www.samajalive.in
Sunday, December 7, 2025
14.1 C
Bhubaneswar

ଗଂଜେଇ ଜବତ, ଦୁଇ ଗିରଫ

ବୌଦ୍ଧ : ବୌଦ୍ଧ ପୁଲିସ ପକ୍ଷରୁ ଚଢଉ କରାଯାଇ ୨୧ କେଜି ଗଂଜେଇ ସହ ଏକ ବାଇକକୁ ଜବତ କରିଥିବା ବେଳେ ଦୁଇ ଜଣକୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକର ଛପରା ଗ୍ରାମର ଦିବ୍ୟକାନ୍ତ ପ୍ରଧାନ ଓ ଦିଲ୍ଲିପ ବିଶ୍ୱାଳ ।
ସୂଚନା ମତେ, ଗଂଜେଇ ଚାଲାଣ ହେଉଥିବା ସୂଚନା ପାଇ ବୌଦ୍ଧ ପୁଲିସ ଫୁରୁଡା ଠାରେ ଏକ ବାଇକ ଉପରେ ଚଢଉ କରାଯାଇ ତଲାସି କରିବାରୁ ବାଇକରେ ଗଂଜେଇ ଥିଲା । ଗଂଜେଇକୁ ପୁଲିସ ଜବତ କରି ଓଜନ କରିବାରୁ ତାହା ୨୧ କେଜି ଗଂଜେଇ ହୋଇଥିଲା । ପୁଲିସ ଗଂଜେଇ ସହ ବାଇକକୁ ଜବତ କରି ବାଇକରେ ଥିବା ଦୁଇ ଅଭିଯୁକ୍ତ ଦିବ୍ୟକାନ୍ତ ଓ ଦିଲ୍ଲିପକୁ ଗିରଫ କରିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories