ଜମି ହଡ଼ପ ମାମଲାର ସିବିଆଇ ତଦନ୍ତ ନିର୍ଦେଶ
ଭୁବନେଶ୍ବର: ରାଜଧାନୀର ୨ଟି ସରକାର ଜମି ହଡ଼ପ ମାମଲାର ସିବିଆଇ ତଦନ୍ତ ନିର୍ଦେଶ ଦିଆଯାଇଛି। କାହାକୁ ଅଭିଯୁକ୍ତ ବିବେଚନା ନ କରି ତଦନ୍ତ କରିବାକୁ କହିଲେ ହାଇକୋର୍ଟ। ପ୍ରାଥମିକ ଅନୁସନ୍ଧାନରୁ ଅନିୟମିତତା ପ୍ରମାଣ ମିଳିଲେ ମାମଲା ଆଗକୁ ବଢ଼ିବ। ସିବିଆଇ ଆଇନ ଅନୁଯାୟୀ ମାମଲାକୁ ଆଗକୁ ବଢ଼ାଇପାରିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।
Comments are closed.