ବନ୍ୟାରେ ଧୋଇହେଲା ବିଜୁସେତୁ ଆପ୍ରୋଚ ରାସ୍ତା
ହରଭଙ୍ଗା: ମହାନଦୀ ବନ୍ୟାରେ ଜଗନ୍ନାଥ ସଡକ ଉପରେ ନୂତନଭାବେ ନିର୍ମାଣ ହୋଇଥିବା କୁଶାସିଙ୍ଗା ବିଜୁସେତୁର ହରଭଙ୍ଗା ପାର୍ଶ୍ବ ଆପ୍ରୋଚ ରାସ୍ତା ଧୋଇହୋଇଯାଇଥିବା ଜଣାପଡିଛି।ଫଳରେ ଏହି ସେତୁ ଉପରେ ନିର୍ଭର କରୁଥିବା ହରଭଙ୍ଗା,କୁଶାସିଙ୍ଗା,କୁଶଙ୍ଗ,ଭଗାମୁଣ୍ଡା,ଅଯୋଧ୍ୟା ଭଳି ୧୦ରୁ ଅଧିକ ଗାଁର ହଜାର ହଜାର ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି। ତୁରନ୍ତ ସେତୁର ଆପ୍ରୋଚ ରାସ୍ତା ମରାମତି ପାଇଁ ସାଧାରଣରେ ଦାବୀ ହେଉଛି।
Comments are closed.