କେଶଦୁରାପାଳ : କେହି ଅଜଣା ଦୁର୍ବୁତ୍ତ ଏଟିଏମ୍ ତାଡି ଟଙ୍କା ଲୁଟି ନେଇ ଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଘସିପୁରା ଆନା ଅନ୍ତର୍ଗତ ଖାଳିଆ ମେଣ୍ଟା ଗ୍ରାମରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଟିକୁ କେହି ଦୃର୍ବୁତ୍ତ ତାଡି ଦେଇ ଟଙ୍କା ଲୁଟି ନେଇଥିବା ଜଣାପଡିଛି ।ରାତି ପ୍ରାୟ ୧୦ଟା ସମୟରେ ଏଟିଏମ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଏସଂପର୍କରେ ଖବର ପାଇ ଘସିପୁରା ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Popular Categories



