ୍‌-ଇନ୍ସପେକ୍ଟର

ଖଲିକୋଟ: ଭିଜିଲାନ୍ସ ଜାଲରେ ଭେଜିପୁଟ ଫାଣ୍ଡି ସବ-ଇନ୍ସପେକ୍ଟର ସନ୍ତୋଷ ସ୍ବାଇଁ। ୧୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏସଆଇ ସନ୍ତୋଷ ସ୍ବାଇଁ। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଫାଣ୍ଡିରୁ…
Read More...

ମୋହାଲି ଟି-୨୦ରେ ହାରିଲା ଭାରତ

ମୋହାଲି : ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଭାରତ ଦ୍ବାରା ରଖାଯାଇଥିବା ୨୦୯ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୧୯.୨ ତମ ଓଭରରେ ୨୧୧ ରନ କରି ହାସଲ…
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ଅଟ୍ଟାଳି ଜଗନ୍ନାଥ ମନ୍ଦିର: ମନ୍ଦିର ଉପରେ ଗଛ ଭର୍ତ୍ତି, ମନ୍ଦିର ପ୍ରତି ବିପଦ

ଆଠଗଡ : ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ମନ୍ଦିରଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ମନ୍ଦିରର ଉପର ଅଁଳାବେଡାର ଚତୁଃପାର୍ଶରେ ବଡବଡ ଅଶ୍ୱତ୍‍ଥ ଗଛ ଉଠି ମନ୍ଦିର…
Read More...

ରୋଗୀଙ୍କ ସଂପର୍କୀୟ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଡାକ୍ତରଖାନାର ୪ର୍ଥ ଶ୍ରେଣୀ କର୍ମଚାରୀ ଗିରଫ

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସଂପର୍କୀୟ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଡାକ୍ତରଖାନାର ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏଥିରେ…
Read More...

ଚମକୁଛନ୍ତି କୋରାପୁଟର କବିତା କ୍ୱିନ୍ ରୁଚିକା ଦିବ୍ୟଦର୍ଶିନୀ

ଭୁବନେଶ୍ବର: ସବୁ ପିଲାଙ୍କ ଭଳି ତାଙ୍କର ମଧ୍ୟ ହସିବା ଖେଳିବା ଓ ପାଠପଢ଼ିବା ବୟସ। କରୋନାର କଟକଣା କାଳରେ ସେ କିନ୍ତୁ ନିମଗ୍ନ ରହିଲେ ଭାବ ରାଇଜରେ, ଆଉ କାବ୍ୟ କବିତା ରଚନା କରିବା ତାଙ୍କ ନିତିଦିନିଆ ଅଭ୍ୟାସ ହୋଇଗଲା।…
Read More...

ଜମି ହଡ଼ପ ମାମଲାର ସିବିଆଇ ତଦନ୍ତ ନିର୍ଦେଶ

ଭୁବନେଶ୍ବର: ରାଜଧାନୀର ୨ଟି ସରକାର ଜମି ହଡ଼ପ ମାମଲାର ସିବିଆଇ ତଦନ୍ତ ନିର୍ଦେଶ ଦିଆଯାଇଛି। କାହାକୁ ଅଭିଯୁକ୍ତ ବିବେଚନା ନ କରି ତଦନ୍ତ କରିବାକୁ କହିଲେ ହାଇକୋର୍ଟ। ପ୍ରାଥମିକ ଅନୁସନ୍ଧାନରୁ ଅନିୟମିତତା ପ୍ରମାଣ…
Read More...

ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୨୦୯ର ଟାର୍ଗେଟ ଦେଲା ଭାରତ

ମୋହାଲି : ମୋହାଲିଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…
Read More...

ବ୍ଲକ କଳା ସାଂସ୍କୃତିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

ଫୁଲବାଣୀ/ଫିରିଙ୍ଗିଆ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ସାଂସ୍କୃତି ବିଭାଗର ଅନୁମୋଦନ କ୍ରମେ ଫିରିଙ୍ଗିଆ ବ୍ଲକ କଳା ସାଂସ୍କୃତିକ ସଂଙ୍ଘର ଏକ କାର୍ଯ୍ୟାଳୟ…
Read More...

ପୁଅକୁ କିଡ୍‌ନୀ ଦାନ କଲେ ପିତା, ପ୍ରତିରୋପଣ ପରେ ଉଭୟ ସୁସ୍ଥ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ…
Read More...

ଯାଜପୁର ଓ ରାୟଗଡ଼ା ଜିଲା ପରିକ୍ରମା କଲା ‘ଅହିଂସା ରଥ’

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂଘର୍ଷ ଓ ବୀରତ୍ୱର ସ୍ମୃତିଚାରଣ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ଆଜିକୁ ୩୭ ଦିନ ବ୍ୟାପି ଅହିଂସା ରଥ ପରିକ୍ରମା କରୁଛି। ମହାତ୍ମା ଗାନ୍ଧୀ…
Read More...

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ, ୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି…
Read More...

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ବିଭିନ୍ନ ଶିକ୍ଷକ ସଂଘର ପ୍ରତିନିଧି, ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ସହ ଦାବିପତ୍ର…

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଲୋକସେବା ଭବନସ୍ଥ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଓଷ୍ଟା, ନିଖିଳ ଉତ୍କଳ ପ୍ରାଥମିକ ସ୍କୁଲ ଶିକ୍ଷକ ଫେଡେରେସନ୍‌, ଉତ୍କଳ…
Read More...

ଝାରସୁଗୁଡ଼ା ଠାରେ ହାର୍ଟ ହସ୍ପିଟାଲ ପରିଚାଳନା ପାଇଁ ମେଦାନ୍ତ ଗ୍ରୁପ୍ ସହ ଆଲୋଚନା

ଭୁବନେଶ୍ବର: ଝାରସୁଗୁଡ଼ା ଠାରେ ପ୍ରସ୍ଥାବିତ ହାର୍ଟ ହସ୍ପିଟାଲ ପ୍ରକଳ୍ପ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳିତ ହେବାକୁ ଥିବା ବେଳେ ଏଥିରୁ କେୟାର ଗ୍ରୁପ୍ ନିଜର ଅନିଚ୍ଛା ପ୍ରକାଶ କରି ଓହରି ଯିବା ପରେ ସରକାରଙ୍କ…
Read More...

ସିଟି ସ୍କାନରେ ବିଳମ୍ବ ହେବାରୁ ଉତ୍‌କ୍ଷିପ୍ତ ହୋଇ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସମ୍ବଲପୁର: ଡାକ୍ତରଙ୍କୁ ଚପଲରେ ପିଟି ଜଣେ ବ୍ୟବସାୟୀ ଅଟକ ରହିଥିବା ସୂଚନା ମିଳିଛି। ସିଟି ସ୍କାନରେ ବିଳମ୍ବ ହେବାରୁ ସମ୍ପୃକ୍ତ ବ୍ୟବସାୟୀ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହଠାତ ଉତ୍‌କ୍ଷିପ୍ତ ହୋଇ ଜଣେ…
Read More...

ଅବସରପ୍ରାପ୍ତ ଇନ୍ସପେକ୍ଟରଙ୍କୁ ଜେଲ ଦଣ୍ଡ

ଫୁଲବାଣୀ: ଚକାପାଦ ଥାନାର ଜଣେ ପୂର୍ବତନ ତଥା ଅବସରପ୍ରାପ୍ତ ଭାରପ୍ରାପ୍ତ ଇନ୍ସପେକ୍ଟର ହରିବନ୍ଧୁ ପରିଡ଼ାଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ହରିବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ଜେଲ ସହ…
Read More...

କେନ୍ଦୁଝର ମେଡ଼ିକାଲରେ ଶିଶୁ ମଡ଼କ, ଥାନାରେ ଏତଲା

କେନ୍ଦୁଝର: କେନ୍ଦୁଝର ମେଡ଼ିକାଲରେ ୧୮ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ କେନ୍ଦୁଝର ଟାଉନ ଥାନାରେ ଏତଲା ଦାୟର କରାଯାଇଛି। ଶିଶୁ ପୁତ୍ର ହରାଇଥିବା ଜନୈକ ବ୍ୟକ୍ତି କେନ୍ଦୁଝର ଥାନାରେ ଏତଲା ଦେଇଥିବା…
Read More...

ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ଖଲିକୋଟ ବିଶ୍ବବିଦ୍ୟାଳୟ ଛାତ୍ରବାସରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଯୁକ୍ତ ୩ ଚତୁର୍ଥ ସେମିଷ୍ଟାରର ଏବଂ ତାଙ୍କ ଘର ଗଜପତି ଜିଲାରେ ବୋଲି ସୂଚନା ମିଳିଛି। ପୁଲିସ ହଷ୍ଟେଲରେ ପହଞ୍ଚି…
Read More...

ବଡ଼ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା, ବଡ଼ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଛି। ନୟାପଲ୍ଲୀ ଥାନ ନୂଆସାହି ଅଞ୍ଚଳରେ ଘଟିଛି ଅଘଟଣ। ସାନ ଭାଇକୁ ପଢ଼ିବାକୁ ତାଗିଦ କରି ନିସ୍ତୁକ ପିଟିଥିଲା ବଡ଼ଭାଇ। ପ୍ରବଳ ମାଡ଼…
Read More...

ସରପଞ୍ଚଙ୍କ ନେତୃତ୍ୱରେ ବିଶିପଡା ପଞ୍ଚାୟତରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ବିଶିପଡା ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସାରା ରାଜ୍ୟର…
Read More...

ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ମନୋରମା ମହାପାତ୍ର ସ୍ମାରକୀ ଗ୍ରନ୍ଥାଗାର ଉଦଘାଟିତ

ଗୁରୁଡିଝାଟିଆ:ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶିଷ୍ଟ ସାହିତ୍ୟିକା ସମାଜସେବୀକା, ବାଗ୍ମୀ ମନୋରମା ମହାପାତ୍ରଙ୍କ ନାମରେ ଏକ ଗ୍ରନ୍ଥାଗାର ଆଜି ଉଦଘାଟିତ ହୋଇଛି। କଟକ ମୁନିସିପାଲଟିର ଆୟୁକ୍ତ ନିଖିଲ ପୱନ କଲ୍ୟାଣ…
Read More...

ବନ୍ଦ ଓଟିଏମ୍ ସମସ୍ୟା ସମାଧାନ ହେବାର ପଥ ପରିଷ୍କାର ହେବାରେ ଲାଗିଛି

ଚୌଦ୍ୱାର: ଅଦାଲତରେ ବିଚାରାଧୀନ ଥିବା ବନ୍ଦ ଓଟିଏମ୍ ସମସ୍ୟା ସମାଧାନ ହେବାର ପଥ ପରିଷ୍କାର ହେବାରେ ଲାଗିଛି । ମିଲ୍‌ର ଶ୍ରମିକ ଓ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟର ସଠିକ୍ ହିସାବ କରି ଅଦାଲତଙ୍କୁ ଜଣାଇବା ଓ ୧୫୦…
Read More...

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି

ଭୁବନେଶ୍ୱର:ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର…
Read More...

ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ସଂଘର ଚତୁର୍ଥ ଦ୍ୱିବାର୍ଷିକ ସାଧାରଣ…

ଭୁବନେଶ୍ୱର: ଭାରତୀୟ ମଜଦୁର ସଂଘ ସମ୍ବର୍ଦ୍ଧିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ସଂଘ ପକ୍ଷରୁ ଚତୁର୍ଥ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଇନଷ୍ଟିଚ୍ୟୁଟ ଅଫ୍ ଇଂଜିନିୟର୍ସ…
Read More...

ଭଦ୍ରକ ଓ ରାୟଗଡ଼ା ଜିଲା ପରିକ୍ରମା କଲା ‘ଅହିଂସା ରଥ’, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ…
Read More...

୬ ଜିଲାର ମିଶନ ଶକ୍ତି ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା ଓ ଅନୁଗୁଳ ଜିଲାର ମିଶନ ଶକ୍ତି ଗୋଷ୍ଠୀର ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି…
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମନ୍ତ ବିହାର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ…
Read More...

