www.samajalive.in
Friday, December 12, 2025
19.1 C
Bhubaneswar

ଢେଙ୍କିକୋଟ ସାପ୍ତାହିକ ହାଟରୁ ସ୍କୁଟି ଚୋରି, ସିସିଟିଭିରେ  କଏଦ ହେଲା ଚୋରିବେଳର ଦୃଶ୍ୟ

ପାଟଣା : କେନ୍ଦୁଝର ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ଢେଙ୍କିକୋଟ ରେ ଆଜି ସାପ୍ତାହିକ ହାଟ ଥିବା ବେଳେ ଲୋକଙ୍କ ଗହଳି ର ସୁଯୋଗ ନେଇ କୌଣସି ଦୁବୃର୍ତ୍ତ ଦୁର୍ଗା ଶଙ୍କର ସାହୁଙ୍କ ସ୍କୁଟିଟି ଚୋରି କରି ନେଇଛି। ସ୍କୁଟିଟି ଶଙ୍କର୍ଷଣ ସାହୁଙ୍କ ସିମେଣ୍ଟ ଦୋକାନର ପଛ ପାଖରେ ରହିଥିଲା । କୌଣସି ଦୁବୃର୍ତ୍ତ ସ୍କୁଟି ଟିକୁ ଗଡାଇ ଗଡାଇ ନେଇଛି। ଯାହାରା ଭିଡ଼ିଓ ସିସିଟିଭିରେ କଏଦ ହୋଇଛି।‌ ଚୋରି ସମ୍ପର୍କରେ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରାଯାଇଛି। ପୁଲିସ ଚୋରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ ଚଳାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories