ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ସବୁ ଶିକ୍ଷାନୁଷ୍ଠାନ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ମୌ: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ଉତ୍ତର ପ୍ରଦେଶ ସରକାର ଛୁଟି ଘୋଷଣା କରିଛନ୍ତି। ଜାନୁଆରୀ ୨୨ରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ଉତ୍ତର ପ୍ରଦେଶ ସରକାର ଘୋଷଣା କରିିଥିବା ଜଣାପଡ଼ିଛି।…
Read More...

ଧରାପଡ଼ିଲା ଲେଡି ୪୨୦

ଭୁବନେଶ୍ବର: ଏକାଧିକ କ୍ୟାବ ଡ୍ରାଇଭରଙ୍କୁ ଠକିଥିବା ଯୁବତୀଙ୍କୁ ନୟାପଲ୍ଲୀ ପୁଲିସ ଗିରଫ କରିଛି। ଯୁବତୀ ଜଣକ କ୍ୟାବ ଗାଡ଼ି ବୁକ କରି ବୁଲୁଥିଲା, ବିଭିନ୍ନ ଆଳ ଦେଖାଇ ଖସି ଯାଉଥିଲା। ନୟାପଲ୍ଲୀ ଅଞ୍ଚଳରେ ଆଜି ସମ୍ପୃକ୍ତ…
Read More...

ମିଳିଲା ଡିଏନଏ ରିପୋର୍ଟ-ମୃତକ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ବର: ହାଇଟେକ ଟ୍ରାଜେଡିର ଆସିଲା ଡିଏନଏ ରିପୋର୍ଟ। ମୃତ ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ପାଇଲା ପୁଲିସ। ଡିଏନଏ ରିପୋର୍ଟରୁ ମୃତକ ଦିଲ୍ଲୀପ ସାମନ୍ତରାୟ ସ୍ପଷ୍ଟ ହୋଇଥିବା ପୁଲିସ ସୂଚନା ଦେଇଛି। ପରିଚୟ…
Read More...

ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରିବାରେ ଧୁରନ୍ଧର : ଧର୍ମେନ୍ଦ୍ର

ବାମରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓଡ଼ିଶାର ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଥିବା ବେଳେ ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ଚଞ୍ଚକତା କରିବାରେ ଧୂରନ୍ଧର ବୋଲି ସୋମବାର…
Read More...

ଡିଏଭି ଜାତୀୟ ସ୍ତରୀୟ ଫୂଟବଲ ପ୍ରତିଯୋଗିତା, ଲାଞ୍ଜିଗଡ ଡିଏଭି ରନର ଅପ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଫୂଟବଲ ପ୍ରତିଯୋଗୀ ମାନେ ଉତ୍ତରପ୍ରଦେଶର ମିରଟ ଡିଏଭି ସେଣ୍ଟ୍ରାଲ ପବ୍ଲିକ ସ୍କୁଲ ଠାରେ ଜାନୁଆରୀ ୭ ତାରିଖରୁ ୮ ତାରିଖ…
Read More...

ନଟରାଜ କଳା ପରିଷଦର ବାର୍ଷିକ ଉତ୍ସବ, କୁନି କୁନି  ପାଦର  ଝଙ୍କାରରେ ଝୁମିଲେ ଦର୍ଶକ…   

ରେଙ୍ଗାଲିକ୍ୟାମ୍ପ:  ଅତାବିରା  ନଟରାଜ କଳା ପରିଷଦର  ନବମ  ବାର୍ଷିକ ଉତ୍ସବ   ନଟରାଜ କଳା କ୍ଳବ୍ ସମ୍ମୁଖରେ ବସ୍ତି ଭିତରେ ପରିଷଦର ସଭାପତି ନିର୍ମଳ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି…
Read More...

ବ୍ରାହ୍ମୀ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଚିଲଡ୍ରେନ କେନ୍ଦୁଝର ପୁରସ୍କୃତ

କେନ୍ଦୁଝରଗଡ଼: ଆବାକସ ଓ ବୈଦିକ ଗଣିତ ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲାର ଅଗ୍ରଣୀ ଅନୁଷ୍ଠାନ ବ୍ରାହ୍ମୀ ଇନଷ୍ଟିଚ୍ୟୁଟ ଅଫ ଚିଲଡ୍ରେନ ଭୁବନେଶ୍ୱରସ୍ଥିତ ଆଶାନୀ ଆବାକଶ ସଂସ୍ଥା ସହିତ ଅନୁବନ୍ଧିତ ହୋଇ ଶିକ୍ଷାଦାନରେ ଏକ…
Read More...

ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଘରୋଇକରଣକୁ ତୀବ୍ର ବିରୋଧ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ…

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ କେନ୍ଦୁଝରକୁ ସରକାର ପିପିପି ମୋଡରେ ଘରୋଇକରଣ ନିମନ୍ତେ ଆରମ୍ଭ କରିଥିବା ଉଦ୍ୟମକୁ ବିରୋଧ କରି ଅନୁଷ୍ଠାନର ଶତାଧିକ…
Read More...

ପଦ୍ମପୁରରେ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ପିପିଲି: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌‌ଘାଟନ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଐତିହାସିକ କାର୍ୟ୍ୟକ୍ରମରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କୁ ଅଂଶୀଦାର…
Read More...

ଡମ୍ବରୁଧର ସ୍ମାରକୀ ଫୁଟବଲ ପ୍ରତିଯୋଗିତା, ଲୋକାଲ ଲିଜେଣ୍ଡ କ୍ଲବ ଚମ୍ପିଆନ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଚଉଠିଆ ପଚାୟତର ମଧୁପୁର ଖେଳ ପଡିଆ ଠାରେ ୯ମ ବାର୍ଷିକୀ ଡମ୍ବରୁଧର ସ୍ମାରକୀ ଫୁଟବଲ ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତାରେ ଜିଲାର ୮ଟି…
Read More...

ଛପର ଭାଙ୍ଗି ଧାନ ଖାଇଗଲା ହାତୀ

ନୀଳଗିରି: ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତିକୁ ପଶି ଆସିଥିବା ଏକ ହାତୀ ନୀଳଗିରିର ବାଉଁଶବଣିଆ ପଞ୍ଚାୟତ ଅଧୀନ ହାଟସାହି ଗାଁରେ ଉପଦ୍ରବ ଘଟାଇଛି । ଗାଁର କରୁଣାକର ପଣ୍ଡିତ ଓ ମହେନ୍ଦ୍ର ପଣ୍ଡିତଙ୍କ ଘରେ ଗଛିତ ଥିବା…
Read More...

ଗଛକୁ ପିଟିଲା ବାଇକ, ଯୁବକ ଗୁରୁତର

ନୀଳଗିରି: ବରହମପୁର-ଅଯୋଧ୍ୟା ରାସ୍ତାର ନକୁଳକର ହାଟ ନିକଟରେ ଥିବା ଏକ ବାଙ୍କ ରାସ୍ତାରେ ବାଇକଟି ଗଛକୁ ପିଟିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି । ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ କୁଞ୍ଚିବଣିଆ ଗାଁର ଦିଲୀପ…
Read More...

ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀ ସ୍ଥିତି ସମୀକ୍ଷା କର୍ମଶାଳା

ଭୁବନେଶ୍ୱର:ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଏକ ସ୍ଥିତି ସମୀକ୍ଷା କର୍ମଶାଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ…
Read More...

ୟୁନିଭର୍ସିଟି ହାଇସ୍କୁଲର ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ‘ୟୁନିଭର୍ସିଟି ହାଇସ୍କୁଲ’ ପାଳନ କରିଛି ୫୫ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା। ତିନିଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏହି କ୍ରୀଡ଼ା…
Read More...

ଘାଟିରେ ଓଲଟିଲା ପିକଅପ ଭ୍ୟାନ, ୨୧ ଛାତ୍ର ଆହତ

ମୋହନା: ମୋହନାର ଚମ୍ପା ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓଲଟି ପଡ଼ିଛି ଏବଂ ଏଥିରେ ଥିବା ୨୧ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଛେଳିଗଡ଼ ହାଇସ୍କୁଲର ଛାତ୍ରମାନେ କ୍ରୀଡ଼ା ଉତ୍ସବରେ ଯୋଗଦେଇ ଫେରିଲାବେଳେ…
Read More...

ଅତ୍ୟାଧୁନିକ ଜ୍ଞାନକୌଶଳରେ ଆନ୍ଥରାକ୍ସ ଓଇଏନଟିଭି ଟିକାର ଉତ୍ପାଦନ ନେଇ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର:  ଓଡ଼ିଶା ସରକାରଙ୍କ ୫-‘ଟି’ ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓଇଏନଟିଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜିଏମପି (ଗୁଡ଼୍‌ ମ୍ୟାନୁଫାକ୍‌ଚରିଂ ପ୍ରାକଫିସେସ୍‌) ଲାବୋରେଟୋରୀ ପ୍ରତିଷ୍ଠା…
Read More...

ବିଦ୍ୟାଳୟ ସ୍ତରରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’ ଅବସରରେ ସାହିତ୍ୟ ଓ ସୃଜନଶୀଳତାର କାର୍ଯ୍ୟକ୍ରମ:‘ମୋ କଥା ମୋ…

ସାମିଲ ହେବେ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ 'ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ' ଅବସରରେ ଛାତ୍ରଛାତ୍ରୀମାନେ ଲେଖିବେ 'ମୋ କଥା ମୋ କାହାଣୀ' ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାର ବିକାଶ କରିବା…
Read More...

 ସାରଦା ମା’ଙ୍କ ୧୭୧ ତମ ଜନ୍ମ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି ସ୍ଥିତ  ଶ୍ରୀ ବିବେକାନନ୍ଦ କୁଟୀରରେ  ଅତାବିରା ବିବେକାନନ୍ଦ ଯୁବ ମହାମଣ୍ଡଳର ଆନୁକୁଲ୍ୟରେ ଅତାବିରା  ନାରୀ ସଂଗଠନର  ସଂଯୋଜିକା ଅନସୂୟା ଦେବତାଙ୍କ ସଂଯୋଜନା…
Read More...

ଲାଞ୍ଜିଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠାନିକ ସମ୍ମିଳନୀ

ଲାଞ୍ଜିଗଡ଼:ଲାଞ୍ଜିଗଡ଼ ବ୍ଳକ୍ କଦମଗୁଡା ପଞ୍ଚାୟତସ୍ଥିତ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠାନିକ ସମ୍ମିଳନୀ ଓ ୭୯ ତମ ସଂଘ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।ଏହି ସଂଘ ରାଜ୍ୟର…
Read More...

ବିଡିଓଙ୍କ ଦ୍ୱାରା ଉଦଘାଟିତ ହେଲା ବିଏସକେୱାଇ ନବୀନ କାର୍ଡ 

କଲମପୁର : ସୋମବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ବିଏସକେୱାଇ ନବୀନକାର୍ଡ ପ୍ରଚାର ପ୍ରସାର ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ…
Read More...

କେନ୍ଦ୍ର ସରକାରଙ୍କ ନୂତନ ପେନସନ ଲାଗୁ, ରେଲୱେ ଶ୍ରମିକ ଯୁନିୟନର ବିରୋଧ

କଣ୍ଟାବାଞ୍ଜି : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ କଣ୍ଟାବାଞ୍ଜି ଏଡିଇଏନ ଅଫିସ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ନୂତନ ପେନସନକୁ ବିରୋଧ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ବିକ୍ଷୋଭ ପ୍ରଦର୍ଶନ…
Read More...

ମାଟିରେ ମିଶିବ ଭୁଏମୁଣ୍ଡା କଟା, ପାଳଟିଛି ଅରମା ଜଙ୍ଗଲ

ରେଙ୍ଗାଲି: ସରକାର ପାରମ୍ପାରିକ ଜଳସ୍ତର ପୁନଃରୁଦ୍ଧାର ,ଜଳ ସମ୍ପଦ ର ବିକାଶ ଏବଂ ଜମିକୁ ଜଳ ଯୋଗାଣ ପାଇଁ ଅଜତ୍ସ ଯୋଜନା କାର୍ଯ୍ୟକାରି କରୁଛନ୍ତି। ପାରମ୍ପାରିକ ଜଳ ଉତ୍ସ ଗୁଡିକର ପୁନଃରୁଦ୍ଧାର ପାଇଁ ଅଗ୍ରାଧିକାର…
Read More...

ବଡ଼ମ୍ବାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ମା ଭଟ୍ଟାରିକାଙ୍କ ଦର୍ଶନ ପରେ ପୀଠର ଉନ୍ନତି ପାଇଁ ୩୦ଲକ୍ଷ ଟଙ୍କା…

ବଡ଼ମ୍ବା: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ବଡ଼ମ୍ବା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଗସ୍ତରେ ଆସିଥିଲେ। ଅପରାହ୍ନରେ ବଡ଼ମ୍ବାରେ ପହଞ୍ଚିବାରେ ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ…
Read More...

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ଶତାଧିକ ନେତା 

ଭୁବନେଶ୍ୱର: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଧାମରାଇ ମଣ୍ଡଳ ଅନ୍ତର୍ଗତ ଧାମରା, ଜାଗୁଳା, କରଞ୍ଜମାଳ ପଂଚାୟତରୁ ଶତାଧିକ ନେତା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେଡି ଦଳ…
Read More...

ଆର୍ଥିକ ସ୍ୱାକ୍ଷରତା ଓ ସଚେତନତା ସୃଷ୍ଟି ପାଇଁ ‘ୱାକାଥନ୍’

ଫୁଲବାଣୀ :ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଆର୍ଥିକ ସ୍ୱାକ୍ଷରତା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ପକ୍ଷରୁ କନ୍ଧମାଳ ସମେତ ପ୍ରତ୍ୟେକ ଜିଲ୍ଲାରେ ୱାକାଥନ୍ ଆୟୋଜନ କରାଯାଉଛି।…
Read More...

ଆଠଗଡ ସାହିତ୍ୟ ସମାଜର ନବବର୍ଷ କବିତା ଆସର

ଆଠଗଡ : ଆଠଗଡ ସାହିତ୍ୟ ସମାଜ ଆନୁକୂଲ୍ୟରେ ନବବର୍ଷ କବିତା ଆସର ରବିବାର ମହାବୀର ପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ…
Read More...

ପର୍ଯ୍ୟଟନ କ୍ଷେତ୍ର ସାମର୍ଥ୍ୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୁବନେଶ୍ୱର : ରେଟ୍ରୋଡର ଏହାର ନୂତନ କାର୍ଯ୍ୟାଳୟ ଏସପ୍ଲାନେଡ ମଲରେ ଉଦଘାଟିତ କରିଛି। ଏହି କାର୍ଯ୍ୟକ୍ରମରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି, ଷ୍ଟାର୍ଟଅପ୍ ଓଡିଶା କାର୍ଯ୍ୟନିର୍ବାହୀ…
Read More...

ଆନ୍ଦୋଳନ ସତ୍ତ୍ବେ ଚାଲିବ ବସ ଓ ଟ୍ରକ, ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପ୍ରଶାସନକୁ ଅନୁରୋଧ

ଭୁବନେଶ୍ବର: ରାଜ୍ୟ ପରିବହନ ଶ୍ରମିକ ମହାସଂଘର ଆନ୍ଦୋଳନ ସତ୍ତ୍ବେ ଆସନ୍ତାକାଲି ବସ ଓ ଟ୍ରକ ଚାଲିବ। ଘରୋଇ ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ମିଳିତ ଭାବେ ରାଜ୍ୟ ପରିବହନ ଶ୍ରମିକ ମହାସଂଘର ଆନ୍ଦୋଳନ…
Read More...

ଦୁର୍ଗମ ଅଞ୍ଚଳର ଦିଦାଇ ଜନଜାତିଙ୍କୁ ସମାଜ ରିଲିଫ କମିଟି ପକ୍ଷରୁ କମ୍ବଳ ବଣ୍ଟନ

ମାଲକାନଗିରି: ମାଲକାନଗିରି ଜିଲାଳର ଦୁର୍ଗମ ତଥା ପାହାଡ ଓ ଅପହଞ୍ଚ ଇଲାକରେ ବାସ କରୁଥିବା କୋରୁକୋଣ୍ଡା ବିଏଲକେ ନାକମାମୁଡି ପଞ୍ଚାୟତର ବାୟପଡା ଓରିଙ୍ଗିରେ ଆଜି ସମାଜ ରିଲିଫ କମିଟି ଅଲୋକ ସେବକ ମଣ୍ଡଲ ପକ୍ଷରୁ କମ୍ବଳ…
Read More...

କେନ୍ଦୁଗଣ୍ଡି ବୁଝେଇ ଗାଡ଼ି ଜବତ ଜଣେ ଗିରଫ

ଦେଓଗାଁ : ଦେଓଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଡ଼ଭେଳା-ତୁଷୁରା ରାସ୍ତା ତେଲ ନଦୀ ବ୍ରିଜ ଉପରେ ଦେଓଗାଁ ବନ ବିଭାଗ ଚଢ଼ାଉ କରି ଏକ କେନ୍ଦୁ ଗଣ୍ଡି ବୁଝେଇ ଗାଡିକୁ ଜବତ ସହ ଜଣ ବ୍ୟକ୍ତିକୁ ଗିରଫ ପରେ କୋର୍ଟ ଚାଲାଣ…
Read More...

ବିଲୁପ୍ତପ୍ରାୟ ହେବାକୁ ବସିଲାଣି ଘରଚଟିଆ ବଂଶ, ଆଉ ଶୁଭୁନି କିଚିରି ମିଚିରି ଶବ୍ଦ

ଫୁଲବାଣୀ: କିଛି ବର୍ଷ ପୂର୍ବେ ଘର ଅଗଣାରେ ଧାନ ଓ ମାଣ୍ଡିଆ ଭଳି ଶସ୍ୟ ସବୁ ଶୁଖାଇଲେ ଜଣେ ଲୋକ ବାଡ଼ି ଟିଏ ଧରି ଜଗିବାକୁ ପଡୁଥିଲା । କାଳେ ଘରଚଟିଆମାନେ ଆସି  ଶୁଖେଇ ଥିବା ଶସ୍ୟକୁ ଖାଇଯିବେ । କିନ୍ତୁ ଏବେବି ବିଲୁପ୍ତ…
Read More...

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଷ୍ଟଲ : ପ୍ରଚାରିତ ହେଉଛି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରଦର୍ଶନୀ 'ଶିଶିର ସରସ-୨୦୨୪' ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି। ଏଥିରେ…
Read More...

ଆଦିମ ଜନ ଜାତିର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ଓପିଲିପି ଡିକେଡିଏ ପାର୍ଶାଲିର…

କଲ୍ୟାଣସିଂହପୁର : ଆଜିର ଦିନରେ ଚନ୍ଦ୍ରଜାନ -୩ ଚନ୍ଦ୍ରରେ ଅବତରଣ କଲା ବେଳକୁ ରାୟଗଡା ଜିଲାର  କଲ୍ୟାଣସିଂପୁର ଅନ୍ତର୍ଗତ  ପାର୍ଶାଲି ଓ ସୁନାଖଣ୍ଡି ପଞ୍ଚାୟତର  ଜଙ୍ଗଲିଆ ପଥୁରିଆ ପାହାଡ ଘେରା ପ୍ରକୃତିର କୋଳରେ ବସବାସ…
Read More...

କାଲିଠାରୁ ଶ୍ରମିକ ମହାସଂଘର ଆନ୍ଦୋଳନ; ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ ପାଇଁ ଚେତାବନୀ

ଭୁବନେଶ୍ବର:  ଆସନ୍ତାକାଲିଠୁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ପରିବହନ ଶ୍ରମିକ ସଂଘ। ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ପରିବହନ ଶ୍ରମିକ ସଂଘ। ଆସନ୍ତାକାଲି ତେଲ ଡିପୋରୁ…
Read More...

ମିନି ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ମୃତ

ମାଲକାନଗିରି: ମିନି ଟ୍ରକ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏମଭି ୧୨୬ ନିକଟରେ ବାଇକକୁ ଧକ୍କା ଦେଇଥିଲା ମିନି ଟ୍ରକ। ଫଳରେ ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ…
Read More...

ଚିଲିକା ଭିତରେ ଫସିଲେ କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀ, ଉଦ୍ଧାର ପାଇଁ ଗଲା ସିଡିଏର ଦୁଇଟି ଡଙ୍ଗା ଓ ଅଗ୍ନିଶମ ବାହିନୀ

ପୁରୀ: ଚିଲିକା ଭିତରେ ଫସିଲେ କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀ, ଚିଲିକା ନଳୀରେ ଫସିଗଲା ଡଙ୍ଗା। ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀଙ୍କ ସମେତ ୧୦ ବରିଷ୍ଠ ଅଧିକାରୀ ଚିଲିକା ଭିତରେ…
Read More...

ହୀରାକୁଦରେ ହେବ ପକ୍ଷୀଗଣନା, ୩୨ଟି ଟିମ କରିବେ ପକ୍ଷୀ ଗଣନା 

ଭୁବନେଶ୍ବର:  ହୀରାକୁଦକୁ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଛନ୍ତି ତାହାର ଗଣନା କରାଯିବ। ଆସନ୍ତାକାଲି ହୀରାକୁଦରେ  ପକ୍ଷୀଗଣନା ବୋଲି ସୂଚନା ଦିଆଯାଇଛି। ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯିବ।…
Read More...

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ ଲୋକାର୍ପିତ ହେବ ଅକ୍ଷର ଭୂମି

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ…
Read More...

ସାହି ଇଦ୍‌ଗା-କୃଷ୍ଣ ଜନ୍ମଭୂମି ବିବାଦ, ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଖାରଜ

ନୂଆଦିଲ୍ଲୀ: ସାହି ଇଦ୍‌ଗା-କୃଷ୍ଣ ଜନ୍ମଭୂମି ବିବାଦକୁ ନେଇ ଆଗତ ଏକ ଜନସ୍ବାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ମଥୁରାସ୍ଥିତ ସାହି ଇଦ୍‌ଗା-କୃଷ୍ଣ ଜନ୍ମଭୂମିର ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା…
Read More...

ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ସମେତ ୪ ମୃତ

ଲସ୍‌ ଏଞ୍ଜେଲ୍‌ସ: କ୍ୟାରିବିୟାନ୍‌ ଦ୍ବୀପପୁଞ୍ଜର ସେଣ୍ଟ୍‌ ଲୁସିଆ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ହଲିଉଡ୍ ଅଭିନେତା ଖ୍ରିଷ୍ଟିଆନ୍‌ ଅଲିଭରଙ୍କ ସମେତ ମୋଟ ଚାରିଜଣ ପ୍ରାଣ ହରାଇଛନ୍ତି। ଅଲିଭର ନିଜର…
Read More...

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା, ଆଖି ବୁଜିଲେ ଚିକିତ୍ସାଧୀନ ତୃତୀୟ ବ୍ୟକ୍ତି

ଭୁବନେଶ୍ବର : ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା ଭିନ୍ନ ରୂପ ନେଇଛି। ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ଡିଏନ୍‌ଏ ପରୀକ୍ଷା କରାଯିବା ପରେ ତୃତୀୟ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର କରାଯିବ ବୋଲି କମିସନରେଟ ପୁଲିସ ସ୍ପଷ୍ଟ…
Read More...

ଆସନ୍ତା ୮ରୁ ନିଟ ଓ ଜେଇଇ କୋଚିଂ

ଭୁବନେଶ୍ବର: କଲେଜରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ନିଟ ଓ ଜେଇଇ କୋଚିଂ ଦିଆଯିବ। ଆସନ୍ତା ୮ ତାରିଖରୁ ସବୁ କଲେଜରେ ନିଟ ଓ ଜେଇଇ ଅନଲାଇନ କୋଚିଂ ଦିଆଯିବ। ଅନଲାଇନ କୋଚିଂ ବ୍ୟବସ୍ଥା କରିବାକୁ ଡିଏଚଏସଇ ପକ୍ଷରୁ ନିର୍ଦେଶ…
Read More...

ସଭାରେ ସୀମିତ ସଡକ ସୁରକ୍ଷା,୧୯ବର୍ଷରେ ଗଡିଲାଣି ୫୩୮୬ମୁଣ୍ଡ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ସଡକଜନିତ ଦୁର୍ଘଟଣା ସାରା ରାଜ୍ୟରେ ଉଦ୍‍ବେଗର ବିଷୟ ପାଲଟିଛି। ଦୁର୍ଘଟଣାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବିିଭିନ୍ନ ସମୟରେ ସମୀକ୍ଷା ସହ…
Read More...

ବ୍ଳକ ସ୍ତରୀୟ ନୂଆ-ଓ କ୍ରୀଡ଼ା କାର୍ଯ୍ୟକ୍ରମ ଉଦଯାପିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନୂଆ-ଓ କ୍ରୀଡ଼ା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଏହି  ଉଦଯାପିତ ଉତ୍ସବରେ ବିଡ଼ିଓ  ରାଜୀବ…
Read More...

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

ଭୁବନେଶ୍ବର:  ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ…
Read More...

ଆଞ୍ଚଳିକ ସତ୍ୟ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଆଞ୍ଚଳିକ ସତ୍ୟ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ନୂଆ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି…
Read More...

ଟାଙ୍ଗିଆ ଚୋଟରେ ମାଆ ଗୁରୁତର, ପୁଅ ଥାନାରେ ଅଟକ

ପଦ୍ମପୁର:  ରାୟଗଡ଼ା ଜିଲା ପଦ୍ମପୁର ଥାନା ଆଖୁସିଙ୍ଗିରେ ଅଭାବନୀୟ ଘଟଣା। ପୁଅର ଟାଙ୍ଗିଆ ଚୋଟରେ ମାଆ ରମ୍ଭା ମିଶାଲ ଗୁରୁତର ହୋଇଛନ୍ତି। ଗୁରୁତର ମା’ଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି…
Read More...

ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ବର: ରାଜ୍ୟରେ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ଓଡ଼ିଶା ଚାଳକ ମହାସଂଘ ସ୍ଥଗିତ ରଖିଛି। ସରକାରଙ୍କ ଆହ୍ବାନ ପରେ ଆନ୍ଦୋଳନରୁ ଓହରିବାକୁ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଆହ୍ବାନ…
Read More...

ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ୱ ସମ୍ପନ୍ନ ପୁଞ୍ଜି ଲଗାଣ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର କଣ୍ଟାବାଡ଼ ସ୍ଥିତ ଆଇଆଇଏମଟି(ଇଣ୍ଟର ସାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ ଟେକ୍ନୋଲୋଜି) ଏବଂ ୟୁନସ୍କୋରମିଳିତ ସହଯୋଗ ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ୱ ସମ୍ପନ୍ନ ପୁଞ୍ଜି ଲଗାଣ ଉପରେ…
Read More...

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର

ଭୁବନେଶ୍ବର: ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ନାବାଳକୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଉଥିବାବେଳେ ମନ୍ତ୍ରୀଙ୍କ ଗାଡ଼ିକୁ ଲୋକେ ଗୋଡ଼ାଇଥିଲେ।…
Read More...

ହାଲୋ ଅର୍ବିଟରେ ଆଦିତ୍ୟ ଏଲ-୧, ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା

ନୂଆଦିଲ୍ଲୀ: ଭାରତର ମିଶନ ସୂର୍ଯ୍ୟକୁ ବିରାଟ ସଫଳତା। ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ୧୫ଲକ୍ଷ କିଲୋମିଟର ଅତିକ୍ରମ କରି ଆଦିତ୍ୟ ଏଲ-୧ ପହଞ୍ଚିଲା। ୧୫ଲକ୍ଷ କିଲୋମିଟର ଦୂର ହାଲୋ ଅର୍ବିଟରେ ପହଞ୍ଚିଛି। ଆଦିତ୍ୟ ଏଲ-୧ର ସଫଳତା…
Read More...

ଓଡ଼ିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ପଞ୍ଚଦଶତମ ଅଧିବେଶନ

ଭୁବନେଶ୍ୱର : ଓଡ଼ିଶା ସେବା ନିବୃତ କର୍ମ·ରୀ ଓ ଶିକ୍ଷକ ବିକାଶ ମଞ୍ଚର ପଞ୍ଚଦଶଦମ ଅଧିବେଶନ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସଂଗଠନର ମୁଖ୍ୟ ଉପଦେଷ୍ଟା ଦୁର୍ଗାଚରଣ ନାୟକ ଉଦ୍ଘାଟନ…
Read More...

ରାମଲାଲାଙ୍କ ମୂର୍ତ୍ତିର ରଙ୍ଗ କଳା, କଳାରଙ୍ଗରେ ଝଲସିବେ ଶ୍ରୀରାମ

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ସମ୍ପର୍କରେ ଆସିଲା ବଡ଼ ସୂଚନା। କଳାରଙ୍ଗରେ ଝଲସିବେ ଶ୍ରୀରାମ। ରାମ ଲାଲାଙ୍କ ପ୍ରତିମୂର୍ତ୍ତି ସମ୍ପର୍କରେ ସମ୍ପର୍କରେ ସୂଚନା ଦେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁଖ୍ୟ…
Read More...

କନ୍ଧମାଳ ଜିଲାର କୃତି ସାରା ଦେଶ ବାସିଙ୍କୁ ଆକୃଷ୍ଠ କରିଛି, ଦର୍ଶକଙ୍କୁ ମନମୁଗ୍ଧ କାଲା ମଧ୍ୟପ୍ରଦେଶର ବଧାଇ ନୃତ୍ୟ

ଫୁଲବାଣୀ :  କନ୍ଧମାଳ ଜିଲାର କଳା, ସଂସୃତି, ଐତିହ ଓ ପରମ୍ପରା ର ପ୍ରତିକ କନ୍ଧମାଳ ମୋହତ୍ସବ ଓ ପଲିଶ୍ରୀ ମେଳା-୨୦୨୪ କନ୍ଧମାଳ ଷ୍ଟାଟାଡିୟମରେ ବହୁ ଆଡମ୍ବର ସହକାରେ ତଥା ପବଳ ଜନସମାଗମ ଓ ଉତ୍ସାହ ଉଦ୍ଦୀପନାରେ…
Read More...

ଗୁଳି ଫୁଟାଇ ଅଳଙ୍କାର ଲୁଟି ନେଲେ ୪ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା: ପାଟଣା ଥାନା ଟାଙ୍ଗରପଡ଼ା ହୁଡ଼ି ସାହିରେ ଏକ ଗହଣା ମରାମତି ଦୋକାନୀଙ୍କ ଘର ସାମ୍ନାରେ ଶୁକ୍ରବାର ସନ୍ଧ୍ୟାରେ ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ସୁନା ଓ ରୂପା ଅଳଙ୍କାର ଲୁଟ ହେବା ଘଟଣାଟି ସ୍ଥାନୀୟ…
Read More...

କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ଆଇଇଡି ବିସ୍ଫୋରଣ, ୩ ଏସଓଜି ଜବାନ ଆହତ 

ଫୁଲବାଣୀ:  କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ପୁଣି ଏକ ଆଇଇଡି ବିଷ୍ଫୋରଣ ହୋଇଛି। ଏହି ବିଷ୍ଫୋରଣରେ ତିନି ଜଣ ଏସ ଓ ଜି ଜବାନ ଆହତ ହୋଇଥିବା ଜଣାପଡିଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳକୁ ଲାଗି ରହିଥିବା…
Read More...

ସତ୍ୟବାଦୀ ପୁଲିସର ଏନକାଉଣ୍ଟର, କାଳୁ ଭୋଳ ଆହତ 

ସାକ୍ଷୀଗୋପାଳ:  ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ବ୍ରିଜ ନିକଟରେ ସାଗର ସ୍ନାନ ମେଳଣ ପଡିଆରେ ସତ୍ୟବାଦୀ ପୁଲିସ ଏନକାଉଣ୍ଟରରେ ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁର କାଳୁ ଭୋଳ ଆହତ ହୋଇଛନ୍ତି।  ୧୦୮ଆମ୍ବୁଲାନ୍ସ…
Read More...

ଡ୍ରାଇଭର ମହା ସଙ୍ଘର ଡାକରାରେ ଡ୍ରାଇଭର ମାନଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ 

କଣ୍ଟାବାଞ୍ଜି : ହିଟ ଆଣ୍ଡ ରନ ଆଇନକୁ ବିରୋଧ କରି ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ଆଜି ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଶାଖା ଏବଂ ସ୍ଥାନୀୟ ଡ୍ରାଇଭର ୟୁନିୟନ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଡାକରା…
Read More...

ଟାମଣା ସଂରକ୍ଷିତ ଜଙ୍ଗଲରୁ ହରିଣ ସିଙ୍ଘ ସହ ଦେଶୀ ବନ୍ଧୁକ ଓ ଗୁଳି ଜବଥ, ୪ ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ପୁଲିସ ପକ୍ଷରୁ ଟାମାଣା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୪ ଅଭିଯୁକ୍ତ ସମେତ ହରିଣ ସିଙ୍ଘ, ଦେଶୀ ବନ୍ଧୁକ ସହ ଗୁଳି ଜବତ କରିଛି।ଗିରଫ ବ୍ୟକ୍ତିମାନେ ହେଲେ ସିଙ୍ଗାବାଡିର ଚିଆଁ ଓରଫ ପୂର୍ଣ୍ଣ…
Read More...

ଆମ ଓଡ଼ିଶା ଐତିହ୍ୟରେ ସମୃଦ୍ଧ: ଏହାର ସୁରକ୍ଷା ଓ ସଂରକ୍ଷଣ ଜରୁରୀ

ଭୁବନେଶ୍ବର: ଆମ ଓଡ଼ିଶା ଐତିହ୍ୟରେ ସମୃଦ୍ଧ। ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ସଂସ୍କୃତି ଓ ପରମ୍ପରା ସମାହାର ଓଡ଼ିଶା। ଓଡ଼ିଶା ସମୃଦ୍ଧ ସାଂସ୍କୃତି ଐତିହ୍ୟକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସାମୁହିକ…
Read More...

କନ୍ଧମାଳରେ ‘ଶିଶୁଙ୍କ ପାଇଁ ଦିନ ଟିଏ’

ଫୁଲବାଣୀ:ଜିଲାପାଳଙ୍କ ସଦଭାବନା ସଭାଗୃହ ଠାରେ “ଶିଶୁଙ୍କ ପାଇଁ ଦିନ ଟିଏ “ ବୈଠକ ଜିଲାର ଶିଶୁ ମାନଙ୍କ ସମସ୍ୟାର ତର୍ଜମା ଏବଂ ସମାଧାନ ନିମନ୍ତେ ହୋଇଥାଏ । ଏହି ବୈଠକରେ ଜିଲାପାଳ ଆଶିଷ ଇଶ୍ଵର ପାଟିଲ ମୁଖ୍ୟ ଅତିଥି…
Read More...

ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ପତ୍ର ବଣ୍ଟନ

ଫୁଲବାଣୀ:ଅଯୋଧ୍ୟାରୁ ଆସିଥିବା ଦକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଫୁଲବାଣୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗନ୍ନାଥ ମନ୍ଦିରରେ ଏହି ନିମନ୍ତ୍ରଣ ଦେବା ସହିତ ପରେ ପର ଦଧିବାବନ ମନ୍ଦିର ଓ ରାମ ମନ୍ଦିରରେ…
Read More...

ଖିଣ୍ଡାରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ  ‘ମହକ’

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଖିଣ୍ଡା ସ୍ଥିତ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲ ରେ ଆଜି ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ମହକ  ଆରମ୍ଭ ହୋଇ ଯାଇଛି। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କର ଭିତରେ…
Read More...

ରାଜ୍ୟରେ ୩.୩୨ କୋଟି ଭୋଟର: ବଢ଼ିଛି ମହିଳା ଭୋଟରଙ୍କ ସଂଖ୍ୟା, ହଜାରେ ଭୋଟରରେ ୯୭୨ ମହିଳା

ଭୁବନେଶ୍ବର: ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ଓଡ଼ିଶାରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ଲକ୍ଷ ୩୬ହଜାର ୩୬୦ ବୋଲି ସୂଚନା ଦିଆଯାଇଛି। ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ଜଣ ନୂଆ ଭୋଟର ଚିହ୍ନଟ…
Read More...

ପିକଅପ ଓଲଟି ଜଣେ ମୃତ, ୨୦ ଆହତ

ସୁନ୍ଦରଗଡ଼: ପିକଅପ ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି। ଭଷ୍ମା ଥାନା ଗୁଲଠା ଗାଁ ନିକଟରେ ଭାରସାମ୍ୟ ହରାଇ ପିକଅପ ଓଲଟିପଡ଼ିଲା। ଝାରସୁଗୁଡ଼ାରୁ କିଛି ସଂକୀର୍ତ୍ତନିଆଙ୍କୁ ନେଇ ଯିବାବେଳେ ଏହି…
Read More...

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣା, ଆରମ୍ଭରୁ ହେବ ତଦନ୍ତ-ଡିସିପି

ଭୁବନେଶ୍ବର: ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଦ୍ବନ୍ଦ୍ବ ଦେଖାଯାଇଛି। ଏହାର ତଦନ୍ତ ହେବ ବୋଲି ଡିସିପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି। ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ପ୍ରଥମ ଦିନରୁ ହୋଇଥିବା ଘଟଣା…
Read More...

ଭିଜିଲାନ୍ସ ଜାଲରେ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରି। ଆଜି ଅପରାହ୍ନରେ  ସେ ନିଜ ବାଇକରେ ୧ ଲକ୍ଷ ୫୩ ହଜାର ଟଙ୍କା ଟଙ୍କା ନେଇ ଯାଉଥିବା ବେଳେ…
Read More...

ହରଭଙ୍ଗାରେ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ଉଦଘାଟିତ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁରୁବାର ପୁରୁଣାକଟକ ମିନିଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ…
Read More...

ରେଙ୍ଗାଲି ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ଦାବିପତ୍ର ପ୍ରଦାନ 

ରେଙ୍ଗାଲି : ସମ୍ବଲପୁର ଜ଼ିଲ୍ଲା ସଦର ମହକୁମା ଠାରୁ ମାତ୍ର  ୩୦ କିଲୋମିଟର ଦୂରରେ ଥିବା  ରେଙ୍ଗାଲି  ଓଡିଶାର ଶିଳ୍ପ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ଏହି ବ୍ଲକ ରେ ଶିଳ୍ପାୟନ ଜନିତ ବିକାଶ ସନ୍ତୋଷଜନକ…
Read More...

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୧୪ ବର୍ଷ ଜେଲ

ଭବାନୀପାଟଣା : ଜଣେ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି ,…
Read More...

ଗୋପାଳଜୀଉ ମହାବିଦ୍ୟାଳୟରେ ଭିତ୍ତିଭୂମି ବିକାଶ ପାଇଁ ଦାବି

ତେଲକୋଇ : ତେଲକୋଇ ବ୍ଲକ ପୁରଯୋଡା ଓ କାଳିଆହତା ପଞ୍ଚାୟତ ସୀମାନ୍ତ ରେ ଅବସ୍ଥିତ ଗୋପାଳଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି। ଏହି ମହାବିଦ୍ୟାଳୟରେ ପ୍ରାୟ…
Read More...

ତୀର୍ଥ ଯାତ୍ରାରେ ଗଲେ ୧୭୦ଜଣ ବରିଷ୍ଠ ନାଗରିକ 

କେନ୍ଦୁଝରଗଡ଼ : ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଜିଲାର ୧୭୦ଜଣ ଗୁରୁବାର ଓଂକାରେଶ୍ୱର ଓ ମହାକାଳେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାନୁସାରେ ଗୁରୁବାର…
Read More...

ମାନବ ସେବା ସଦନ ସଂଗଠନର ପ୍ରଥମ ପ୍ରତିଷ୍ଠା ଉତ୍ସବ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ସତସଙ୍ଗ ପଡିଆରେ ରୁଗୁଡ଼ିପାଲି ମାନବ ସେବା ସଦନ ସ୍ବେଛାସେବୀ ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସଂଗଠନ ସଭାପତି ବଳରାମ ବାଘଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

ଆୟାପା ସ୍ବାମୀଙ୍କ ଆମ୍ବଲାମ ସହ ପୂର୍ଣ୍ଣକୁମ୍ଭ ପୂଜା ଅନୁଷ୍ଠିତ

ପଦ୍ମପୁର : ପଦ୍ମପୁର ଆୟାପା ଭକ୍ତଙ୍କ ପକ୍ଷରୁ ନୀଳକଣ୍ଠଶ୍ୱର ମନ୍ଦିରଠାରେ ପୂର୍ଣ୍ଣକୁମ୍ଭ ପୂଜା ଆୟୋଜନ କରାଯାଇଛି। ବୁଧବାର ସନ୍ଧ୍ୟା ୭ଟାରେ ପଦ୍ମପୁର ସ୍ଥିତ ନୀଳକଣ୍ଠଶ୍ୱର ମନ୍ଦିର ନିକଟସ୍ଥ ଆୟାପା ସାନିଦାନମ ନିକଟରେ…
Read More...

ବିଜେପିର କଳାହାଣ୍ଡି ବନ୍ଦ: ଜନଜୀବନ ପ୍ରଭାବିତ

ଭବାନୀପାଟଣା : ଧାନର କଟନି ଛଟନି ବନ୍ଦ ତଥା କପାର ଅଭାବୀ ବିକ୍ରୀ ରୋକିବା, ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଆଦି ଦାବିରେ ଆଜି ବିଜେପି କଳାହାଣ୍ଡି ବନ୍ଦ ଡାକରା ଦେଇଥିଲା। ଆଜି ସକାଳ ୬ଟା ସନ୍ଧ୍ୟା ୬ ଟା ଯାଏଁ…
Read More...

ଡୋକରୀଚଞ୍ଚରା : ପିକନିକ ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଭବାନୀପାଟଣା: କଳାହାଣ୍ଡି ନବରଙ୍ଗପୁର ସୀମାନ୍ତରେ ପ୍ରାକୃତିକ ଶୋଭା ରାଜିରେ ଭରପୁର କୋକସରା ବ୍ଲକର  ଡୋକରୀଚଞ୍ଚରାରେ ପିକନିକ ପାଇଁ ଏବେ ପ୍ରବଳ ଜନ ସମାଗମ ହେଉଛି। ବିଜୁ ଏକ୍ସପ୍ରେସ ୱେ ହେବାପରେ ଏହି ପର୍ଯ୍ୟଟନ…
Read More...

ବୟସ ଜାଲିଆତି: ସୁମିତ ଶର୍ମାଙ୍କୁ ଦଳରୁ ବିଦା କରିବା ସହ ବ୍ୟାନ ଲଗାଇଲା ବିସିସିଆଇ

ଭୁବନେଶ୍ବର: ଓଡ଼ିଶା କ୍ରିକେଟରଙ୍କୁ ନେଇ ପୁଣି ଆସିଲା ବୟସ ଜାଲିଆତି ଅଭିଯୋଗ ଆସିଛି। ଜାଲିଆତି ଜଣାପଡ଼ିବା ପରେ ରଣଜୀ ଦଳରୁ ଓଡ଼ିଶା ଖେଳାଳି ବିଦା କରାଯାଇଛି। ଓଡ଼ିଶାର ସୁମିତ ଶର୍ମା ବୟସ ଜାଲିଆତି କରିଥିବା ଜାଣିବା…
Read More...

୮ ଦଫା ଦାବି ନେଇ ଛାତ୍ର ସଂଗଠନ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଓ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଛାତ୍ର ସଂଗଠନ ପକ୍ଷରୁ ଆଜି ୮ ଦଫା ଦାବି ନେଇ ସ୍ଥାନୀୟ ତହସିଲ ଅଫିସ ଘେରାଓ । ଛାତ୍ର ସଂଗଠନର ନେତା ଚୈତନ୍ୟ ହଂସ ଏବଂ ରାଜେନ୍ଦ୍ର ଦୀପଙ୍କ ନେତୃତ୍ବ ରେ  ବିଭିନ୍ନ ୱାର୍ଡର ମହିଳା ମାନେ…
Read More...

ଉଠା ଜଳସେଚନ ପ୍ରକଳ୍ପରୁ  ଚୋରି

କଲ୍ୟାଣସିଂହପୁର/ସିକରପାଇ:  ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମପଞ୍ଚାୟତର ବାଳିପଦର ଗ୍ରାମ ଉପକଣ୍ଠ ରେ ନାଗାବଳୀ ନଦୀରୁ ଉଠା ଜଳସେଚନ ବିଭାଗ ତରଫରୁ ଏକ ପ୍ରକଳ୍ପ ସ୍ଥାପନ କରାଯାଇ ଥିଲା। ଏହି…
Read More...

ଜିଲା ଜଜ୍‌ଙ୍କ ଅସ୍ଥାୟୀ କୋର୍ଟ କାର୍ଯ୍ୟାଳୟ ପରିଦର୍ଶନ

ସାକ୍ଷୀଗୋପାଳ: ସତ୍ୟବାଦୀରେ ଜେଏମଏଫସି କୋର୍ଟ ଖୋଲିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଅଛି । ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପେଣ୍ଠପଡା କଲ୍ୟାଣ ମଣ୍ଡପ ସଭାଗୃହ ପରିସରରେ ଏହି…
Read More...

ପିଏନ୍‍ବି ପରିଚାଳନା ନିର୍ଦେଶକଙ୍କ ଭୁବନେଶ୍ୱର ଗସ୍ତ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅତୁଲ କୁମାର ଗୋଏଲ ଦୁଇଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ସର୍ବଭାରତୀୟ ପଞ୍ଜାବ ନ୍ୟାଶନାଲ…
Read More...

ସମଲିଙ୍ଗୀ ସମ୍ପର୍କ ପାଇଁ ସାଙ୍ଗକୁ ହତ୍ୟା!, ଅଭିଯୁକ୍ତକୁ ଧରିଲା ପୁଲିସ

ଖୋର୍ଦ୍ଧା: ଜଙ୍କିଆ ଥାନା ଶଗଡ଼ଭଙ୍ଗାରେ ସାଙ୍ଗକୁ ସାଙ୍ଗ ମାରିବା ଘଟଣାର ଅଭିଯୁକ୍ତ ସୋମନାଥ ଲାଠକୁ ଯାଜପୁରରୁ ପୁଲିସ ଗିରଫ କରିଛି। ସମଲିଙ୍ଗୀ ସମ୍ପର୍କକୁ ନେଇ ରଶ୍ମିକୁ ପିଟିପିଟି ହତ୍ୟା କରି ଘଟଣାସ୍ଥଳରୁ ସୋମନାଥ…
Read More...

ପାଗଳର ମରଣାନ୍ତକ ଆକ୍ରମଣରେ ନାବାଳିକା ଗୁରୁତର

ଦଶପଲ୍ଲା: ପାଗଳର ମରଣାନ୍ତକ ଆକ୍ରମଣରେ ଜଣେ ନାବାଳିକା ଗୁରୁତର ହୋଇଥିବା ସୂଚନା ମିଳିଛି। ବାଣୀଗୋଚ୍ଛା ଥାନା ମିଳିଗାଡୁ ଗାଁରେ ପାଗଳର ଉନ୍ମତ୍ତକାଣ୍ଡ ଯୋଗୁ ଏଭଳି ଅଘଟଣ ଘଟିଛି। ପାଗଣ ଜଣକ ଏକ ଟାଙ୍ଗିଆରେ ନାବାଳିକାକୁ…
Read More...

ସ୍ଥାନାନ୍ତରଣ ହେବ କଟକ ହରିଣ ପାର୍କ, ସୂଚନା ଦେଲେ ମେୟର ସୁବାଶ ସିଂ

କଟକ: କଟକ ହରିଣ ପାର୍କ ସ୍ଥାନାନ୍ତରଣ ହେବ। କଟକ ହରିଣ ପାର୍କରେ ୨୯୨ ହରିଣରୁ ୧୦/୨୦ଟି ହରିଣ ରହିବେ ବୋଲି ମେୟର ସୁବାଶ ସିଂ ସୂଚନା ଦେଇଛନ୍ତି। କଟକ ହରିଣ ପାର୍କ ସ୍ଥାନାନ୍ତରଣ ନେଇ ମେୟର ସୁବାଶ ସିଂ କହିଛନ୍ତି ଯେ…
Read More...

ଦିଲ୍ଲୀରେ ଝଲସିବ ଓଡ଼ିଶା ପ୍ରଜ୍ଞାପନ ମେଢ଼, ସାରା ବିଶ୍ବ ଦେଖିବ ଓଡ଼ିଶା କଳା-ସଂସ୍କୃତିର ଝଲକ

ଭୁବନେଶ୍ବର: ସାରା ବିଶ୍ବ ଦେଖିବ ଓଡ଼ିଶା କଳା-ସଂସ୍କୃତିର ଝଲକ ଓ ମହାନ ପରମ୍ପରା, ଐତିହ୍ୟ। ଏଥର ଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିବ।…
Read More...

