www.samajalive.in
Friday, December 12, 2025
19.1 C
Bhubaneswar

ମଙ୍ଗଳପୁର ଗାଁ ଭିତରେ ୨୨ ହାତୀ ୩ ଘର ଭାଙ୍ଗିଲେ, ରଚିଲେ ତାଣ୍ଡବ

ପାଟଣା : ପାଟଣା ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ୨୨ ଟି ହାତୀପଲ ପଶି ଗ୍ରାମରେ ତାଣ୍ଡବ ମଚାଇଛନ୍ତି । ମଙ୍ଗଳପୁର ତାଟିହୁଡ଼ି ଏବଂ ପାଟନାଳି ସାହିରେ ବୈଷ୍ଣବ ମହାରଣା ଓ ଡିବି ନାଏକ ଙ୍କ ଘର ଓ ଦୋକାନ ହାତୀପଲ ଭାଙ୍ଗି ଖିନଭିନ କରିବା ସହ ଅନ୍ୟ ଜଣଙ୍କର ଘର ଭାଙ୍ଗିବା ପରେ ଉତ୍ପାତ ଜାରି ରଖିଛନ୍ତି। ହାତୀପଲ ଭାଗ ଭାଗରେ ବିଭକ୍ତ ହୋଇ ଗ୍ରାମରେ ପଶିଥିବାରୁ ଲୋକେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି। ପାଟଣା ବନ ବିଭାଗ ଓ ଗ୍ରାମର ବହୁ ଯୁବକ ହାତୀପଲଙ୍କୁ ଘଉଡାଇବାକୁ ବାଣ ଓ ଲାଇଟ ଧରି ଉଦ୍ୟମ ଜାରି ରଖିବାକୁ ଦେଖାଯାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories