ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର, ମାଓ ସଙ୍ଗଠନରେ ସାମିଲ ନ ହେବାକୁ ପରାମର୍ଶ

ଫୁଲବାଣୀ:କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳରେ ଲାଗିଛି ମାଓ ବିରୋଧୀ ପୋଷ୍ଟର। ଶନିବାର ସକାଳୁ ଗୋଛାପଡା ଥାନା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ବିଭିନ୍ନ ଜାଗାରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ଗୋଛାପଡା,…
Read More...

ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର କୁନ୍ତଳା କୁମାରୀ ଛାତ୍ରୀନିବାସରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୁନ୍ତଳା କୁମାରୀ ଛାତ୍ରୀନିବାସ ଅଧିକ୍ଷକ ଡ. ପ୍ରତିମା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ…
Read More...

ପଞ୍ଚାୟତସ୍ତରୀୟ ଆମ ଓଡିଆ ନବୀନ ଓଡିଶା ସଚେତନା ଶିବିର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗୁମୁରା ପଚାୟତ ଠାରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନା ଶିବିର ଝୁମ୍ପୁରା ବିଡିଓ ହୃଦାନନ୍ଦ ଓଢାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନା ଶିବିରରେ ଝୁମ୍ପୁରା…
Read More...

କଂସ ନିଧନ ସହ ଉଦଯାପିତ ହେଲା ଗୋଛାଗୋରା ର କଂସ ଦରବାର

ଘଣ୍ଟାପଡ଼ା : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଗୋଛାଗୋରା ଭୀମବୁଢା ଯାତ୍ରା ପଡିଆରେ ଆୟୋଜିତ ହୋଇଥିବା କଂସ ଦରବାର ଉଦଯାପିତ ହୋଇଯାଇଛି। ପୁଷପୁନି ତିହାର ଅବସରରେ ଭୀମବୁଢ଼ା କୃଷି ମହୋତ୍ସବ କମିଟି…
Read More...

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ରଥ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବିଡ଼ିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ…
Read More...

ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଶ୍ରମ ବିଭାଗର ପ୍ରାଥମିକତା; ମିଳିଲା ୧,୧୩,୩୧,୦୦୦/- ଟଙ୍କାର ସହାୟତା

ଭୁବନେଶ୍ବର : ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ୟ୍ୟାଳୟ, ଭୁବନେଶ୍ୱର ଦ୍ବାରା ପରିଚାଳିତ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ,ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧିନରେ ପଞ୍ଜୀକୃତ ନିର୍ମାଣ…
Read More...

ଦେଶର ସ୍ବାଧୀନତା ପାଇଁ ନୀଳମଣି ସାମଲଙ୍କ ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତାରେ…
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଯାଜପୁର: ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ହୋଇଯାଇଛି। ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା।…
Read More...

ସମୃଦ୍ଧ ଭାରତ ଗଠନ ଆମର ସ୍ୱପ୍ନ ଓ ସଙ୍କଳ୍ପ ହେଉ-ଶ୍ରମ ମନ୍ତ୍ରୀ

କେନ୍ଦୁଝରଗଡ : କେନ୍ଦୁଝର ଷ୍ଟାଡିୟମ୍ଠାରେ ଶୁକ୍ରବାର ଅନୁଷ୍ଠିତ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା…
Read More...

ଦେବକୀ ବସୁଦେବ ବିବାହ ସମ୍ପନ୍ନ: ଉଗ୍ରସେନ ଗାଦିଚ୍ୟୁତ, ଯୁବରାଜ କଂସଙ୍କ ସିଂହାସନ ଆରୋହଣ

ଲାଞ୍ଜିଗଡ଼: ରାଜକୁମାରୀ ଦେବକୀଙ୍କ ସହିତ ବସୁଦେବଙ୍କ ବିବାହକୁ ନେଇ ମଥୁରାନଗରୀ(ବିଶ୍ୱନାଥପୁର) ଚଳଚଞ୍ଚଳ ହୋଇଉଠିଛି। ରାଜା ଉଗ୍ରସେନଙ୍କ ରାଜମହଲ ସୁସଜ୍ଜିତ ହେବା ସହିତ ଏକ ଶୁଭ ମୁହୂର୍ତ୍ତ ଓ ମାହେନ୍ଦ୍ର ବେଳାରେ…
Read More...

ଗଣତନ୍ତ୍ର ଆମକୁ ଆମର ଅଧିକାର ଆଉ ଦାୟିତ୍ବ ଉଭୟ ଦିଗରେ ସଚେତନ କରିଥାଏ-କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର…
Read More...

ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକର ଶୋଚନୀୟ ମୃତ୍ୟୁ

ବଣାଇ: ବଣାଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ବରଘାଟ ରାସ୍ତା ଉପରେ ଅଜଣା ଗାଡି ଧକ୍କାରେ ଚାଳକ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ବାଇକ ଓଡି ୧୪ ଏଚ୍ ୫୧୧୧…
Read More...

ଢେଙ୍କିକୋଟ ସାପ୍ତାହିକ ହାଟରୁ ସ୍କୁଟି ଚୋରି, ସିସିଟିଭିରେ  କଏଦ ହେଲା ଚୋରିବେଳର ଦୃଶ୍ୟ

ପାଟଣା : କେନ୍ଦୁଝର ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ଢେଙ୍କିକୋଟ ରେ ଆଜି ସାପ୍ତାହିକ ହାଟ ଥିବା ବେଳେ ଲୋକଙ୍କ ଗହଳି ର ସୁଯୋଗ ନେଇ କୌଣସି ଦୁବୃର୍ତ୍ତ ଦୁର୍ଗା ଶଙ୍କର ସାହୁଙ୍କ ସ୍କୁଟିଟି ଚୋରି କରି ନେଇଛି।…
Read More...

ଟ୍ରକଚକ ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ବଣାଇ : ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଉପର ବାହାଳ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ବାଇକଟି ଟ୍ରକ ଚକ ତଳେ ଚାପି ହୋଇ ରହିଥିବା ବେଳେ ଘଟଣା ସ୍ଥଳରେ ଜଣେ…
Read More...

ମା’ ଙ୍କ ମନ୍ଦିରର ଶୁଭ୍ରଜ୍ୟୋସ୍ନାରେ ଭକ୍ତ ବିମୁଗ୍ଧ, ପୀଠରେ ସ୍ୱର୍ଗୀୟ ଓ ଦିବ୍ୟ ପରିବେଶ

ଭୁବନେଶ୍ବର: ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା’ ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ।…
Read More...

ନିଶ୍ଚିନ୍ତକୋଇଲି ବ୍ଲକ ରେ ସମାଜ ପାଠକ ମଞ୍ଚ ଗଠିତ

ନିଶ୍ଚିନ୍ତକୋଇଲି: କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ସମାଜ କାର୍ଯ୍ୟାଳୟ ନିର୍ଦେଶ କ୍ରମେ ସାମ୍ବାଦିକ ସୁରେନ୍ଦ୍ର ନାଥ ରାଉତ ଙ୍କ ଆବାହକତ୍ୱରେ ସମାଜ ପାଠକ ମଞ୍ଚ ଗଠନ ହୋଇଛି । ନିଶ୍ଚିନ୍ତକୋଇଲୋ ପଞ୍ଚାୟତ…
Read More...

ଆଦିବାସୀ ମେଳା ଉଦଘାଟିତ, ଭିଡିଓ କନଫରେନସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଆଦିବାସୀ ମେଳା ଉଦଘାଟିତ ହୋଇଯାଇଛି। ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦଘାଟନ କରିଛନ୍ତି। ୟୁନିଟ-୧ ଆଦିବାସୀ ପଡ଼ିଆରେ ୧୧ଦିନ ଚାଲିବ ଆଦିବାସୀ ମେଳା।…
Read More...

ଦୁର୍ଘଟଣାରେ ଝିଅ ମୃତ, ବାପା ଗୁରୁତର

ଜଳେଶ୍ବର: ସଡ଼କ ଦୁର୍ଘଟଣାରେ ଝିଅ ମୃତ, ବାପା ଓ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି। କର୍ମର୍ଦ୍ଦା ଥାନା ବାଟଗ୍ରାମ ଛକରେ ସ୍କୁଟି ଓ ଆପାଚି ବାଇକ ମଧ୍ୟରେ ଧକ୍କା ହୋଇଥିଲା। ବାପା ସ୍କୁଟିରେ ନାବାଳକ ପୁଅ ଓ ଝିଅଙ୍କୁ…
Read More...

ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ବର: କୋରାପୁଟ ଜିଲା ବୋରିଗୁମ୍ମା ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର…
Read More...

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ । ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ସର୍ବାଙ୍ଗୀନ ବିକଶିତ ରାଜ୍ୟରେ ପରିଣତ କରିବାକୁ…
Read More...

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: କଟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସ୍ଲୋଗାନ୍ ଦେଇ ନଗର ପରିକ୍ରମା କରିବା ସହ…
Read More...

ସାହସିକତା, ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ୱର : ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ…
Read More...

ବାରୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ଢ଼େଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାରୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଚେୟାରମ୍ୟାନ ହିମାଂଶୁ ଭୂଷଣ ମାହୁନ୍ତ…
Read More...

ଓଲଟିଲା କୁଣ୍ଡା ବୋଝେଇ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କଲମପୁର : ରେକଲମପୁର ମୁଖିଗୁଡା ମୁଖ୍ୟ ରାସ୍ତାର ବୋଦେଲବନ୍ଧ ଗ୍ରାମର ବିଦ୍ୟାଳୟ ସମ୍ମୁଖରେ ଏକ କୁଣ୍ଡା ବୋଝେଇ ୭୦୯ ଗାଡି ରାସ୍ତା କଡର ଜମି ଭିତରେ ଓଲଟି ପଡିଛି। କିନ୍ତୁ ସୌଭାଗ୍ୟ ବସତଃ ଡ୍ରାଇଭର ଜଣକ…
Read More...

ପାତ୍ରପୁର ବ୍ଳକର ବିଭିନ୍ନ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ

ପାତ୍ରପୁର: ଗଞ୍ଜାମ ଜିଲା ଆନ୍ଧ୍ର ପ୍ରଦେଶ ସୀମାନ୍ତ ପାତ୍ରପୁର ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ  ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପାତ୍ରପୁର କୋର୍ଟ ଠାରେ ମାଜିଷ୍ଟ୍ରେଟ କ୍ରିଷ୍ଣା…
Read More...

ଦେଓଗାଁରେ ୭୫ ତମ ସାଧାରଣତନ୍ତ୍ର ଦିବସ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିବା…
Read More...

ଅଟୋ ଓ ୨ ବାଇକକୁ ଧକ୍କା ଦେଲା କାର: ୩ ମୃତ, ୧୩ ଗୁରୁତର

ଜୟପୁର: ଅଟୋ ଓ ୨ ବାଇକକୁ ଏକ କାର ଧକ୍କା ଦେବାରୁ  ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୋରିଗୁମ୍ମା ଥାନା ବିଜାପୁରରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ଏକ କାର ଗୋଟିଏ ଅଟୋ ଓ ଦୁଇଟି ବାଇକକୁ…
Read More...

ମାରଣାସ୍ତ୍ରରେ ଆକ୍ରମଣ, ୩ ଗୁରୁତର

ବାସୁଦେବପୁର: ଧାରୁଆ ଅସ୍ତ୍ର ଆକ୍ରମଣରେ ୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହାକୁ କେନ୍ଦ୍ର କରି ଗୁଆଗଡ଼ିଆ ପଞ୍ଚାୟତ ଚିରଳ ଗାଁରେ ହିଂସା ଦେଖାଦେଇଛି। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯାଇଛି। ଆକ୍ରମଣ ପଛରେ…
Read More...

ଧାମରା ଆଦାନୀ ପୋର୍ଟ ବିରୋଧରେ ନଵ ନିର୍ମାଣ କୃଷକ ସଂଗଠନର ଚେତାବନୀ ସମାବେଶ 

ଧାମରା : ଭଦ୍ରକ ଧାମରା ପୋର୍ଟ ନିକଟସ୍ଥ ଏକ ପଡ଼ିଆରେ ନବ ନିର୍ମାଣ କୃଷକ ସଂଗଠନରେ ସମାବେଶ ଆୟୋଜନ ହୋଇଥିଲା। ସୂଚନା ଅଧିକାର ସଂଯୋଜକ ପ୍ରଦୀପ ପ୍ରଧାନ, ନବ ନିର୍ମାଣ ସଂଗଠନର ଭଦ୍ରକ ଜିଲା ସଂଯୋଜକ ସତ୍ୟ ନାୟକ,…
Read More...

ମଝି ଚିଲିକାରେ ଡଙ୍ଗାରୁ ଖସି ପଡ଼ିଲେ ଯୁବକ, ଅଗ୍ନିଶମ ବାହିନୀ ଉଦ୍ଧାର କଲା ମୃତଦେହ

ଚିଲିକା: ଶୁକ୍ରବାର ସକାଳୁ ବାଲୁଗାଁ ସାମନ୍ତରାପୁର ଗ୍ରାମର ଯୁବକ କାହ୍ନା ଦିହୁଡି ମାଛମରା ଡ଼ଙ୍ଗା ନେଇ କଂସାରୀ ନଈ ଅଭିମୁଖେ ଯାଉଥିଲେ। ବାଲୁଗାଁ ଜେଟି ଓ କଳିଯୁଗେଶ୍ଵର ପାହାଡ଼ ମଝି ଚିଲିକାରେ କୌଣସି କାରଣ ଯୋଗୁଁ…
Read More...

‘ସମାଜ ସେବାର ପ୍ରାଥମିକ ମାର୍ଗଦର୍ଶକ ହେଉଛି ଜାତୀୟ ସେବା ଯୋଜନା’

ଭୁବନେଶ୍ବର: ଏକ ସୁସ୍ଥ, ସମୃଦ୍ଧ ଓ ସୁଦୃଢ଼ ସମାଜ ଗଠନ ନିମନ୍ତେ ପ୍ରତିଟି ବିଦ୍ୟାର୍ଥୀ ପାଠ୍ୟ ପୁସ୍ତକରୁ ଶିକ୍ଷା ଗ୍ରହଣ କରିବା ସହ ତୃଣମୂଳ ସ୍ତରରେ କିପରି ସମାଜର ହିତ ପାଇଁ ଏହା ବିନିଯୋଗ ହୋଇପାରିବ ଏଥିପାଇଁ…
Read More...

ଘର ଆଗରୁ ବାଇକ୍ ଚୋରି, ଥାନାରେ ଏତଲା

ଫୁଲବାଣୀ : କନ୍ଧମାଳ ଜିଲା  ଦାରିଙ୍ଗବାଡି ଥାନା ଅଞ୍ଚଳରେ  ଦିନକୁ ଦିନ ଗାଡ଼ି ଲୁଟେରାଙ୍କ ପ୍ରାଦୃଭାବ ବଢ଼ିବାରେ ଲାଗିଛି।  କେତେ ବେଳେ କାହାରି ଟ୍ରାକ୍ଟର ଚୋରି ହେଉଚି ତ ଆଉ କେତେବେଳେ କାହାର ବାଇକ୍ ଓ ୨୦୭ ମାସ୍କ…
Read More...

ଗଞ୍ଜେଇ ଜବତ, ଜଣେ ଗିରଫ

ପାଟଣା : ପାଟଣା ଅବକାରୀ ବିଭାଗ ତରଫରୁ ସାହାରପଡା ବ୍ଲକ ଅନ୍ତର୍ଗତ ଦୁବେଇପେଣ୍ଠ ଗ୍ରାମରେ ଚଢ଼ାଉ ସମୟରେ ୧ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବଦ କରାଯାଇଛି। ଏହି ଗଞ୍ଜେଇକୁ ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ଦୁବେଇପେଣ୍ଠ…
Read More...

ଗଛରେ ବାଡ଼େଇ ହେଲା ବାଇକ, ଯୁବକ ମୃତ

ଟିଟିଲାଗଡ଼: ଟିଟିଲାଗଡ଼ ବଲାଙ୍ଗୀର ରାସ୍ତାର ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ ଗଛରେ ଧକ୍କା ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଟିଟିଲାଗଡ଼ ଥାନା ଗୁଞ୍ଚିତରା ଗ୍ରାମର…
Read More...

ଦୁର୍ଘଟଣା ଗ୍ରସ୍ତ ଟ୍ରଲର ରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବାହିନୀ

ପାଟଣା : କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥରର ତୁରୁମୁ୍ଙ୍ଗା ବଜାର ନିକଟରେ ଆଜି ସକାଳେ ଏକ ଟ୍ରଲର ରାସ୍ତା ପାର୍ଶ୍ବରେ ଥିବା ଏକ ଜଳଖିଆ ଦୋକାନ ଓ ଏକ ମୁଢ଼ି ଦୋକାନ ଧକ୍କା ଦେଇଥିଲା। ଟ୍ରଲରଟି ସେଠାରେ ଦୁର୍ଘଟଣା…
Read More...

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ, ୬୦ କିମି ଦୂରରେ ଥିବା ଜଣେ ଜରୁରୀ ରୋଗୀଙ୍କ ପାଇଁ…

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ପୂର୍ବକ ରୋଗୀସେବାରେ ଅନନ୍ୟତା ଆଣୁଥିବା ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ…
Read More...

ଓଡିଶା ପାନୀୟ ନିଗମ ତରଫରୁରାଜ୍ୟ ସରକାରଙ୍କୁ ୯ କୋଟି ୪୧ ଲକ୍ଷ ଟଙ୍କାଲାଭାଂଶ ପ୍ରଦାନ

ଭୁବନେଶ୍ୱର: ମୂଲ୍ୟଯୁକ୍ତ କର ବ୍ୟତୀତ ଓଡିଶା ପାନୀୟ ନିଗମ୨୦୨୨-୨୩ ଆର୍ଥିକ ବର୍ଷରେ ୭୪୫୬.୬୪ କୋଟି ଟଙ୍କା କାରବାର କରିଛି । ଉତ୍ପାଦନ ଶୁଳ୍କ ଭାବରେ ନିଗମ ତରଫରୁ ରାଜ୍ୟ ସରକାରଙ୍କ ଠାରେ ୫୨୬୭.୬୯ କୋଟି ଟଙ୍କା ଓ…
Read More...

ଘୋଷଣା ହେଲା ପଦ୍ମ ପୁରସ୍କାର: ୧୧୦ ପଦ୍ମଶ୍ରୀ, ୫ ପଦ୍ମ ବିଭୂଷଣ, ୧୭ ପଦ୍ମ ଭୂଷଣ, ଓଡିଶାରୁ ୪ ଜଣ ପାଇବେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ୨୦୨୪…
Read More...

ଜାତୀୟ ମତଦାତା ଦିବସରେ ଗୋପାଳପୁର ମହାବିଦ୍ୟାଳୟକୁ ଶ୍ରେଷ୍ଠ ଇଲେକ୍ଟ୍ରିକାଲ ଲିଟରେସି କ୍ଲବ ପୁରସ୍କାର

 ଗୋପାଳପୁର :  ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସବ ଡିଭିଜନ ସ୍ତରୀୟ ୧୪ତମ ଜାତୀୟ ମତଦାତା ଦିବସ ସମାରୋହ ପାଳନ ଅବସରରେ ଗୋପାଳପୁର ମହାବିଦ୍ୟାଳୟକୁ ଶ୍ରେଷ୍ଠ ଇଲୋକ୍ଟ୍ରୋକଲ୍…
Read More...

ଭାବ ଓ ଭକ୍ତିରେ ଶ୍ରୀ ଜଗନ୍ନାଥ : ଲଡୁଗାଁ କଲେଜ ରେ “ନୂଆଁ-ଓ”  ସାହିତ୍ୟ ସମ୍ମିଳନୀ 

ଲଡୁଗାଁ: ରାଜ୍ୟ ସରକାର  ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସହିତ  ଅଙ୍ଗାଙ୍ଗୀ ଭାବେ ଜଡ଼ିତ କରାଇବା ପାଇଁ  ନୂଆଁ ଓ ସାହିତ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ପ୍ରତ୍ୟେକ ସ୍କୁଲ କଲେଜ…
Read More...

ଲକ୍ଷ୍ମୀପୁରରେ ଜାତୀୟ ମତଦାତା ଦିବସ

ଲକ୍ଷ୍ମୀପୁର: ଜାତୀୟ ମତଦାତା ଦିବସ ଅବସରରେ କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରେ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ନମୋ ନବ ମତଦାତା ସମ୍ମିଳନୀ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଗୁରବାର…
Read More...

‘ମତଦାନର ବିକଳ୍ପ ନାହିଁ, ମୁଁ ନିଶ୍ଚିତ ଭାବେ ମତଦାନ କରିବି’

ଭୁବନେଶ୍ୱର: ୧୪ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଂକଳ୍ପ ପାଠ କରାଇଥିଲେ। ଭାରତୀୟ ନିର୍ବାଚନ…
Read More...

ଚୋରିରୁ ପିଟାପିଟି: ଜଣେ ଗୁରୁତର, ରାସ୍ତାରୋକ

ବାଲେଶ୍ବର: ଗାଡ଼ି ଚୋରିକୁ ନେଇ ଦୁଇ ଗାଁର ଯୁବକ ପିଟାପିଟି ହୋଇଥିବା ସୂଚନା ମିଳିିଛି। ସୁଲୁପଟା ଓ ଶିଳିବା ଗାଁର ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ପିଟାପିଟି ହୋଇଛନ୍ତି। ଏହି ଘଟଣାରେ ସୁଲୁପଟାର ଜଣେ ଯୁବକ ଗୁରୁତର…
Read More...

ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ

ଭୁବନେଶ୍ବର: ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ) ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ ହୋଇଛି। ଓଆରଏଚଡିସି ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଭିଜିଲାନ୍ସ କୋର୍ଟ। ବିନୋଦ କୁମାରଙ୍କ ସହ…
Read More...

କଣ୍ଟାବୁଦାରୁ ନବଜାତର ମୃତଦେହ ଉଦ୍ଧାର

ଭୁବନେଶ୍ବର: କଣ୍ଟାବୁଦାରୁ ନବଜାତର ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ବର ରସୁଲଗଡ଼ଛକ ନିକଟ ଏକ ବୁଦା ମୂଳରୁ ନବଜାତର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। କଣ୍ଟାବୁଦାରୁ ଅଖାରେ ଭର୍ତ୍ତି ଅବସ୍ଥାରେ ନବଜାତର…
Read More...

“ପାଇକ ରେଜିମେଣ୍ଟ” ଗଠନ ବକ୍ସିଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ -ପାଇକ ମହାସଂଘ

ଭୁୁବନେଶ୍ୱର : ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ବକ୍ସି ବୋଲି କୁହାଯାଏ ସେ ପାଇକ ଜାତିର କୂଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା…
Read More...

କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ

କଟକ: କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ଏସସିବି ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ…
Read More...

ଗଂଜେଇ ଜବତ, ଦୁଇ ଗିରଫ

ବୌଦ୍ଧ : ବୌଦ୍ଧ ପୁଲିସ ପକ୍ଷରୁ ଚଢଉ କରାଯାଇ ୨୧ କେଜି ଗଂଜେଇ ସହ ଏକ ବାଇକକୁ ଜବତ କରିଥିବା ବେଳେ ଦୁଇ ଜଣକୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକର ଛପରା ଗ୍ରାମର ଦିବ୍ୟକାନ୍ତ…
Read More...

କୃଷକଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନରେ ପାଣି ପଂଚାୟତ ପକ୍ଷ କରିଥାଏ ସୁଯୋଗ ପ୍ରଦାନ

ଭୁବନେଶ୍ଵର: ଗତ ଜାନୁଆରୀ ୧୬ ତାରିଖରେ ରାଜ୍ୟର ଜଳ ସମ୍ପଦ ବିଭାଗ ଅନ୍ତର୍ଗତ ୧୧୭ଟି ଜଳସେଚନ ଡିଭିଜନରେ ପାଣି ପଞ୍ଚାୟତ ପକ୍ଷ, ୨୦୨୪ ପାଳନରଶୁଭାରମ୍ଭ ପରେ ଏବେ ଆସନ୍ତା କାଲି ଜାନୁଆରୀ ୨୪ ତାରିଖରେ ରାଜ୍ୟର ୩୦ଟି…
Read More...

ଗୋପାଳପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

ଗୋପାଳପୁର : ଗୋଳାବନ୍ଧ ଆର୍ମି ଏଡି କଲେଜ  ପରିସରରେ ଥିବା ଗୋପାଳପୁର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ପରାକ୍ରମ ଦିବସ ପାଳିତ ହୋଇଯାଇଛି।  କାର୍ଯ୍ୟକ୍ରମରେ ପ୍ରାଚାର୍ଯ୍ୟ ବିରଞ୍ଚି ନାରାୟଣ ଦାସ ଯୋଗ ଦେଇ…
Read More...

ଆଇଟିଡିଏ ପକ୍ଷରୁ ୨ ଦିନିଆ ଯୁବ ଉଦ୍ୟୋଗୀ କର୍ମଶାଳା

ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଇଟି ଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଫୁଲବାଣୀ ଉପଖଣ୍ଡର ୩ଟି ବ୍ଲକ୍ ରେ କାମ କରୁଥିବା ଆଦିବାସୀ…
Read More...

ଚାକିରି କରାଇଦେବାକୁ କହି ଯୁବତୀଙ୍କ ଠାରୁ ଠକେଇ

ଗୋପାଳପୁର: ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରେ କ୍ଲର୍କ ଚାକିରି କରାଇ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ଠକେଇ ହୋଇଛି। ଆର୍ମିରେ ଚାକିରି କରୁଥିବା ଜଣେ ବ୍ୟକ୍ତି ହିଁ ଏହି ଠକେଇ…
Read More...

 ଯୁବକଙ୍କ ଆତ୍ମହତ୍ୟା, ମଶାଣିରୁ ମୃତଦେହ ଜବତ କଲା ପୁଲିସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବାହାରେନସିଲେଡ଼ ଗାଁ ଜଣେ ୧୮ବର୍ଷ ର ଯୁବକ ଗତକାଲି ରାତିରେ ପରିବାର ଲୋକେ ଶୋଇଥିବା ଅବସ୍ଥା ରେ ନିଜ ବେକରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା ପରିବାର ସୂତ୍ରରୁ…
Read More...

ଅତଡ଼ା ଧସି ୨ ଶ୍ରମିକ ମୃତ

କେନ୍ଦୁଝର: ଯୋଡ଼ା ଥାନା କମାରଯୋଡ଼ାରେ ଅଘଟଣ। ମାଟି ଅତଡ଼ା ଧସି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ବେଳେ ଧସିଲା ମାଟି। ମୃତ ୨ଜଣ ଶ୍ରମିକ ଯୋଡ଼ା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
Read More...

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯିବ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ପଛୁଆ…
Read More...

ଇଂରେଜମାନଙ୍କ କବଳରୁ ଭାରତକୁ ସ୍ୱାଧୀନ କରାଇବାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଚିରସ୍ମରଣୀୟ

ଭୁବନେଶ୍ୱର : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ତମ ଜନ୍ମଜୟନ୍ତୀ ଆଜି ପାର୍ଟୀ ତରଫରୁ ପାଳିତ ହୋଇଛି। ଦୁଇ ଓଡିଆ ପୁଅ…
Read More...

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ଉପଯୋଗ, ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସଫଳ ପରୀକ୍ଷଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଏମ୍‌ସ ଭୁବନେଶ୍ୱର ପୁନର୍ବାର କରିଛି ଅଭିନବ ପ୍ରୟୋଗ। ମେଡିକାଲ୍‌ ସାଇନ୍ସ୍‌ ସହିତ ପ୍ରଯୁକ୍ତି ବିଦ୍ୟାର ସମ୍ମିଶ୍ରଣରେ ପ୍ରୟୋଗ ପୂର୍ବକ…
Read More...

ପିପିଲିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ପିପିଲି :ପିପିଲିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭାରତ ରତ୍ନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତ୍ରୀ ପାଳିତ ହୋଇଯାଇଛି। ଏହି ଅବସରରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ଗ୍ରାମ ସ୍ଥିତ ଆଦର୍ଶ ଉଦ୍ୟାନ…
Read More...

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ମହିଳାମାନଙ୍କ ଶୋଭାଯାତ୍ରା

କଣ୍ଟାବାଞ୍ଜି: ବହୁପ୍ରତିକ୍ଷୀତ ଅଯୋଧ୍ୟା ରାମଲାଲା ମନ୍ଦିର ରେ ଆସନ୍ତା କାଲି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ, କଣ୍ଟାବାଞ୍ଜି ସହର ରେ ରାମମୟ ହୋଇ ଯାଇଛି। କଣ୍ଟାବାଞ୍ଜି ସହର ୱାର୍ଡ ନଂ ୧୪ବିବେକାନନ୍ଦ ନଗରର ଶତାଧିକ…
Read More...

ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ, ସ୍ବସ୍ତିକ-ଚିରାଗ ଉପବିଜେତା

ନୂଆଦିଲ୍ଲୀ : ଦିଲ୍ଲୀର କେ.ଡ଼ି ଯାଦବ ଇନଡୋର ହଲରେ ଚାଲିଥିବା ଇଣ୍ଡିଆ ଓପନ ସୁପର-୭୫୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୁଷ ଯୁଗଳ ବର୍ଗରେ ଭାରତୀୟ ଯୋଡ଼ି ସ୍ବସ୍ତିକ ସାଇରାଜ…
Read More...

ଦୁର୍ଗମ ଅଞ୍ଚଳରେ ସମ୍ବିଧାନ ଅଧିକାର କର୍ତ୍ତବ୍ୟ ସମ୍ପର୍କରେ ସଚେତନତା

ପାତ୍ରପୁର: ଦୁର୍ଗମ ଅଞ୍ଚଳରେ ସାମ୍ବିଧାନିକ ଅଧିକାର କର୍ତ୍ତବ୍ୟ ସମ୍ପର୍କରେ କର୍ମଶାଳା। ପାତ୍ରପୁର,ଗଞ୍ଜାମ ଜିଲା ପାତ୍ରପୁର ତାଲୁକ୍ ଆଇନ ସେବା ପ୍ରାଧିକରଣ  ତରଫରୁ    ତରମଣ୍ଡା ଆଦିବାସୀ ଗ୍ରାମ ଠାରେ ସାମ୍ବିଧାନିକ…
Read More...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ମଞ୍ଚସ୍ଥ ହେବ ନାଟକ ‘ଉତ୍ତରଣ’, ପରିବେଷଣ କରିବେ ଓଡ଼ିଆ ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସରକାରୀ ସ୍ତରରେ ବ୍ୟାପକ ଆୟୋଜନ କରାଯାଉଛି। ଏହି ମର୍ମରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଆ କାବ୍ୟ କବିତାକୁ ନେଇ ଏକ ନାଟକ ପରିବେଷଣ କରାଯିବ । ଓଡ଼ିଆ…
Read More...

ରାଜ୍ୟପାଳ ପୁଲିସ ପଦକ ପାଇବେ କନେଷ୍ଟବଳ ରମେଶ ସାହୁ

ଭବାନୀପାଟଣା: କନେଷ୍ଟବଳ ରମେଶ ସାହୁ ମର୍ଯ୍ୟାଦାଜନକ ରାଜ୍ୟପାଳ ପୁଲିସ ପଦକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି। ୨୦୨୩ ରାଜ୍ୟପାଳ ପୋଲିସ ପଦକ ପାଇଁପ୍ରକାଶିତ ବିଜ୍ଞପ୍ତିରେ ୨୦ ଜଣିଆ ତାଲିକାରେ ରମେଶ…
Read More...

ଓଡ଼ିଶା ବିଶ୍ବବିଦ୍ୟାଳୟ ନୂତନ କୋଠା ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସୁଆଣ୍ଡୋ/ସାକ୍ଷୀଗୋପାଳ: ପୁରୀ  ଜିଲା ସତ୍ୟବାଦୀରେ  ରାଜ୍ୟ ସରକାରଙ୍କ ନିର୍ମାଣଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୋଠା  ଚଳିତ ମାସ ୨୪ ତାରିଖ ୧୧.୩୦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ  ମାଧ୍ୟମରେ…
Read More...

ବହୁଳ ବ୍ୟବହାର କରାଯିବ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଉନ୍ମୋଚିତ ଲୋଗୋ, ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ। ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ।…
Read More...

ନୂଆ-ଓ ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନାଚକ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା -ତୁମୁଡ଼ିବନ୍ଧ ବ୍ଲକ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡିଆ ସାହିତ୍ୟର ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଧାନମଳା  ଟ୍ରାକ୍ଟର ଓଲଟି ମହିଳା ମୃତ

ପାତ୍ରପୁର: ଜରଡ଼ା ଥାନା ଖରଣି ପଡା ପଞ୍ଚାୟତ ଆମୁଣ୍ଡି ଗ୍ରାମ ନିକଟରେ ଧାନମଳା ଟ୍ରାକ୍ଟର  ଓଲଟି ଜଣେ ମହିଳା ଙ୍କ ମୃତ୍ୟୁ  ହୋଇଥିବା ବେଳେ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ଚୈତନ୍ୟ…
Read More...

ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ପାଇଁ କର୍ମଶାଳା

 କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ପାଇଁ ବ୍ଲକ ସ୍ତରୀୟ ଲୋକକଳା କଳାକାରଙ୍କ ପ୍ରଥମ ପର୍ଯ୍ୟାୟ କର୍ମଶାଳା…
Read More...

ଧାମରାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଧାମରା : ଧାମରାର ପ୍ରସିଦ୍ଧ ମା’ ଧାମରାଇଙ୍କ ମକରମେଳା ପାଇଁ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମା’ ଧାମରାଇ ବିଜେପି ମଣ୍ଡଳ ଯୁବ ମୋର୍ଚ୍ଚା ପକ୍ଷରୁ ହୋଇଥିବା…
Read More...

ଆଠଗଡ ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଗୁରୁଡିଝାଟିଆ ଓ କୋତର ଶବର ସାହିରେ ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଅନୁଷ୍ଠାନର ସଭାପତି ସମାଜସେବୀ ମାନସ…
Read More...

ଚୋରି ଅଭିଯୋଗରେ ୩ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୁଲିସ ଚୋରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲଣ କରିଛି। ଅଭିଯୁକ୍ତ ୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନାମ ଦେବାଶିଷ ଦାସ, ଆଦିତ୍ୟ କୁମାର ପାତ୍ର ଓ ମନୋଜ…
Read More...

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯାତ୍ରୀ ନେବାବେଳେ ଅଘଟଣ, ଟ୍ରାକ୍ଟର ଓଲଟି ୧୫ ଗୁରୁତର

ନୟାଗଡ଼: ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯାତ୍ରୀ ନେବାବେଳେ ଅଘଟଣ ଘଟିଛି। ଟ୍ରାକ୍ଟରେ ଯାତ୍ରୀ ନେବା କାଳ ପାଲଟିଛି। ଯାତ୍ରୀ ନେଉଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ଜଣ ଗୁରୁତର ହୋଇଛନ୍ତି। ଫତେଗଡ଼…
Read More...

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ତତ୍କାଳୀନ ଷ୍ଟେସନ ସୁପରିନ୍‌ଟେଣ୍ଡେଣ୍ଟ ଓ ଡିଭିଜନାଲ ଟ୍ରାଫିକ୍ ଇନସପେକ୍ଟର ଚାକିରିରୁ ବହିସ୍କୃତ କରାଯାଇଥିବା ସୂଚନା ମିଳିିଛି। ଗତ ୨୦୨୩ ଜୁନ୍ ୨ ତାରିଖରେ…
Read More...

୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ପାଇବେ ଗଞ୍ଜାମ ଏସପି ଜଗମୋହନ ମୀନା

ଛତ୍ରପୁର :  ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା କରାଯାଇଛି।୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀ ସମ୍ମାନଜନକ ରାଜ୍ୟପାଳ ପଦକ ପାଇବେ।  ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ପୁରସ୍କାର  ପ୍ରଦାନ…
Read More...

ଦାଦନ ଶ୍ରମିକଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଜନ ପ୍ରତିନିଧି

ଲାଞ୍ଜିଗଡ: ଦାଦନ ଖଟିବାକୁ ଯାଇଥିବାବେଳେ କେରଳରେ ମୃତ୍ୟୁ ଘଟିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ସିନ୍ଧିପଦର ଗାଁର ସ୍ବର୍ଗତ ଟୁନା ସୁନାଙ୍କ ଆଜି ଦଶାହ ଶୁଦ୍ଧିକ୍ରିୟା ଅନୁଷ୍ଠିତ ହୋଇଯାଇଛି।…
Read More...

କନ୍ଧବୋରିରେ ସମ୍ପନ୍ନ ହେଲା ଆଦିବାସୀଙ୍କ ଅନନ୍ୟ ଟୋକୀ ପର୍ବ 

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗାଁରେ ଆଦିବାସୀଙ୍କ ଅନନ୍ୟ ପରମ୍ପରା ଟୋକିମରା ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପୌଷ ମାସରେ ଅନୁଷ୍ଠିତ ହେଉଥିବା ଏହି…
Read More...

ଦଶାହ କାମକୁ ଯିବା ବାଟରେ ଚାଲିଗଲା ଜୀବନ

ଭଦ୍ରକ : ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ମଧ୍ଯାହ୍ନ ସମୟରେ ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ବାଇକରେ ଯାଉଥିବା ୩ ଜଣ ଆରୋହୀଙ୍କୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇ ଚାଲିଗଲା।…
Read More...

ଦିଲ୍ଲୀରେ ପ୍ରଦର୍ଶିତ ହେବ ପ୍ରଜ୍ଞାପନ ମେଢ଼: ସମୀକ୍ଷା କଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦେଶକ

ଭୁବନେଶ୍ବର: ସାରା ଦେଶ ଦେଖିବ ଓଡ଼ିଶାର କଳାଚାତୁରୀ ଓ ନୃତ୍ୟ କୌଶଳ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଏନେଇ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଓଡ଼ିଶାର…
Read More...

ବାଘଛାଲ ଜବତ; ଜଣେ ଗିରଫ

ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଶନିବାର ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକସ୍ଥିତ ରାଣୀପଥ ଗାଁ ନିକଟରେ ଚଢ଼ଉ କରି ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି। ଏଥିରେ ସମ୍ପୃକ୍ତ…
Read More...

ମଦ ଦୋକାନୀଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଓ ପ୍ରେମିକା ଗିରଫ

ଭେଡ଼େନ: ବରଗଡ଼ ଜିଲା ଭେଡ଼େନ ବ୍ଲକ ସାରସପାଲି ଗ୍ରାମରେ ଡିସେମ୍ବର ୩୦ ତାରିଖ ରାତି ପ୍ରାୟ ୧ଟା ସମୟରେ ମଦ ଦୋକାନରେ ପେଟ୍ରୋଲ ଢାଳି ଦୋକାନୀଙ୍କୁ ହତ୍ୟା ଉଦ୍ୟମର ପର୍ଦ୍ଦାଫାସ ହୋଇଛି। ଆଜି ଭେଡେନ ଥାନାରେ ​ଅନୁଷ୍ଠିତ…
Read More...

ମ୍ୟାଁମାର ସୀମାରେ ଲାଗିବ ତାରବାଡ଼ : ଶାହା

ଗୁଆହାଟୀ: ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ତରଫରୁ ଖୁବ୍‌ଶୀଘ୍ର ତାରବାଡ଼ ଲଗାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଭାରତ ତରଫରୁ ବାଂଲାଦେଶ ସହ ଲାଗିଥିବା ସୀମାରେ ତାରବାଡ଼…
Read More...

ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭାପାଇବ ସତ୍ୟବାଦୀର ପଟ୍ଟଚିତ୍ର

ସାକ୍ଷିଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମଠ ସାହି ତାଲିମକେନ୍ଦ୍ରରେ ନିର୍ମିତ ପଟ୍ଟଚିତ୍ର ଅଯୋଧ୍ୟା ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭାପାଇବ। ତାଲିମକେନ୍ଦ୍ରର ଶିକ୍ଷକ ନୀଳମଣି ଜେନା ଏହି…
Read More...

ଯୁବତୀଙ୍କ ଫେକ ଆଇଡି ତିଆରି କଲେ ଯୁବକ, ଅଶ୍ଳୀଳ ଫଟୋକୁ ବ୍ୟବହାରସହ ଧମକ ଦେଇଥିବା ଅଭିଯୋଗରେ ଗଲେ ଜେଲ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଫଟୋକୁ ଅଶ୍ଳୀଳ ଭାବେ ତିଆରି କରିବା ସହ ଫେକ ଆଇଡି କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଜେଲ ଯିବାକୁ ପଡିଛି । ଜେଲ ଯାଇଥିବା ଯୁବକ ଜଣକ ହେଲେ ପାଟଣାଗଡର…
Read More...

ଓଡିଆ ଭାଷାର ବ୍ୟବହାର ଓ ବହୁଳ ପ୍ରଚଳନ ଉପରେ ଗୁରୁତ୍ବ

ଗୋପାଳପୁର :ଓଡ଼ିଆ ସରକାରଙ୍କ ନୂଆ - ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଦକ୍ଷିଣ ଓଡ଼ିଶା ଓ ଭାଷା ଅନ୍ତର୍ଗତ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ପର୍ଯ୍ୟାୟରେ ଚଳିତ ଜାନୁଆରୀ ୧୮ତାରିଖରୁ ଆରମ୍ଭ ହୋଇଥିବା…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ପରୀକ୍ଷା ଚାପମୁକ୍ତ କର୍ମଶାଳା

ବୌଦ୍ଧ : ପରୀକ୍ଷା ରୁତୁ ଆସିବା ପୂର୍ବରୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ୍ କ୍ରସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଚାପମୁକ୍ତ ପରୀକ୍ଷା ଉପରେ ଏକ…
Read More...

ହାଫିଜଙ୍କ ଭବିଷ୍ୟତକୁ ନେଇ ଆଶଙ୍କା

କରାଚି : ପାକିସ୍ତାନ କ୍ରିକେଟ ଦଳର ନିର୍ଦେଶକ ଦାୟିତ୍ବରେ ଥିବା ମହମ୍ମଦ ହାଫିଜଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ ଖେଳାଯାଇଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ ଦଳ ଆଶାନୁରୂପ ପ୍ରଦର୍ଶନ…
Read More...

ଝରଣାସାହିଠାରେ ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ଶିବିର, ୮୯ ଜଣ ହିତାଧିକାରୀଙ୍କୁ ୬୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା

ଭୁବନେଶ୍ୱର: ଆଜି ଯୁଗ୍ମ ଶ୍ରମଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱରଦ୍ୱାରା ପରିଚାଳିତନିର୍ମାଣ ଶ୍ରମିକକଲ୍ୟାଣ ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଝରଣାସାହିର ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ…
Read More...

ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ…
Read More...

ସେବାର ଭାବନାକୁ ଜାଗ୍ରତ ପାଇଁ ଏନଏସଏସ ଭୂମିକା ଗୁରୁତ୍ୱପୂର୍ଣ୍ଣ: କୁଳପତି

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଅଡିଟୋରିୟମରେ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା(ଏନଏସଏସ)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର…
Read More...

୧୩ଟି ଜିଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ ୪,୬୦୦…

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ ବିଭିନ୍ନ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି, ପରିକ୍ରମା ପ୍ରକଳ୍ପ ପାଇଁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ସଂସ୍କୃତି ଓ…
Read More...

୨ ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ, ପୀଡ଼ିତାଙ୍କୁ ୧୦ଲକ୍ଷ କ୍ଷତି ପୂରଣ ଦେବାକୁ ନିର୍ଦେଶ

ଜଗତସିଂହପୁର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଜଣ ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୨୦୧୬ ତିର୍ତ୍ତୋଲ ଥାନା ଅଞ୍ଚଳ ଗଣଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ହୋଇଛି। ଦୋଷୀ ଅକ୍ଷୟ ନାୟକ ଓ ପ୍ରଭାତ…
Read More...

୩ ଦିନ ଯାଏଁ ଘନ କୁହୁଡ଼ି, ଗୁରୁଚାପ ପ୍ରଭାବରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଉପକୂଳବର୍ତ୍ତି ଓ ପାର୍ଶ୍ବବର୍ତ୍ତି ଜିଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବାବେଳେ କୁହୁଡ଼ି ପାଇଁ ୨୦ ଜିଲାକୁ ୟେଲୋ…
Read More...

ପ୍ରଥମ ଟେଷ୍ଟ: ହାଜେଲ୍‌ଉଡ୍‌ଙ୍କୁ ୧୦ ୱିକେଟ୍‌, ଇଣ୍ଡିଜ୍‌ ୧୦ ୱିକେଟ୍‌ରେ ପରାସ୍ତ

ଆଡିଲେଡ୍‌ : ଆଶା ଅନୁସାରେ ଏଠାରେ ଶୁକ୍ରବାର ସମାପ୍ତ ହୋଇଥିବା ପ୍ରଥମ ​ଟେଷ୍ଟମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ସହଜରେ ଜିତିନେଇଛି। ୱେଷ୍ଟଇଣ୍ଡିଜ୍‌କୁ ୧୦ ୱିକେଟ୍‌ରେ ହରାଇ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ…
Read More...

କାଠରେ ଶ୍ରୀରାମଙ୍କୁ ଭକ୍ତି ଅର୍ଘ୍ୟ

ବ୍ରହ୍ମପୁର :ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ଉପାୟରେ ସମସ୍ତେ ନିଜର ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଅବସରରେ ବ୍ରହ୍ମପୁର କ୍ଷୁଦ୍ର କାଠଶିଳ୍ପୀ…
Read More...

ଅମ୍ପାଭାଲିରେ ଝାଡ଼ାବାନ୍ତି, ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ପଟାଙ୍ଗି: କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ପଟାଙ୍ଗି ବ୍ଳକ ଅନ୍ତର୍ଗତ ଅମ୍ପାଭାଲି ଗ୍ରାମରେ ତିନିଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା…
Read More...

ଲଡୁଗାଁ ପଞ୍ଚାୟତରେ ତାଲା ପକାଇଲେ ହିତାଧିକାରୀ ବାରମ୍ଵାର ପିଡିଏସ୍ ଅନିୟମିତତା ଅଭିଯୋଗ

ଲଡ଼ୁଗାଁ : ଅନେଗୁଡ଼ିଏ ହେରଫେର ଓ ଅନିୟମିତତାକୁ ନେଇ ଲଡୁଗାଁ ପଞ୍ଚାୟତ ଚର୍ଚ୍ଚାକୁ ଆସିଥାଏ । ପୁଣିଥରେ ଏହି ପଞ୍ଚାୟତ ଚର୍ଚ୍ଚାକୁ ଆସିଛି । କୋକସରା ବ୍ଳକ ଲଡୁଗାଁ ପଞ୍ଚାୟତ ରେ ପୁଣିଥରେ ଅନିୟମିତତା ହେଉଥିବା କାରଣରୁ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ

ଭବାନୀପାଟଣା:  କେସିଙ୍ଗା ବ୍ଲକ ଅଧମୁଣ୍ଡା ଆଶ୍ରମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ଆଜି ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସ୍କୁଲର ଏକ…
Read More...

ବିବାହିତ ମହିଳାଙ୍କ ଆତ୍ମହତ୍ୟା

 ଗୋପାଳପୁର :  ଗୋପାଳପୁର ଥାନା ଅର୍ନ୍ତଗତ କଦର ପଲ୍ଲୀ ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ଜଣକ ହେଲା ଡିଲେଶ୍ୱରି ପ୍ରଧାନ(୩୦) ମୃତକ ଡିଲେଶ୍ୱରି ସେହି ଗ୍ରାମର …
Read More...

ପ୍ରତିବର୍ଷ ପାଳନ କରାଯିବ ମାତୃଭାଷା ଦିବସ ସହ ଓଡିଆ ଭାଷା ସପ୍ତାହ

ଭୁବନେଶ୍ୱର: ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ       ତୃତୀୟ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବୃଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନ, ଭୁବନେଶ୍ବର ଠାରେ ପ୍ରଥମ…
Read More...