ଯାତ୍ରୀବାହୀ ରେଳ ଆଗକୁ  ଡେଇଁ ପଡି ଯୁବକଙ୍କ ମୃତ୍ୟୁ,  କାରଣ ଅସ୍ପଷ୍ଟ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଦେଇ ଯାଇଥିବା ରେଳପଥ ରେ ସକାଳ ପ୍ରାୟ ୧୧ ଟାରେ ବିଲାସପୁର_ ଟିଟିଲାଗଡ଼ ଯାତ୍ରୀବାହୀ  ରେଳ  ସମ୍ମୁଖକୁ ହଠାତ୍ ଜଣେ ଯୁବକ ଡେଇଁପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ…
Read More...

ସାପ ବିପଦରୁ ରକ୍ଷା ପାଇଲା ପରିବାର, ୩ ନାଗ ସାପ ଉଦ୍ଧାର 

ଆଠଗଡ : ଘର ଭିତରେ ତିନୋଟି ନାଗ ସାପ ଦେଖି ଭୟରେ ତଟସ୍ଥ ପରିବାର। ସାପ ଭୟରେ ୪ ଦିନ ୪ ରାତି ଘର ବାହାରେ ରହିଥିଲେ ଏବଂ ସାପ ତିନୋଟିଯାକ ଉଦ୍ଧାର ହେବା ପରେ ଆଶ୍ବସ୍ତ ହୋଇ ନିଜ ଘରକୁ ଫେରିଥିଲା ପରିବାର। ଏଇଭଳି ଏକ…
Read More...

ମଙ୍ଗଳପୁର ଗାଁ ଭିତରେ ୨୨ ହାତୀ ୩ ଘର ଭାଙ୍ଗିଲେ, ରଚିଲେ ତାଣ୍ଡବ

ପାଟଣା : ପାଟଣା ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ୨୨ ଟି ହାତୀପଲ ପଶି ଗ୍ରାମରେ ତାଣ୍ଡବ ମଚାଇଛନ୍ତି । ମଙ୍ଗଳପୁର ତାଟିହୁଡ଼ି ଏବଂ ପାଟନାଳି ସାହିରେ ବୈଷ୍ଣବ ମହାରଣା ଓ ଡିବି ନାଏକ ଙ୍କ ଘର ଓ ଦୋକାନ…
Read More...

ସଡକ ସୁରକ୍ଷା ସପ୍ତାହ: ସଚେତନତା ପାଇଁ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ:ଅଦ୍ୟାବଧି ଆମ ଦେଶରେ ୨୦୨୨ ମସିହାରେ ୧,୬୮,୪୯୧ ଲୋକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଆମ ରାଜ୍ୟରେ ୫୪୬୭ ଲୋକଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାର ପରିମାଣ ବା…
Read More...

ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ  ମୃତ୍ୟୁ 

ଫୁଲବାଣୀ : କନ୍ଧମାଳ ଜିଲା   ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ  କାଣିପେନୁ ଘାଇ ନିକଟରେ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଟ୍ରାକଟର ଚାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଟ୍ରାକଟର ଚାଳକ ରତଙ୍ଗ…
Read More...

ଶୀତକାଳୀନ ଜାତୀୟ ସେବା ଶିବିର ଉଦଯାପିତ

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲା  ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁରେ ଫିରିଙ୍ଗିଆ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟର   ଜାତୀୟ ଶେବା ଶିବିର କାର୍ଯ୍ୟକ୍ରମ  ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ର…
Read More...

ବେଗୁନାଖମଣରେ ଘର ଭାଙ୍ଗିଲା ହାତୀ

ପାଟଣା : ପାଟଣା ବନାଞ୍ଚଳ ପାଟଣା ବନକ୍ଷେତ୍ର ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ଧରୁନଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଏରେଣ୍ଡେଇ ପଞ୍ଚାୟତ ବେଗୁନାଖମଣ ଗ୍ରାମରେ ପ୍ରବେଶ କରିଥିବା ହାତୀପଲ ମଧ୍ୟରେ ଗୋଟିଏ ହାତୀ…
Read More...

ଘଟଗାଁରେ ବ୍ଲକ ସ୍ତରୀୟ କ୍ରୀଡା ଉଦଯାପିତ

ପାଟଣା :  ଘଟଗାଁ ବ୍ଲକରେ ଚାଲିଥିବା ନୂଆ-ଓ ବ୍ଲକ ସ୍ତରୀୟ କ୍ରୀଡା ମହାସମାରୋହ ଉଦଯାପିତ ହୋଇଯାଇଛି। ବ୍ଲକର ୭ ଗୋଟି ସ୍ଥାନରେ ଏକକାଳୀନ ଭାବେ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ପଟିଲୋ ନୂଆଗାଁ…
Read More...

ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ…
Read More...

ଖୋର୍ଦ୍ଧା ଶଗଡ଼ଭଙ୍ଗା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ, ସାମାନ୍ୟ ବଚସାକୁ ନେଇ ମାରିଦେଲା ସାଙ୍ଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାର ଜଙ୍କିଆ ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ସାଙ୍ଗ ନିଜ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...

ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ଖିଣ୍ଡା

ଭୁବନେଶ୍ବର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନାରେ ଦେବ୍ରୀଗଡ଼ ଓ ସମ୍ବଲପୁରର ଖିଣ୍ଡା ଗ୍ରାମକୁ ସାମିଲ କରାଯାଇଛି। ଉଭୟ ଆକର୍ଷଣୀୟ ସ୍ଥାନ ବୋଲି ମାନ୍ୟତା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ…
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା…
Read More...

ଭାରତୀୟ ସଂସ୍କୃତି ଓ ଐତିହର ସୁରକ୍ଷା କରିବାକୁ ଯୁବ ସମାଜ ଆଗେଇ ଆସନ୍ତୁ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଆଜି  ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳ ଦାଶ ସଭାରେ ଅଧ୍ୟକ୍ଷତା କରିବା ସହ  ବିଶ୍ବବିଦ୍ୟାଳୟର…
Read More...

ଗ୍ରାମ୍ୟ ରାସ୍ତାରେ ଦୁର୍ଘଟଣା ବଢୁଛି,ବାଇପାସ ରାସ୍ତା ନିର୍ମାଣ ପାଇଁ ଦାବି

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲ ମୂଲକରେ ଅବସ୍ଥିତ କୁଟୁଗାଁ ଗ୍ରାମ ପଞ୍ଚାୟତର ହାତୀଦରୀ ଗ୍ରାମବାସୀ ବାଇପାସ ରାସ୍ତା ନିର୍ମାଣ ଦାବିକରି କେନ୍ଦୁଝର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ଦିନ…
Read More...

କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର

ଗୁରୁଡିଝାଟିଆ: କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ମୁଣ୍ଡଳୀସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଦଳର ସଦସ୍ୟମାନେ ବିଦ୍ୟାର୍ଥୀମାନଙ୍କୁ…
Read More...