www.samajalive.in
Wednesday, December 10, 2025
26.1 C
Bhubaneswar

ଓଲଟିଲା କୁଣ୍ଡା ବୋଝେଇ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କଲମପୁର : ରେକଲମପୁର ମୁଖିଗୁଡା ମୁଖ୍ୟ ରାସ୍ତାର ବୋଦେଲବନ୍ଧ ଗ୍ରାମର ବିଦ୍ୟାଳୟ ସମ୍ମୁଖରେ ଏକ କୁଣ୍ଡା ବୋଝେଇ ୭୦୯ ଗାଡି ରାସ୍ତା କଡର ଜମି ଭିତରେ ଓଲଟି ପଡିଛି। କିନ୍ତୁ ସୌଭାଗ୍ୟ ବସତଃ ଡ୍ରାଇଭର ଜଣକ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁସାରେ ବିଜମରା ସିଦ୍ଧି ଟ୍ରେଡର୍ସ ନାମକ ସଂସ୍ଥାର ଓ.ଆର. ୧୭ଜି ୫୯୮୭ ନମ୍ବର ବିଶିଷ୍ଟ ଏକ ୭୦୯ ଗାଡି କଲମପୁର ଥାନା ଅଧିନସ୍ଥ ବୋଦେଲବନ୍ଧ ଗ୍ରାମରୁ କୁଣ୍ଡା ବୋଝେଇ କରି କଲମପୁର ମୁଖିଗୁଡା ରାସ୍ତା ଦେଇ ବିଜମରାକୁ ଫେରୁଥିବା ବେଳେ ବୋଦେଲବନ୍ଧ ବିଦ୍ୟାଳୟ ସମ୍ମୁଖରେ କୌଣସି କାରଣରୁ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ଯୋଗୁଁ ଗାଡିଟି ରାସ୍ତାକଡ ଜମିରେ ଓଲଟି ପଡିଥିଲା। କିନ୍ତୁ ଅଳ୍ପକେ ଡ୍ରାଇଭର ଜଣକ ବର୍ତ୍ତି ଯାଇଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories