www.samajalive.in
Monday, December 15, 2025
17.1 C
Bhubaneswar

ଲୁହାରଡ଼ ଚୋରି ଅଭିଯୋଗରେ ୨ ଗିରଫ

କେଶଦୁରାପାଳ : ଘସିପୁରା ପୁଲିସ ପକ୍ଷରୁ ଲୁହାରନ୍ ଚୋରି ଅଭିଯୋଗରେ ୨ଜଣଙ୍କୁ ଗିରଫ ପରେ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ସୂଚନଯୋଗ୍ୟ ଘସିପୁରା ଥାନା ଅନ୍ତର୍ଗତ ଅତାସାହି ଠାରେ ଏକ ପୋଲ ନିର୍ମାଣ ନିମନ୍ତେ ୬ ଏମ୍ ଏମ୍ ରଡ଼ ରଖାଯାଇଥିବା ବେଳେ ଗତ ୨୮ତାରିଖ ରାତିରେ ଏହା ଚୋରି ହୋଇଯାଇଥିବା ଜଣାଯାଇଥିଲା ।

ଉକ୍ତ ଘଟଣା ନେଇ ଖାଳିଆମେଣ୍ଟା ଗ୍ରାମର ସୁରେନ୍ଦ୍ର କୁମାର ଭୂୟାଁ ଘସିପୁରା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଆଧାର କରି ଘସିପୂରା ଥାନା ଅଧିକାରୀ ସୁନୀଲ କୁମାର କର ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏସଆଇ ମନିଶା ଗୁପ୍ତା ଘଟଣାର ଅନୁସନ୍ଧାନ କରି ହବନପୁର ଠାରେ ଥିବା କବାଡିଆ ଗୋଦାମ ଉପରେ ଚଢ଼ାଇ କରାଯାଇ ସେଠାରୁ ୪୧ଖଣ୍ଡ(୨କ୍ଵଇଣ୍ଟାଲ) ଲୁଭାଛଡ଼ ଉଦ୍ଧାର କରାଯାଇଥିବା ବେଳେ ଏହି ଚୋରି ଘଟଣାରେ ସମ୍ପୃକ୍ତ ସରେଇଁ ଗ୍ରାମର ନିତ୍ୟାନନ୍ଦ ସାହୁଙ୍କୁ ଗିରଫ କରାଯାଇଥିଲା ।

- Advertisement -

ଚମୁହଁ କଲେନାସାହିର ମହାବୀର ଦେହୁରୀଙ୍କ ଗୋଦାମରୁ ୫୧ ଖଣ୍ଡ ଲୁହାରଡ଼ ଉଦ୍ଧାର କରିବାରେ ପୁଲିସ ସକ୍ଷମ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାଇ ହୋଇଯାଇଥିବାରୁ ତାଙ୍କର ଅନ୍ୟଜଣେ ସହଯୋଗୀ ବେଇବାହାଳୀ ଗ୍ରାମର ଶିବାନନ୍ଦ ସାହୁଙ୍କୁ ପୋଲିସ ଗିରଫ କରି କେଶ ନଂ ୮୭:୨୪ରେ ମାମଲା ରୁଜୁ କରି ନିତ୍ୟାନନ୍ଦ ସାହୁ ଓ ଶିବାନନ୍ଦ ସାହୁ ଦୂଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଜଣାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories