ସୁସ୍ଥ ମନ ପାଇଁ ସୁସ୍ଥ ଶରୀରର ଆବଶ୍ୟକତା ରହିଛି

ଭୁବନେଶ୍ୱର:ଆଜି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ ପରିସରରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ବଣ୍ଟନ କରିଥିଲେ । ଏହି ଅବସରରେ ଶ୍ରୀ ସାହା ସୁସ୍ଥ ମନ…
Read More...

ଫୁଲବାଣୀ ସହରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ: ଫୁଲବାଣୀ ସହର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭାରତର ପ୍ରତେକ ଜିଲାରେ ଅନୁଷ୍ଠିତ ହେବ ଏବଂ ଏହା ୩୦ ଅକ୍ଟୋବର ୨୦୨୨…
Read More...

ଖେଳ ଶିକ୍ଷକ ପଢ଼ାଉଛନ୍ତି ଗଣିତ

ବେଗୁନିଆ: ସ୍ୱାଧୀନତା ପୂର୍ବରୁ ଖୋର୍ଦ୍ଧା ଜିଲା ବେଗୁନିଆରେ ଥିବା ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ବହୁ ସମସ୍ୟା ଭିତରେ ଗତି କରୁଛି। ବିଦ୍ୟାଳୟରେ ଗଣିତ ଶିକ୍ଷକ ନଥିବାରୁ ଖେଳ ଶିକ୍ଷକଙ୍କୁ ଗଣିତ ପଢ଼ାଇବାପାଇଁ…
Read More...

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଚାପ ମୁକ୍ତ ଶିକ୍ଷା ଦେବେ ଜିଲାପାଳ

ନବରଙ୍ଗପୁର:ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ଅଧ୍ୟକ୍ଷ ତଥା ଜିଲାପାଳ.କମଳଲୋଚନ ମିଶ୍ର ସଭାପତିତ୍ବ କରିଥିଲେ। କମିଟି ସଦସ୍ୟ ସଚିବ ତଥା ବିଦ୍ୟାଳୟର…
Read More...

କଣ୍ଟାବାଞ୍ଜି ମୁକୁନ୍ଦିଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବାଗତ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି :କଣ୍ଟାବାଞ୍ଜି ମୁକୁନ୍ଦିଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଶନିବାର ନୂତନ ଭାବେ ପ୍ରଥମ ବର୍ଷରେ ପ୍ରବେଶ କରିଥିବା ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଅଧକ୍ଷା…
Read More...

ଧାମନଗର ଉପନିର୍ବାଚନ ମଇଦାନରେ ୫ ପ୍ରାର୍ଥୀ: ମତଦାନ କରିବେ୨ଲକ୍ଷ ୩୮ହଜାର ୪୧୭ ଭୋଟର, ୨୫୨ ଭୋଟ ଗ୍ରହଣ କେନ୍ଦ୍ର

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଧାମନଗର ଉପନିର୍ବାଚନରେ ମୋଟ ୫ଜଣ ପ୍ରାର୍ଥୀ…
Read More...

ଭୋଟ ଦେଲେନି ମୋକିମ, କହିଲେ ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିବେନି

ଭୁବନେଶ୍ବର: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେ ନାହିଁ। ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିବେନି ବୋଲି କହିଲେ। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ…
Read More...

ରାସ୍ତାରେ ବୁଲୁଥିଲା ଅଜଗର, ପିଟି ପିଟି ମାରିଦେଲେ ଲୋକେ

ଗୋପାଳପୁର: ଜାତୀୟ ରାଜପଥ ନଂ ୧୬ ତଥା କନିଷି ସଳଦିଆପଦର ରାସ୍ତାରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏକ‌୧୦ ଫୁଟିଆ ଲମ୍ବ ଅଜଗରକୁ ପିଟି ପିଟି ମାରି ଦେଇଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ କନିଷି…
Read More...

ଡିଜିଟାଲ ନେଣଦେଣକୁ ନେଇ ଚିନ୍ତାରେ ଜନତା

ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ରୂପେ ପରିଚିତ ସମ୍ବଲପୁର ଏବେ ଅଶାନ୍ତ ହୋଇ ପଡିଛି। ସମ୍ବଲପୁର ଠାରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି, ଉତ୍ତରାଞ୍ଚଳ ରାଜସ୍ୱ କାର୍ଯ୍ୟାଳୟ ସମେତ ବିଭିନ୍ନ ପଶ୍ଚିମ…
Read More...

୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ସହ ୩କୋର୍ଟ ଚାଲାଣ

କଣ୍ଟାବାଞ୍ଜି: ହାଇଦ୍ରାବାଦ ଇଟାଭାଟିକୁ ଦାଦନ ଖଟିବାକୁ ଯିବାପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଏକ ଗାଡିରେ ୯ଜଣ ଶ୍ରମିକକୁ ନିଆଯାଉଥିଲା। ତିରୁପତି ଟ୍ରେନରେ ଏହି ଦାଦନ ଶ୍ରମିକଙ୍କୁ ଚାଲାଣ ପାଇଁ ନିଆଯାଉଥିଲା।…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଜୁ ଜନତାଦଳ ପକ୍ଷରୁ ଧବଳେଶ୍ୱରରେ ଦୀପଦାନ

ଗୁରୁଡିଝାଟିଆ: ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତାଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ଉତ୍ତରୋତ୍ତର ମଙ୍ଗଳକାମନା କରି ଆଠଗଡ ବିଜୁ ଜନତାଦଳ ପକ୍ଷରୁ ପ୍ରସିଦ୍ଧ ଶୈବପୀଠ ଧଳେଶ୍ୱରରେ ପୂଜାର୍ଚ୍ଚନା କରିବା…
Read More...

ଜାତୀୟ ରୋଇଂ ପ୍ରତିଯୋଗୀତାରେ ସୋନାଲିକାଙ୍କୁ ବ୍ରୋଞ୍ଜ ପଦକ

ଗୁରୁଡିଝାଟିଆ: ଗୁଜୁରାଟର ଅହମଦାବାଦ ଠାରେ ଜାତୀୟ ରୋଇଂ ପ୍ରତିଯୋଗୀତାରେ ଆଠଗଡ ବ୍ଲକ ବାଳି ଗାଁର ଝିଅ ତଥା ବାଳି କଲେଜର ଛାତ୍ରୀ ସୋନାଲିକା ଦାସ ବ୍ରୋଞ୍ଜ ପଦକ ହାସଲ କରି ନିଜ ମହାବିଦ୍ୟାଳୟ ତଥା ରାଜ୍ୟ ପାଇଁ ଗୌରବ…
Read More...

ବକେୟା ପ୍ରଦାନ ନିଷ୍ପତ୍ତିକୁ ନେଇ ଖୁସି ମନେଇଲେ ଓଟିଏମ୍ ଶ୍ରମିକ

ଚୌଦ୍ୱାର: ଚୌଦ୍ୱାରସ୍ଥିତ ବନ୍ଦ ଓଟିଏମ୍ର ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଅଦାଲତ ଓ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି…
Read More...

ଶିକ୍ଷିତ ସମାଜ ଗଠନ ନେଇ ଆଲୋଚନା

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ସାଧବ ଥୋରିଆ ସମାଜର ଏକ ସମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥୋରିଆ ସମାଜ ଫିରିଙ୍ଗିଆ ପକ୍ଷରୁ ପ୍ରଥମ ଥର ପାଇଁ ଏହି ବୈଠକର ଆୟୋଜନ…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ମେଗା ରକ୍ତଦାନ ଶିବିର, ୨୫୩ ୟୁନିଟ୍ ରକ୍ତ ସଂଗ୍ରହ

ରେଙ୍ଗାଲି: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ‘ମୋ ଓଡିଶା ମୋ ପରିବାର-ଜୀବନ ବିନ୍ଦୁ’ ପକ୍ଷରୁ ଆଜି ରେଙ୍ଗାଲି ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବିଜେଡି…
Read More...

ନବକୃଷ୍ଣନଗର ଗଜଲକ୍ଷ୍ମୀ ପୂଜାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ

ସାରନଗରୀ,: ସାରନଗରୀ ନିକଟସ୍ଥ ନବକୃଷ୍ଣ ନଗର ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ୪୦ବର୍ଷ ହେଲା ମା’ଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ନବକୃଷ୍ଣନଗର ବାସିନ୍ଦାଙ୍କ…
Read More...

ସାଧୁଚରଣ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂହପୁରସ୍ଥିତ ସାଧୁ ଚରଣ ଉଚ୍ଚବିଦ୍ୟାଳୟକୁ ମିଳିଲା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ମାନ୍ୟତା। ବିଦ୍ୟାଳୟକୁ ଏହି ମାନ୍ୟତା ମିଳିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଏହି…
Read More...

ବିଜୁ ଜନତାଦଳ ଭୁବନେଶ୍ବର ସାଙ୍ଗଠନିକ ଜିଲା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ପାଳିତ

ଭୁବନେଶ୍ବର: ଆଜି ଜନପ୍ରିୟ ନେତା ତଥା ଭାରତବର୍ଷର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୭ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଜନତା ଦଳ ଭୁବନେଶ୍ୱର ସାଙ୍ଗଠନିକ ଜିଲା ତରଫରୁ ଜିଲା ସଭାପତି ସୁଶାନ୍ତ ରାଉତଙ୍କ…
Read More...

ପରମ୍ପରା ଓ ସଂସ୍କୃତିକୁ ନେଇ ମହିଳାଙ୍କୁ ଆତ୍ମ ନିର୍ଭର କରିବାକୁ ଦିଆଯାଉଛି ଗୁରୁତ୍ୱ

ଭୁବନେଶ୍ୱର : ଓଡ଼ିଶାର ହଜିଯାଉଥିବା କୀର୍ତ୍ତନ, ଭାଗବତ ଓ ଲୋକକଳାକୁ ପୁନଃର୍ଜିବୀତ କରିବାକୁ ‘ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଇଛି । ଗାଁ ଗହଳିର କୁଟୀର ଶିଳ୍ପଠାରୁ ଆରମ୍ଭ କରି…
Read More...

ବିଦ୍ୟୁତ୍‌ ତାର ଧରି ହରଭଙ୍ଗୀ ନଦୀ ପାର

ମୋହନା: ଗମନାଗମନ କ୍ଷେତ୍ରକୁ ବିକଶିତ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବିପୁଳ ବ୍ୟୟ କରୁଛନ୍ତି। ବିଶେଷ କରି ନଦୀ ଓ ନାଳ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିବା ଗଁାଗୁଡିକୁ ଗମନାଗମନ…
Read More...

ଶୁଣିଲାନି ପ୍ରଶାସନ : ସ୍ତ୍ରୀ ଖୋଳିଲେ ସ୍ୱାମୀର କବର

ଚମ୍ପୁଆ: ରତ୍ନଗର୍ଭା ଚମ୍ପୁଆ ଉପଖଣ୍ଡରେ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ସରକାରଙ୍କର ବିଭିନ୍ନ ଯୋଜନା ସତେ ଯେମିତି ଗରିବ ଗୁରୁବାଙ୍କ ପାଇଁ ସାତ ସପନ। ରାଜ୍ୟ ସରକାର ଦେଶର ଶ୍ରେଷ୍ଠ…
Read More...

୧୮ରେ ଘୂର୍ଣ୍ଣିବଳୟ ସମ୍ଭାବନା, ୨୦ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଏକ ଘୂର୍ଣ୍ଣିବଳୟ ଓ ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ସୂଚନା…
Read More...

ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁସଂଖ୍ୟାରେ ଜାତୀୟ ସ୍ତରୀୟ ପୁରସ୍କାରପ୍ରାପ୍ତ ହେବାର ଗୌରବ ଅର୍ଜନ…

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ସନ୍ଧ୍ୟାରେ ‘ମୃତ୍ତିକା-୨୨’ ପ୍ରଦର୍ଶନୀର ଶୁଭ ଉଦ୍‌ଘାଟନ କରିଛନ୍ତି। ଆମ ଓଡ଼ିଶା…
Read More...

ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ (ସେଆ)ର ଅଧ୍ୟକ୍ଷ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରାଧିକରଣର ୯୩ତମ ବୈଠକରେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ…
Read More...

ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାରପ୍ରାଥମିକତା ଦେଉଛନ୍ତି

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଜେଜେଏମ ଯୋଜନାରେ ରାଜ୍ୟର ନୟାଗଡ଼ ଜିଲାରେ…
Read More...

ଜନ୍ମ ଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ; କହିଲେ ଓଡ଼ିଶା ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆସନ୍ତାକାଲି ଅକ୍ଟୋବର ୧୬ ତାରିଖରେ ରବିବାର ଦିନ ପଡୁଛି। ତେବେ ମୁଖ୍ୟମନ୍ତ୍ରୀ ‘ମେକ ଇନ ଓଡ଼ିଶା’ କାର୍ୟ୍ୟକ୍ରମ ପାଇଁ ରବିବାର ହାଇଦ୍ରାବାଦ ଗସ୍ତରେ…
Read More...

ସମନ୍ୱିତ ବୈଷୟିକ ସେବା ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ପ୍ରଣୟନ

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବୈଷୟିକ ସେବା ଓ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା…
Read More...

ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ନିୟମାବଳୀ, ୨୦୧୯ର ସଂଶୋଧନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର(ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ କନିଷ୍ଠ ସହାୟକ, ସହକାରୀ ଉପବିଭାଗ ଅଧିକାରୀ ଏବଂ ଉପବିଭାଗ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା…
Read More...

ଏସ୍‌ଡିସି/ଏସଡିଇସି ଗୁଡ଼ିକର ଭଡ଼ା ଛାଡ଼ ପାଇଁ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ କୋଭିଡ ସମ୍ବନ୍ଧୀୟ ବନ୍ଦ ଯୋଗୁ ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ପର୍ଯ୍ୟନ୍ତ ଅବଧି ପାଇଁ ଏସ୍‌ଡିସି/ଏସଡିଇସି ଗୁଡ଼ିକର ଭଡ଼ା ଛାଡ଼ ପାଇଁ ପ୍ରସ୍ତାବ…
Read More...

ଧାମନଗର ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଭାରତ ନିର୍ବାଚନ ଆୟୋଗଙ୍କ…
Read More...

ନ୍ୟୁଡ କଲ: ଯନ୍ତ୍ରୀ ଗଣିଲେ ୬ ଲକ୍ଷ, ଘଟଣାରେ ସମ୍ପୃକ୍ତ ଜଣେ ଯୁବକକୁ ଗିରଫ କଲା ପୁଲିସ

ପାରଳାଖେମୁଣ୍ଡି: ଗଜପତି ଜିଲା ଗୁମ୍ମା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ନ୍ୟୁଡ କଲ୍‌ର ଶିକାର ହୋଇଥିବା ସୂଚନା ମିଳିଛି। ନ୍ୟୁ ଡ କଲର ଶିକାର ହୋଇ ଯନ୍ତ୍ରୀ ୬ ଲକ୍ଷ ହରାଇଛନ୍ତି। ଗତ ବର୍ଷେ ହେଲା ଯୁବତୀଙ୍କ ସହ ସମ୍ପର୍କରେ…
Read More...

ନବରଙ୍ଗପୁର ଜିଲାର ୮୮୧ ଟି ଗାଁ ବାଲ୍ୟବିବାହ ମୁକ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ୮୮୧ଟି ଗାଁ ବାଲ୍ୟବିହାର ମୁକ୍ତ ହୋଇଛି। ନବରଙ୍ଗପୁର ଜିଲାରେ ବାଲ୍ୟବିବାହକୁ ରୋକିବା ପାଇଁ ଉଲ୍ଲେଖନୀୟ ଭାବରେ କାର୍ଯ୍ୟ କରିଥିବା ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ଜିଲାପାଳ ଡଃ.…
Read More...

ଭାରତୀୟ ଜୀବନ ବୀମା ନିଗମ ଏଜେଣ୍ଟ ସଂଘ ପକ୍ଷରୁ ଧାରଣା

ଫୁଲବାଣୀ:ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏଲଆଇସି ଏଜେଣ୍ଟ ସଂଘ ପକ୍ଷରୁ ଅସହଯୋଗ ଆନ୍ଦୋଳନ ସହିତ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଶେଷ କରି ବୀମାଧାରୀ ମାନଙ୍କର…
Read More...

ଡୁରା ଠାରୁ ଗୋପାଳପୁର ମୁଖ୍ୟରାସ୍ତା ପାଲଟିଛି ମରଣଯନ୍ତା

ଗୋପାଳପୁର: ଗୋପାଳପୁର ଏକ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ହୋଇଥିବାରୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ୟ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି। ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଗୋପାଳପୁରରେ ପ୍ରଶାସନ ପକ୍ଷରୁ…
Read More...

କାଗଜ ମୁଖା ଓ ପଥର ଶିଳ୍ପର ଏକ ବର୍ଷିଆ ତାଲିମ ଶିବିର

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ପଣସବସ୍ତ ଠାରେ ଓଡିଶା ସରକାରଙ୍କର ଶିଳ୍ପ ବିଭାଗ ଦ୍ବାରା ଆୟୋଜିତ ହସ୍ତଶିଳ୍ପ ବିକାଶ ପାଠ୍ୟକ୍ରମ ଅଧୀନରେ କାଗଜ ମୁଖା ଓ ପଥର ଶିଳ୍ପର ଏକ ବର୍ଷିଆ ତାଲିମ ଶିବିର…
Read More...

ବଡ଼ବେରେଣା ପ୍ରାଣୀ ସହାୟକ କେନ୍ଦ୍ରରେ ୬ ବର୍ଷ ହେଲା ଝୁଲୁଛି ତାଲା

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରେଣା ଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରରେ୬ ବର୍ଷ ହେଲା ତାଲା ଝୁଲୁଥିବାର ଦେଖିବାକୁ ମିଳିଛି। ଫଳରେ ପଶୁ ପକ୍ଷୀ ଚିକିତ୍ସା କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି।…
Read More...

ପଶ୍ଚିମ ଓଡିଶା ଦେଇ ବନ୍ଦେ ଭାରତ ଓ ରାଜଧାନୀ ଏକ୍ସପ୍ରେସ ଚଳାଇବାକୁ ଦାବି

ସମ୍ବଲପୁର : ସମ୍ବଲପୁରର ଏକ୍ସିଓମ ଅନୁଷ୍ଠାନ ପକ୍ଷରୁ ପଶ୍ଚିମ ଓଡିଶାର ବିଭିନ୍ନ ରାସ୍ତା ଦେଇ ବନ୍ଦେ ଭାରତ ଓ ରାଜଧାନୀ ଏକ୍ସପ୍ରେସ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏହି ମର୍ମରେ ଲୋକସଭା…
Read More...

କୋଭିଡ ସମୟରେ ରେଳବାଇର ଭୂମିକାକୁ ପ୍ରଶଂସା

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ଅର୍ନ୍ତଗତ ସଂସଦ କ୍ଷେତ୍ରର ସାଂସଦମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ – ୧୯ ସଙ୍କଟ ପରେ ସ୍ଥାନୀୟ ବୁଢ଼ାରଜା ସ୍ଥିତ ଏକ…
Read More...

ଭାରତୀୟ ନୌସେନାକୁ ବଳ

ନୂଆଦିଲ୍ଲୀ: ସ୍ବଦେଶୀ କାରିଗରି ଭିତ୍ତିରେ ନିର୍ମିତ ଆଣବିକ ବାଲିଷ୍ଟିକ ମିସାଇଲ ସବମେରିନ ଆଇଏନଏସ ଅରିହନ୍ତରୁ ବାଲିଷ୍ଟିକ ମିସାଇଲର ପରୀକ୍ଷଣ ହୋଇଛି । ଆଣବିକ ଶକ୍ତିସମ୍ପନ୍ନ ଯୁଦ୍ଧପୋତରୁ ମିଜାଇଲ ପରୀକ୍ଷଣ ହୋଇଛି।…
Read More...

ଶ୍ରମିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ମୁରିବାହାଲ: ମୁରିବାହାଲ ବ୍ଲକ୍ ଗୁଡ଼ିଘାଟ ପଞ୍ଚାୟତ କାର୍ଯ୍ୟାଳୟରେ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ମିଶନ ଉଦ୍ଧାର ତଥା ଶିଶୁ ଚାଲାଣ ଉପରେ ଦାୟିତ୍ବ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବାଲେଶ୍ବର, ମୟୁରଭଞ୍ଜ ଓ ଜଗତସିଂହପୁର ଜିଲାର ମିଶନ ଶକ୍ତି ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଞ୍ଜ ଓ ଜଗତସିଂହପୁର ଜିଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଭୁବନେଶ୍ବରକୁ ସେମାନେ…
Read More...

ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୁରୀ ଏସ୍‍ପି, ବାଲି ଓ ପଥର ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ…

ପିପିଲି: ଶୁକ୍ରବାର ପୁରୀ ଏସ୍‍ପି ଡ. କନୱର ବିଶାଲ ସିଂହ ପିପିଲି ଥାନା ପରିଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଥାନାରେ ପଞ୍ଜିକୃତ ହୋଇଥିବା ହତ୍ୟା, ଲୁଣ୍ଠନ, ବଳାତ୍କାର ଭଳି ଗୁରୁତ୍ୱପୂର୍ଣ୍ଣ…
Read More...

ଶୈକ୍ଷିକ ସହଯୋଗ ପାଇଁ ଉତ୍କଳ ଏବଂ ସୁଗ୍ରିୱା ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଭୁବନେଶ୍ୱର: ବାଲିସ୍ଥିତ ଇଣ୍ଡୋନେସିଆର ସୁଗ୍ରିୱା ବିଶ୍ୱବିଦ୍ୟାଳୟ ସହିତ ଶୈକ୍ଷିକ ସହଯୋଗ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ସୋମବାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସୁବିଧା…
Read More...

ପୋଖରୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି। ମହୁଲପାଳ ଗ୍ରାମର କହ୍ନେଇ ବେହେରା (୭୯) ପୋଖରୀକୁ ଶୌଚ…
Read More...

ବିଦ୍ୟାଳୟରେ ମଦ୍ୟପାନ, ୨ ପ୍ରଧାନଶିକ୍ଷକ ନିଲମ୍ବିତ

ବଲାଙ୍ଗିର: ବିଦ୍ୟାଳୟରେ ମଦ୍ୟପାନ ଘଟଣାରେ ୨ଜଣ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ମାଟୁପାଲି ଓ ଡୁମେରପିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ଜଣ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଦେଓଗାଁ ବ୍ଲକ ଶିକ୍ଷା…
Read More...

ଅପପୁଷ୍ଟି ଓ ମେଦବହୁଳତା ଦୂର କରିବା ଦିଗରେ ଅଣ୍ଡା ଏକ ଉପାଦେୟ ଖାଦ୍ୟ

ଭୁବନେଶ୍ୱର: ଅପପୁଷ୍ଟି ଓ ମେଦବହୁଳତା ଦୂର କରିବା ଦିଗରେ ଅଣ୍ଡା ଏକ ଉପାଦେୟ ଖାଦ୍ୟ। ଅଣ୍ଡାର ଖାଦ୍ୟଗୁଣ ଓ ଏହାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବା ବିଶ୍ୱ ଅଣ୍ଡା ଦିବସ…
Read More...

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଦାୟିତ୍ୱ ନେଲେ କସ୍ତୁରୀ ମହାପାତ୍ର

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ରାଜ୍ୟ ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ (ଓଡ଼ିଆ) ଏବଂ ‘ଓଡ଼ିଶା ରିଭ୍ୟୁ’ (ଇଂରାଜୀ)ର ସଂପାଦକ ଭାବେ କସ୍ତୁରୀ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ…
Read More...

ନଭେମ୍ବର ୧୨ରେ ହିମାଚଳ ଭୋଟ, ମତଦାନ ପାଇଁ ୭ ହଜାର ୮୮୧ ଟି ବୁଥ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ…
Read More...

୧୦ କୋଟି ଟଙ୍କାର ଗୁଟଖା ଜବତ

ଗୋପାଳପୁର: ଗୋଳନ୍ଥରା ପୁଲିସକୁ ମିଳିଛି ଏକ ବଡ ସଫଳତା, ଦୁଇଟି ସ୍ଥାନରୁ ୧୦ କୋଟି ଟଙ୍କାର ଗୁଟଖା ସହ ଏଥିପାଇଁ ପ୍ରସ୍ତୁତି ସାମଗ୍ରୀ ମେସିନ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା…
Read More...

ୱାନଷ୍ଟପ ସେଣ୍ଟର ଓ ସଖୀ କେନ୍ଦ୍ରରେ କର୍ମଶାଳା

ବୌଦ୍ଧ : ବୌଦ୍ଧଜିଲା ପ୍ରଶାସନର ସହଯୋଗକ୍ରମେ ଜିଲାରେ କାର୍ଯ୍ୟକାରୀ ହେଉଥିବା ମହିଳା ଏବଂ ଶିଶୁଙ୍କୁ ସମସ୍ତ ପ୍ରକାର ସହାୟତା ଏବଂ ସୁରକ୍ଷା ପ୍ରଦାନକାରୀ ୱାନଷ୍ଟପ ସେଣ୍ଟର ତଥା ସଖି କେନ୍ଦ୍ର ତରଫରୁ ଜିଲାରେ ପିଡିତା…
Read More...

ଶିକ୍ଷକ ପଦବୀ ପୂରଣ ଦାବୀରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ: ବୌଦ୍ଧ ଜିଲାରେ ଶିକ୍ଷା ବିଭାଗରେ ଶିକ୍ଷକ ବଦଳିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଆସୁଥିବାବେଳେ ଜିଲାରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ସାର୍ଟିଫିକେଟ ଦେଇ ମଧ୍ୟ ଚାକିରି କରୁଥିବା ଜଣାପଡିଛି।…
Read More...

ସଫଳତା ପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଜରୁରୀ

ଗୁରୁଡିଝାଟିଆ: ଅସୁମାରୀ ସ୍ୱପ୍ନକୁ ସାକାର କରିବା ପାଇଁ ନୂଆକରି ଶିକ୍ଷାନୁଷ୍ଠାନରେ ଯୋଗଦେଉଥିବା ବିଦ୍ୟାର୍ଥୀମାନେ ଦୃଢ ଇଚ୍ଛାଶକ୍ତି, ଅଧ୍ୟବସାୟ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କଲେ ସିଦ୍ଧିପ୍ରାପ୍ତି ଦିଗରେ ସହାୟକ…
Read More...

ବାଙ୍କୀ ମହୋତ୍ସବ-୨୦୨୨ ଉଦଯାପିତ

ବାଙ୍କୀ: ବାଙ୍କୀ ମହୋତ୍ସବ-୨୦୨୨ ଉଦଯାପିତ ହୋଇଯାଇଛି। ମହୋତ୍ସବର ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ସଭାରେ ବାଙ୍କୀର ସାଂସ୍କୃତିକ ଅନୁଷ୍ଠାନ ସନ୍ଦିପନି ଗୁରୁକୁଳର…
Read More...

ପାଠ ସହ ଖେଳ କୁଦ କଲେ ସ୍ୱାସ୍ଥ୍ୟ ଠିକ ରହିବ

ଫୁଲବାଣୀ: କନ୍ଧମାଳ ଜିଲା ସ୍ବାସ୍ଥ୍ୟ ବିଭାଗ ଆନୂକୂଲ୍ୟରେ ସ୍ଥାନୀୟ ଏଜେଓ ହାଇ ସ୍କୁଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହର ପାଳିତ ହୋଇଛି। ଏ ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ…
Read More...

‘୫-ଟି’ ଉପକ୍ରମର କାର୍ୟ୍ୟାନ୍ୱୟନରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ

ଭୁବନେଶ୍ୱର: ଅଧୁନା ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି। ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି। ରାଜ୍ୟ ସରକାର ଏବେ‘୫-ଟି’ ଉପକ୍ରମ ଆଧାରରେ ଜନସାଧାରଣଙ୍କୁ…
Read More...

ଗୋ-ସୁଗମ ପୋର୍ଟାଲକୁ ଅଧିକ ପାରଦର୍ଶୀ ଓ ତ୍ରୁଟିଶୂନ୍ୟ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା ପ୍ରଣୟନ ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଓ ଆନୁଷଙ୍ଗିକ କୃଷି ଯୋଜନାର ଦ୍ରୁତ ରୂପାୟନ ଓ ସ୍ୱଚ୍ଛତା ବଜାୟ…
Read More...

ସରିଲା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା, ବ୍ୟବସାୟ ହେଲା ୧୦ କୋଟି ୩୫ ଲକ୍ଷ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘ବୟନିକା’ ଆନୁକୂଲ୍ୟରେ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଓ ଏକାମ୍ର ହାଟରେ ସେପ୍ଟେମ୍ବର ୧୨ ତାରିଖଠାରୁ ଆରମ୍ଭ ହୋଇଥିବା…
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳୀଙ୍କ ଆଲୋଚନା

ଭୁବନେଶ୍ୱର: ଲୋକସେବା ଭବନସ୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥୀ.ଏସ୍‌ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କଲକତାରେ ଥିବା କନସୋଲାଟ୍‌ ଜେନେରାଲ ଡେଡିଅର ତାଲପେନ୍‌ଙ୍କ ନେତୃତ୍ୱରେ ଫ୍ରେଞ୍ଚ…
Read More...

ସୂଚନା ଅଧିକାର ଆଇନକୁ ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ

ଭୁବନେଶ୍ୱର: ସୂଚନା ଅଧିକାର ନିୟମ କାର୍ୟ୍ୟକାରୀ ହେବାର ୧୭ ବର୍ଷ ପରେ ବି ଏହାର ବ୍ୟବହାର ଅନେକ ଭାରତୀୟ ଏବେବି କରିନାହାନ୍ତି। ଫଳରେ ଏହି ଯୁଗାନ୍ତକାରୀ ଅଧିନିୟମ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁ ଦିଗରେ ଅଗ୍ରସର କରୁଛି।…
Read More...

ଧାମନଗର ଉପନିର୍ବାଚନ: କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ବାବା ହରେକୃଷ୍ଣ ସେଠୀ

ଭୁବନେଶ୍ୱର: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀ ଆଜି ନାମାନଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଶ୍ରୀ ସେଠୀ ୨ସେଟ୍ ନାମାଙ୍କନପତ୍ର ଦାଖଲ…
Read More...

ସୂଚନା ଅଧିକାର ଆଇନକୁ ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ

ଭୁବନେଶ୍ୱର: ସୂଚନା ଅଧିକାର ନିୟମ କାର୍ୟ୍ୟକାରୀ ହେବାର ୧୭ ବର୍ଷ ପରେ ବି ଏହାର ବ୍ୟବହାର ଅନେକ ଭାରତୀୟ ଏବେବି କରିନାହାନ୍ତି। ଫଳରେ ଏହି ଯୁଗାନ୍ତକାରୀ ଅଧିନିୟମ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁ ଦିଗରେ ଅଗ୍ରସର କରୁଛି।…
Read More...

ବାଲିପଟାଗାଁରେ ବୁଲା ପାଗଳା କୁକୁର ଆତଙ୍କ: ୩ ବର୍ଷର ଝିଅକୁ ଝୁଣିଦେଲା, ୧୨ଜଣଙ୍କୁ କାମୁଡ଼ିଲା

ବଲାଙ୍ଗିର: ପାଟଣାଗଡ଼ ବ୍ଲକ ବାଲିପଟାଗାଁରେ ବୁଲା ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଛି। ବୁଲା ପାଗଳା କୁକୁର କାମୁଡ଼ାରେ ୩ ବର୍ଷ ଝିଅର ମୃତ୍ୟୁ ହୋଇଛି। ଘର ବାହାରେ ଖେଳୁଥିବାବେଳେ ୩ ବର୍ଷ ଝିଅକୁ କାମୁଡ଼ି ଝୁଣି…
Read More...

ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟଦିବସ ପାଳିତ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘଣ୍ଟିଖାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ମାନସିକ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ବିଦ୍ୟାର୍ଥୀମାନେ…
Read More...

ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ

ଗୁରୁଡିଝାଟିଆ:ଆଠଗଡ ବିଜେଡି ପକ୍ଷରୁ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ କରାଯାଇଛି। ସମତା ଭିତ୍ତିକ ସମାଜ ଗଠନରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଚିନ୍ତା ଚେତନା ଓ ଆଦର୍ଶ ଯୁବପିଢି ପାଇଁ ଏବେବି…
Read More...

‘ମୋସ୍କୁଲ୍ ଅଭିଯାନ’ର ୩୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ, ୭୬୯.୭୦ କୋଟିଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରସର୍ବାଙ୍ଗୀନ ବିକାଶ ପାଇଁ ୨୦୧୭ ନଭେମ୍ବର ୧୪ ତାରିଖରେରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋସ୍କୁଲ୍ ଅଭିଯାନ’ ଆସନ୍ତା ନଭେମ୍ବର ୧୪ ତାରିଖରେଏହାର…
Read More...

ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ଲାଞ୍ଜିଗଡ଼ ବିଧାୟକ

ମୁଖୀଗୁଡା: କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତର ବଡକରଲାକୋଟ ନୂଆପଡାରେ ଗତ ୬ତାରିଖ ଠାରୁ ଝାଡାବାନ୍ତି ରେ ଇତିମଧ୍ୟରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ୍ବ ଜଣ ଆକ୍ରାନ୍ତ…
Read More...

ଥୁଆମୂଳ ରାମପୁର ବ୍ଲକରେ ଥମୁନି ଅଜଣା ଝାଡାବାନ୍ତି ରୋଗ, ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

କଲମପୁର: କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଗତ କିଛି ମାସ କିଛି ଦିନ ହେବ ଅଜଣା ଝାଡାବାନ୍ତି ରୋଗ ଲାଗିରହିଛି। ଇତି ମଧ୍ୟରେ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି। ବ୍ଲକର…
Read More...

ଭାରତ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣା, ୨ ଗିରଫ

ଘଣ୍ଟାପଡା: ଲୁଟ ଘଟଣାରେ ଜଡ଼ିତ ୨ଜଣକୁ କଣ୍ଟାମାଳ ପୁଲିସ ଗିରଫ କରିବା ସହ ମୋବାଇଲ ଓ ବାଇକ ଜବତ କରିଛି । ସୂଚନା ପ୍ରକାରେ କଣ୍ଟାମାଳ ସ୍ଥିତ ଭାରତ ଫାଇନାନ୍ସ କମ୍ପାନୀର ଫିଲ୍ଡ ଅଫିସର ହିତାଂଶୁଡାଙ୍ଗ ଓ ସହଯୋଗୀ…
Read More...

ପ୍ରବାସୀ ଓଡ଼ିଆ ପାଳିଲେ ୫ମ ବାର୍ଷିକ ଉତ୍ସବ, ସାମିଲ ହୋଇଥିଲେ କନ୍ଧମାଳର ଏକାଧିକ ପରିବାର

ଫୁଲବାଣୀ:ସାଉଦିଆରବର ଦମାମ ସହରରେ ପ୍ରବାସୀ ଓଡ଼ିଆଙ୍କ ସମିତି କଳିଙ୍ଗନ କେ.ଏସ.ଏ ତରଫରୁ ଅତି ଧୁମଧାମରେ ପାଳନ କରାଯାଇଛି କଳିଙ୍ଗନର ୫ମ ବାର୍ଷିକ ଉତ୍ସବ। ୩୫୦ ରୁ ଉର୍ଦ୍ଧ୍ବ ପରିବାରବର୍ଗ ସାଉଦି ଆରବର ବିଭିନ୍ନ…
Read More...

ଏନକାଉଣ୍ଟରରେ ମହିଳା ମାଓବାଦୀ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ସିନ୍ଧି ଜଙ୍ଗଲରେ ଡିଭିଏଫ, ଏସଓଜି ଏବଂ ଓଡ଼ିଶା ପୁଲିସର ମିଳିତ କମ୍ବିଂ ଅପରେସନ ଜାରି ରହିଛି। କମ୍ବିଂ ଅପରେସନ ନେଇ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ…
Read More...

ପଣ୍ଡିତ ଦାଶରଥି ମିଶ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉତ୍ସବ

ବେଗୁନିଆ: ବେଗୁନିଆ ବ୍ଲକ ସିକୋ ଗ୍ରାମରେ ଥିବା ପଣ୍ଡିତ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପଣ୍ଡିତ ଦାଶରଥି ମିଶ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିମୂର୍ତ୍ତିକୁ…
Read More...

ସ୍ୱାଧୀନତା ସଂଗ୍ରାମ, ଭୂଦାନ ଆନ୍ଦୋଳନ ଏବଂ ‘ସଂପୂର୍ଣ୍ଣ କ୍ରାନ୍ତି’ର ଅନ୍ୟତମ ନାୟକ ଭାବରେ ଅତୁଳନୀୟ ଅବଦାନ…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶହୀଦ ବାଜିରାଉତ ଓ ଲୋକନାୟକ ଜୟପ୍ରକାଶଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମରେ ଶହୀଦ ବାଜିରାଉତଙ୍କ ତ୍ୟାଗ…
Read More...

ଝାରସୁଗୁଡ଼ା ଠାରେ ନିର୍ମାଣଧିନ ହାର୍ଟ ହସ୍ପିଟାଲ ଆରମ୍ଭ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଝାରସୁଗୁଡ଼ା ଠାରେ ନିର୍ମିତ କାର୍ଡ଼ିଆକ କେୟାର ହସ୍ପିଟାଲକୁ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳନା କରିବା ପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦେଶର ପ୍ରତିଷ୍ଠିତ କର୍ପୋରେଟ…
Read More...

ସ୍ତନ କର୍କଟ ନିଦାନ ପାଇଁ ସଚେତନତା ଓ ସାବଧାନତା ଲୋଡ଼ା

ଭୁବନେଶ୍ୱର : ସମସ୍ତ କର୍କଟ ରୋଗ ଅପେକ୍ଷା ସ୍ତନ କର୍କଟ ଅତି ସାଧାରଣ ଅଟେ କିନ୍ତୁ ସ୍ତନ କର୍କଟ ଜନିତ ରୋଗଦ୍ୱାରା ହେଉଥିବା ମହିଳାମାନଙ୍କର ମୃତ୍ୟୁ ହିଁ ପ୍ରମୁଖ ଚିନ୍ତାର କାରଣ ଅଟେ। କେବଳ ଭାରତରେ ନୁହେଁ ସମଗ୍ର…
Read More...

ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆଦର୍ଶର ପ୍ରବକ୍ତା, ‘ସଂପୂର୍ଣ୍ଣ କ୍ରାନ୍ତି’ ଭାବଧାରାର ପ୍ରବର୍ତ୍ତକ ତଥା ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାର ବଦ୍ଧ ଜନନେତା ସ୍ୱର୍ଗତ ଲୋକନାୟକ ଜୟପ୍ରକାଶ…
Read More...

୫୨ କିଲୋ ଗଂଜେଇ ଜବତ

ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ଚଢାଉ କରାଯାଇ ୫୨ କିଲୋ ଚଂଜେଇ ଜବତ କରାଯାଇଥିବାବେଳେ ପୁଲିସକୁ ଦେଖି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ବୌଦ୍ଧ ଥାନା ଅନ୍ତର୍ଗତ ଗୌଡଧୂରମାଲ ଗ୍ରାମ ନିକଟରେ ଗଂଜେଇ…
Read More...

ବୌଦ୍ଧରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି

ବୌଦ୍ଧ: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆଜି ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ…
Read More...

ଓଡିଶାରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ମିଲେଟର ପୁନର୍ଜୀବନ ହୋଇପାରିବ

ଭୁବନେଶ୍ୱର: ପୁଷ୍ଟିକର ସମୃଦ୍ଧ ମିଲେଟ ବା ମାଣ୍ଡିଆର ଉତ୍ପାଦନ ବୃଦ୍ଧି ପାଇଁ ଜର୍ମାନୀର ଗୋଥେ ବିଶ୍ୱବିଦ୍ୟାଳୟ ଉତ୍କଳ ସହିତ ହାତ ମିଳାଇବ। ସର୍ବନିମ୍ନ ଜଳ ବ୍ୟବହାର, ନିମ୍ନ ଅଙ୍ଗାରକାମ୍ଳ ଏବଂ ମରୁଡ଼ି ପରିସ୍ଥିତିରେ…
Read More...

ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ବିଧାୟକ, ଚିକିତ୍ସା ପାଇଁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ଦେବଗଡ: ସଡକ ଦୁର୍ଘଟଣାରେ ଆହତ ବାପ-ପୁଅଙ୍କୁ ଉଦ୍ଧାର ପରେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ନିଜ ଗାଡିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଓ ମାନବିକତାର ପରିଚୟ ଦେଇଛନ୍ତି।…
Read More...

‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୨ ହଜାର ସ୍କୁଲରେ ବଣ୍ଟନ କରାଯିବ ୪୩ ହଜାର ଫୁଟବଲ୍

ଭୁବନେଶ୍ବର: ରାଜ୍ୟରେ ଫୁଟବଲ ଖେଳର ବିକାଶ ଓ ପ୍ରସାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୁଟବଲ ଫର ଅଲ୍’ ତଥା ‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି ଆଗ୍ରହୀ…
Read More...

ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ଦାବିରେ ଥାନା ଘେରାଉ

ରେଙ୍ଗାଲିକ୍ୟାମ୍ପ:ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଲାସ୍ତଲା ଗ୍ରାମର ଜୟନ୍ତ ବାଗ ନାମକ ଜନୈକ ବ୍ୟକ୍ତି ରାତିରେ ଶୌଚ କରିବାକୁ ଯାଇଥିବା ସମୟରେ ସେ ମାଛ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କୁ…
Read More...

ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା’ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି। ଏହି ଅବସରରେ…
Read More...

ୱାର୍ଲ୍ଡ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ଆଇଟିଇଇଏସ୍‌, ସିଙ୍ଗାପୁର ଶୈଳୀରେ ପରିଚାଳିତ

ଭୁବନେଶ୍ୱର: ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-‘ଟି’ ସଚିବ  ଭି. କେ. ପାଣ୍ଡିଆନ କହିଛନ୍ତି।…
Read More...

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ଜଣ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ବେନ୍‌ ବର୍ନାଙ୍କେ, ଡଗଲାସ୍‌ ଡାଇମଣ୍ଡ, ଫିଲିପ୍‌ ଡିବଭିଗ୍‌…
Read More...

ଇରାନୀୟ ବିମାନରେ ବୋମା, ଅବତରଣ ପାଇଁ ଅନୁମତି ଦେଲାନି ଭାରତୀୟ ବାୟୁସେନା

ଜୟପୁର: ଇରାନର ଏକ ପାସେଞ୍ଜର ଜେଟ ବିମାନରେ ବୋମା ଥିବା ସୂଚନା ମିଳିଛି। ଭାରତୀୟ ବାୟୁସୀମା ଭିତରେ ବୋମା ଥିବା ଇରାନୀୟ ବିମାନ ନୂଆଦିଲ୍ଲୀ ଆଡ଼କୁ ଆସିବାବେଳେ ପିଛା କଲା ଭାରତୀୟ ବାୟୁସେନା। ଭାରତୀୟ ଏୟାରସ୍ପେଶରେ…
Read More...

ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟ୍ବେଣ୍ଟି୨୦, ମ୍ୟାଚ୍‌ ମଝିରେ ପଡ଼ିଆରେ ସାପ

ଗୁଆହାଟୀ: ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ବେଳେ ପଡ଼ିଆରେ ଏକ ସାପ ଦେଖିବାକୁ ମିଳିଥିଲା। ଭାରତ ଇନିଂସର ୮ମ ଓଭରରେ ପଡ଼ିଆରେ ସାପ ଦେଖାଯିବା ମାତ୍ରେ ଖେଳାଳିମାନେ ବହୁତ ଡରି ଯାଇଥିଲେ। ସେମାନେ…
Read More...

ଷାଠିଏ ବର୍ଷରେ ପହଞ୍ଚିଲା ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା, ମନ ମୋହୁଛି ଆକର୍ଷଣୀୟ ମେଢ ଓ ମଣ୍ଡପ

ଲାଞ୍ଜିଗଡ: ଷାଠିଏ ବର୍ଷ ତଳେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା। ଆଜି ଏକ ଗୌରବମୟ ଅତୀତକୁ ମନେ ପକାଇବା ସହିତ ନୂତନ ପ୍ରକାର ସାଜସଜ୍ଜାରେ ସଜେଇ ହୋଇଛି ମେଢ ଓ ମଣ୍ଡପ। ଆକର୍ଷଣୀୟ ତୋରଣ ସହିତ ମାଆଙ୍କ ଚତୁର୍ଦ୍ଧା…
Read More...

କନ୍ଧମାଳରେ ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତୀ: ସର୍ବଧର୍ମ ପ୍ରାର୍ଥନା ଓ ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ ଗାନ

ଫୁଲବାଣୀ: କନ୍ଧମାଳ ଜିଲା ପ୍ରଶାସନ ଏବଂ ଫୁଲବାଣୀ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଜିଲା ସଦର ମହକୁମା ଫୁଲବାଣୀଠାରେ ଜିଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। କନ୍ଧମାଳ…
Read More...

ଏସବିଆଇ ଏଟିଏମ ଲୁଟ, ପୁଲିସ ତଦନ୍ତ ଜାରି

ଢେଙ୍କାନାଳ: ଗଁଦିଆ ଥାନା ବରପଦା ଛକରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍‌ରୁ ଲୁଟ ହୋଇଥିବା ସୂଚନା ମିଳିଛି। ପଛ କାନ୍ଥ ଭାଙ୍ଗି ଏସବିଆଇ ଏଟିଏମ୍‌ରୁ ଲୁଟ ହୋଇଥିବା ସନ୍ଦେହ କରାଯାଉଛି। ଏସବିଆଇ ଏଟିଏମ୍‌ରୁ…
Read More...

ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ରକ୍ତ ରଞ୍ଜିତ ହେଲା ଭବାନୀପାଟଣା ସହର

ଭବାନୀପାଟଣା: କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ହଜାର ହଜାର ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହେଲା…
Read More...

ପୂଜା ମଣ୍ଡପରେ ଅଗ୍ନିକାଣ୍ଡ: ୩ ମୃତ, ୬୪ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଭଦୋହିସ୍ଥିତ ଏକ ପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟିବାରୁ ଅଘଟଣ। ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟି ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୪ ଆହତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ…
Read More...

ପାର୍ବଣର ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଉଥିଲାବେଳେ ହଠାତ ଟଳିପଡ଼ିଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର, ମୃତ ଘୋଷଣା…

ଜୟପୁର: ପାର୍ବଣର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର ପାର୍ବଣର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇଲାବେଳେ…
Read More...

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହଙ୍କ ପରଲୋକ

ଭୁବନେଶ୍ବର: ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ଗତକାଲି…
Read More...

ଧରାବତରଣ କଲେ ଜଗତଜନନୀ ମା’ ଦୁର୍ଗା: ଆଜି ପବିତ୍ର ‘ମହାଷ୍ଟମୀ’, ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର : ଓଙ୍କାରର ପ୍ରଣବ ଧ୍ୱନିରେ ମୁଖରିତ ସହରଠୁ ପୂରପଲ୍ଲୀ। ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ଆବାହନୀ ସଂଗୀତରେ ସମଗ୍ର ପରିବେଶ ଉତ୍ସବମୁଖର। ଜଡ଼କୁ ଚେତନାରେ ପରିବର୍ତ୍ତିତ କରିବାର ଆହ୍ଲାଦିନ ଶକ୍ତିର…
Read More...

ଗ୍ରାମ ସମୃଦ୍ଧି ଓ ସ୍ବଚ୍ଛତା ପକ୍ଷ ପାଳନ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ପକ୍ଷରୁ ଗ୍ରାମସଭା, ଗ୍ରାମ ସମୃଦ୍ଧି, ସ୍ବଚ୍ଛତା ପକ୍ଷ ଓ ଗାନ୍ଧୀ ଜୟନ୍ତୀ ବଲସକୁମ୍ପା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ…
Read More...

୨୧ତମ ଭଟ୍ଟାରିକା ମହୋତ୍ସବ: ଉତ୍କଳ କଳା,ସଂସ୍କତି ଓ ଭାଇଚାରାର ନିଦର୍ଶନ ପାରମ୍ପରିକ ଶାରଦୀୟ ପୂଜା

ବଡ଼ମ୍ବା: ଆନନ୍ଦମୟ ଦେବୀଙ୍କ ଦଶହରା ପର୍ବରେ ସମଗ୍ର ଦେଶ ଉତ୍ସବମୁଖର। ଏହି ପାରମ୍ପରିକ ଶାରଦୀୟ ପୂଜାରେ ଉତ୍କଳର କଳା,ସଂସ୍କୃତି ଏବଂ ବିଶେଷକରି ସାମାଜିକ ଚଳଣିରେ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥାଏ। ୨୧ତମ…
Read More...

ଅହିଂସାର ପୂଜାରୀ ଗାନ୍ଧିଜୀ ଏବଂ ଶାନ୍ତିଦୂତ ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳିତ

ବଡ଼ମ୍ବା: ଅହିଂସାର ପୂଜାରୀ ତଥା ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।…
Read More...

ସଖୀର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ:କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥାପିତ ୱାନ ଷ୍ଟପ୍ ସେଣ୍ଟର(ସଖୀ)ର ୪ର୍ଥ ପ୍ରତିଷ୍ଠା ଦିବସ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ…
Read More...

ମୋବାଇଲ ଫୋନ ଚୋରୀ ଅଭିଯୋଗରେ ୫ ଗିରଫ

ରେଙ୍ଗାଲିକ୍ୟାମ୍ପ: ଶାରଦୀୟ ନବରାତ୍ର ଦୁର୍ଗାପୂଜାରେ ସ୍ଥାନୀୟ ଅଞ୍ଚଳ ଚଳଚଞ୍ଚଳ ହୋଇଥିବାବେଳେ ଏହାର ସୁଯୋଗ ନେଇ କିଛି ଚୋର ମୋବାଇଲ ଫୋନ ଓ ବାଇକ ଚୋରୀ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗକୁ ଆଧାର କରି ଆଜି…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ବ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିବାବେଳେ ଶ୍ରେୟସ ଆୟର ଉପଅଧିନାୟକ ଭାବେ ମନୋନୀତ ହୋଇଛନ୍ତି। ୧୬ଜଣିଆ ଦଳରେ…
Read More...