ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଅତିରିକ୍ତ ପୁଲିସ କମିଶନର ଭାବେ ଅବିନାଶ କୁମାରଙ୍କୁ ବଦଳି କରାଯାଇଛି। ବ୍ରିଜେଶ କୁମାରଙ୍କୁ ଗୁଇନ୍ଦା ଡିଆଇଜି(ସିକ୍ୟୁରିଟି ୱିଙ୍ଗ) ଭାବେ ବଦଳି କରାଯାଇଛି। ଦୟାଲ ଗଙ୍ଗୁଆର ପୁଲିସ ଆଧୁନିକୀକରଣ ଏଡିଜି ହୋଇଥିବାବେଳେ ରାଜେଶ କୁମାରଙ୍କୁ ଏସଏଫଏସଏଲର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

Comments are closed.