ଉତ୍ତରେଶ୍ୱର ମନ୍ଦିରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଶୁଭାରମ୍ଭ

ଚୌଦ୍ୱାର: ଚୌଦ୍ୱାରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଓ ମହାପ୍ରଭୁଙ୍କ ଚବିଶ ବେଶ କାର୍ଯ୍ୟକ୍ରମ ଆଗ୍ରାହାଟସ୍ଥିତ ପୁରାତନ ଶୈବପୀଠ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶନିବାର ଠାରୁ ଆରମ୍ଭ ହୋଇଛି। ଚୌଦ୍ୱାର…
Read More...

ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

ଧାମରା : ଧାମରା ନିକଟସ୍ଥ ଶଶିକାଦେଇପୁର ଠାରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଏହି ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ…
Read More...

ସେରିଗୁମ୍ମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ  ବାର୍ଷିକ ଉତ୍ସବ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ସଦର ମହକୁମାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଡମ୍ବରରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେବିଦ୍ୟାଳୟ ର…
Read More...

ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆରମ୍ଭ ହେଲା ମାପଚୁପ: ନିର୍ମାଣ ହେବ ପୋଲ , ଦୂର ହେବ ଲୋକଙ୍କ ସମସ୍ୟା

ହରଭଙ୍ଗା :ବୌଦ୍ଧର ନୂତନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜେ. ସୋନାଲ ହରଭଙ୍ଗା ବ୍ଲକର ଦୁର୍ଗମ ମହାଲିକପଡା ପଞ୍ଚାୟତର ହିଞ୍ଜଳ, କୁଟିବାରୀ, ସାତଖଣ୍ଡ ଭଳି ତିନୋଟି ଦୁର୍ଗମ ଗ୍ରାମ ପରିଦର୍ଶନ କରି ଲୋକଙ୍କ…
Read More...

ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।…
Read More...

ଜାତୀୟ ମହିଳା ଉଦ୍ୟୋଗୀ ପରିଷଦର ନେତୃତ୍ୱ ପରିବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ କମର୍ସ ଜାତୀୟ ମହିଳା ଉଦ୍ୟୋଗୀ ପରିଷଦର ନେତୃତ୍ୱ ପରିବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ପୂର୍ବତନ ଆବାହକ ତଥା ସମ୍ବାଦର କାର୍ଯ୍ୟନିର୍ବାହୀ…
Read More...

ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନ, ସମ୍ବର୍ଦ୍ଧିତ ହେଲେ ପ୍ରତିଭା ରାୟ, ସୀତାକାନ୍ତ…

ଭୁବନେଶ୍ବର: ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ…
Read More...

ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ

ପିପିଲି :ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଶନିବାର ଦିନ ପିପିଲି ବ୍ଲକର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଭାଷା, ସାହିତ୍ୟ, ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

ଜହ୍ନ।ପଙ୍କ : ଗତ ରବିବାରଠାରୁ ବୌଦ୍ଧ ବ୍ଳକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ନିକଟସ୍ଥ ଜଗତି ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଥୁବା ତୃତୀୟ ଗନ୍ଧରାଡି ଲୋକ କଳା ମହୋତ୍ସବ ଓ ପଲିଶ୍ରୀ ମେଳାର…
Read More...

ଲକ୍ଷ୍ମୀପୁର ଅଞ୍ଚଳରେ ଅବାଧ ଗଞ୍ଜେଇ ଚାଷ-୩ ଶହ ଗଛ ପୋଡ଼ି ନଷ୍ଟ, ୨ ଗିରଫ

: ୧୦ କିଲୋ ଗଞ୍ଜେଇ ଯବତ ସହିତ ଦୁଇ ଜଣଙ୍କୁ ଅଦାଲତ , ୩ ଶହ ଗଛ ପୋଡି ନଷ୍ଟ କରାଗଲା ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଅବାଧ ଗଞ୍ଜେଇ ଚାଷ କରିବା ସହିତ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ…
Read More...

ଗୋପାଳପୁର କଲେଜରେ ଜିଲା ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର   

ଗୋପାଳପୁର : ଗୋପାଳପୁର କଲେଜ ପକ୍ଷରୁ ଜିଲା ସ୍ତରୀୟ ଯୁବ ରେଡ଼କ୍ରସ  ସ୍ୱେଚ୍ଛାସେଵୀ ମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଆଜି କଲେଜ ପରିସରରେ ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ…
Read More...

ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ‘ସମୃଦ୍ଧି’ ଉଦଯାପିତ 

ବୌଦ୍ଧ : ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରା ପରିସରରେ ବୀରନରସିଂହପୁର, ରାଧାନଗର, ତାଳବାହାଲ, ସରସରା, ବାଣୀଭୂଷଣ ପୁର ଓ ହରେକୃଷ୍ଣପୁର ମୋଟ ଛଅଟି କ୍ଲଷ୍ଟର୍ ରୁ…
Read More...

ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅର୍ନ୍ତଗତ ଡିଣ୍ଡିରାଗାଁ ପଞ୍ଚାୟତ ଅନ୍ତର୍ଗତ ଡିଣ୍ଡିରାଗାଁ ମିନି ଷ୍ଟାଡିଅମ ଠାରେ ସରପଞ୍ଚ ରଞ୍ଜିତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ…
Read More...

ନୂଆପାଟଣା ନିକଟରେ ବସ୍ ଦୁର୍ଘଟଣା,୨୧ ଯାତ୍ରୀ ଆହତ

ଚୌଦ୍ୱାର : ୫୫ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଗଡ଼ା ନିକଟରେ ଗୁରୁବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡ଼ିଛି । ଫଳରେ ବସରେ ଥିବା ଯାତ୍ରୀ…
Read More...

ପୁଲିସ ଏକ କର୍ମ କିମ୍ବା ବୃତ୍ତି ନୁହେଁ ବରଂ ଧର୍ମ-ଡିଜିପି

ଭୁବନେଶ୍ବର: ରାଜ୍ୟ ପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ୟ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି ଷଷ୍ଠ ବାଟାଲିୟନ ପରିସରରେ ୬୮ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ…
Read More...

ପଦ୍ମାବତୀ ରାଣୀଙ୍କ ଧନେଷ୍ଟି ଓଷା, ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ

ଲାଞ୍ଜିଗଡ: ମୃତ୍ୟୁ ଭୟରେ ମ୍ରିୟମାଣ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପୁତନାକୁ ପଠାଇବା ପରେ ସେଠାରେ ପୁତନାର ମୃତ୍ୟୁ ଘଟିଛି। ଦୂତଠାରୁ ଏହି ସମ୍ବାଦ ପାଇବା ପରେ କଂସ ମନରେ ଆହୁରି ଭୟ ଜାତ…
Read More...

ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କଲମପୁର: ଗୁରୁବାର ପଣ୍ଡିଗାଁ ପଞ୍ଚାୟତ ପକ୍ଷରୁ ପଣ୍ଡିଗାଁ ସାପ୍ତାହିକ ବଜାର ପଡିଆ ଠାରେ ସରପଞ୍ଚ କବିତା ଜୈନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମକୁ ତହସିଲଦାର ସ୍ମରଣୀକା ତୁଳ…
Read More...

ଇଲେକ୍ଟ୍ରୋହୋମିଓପାଥି ଏକ ନିର୍ଭରଯୋଗ୍ୟ ଓ ଜନାଦୃତ ଚିକିତ୍ସା ପଦ୍ଧତି

ବାଙ୍ଗିରିପୋଷି: ଝାରପୋଖରିଆ ସ୍ଥିତ ପୁରୁଷୋତ୍ତମ ଇଲେକ୍ଟ୍ରୋହୋମିଓପାଥି ମେଡିକାଲ କଲେଜ ପରିସରରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି` କଲେଜର ପ୍ରତିଷ୍ଠାତା ତଥା ମୟୂରଭଞ୍ଜ ଇଲେକ୍ଟ୍ରୋହୋମିଓ ଡାକ୍ତର…
Read More...

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ସୁଆଣ୍ଡୋ : ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗ ଦେଇଥିଲେ । ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ…
Read More...

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଡାଇଲିସିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଣାଇ: ବଣାଇ ଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଭାସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବଣାଇ ଉପଖଣ୍ଡ ଚିକିତ୍ସାଳୟ ସମେତ ୧୬ ଗୋଟି ଡାଇଲିସିସ ସେଣ୍ଟର ଉଦଘାଟନ କରିଛନ୍ତି। ବଣାଇଁ ବିଡିଓ ଦିବ୍ୟ…
Read More...

ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬କୋଟିର ଅନୁଦାନ ମିଳିଛି-ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬କୋଟିର ଅନୁଦାନ ମିଳିଛି। ବିଗତ ୩ ବର୍ଷ…
Read More...

ଦେଶରେ ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ ବୃଦ୍ଧି କରିବାକୁ ଯୋଜନା କରାଯାଉଛି

ଭୁବନେଶ୍ୱର: ଇଣ୍ଡିଆନ ଚ୍ୟାମ୍ବର ଅଫ୍ କର୍ମସ(ଆଇସିସି) ଓ ବସୁଧା ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଡିକାର୍ବୋନାଇଜେସନ ରଣନୀତି ଉପରେ ଓଡିଶାରେ କ’ଣ ପଦକ୍ଷେପ ନିଆଯାଇପାରିବ ତାହାକୁ ନେଇ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ…
Read More...

ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର : ମହର୍ଷି କଲେଜ ଏବଂ କଣ୍ଟାଵାଡସ୍ଥ ଆଇଆଇଏମ୍ ଟି ର ମିଳିତ ସହଯୋଗରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଜାତୀୟ ଆଲୋଚନାଚକ୍ର ଅଧ୍ୟକ୍ଷ  ମଞ୍ଜୁ ପଟ୍ଟନାୟକ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଜଗନ୍ନାଥ ରଥ ହେଲେ ନୂଆ ସୂଚନା କମିଶନର, ନିଯୁକ୍ତି ଦେଲେ ରାଜ୍ୟପାଳ

ଭୁବନେଶ୍ବର: ଜଗନ୍ନାଥ ରଥଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ସୂଚନା କମିଶନର ଭାବେ ଜଗନ୍ନାଥ ରଥଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ରାଜଭବନ ପକ୍ଷରୁ…
Read More...

ବାଲିଘାଟରୁ ବେଆଇନ ବାଲି ଉଠାଣ ରୋକ ବଳବତ୍ତର-ହାଇକୋର୍ଟ

କଟକ:ବାଲିଘାଟରୁ ବେଆଇନ ବାଲି ଉଠାଣ ମାମଲାରେ ହାଇକୋର୍ଟରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ କରିଛନ୍ତି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ପକ୍ଷରୁ ବାଲିଘାଟରୁ ବେଆଇନ ବାଲି ଉଠାଣ ଉପରେ ରୋକ ବଳବତ୍ତର…
Read More...

ଯୁବକଙ୍କ ବେକ କାଟି ଦୁର୍ବୁତ୍ତ ଫେରାର

ବାଲେଶ୍ବର: ଜଣେ ଯୁବକଙ୍କ ବେକ କାଟି ଦେବା ପରେ ଘଟଣାସ୍ଥଳରୁ ଦୁର୍ବୁତ୍ତ ଫେରାର ହୋଇଯାଇଛି। ବାଲେଶ୍ବର ଜିଲାର ସିନ୍ଧିଆ-କେଶରପୁର ରାସ୍ତାରେ କେହି ଦୁର୍ବୁତ୍ତ ଯୁବକଙ୍କ ବେକ କାଟି ଦେବା ପେର ସେଠାରୁ ଚମ୍ପଟ ମାରିଛି।…
Read More...

ବିଦ୍ୟୁତ ଖୁଣ୍ଟ ସହ ମୋଟରସାଇକେଲ ଧକ୍କା, ଚାଳକ ମୃତ୍ୟୁ

ଗୋପାଳପୁର:  ଗୋଳନ୍ଥରା ଥାନା ଅନ୍ତର୍ଗତ ତୁଳୁ-ଲଉଡିଗାଁ ରାସ୍ତା ର ଷୋଳବିନ୍ଧା ଛକ ଠାରେ ଏକ ମୋଟରସାଇକେଲ ରାସ୍ତା ଉପରେ ବିପଦପୂର୍ଣ୍ଣ ଅବସ୍ଥା ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ଫଳରେ ଚାଳକ ଜଣଙ୍କ…
Read More...

ବୁର୍ଲା ଭିମସାର: ନୂତନ ଭାରପ୍ରାପ୍ତ ନିର୍ଦେଶକ ହେଲେ ଭାବଗ୍ରାହୀ ରଥ, ବର୍ଷା ଟଡୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା…

ବୁର୍ଲା : ବୁର୍ଲା ଭିମସାର ପୁଣି ଗତ ପ୍ରାୟ ୯ ମାସରୁ ଉର୍ଦ୍ଧ୍ବ ହେବ ସ୍ଥାୟୀ ନିର୍ଦ୍ଦେଶକ ପଦରୁ ବଞ୍ଚିତ ରହିଛି। ଏଠାରେ ଭାରପ୍ରାପ୍ତ ନିର୍ଦେଶକ ବ୍ୟବସ୍ଥାରେ ଚାଲିଛି। ଭିମସାରର ନୂତନ ଭାରପ୍ରାପ୍ତ ନିର୍ଦେଶକ ଭାବରେ…
Read More...

ବିରଜା କ୍ଷେତ୍ରରେ ନିର୍ମାଣ ହେଉଛି ବିଶ୍ୱର ବୃହତ୍ତମ ଶିବମୂର୍ତ୍ତି, ମହାଶିବରାତ୍ରିରେ ହେବ ଲୋକାର୍ପିତ 

ଯାଜପୁର :ଯାଜପୁର ଦେଶର ଅନ୍ୟତମ ପୁରାତନ, ଐତିହାସିକ, ସାଂସ୍କୃତିକ ସହର। ଦେଶର ବିଭିନ୍ନ ଶକ୍ତି କ୍ଷେତ୍ର ମଧ୍ୟରୁ ଅନ୍ୟତମ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା। ଗଙ୍ଗାଠାରୁ ବି ପବିତ୍ର ବୈତରଣୀ ନଦୀ ଏହି ସହର…
Read More...

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ

କେନ୍ଦୁଝରଗଡ: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ଦୁଷ୍କର୍ମ ମାମଲାର ବିଚାର କରି ଚମ୍ପୁଆ ଥାନା କାଞ୍ଜିଆଶୁଳା ଗ୍ରାମର ପ୍ରକାଶ ଚନ୍ଦ୍ର ନାଏକ(୩୪)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ…
Read More...

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝରଗଡ : ଅତିରିକ୍ତ ଜିଲାଜଜ୍‍ ମମିତା ଦାଜ୍ୱୁଧବାର ଏକ ନରହତ୍ୟା ମାମଲାର ବିଚାର କରି ସଦର ଥାନା ଜଗନ୍ନାଥପୁର ଗ୍ରାମର ଶରତ ଚନ୍ଦ୍ର ମହାନ୍ତ(୪୫)କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଏବଂ…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରାଯାଉ-ପଦ୍ମଶ୍ରୀ ତୁଳସୀ

କେନ୍ଦୁଝରଗଡ : ଓଡିଶା ସରକାରଙ୍କ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ…
Read More...

ପୁତୁରାର କୋଦାଳ ମାଡ଼ରେ ଦାଦା ଖୁଡି ଗୁରୁତର

କେଶଦୁରାପାଳ : ବାଡ଼ିରେ କୁକୁଡ଼ା ପଶିବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ବଚସା ପରେ ମାରପିଟ ହୋଇଛି। ସମ୍ପର୍କୀୟ ପୁତୁରାର କୋଦାଳ ଚୋଟରେ ଦାଦା ଖୁଡି ଗୁରୁତର ଆହାତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି…
Read More...

ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଦିଆଯିବ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର:  ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ସମ୍ମିଳନୀ…
Read More...

ଶିକ୍ଷାର ଉତ୍ସବ-‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ୧୬ଟି ବିଭାଗରେ ଦିଆଗଲା ମୋଟ ୭୫୧୯ଟି ପୁରସ୍କାର

ଭୁବନେଶ୍ୱର :ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ ୫-ଟି ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲା,…
Read More...

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଅତିରିକ୍ତ ପୁଲିସ କମିଶନର ଭାବେ ଅବିନାଶ କୁମାରଙ୍କୁ ବଦଳି କରାଯାଇଛି। ବ୍ରିଜେଶ କୁମାରଙ୍କୁ ଗୁଇନ୍ଦା ଡିଆଇଜି(ସିକ୍ୟୁରିଟି ୱିଙ୍ଗ) ଭାବେ ବଦଳି…
Read More...

ବି.ରାଧିକାଙ୍କୁ ଅବସର ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୮୯ ବ୍ୟାଚର ଆଇପିଏସ ବି.ରାଧିକାଙ୍କୁ ଅବସର ନେବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆଇପିଏସ ଅଫିସର ବି.ରାଧିକାଙ୍କୁ ସ୍ବେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ଅନୁମତି…
Read More...

ଘର ସମ୍ମୁଖରେ ଏନଏସିର ସର୍ବ ସାଧାରଣ  ଶୌଚାଳୟ ନିର୍ମାଣକୁ ବିରୋଧ  

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି   ଦ୍ଵାରା  ୱାର୍ଡ ନଂ୧୧ ସ୍ଥିତ ମିଲପଡ଼ାରେ ଏବେ  ନିର୍ମାଣ କରାଯାଉଛି  ସର୍ବ ସାଧାରଣ ଶୌଚାଳୟ। କିନ୍ତୁ ଏହି ଶୌଚାଳୟ ନିର୍ମାଣକୁ ନେଇ  ଉକ୍ତପଡ଼ାର ସ୍ଥାୟୀ ବାସିନ୍ଦା…
Read More...

ମାଳିଯୁବାଙ୍ଗ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଲାଞ୍ଜିଗଡ: ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିକାଶର ମଡେଲ୍ ଦେଖିବାକୁ ମିଳୁଛି। ଏନେଇ ବୁଧବାର ଦିନ ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ ମାଳିଯୁବାଙ୍ଗ ପଞ୍ଚାୟତ ସରକାରୀ…
Read More...

ଭୋଦପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ଭୂଇଁପୁର ପଞ୍ଚାୟତ ଅନ୍ତର୍ଗତ ଭୋପଦଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଳିତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ପଞ୍ଚାୟତୟତସ୍ତରୀୟ ‘ଆମ ଓଡିଆ ନବୀନ ଓଡିଶା’ ସଚେତନା ଶିବିର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆଁ ପଚାୟତ ଠାରେ ପଂଚାୟତ ସ୍ତରୀୟ ‘ଆମ ଓଡିଶା ନବୀନ ଓଡିଶା’ ସଚେତନା ଶିବିର ଗୁଣ୍ଡୁଣିଆଁ ସରପଚ ଶ୍ରୀଧର ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଇଂ ହରିଭକ୍ତ କୁନା…
Read More...

ନୂଆ- ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପନ

ଗଞ୍ଜାମ : ଗଞ୍ଜାମ ବ୍ଲକଅନ୍ତର୍ଗତ  ଖଣ୍ଡଦେଉଳୀ ସହିଦ ଭଗତ ସିଂ କଲେଜରେ ନୂଆ -ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୁଧବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଜଗନ୍ନାଥ ସଂସ୍କୃତିର  ଉଦଯାପନୀ ସଭା…
Read More...

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଚାର୍ଜଫ୍ରେମ ଦାଖଲ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜ ଫ୍ରେମ ହୋଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାର୍ଜ ଫ୍ରେମ ଦାଖଲ କରାଯାଇଛି। ସେହିପରି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀଙ୍କ…
Read More...

ପେଟିଏମକୁ ବଡ଼ ଝଟକା: ଆଉ ଯୋଡ଼ି ହୋଇପାରିବେନି ନୂଆ ଗ୍ରାହକ, ଫେବୃଆରୀ ୨୯ରୁ ହୋଇପାରିବନି ଜମା

ନୂଆଦିଲ୍ଲୀ: ପେଟିଏମକୁ ମିଳିଛି ବଡ଼ ଝଟକା। ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ସେହିପରି ଆଉ ପେଟିଏମରେ ନୂଆ ଗ୍ରାହକ ଯୋଡ଼ି ହୋଇପାରିବେନି। ଫେବୃଆରୀ ୨୯ଠାରୁ…
Read More...

ସ୍କର୍ପିଓ ଧକ୍କାରେ ୨ ମୃତ

ଦେବଗଡ : ସ୍କର୍ପିଓ ଧକ୍କାରେ ସ୍କୁଟିରେ ଯାଉଥିବା ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ବାରକୋଟ ଥାନା ବମ୍ପରଡା ନିକଟ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଏହି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି।  ସ୍ୱାମୀ ଓ ସ୍ତ୍ରୀ…
Read More...

ସ୍ବାମୀଙ୍କ ଆତ୍ମହତ୍ୟା ପରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା ଦେଖିବାକୁ ମଳିଛି। ସ୍ବାମୀଙ୍କ ଆତ୍ମହତ୍ୟା ପରେ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ପୁଲିସ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ…
Read More...

ଓଡ଼ିଆ ଭାଷା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ନୂଆ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଛି । ପଞ୍ଚାୟତ ମହାବିଦ୍ୟାଳୟର +୨ ଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ରଙ୍କ…
Read More...

ଏଟିଏମ୍ ତାଡି ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ 

କେଶଦୁରାପାଳ : କେହି ଅଜଣା ଦୁର୍ବୁତ୍ତ ଏଟିଏମ୍ ତାଡି ଟଙ୍କା ଲୁଟି ନେଇ ଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଘସିପୁରା ଆନା ଅନ୍ତର୍ଗତ ଖାଳିଆ ମେଣ୍ଟା ଗ୍ରାମରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଟିକୁ କେହି…
Read More...

ଜାଗମରା ଅଞ୍ଚରେ ବୁଲିଲା ଖଣ୍ଡା ଓ ଭୁଜାଲି, ଖଣ୍ଡଗିରି ପୁଲିସର ଛାନଭିନ

ଭୁବନେଶ୍ବର: ରାଜଧାନୀର ଜାଗମରା ରୋଡରେ ବୁଲିଲା ଖଣ୍ଡା ଓ ଭୁଜାଲି। ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ସୂଚନା ଅନୁଯାୟୀ…
Read More...

ଗୋରଖପୁର ହଟିଆ ମୌର୍ୟ୍ୟ ଏକ୍ସପ୍ରେସ ସମ୍ବଲପୁର ପର୍ୟ୍ୟନ୍ତ ସମ୍ପ୍ରସାରଣ ଯାତ୍ରୀ ସୁବିଧାକୁ ସୁଗମ କରିବ : ଧର୍ମେନ୍ଦ୍ର…

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ରେଳ ମନ୍ତ୍ରଣାଳୟ ‘ଗୋରଖପୁର ହଟିଆ - ଗୋରଖପୁର ମୌର୍ୟ୍ୟ ଏକ୍ସପ୍ରେସ’ ଚଳାଚଳକୁ ସମ୍ବଲପୁର ପର୍ୟ୍ୟନ୍ତ…
Read More...

ସଜେଇ ହେଉଛି ସମ୍ବଲପୁର ରେଳ ଷ୍ଟେସନ

ସମ୍ବଲପୁର: ଆସନ୍ତ ୩ ତାରିଖ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଥିବାରୁ ବିଭିନ୍ନ କେନ୍ଦ୍ରୀୟ ବିଭାଗ ଓ ବିଜେପି ଦଳ ପକ୍ଷରୁ ବ୍ୟାପକ ପ୍ରାକ ପ୍ରସ୍ତୁତି ଜାରି ରହିଛି। ଶନିବାର ଦିନ…
Read More...

ଅବକାରୀ ଚଢାଉ: ୩୫୦୦ଲିଟର ପୋଚ ନଷ୍ଟ, ୨୧୦ଲିଟର ମଦ ଜବତ

ଗୁରୁଡିଝାଟିଆ: ଡାଳୁଆ ନିକଟବର୍ତ୍ତି ଜଙ୍ଗଲ ଭିତରେ ଥିବା ଚୋରା ଦଶୀମଦ ଭାଟି ଉପରେ ଅବକାରୀ ଚଢାଉ କରାଯାଇଛି। ଏହି ଚଢାଉରେ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ୩୫୦୦ଲିଟର ପୋଚକୁ ନଷ୍ଟ କରାଯିବା ସହ ପ୍ରସ୍ତୁତ ହୋଇଥିବା…
Read More...

ଅସହାୟ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ହେବ ପ୍ରାଥମିକତା-ଜିଲାପାଳ

କେନ୍ଦ୍ରାପଡ଼ା : ସରକାରଙ୍କ ସମସ୍ତ ଯୋଜନା କିଭଳି ଅସହାୟ ଓ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ତାହା ଜିଲା ପ୍ରଶାସନର ପ୍ରାଥମିକତା ହେବ ବୋଲି ନଵନିଯୁକ୍ତ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି…
Read More...

ଆର ପାରିରେ ପୁରୀ ଗଜପତିଙ୍କ ସାନମାଇଁ ରେଣୁକା ଦେବୀ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ରାଜ ପରିବାରର ସାନକୁମାର କିରଣେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ରାଣୀ ରେଣୁକା ଦେବୀ(୬୭)ଙ୍କ ଆଜି ପରଲୋକ ଘଟିଛି । ଉଚ୍ଚରକ୍ତଚାପ ତଥା ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ…
Read More...

ଲୁହାରଡ଼ ଚୋରି ଅଭିଯୋଗରେ ୨ ଗିରଫ

କେଶଦୁରାପାଳ : ଘସିପୁରା ପୁଲିସ ପକ୍ଷରୁ ଲୁହାରନ୍ ଚୋରି ଅଭିଯୋଗରେ ୨ଜଣଙ୍କୁ ଗିରଫ ପରେ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ସୂଚନଯୋଗ୍ୟ ଘସିପୁରା ଥାନା ଅନ୍ତର୍ଗତ ଅତାସାହି ଠାରେ ଏକ ପୋଲ ନିର୍ମାଣ…
Read More...

ବସ୍ତି ଖୋଜୁଛି ବିକାଶ ଚିତ୍ର

ରାଉରକେଲା: ମୁଣ୍ଡ ଉପରେ ନିର୍ବାଚନ। ଏଥିପାଇଁ ରାଜନୈତିକ ଏବଂ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଛି। ଏଭଳି ସମୟରେ ଭୋଟ ଦେଇ ମୌଳିକ ସୁବିଧା ପାଉ ନ ଥିବା ସୁନ୍ଦରଗଡ଼ ଜିଲା ସ୍ମାର୍ଟସିଟି ରାଉରକେଲାର କିଛି ବସ୍ତି…
Read More...

କେନ୍ଦୁଝର ଜିଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦିଆଯିବ: ଜିଲାପାଳ

କେନ୍ଦୁଝରଗଡ:କେନ୍ଦୁଝର ଜିଲାପାଳ ଭାବେ ବିଶାଲ ସିଂହ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ସିଂହ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଜିଲାର ଆରାଧ୍ୟ ଦେବୀ ମା’ ତାରିଣୀ ଏବଂ ରାଷ୍ଟ୍ରଦେବ ପ୍ରଭୁ ବଳଦେବ ଜୀଉଙ୍କ ଦର୍ଶନ କରି…
Read More...

ଧାନ କ୍ରୟରେ ଅନିୟମିତତାର ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର

କଲମପୁର/ ଧର୍ମଗଡ଼ : ରାଜ୍ୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଧାନ କ୍ରୟରେ ହେଉଥିବା ଅନିୟମିତତାର ସିବିଆଇ ତଦନ୍ତ ନିମନ୍ତେ ବିଜେପି କଳାହାଂଡି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ…
Read More...

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ୱର: ଆଜି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ମିନାକ୍ଷୀ ଵାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।…
Read More...

ଉତ୍କଳରେ ହେବ ଆନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହ ଯୋଗଦେବେ ୩୮ଟି…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଫେବୃଆରୀ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହିତ ୩୮ଟି ସରକାରୀ ଓ…
Read More...

ମହାତ୍ମାଗାନ୍ଧୀଙ୍କର ଅହିଂସା ନୀତି ଆଜି ବି ବିଶ୍ୱର ବହୁ ଦେଶରେ ଆଦୃତ

ଆଠଗଡ: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ତଥା ଶହୀଦ୍‍ ଦିବସ ଅବସରରେ ଆଠଗଡ ଯୁବ-ଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସାଂପ୍ରତିକ ପରିସ୍ଥିତିରେ ଗାନ୍ଧୀବାଦର ପ୍ରାସଙ୍ଗିକତା…
Read More...

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ତେଣ୍ଡେରା ଗ୍ରାମରେ ନିଜ ଶୋଇବା ଘରୁ ଜଣେ +୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ଗ୍ରାମର ଉମାକାନ୍ତ ମହାନ୍ତ ଙ୍କ ଝିଅ ଲିଟିଲ ମହାନ୍ତ(୧୭)…
Read More...

ଭଟାଙ୍ଗପଦର ଠାରେ ନୂଆ ଓଡିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଲାଞ୍ଜିଗଡ : ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ଗ୍ରାମ ପଞ୍ଚାୟତ ଠାରେ ଜାନୁଆରୀ ସୋମବାର ‘ଆମ ଓଡ଼ିଶା, ନବୀନ ଓଡିଶା’ ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରୀୟ…
Read More...

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟଣା, ୩ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ଭବାନୀପାଟଣା: ସଦର ଥାନା ଅନ୍ତର୍ଗତ ଝିଙ୍କାପିଟା ଗାଁ ରେ ଗତ ୨୦୦୮ ମସିହାରେ ଗୁଣି ଗାରେଡ଼ି ହତ୍ୟାକାଣ୍ଡ ଘଟଣାର ଶୁଣାଣି କରି ଜିଲା ଦୋରଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ ସହ ଆଜୀବନ…
Read More...

ନୁଆଗାଁ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

କଲମପୁର :  ମଙ୍ଗଳବାର କଲମପୁର ବ୍ଲକ ଅଧିନସ୍ଥ ନୁଆଗାଁ ପଞ୍ଚାୟତ ପକ୍ଷରୁ ରତାଲୁପଡା ଖେଳ ପଡିଆ ଠାରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ସରପଞ୍ଚ ଶୁସାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ…
Read More...

ଟ୍ରକ ସହ ୪ କୁଇଣ୍ଟାଲ୍ ଗଞେଇ ଜବତ, ୨ଗିରଫ

ପଦ୍ମପୁର : ରାୟଗଡା ଜିଲା ପଦ୍ମପୁର ପୁଲିସକୁ ପୁଣି ମିଳିଛି ସଫଳତା। ପଶ୍ଚିମବଙ୍ଗକୁ ବେଆଇନ ଗଞେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା କେନ୍ଦୁଗୁଡା ଫାଣ୍ଡି ପୁଲିସ। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ…
Read More...

ନ’ଅଙ୍କ ଦୁର୍ଭିକ୍ଷ ପୁସ୍ତକର ସଂପାଦକଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଶଂସା

ପିପିଲି:ଅଗ୍ରଣୀ ନାଗରିକ ସଂଗଠନ ‘ପିପିଲି ସାଂସ୍କୃତିକ ପରିଷଦ’ ଦ୍ୱାରା ନ’ଅଙ୍କ ଦୁର୍ଭିକ୍ଷ ଉପରେ ପ୍ରକାଶିତ ଇଂରାଜୀ ପୁସ୍ତକ ‘ଦି ଗ୍ରେଟ୍‍ ଓଡିଶା ଫ୍ୟାମିନି ୧୮୬୬ : ନ’ଅଙ୍କ ଦୁର୍ଭିକ୍ଷ’ ର ସଂପାଦକ ତଥା…
Read More...

ଲଡୁଗାଁ କଲେଜରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ

ଲଡୁଗାଁ : କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ ହୋଇଯାଇଛି । ଅଧ୍ୟାପିକା କଲ୍ୟାଣୀ ମହାନ୍ତି ଙ୍କ ପରିଚାଳନାରେ ଆୟୋଜିତ ଏହି ଆଠ ଦିନାତ୍ମକ ପ୍ରଶିକ୍ଷଣ…
Read More...

ଶିକ୍ଷକ ଅଭିଭାବକ ଏକାଠି ହେଲେ ବିଦ୍ୟାର୍ଥିଙ୍କ ବିକାଶ ସମ୍ଭବ

ଧାମରା : ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ଜତୀନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟରେ ୩୨ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୭ଘଟିକାରେ ବିଦ୍ୟାଳୟ ପ୍ରାଙ୍ଗଣରେ ପତାକା ଉତୋଳନ ହେବା ସହ ପାରମ୍ପରିକ…
Read More...

କଳାହାଣ୍ଡିର ୭୩ଟି ସ୍କୁଲ ଲୋକାର୍ପିତ

ଭବାନୀପାଟଣା: ୫-ଟି ହାଇସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ ରେ ଆଜି କଳାହାଣ୍ଡି ର ୭୩ ଟି ସ୍କୁଲକୁ ଆଭାସି ମାଧ୍ୟମରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ଅବସରରେ ଆଜି ଜୁନାଗଡ଼ ବ୍ଲକ…
Read More...

ଜିଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ସଭାଗୃହ ଠାରେ ଜିଲା ପ୍ରଶାସନ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍ , ଜିଲା ମୁଖ୍ୟ ଚିକିତ୍ସାଳୟ ମିଳିତ ସହଯୋଗାରେ ଜିଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଆଦି ୫ଟି ଜିଲ୍ଲାର ୩୪୩ଟି ରୂପାନ୍ତରିତ…
Read More...

ଦୀନବନ୍ଧୁ କହଁରଙ୍କୁ ‘ଆଦିବାସୀ ପ୍ରତିଭା ସମ୍ମାନ’

ଫୁଲବାଣୀ:କନ୍ଧମାଳ ନିବାସୀ କୁଇ ଲିପି ସୃଷ୍ଟିକର୍ତ୍ତା ଦୀନବନ୍ଧୁ କହଁରଙ୍କୁ ‘ଆଦିବାସୀ ପ୍ରତିଭା ସମ୍ମାନ-୨୦୨୪ । କନ୍ଧମାଳର ଦୀନବନ୍ଧୁ କହଁର କୁଇ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ସହିତ କୁଇ ଲିପି ଉଦ୍ଭାବନ କରିଥିଲେ।…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ କିସ୍ ଡିମଡ ବିଶ୍ଵବିଦ୍ୟାଳୟ  ମଧ୍ୟରେ ଚୁକ୍ତିପତ୍ର ସ୍ଵାକ୍ଷରିତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ  ସିଣ୍ଡିକେଟ କକ୍ଷରେ ଅପରାହ୍ନରେ  ଭୁବନେଶ୍ବର  ସ୍ଥିତ କିସ୍ ଡିମଡ ବିଶ୍ଵବିଦ୍ୟାଳୟ  ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷର ହୋଇଛି ।…
Read More...

ନୀଳମଣି ବାଗ ଏବଂ ମୁକେଶ ତାଣ୍ଡି ମେମୋରିଆଲ ସର୍ବ ଭାରତୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନୂଆପଡା ନେତାଜୀ ସୁବାଶ ଚନ୍ଦ୍ର ବୋଷ କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ସ୍ଵର୍ଗତ ନୀଳମଣି ବାଗ ଏବଂ ମୁକେଶ ତାଣ୍ଡି ମେମୋରିଆଲ ସର୍ବ ଭାରତୀୟ ନକ ଆଉଟ…
Read More...

ସବୁ ଜିଲାରୁ ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନ ବ୍ୟବସ୍ଥା

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା…
Read More...

ଆଦିବାସୀ ଜମି ବିକ୍ରୀ ପ୍ରସ୍ତାବ ପ୍ରତ୍ୟାହାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗତ ନଭେମ୍ବରରେ ଏ ନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା। ଆଦିବାସୀ ଅସ୍ଥାବର ସମ୍ପତ୍ତି…
Read More...

କଳାପଥର ଧଳାପଥର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦ୍‌ଯାପିତ 

କଳାପଥର(ବାଙ୍କୀ) :କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ ଆନୁକୁଲ୍ୟରେ ତଥା ଓଡ଼ିଶା  ସରକାରଙ୍କ ନୂଆ-ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଉଦ୍‌ଯାପିତ…
Read More...

ଡୁରା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ, ଭାଷା ହିଁ ଭବିଷ୍ୟତ ଆଲୋଚନାଚକ୍ର

ଗୋପାଳପୁର: ଡୁରା ସ୍ଥିତ ଡୁରା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ନୂଆ ଓ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆଜି ଭାଷା ହିଁ ଭବିଷ୍ୟତ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପିନାକୀ…
Read More...

ବିଦ୍ୟାଳୟରୁ ଖୋଜାହେବେ ପ୍ରତିଭା, ୧୪ ପ୍ରକାର କ୍ରୀଡ଼ାରେ ଭାଗନେବେ ୮ରୁ ୧୪ ବର୍ଷର ଛାତ୍ରଛାତ୍ରୀ

ଭୁବନେଶ୍ବର: କ୍ରୀଡ଼ାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ହକିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କ୍ରୀଡ଼ାରେ କିପରି ଓଡ଼ିଶାର ପିଲା ଭଲ କରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏହିକ୍ରମରେ ରାଜ୍ୟବ୍ୟାପୀ…
Read More...

୩୦ରୁ ଡିପ୍ଲୋମା ଫାର୍ମାସି ପରୀକ୍ଷା

ଭୁବନେଶ୍ବର: ଡିପ୍ଲୋମା ଇନ୍ ଫାର୍ମାସି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆସନ୍ତା ୩୦ରୁ ଅନୁଷ୍ଠିତ ହେବ। ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା ରାଜ୍ୟ ଫାର୍ମାସି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।…
Read More...

ଅପରାଧ ଆଇନର ପ୍ରଣୟନ ଯୋଗୁଁ ଦେଶର ନ୍ୟାୟିକ ବ୍ୟବସ୍ଥା ନୂତନ ଯୁଗରେ ପ୍ରବେଶ କରିପାରିଛି

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସ୍ଥାପନର ୭୫ ବର୍ଷ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନ୍ୟାୟିକ ବ୍ୟବସ୍ଥାର ସଶକ୍ତୀକରଣ ହେଉଛି ବିିକଶିତ ଭାରତର ଅଂଶବିଶେଷ। ତିନିଟି…
Read More...

” ପ୍ରଭୁପାଦ ତଳେ ପ୍ରଣତି ଢାଳେ “

ସାକ୍ଷୀଗୋପାଳ : ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ ସାକ୍ଷୀଗୋପାଳ ମନ୍ଦିର ନିକଟରେ ନିକଟରେ  ଅନୁଷ୍ଠିତ ହୋଇଯାଇଛି । ଉତ୍ସଵରେ ଅନୁଷ୍ଠାନର ସଭାପତି  ଦୁର୍ଗାପ୍ରସାଦ ମହାପାତ୍ର ସଭାପତିତ୍ୱରେ…
Read More...

ନୂଆସାହି କ୍ରିକେଟ ପ୍ରିମିୟର ଲିଗ୍ ଉଦଯାପିତ, ନୂଆପାଟଣା ଟିମ୍ ୬୦ରନ୍ କରି ବିଜୟୀ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ନୂଆ ସାହିରେ ୩ଦିନିଆ କ୍ରିକେଟ ଟୁର୍ଣ୍ଣମେଣ୍ଟ ରବିବାର ଉଦଯାପିତ ହୋଇ ଯାଇଛି । ନୂଆସାହି କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ…
Read More...

ଆଦିବାସୀ ସମ୍ପ୍ରଦାୟ ଦିଶୁମ ହୋ ସମାଜର ବୈଠକ

ଚୌଦ୍ୱାର: ଆଦିବାସୀ ସମ୍ପ୍ରଦାୟ ଦିଶୁମ ହୋ ସମାଜର କଟକ ଜିଲ୍ଲାସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇ ଯାଇଛି । ହୋ ଜନଜାତି ସମ୍ପ୍ରଦାୟର ମଖୁମଲ ସଏଙ୍କ ସଭାପତିତ୍ୱରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ପଞ୍ଚାୟତର…
Read More...

ଜିମସାର ଚୋରି ଘଟଣାରେ ୨ ଗିରଫ, ଚୋରି ପାଣି ମଟର ଜବତ

ଗୁରୁଡିଝାଟିଆ: ମାଧବପୁରସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମସାର) ପରିସରରୁ ଚୋରି ହୋଇଥିବା ଉଚ୍ଚ ଶକ୍ତି ସଂପନ୍ନ ସମର ସିବୁଲ ପାଣିମଟରକୁ ପୁଲିସ ଜବତ କରିବା ସହ ଏହା ଚୋରି କରିଥିବା ଅଭିଯୋଗରେ…
Read More...

ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ,କୁମାପରପୁର ଚମ୍ପିଆନ

ଗୁରୁଡିଝାଟିଆ: କଖଡି ଗାନ୍ଧିହାଟ ପଡିଆ ଠାରେ ବାବା ବାେ’ଶ୍ୱର ସେବା ସଂଗଠନ ଆନୁକୂଲ୍ୟରେ ଆୟୋଜିତ ପଞ୍ଚାୟତସ୍ତରୀୟ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗଜାମ୍ବକୁ ପରାସ୍ତ କରି କୁମାରପୁର ଚମ୍ପିଆନ ଆଖ୍ୟା…
Read More...

ଜନଗଣଙ୍କୁ ସଜାଗ, ସତର୍କ କରି ସୁସ୍ଥ ସମାଜ ଗଠନରେ ମହନୀୟ ଭୂମିକା ଗ୍ରହଣ କରେ ଗଣମାଧ୍ୟମ 

ଗୁରୁଡିଝାଟିଆ: ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନାମରେ ପରିଚିତ। ଜନଗଣଙ୍କୁ ସଜାଗ, ସତର୍କ କରି ସୁସ୍ଥ ସମାଜ ଗଠନ ଦିଗରେ ମହନୀୟ ଭୂମିକା ନିଭାଇଥାଏ। ମଣିଷ ଭିତରେ ମାନବିକତାର ଭାବଧାରା ସୃଷ୍ଟି କରି ସୁନାମ ଆଣିଥାଏ। ଶାସନ…
Read More...

ଗୋଛାପଡା ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲା  ଫିରିଙ୍ଗିଆ ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଗୋଛାପଡା ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ…
Read More...

କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ସଫଳତାର ମୂଳ ମନ୍ତ୍ର-୫ଟି ଅଧ୍ୟକ୍ଷ

କେନ୍ଦୁଝରଗଡ: ଜୀବନରେ ସଫଳତା ହାସଲ କରିବାକୁ ହେଲେ ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୫ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ୫ବର୍ଷ ମଧ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ କଠିନ…
Read More...

ଓଡିଆ ସମାଲୋଚନା ସାହିତ୍ୟର ଜଣେ ଧୂରୀଣ ସ୍ରଷ୍ଟା ଥିଲେ ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ

ଭୁବନେଶ୍ଵର: ଓଡିଶାର ଖ୍ୟାତନାମା ପ୍ରାବନ୍ଧିକ ଓ ସମାଲୋଚକ ତଥା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ଵର ସ୍ଥିତ ଓଏଏସ ଆସୋସିଏସନ…
Read More...

‘ଭାରତବର୍ଷ ହିଁ ବିଶ୍ୱ ଚେତନାର ମୂଳ ଉତ୍ସ’

ଭୁବନେଶ୍ୱର: ଭିଏସଏସ ନଗରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଭୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…
Read More...

ପିପିଲି ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ

ପିପିଲି:ସ୍ଥାନୀୟ ଜବାହର ବିଦ୍ୟାପୀଠ ପରିସରରେ ପିପିଲି ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନ୍‍ସନ ଯୋଜନାଭୁକ୍ତ)ର ବାର୍ଷିକ ସାଧାରଣ ବୈଠକ ସଂଘର ସ୍ଥାୟୀ ସଭାପତି ଜୟପ୍ରକାଶ ପ୍ରଧାନଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ…
Read More...

ମୁହଁରେ ଅସ୍ୱାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା:  ଚିନ୍ତାରେ ପରିବାର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୋଡାପଡ଼ା ଗ୍ରାମର ବିଜୟ ପ୍ରଧାନଙ୍କ ବଡ଼ ଝିଅ ଗାୟତ୍ରୀ ପ୍ରଧାନ ବୟସ ୨୩ବର୍ଷ । ଜନ୍ମରୁ ତାଙ୍କ ବାମ ଆଖି ପତା ଉପରେ ଏକ ମାଂସ ପିଣ୍ଡୁଳା…
Read More...

ବାହାହେଲେ ଚେସ ତାରକା ପଦ୍ମିନୀ ରାଉତ

ଭୁବନେଶ୍ବର:  ଚେସ ତାରକା ପଦ୍ମିନୀ ରାଉତ ବିବାହ ବନ୍ଧନରେ ବାନ୍ଧି  ହୋଇଛନ୍ତି। ମୁମ୍ବାଇର ଜୟକିଶିନ ମନକାନୀଙ୍କୁ ପଦ୍ମିନୀ ରାଉତ ବିବାହ କରିଛନ୍ତି। ଭୁବନେଶ୍ବରର ପଟିଆ ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ହିନ୍ଦୁ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ମନ ଭିତରେ ବିଶ୍ୱାସ ରହିଛି

ପିପିଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ମନ ଭିତରେ ବିଶ୍ୱାସ ରହିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାରେ ମୋଦୀ ଗ୍ୟାରେଣ୍ଟିର ଯାଦୁ କାମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...

ହାଇଦ୍ରାବାଦ ଟେଷ୍ଟ: ଇଂଲଣ୍ଡଠାରୁ ହାରିଲା ଭାରତ

ହାଇଦ୍ରାବାଦ୍‌: ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡଠାରୁ ଭାରତ ହାରିଯାଇଛି। ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଛି। ଭାରତର ସ୍କୋର ୪୩୬, ୨୦୨ ରହିଥିବାବେଳେ ଇଂଲଣ୍ଡ ସ୍କୋର ୨୪୬, ୪୨୦ ରହିଛି। ହାଇଦ୍ରାବାଦ ରାଜୀବ…
Read More...

ଦେଶ ନିର୍ମାଣରେ ନୂତନ ଭୋଟର ଭବିଷ୍ୟତ-ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି।୨୦୧୪ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ…
Read More...

ବିଲୁପ୍ତ ପ୍ରଜାତିର ଶାଗୁଣା ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତ ଟେଲାପାଲି ଗ୍ରାମ ନଦୀ ନିକଟରୁ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର କରାଯାଇଛି । ସକାଳୁ ସକାଳୁ ଗାଁ ନିକଟରେ ଥିବା ନଦୀକୁ ଶୌଚ ହେବା ପାଇଁ…
Read More...

ନୀଳମଣି ସାମଲଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଲା

ଭୁବନେଶ୍ବର: ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କର ଆଜି କଟକ ବଡ ଡାକ୍ତର ଖାନରେ ଚିକିତ୍ଛାଧୀନ…
Read More...