ଭିଜିଲାନ୍ସ ଜାଲରେ ସବ୍-ଇନ୍ସପେକ୍ଟର ଆମ ଓଡ଼ିଶାନିଉଜ ଆଲର୍ଟ By samajalive On Sep 20, 2022 Share ଖଲିକୋଟ: ଭିଜିଲାନ୍ସ ଜାଲରେ ଭେଜିପୁଟ ଫାଣ୍ଡି ସବ-ଇନ୍ସପେକ୍ଟର ସନ୍ତୋଷ ସ୍ବାଇଁ। ୧୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏସଆଇ ସନ୍ତୋଷ ସ୍ବାଇଁ। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଫାଣ୍ଡିରୁ ଛାଡ଼ି ଦେବା ପାଇଁ ଟଙ୍କା ନେଉଥିଲେ। Share FacebookTwitterWhatsApp
Comments are closed.