ନକଲି ଔଷଧ ଜବତ ଘଟଣା, ୨ ମାଲିକାଣିଙ୍କୁ ଅନ୍ତରୀଣ ସୁରକ୍ଷା

ଭବନେଶ୍ବର: କଟକରେ ନକଲି ଔଷଧ ଜବତ ସହ ୨ଜଣ ଗିରଫ ଘଟଣାରେ ଦୁଇ ମେଡ଼ିସିନ ଡିଷ୍ଟ୍ରିବ୍ୟୁସନ ସଂସ୍ଥାର ମାଲିକାଣିଙ୍କୁ ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ହାଇକୋର୍ଟ ପକ୍ଷରୁ ଚଞ୍ଚଲ ଜଲାନ ଓ ବର୍ଷାରାଣୀ…
Read More...

ବିଶିଷ୍ଟ କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର। ଶାରଳା ପୁରସ୍କାର ବାବଦରେ ତାଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସହ ୫ଲକ୍ଷ ଟଙ୍କାର ଅର୍ଥରାଶି…
Read More...

ବିଦାୟ ନେଲେ ମହାରାଣୀ; ସରିଲା ଅନ୍ତିମ ସଂସ୍କାର

ଲଣ୍ଡନ: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ରାଜକୀୟ ଅନ୍ତିମ ସଂସ୍କାର ପାଇଁ ଲଣ୍ଡର ୱେଷ୍ଟମିନଷ୍ଟର ଆବେ ବାହାରେ ପହଞ୍ଚିଥିଲା। ଏହାପରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ ଅନୁଷ୍ଠିତ…
Read More...

ଅଡବାରେ ମା’ ଭିମା କାଳୁଆ ଠାକୁରାଣୀଙ୍କ ବାଲିଯାତ୍ରା

ମୋହନା: ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଅଡବା ଗ୍ରାମରେ ୧୨ ଦିନ ଧରି ମହାସମାରୋହରେ ପାଳିତ ହୁଏ ମା’ଭିମା କାଳୁଆ ଠାକୁରାଣୀ ବାଲିଯାତ୍ରା। ୧୮୯୨ ମସିହାରୁ ଗ୍ରାମର ପାତ୍ର ସାହିରେ ଏହି ଯାତ୍ରା ପାଳନ ହୋଇ ଆସୁଅଛି। ପ୍ରତ୍ୟେକ…
Read More...

ପ୍ରଜ୍ଞାନ ମିଶନ ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା

ଆଠଗଡ: ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜନଗର ପଞ୍ଚାୟତର ବେତଖୋଲିସ୍ଥିତ ହରିହରାନନ୍ଦ…
Read More...

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳନ

ଆଠଗଡ: ଆଠଗଡ ଭାରତୀୟ ଜନତାପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ଜନ୍ମଜୟନ୍ତୀ ଓ ସେବା ପକ୍ଷ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟକାର୍ଯ୍ୟକାରିଣୀ…
Read More...

ଆଠଗଡରେ ଅଭିନବ କାର୍ଯ୍ୟକ୍ରମ ‘ଶିକ୍ଷକ ପର୍ବ’, ଶିକ୍ଷକଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ

ଆଠଗଡ: ଫୋରମ ଅଫ ଏକାଡେମିକ୍ସ ଦ୍ୱାରା ଆଠଗଡରେ ‘ଶିକ୍ଷକ ପର୍ବ’ ଭଳି ଏକ ଅଭିନବ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଓ ତିଗିରିଆ ବ୍ଲକ ସମେତ…
Read More...

ପାଣି ପାଇଁ ରାସ୍ତା ଅବରୋଧ

ଫୁଲବାଣୀ:ଫୁଲବାଣି ପୌର ପରିଷଦର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଶଗଡିଆ ସାହିରେ ଆଜି ପାଣି ପାଇଁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଅଞ୍ଚଳକୁ ଦୀର୍ଘ ୮ ଦିନ ହେଲା ଜଳ ଯୋଗାଣ…
Read More...

ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ ତାର, ୩ଶିଶୁଙ୍କ ସମେତ ୭ ଆହତ

ଢେଙ୍କାନାଳ ସଦର:ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସାଇଁବିରି ଗ୍ରାମରେ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ୨ଟି ପରିବାରର ତିନି ଜଣ ଶିଶୁଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ…
Read More...

ଦୁଇ ଶକ୍ତି ପୀଠରେ ୧୬ ଦିନିଆ ଶାରଦୀୟ ପୂଜା ଆରମ୍ଭ

ପାତ୍ରପୁର: ପାତ୍ରପୁର ବ୍ଳକ ତୁମ୍ବା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲିମେଇ ଶୁଣି ଏବଂ ଜୟନ୍ତୀ ପୁର ଗ୍ରାମରେ ଥିବା ପଶ୍ଚିମେଶ୍ୱରୀ ପୀଠରେ ୧୬ ଦିନିଆ ଶାରଦୀୟ ପୂଜା ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସର…
Read More...

ଦଶମ ବିଶ୍ୱକର୍ମା ମହୋତ୍ସବ ଉଦ୍‍ଘାଟିତ-ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ

ପିପିଲି:ପିପିଲିର ସିଦ୍ଧେଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ସ୍ଥାନୀୟ ଜୟପୁର ଛକ ଠାରେ ଦୁଇଦିନିଆ ୧୦ମ ବିଶ୍ୱକର୍ମା ମହୋତ୍ସବ-୨୦୨୨ ସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ…
Read More...

ନୂଆ ଜଳ ନୀତି ଲୋକଙ୍କ ଜଳ ଆବଶ୍ୟକତା ପୂରଣରେ ସହାୟକ ହେବ

ଭୁବନେଶ୍ୱର: ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଶନିବାର ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…
Read More...

କଳାପଥର ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ: ଭୁଷୁଡ଼ିଲା ବୈଦେଶ୍ବର ହାଇସ୍କୁଲ ପାଚେରୀ, ୩୫ରୁ ଅଧିକ ଗୋରୁଗାଈ ମୃତ

କଳାପଥର(ବାଙ୍କୀ): ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ସହିତ ଝଡତୋଫାନ ଯୋଗୁ ସ୍ଥାନୀୟ ବୈଦ୍ୟେଶ୍ୱରସ୍ଥିତ ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭୁଷୁଡି ପଡିଥିଲା। ଏହି ସମୟରେ ସେହି ରାସ୍ତାରେ ଗାଁକୁ ଫେରୁଥିବା…
Read More...

ଭଦ୍ରକ ଓ ରାୟଗଡ଼ା ଜିଲା ପରିକ୍ରମା କଲା ‘ଅହିଂସା ରଥ’, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ଭଦ୍ରକ ଓ…
Read More...

ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଛନ୍ତି ୯୩, ୪୨୦ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା…
Read More...

ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ: ବାଳି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। ବାଳି ନ୍ୟୁଟ୍ରେସନ ଏମ୍ପୋରିୟମ କଟକ ପକ୍ଷରୁ ଓରନ୍ଦା ପଞ୍ଚାୟତର ସହଯୋଗରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟସେବା…
Read More...

ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ ୫-ଟି ସଚିବ ପାଣ୍ଡିଆନ, ମାର୍ଚ୍ଚ ୨୦୨୩ ସୁଦ୍ଧା…

ଭୁବନେଶ୍ୱର: ରାଜଧାନୀର ବରମୁଣ୍ଡା ଇଣ୍ଟରଷ୍ଟେଟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା…
Read More...

ଶିଶୁ ମୃତ୍ୟୁ ପରେ ଡାଙ୍କରଙ୍କୁ ମାଡ଼, ପୁଲିସର ତଦନ୍ତ ଆରମ୍ଭ

ଭଦ୍ରକ: ଆରଡ଼ି ଛକ ନିକଟ ଏକ କ୍ଲିନିକରେ ଡାକ୍ତର ଓ ସହଯୋଗୀଙ୍କୁ ମାଡ଼। ଭୁଲ ଇଞ୍ଜେକସନ ଯୋଗୁ ଜଣେ ୧୦ବର୍ଷର ଶିଶୁ ମୃତ୍ୟୁ ଅଭିଯୋଗରେ ଡାକ୍ତର ଓ ତାଙ୍କ ସହଯୋଗୀଙ୍କୁ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ମାଡ଼ ମରାଯାଇଥିବା…
Read More...

ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ। ଲିଙ୍ଗରାଜ ଥାନା ଅଞ୍ଚଳରେ ବନ୍ଦ ଘରୁ ଘର ଭିତରୁ ଜଣେ ଛାତ୍ରଙ୍କ ମୃତ୍ୟଦେହ ପୁଲିସ ଉଦ୍ଧାର କଲା। ମୃତକ ଛାତ୍ର ଜଗତସିଂହପୁର…
Read More...

ମାଟି ଧସି ୨ମୃତ

ଟିଟିଲାଗଡ଼: ଚାଷଜମିକୁ ପାଣି ମଡ଼ାଇବାବେଳେ ମାଟି ଧସି ୨ଜଣଙ୍କ ମୃତ୍ୟୁ ହୋଇଛି। ବନ୍ଧ କାଟି ପାଣି ମଡ଼ାଇବାବେଳେ ଖୋଲାଙ୍ଗ ଡୁଙ୍ଗୁରିଗୁଡ଼ାରେ ଅଘଟଣ। ଚାଷଜମିକୁ ପାଣି ମଡ଼ାଇବାବେଳେ ମାଟି ଧସି ୨ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଦିଲୀପ ତିର୍କୀ, କହିଲେ ହକି ଇଣ୍ଡିଆକୁ ନୂଆ ସୋପାନରେ…

ଭୁବନେଶ୍ବର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହକି ଆସୋସିଏସନ ଅଫ ଓଡ଼ିଶାର ସଭାପତି ପଦରେ ଥାଇ ଦିଲୀପ ତିର୍କୀ ହକି ଇଣ୍ଡିଆର…
Read More...

ଚୌଦ୍ୱାରରେ ବିଶ୍ୱକର୍ମା ପୂଜା ଧୂମଧାମରେ ପାଳିତ

ଚୌଦ୍ୱାର:ଚୌଦ୍ୱାର ସହରରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଛି। ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟାପାୱାର ପରିଚାଳିତ ଗ୍ରୀଡ଼ ଷ୍ଟେସନ୍, ଷ୍ଟୋର, ଡିଷ୍ଟ୍ରିବ୍ୟୁସନ୍ ଅଦି ବିଭାଗରେ…
Read More...

ପୌରପାଳିକାରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା

ଚୌଦ୍ୱାର: ଚୌଦ୍ୱାର ସହରକୁ ଅବର୍ଜନାମୁକ୍ତ ରଖିବା,ଅଞ୍ଚଳର ପର୍ଯ୍ୟଟନସ୍ଥଳୀ, ବଜାରଘାଟ ଆଦିିକୁ ସଫା ରଖିବା ତଥା ସହରରେ ସ୍ୱଚ୍ଛତା ରକ୍ଷା କରିବା ଲକ୍ଷରେ ଚୌଦ୍ୱାର ପୌରପାଳିକା ତରଫରୁ ଏକ ସ୍ୱଚ୍ଛତାରକ୍ଷା ସଚେତନତା…
Read More...

ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ୍‌ ପାଇଁ ଓଡ଼ିଶା ଜଳବିଦ୍ୟୁତ ନିଗମ ସିଡବ୍ଲ୍ୟୁସିର ଅନୁମୋଦନ ଲାଭ

ଭୁବନେଶ୍ୱର: କଳାହାଣ୍ଡି ଜିଲାସ୍ଥିତ ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ ନିଗମ ଅନୁମତି ପାଇଛି। ନିଗମ ଇନ୍ଦ୍ରାବତୀ ସମେତ ୩୦୦ ମେଗାୱାଟ୍‌ କ୍ଷମତାସଂପନ୍ନ ଅପର କୋଲାବ…
Read More...

ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ଦର୍ଶନ ଉତ୍ତରପିଢ଼ି ପାଇଁ ହୋଇପାରିବ ଶିକ୍ଷଣୀୟ

ଭୁବନେଶ୍ୱର: ଆଜି ଅହିଂସା ରଥ ଭଦ୍ରକ ଏବଂ ରାୟଗଡ଼ା ଜିଲ୍ଲା ପରିକ୍ରମା କରିଛି । ଗତ ଅଗଷ୍ଟ ୧୫ରୁ ଆଜି ପର୍ଯ୍ୟନ୍ତ ୨୧ଟି ଜିଲ୍ଲା ପରିକ୍ରମା କରି ବର୍ତ୍ତମାନ ଏହି ଦୁଇ ଜିଲ୍ଲାରେ ଯାତ୍ରା ଅବ୍ୟାହତ ରହିଛି । ଦେଶ…
Read More...

ସ୍ୱଚ୍ଛ ଭାରତ ସଚେତନତା ଶୋଭାଯାତ୍ରା

ଆଠଗଡ : ଆଠଗଡ ଏନଏସି ପକ୍ଷରୁ ଭାରତୀୟ ସ୍ୱଚ୍ଛତା ଲିଗ ଦିବସ ଅବସରରେ ସହରାଞ୍ଚଳରେ ସ୍ୱଚ୍ଛତା ଓ ପରିମଳ ରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏନଏସି କାର୍ଯ୍ୟାଳୟଠାରେ ନଗରପାଳ ସସ୍ମିତା ରାଉତ…
Read More...

ଆଠଗଡରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା

ଆଠଗଡ: ଆଠଗଡରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆବାହନ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ବିଶ୍ୱକର୍ମା ପୂଜା ଅତ୍ୟନ୍ତ ନିରାଡମ୍ବର ଭାବେ ପାଳିତ ହୋଇଥିଲା। ତେବେ…
Read More...

କାର ଧକ୍କାରେ ଭାଇ ମୃତ, ଭଉଣୀ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଗ୍ରାମ ସନିକଟ ତାରିଣୀ ମନ୍ଦିର ପାଖରେ ଏକ ଦ୍ରୁତ ଗାମୀ କାର ଧକ୍କାରେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇ…
Read More...

ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲୋଜିର ୫-ଟିରେ ହେବ ରୂପାନ୍ତରିକରଣ. ମାଷ୍ଟରପ୍ଲାନ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (ଭିସୁଟ)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି। ୨୦୨୬ସୁଦ୍ଧା ଏହି…
Read More...

ମା’ ଭଗବତୀଙ୍କ ଶାରଦୀୟ ଦୁର୍ଗୋତ୍ସବ ଆରମ୍ଭ

ବାଣପୁର : ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ତଥା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଦୁର୍ଗୋତ୍ସବ। ରାଜ୍ୟର ଅନ୍ୟାନ୍ୟ ଶକ୍ତିପୀଠ ଠାରୁ ବାଣପୁର ଭଗବତୀଙ୍କ ନିକଟରେ ନିଆରା…
Read More...

ଐତିହାସିକ ପୋତାଗଡ଼ ଦୁର୍ଗର ହେବ ପୁନଃରୁଦ୍ଧାର, ଖର୍ଚ୍ଚ ଅଟକଳ ୬ କୋଟି ୯୪ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ

ଗଞ୍ଜାମ: ଗଞ୍ଜାମ ସହର ନିକଟରେ ଅବସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗର ହେବାକୁଥିବା ପୁନଃରୁଦ୍ଧାର କାର୍ଯ୍ୟର ଶନିବାର ସମୀକ୍ଷା କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର…
Read More...

ହାଇଦ୍ରାବାଦ୍‌ରେ ଡିଜିଟାଲ୍‌ ରୂପାନ୍ତରଣ ସମାବେଶ: ଯୋଗଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା. ପୁଞ୍ଜିନିବେଶ ଓ ଆଇଟି…

ଭୁବନେଶ୍ୱର: ହାଇଦ୍ରାବାଦ୍‌ଠାରେ ଅନୁଷ୍ଠିତ ଡିଜିଟାଲ୍‌ ରୂପାନ୍ତରଣ ସମାବେଶର ସପ୍ତମ ସଂସ୍କରଣରେ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା…
Read More...

ଖରଣୀପଡା ଗ୍ରାମ ପଞ୍ଚାୟତରେ ମନ୍ତ୍ରୀ ଉଷା ଦେବୀଙ୍କ ସମୀକ୍ଷା ବୈଠକ

ପାତ୍ରପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଖରଣିପଡା ଗ୍ରାମ ପଞ୍ଚାୟତରେ ଶନିବାର ଅପରାହ୍ନରେ ଚିକିଟି ବିଧାୟିକା ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।…
Read More...

ପୁରୁଣାକଟକ ମା’ ଭୈରବୀଙ୍କ ପୀଠରେ ଷୋଳ ପୂଜା ଆରମ୍ଭ

ହରଭଙ୍ଗା: ଆଜି ଠାରୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଷୋଳପୁଜା ଆରମ୍ଭ ହୋଇଛି। ବୌଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୁରୁଣାକଟକ ପୀଠରେ ମଧ୍ୟ ଶନିବାର ଠାରୁ ଷୋଳପୂଜା ଆରମ୍ଭ ହୋଇଛି। ସକାଳୁ ଦେବୀଙ୍କ…
Read More...

ପିପିଲିରେ ଶ୍ରୀବିଶ୍ୱକର୍ମା ପୂଜା

ପିପିଲି:ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜା ଉତ୍ସବ ଶନିବାର ସମାରୋହରେ ପାଳିତ ହୋଇଯାଇଛି। ପିପିଲି ପୌରାଞ୍ଚଳ ସମେତ ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ଜଇସପାଟଣା ବଜାର, ଦାଣ୍ଡମୁକୁନ୍ଦପୁର…
Read More...

ଜନ ଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ବର: ଭଦ୍ରକ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ହୋଇଛି। ଡଗରାସାହି ଲେବୁଲ କ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ହାୱଡା ଭୁବନେଶ୍ବର ଆସୁଥିବା ବେଳେ ଜନଶତାବ୍ଦୀ…
Read More...

ପୁଷ୍ଟିକର ଖାଦ୍ୟ ଗ୍ରହଣ ସମ୍ବନ୍ଧୀୟ ଞ୍ଜାନ ଓ ସୂଚନା ଅଭାବରୁ ସମାଜରେ ସୃଷ୍ଟି ହେଉଛି ଅନେକ ସମସ୍ୟା

ଭୁବନେଶ୍ୱର: ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନେଇ ରହିଥିବା ପାରମ୍ପରିକ ଆଚରଣକୁ ସମ୍ପର୍କରେ ମହିଳା ଆରୋଗ୍ୟ ସମିତି (ଏମ୍‌ଏଏସ୍‌) ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି, ସଚେତନତା ସୃଷ୍ଟି କରିବା ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଜିର…
Read More...

ପ୍ରେମଲତା ଖୁଣ୍ଟିଆଙ୍କ ବିୟୋଗରେ ସ୍ମୃତିସଭା, ସ୍ମରଣୀକା ଉନ୍ମୋଚିତ

ଗୁରୁଡିଝାଟିଆ,: ଆଠଗଡ ନିର୍ବାଚନ ମଣ୍ଡଳୀ ଗୋବରା ଗ୍ରାମର ପୂର୍ବତନ ବନଖଣ୍ଡ ଅଧିକାରୀ ଅମର ବଲ୍ଲଭ ଖୁଣ୍ଟିଆଙ୍କ ଧର୍ମପତ୍ନୀ ଓ ଖାଦ୍ୟ ଯୋଗାଣମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶାଶୁ ପ୍ରେମଲତା ଖୁଣ୍ଟିଆଙ୍କ ବିୟୋଗରେ ଏକ…
Read More...

ଖୁଣ୍ଟୁଣୀ ସ୍ଥିତ ରାଧାନାଥ ରଥ ଡିଗ୍ରୀ ମହାବିଦ୍ୟାଳୟରେ ସବୁଜ ରସାୟନ ଶୀର୍ଷକ ଆଲୋଚନାଚକ୍ର

ଗୁରୁଡିଝାଟିଆ: ଗଛର ସୁରକ୍ଷା ଜୀବନ ରକ୍ଷା। ଗଛ ବଞ୍ଚିଲେ ଜୀବ ଜଗତ ସୁସ୍ଥ ନିରାମୟ ଓ ସ୍ୱଚ୍ଛନ୍ଦରେ ଜୀବନ ଅତିବାହିତ କରିପାରିବେ। ତେଣୁ ପରିବେଶର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ। ବିଶେଷତଃ ମହାବିଦ୍ୟାଳୟସ୍ତରରେ…
Read More...

ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର: ଦିବ୍ୟ ଜୀବନ ସଂଘ ଚୌଦ୍ୱାର ଶାଖା, ଜଗନ୍ନାଥ ଭକ୍ତ ସାମଜ ଓ କଟକ ମେଲଭିନ୍ଯୋନସ୍ ଲାୟନ୍ସ କ୍ଲବ୍ର ମିଳିତ ଆୟୋଜନରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କପାଳେଶ୍ୱର ସ୍ଥିତ ଶିବାନନ୍ଦ…
Read More...

କଲେଜ ୱାଡ଼େନ୍ କ୍ୱାର୍ଟରରେ ଅଗ୍ନିକାଣ୍ଡ

ଚୌଦ୍ୱାର: ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ସଂଲଗ୍ନ ୱାଡ଼େନ୍ କ୍ୱାର୍ଟରରେ ଗୁରୁବାର ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟି ଘର ଭିତରେ ଥିବା ବହୁ ମାତ୍ରାରେ ଆସବାବପତ୍ର ପୋଡ଼ି ଯାଇଛି। ଉକ୍ତ କ୍ୱାର୍ଟରରେ ରହୁଥିବା ୱାଡ଼େନ୍…
Read More...

ବାଉଁଶୁଣିରେ କ୍ଷୁଦ୍ର ନିଯୁକ୍ତି ମେଳା, ଯୋଗଦେଲେ ୨୦୦ରୁ ଅଧିକ ଆଶାୟୀ

ବୌଦ୍ଧ : ବୌଦ୍ଧ ବ୍ଲକ ବାଉଁଶୁଣି ସ୍ଥିତ ୱଓଇସିଡିଏ ମୁଖ୍ୟ କାର୍ୟ୍ୟାଳୟ ପରିସରରେ ଜିଲା ଜନ ଶିକ୍ଷଣ ସଂସ୍ଥାନ ବୌଦ୍ଧ, ୱଓଇସିଡିଏ ଓ ଜିଲା ନିୟୋଜନ ଅଫିସ ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ଏକ କ୍ଷୁଦ୍ର ନିଯୁକ୍ତି ମେଳା…
Read More...

ବାଉଁଶୁଣୀ ପୁଲିସ ପକ୍ଷରୁ ଢାବା ଉପରେ ଚଢାଉ: ବିପୁଳ ବିଦେଶୀ ମଦ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧଜିଲା ବାଉଁଶୁଣୀ ପୁଲିସ ପକ୍ଷରୁ ଜମଘାଟି ନିକଟରେ ଥିବା ଯୋଦ୍ଧା ଢାବା ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଥିବା ଜଣାଯାଇଛି। ସୂଚନା ମୁତାବକ ଢାବା…
Read More...

ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନରେ ବିଳମ୍ବ ଅଭିଯୋଗ

ବୌଦ୍ଧ: ବୌଦ୍ଧ ଜିଲାର ଓଡିଶା କୋଠାବାଡି ଓ ଅନ୍ୟ ନିର୍ମାଣ କଲ୍ୟାଣ ବୋର୍ଡ ଗୁଡିକ ପକ୍ଷରୁ ପଂଜିକୃତ ଶ୍ରମିକ ମାନେ ବର୍ଷ ବର୍ଷ ଧରି ବିଭିନ୍ନ ସହାୟତାରୁ ବଞ୍ଚିତ ହୋଇଛନ୍ତି। ୨୦୧୮ ମସିହାରୁ କେହିବି ନିର୍ମାଣ ଶ୍ରମିକ…
Read More...

ଧରାପଡୁଛି ଗଞ୍ଜେଇ, ଖସି ଯାଉଛନ୍ତି ମାଫିଆ

ବୌଦ୍ଧ: ବୌଦ୍ଧ ଜିଲାରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚୋରା ବେଧଡକ ଚାଲାଣ ଚାଲିଥିବାବେଳେ ବିଭିନ୍ନ ସମୟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ଜବତ କରାଯାଉଅଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା…
Read More...

ବୌଦ୍ଧ କଲେଜ ଲାଇବ୍ରେରୀରୁ ୩୨୦୦ ପୁସ୍ତକ ଉଭାନ,

ବୌଦ୍ଧ: ବୌଦ୍ଧ କଲେଜରେ କର୍ମଚାରୀମାନଙ୍କ ମନମାନୀ ନେଇ ଦୀର୍ଘଦିନରୁ ଅଭିଯୋଗ ହୋଇଆସୁଥିବାବେଳେ ବିଶ୍ୱସ୍ତସୁତ୍ରରୁ ମିଳିଥିବା ଏକ ଖବର ଏବେ ସହରର ବୁଦ୍ଧଜିବୀ ମହଲରେ ଉଦବେଗ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ୧୯୭୮…
Read More...

ମହିଳା ଶ୍ରମିକ ଉପଯୋଗୀ କୃଷି ଯନ୍ତ୍ରପାତିକୁ ଜନାଦୃତ କରାଯିବା ଉଚିତ

ଭୁବନେଶ୍ୱ: ରାଜ୍ୟର ମୋଟ କୃଷି ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତରୁ ଊର୍ଦ୍ଧ୍ୱ କୃଷିଜୀବୀ ମହିଳା ଓ କୃଷିଶ୍ରମିକ ହୋଇଥିବାବେଳେ ଛୋଟ ଛୋଟ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ସେମାନଙ୍କର ଶ୍ରମ ଲାଘବ କରାଯାଇ ପାରୁଥିବା…
Read More...

ଉଦ୍ୟାନ କୃଷି ପକ୍ଷରୁ ପୁଷ୍ଟିସାଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ପୁଷ୍ଟିହୀନତା ଦୂର କରିବା ଦିଗରେ ପରିବାରର ଖାଦ୍ୟ ତାଲିକାରେ ପୁଷ୍ଟିଯୁକ୍ତ ସବୁଜ ପନିପରିବା ଓ ଫଳ ସାମିଲ କରାଯିବାର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଚିହ୍ନଟ ହିତାଧିକାରୀ ପରିବାରଙ୍କୁ କୃଷି ଓ କୃଷକ…
Read More...

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ ନେଇ ସୁରକ୍ଷା ନିୟମାବଳୀ ପ୍ରସ୍ତୁତ

ଭୁବନେଶ୍ୱର : କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ବାଳିକାମାନଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଏକ ପରାମର୍ଶ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱସ୍ଥୀ…
Read More...

ବାଲେଶ୍ୱର ଓ କୋରାପୁଟ ଜିଲାରେ ‘ଅହିଂସା ରଥ’ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଗତ ତିନିଦିନ ଧରି ଅହିଂସା ରଥ ବାଲେଶ୍ୱର ଏବଂ କୋରାପୁଟ ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି। ଉଭୟ ବାଲେଶ୍ୱର ଏବଂ କୋରାପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ରହିଥିଲା। ଦୁଇ ଜିଲା…
Read More...

‘ଭିନ୍ନକ୍ଷମମାନଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଘରୋଇ ଉଦ୍ୟୋଗର ସହଯୋଗ ଲୋଡ଼ା’

ଭୁବନେଶ୍ୱର:ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ଓ ଆୟକାରୀ ସୁଯୋଗଗୁଡ଼ିକର ବୃଦ୍ଧି ନିମନ୍ତେ ଘରୋଇ ଉଦ୍ୟୋଗର ସହଯୋଗ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି।…
Read More...

୫ବର୍ଷରୁ କମ ବୟସ ଶିଶୁଙ୍କ ଆଧାର କାର୍ଡ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ଠାରେ ଶିଶୁ ସମନ୍ୱିତ ବିକାଶ ଯୋଜନାର ସହାୟତାରେ ୫ବର୍ଷରୁ କମ ବୟସର ଶିଶୁଙ୍କ ଆଧାର କାର୍ଡ ପ୍ରସ୍ତୁତ କରାଯାଉଛି।…
Read More...

ଲାଞ୍ଜିଗଡ଼ର ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ସଂପନ୍ନ, ସାମିଲ ହେଲେ ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଲାଞ୍ଜିଗଡ: ଯୁଗ ବଦଳୁଛି। ଏହାସହିତ ଆଧୁନିକତା ସହିତ ତାଳ ଦେଇ ବଦଳୁଛି ମଣିଷର ସ୍ଥିତି, ଗତି ଓ ଚରିତ୍ର। କିନ୍ତୁ ଆଜି ବି ମଣିଷ ନିଜ ମନରୁ ବାଦ୍ ଦେଇ ପାରିନାହିଁ ଆଧ୍ୟାତ୍ମିକତା ଓ ଧାର୍ମିକ ବିଶ୍ୱାସ। ଏହି…
Read More...

ବରିଷ୍ଠ ନାଗରିକ ମଞ୍ଚ ଓ ବିଦ୍ୟୁତ୍ ବିଭାଗର ଆଲୋଚନା, ପ୍ରସ୍ତାବିତ ଧାରଣା ସ୍ଥଗିତ

ଗୁରୁଡିଝାଟିଆ: ଘନ ଘନ ଅଘୋଷିତ ବିଜୁଳିକାଟକୁ ନେଇ ନଦୀକୂଳ ପଞ୍ଚାୟତ ସମୂହର ଉପଭୋକ୍ତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ। ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିଲେ। ଶେଷରେ ୧୬ ତାରିଖ ଦିନ ନାରଙ୍ଗବସ୍ତ…
Read More...

ପ୍ରଶାସକ ଓ ପଦାଧିକାରୀଙ୍କ ନୂଆଖାଇ ଭେଟ୍‌ଘାଟ୍‌; ‘ଗଣପର୍ବ ନୂଆଖାଇର ସନ୍ଦେଶ ବିଶ୍ୱପ୍ରସାରିତ ହୋଇଛି’

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ନୂଆଖାଇ ଗଣପର୍ବରେ ପରିଣତ ହୋଇଛି। ଏକତା, ଭ୍ରାତୃତ୍ୱ ଓ ସଂପ୍ରୀତିର ଏହି ପର୍ବ ଅଧିକ ଆଦୃତ ହୋଇଛି ଏବଂ ଏହି ପର୍ବର ସନ୍ଦେଶ ଏବେ ବିଶ୍ୱ ପ୍ରସାରିତ ହୋଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ…
Read More...

ହିନ୍ଦୀ ଦିବସ ଓ ପକ୍ଷ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଲକର ଗୁରୁକୁଳ ସଂକୃତି ମହାବିଦ୍ୟାଳୟ ଚକାପାଦ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ହିନ୍ଦୀ ଦିବସ ଓ ପକ୍ଷ ପାଳିତ ହୋଇଯାଇଅଛି। କାର୍ୟ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ…
Read More...

ନୂଆଶାସନ ଲିକୁ ହତ୍ୟାକାଣ୍ଡ ମାମଲା-ପୋଖରୀ କୂଳରେ ଲୁଚାଇ ରଖିଥିବା ମାରଣାସ୍ତ୍ରକୁ ପୁଲିସକୁ ଦେଲା ଅଭିଯୁକ୍ତ

ପିପିଲି:ପିପିଲି ଥାନା ନୂଆଶାସନ ଗ୍ରାମରେ ମଙ୍ଗଳବାର ଘଟିଥିବା ବହୁଚର୍ଚ୍ଚିତ ଲିକୁ ବେହେରା ହତ୍ୟାକାଣ୍ଡ ମାମଲାରେ ପିପିଲି ପୁଲିସକୁ ବଡ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ରମାକାନ୍ତ ଓରଫ ରମା ବେହେରାକୁ…
Read More...

ଅର୍ଥ ସାଜିଲା ବାଧକ: ଚିକିତ୍ସିତ ହୋଇ ନ ପାରି ବିଷ ପିଇ ଆତ୍ମହତ୍ୟା କଲେ କିଡ୍‌ନୀ ରୋଗୀ

ମାଲକାନଗିରି: ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ଯନ୍ତ୍ରଣାରେ ଛଟ ପଟ ହୋଇ ଜଣେ କିଡନୀ ରୋଗୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲା ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ…
Read More...

ବୈତରଣୀ ନଦୀକୁ ୨୦ନଂ ଜାତୀୟ ରାଜପଥ ଧସିବା ଘଟଣା, ସ୍ଥାୟୀ ମରାମତି ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ବୈଷୟିକ ଟିମ

ଆରଡି : କୁଆଖିଆ_ ଆଖଣ୍ଡଳମଣି ୨୦ନଂ ଜାତୀୟରାଜପଥର ଓଳଗ ନିକଟସ୍ଥ ବୋଡକ ଠାରେ ପାଖାପାଖି ୨ଶହ ଫୁଟର ରାସ୍ତା ବାରମ୍ବାର ବୈତରଣୀ ନଦୀକୁ ଧସିବା ଫଳରେ ସ୍ଥାୟୀ ମରାମତି ପାଇଁ ବୁଧବାର ପାଣିକୋଇଲି ଏନ.ଏଚ ବିଭାଗୀୟ…
Read More...

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭାରତର ସ୍ୱଚ୍ଛତା ସୂଚକାଙ୍କ ମୂଲ୍ୟାଙ୍କନରେ ଏକ ନମ୍ବର ସ୍ଥାନ ପାଇଛି

ଭୁବନେଶ୍ୱର: ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ଆଜି ବିଶ୍ୱର ଏକ ବଡ଼ ଆହ୍ୱାନ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବେଦନାର ସହିତ ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ କରିଛି।…
Read More...

ବାଲେଶ୍ୱର ଓ କୋରାପୁଟ ଜିଲାରେ ‘ଅହିଂସା ରଥ’ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମ ଇତିହାସରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଦୁଇ ଜିଲା ବାଲେଶ୍ୱର ଓ କୋରାପୁଟର ପବିତ୍ର ମାଟିରେ ଅହିଂସା ରଥ ଗତକାଲିଠାରୁ ପରିକ୍ରମା ଆରମ୍ଭ କରିଛି। ବାଲେଶ୍ୱର ଜିଲାର ଇଞ୍ଚୁଡ଼ିର ଲବଣ…
Read More...

ଓଡ଼ିଶା ଲଳିତ କଳା ଏକାଡେମୀର ୪୦ ତମ ରାଜ୍ୟ ଚାରୁକଳା ପୁରସ୍କାର ଘୋଷଣା

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀର ୨୦୨୨ ମସିହା ପାଇଁ ରାଜ୍ୟ ଚାରୁକଳା ପୁରସ୍କାର ଆଜି ଘୋଷଣା କରାଯାଇଛି। ଚଳିତବର୍ଷ ୪୦ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ଶିଳ୍ପୀମାନଙ୍କ ଠାରୁ କଳାକୃତିର…
Read More...

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଜିଲା ନୋଡାଲ ଅଧିକାରୀ ଦାୟିତ୍ୱ, ପ୍ରତି ମାସରେ ଜିଲ୍ଲା ଗସ୍ତ…

ଭୁବନେଶ୍ୱର: କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଚାଷୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ…
Read More...