୫ବର୍ଷରୁ କମ ବୟସ ଶିଶୁଙ୍କ ଆଧାର କାର୍ଡ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ଠାରେ ଶିଶୁ ସମନ୍ୱିତ ବିକାଶ ଯୋଜନାର ସହାୟତାରେ ୫ବର୍ଷରୁ କମ ବୟସର ଶିଶୁଙ୍କ ଆଧାର କାର୍ଡ ପ୍ରସ୍ତୁତ କରାଯାଉଛି। ଏଥିରେ ଶିଶୁ ସମନ୍ୱିତ ବିକାଶର ସୁପରଭାଇଜର ନଳିନୀ ବୈରାଗୀ ଉପସ୍ଥିତ ରହି ଯେଉଁଶିଶୁ ମାନଙ୍କର ଜନ୍ମଗତ ପ୍ରମାଣ ପତ୍ର ରହିଛି ସେହି ଶିଶୁଙ୍କର ଆଧାର କାର୍ଡ ପ୍ରସ୍ତୁତ କରିଥିଲେ। ଏଥିରେ ପଞ୍ଚାୟତରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହିଥିଲେ।

Comments are closed.