www.samajalive.in
Saturday, December 13, 2025
21.1 C
Bhubaneswar

ଛପର ଭାଙ୍ଗି ଧାନ ଖାଇଗଲା ହାତୀ

ନୀଳଗିରି: ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତିକୁ ପଶି ଆସିଥିବା ଏକ ହାତୀ ନୀଳଗିରିର ବାଉଁଶବଣିଆ ପଞ୍ଚାୟତ ଅଧୀନ ହାଟସାହି ଗାଁରେ ଉପଦ୍ରବ ଘଟାଇଛି । ଗାଁର କରୁଣାକର ପଣ୍ଡିତ ଓ ମହେନ୍ଦ୍ର ପଣ୍ଡିତଙ୍କ ଘରେ ଗଛିତ ଥିବା ଧାନ ଖାଇବା ସହ ବାରଣ୍ଡାରେ ଥିବା ୨ଟି ବାଇକକୁ ଶୁଣ୍ଢରେ କଚାଡ଼ି ଫିଙ୍ଗି ଦେଇଥିଲା । ସେହିପରି ଘର ଛପରକୁ ଭାଙ୍ଗି ଦେଇଥିବା ଦେଖାଯାଇଛି । ପରିବାର ଲୋକେ ହାତୀ ଆକ୍ରମଣ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ବନବିଭାଗକୁ ଏ ସମ୍ପର୍କରେ ଖବର ଦିଆଯାଇଥିଲେ ହେଁ କୌଣସି କର୍ମଚାରୀ ପହଞ୍ଚିନଥିବା କ୍ଷତିଗ୍ରସ୍ତ ପରିବାର ଅଭିଯୋଗ କରିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories