www.samajalive.in
Monday, December 15, 2025
15.1 C
Bhubaneswar

ଗଛକୁ ପିଟିଲା ବାଇକ, ଯୁବକ ଗୁରୁତର

ନୀଳଗିରି: ବରହମପୁର-ଅଯୋଧ୍ୟା ରାସ୍ତାର ନକୁଳକର ହାଟ ନିକଟରେ ଥିବା ଏକ ବାଙ୍କ ରାସ୍ତାରେ ବାଇକଟି ଗଛକୁ ପିଟିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି । ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ କୁଞ୍ଚିବଣିଆ ଗାଁର ଦିଲୀପ ସିଂଙ୍କ ପୁଅ କନ୍ଦା ଓରଫ ରବୀନ୍ଦ୍ର(୨୦) ଆଜି ସନ୍ଧ୍ୟା ବେଳେ ଏକ ବାଇକରେ ବନ୍ଧୁ ଘରକୁ ଯାଉଥିଲେ । ଭାରସାମ୍ୟ ହରାଇ ଉକ୍ତ ବାଙ୍କ ରାସ୍ତାରେ ଥିବା ଗଛକୁ ଧକ୍କା ଦେଇ ଖଣ୍ଡେ ଦୂରକୁ ଛିଟିକି ପଡ଼ିଥିଲେ । ରକ୍ତ ଜୁଡୁବୁଡୁ ହୋଇ ମୁର୍ମୂଷ ଅବସ୍ଥାରେ ପଡ଼ିଥିବା ଏହି ଯୁବକଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ଓ ସଙ୍ଗେ ସଙ୍ଗେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories